Huge Amount Of Country Liquor Destroyed In Bhubaneswar’s Salia Sahi

Поділитися
Вставка
  • Опубліковано 28 січ 2025

КОМЕНТАРІ • 612

  • @philipmashi6789
    @philipmashi6789 3 роки тому +268

    ଯଦି ଅସଲି ପୋଲିସ ହେଇଛ ତେବେ ଆଗ ବିଦେଶୀ ମଦ କୁ ବନ୍ଦ କରି କି ଦେଖ.... ହାଣ୍ଡିଆ କୁ ବନ୍ଦ କଲ.. Good... ତାପରେ ପାନ ଗୁଟୁକା ବି ବନ୍ଦ କର...

  • @satyapradhan4499
    @satyapradhan4499 3 роки тому +128

    ସରକାର କଲେ ଲିଳା ଆମେ କଲେ କିଳା ଧନ୍ୟ ରେ ପୋଲିସ ମହାଶୟ ମାନେ

  • @RatanlalSiduVlogs
    @RatanlalSiduVlogs 3 роки тому +69

    ଗରିବ ଲୋକ ଙ୍କୁ କିଛି ବ୍ୟବସାୟ ଦିଅ ..ନହେଲେ ସେମାନେ ପୁଣି ଏଇ କାମ କରିବାକୁ ବାଧ୍ୟ ହେବେ💪

  • @Tukunkusoren1524
    @Tukunkusoren1524 3 роки тому +36

    ବହୁତ୍ ବହୁତ୍ ଧନ୍ୟବାଦ୍ ପୋଲିସ ଭାଇ ମାନେ ,
    କିନ୍ତୁ ମୋର ଗୋଟିଏ ଅନୁରୁଧ ଆପଣ ଯଦି ଓଡ଼ିଶାର ବିଦେଶୀ ମଦ ଦୋକାନକୁ ବନ୍ଦ କଲେ ବହୁତ୍ ବହୁତ୍ ଧନ୍ୟବାଦ୍ ଜନେଇବୁ।

    • @amarbadaseth7325
      @amarbadaseth7325 3 роки тому +1

      seita kariparibeni bhai tanku mili jauchina goribo loka sina deiparunahanti jj semanku dharuchanti

    • @gopalgundua7070
      @gopalgundua7070 3 роки тому +1

      Bala kari paribe

  • @rajendranewenglishworld300
    @rajendranewenglishworld300 3 роки тому +44

    ଏମିତି ଗରିବ ଲୋକ ମlନଙ୍କୁ କଣ ପାଇଁ ହଇରାଣ କରୁଛନ୍ତି... ସେମାନଙ୍କୁ କାମ ଯଦି ମିଳନ୍ତା ତାହାଲେ ସେମାନେ କେବେ ହାଣ୍ଡିଆ ବିକ୍ରି ଉପରେ ନିର୍ଭର କରନ୍ତେ ନାହିଁ..ଆମ ଓଡିଶା ରେ ବେକାରୀ ସମସ୍ୟା ଏତେ ବଡି ଗଲାଣି ଯେ ଲୋକେ ବିଭିନ୍ନ ପ୍ରକାର ବେଆଇନି କାମରେ ଲିପ୍ତ ରହିବାକୁ ବାଧ୍ୟ ହେଉଛନ୍ତି.... ଯାହା ବି ସେମାନଙ୍କ ହାଣ୍ଡିଆ ନଷ୍ଟ କରିଦେଲେ କିନ୍ତୁ ସେମାନଙ୍କ ହାଣ୍ଡି ତ ଦେଇଦିଅନ୍ତୁ ବିଚରା ଗରିବ ଲୋକ ପଇସା ଖର୍ଚ୍ଚ କରିକି ହାଣ୍ଡି କିଣି ଥିଲେ ନହେଲେ ସେମାଙ୍କୁ ହାଣ୍ଡି ର ପଇସା ତ ଦେଇଦିଅନ୍ତୁ...

  • @harekrushnabehera3138
    @harekrushnabehera3138 3 роки тому +41

    ଯଦି Make in India କୁ ସମ୍ମାନ ଦିଆଯାଉଥାଏ , ହାଣ୍ଡିଆକୁ ଅସମ୍ମାନ କାହିଁକି ? ବିଦେଶୀ ମଦ ଦୋକାନ ଖୋଲିବାକୁ permission କାହିଁକି ?

  • @klcreation3420
    @klcreation3420 3 роки тому +72

    ଏ ସବୁ ଦେଖି, ଗୋଟେ କଥା ମନେପଡିଲା " ଚାଲୁଣୀ କହୁଛି ଛୁଂଚି କୁ ତୋ ପଛରେ କଣା " ଧନ୍ୟ ହେ ଚତୁର ସରକାର ।।। ହୁଏତ ହାଣ୍ଡିଆ🍯 ଯୋଗୁ ନବିନା ବିଦେଶୀ ମଦ 🍾 ବେପାର ମାନ୍ଦା ପଡିଲା 😆😆😆😆

  • @PHO-uf7ck
    @PHO-uf7ck 3 роки тому +31

    ହାଣ୍ଡିଆ ନଷ୍ଟ କରିବାକୁ କିଏ permission ଦେଲା?

