Sabu e jhia drama ghara rent dei nathiba house owner tanka magithiba na dei pari false alligation lagauchi this is use of feminism. Bichara odisha loka bujhi parunahanti jhia ku support karuchhanti ebe bbsr re emiti chalichi😅😅
Are vai ghara Malika bi ame hele jhiamane jaha maruchanti janicha jhiamane rahile boyfriend anile kahilaru ghare sofa re basi katha hela ame this hei misbehave kala.ta boyfriend jeki sambadika dhamak puni Paisa na dei chu.. police station jai mobaile chori se take ame upare.emanku mada ni Puja kariba.samstanku kahuchi.
Sabu e jhia drama ghara rent dei nathiba house owner tanka magithiba na dei pari false alligation lagauchi this is use of feminism. Bichara odisha loka bujhi parunahanti jhia ku support karuchhanti ebe bbsr re emiti chalichi😅😅
Bhubaneswar commissionerate police has become corrupt and incompetent. Crime rate in Bhubaneswar has gone up multifold in last few months. Now they are good for checking helmet but.
Sabu capital re ghara owner nka seiya situation. Bhala owner b achhanti bt kharap re bhut kharap bhut owner achhanti. Bbsr re mo sanga mane b rahuchanti au owner literally family bhalo. So it depends.
What is the HER (police team) doing ? What is the Government of Odisha (Home Department) doing?What are senior Police officials doing to help / protect the help less girls / ladies?
ଦେଶ ଭିତରେ ଜନତା, ଛାତ୍ର, ଛାତ୍ରୀ, କୃଷକ, ଅଳ୍ପ ଋଣ କରିଥିବା ଲୋକ ଏମିତି ବହୁତ ଯଦି ଅସୁରକ୍ଷିତ, ନୌସେନା ଦିବସ ରେ ପାକିସ୍ତାନ, ଚୀନ କୁ ଡରେଇବା ର କିଛି ମାନେ ନାହିଁ
Very good meny meny thanks
@@DebendraRout-x9i Right bro. No. 1 comment. False development.
ଠିକ୍ କଥା କହିଲେ
Loudaa eitaa police ra kama Navy wala asi kan Kariba. Bhubaneswar police kan gandi mareibaku achhi Khali??
Hann army bala asiba tete tike genji ki jaba
ଓଡ଼ିଶା ପୋଲିସ କୌଣସି କାମକୁ ନୁହଁ
Thik kahicha bhai
Kichi hebani ... Ame emiti problem face karichu ... And se budhi ra jhio saha badiya pita hela .. such disgusting owners here
Aaj ka tym mein ladki Jada ghatiya hote hai 🤬🤮 Or Jada ghatiya kamm Karti hai 🤬🤮 ghar ka malik thik kya hai🔥🔥
@@odiatokasagarAaj ka tym mein ladki Jada ghatiya hote hai 🤬🤮 Or Jada ghatiya kamm Karti hai 🤬🤮 ghar ka malik thik kya hai🔥🔥
IRB ku daka ta pare dekhibo
ରାଜ୍ୟପାଳଙ୍କ ପୁଅ ଜଣେ Aso ଅଫିସର ବୈକୁଣ୍ଠ ବାବୁଙ୍କୁ ମାଡ଼ ମାରିଲା ଛେପ ଚଟାଇଲା ଏ ଅର୍ଯ୍ୟନ୍ତ ପୋଲିସ୍ କିଛି କରି ପାରିଲା ନାହିଁ,
Bbsr ରେ ଯବାନ ଦମ୍ପତିଙ୍କ ସହ ଘଟିଥିବା ଘଟଣାର ଏ ପର୍ଯ୍ୟନ୍ତ କିଛି ହେଲାନି,
ବିଜେପି ନେତା ଜୟନାରାୟଣ ମିଶ୍ର ଜଣେ ମହିଳା ପୋଲିସଙ୍କୁ ଧକା ମାରିଲେ ପୋଲିସ୍ ଏ ପର୍ଯ୍ୟନ୍ତ କିଛି କରି ପାରିଲା ନାହିଁ,
ତମକୁ କଣ ନ୍ୟାୟ ଦେବ
Isliye ham Desh bhakt ka lover Indian army 🪖 police ta khali chata lok
Aaj ka tym mein ladki Jada ghatiya hote hai 🤬🤮 Or Jada ghatiya kamm Karti hai 🤬🤮 ghar ka malik thik kya hai🔥🔥
@@Kingofsarkar-j9tAaj ka tym mein ladki Jada ghatiya hote hai 🤬🤮 Or Jada ghatiya kamm Karti hai 🤬🤮 ghar ka malik thik kya hai🔥🔥
Bjd bala nka munda tina heijaichi 25 barsha aaka40 mari 😝
ଭୁବନେଶ୍ଵର ଗୋଟେ ଗାଉଁଲି ଅସଭ୍ୟ ଙ୍କ ଜାଗା। ରାଜଧାନୀ ନାମ ରେ କଳଙ୍କ। କଟକ କୁ ମୂଳତଃ ରାଜଧାନୀ ର ମାନ୍ୟତା ଦିଆଯାଉ ଯେମିତି ଆଗରୁ ଥିଲା।
Cuttack b same...Bhasa prabala
@nilsdiary6256 ଭାଷା ହିଁ ତ! କାନ ବନ୍ଦ୍ କରିଦିଅ। କାହା ଜୀବନ ତ ଯିବନି କି କୋଉ ଯୁବତୀ ଏମିତି ମାଡ଼ ତ ଖାଇବନି ନା!
