News Fuse 25 DEC 2024

Поділитися
Вставка
  • Опубліковано 12 січ 2025

КОМЕНТАРІ • 265

  • @143Susanta
    @143Susanta 15 днів тому +15

    ସୁର ଭାଇ ଠିକ କହିଲେ 5 ଟଙ୍କିଆ ପାଇଁ ମୁଁ ବି ବିଜେଡି ବାଲାଙ୍କୁ ବହୁତ ସପଟ କରିବି କାରଣ ସେଇ 5 ଟଙ୍କିଆ ମିଲ ଆମ ଭଳିଆ ଛାତ୍ର ଛାତ୍ରୀ ଆଉ ଭଉତ ଗରିବ ଗୁରୁବା ଲୋକ ବହୁତ ଉପକୃତ ହଉଛନ୍ତି 🙏🏿🙏🏿🙏🏿 ବହୁତ ବହୁତ ଧନ୍ୟବାଦ

  • @prakashchandrapattnaik9214
    @prakashchandrapattnaik9214 18 днів тому +29

    ସୁର ଭାଇ ଭାଙ୍ଗ ଖାଇଦେଇଛନ୍ତି 👍💐❤️

  • @kamalakantapanda8822
    @kamalakantapanda8822 18 днів тому +36

    ସୁର ପରମ ମାହାଗିଆ ଟା, ବାପ ଦୁଇ ପୁଅ ପୃଥିବୀ ର ଏକ ନମ୍ବର ଟାଉଟର.

  • @kurttibasmahanta5837
    @kurttibasmahanta5837 18 днів тому +34

    ସୁର ପାଗଳ ହ ଇ ଯାଇଛି

  • @chandrakantapradhan524
    @chandrakantapradhan524 18 днів тому +19

    ପାଗଳ ହେଇଜାଇଛି ସୁର

  • @Gayatri-ih9xq
    @Gayatri-ih9xq 18 днів тому +28

    ସୁର ବାଇଆ ହେଇ ଯାଇଛି

  • @bijaymohanty756
    @bijaymohanty756 18 днів тому +8

    ସୁର ଭାଈ ପାଗଳ ହୋଇଯାଇଛି । ଭାଷଣ ନ ଦେଈ ତାକୁ ପାଗଳ ଖାନାକୁ ପଠାଇଦେଲେ ଭଲହୁଅନ୍ତା।

  • @thamposonpradhan9449
    @thamposonpradhan9449 18 днів тому +8

    ବୁଡ଼ା ହେଲେ ସମସ୍ତେ ପାଗଳ ହୁଅନ୍ତି 🙏

  • @madhabadora9952
    @madhabadora9952 9 днів тому

    News vala lagila ❤❤🙏🏼🙏🏼

  • @oavdigitalvavishya5555
    @oavdigitalvavishya5555 13 днів тому +2

    ଏଇଟା ବାୟାଟା 😊😊😊

  • @Sanjaybabu220
    @Sanjaybabu220 2 дні тому

    Bahut mojaa lagila sir 😊😊

  • @ramakantanaik6068
    @ramakantanaik6068 18 днів тому +13

    ସୁର ପାଗଲା ବୁଢା. ଆଉ ଗାଲୁଆ ଟା. ବୁଢ଼ାର ମୋତିଭ୍ରମ ହୋଇଯାଇଛି.

  • @143Susanta
    @143Susanta 15 днів тому +3

    ହଁ ସୁର ଭାଇ ଠିକ କହିଲେ ପାଣ୍ଡିଆନ ଇତିହାସ ହେଇ ରହିବେ କାରଣ ଜନତା ତାଙ୍କୁ ଇତିହାସ ବନେଇଦେଲେ ବହୁତ ଦୁଃଖ ଲାଗୁଛି 😭😭😭 ତାଙ୍କ ଦଶା ଦେଖି