  • @sumantmuduli2510
    @sumantmuduli2510 3 роки тому +26

    ମାଗିହେ ଗାଣ୍ଡିରେ ଜଦି ବାଳ ଅଛି ଯଉ ଗୁଡ଼ାକ କୁ ଲାଇସେନ୍ସ ଦଉଛ ବନ୍ଦ କରୁନ ଆମେ ସବୁ ଦେଖିବୁ ଓଡିଶା ରୁ ପୁରା ମଦ ବନ୍ଦ କର ବାଳ ଅଛି ଯଦି

  • @baidyanath5325
    @baidyanath5325 3 роки тому +35

    ଏ ହେଉଛି ନବୀନ ପଟ୍ଟନାୟକ ଟିମ୍ ଏଠି ଭିକ୍ଷା ଦେଇ ପାରିବେ ନାହିଁ ଥାଳ ଭାଂଗିବେ ଏ ହେଉଛି ବିଜେଡି ସରକାର ଗୁଣ୍ଡା ପୋଲିସ୍ ଗୁଣ୍ଡା ଅଧିକାରୀ ଗୁଣ୍ଡା ଶାସନ ଚାଲିଛି କଟୁଆଳ ସାଶନଚାଲୁଛି ଏଠି ଜନତା ଭୋଟର ତାଲିକାରେ

  • @bblpbiswjit4736
    @bblpbiswjit4736 3 роки тому +20

    ଆଗ ମଦ ବିକ୍ରି ବନ୍ଦ କର ତା ପରେ ଏନ୍ୟ ନିଶା ବନ୍ଦ କରିବ

  • @manasranjandash2464
    @manasranjandash2464 3 роки тому +13

    ଯାହା କହିବି ସତ କହିବି, କେମିତି କିଏ ଗ୍ରହଣ କରିବ ଜାଣିନାହିଁ।ଏତେ ସିଲଭର ହାଣ୍ଡି ଭାଙ୍ଗି ଦେଲ,କି ଲାଭ ମିଳୁଛି? ଗାଁରେ ଆସ୍କା ଫର୍ଟି,ଛକରେ ବିଦେଶୀ, ବେଳାଭୂମିରେ ମୁକ୍ତ ବାର୍, ଏ ବିଷୟରେ କ'ଣ ଉତ୍ତର ଦେବେ ପ୍ରଶାସନ ଆଉ ପ୍ରଶାସକ। ହାଣ୍ଡିଆ ଆଦିବାସୀ ଭାଇଭଉଣୀଙ୍କ ଏକ ବିଶେଷ ଭାବରେ ଏକ ପାରମ୍ପାରିକ ପାନୀୟ।ମଦ ବିରୋଧୀ ଆନ୍ଦୋଳନ କରିଥିବା ଅନେକ ସଂଗଠନ, ବ୍ୟକ୍ତି ବିଶେଷଙ୍କ ଉପରେ ତାରିଖ ପରେ ତାରିଖ ବିଚରାଳୟରେ ଗଡିଚାଲିଛି। ତଥାପି ଏପରି କାର୍ଯ୍ୟକ୍ରମ ପାଇଁ ପୋଲିସ ପ୍ରଶାସନକୁ ଆନ୍ତରିକ ଧନ୍ୟବାଦ। ସତ୍ୟମେବ ଜୟତେ।

  • @narayanparida5469
    @narayanparida5469 3 роки тому +53

    ହାଣ୍ଡିଆ ଗରିବ ଆଦିବାସୀର ପାନୀୟ । ଆଦିବାସୀର ବେପାର , ତା ଉପରେ ପୋଲିସର ଏତେ ତାଉ ? ବଢିଆ ! ବଢିଆ ! ମାଡିଚାଲ ।

    • @prafullabarik7085
      @prafullabarik7085 3 роки тому +1

      Salia sahi is not a tribal village.

    • @amarbadaseth7325
      @amarbadaseth7325 3 роки тому +1

      ବହୁତ ଖରାପ ଲଗୁଛି ଆମ ପୋଲିସ ମାନଙ୍କୁ ଯାକୁ ଧରିବା କଥା ତାକୁ ନ ଧରି ଗରିବଙ୍କୁ ଧରୁଛନ୍ତି।

  • @amarbadaseth7325
    @amarbadaseth7325 3 роки тому +18

    ଏମିତି ଯଦି ବିଦେଶୀ ମୋଦ ଦୋକାନକୁ ଭାଙ୍ଗି ଥାନ୍ତ ତାହେଲେ କିଛି ଭଲ କାମ କରିଥାନ୍ତ । ଗରିବ ଲୋକ କୁହିଁ ଧରିବେ ଆପଣମାନେ କାହିଁକିନା ସେମାନେ govt.ku kichi daunahanti