@@nilsdiary6256correct
Berhampur is best
@subhasishpanda7325 ଆଗ ଅପରାଧ ରୁ ମୁକ୍ତ ହଉ ଗଞ୍ଜାମ। Lawless ଗଞ୍ଜାମ। କଟକ ଭାଇଚାରା କୁ maintain କରିପାରିବ କିଏ
ସେ ଘର ମାଲିକ ଓ ତାଙ୍କ ପିଲାଙ୍କୁ ତୁରନ୍ତ ଗିରଫ କରିବା ଆବଶ୍ୟକ ।
Kan to icha re .khali laleila
Aaj ka tym mein ladki Jada ghatiya hote hai 🤬🤮 Or Jada ghatiya kamm Karti hai 🤬🤮 ghar ka malik thik kya hai🔥🔥🔥🔥🔥
Kn paini kire
Sabu e jhia drama ghara rent dei nathiba house owner tanka magithiba na dei pari false alligation lagauchi this is use of feminism. Bichara odisha loka bujhi parunahanti jhia ku support karuchhanti ebe bbsr re emiti chalichi😅😅
Kain to sister ko mariba payin...@@somsish.kanhar8025
My humble request to the government is to give proper treatment to the sister . Our self - respect Odisha ...
Odisha police ଅଯୋଗ୍ୟ ଖାଲି ବସିକି ଦରମା ନେଇକି ପେଟ ଧରିକି ବୁଲୁଛନ୍ତି ଆଉ କିଛିନାଁ. କୌଣସି କାମ କୁ ନୁହଁ
ମାଲିକ ସେକ୍ସ୍ ରାକାଟେ ରେ ସାମିଲ୍ ଅଛନ୍ତି କଢା ଆକ୍ସନ ନିଆଯାଉ
ଘର ମାଲିକଙ୍କ ସହିତ ପୋଲିସର ଦିଆନିଆ ସଲାସୁତୁରା ଯୋଗୁଁ କିଛି action ହେଉନାହିଁ।
Are vai ghara Malika bi ame hele jhiamane jaha maruchanti janicha jhiamane rahile boyfriend anile kahilaru ghare sofa re basi katha hela ame this hei misbehave kala.ta boyfriend jeki sambadika dhamak puni Paisa na dei chu.. police station jai mobaile chori se take ame upare.emanku mada ni Puja kariba.samstanku kahuchi.