  • @jithendarnaik9326
    @jithendarnaik9326 11 днів тому

    Bahut Sundar episod

  • @RKB_1985
    @RKB_1985 18 днів тому +6

    Sura Bhai thik kahuchhanti 👍

  • @PorsuramBhatra-pj3cp
    @PorsuramBhatra-pj3cp 18 днів тому +4

    ଏଇ ରାସ୍ତା କାମ ପାଇଁ ବିଜେଡି ହରାଇଲେ।

  • @tukunapaika-e3t
    @tukunapaika-e3t 14 днів тому

    ଭାୟାଠା ଏଠା

  • @soumyaranjanbarik4734
    @soumyaranjanbarik4734 17 днів тому +1

    ସୁରଭାଇ ତାଙ୍କ କଥାର ରଙ୍ଗ ଯେଉଁଭଳି ବଦଳଉଛନ୍ତି ଏଣ୍ଡୁଏ ବି ତାଦେହରରଙ୍ଗ ଏତେ ସିଘ୍ର ବଦଳେଇପାରୁନଥିବ

  • @143Susanta
    @143Susanta 15 днів тому +1

    ହଇଓ ନାରଣ ସେଇଟା ଲେଖା ହେଇଛି ସେ କେବଳ ସର୍ବ ସାଧାରଣଙ୍କ ପାଇଁ ତମେ ତମେ କଣ ସର୍ବ ସାଧାରଣଙ୍କ ଭିତରେ ଆସୁଛକି ତମେ ହେଲା ମିଡ଼ିଆ 🤣😂🤣 ଧନ୍ୟବାଦ ତମକୁ ଆଉ ତମ ଭଳିଆ ମିଡ଼ିଆ ବାଲାଙ୍କୁ ଏତେ କଷ୍ଟ ଖରା ବର୍ଷା ସହି ଆମକୁ ଭିଡ଼ିଓ ଦେଖଉଥିବାରୁ 🙏🏿🙏🏿🙏🏿

  • @nalhaadmi9865
    @nalhaadmi9865 18 днів тому +6

    Surabhai Tuma Katha Jie Suniba baia heba

  • @soumyaranjanbarik4734
    @soumyaranjanbarik4734 17 днів тому +1

    ମନ ବୁଝିପାରୁନି ଏ ଶୌଚାଳୟ ମଣିଷ ମାନଙ୍କ ପାଇଁ ନା ଭୂତ,ପ୍ରେତ,ଡାହାଣୀ,ଚିରୁଗୁଣୀ ମାନଙ୍କପାଇଁ ହେଇଚି

  • @krishnanaikbrothers6459
    @krishnanaikbrothers6459 17 днів тому

    My favorite news fews sir Jay Jagannath 🙏

  • @sudhirkumarsorensudhir-lz5uy
    @sudhirkumarsorensudhir-lz5uy 17 днів тому

    😘🥰Last cen moza lagila😍😍

  • @BabluBablu-k5k2f
    @BabluBablu-k5k2f 9 днів тому

    ହଇରେ ନାରଣ ନଭେମ୍ବର ୨୬ ସ୍ଵାଧିନତା ଦିବସ ସେଇଟା ଟିକେ ଦେଖଉନ ।

  • @143Susanta
    @143Susanta 15 днів тому +2

    ଭାଇ ମାନେ ନିହାତି ବଡ ମିତ୍ର ହେଇଥିବେ ସେଥିପାଇଁ କେଇ କାହାକୁ ଛାଡିକି ରହି ପାରୁନାହାନ୍ତି ସେଥିପାଇଁ ଏଇଠି ଲୋକଙ୍କର ମନୋରଞ୍ଜନ ଵେବସ୍ତା ହଉଛି 🤣😂🤣 ଆଜି ଏଇ ଲଢେଇ ସରିବନି ପୁରା ବାଳି ଆଉ ସୁଗ୍ରୀବ ଯୁଧ୍ୟ ହଉଛିକି ଆଉ 🤣😂🤣

  • @sulochanasamal9783
    @sulochanasamal9783 16 днів тому

    😂😂😂bhala lagila sri 👏👏👏😃

  • @soumyaranjanbarik4734
    @soumyaranjanbarik4734 17 днів тому

    ବିଗତ ସରକାରଙ୍କ ସମୟରେ ସବୁକାମ ବିଶ୍ୱସ୍ତରୀୟ ହେଇଚି ଏ ରାସ୍ତା ତାର ନମୁନା ମାତ୍ର

  • @KurumaniBarik
    @KurumaniBarik 18 днів тому +24

    କାହିଁକି ଏ ପାଗଳା କୁ ଆଣୁଛନ୍ତି. ଆମକୁ ଖରାପ ଲାଗୁଛଛି.