  • @sangitsaritamunda5552
    @sangitsaritamunda5552 3 роки тому +41

    ବିଦେଶି ମଦ କିନ୍ତୁ ବିକିବାକୁ ଅନୁମତି ଦିଅ

  • @Laxman-bv5dg
    @Laxman-bv5dg 3 роки тому +9

    ଆରେ ପୋଲିସ ଭାଇ ଆଗେ ବିଦେଶୀ ମଂଦ ବନ୍ଦ କର ତାପରେ ହାଣ୍ଡିଆ ବନ୍ଦ କରିବ

  • @thisissoumya4987
    @thisissoumya4987 3 роки тому +6

    ନବୀନ ପଟ୍ଟନାୟକ ଯଦି ଏହି କାମ କରିବେ ତାହେଲେ ଠିକ୍,, ଆଉ ଏ ଗରିବ ଲୋକ କଲେ ଭୁଲ,,,waa ନବୀନ ବାବୁ ସବୁ ତୁମ ଦୟା 👍👍

  • @Bibhutibhusanrout-bc4zy
    @Bibhutibhusanrout-bc4zy 7 місяців тому +1

    ଭଲହେଲା😂😂😂😂😂ଜୟଜଗନାଥଜୟ❤🎉❤❤❤😂😂😂🎉🎉🎉😊ଏହାପରେମଦଦୋଖ 8:45

  • @narayanmarndi8942
    @narayanmarndi8942 3 роки тому +14

    ବା ପୋଲିସ ବଡ ସଫଳତା ପାଇଛି ମାନିତେ ପଡିବ ପୋଲିସ ଵାଲାକୁଂ। ସରକାର ଏପେଟ ହଜାର ହଜାର ମଦ ଦୋକାନ ଖୁଲୁଛି ଦେଶର ଉନ୍ନତି ପାଇଁ। ଆଗ ମଦ ଦୋକାନ କୁ ବଂଦ କର ଏଇ ଗରିବ ଲୋକଙ୍କ ପେଟକୁ ନାତ ମାରିଲେ କ ଣ ଲାଭ ପାଇେବ ବେ କୁକୁର। cyber crime କୁ ତ ରୁକିବାର ଅକାତ ନାହଁ ଗରିବ ଲୋକଙ୍କ ପେଟକୁ ମାର ଆଉ କ ଣ କରିବ

  • @ସଚେତନନାଗରିକ
    @ସଚେତନନାଗରିକ 3 роки тому +7

    ସରକାରଙ୍କ ଇଚ୍ଛା ସମସ୍ତେ ବିଦେଶୀ ମଦ ପିଅନ୍ତୁ,

  • @gkdasofficialvlogs550
    @gkdasofficialvlogs550 3 роки тому +3

    ଗୋଟେ କଥା ମନେ ରଖିବା ଆବଶ୍ୟକ , ଏଇ ହାଣ୍ଡିଆ ପାଇଁ ନବୀନ ପଟ୍ଟନାୟକ election ଜିତୁଛି , ଆଦିବାସୀ ଲୋକ ଙ୍କ ପାଇଁ , ହାଣ୍ଡିଆ ଟା ଦେହ ପାଇଁ ସେତେ କ୍ଷତିକାରକ ନୁହେଁ ଯେତିକି ବିଦେଶୀ ମଦ ରେ ଅଛି, ଏଇଟା ଆଦିବାସୀ ଙ୍କ ପାଇଁ ଅମୃତ ସଦୃଶ୍ୟ ତାଙ୍କ ଜୀବିକା ଏଇଟା , ଆଉ ରସି ହାଣ୍ଡିଆ ରେ କାହା ଜୀବନ ଯାଉନି ଯେତିକି ବିଦେଶୀ ମଦ ରେ ଯାଉଛି , କଥା ରେ ଅଛି ଗରିବ ମାଇପ ସବୁରୀ ଶାଳୀ , ଏ ସଳେ ପୋଲିସ ମଦ ଦୋକାନ ରୁ କମିଶନ୍ ଖାଉଛନ୍ତି ଜଦି ତମ ସୋଚୋଟ ପଣିଆ ଦେଖେଇବା ର ଅଛି ଯାଅ ଆଗ ଯୋଉ ପ୍ରତି ପଞ୍ଚାୟତ ରେ ଗୋଟେ ଗୋଟେ ମଦ ଦୋକାନ ଖୋଲା ଅଛି କି ଓଡ଼ିଶା ର ଯେ କେଉଁ ସ୍ଥାନ ରେ ମଦ ବିକ୍ରୟ ହଉଛି ତାକୁ ଚଢ଼ାଉ କର ଆମେ ଜାଣିବୁ ତମେ କେତେ କାଢୁଆ ପୋଲିସ୍ 👍

  • @thebudgetless
    @thebudgetless 3 роки тому +4

    ଆମେ ଜାଣିଛୁ ଓଡିଶା ପୋଲିସ କାମ ଗରିବ ଲୋକ ମାନଙ୍କର ସବୁ ବେସରକାରୀ କାମ ଉପରେ ନଜର। Good work

  • @jagannathhanhaga6380
    @jagannathhanhaga6380 3 роки тому +7

    ନବୀନ ମହାଶୟ ନସ୍କାର ଭୁବନେଶ୍ୱର ସାଲିଆ ସାହି ଆଦିବାସୀ ମହିଳା ମାନଙ୍କୁ ଏହିପୁରସ୍କାର l ପୋଲିସ ମାନେ ସରକାର ଧନ କାଉଛ ମାଆ ମାନଙ୍କୁ ଅସୁବିଧା ରେ କରୁଛ l ଚାଲିବେ କେମିତି l ଆପଣ ମଧ୍ୟ ସରକାର ଚାକିରୀ କରିଛନ୍ତି l ଏହି ମାଆମାନେ ସରକାର ଜାଗାରେ ରହି ପେଟର ଧାନା ମିଳୁଛି l ପୋଲିସ ବାବୁ ଆପଣ କେବେ ଚୁଲିରେ ହାଣ୍ଡି ବସେଇଦେଇଛନ୍ତି କି?, ଜମାରେ ଆପଣଙ୍କର ଲାଜନାହିଁ l