Aaj ka tym mein ladki Jada ghatiya hote hai 🤬🤮 Or Jada ghatiya kamm Karti hai 🤬🤮 ghar ka malik thik kya hai🔥🔥
@@madhusmitamohanty2332Aaj ka tym mein ladki Jada ghatiya hote hai 🤬🤮 Or Jada ghatiya kamm Karti hai 🤬🤮 ghar ka malik thik kya hai🔥🔥
@@madhusmitamohanty2332se jhia ku kahiki badauchha
ଘର ମାଲିକ ମାନେ bbsr ରେ ବାହୁବଳୀ,,
Perfect
Aeta kintu sata
Aaj ka tym mein ladki Jada ghatiya hote hai 🤬🤮 Or Jada ghatiya kamm Karti hai 🤬🤮 ghar ka malik thik kya hai🔥🔥
@@odiaknowledgehubranjit4985Aaj ka tym mein ladki Jada ghatiya hote hai 🤬🤮 Or Jada ghatiya kamm Karti hai 🤬🤮 ghar ka malik thik kya hai🔥🔥
@@tanayakumarpradhan4299Aaj ka tym mein ladki Jada ghatiya hote hai 🤬🤮 Or Jada ghatiya kamm Karti hai 🤬🤮 ghar ka malik thik kya hai🔥🔥
ଇଏ ତ ପୁରା ସମ୍ବେଦନଶୀଳ ଘଟଣା,ସେ ପରିବାରର ସମସ୍ତଙ୍କୁ ଆରେଷ୍ଟ କରାଯାଉ ।
ଘର ମାଲିକଙ୍କ ଠକାମୀ ଧନ ରେ ବଳିୟାର
Aaj ka tym mein ladki Jada ghatiya hote hai 🤬🤮 Or Jada ghatiya kamm Karti hai 🤬🤮 ghar ka malik thik kya hai🔥🔥🔥🔥🔥🔥🔥
Sabu e jhia drama ghara rent dei nathiba house owner tanka magithiba na dei pari false alligation lagauchi this is use of feminism. Bichara odisha loka bujhi parunahanti jhia ku support karuchhanti ebe bbsr re emiti chalichi😅😅
Ta ବାପାର ବି ମାନବିକତା ନାହିଁ, ବୁଢ଼ା ଟା ର ଝିଅ ନାହିଁ. କି ମା ନାହିଁ, ସ୍ତ୍ରୀ କଥା ଛାଡ଼. ସେମିତି ମାଲିକକୁ ପ୍ରଥମେ ଆରେଷ୍ଟ କରାଯାଉ 🙏🙏🙏ପ୍ଲଜ଼ ପ୍ଲଜ଼ ସେ ମାଦୃଚୋଦ କୁ ଆଗ ପିଟି ପିଟି ଆରେଷ୍ଟ କରାଯାଉ 🙏🙏🙏🙏
What a surprise incidents happening there.. strictly taken action against that room owners son for all that things..Its so shameful & painful
ମାଆ ଲୋ ପ୍ରଭୁ ଜଗନ୍ନାଥଙ୍କୁ ଭରଷା କରି ରାସ୍ତା ଚାଲୁଥା ଓଡିଶା ସରକାର ଵା ଓଡିଶା ପୋଲିସ ଉପରେ ଭରଷା କଲେ ଜୀଵନ ଟା ଚାଲିଯିବ.
ଘର ସିଜ କରା ଯାଉ
To maikina ku mun siz karibi raha byasata Hani tu kia mun Jani chi wait and watch
House owner should arrest
ଝିଅଙ୍କ ଉପରେ କେମିତି ହାତ ଉଠୁଛି
ଯଦି ଆଗରୁ ପାଟିତୁଣ୍ଡ ହେଇଥିଲା ଆପଣ ସେ ଘରେ କଣ ପାଈଁ ରହୁଥିଲେ.
ଝିଅକୁ ନ୍ୟାୟ ଦିଆଯାଉ ଆଉ ଘର ମାଲିକ କୁ ଆରେଷ୍ଟ କରାଯାଉ
ଆରେ ଆରେ ଏ କଣ ଘର ମଲିକ ଙ୍କ ଦାଦା ଗିରି.
Aaj ka tym mein ladki Jada ghatiya hote hai 🤬🤮 Or Jada ghatiya kamm Karti hai 🤬🤮 ghar ka malik thik kya hai🔥🔥🔥🔥🔥
Correct bhai sabuthi praaya same 😒😒
Bhubaneswar commissionerate police has become corrupt and incompetent. Crime rate in Bhubaneswar has gone up multifold in last few months.
Now they are good for checking helmet but.
100 💯 correct
Agaru even 1or 2yrs before emiti situations nathila.
ସେ ଘରମାଲିକ ର ବି ଜବାବତଲବ ରଖାଯାଉ ନା।ଖାଲି ଝିଅ ପିଲା ଦେଖି ତରଳି ପଡ଼ି ଏକପାଖିଆ ହେବା ତମର ପକ୍ଷପାତିତା କୁ ପଦାରେ ପକାଉଛି।
Share the address so that others will know before taking rent at same place.