  • @BabluBablu-k5k2f
    @BabluBablu-k5k2f 9 днів тому

    ହଇରେ ନାରଣ ଅନେବଲ୍‌ cm ସେଇଟା ଟିକେ ଦେଖଉନ ।

  • @143Susanta
    @143Susanta 15 днів тому

    ହଇଓ ନାରଣ ତମେ ଭାରି ଖରାପ ଲୋକ ସେଇ ରାସ୍ତାରେ ଯୋଉ ବୋଡ଼ ମରା ହେଇଛି ସେଇ ରାସ୍ତା ଦେଖଉନ ଏଇଟା ନିହାତି ନୂଆ ରାସ୍ତା 🤣😂🤣 ସେଥିପାଇଁ 👌🏿👌🏿👌🏿👌🏿💋💋💋

  • @kiranshorts142
    @kiranshorts142 18 днів тому +2

    Jaldi comment Kari debi😂jaldi jaldi comment ku like miliba start heijiba😂❤❤

  • @geetanjaliacharya6079
    @geetanjaliacharya6079 18 днів тому

    God bless you to your family sir 🙏

  • @PratapSamal-w3t
    @PratapSamal-w3t 13 днів тому

    Nabinjindabad❤

  • @BabluBablu-k5k2f
    @BabluBablu-k5k2f 9 днів тому

    ହଇରେ ନାରଣ ଆପ୍ଲୁ ମୋ ବାଇଲ୍ ବାବଦରେ ଟିକେ ଦେଖଉନ ।

  • @srikantakumarhota6134
    @srikantakumarhota6134 18 днів тому +2

    ସୁର କୁ କିଏ ବାସି ବାଳରେ ପଚାରୁଛି।
    ଆଉ ଅତି ଚାଲାକ୍ ହେଲେ ମଇଳା ଖାଏ। ସେହି ଅବସ୍ଥା ସୁର ଭାଇଙ୍କର। ତମ ଝିଅ ବୋହୁ ମାନଂକୁ ରାସ୍ତାରେ ଥେଇ ଥେଇ ନଚେଇଲା, ମନେ ରହିବନି। କି କଥା।ଖାଲି ବିଳିବିଳେଇ ହେଉଛି।

  • @rohitmallick6298
    @rohitmallick6298 5 днів тому

    ରଙ୍ଗ ମିସ୍ତ୍ରୀ

  • @sudhansukumarbal3419
    @sudhansukumarbal3419 18 днів тому +1

    Thank you

  • @AmbeswarUpadhyay-ur1zl
    @AmbeswarUpadhyay-ur1zl 18 днів тому

    Good news

  • @Papu143s
    @Papu143s 18 днів тому

    Super video 💯👍🤔😄

  • @VbvvVvvv-d8p
    @VbvvVvvv-d8p 16 днів тому

    Good night

  • @Durgaa-dl2zd
    @Durgaa-dl2zd 17 днів тому

    ଅବକାରୀ ବିଭାଗର ପୋଲିସ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ, ନିଶା ବେପାରୀ ମାନଙ୍କର ଗୁଣ୍ଡାରାଜ ଆଉ ଚାଲିବ ନାହିଁ, କାରଣ ବିଜେପି ଯୋଉଠି ବିକାଶ ସେଇଠି, ନିଶା ବେପାରୀ ମାନଙ୍କୁ ସିଧା ଏନକାଉଣ୍ଟର କର

  • @Pradeepkumarnayak-u1l
    @Pradeepkumarnayak-u1l 18 днів тому

    Ashok das
    Basudevpur bidhayak

  • @sibamama4106
    @sibamama4106 18 днів тому +3

    ସୁର ଭାଇ ହାଣ୍ଡିଆ ପିଇଦେଇଛି

  • @Mamini-uq1qs
    @Mamini-uq1qs 18 днів тому +5

    କ'ଣ ନବୀନ ପଟ୍ଟନାୟକ ଆସି ରାସ୍ତା ତିଆରି କରିଥାନ୍ତେ କି କଣ୍ଟାଟର ନ କଲେ ନବୀନ ପଟ୍ଟନାୟକଙ୍କ କଣ ଭୁଲ୍ 😢