  • @geniusofsantaliword5350
    @geniusofsantaliword5350 3 роки тому +5

    ରାଜ୍ୟ ସରକାରଙ୍କ ହାଣ୍ଡିଆ ନିଶା ପ୍ରତି କେତେ ସାବଧାନ ? ସେପଟେ ପୁରୁଷ ମହିଳାମାନେ ପ୍ରେମ ନିଶାରେ ଜୀବନ ହାରି ଦେଉଛନ୍ତି ସେପଟେ ବାବୁ ମାନଙ୍କର ଧ୍ୟାନ ନାହିଁ ।

  • @dpscreen3563
    @dpscreen3563 3 роки тому +5

    ପୋଲିସ ମାନେ ହାଣ୍ଡି ରୁ ହାଣ୍ଡିଆ ବାହାର କରିପାରିଥାନ୍ତେ but ଏମିତି ଭାଙ୍ଗିବା ତ ଭଲ ନୁହେଁ 🤔🤔🤔🤔

  • @zeetechnicalodia9527
    @zeetechnicalodia9527 3 роки тому +9

    ପୋଲିସ ପେଟରେ ଲାତ ମାରିଲେ କେମିତି ଲାଗିବ ଭୋଟ ଦେଇ ସରକାର ଵନାଅ ନି, ନିଜେ ଭୋଟ ଦେବ ନିଜେ ଲାତ ଖାଇବ

  • @internationalmirroronprese8720
    @internationalmirroronprese8720 3 роки тому +4

    ସାରା ରାଜ୍ୟରେ ମଦ ମୁକ୍ତ ଅଭିଯାନ ଆରମ୍ଭ କରାଯାଉ ବିଶେଷ କରି ଗାଁରେ ମଦଭାଟି କୁ ପ୍ରୋତ୍ସାହନ ଦେବା ଦୁଃଖ ର କଥା ଏଥିରେ ଅବକାରୀ ପୋଲିସ ରହିଛି ହାତ

  • @Sonadipuofficeal
    @Sonadipuofficeal 3 роки тому +1

    ଯଦି ତମେ ସତରେ ମା କ୍ଷୀର ପିଇଥିବ ତେବେ
    ସବୁ ମଦ ଦୋକାନ ବନ୍ଧକରିପାରିବ
    ଲାଗୁଛି ନବୀନ ବାବୁଙ୍କ ସେଲ ହେଲାନି
    ସେଥିପାଇଁ ଏତେ ନାଟ
    ପୋଲିସ ମାନକୁ ପଦ୍ମ ପୁରସ୍କାର ମିଳିବ

  • @dambrudharnayak7809
    @dambrudharnayak7809 7 місяців тому

    ପୋଲିସ ଭାଇ ମାନଙ୍କୁ ମୋର ଅନୁରୋଧ ପ୍ରଥମ ଆପଣ ମାନେ ବିଦେଶୀ ମଦ ଦୁକାନ ବନ୍ଦ କର ନ ହେଲେ ଆମ ଆଦିବାସୀ ଭଉଣୀ ମାନେ ସବୁ ବିଦେଶୀ ମଦ ଦୁକାନ ରେ ନିଆଁ ଲଗାଇବେ ଜୟ ଓଡ଼ିଶା ଜୟ ମୟୂରଭଞ ଜୟ ଆଦିବାସୀ 💪💪💪💪

  • @SMcreation145
    @SMcreation145 3 роки тому +2

    ଏତେ ଯଦି pilolicegiri ଦେଖେଇବାକୁ ଚାହୁଁଛ ତାହେଲେ ଗୋଟେ ମଦ ଦୋକନ ଭଙ୍ଗିକି ଦେଖାଅ

  • @Shobanstic
    @Shobanstic 3 роки тому +72

    Odisha police need a basic 3 year training for breaking locks 🔒

  • @pinky9039
    @pinky9039 3 роки тому +12

    ବିଦେଶୀ ମଦ ଦୋକାନ ଆଉ ଗୁତୁକା, ସିଗାରେଟ୍, ଖହିନୀ ସବୁ ବନ୍ଦ୍ କର । ସେବେ ଯାଇ କି ଜଣା ପଡ଼ିବ ଓଡିଶା ପୋଲିସ୍ ଠିକ୍ duty କରୁଛ।

  • @sagarhembram3612
    @sagarhembram3612 3 роки тому +9

    Action should be taken against palice for their nonsense work

  • @balabhadra4671
    @balabhadra4671 3 роки тому +3

    ଖୁଲମ ଖୁଲା କେତେ କଣ ବିକ୍ରି ହଉଚି ଆମ ଓଡ଼ିଶା ରେ ତାକୁ ପୁରା ପୁରି ଭାବ ରେ ବନ୍ଦ କରିଦିଅନ୍ତୁ ଆମେ ଜାଣିବୁ ଆମ ଓଡ଼ିଶା ସାହସୀ ପୋଲିସ ଅଫିସର ଅଛନ୍ତି,,