Right
ବିଜେପି ସରକାର ରେ ସାଧାରଣ ଜନତା(ପୁଣି ମହିଳା) ମାନଙ୍କୁ ପୋଲିସ ପ୍ରଶାସନ ଠାରୁ ଏମିତି ନିରାଶ ଜନକ ସେବା ପାଇବା ଅତି ନିନ୍ଦନୀୟ ଘଟଣା ।
ବିଜେପି ଶାସନରେ ଆଇନି ଶୃଙ୍ଖଳା ରସାତଳକୁ ଗଲାଣି.
BJP kn kala ae abasta sabu bele 😂😂😂.
Jia badeichhi se maaghia ku heavy punishment dia jau
Bjd 25 barsa thila,kn setebela kichhi problem haunathila,pari ,mamata,ye sabu case bhuli gala
Nhi re chhodipua bjd time re bi heichi bahut jou sarkar asiba Tara kukura police patha padihthile janithantu😂
Toh maa bia
Reporter ମାନେ ଦୟାକରି owner ଙ୍କ ଠାରୁ bite ନିଅନ୍ତୁ। ଏଇଟା one sided ହେଇଗଲା। ହୁଏତ ଆଉ କିଛି ହୋଇ ଥାଇ ପାରେ।
ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ। ଖାଲି ସରକାର ଆଉ ପୋଲିସ ଦୋଷ ଦେଲେ ହେବନି। ବିନା କାରଣରେ କେହି କିଛି କରେ ନାହିଁ। କାହିଁକି ସେମାନେ ଝିଅ ପିଲା ମାନଙ୍କୁ ବାଡେଇଲେ ତାହାର କାରଣ ଖୋଜି ବାହାର କରାଯାଉ। ସତ୍ୟ ସାମନାକୁ ଆସୁ।
Odisha police kichi karanti nahi
Bilkul thik.
🎉🎉🎉“ଯୀଶୁଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ; କାରଣ ଯାହା ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ।” 🎉🎉🎉
ପ୍ରେରିତ 4:12
ଜୟ ଶ୍ରୀ ରାମ
@sudiptrainofrhythm8529
ମିଥ୍ୟା ପରିତ୍ୟାଗ କର ଏକ ମାତ୍ର ସତ୍ୟ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ବିଶ୍ବାସ କର ଉଦ୍ଧାର ଓ ଅନନ୍ତ ଜୀବନ ପାଇବ
@sudiptrainofrhythm8529
ମିଥ୍ୟା ପରିତ୍ୟାଗ କର ଏକ ମାତ୍ର ସତ୍ୟ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ବିଶ୍ବାସ କର ଉଦ୍ଧାର ଓ ଅନନ୍ତ ଜୀବନ ପାଇବ ଯାହା ତୁମକୁ ରାମ, କୃଷ୍ଣ, ଜଗନ୍ନାଥ,ଶୀବ କି ତୁମର ସମସ୍ତ ଦେବତା ଦେଇ ପାରିବେ ନାହିଁ !
@@NSkantKumar ଦି ଗୋଇଠା ଖାଇବୁ ସବୁ ଯୀଶୁ ଫିଶୁ ବାହାରି ଯିବା ବୁଝିଲୁ
@@prakash1-x1dlanguage thk kara ho bhai..kaha biswaass ku emti word use karanahi.
ଉପଯୁକ୍ତ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ l
ଏସବୁ ବିଜେଡି ସରକାର ର ଅଭ୍ୟାସ ଗତ. ଆଛା ନନ୍ଦିଘୋଷ ଟିଭି ର ଏମିତି ନିୟୁଜ ବିଜେଡି ସରକାର ରେ ଦେଖିବାକୁ ମିଳୁନଥିଲା
ଅତି ଉଦ୍ଧତ
ଏପରି ହାତ ଉଠେଇବା ଠିକ୍ ନୁହେଁ , କୌଣସି ଅନ୍ୟାୟ ହୋଇଥିଲେ ଆଇନ୍ ର ଆଶ୍ରୟ ନେବା ଉଚିତ୍
ତୁରନ୍ତ ବାବା ଏ ସ୍ଥାନ ଛାଡିଦେବା ଜରୁରୀ
Bhubaneswaria ଲୋକ ପରମ ମାଗିହାଁ
ତାଙ୍କ ଠାରୁ କେବେ ବି ଭଲ ବ୍ୟବହାର ଚାହିବନି ।।
🤣🤣🤣🤣🤣
Kohana bhai Kam debe kohi agency 3000 Tonka nei lele toko bharti
Sabu capital re ghara owner nka seiya situation. Bhala owner b achhanti bt kharap re bhut kharap bhut owner achhanti. Bbsr re mo sanga mane b rahuchanti au owner literally family bhalo. So it depends.