  • @Manas_panigrahi
    @Manas_panigrahi 18 днів тому +2

    ଏହି ରାସ୍ତାରେ ସୁର ଅଜା ଯାଇ ନାହାଁନ୍ତି ବୋଧହୁଏ । କାରଣ ଏବେ ପା ନବୀନ ବାବୁ ଓ ପାଣ୍ଡବ ଇତିହାସ ରେ ଲେଖୁଥିଲେ!

  • @ChoudheryMahanta
    @ChoudheryMahanta 18 днів тому

    ସବୁ ଆଡ଼େ ତେଲ ମାରିବାରେ ନୋ 1 ସୁର ବାବୁ

  • @pradiptaroul5826
    @pradiptaroul5826 18 днів тому

    ବାଇଆ ହେଇଗଲେଣି ସୁରବାବୁ

  • @dillippattnaik1269
    @dillippattnaik1269 12 днів тому

    Mahalia chaula paien loka alasua hei galeni. E katha100% thik

  • @FakirMohan-fg9te
    @FakirMohan-fg9te 18 днів тому

    ହଁ କେହି ତ କିଛି କରୁନାହାନ୍ତି ଆଉ ଆଳୁ ଦର ହ୍ରାସ କେମିତି ହେବ

  • @krushnapattnaik8736
    @krushnapattnaik8736 12 днів тому

    ପାଗଳ ଟା ସୁର ଭାଇ. ସୁର ଭାଇ ମୋ,-------ନେତା ଛି

  • @SorajSahu-cf5ks
    @SorajSahu-cf5ks 15 днів тому

    ପ୍ରକୁତରେ,ଜୋଗାଣମନ୍ତ୍ରିକୁ,ଫଟେଇକିରି,ବାଡ଼େଇ ଥିଲେ,ମୁଦେଖିଛି,

  • @RanjanBehera-pq5qu
    @RanjanBehera-pq5qu 18 днів тому

    Good morning Sare 🙏🙏🙏

  • @indiramishra8521
    @indiramishra8521 18 днів тому +1

    ସୁର sir jaha kahichanti pura right🙏

    • @Mrddbaska7815
      @Mrddbaska7815 18 днів тому

      Amar patnayak Pandu bhakta badhe 😅😅😅😅

  • @PadmalochanPatra-o6x
    @PadmalochanPatra-o6x 18 днів тому

    Sar good morning

  • @prasantlenka4050
    @prasantlenka4050 18 днів тому

    .nice❤

  • @UgrashanNath
    @UgrashanNath 7 днів тому

    Ok

  • @srsoumyaranjan7424
    @srsoumyaranjan7424 18 днів тому

    KDP au Baleshwar 🚭🙄😄☺️🔥🤦

  • @prakashmishra9461
    @prakashmishra9461 18 днів тому +1

    Jeu thi barsa sei thi chhata😂

  • @basantapatra2573
    @basantapatra2573 18 днів тому +3

    5 ଟଙ୍କିଆ ଖାଇବା ତମ ସହରାଞ୍ଚଳ ରେ ଆମ ଗ୍ରାମାଞ୍ଚଳ ରେ ନାହିଁ ।ଗରିବ ଲୋକ ଗ୍ରାମାଞ୍ଚଳ ରେ ଅଛନ୍ତି ନା ସହରାଞ୍ଚଳ ରେ ?