  • @pintumalali
    @pintumalali 3 роки тому +1

    ଓଡିଶା ପୋଲିସ୍ ର ପାୱାର ଗରିବ ମାନଙ୍କ ର ପେଟ ରେ ଲାତ ମାରିବା ମଦ ବିଖିବା କୁ licence ଦେଉଛ ଗରିବ ଲୋକ ମାନଙ୍କ ର ମଦ କୁ ଡାଲିଦେଉଛ ଏଟା କେମିତି ନିୟମ ସରକାର ର ସରକାର ର ମଦ ଦୋକାନ କୁ ଯାଇ ଏମିତି କର ଜାଣିବୁ ଯେ powra କେତେ ତୁମର 😡😡😡😡😡😡😡😡😡😡😡

  • @sukultudu137
    @sukultudu137 3 роки тому +2

    ମା ଗିଆ police ମୟୂରଭଞ୍ଜ କୁ ଆସ ମାଡ ଖାଇବ

  • @Telkoikhabar
    @Telkoikhabar 2 роки тому +1

    ଯଦି ଓଡିଶା ପୋଲିସ ଗାଣ୍ଡିରେ ଦମ ଅଛି ସୁନ୍ଦରଗଡ଼, କେନ୍ଦୁଝର, ମୟୋରଭଞ୍ଜ ରେ ଗୋଟେ ହାଣ୍ଡି ଭାଙ୍ଗି କି ଦେଖ. ଯଦି ତୁମ ଗାଣ୍ଡିରେ ଗୁଜିକିଆ କିଳା ନମାରିଦେବେ janibo

  • @tarunkumarsingh1143
    @tarunkumarsingh1143 2 роки тому +1

    ଆମ ଗାଁ ରେ ଏମିତି କରିଲେ ଅବକାରୀ ବିଭାଗ ମାନଙ୍କୁ ଟାଙ୍ଗିଆରେ ହାଣିବେ ନହେଲେ କାଣ୍ଡ ସର ରେ ମାରିକୀ ଫୋପାଡି ଦିଆ ଯିବ । କେମିକାଲ ମଦ ଦୋକାନ କୁ ବନ୍ଦ କରିବା ଉଚିତ୍ ହାଣ୍ଡିଆକୁ ନୁହେଁ ।ଆମ ଆଦିବାସୀ ଲୋକ ମାନଙ୍କ ପୂଜା ରେ ଲାଗୁଛି ହାଣ୍ଡି ଆ ଏହା ହେଉଛି ସାର୍ନା ଧର୍ମ ଲୋକମାନେ ଆଗରୁ କରିଛନ୍ତି । ହିନ୍ଦୁ ଧର୍ମ ଲୋକମାନେ ଯେମିତି କ୍ଷୀର କୁ ପୂଜା କରୁଛ ମନ୍ଦିର ରେ ଏବଂ ଘରେ । JAY Adibasi JAY mulnibasi JAY BIRSA Munda JAY SARNA dharma

  • @mrhacker7910
    @mrhacker7910 3 роки тому +3

    ଆଗେ ନବୀନ ବାବୁ ଙ୍କ ଠିପି ଖୋଲା ଆଉ ଠିପି ବନ୍ଦ ମଦ ଦୋକାନ ବନ୍ଦ କର ତାପରେ ଏଇଠି ଦେଖେଇବ

  • @dhoombarttadm5387
    @dhoombarttadm5387 3 роки тому +3

    ଦୁଃଖ କେବଳ ଗରିବ କୁ ହି ମିଳେ ।।।।। ହାଇ ହାଇ ।।।। ଟଙ୍କା ବାଲା ଟଙ୍କା ଦେଇ ମଦ ପାଇଁ ଲାଇସେନ୍ସ କରିଦେବେ ହେଲେ ଗରିବ ପାଇଁ ଟଙ୍କା କାହିଁ ଯେ ଲାଇସେନ୍ସ ବନେଇ ବେ।।।ମୋ request police bhai mane ଜଉ ଲୋନ୍ ଦେବା କଥା କହୁଛନ୍ତି ସେ loan ଟଙ୍କା ରେ ତାଙ୍କ ପାଇଁ ଲାଇସେନ୍ସ ବନେଇ ଦିଅନ୍ତୁ ।।।ଧନ୍ୟବାଦ। ।।।

  • @samalbadal3415
    @samalbadal3415 3 роки тому +4

    ବିଦେଶୀ ମଦ ଦୋକାନ୍ ର କିଛି କରିପାରିବନି ,,ଗରିବ ମାନକୁଂ ହଇରାଣ କରି ସିଖିଛ ,,,ଲାଜ ଲାଗୁନି ତମ ମାନକୁଂ ,,ଆଉ ତାକୁଂ ଲେବର୍ କାମ ଦବ ବୋଲି କଥା ଦଉଛ ,,କହୁନ ଭଲ ପାଠ ପଢେଇବେ ବୋଲି

  • @sasmitapradhan2615
    @sasmitapradhan2615 7 місяців тому

    Very nice Thank you Sir 👌🏻

  • @nandalalofficial
    @nandalalofficial 3 роки тому +8

    Bando police dekhei houcho modo botolo semiti pitiki bhangi ba bale nijo wife stono ru khiro baharila bholi laguchi nai.....gandi mori huo sala Nobin ro kukuro police..kou bando mudi tomoku kohuchi handia nisa boli taku pocharo modo kn

  • @Bmb93329
    @Bmb93329 3 роки тому +2

    Which type of system is this? Govt should stop alcoholic shop first which are opened in every roadside .if u r making rule it should be for all nd should be suitable for all. They are showing their power only on poor people.