Very nice sister you are cleverly doing all that vdo shoot..Now all are full educated & conscious so Room owners should be careful for all that
Sister you are brave
Bapa pua nku giraf Kari kathor danda diajau
Ghara Malika mane jaha houchanti sahi habani se jhianku nyaya diantu
😮
Aaj ka tym mein ladki Jada ghatiya hote hai 🤬🤮 Or Jada ghatiya kamm Karti hai 🤬🤮 ghar ka malik thik kya hai🔥🔥
Bht dukha lagila suniki😢😢kete dura ru jhia puo aasuchnti😢
Hotel re ruhantu Paisa na dele gandi marei be jadi bhada ghare rahibe bujhilu
ସେହି କୁକୁର ଶଳା ଘର ମାଲିକକୁ ତା ଦୁଇ ପୁଅକୁ ଯତା ଶୀଘ୍ର arrest କରାଯାଉ,,,!
Odisha police khali traffic check kari paisa khaibe au tanka paribar posibe
ଘର ମାଲିକ ଙ୍କ ଭାଉ ପ୍ରବଳ
Correct bhai bbsr re besi 😒😒😁😁
Bhubaneswar ra police paisa re kama kuchi
Gurubaru ❤❤❤❤
ଏଇ ଝିଅ ଘର କେନ୍ଦ୍ରାପଡ଼ା.ଏଇ ଝିଅ ଧନ୍ଦା କରେ. ଆଉ ଅରିଲା ମାଲିକ ଵହତୁ ଭଲ. ଆମେ ରହିକି ଆସିଛୁ. ଏଇ ଝିଅ ମଦ ପିଏ. ରାତି କୁ 1000ନିଏ. ଯାହା କହିଲା ମିଛ. ତ ଭଳିଆ ବେଧେଇ ଖାଲି ମାଡ ଦକାର.
Tu bedha pila param maghia tu aga mada khaibu tu se budhar adharmi behapila pua beshi chhodihele ahuri sodibi
Tu Sola ti sei ghara maliko ra puo nahale ta posa kukura media agare asi kahunu comment re Kain emiti baula hauchhu
Kintu video ta au kichhi kahuchi
Sarkar gharabhada tia nku kichhi solution Dia.
3 month advance + 6 month rahibaku badhya .
Mam court re petition te dakhal kari diantu dekhibe sabu thik hei jiba
ଏମିତି କଣ ସବୁ ମେଟ୍ରୋ ସିଟି ରେ ସମ୍ଭବ, ଏଇଟା ପରା ଶାନ୍ତି ପ୍ରିୟ ରାଜ୍ୟ, ପୂର୍ବ ସରକାର କହୁଥିଲେ !
ହରୀ ବୋଲ ❤ ହରୀ ବୋଲ ❤ ହରୀ ବୋଲ ❤❤❤❤😅😅😅😅
Kan pain hauchha jane asubidhare padichhi emiti tumara heithile kan karithanta
ଚୋଡି ଦୋକାନରେ କାମ କରେ. ରାତିରେ. ଧନ୍ଦା କରେ. ଏଇ ଝିଅ ଚୁରୁଣୀ mo ଠୁ 1000ନେଇଥିଲା ଦେଲନି. ଯାହାବି କହୁଛି ମିଛ. ଏଇ rent ଦେଲନି ମାଲିକ ମାଗିବାରୁ.. ମାଲିକ na ରେ ଗୋପୁଛି
ତୁ ବୁଧେ କେବେ 1000 ଦେଇକି ନେଇ ଥିଲୁ