  • @rabindradas2952
    @rabindradas2952 17 днів тому

    ପାଗଳ

  • @kantabarik1894
    @kantabarik1894 16 днів тому

    ଅଣ୍ଡା ଗୋଟା 7 ଟଙ୍କା, ଅଣ୍ଡା ଆହାର meal ଗୋଟା 5 ଟଙ୍କା

  • @AdityaNarayanTripathy-qi1ii
    @AdityaNarayanTripathy-qi1ii 18 днів тому

    Oo bjp pura right

  • @srikantakumarhota6134
    @srikantakumarhota6134 18 днів тому +1

    ସୁର ଭାଇ କୁ ଯୋଗାଣ ମନ୍ତ୍ରୀ ତାଙ୍କ ର ଯେଉଁ ଅଣ୍ଡା ଦିଟା ଅଛି ସେଥିରୁ ଗୋଟିଏ ଦେବେ। ତାଂକୁ କଂଗ୍ରେସରୁ ତଣ୍ଟିଆ ମାରି ବିଦା କରିଦେଲେ। ତାଂକୁ କଣ ପଚାରୁଛ।

  • @gangabhumia1506
    @gangabhumia1506 16 днів тому

    ପାଗଳ ବୁଡ଼ା

  • @AjayMohapatra-p4r
    @AjayMohapatra-p4r 13 днів тому

    Sura bheia

  • @manjupravamishra8000
    @manjupravamishra8000 17 днів тому

    ସୁରଵାଵୁ ବୋଧେ ଅଧିକ ମାତ୍ରାରେ ଭାଙ୍ଗ ଖାଇଛନ୍ତି ।

  • @rajeshmallick1464
    @rajeshmallick1464 18 днів тому

    Jie sasan ku asiba otv tara chatiba

  • @bagdevisahu4156
    @bagdevisahu4156 13 днів тому

    ସୁର ପାଗଳ ହେଇଛି, 💔

  • @bharatjena7072
    @bharatjena7072 18 днів тому +2

    😂👍

  • @Desi_Food_Channel_23ly7q
    @Desi_Food_Channel_23ly7q 17 днів тому

    Naveen Babu jindabad

  • @NarayanBehera-pi5is
    @NarayanBehera-pi5is 17 днів тому

    ସୁର ପଗଳା ଟା କୁ ଆଉ ଦେଖିବାକୁ ଭଲ ଲାଗୁନି l

  • @Susant143_Official
    @Susant143_Official 10 днів тому

    1:50 1:50 1:51

  • @Chinulifestyle123
    @Chinulifestyle123 17 днів тому

    Aare narana tothu adhikapabana aau kehi karunahanti

  • @SisirKumar-yb5ou
    @SisirKumar-yb5ou 17 днів тому

    Sura bohu ku hehiba

  • @dhaneswarkatual6046
    @dhaneswarkatual6046 18 днів тому

    ପାଗଳ ଟା

  • @sabitramgond7105
    @sabitramgond7105 18 днів тому

    Naba rangpur bustan aas deki ba

  • @SimanchalmallikSimanchalmallik
    @SimanchalmallikSimanchalmallik 18 днів тому

    ସୁର ର ମାଁ ଗୋଟିଏ ବାପା ଦୁଇଜଣ

  • @SRADHANJALISWAIN-q6f
    @SRADHANJALISWAIN-q6f 13 днів тому

    Mohan majhi katha kahuna November 26 swadhinata dibasa boli

  • @bibubibu8660
    @bibubibu8660 13 днів тому

    ସୁର ଭାଇ କୁ ଚିଡିଆଖାନା ରେ ରଖି ଦିଅ ଭଲ ହୁଏ ନ୍ତା

  • @soumyaranjanbarik4734
    @soumyaranjanbarik4734 17 днів тому

    ଡବ୍ଲୁ ଡବ୍ଲୁ ଇ ମ୍ୟାଚ୍ ଟା ଟାଇ ହେଇଗଲା ଖାଲିଗୋଟେ ରେଫରୀ ମହାଶୟ ଦରକାର ଥିଲା

  • @Manas_panigrahi
    @Manas_panigrahi 18 днів тому

    କଂଗ୍ରେସ କେବେ ଓଡ଼ିଶାରେ ରାଜୁତି କରୁଥିଲେ ମୁଁ ତ ଦେଖିନି କାହିଁକି ନା ଜନ୍ମ ହେବା ଠାରୁ ନବୀନ ବାବୁଙ୍କୁ ଦେଖିଛି। ହେଲେ କଂଗ୍ରେସ ଦଳ ଗୋଟେ interesting item (ସୁର ଅଜାଙ୍କୁ) ରଖିଛନ୍ତି ଓଡ଼ିଶାରେ । ଯିଏ bite ଦବାରେ expert..