  • @debenhansdah6918
    @debenhansdah6918 6 місяців тому

    ବିଦେଶୀ ମଦକୁ ବନ୍ଦ କରି ଦେଖନ୍ତୁ ।।।। ଆପଣଙ୍କ ଓକାତ୍ ନାହିଁ ।।।।।। କି ପୋଲିସ୍ 😂😂😂😂😂😂

  • @boommxtr8320
    @boommxtr8320 3 роки тому +5

    Its very very Wrong coverment police 😡😡😡😡😡😡😡

  • @niranjansahoo2024-j7i
    @niranjansahoo2024-j7i 2 роки тому

    ଏମିତି ମାନିବେନି ତୁରନ୍ତ ଘର ଭାଙ୍ଗ। ସବୁ ଠାରୁ ମଦୁଆ, ରଣ୍ଡୁଆ ସାହି ହେଉଛି ସାଲିଆସାହି। ଏହି ବସ୍ତିରେ ପୋଲିସ ବାଲା ବେଶୀ ରହୁଛନ୍ତି।

  • @Rinkukumar...00078
    @Rinkukumar...00078 3 роки тому +8

    Bare police ba gariba lokanku madibasa

  • @panduramhembram7765
    @panduramhembram7765 2 роки тому

    Very nice and thank you Odisha police and Exsaig dipartment

  • @PintuOramOfficial
    @PintuOramOfficial 3 роки тому +1

    ମୂଖ ପୁଲିସ ବାଲା କସୁନା ରେ ଦେହ ଖରାପ ହୁଏ ନାହିଁ ଏଇଟା ପାଠ ପଢିଛୁ ବକା ଟା ‌

  • @sanjayapallai7601
    @sanjayapallai7601 3 роки тому +1

    ସବୁବେଳେ ହବା ଦରକାର ରେଡ

  • @hareshmajhi8124
    @hareshmajhi8124 6 місяців тому

    ପୋଲିସ ଭାଇ ଆଗେ ମଦଭାଟି ପାଉଜ ବନ୍ଦ କରନ୍ତୁ

  • @sabitasabar4749
    @sabitasabar4749 6 місяців тому

    Thank you god Amiti samaya kojutili sarakar 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @sacutecouplevlog619
    @sacutecouplevlog619 3 роки тому +1

    Thank you sir🙏🙏🙏🙏 ama village ku v asantu plzzzzz

  • @tanushkatanushka9673
    @tanushkatanushka9673 7 місяців тому

    thank u sir emiti hona doroker

  • @ratanrajkisku6868
    @ratanrajkisku6868 3 роки тому +1

    କି ବାଳ ଦେଇ ପାରିବ ପୋଲିସ ସରକାର କିଛି ଦେଇ ପାରୁନି ତୁମେ ପୋଲିସ ମାନେ ବାଳ ଉପଡା ଭୀମ

  • @himanshuyoutubechannel_vlo9295
    @himanshuyoutubechannel_vlo9295 3 роки тому +1

    Ie para bhato ru heuchi handia Laxmi jinisaku puni lato maruchha ere Laxmi chhada tumoku khaibaku dana miliboni gande jay jagannath 🙏🙏🙏

  • @pranakushnadas5184
    @pranakushnadas5184 3 роки тому

    I Salute Odisha Police...Agaku amiti kama Jari Rakha...

  • @MinatiGouda-sg2rb
    @MinatiGouda-sg2rb 3 роки тому +3

    Ete dina dhari soithile kouthi aji kemiti nida bhangigala emanankar

  • @KisanMajhi-u9j
    @KisanMajhi-u9j 6 місяців тому

    Right 👍👍👍👍👍❤

  • @Unique_painter_balaram
    @Unique_painter_balaram 3 роки тому

    Dhanyabad Odisha polish amiti kama kale Odisha ageiba

  • @manasranjannayak946
    @manasranjannayak946 3 роки тому +4

    ସବୁ ଛୋଡ଼ି ପକେଇବ.ଛୋଡ଼ିକି ଦେଖା

  • @jungalsanthal2848
    @jungalsanthal2848 3 роки тому +2

    These ladies should be united and destroy near by foreign liquor shops too. ମୋ ବାଳ make in india, vocal for local... Lab lab
    ହାଣ୍ଡିଆ ଏକ ମଦ ନୁହେଁ । police could cease ମଦ but not ହାଣ୍ଡିଆ