କୌଣଷି ଘରର ମାଲିକ ରେଣ୍ଟ ରେ ରହୁଥିବା ଲୋକକୁଁ ବିନା କାରଣରେ ଘରୁ ବାହାରି ବାକୁ କହିବେ ନାହିଁ । ସମସ୍ତ୍ ଦୁଇ ମାସର ଆଡଭାନସ ରଖିବାର କାରଣ ହେଉଛି ପ୍ରଥମ ମାସର ଘର ଭଡା ସାଥିରେ ଆଉ ଗୋଟିଏ ମାସର ସେତିକି ମିସାଇ ଦିଅନ୍ତି କାରଣ ଘର ଛାଡିବା ଟାଇମିରେ ଈଲେକ୍ଟ୍ପୀ ବିଲି ପାଣି ବିଲି ଥାଏ ଯଦି କିଛି ଜିନିସ ଭାଗିଂ ଥାନ୍ତି ସେଥିରୁ କିଛି ଟକାଁ କାଟି ବାକି ଫେରସ୍ତ କରି ଦିଅନ୍ତି । ଘର ମାଲିକ ସାଥିରେ ରେଣ୍ଟ ରେ ରହୁ ଥିବା ଝିଅ କଁ ଭିତରେ କଣ ପାଇଁ ଝଗଜା ହେଲେ ସିହି ବିଷୟ ଜାଣିବା ପରେ ସମସ୍ତ କଥା ସମ୍ନାକୁ ଅସିବ । କାହୀକୁ ମାଡ ପିଚା କରିବା ଠିକ ନୁହେଁ କିନ୍ତୁ ସେମିତି କିଛି କଥା ହୋଇ ଥିବାରୁ ବିରକ୍ତ ହୋଇ ଏହି ଭଳି ଘଟଣା ଘଟିଛି। ସେହି ଦୁଇ ପକ୍ଷ ପୋଲିସି କୁ ସବୁ କହି ପାରିବେ । ତା ପରେ ଜାହୀର ଭୁ। ହେବ ତାକୁ ଜେଲ ଜିବାକୁ ପଡିବ । ନଚେତ ଆପସ ସମାଧାନ କରି ନିଜ ନିଜ ରାସ୍ତା ରେ ଚାଲିଯିବେ ।
Good
What is the HER (police team) doing ? What is the Government of Odisha (Home Department) doing?What are senior Police officials doing to help / protect the help less girls / ladies?
Bhai ete emiti b situation helani...... 😭🙏💯❌,Chi really it seems like -End of Kalyug..... 😭😭😭😭😭 Mo Odisha re b Amiti houchhi...... ❌💯❌🙏🙏😭
My humble request to govt please take necessary action and save to the Naree,Ma,Janani
କିଛି ଘର ଭଡ଼ା ମାଲିକ ଏହିପରି କାର୍ଯ୍ୟ ରେ ଲିପ୍ତ ।ଏଣୁ ଘର ଭଡା କୁ ବନ୍ଦ କରିବା ଉଚିତ ଓ ସରକାରୀ ଭାବେ ଏହାର ସଠିକ ତଦାରଖ କରାଯାଉ ।ପୋଲିସ ଏଥିରେ ସମ୍ପୂର୍ଣ୍ଣ ଜଡ଼ିତ ଓ ମୋଟା ଅଙ୍କ ର ଅର୍ଥ ଆଦାୟ କରି ନିଜ ପକେଟ କୁ ଗରମ କରୁଛନ୍ତି
ଓଡ଼ିଶା ପୋଲିସ ଖାଲି ଉପୁରି ପଇସା ଖାଇବାରେ ସିଦ୍ଧହସ୍ତ
Perfect need for justice
ଏ ଦୁନିଆ ରେ ନିରାଟ ସତ୍ଯ ଖୋଜିବା କାଠିକର ପାଠ
Thank you nandighosh tv
Thank u for ur brave.u may
meet c.m.
ନନ୍ଦିଘୋଷ ଟିଭି ଘର ମାଲିକ କୁ ବି ପଚାରନ୍ତୁ
ୟେ ଘର ମାଲିକ ୪୨୦ ଖିଲାଡ଼ି, ପୋଲିସ କିଛି ତାର ଏକ୍ସନ ନେବେ ନାହଁ, ପବ୍ଲିକ ହିଁ କିଛି କରିପାରିବେ
ଖାଇବା ପୂର୍ବରୁ ସବୁ କାହାଣୀ ଶେଷ ହେଇ ଯାଇଥିବ l ଥିଲେ ତ l
Mostly house owner of bbsr like that. My request to govt to take adequate decision on it 😢
Correct
Please investigate this case
Great sister
ବିଭିନ୍ନ ଅନେକ ପ୍ରକାର କାର୍ଯ୍ୟ ରେ ଲିପ୍ତ ରହିଲେ, ଏହି ଭଳି ଘଟିବ ।
He prabhu a anaya aau sahi hauni
Police should take strict action
ସବୁ ପୋଲିସ ଯୋଗୁଁ ହେଉଛି । ଏ ଝିଅ କୁ କେବେ ନ୍ୟାୟ ମିଳିବ ??