  • @BabluBablu-k5k2f
    @BabluBablu-k5k2f 9 днів тому

    ହଇରେ ନାରଣ ପାନିଆଁରେ କେମିତି ଚୁଟି ସାଇଜ୍‌ କରା ଯାଏ ସେଇଟା ଟିକେ ଦେଖଉନ ।

  • @birendrasore
    @birendrasore 10 днів тому

    Sura bhai kiye be

  • @AshokSwain-l4j
    @AshokSwain-l4j 18 днів тому +1

    Otv sura bhainka katha sahi paruni..

  • @RabiSahu-zs5cx
    @RabiSahu-zs5cx 17 днів тому

    Sura bhainka😢 speech suni ambhe Mane pagal hoi jibu

  • @OMYT-r7z
    @OMYT-r7z 18 днів тому

    ସୁର ଭାଇ ଟିକିଏ ପିଇ ଦେଇଛନ୍ତି ବୋଧେ

  • @SailendraHembram-i9y
    @SailendraHembram-i9y 18 днів тому +1

    ସୁର ପଲିଟିକାଲ୍ ଯୋକର..😅😅😅

  • @ChamraMeher-z3m
    @ChamraMeher-z3m 18 днів тому

    ସୁର କଣ ପାଗଳ

  • @ChandramaniPradhan-uq5ng
    @ChandramaniPradhan-uq5ng 18 днів тому

    ସୂର୍ ବାବୁ ଭାଙ୍ଗ ଦୋକାନକୁ ଯାଇ ଆଉ ଟିକେ ଖାଏଡିଆ

  • @jagadishchandradas8120
    @jagadishchandradas8120 18 днів тому

    ଶଳା ପାଗଳ ବୁଢା ।

  • @akulaparida4398
    @akulaparida4398 12 днів тому

    BJP support channel OTV and NewsFuse :P

  • @kedarkumar7570
    @kedarkumar7570 18 днів тому +1

    OTV hauchi BJP channel Tanku kn Naveen Patnaik devlopment deka jauchi

  • @Mamini-uq1qs
    @Mamini-uq1qs 18 днів тому

    Pandian nka katha janini but sura sir amara hei rahibe😂😂😂

  • @PrasannaNayak-o3m
    @PrasannaNayak-o3m 17 днів тому

    Congress ra samaste pccf heijauna

  • @sagardeepdas4676
    @sagardeepdas4676 18 днів тому

    ଲୋକ ହଗିବେ ସଫା କାହିଁକି କରିବେନି. କୁହତ

  • @gangotridassahu9308
    @gangotridassahu9308 18 днів тому

    Sa contractor ku khojiki ahara karajau au road kamora payment adaya kari puni road kamo hau 😡😡😡😡

  • @143Susanta
    @143Susanta 15 днів тому

    ଏଇଟା ସୁର ଭାଇଙ୍କର ବାତ୍ୟା ସେଥିପାଇଁ ଏଇଟା ବଡ ବାତ୍ୟା କାରଣ ତାଙ୍କ ଘରେ ତିନି ତିନିଆ ବାତ୍ୟା ମାନେ ବିଜେଡି, ବିଜେପି, କଂଗ୍ରେସ ସେଥିପାଇଁ ଏଇଟା ନିହାତି ବଡ ବାତ୍ୟା ଫୋନୀ ଆଉ ଫାଇଲିନି ଠୁ ବି ବଡ 🤣😂🤣

  • @rajendramuduli336
    @rajendramuduli336 18 днів тому

    Shura baba mati bhram hoijaichhi

  • @pragatibehera9852
    @pragatibehera9852 10 днів тому

    Sura bhai nku jogana mantri swapnare asiki kahideiki paleithibe bodhe😂😂

  • @SudamBariha-ck7ic
    @SudamBariha-ck7ic 18 днів тому +1

    Comedy Karu chhi sura😂😂😂