  • @hemantanaik1124
    @hemantanaik1124 3 роки тому

    Thank you sir

  • @manjusahu2067
    @manjusahu2067 3 роки тому

    Bahut badhiya .... handiya ta fingile hele handi Kan pai nele ... Eita kan chalichi re narana

  • @SikhaHembram-p5j
    @SikhaHembram-p5j 7 місяців тому

    Tq sir amiti sabu nisa band karideona plz🙏🙏🙏

  • @chandipadarbindarout2561
    @chandipadarbindarout2561 3 роки тому +1

    very good

  • @jitubeherajitubehera
    @jitubeherajitubehera 6 місяців тому

    ଆମ ଓଡିଶା ପୋଲିସ ସାର ମାନେ ସବୁ ହାଣ୍ଡିଆ ମଦ ଭାଟି ଭଉତ ଖୁସି ହେବୁ

  • @biramkumarmandal4669
    @biramkumarmandal4669 Рік тому

    ଯେ କୌଣସି ନିଶା କାରବାର କରୁଥିବା ଲୋକକୁ ଆଗେ ଗାଣ୍ଡୀରେ - ପ୍ରଶାସନ ରୁଲ୍ ବାଡି ପୁରାଇ ଘାଣ୍ଟ ଅନ୍ୟଥା ତେଲିଆ ମୁଣ୍ଡରେ ତେଲ ବୋଳି ସମାଜ/ପରିବାରକୁ ପ୍ରଶାସନ ଦାୟିତ୍ଵ ଓ ପଦବୀ କୁ ହୃଦବୋଧ କରୁ।

  • @sanjibsahu1555
    @sanjibsahu1555 2 роки тому

    Odisha police bhal very nice jay hind 👍

  • @gaganhansdah7281
    @gaganhansdah7281 6 місяців тому

    Very Very good.

  • @gayatrinayak5830
    @gayatrinayak5830 3 роки тому

    Very. Good. Sar

  • @Storyline_Sage.1
    @Storyline_Sage.1 3 роки тому +4

    Lincene holder foreign liquor shop kotha kn hela.

    • @Mithunrima12
      @Mithunrima12 3 роки тому

      Licenceମୋଦ ପି ଲେ କ୍ଷତି ନାହିଁ

  • @ahuman5934
    @ahuman5934 3 роки тому

    ଆଗମୀ ଦିନ ରେ ରାଜ୍ୟ ହାଣ୍ଡିଆ ନିଗମ ଖୋଲିବ
    ତା ପରେ ଆଉ ଭଙ୍ଗା ରୁଜା ହେବନାହିଁ ।
    ରାଜ୍ୟର ପ୍ରଥମ ମଦୁଆ ତଣ୍ଟି ରେ ହାଣ୍ଡିଆ ଗଳୁ ନାହିଁ କି ହାଣ୍ଡିଆ ବେପାରରୁ ଯଥେଷ୍ଟ ଚାନ୍ଦା ମିଳୁ ନାହିଁ ।
    ତେଣୁ ଏ ନାଟକ ।

  • @sanatantiriya480
    @sanatantiriya480 2 роки тому +1

    ଆଗେ ବିଦେଶୀ ମଦ ଦୋକାନ ବନ୍ଦ କର

  • @SathishSathish-fv4gh
    @SathishSathish-fv4gh 3 роки тому +1

    Bideshi mada byan kara

  • @dularamsoren4887
    @dularamsoren4887 2 роки тому

    ତିଳକୁ ତାଳ କରାଯାଉଛି ।
    ହାଣ୍ଡିଆ ଦେହକୁ ହିତ । ପେଟ ଥଣ୍ଡା
    ରଖେ । ଝାଡା ସଫା ହୁଏ । ନିଦ ଭଲ ହୁଏ । ଅଵଶ୍ଯ ସାମାନ୍ୟ ନିଶା ଲାଗେ । କିନ୍ତୁ ମଦ ଅପେକ୍ଷା ନିରାପଦ ।
    ସରକାର ବରଂ ମଦ ବନ୍ଦ କରନ୍ତୁ । କେଵଳ ଅବକାରୀ କର ଆଶାରେ ଜନତାଙ୍କ ଜୀବନକୁ ମରଣ ମୁହଁ କୁ ଠେଲି ଦିଅନ୍ତୁ ନାହିଁ ।
    ମଦ ଖାଇ ଲୋକଙ୍କର ମୃତ୍ଯୂ କଥା ସମସ୍ତେ ଜାଣନ୍ତି । ହେଲେ ହାଣ୍ଡିଆ ଖାଇ କେହି ମରିଵା କେବେ ଶୁଣାଯାଇ ନାହିଁ ! ସରକାର ହାଣ୍ଡିଆରେ ନିଶାର % ହାର ପରିକ୍ଷା କରି ଦେଖିନେବା ଉଚିତ । ଏ ପର୍ଯ୍ୟନ୍ତ ଏହା ମୃଦୁ ପାନୀୟ ହିଁସାଵରେ ବ୍ୟବହୃତ ହୋଇ ଆସୁଛି । ଯଦି ନିଶା ଦ୍ରଵ୍ଯ, ତେବେ ସରକାର ଏହା ପାଇଁ ଲାଇସେନ୍ସ ବ୍ୟବସ୍ଥା କରି ନାହାନ୍ତି କାହିଁକି ।

  • @debamajhi3466
    @debamajhi3466 3 роки тому

    Right job utkala jindabad emiti jodi sobu jagare hue. Aamo rastro kebebi pachore rohiboni . Jay hind...