ଖୋଦ୍ ରାଜଧାନୀ ରେ ଏପରି ଘଟୁଛି ଯଦି ତେବେ ଆଉ କଣ କହିବା
ସ୍ବର ଉଠାଇବା ବଦଳରେ ଘର ଛାଡ଼ି ଦେଇଥାନ୍ତ।
କାହିଁକି
ତୁମେ କଣ ଓଡ଼ିଆ ବୁଝନୀ?
@@pramodchandranayak9081 kahaku kahuchha tume?
କଥାଟା ମୂଳ କୁହ ବିନା କାରଣରେ କଣ ପାଇଁ ଘର ମାଲିକ ତୁମ୍ଭମାନଙ୍କୁ ମାରିଲା
Right brother
Tume sunila ti ,puni kan bujhi paruna
Jay shree jagannath
ମୋହନ ମାଝୀ ମହାଶୟ ଦୟାକରି ନ୍ୟାୟ ଦିଅନ୍ତୁ
Bapa, pua nku 20 years jail re pureidia size heijibe
ମୋ ନିଜସ୍ୱ ମତ ଆଜି କାଲି କେଶ ଗୋଟେ ସାଧାରଣ ପରି ହୋଇ ଗଲାଣି ସବୁଥିରେ ପୋଲିସ ଙ୍କୁ ଭୁଲ ଦିଅନ୍ତୁ ନାହିଁ 👉ନିଜ ଆଖିରେ ଦେଖ କାନରେ ଶୁଣ ତା ପରେ କୋମେଟ କରନ୍ତୁ ସମସ୍ତେ
Wrong , these women do keeping their boyfriends without permission. Tenants are dangerous
ବାହା ବାହା ଆମ ରାଜଧାନୀ
Rajadhani re sabu raaj karuchanti 🤣🤣🤣🤣😒
Bhala ghare ruha
Always listen both side
Police verification should be mandatory for both owner and tenant
ତମ କୁ ଧନ୍ୟ ତମ କ୍ୟାମେରା ମାନ କୁ ଧ୍ୟାନ
🙏🙏🙏🙏
ସେ ଘର ମାଲିକ ଆଉ ତାଙ୍କ ଲକ ଙ୍କୁ ତୁରନ୍ତୁ action ନିଆଯାଉ
ଘର ବାଲା କୁ ଉଲଗ୍ନ କରି ଭଲରେ ଚେଚିବା ଦରକାର୍ ।
ଏଇ ଝିଅ ମାନଙ୍କର ମାଡ଼ ମାରୁଥିବ ଘର ମାଲିକକ ଘରେ ଭଡ଼ା ରହିଲେ ତ ନିଶ୍ଚିତ ଭାବରେ ମାଡ଼ ଖାଇବେ ସେଥି ପାଇଁ other house rent ରେ ନିଅନ୍ତୁ .
So simple, babut bhada ghara miliba,,, safe hostel dekhi ruha,
Must complain to authority
Arrey pila mane janibe kemiti kiye Bhala kiye kharab ??
ସୂରକ୍ଷା ପାଇଁ Double Engine ସରକାର ଫେଲ୍ ମାରୁଛି। ଗୋଟେ ଇଞିନ ଟଙ୍କା ପାଇଁ ଅଚଳ ହେଇଗଲା ବୋଧେ ସେଥି ପାଇଁ ନୂଆ ସ୍କିମ୍ ବାହାର ହେଲା Bhubaneswar ରେ 😂😂😂।
ଆଇନ ଅନୁଯାୟୀ ଦଣ୍ଡ ମିଳୁ
ଭୁବନେଶ୍ୱର ରେ କେହି କାହାର ନୁହେଁ, ସମସ୍ତେ ସେଠାରେ ଏକା ଏକା
Ghara malika ku arrest kara as soon as possible,,, full family👪 ku,, life time send to jail.
Bjp government.. Plz🙏🙏
Bbsr Malik sabu chora❤
Why you are staying?
Pura right katha
ବିଜେପି ରାଜ ରେ ପଇସା ଖେଳ ପୋଲିସ କଣ କରିବେ
ଶଳା ଘର ଭଡ଼ା ଟଙ୍କା ରେ ଚଳୁଛି ପୁଣି ଭଡାଟିଆନକ ଉପରେ ଖାତିରି