  • @Telkoikhabar
    @Telkoikhabar 2 роки тому

    ମାଗିହା ଓଡିଶା ପୋଲିସ କୋଶଲ ରାଏଜ ନାଇଁ ହେବା ଯାଏ କିଛି କିଛି କୋଶଲ ନାଇଁ ହେବା

  • @swarajcreative9514
    @swarajcreative9514 3 роки тому

    G... Odisha Sarkar

  • @kukmudisomproduction
    @kukmudisomproduction 3 роки тому

    ଦେଶୀ ମଦ ଦୋକାନ ତ ଭାଙ୍ଗିଲ
    ବିଦେଶୀ ମଦ ଦୋକାନ କେବେ ଭାଙ୍ଗିବ...?

  • @rnproduction1958
    @rnproduction1958 3 роки тому

    Sir mane aji kali modo rate jaubhalia heichi..jane daily majuria to modo kini pi pariboni..semane kan karibe...kamoku gola bele desi modo Rs10 rupees ferila bele Rs10 rupees jane dino majuria kharcha kori paribo....I think modo rate komajau..nochet desi bidesi total bond korajau...goribo petore prahar no korajau...

  • @biswajitpradhan5240
    @biswajitpradhan5240 3 роки тому

    ବାଃ! ଅତି ସୁନ୍ଦର୍

  • @sitakantagoud1210
    @sitakantagoud1210 3 роки тому

    Bahut bhal kama karichhanti sir jai Odisha police ebe FL shop Band karantu sir bahut bhal heba aau desi mada bhati

  • @odranjan8320
    @odranjan8320 3 роки тому

    Right

  • @prakashbapi8659
    @prakashbapi8659 3 роки тому

    ଛି ଛି ଏଇ ବିଷ ଗୁଡାକ ଆମ ରାଜଧାନୀ ବାସୀ ପିଉଛନ୍ତି

  • @anantamajhiofficial3880
    @anantamajhiofficial3880 3 роки тому +2

    ଦେଶୀ ମଦ ଆମର ଜୀବନ

  • @nawavideo9581
    @nawavideo9581 2 роки тому

    ପୁଲିସ୍ ବାବୁଙ୍କ ପାଇଁ, ଏକ ପ୍ରଶ୍ନ ହାଣ୍ଡିଆ ଖାଇଲେ କ୍ଷତି ନା ମଦ ଖାଇଲେ ? ଆଦିବାସୀ ପାଖରେ ଦାଦାଗିରି ଦେଖେଇବୁ ଟିକିଏ ଭୁଲ୍ ଲାଗୁନଥିଲା ?

  • @sanatanagochhayat2774
    @sanatanagochhayat2774 9 місяців тому

    ସରକାର କାମ ଯୋଗାଇ ଦେଉ, ବେକାରୀ ହଟାଉ

  • @ritikriti1738
    @ritikriti1738 3 роки тому

    Aau besi re amane kn kariparibe gariba upare prahar debe dhani loka nku salute

  • @maheswarjena2005
    @maheswarjena2005 3 роки тому

    Thek heichi

  • @LaxmanMurmu-m8e
    @LaxmanMurmu-m8e 7 місяців тому

    ଅବେଶଲା ତମେମାନେ ଯୋଦୀ ପୋଲିସ
    ଆଗୋ ବିଦେଶୀ ମଦ କୁ ବନ୍ଦ କୋର
    ତାପରେ ହାଣ୍ଡିଆ ରସି ବନ୍ଦ କରିବା କଥା
    ଭାବିବ

  • @santalivloggerswapna1354
    @santalivloggerswapna1354 3 роки тому

    Sir plz plz tike desi modo ku bhi amiti ghara ku ki bhati ku jai jobod korajau plz kahiki na desi modo deho prati bahut Hani karoko

  • @gajensoren2346
    @gajensoren2346 3 роки тому

    Thik karichhanti apan mane emiti agaku b jari rakhantu

  • @bisaldigar
    @bisaldigar 3 роки тому

    Mayurbhanj aaso gali gali handia piebo🤗🤗

  • @WHITE-gr5ox
    @WHITE-gr5ox 3 роки тому +7

    Chora police

  • @samalsingh522
    @samalsingh522 3 роки тому

    ଏ ପୋଲିସ ବାଲା ଗରିବ ମାନଙ୍କ ପେଟରେ ଲାତ ମାରୁଛି କାହିଁକି?

  • @hemantakhillathanksyouijir8819
    @hemantakhillathanksyouijir8819 2 роки тому

    Biharsop hotao desh bachao 🙏🙏🙏🙏🙏🙏🙏🙏 BJP and Congress

  • @sanjeevmunda2738
    @sanjeevmunda2738 3 роки тому

    Sambalpur Me kab hoga yahan to pauch aur mahuli full bikri heuchi....

  • @desiboy0711
    @desiboy0711 3 роки тому

    ଓହୋ ଏମାନେ ସରକାର କୁ tax ଦେଉନାହାନ୍ତି ନା ।