Mardchood police laj ni Lage nijee daru peauche auu Desi daru dharuche madarchod police law sabke saman sarkari bar Mane b band Kara.......sarkar b chahuche ki garib lok garib haikari rahuu .......
Very nice action taken by police team.. strictly taken action against them who are involving all that wine preparation & supplying all that illegal things
Salia Sahi basti upare bulldozer chalao sabu problem solve hoi jiba Maximum criminal salia sahi anchala ra Police bala au abakari au guinda bibhag ku moro SALUTE 🙏
Bhai kendra sahita state excise wale🙄🙄🙄🙄.,aau kendra ra kana..Darkar padila ta central excise wale dhariparibe..central mane kana state re kichi kama nai kana..jointly bhi raid karanti
ଆରେ ସବୁମଦ ଦୋକାନରେ ତ ଲେଖାହୁଏ ଦେହପ୍ରତି ଖରାପ୍ ।ଦେସି କଣ ଆଉ ବିଦେସି କଣ ସବୁ ମଦତ ଖରାପ୍
କାହିଁକି ଡ୍ରାମା କରୁଛ,,, ଆଉ 2ମାସ ପରେ ଫେରେ ଆସି ମଦ ତିଆରି ହବ.. ଏଇଟା କେବଳ ଗୋଟେ ଫର୍ମାଲିଟି...
Election time asilani bhai
Thik kahila bhai
Golimaro abokari officer poisa paileni chodhow kole poisa Dele Puni chalibo Athire nuaa kon ochi ?
ଆମର୍ ଗାଁ ରେ ରେଢ଼ାଖୋଲ ,ପୁରୁଣାଗଡ.....ଦେସି ମଦ ର ଖଣି ଅଛି ଆମ ଗାଁ ରେ ଚଢାଉ ହେଉ 🙏🙏🙏🙏
ଅବକାରୀ ପୋଲିସ କୁ ଜଣ ଅ
ଯଦି ସତ ରେ ମଦ ମାରିଛନ୍ତି ତେବେ ଜଲଦି inform କର ନ୍ତୁ
Sure Chadhau karantu p.Sir
@@DJ_CHINU_JAJPUR number dia tama ra
@@dhaatila ଜଣାଇଲେ ବି କିଛି ଲାଭ ନାଇ
ମଦ ତ ମଦ ସେ ଦେଶୀ ହେଉ କି ବିଦେଶୀ।
ମେକ୍ ଇନ୍ ଇଣ୍ଡିଆ, ଆତ୍ମନିର୍ଭରଶୀଳ । ତେବେ ଅସୁବିଧା କେଉଁଠି। ଓହୋ ଏମାନଙ୍କ ଠାରୁ ଟିକସ ମିଳୁ ନାହିଁ ସେଥିପାଇଁ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ। ଆରେ ଆଲଜ୍ୟା ଦଳ ମଦ ବିକଳ୍ପ ରୋଜଗାର ଯୋଗାଇ ଦେଲେ ଘରୋଇ ଉତ୍ପାଦ(GDP) ବଢ଼ନ୍ତା। ଆଉ ରହିଲା ମଦ କଥା ଏହା କଣ ରାଜ୍ୟରୁ ସମ୍ପୂର୍ଣ୍ଣ ଅସିଦ୍ଧ ଘୋଷଣା କରିଦେଲେ ହେବ ନାହିଁ??? କି ଅଧିକାରୀଙ୍କର କେବଳ ଏହା ଏକମାତ୍ର ବ୍ୟବସ୍ଥା ରୋଜଗାରର???😂
Right
Argue point for rights.
ଏହି ମଦ ପାଇଁ ଆମ ସୁଖର ସଂସାର ଭାଙ୍ଗି ଗୋଲା
ଆମେ ଖାଇବାକୁ ପାଉନି । ବହୁତ୍ କଷ୍ଟରେ ବଞ୍ଚିଛୁ🙏
Subscribe pritam tv odia। ନ ହେଲେ ଆମେ ଆତ୍ମହତ୍ୟା କରିଦେବୁ ।
Karunu
Exactly 👍👍👍
ମାଘିଆ ପୋଲିସ ମାନେ ଦମ୍ ଅଛି ତ ବିଦେଶୀମଦ ବି ବନ୍ଦ କର ।
Bhai chora mana ka katha kuha ni
ଯଦି ମଦ ବନ୍ଦ କରିବାର ଅଛି ତାହା ହେଲେ ଦେଶୀ ବିଦେଶୀ ସରକାରି ସ୍ଵୀକୃତପ୍ରାପ୍ତ ସବୁ ମଦ ବନ୍ଦ କରାଯାଉ ।କଣ ସରକାରି ସ୍ଵୀକୃତିପ୍ରାପ୍ତ ମଦ ପିଇଲେ ଲୋକେ ମରିବେ ନାହିଁ ତାହା ପିଇଲେ ମଧ୍ୟ ଲୋକେ ମରିବେ ।ସରକାରି ସ୍ୱୀକୃତି ପ୍ରାପ୍ତ ମଦରେ ମଧ୍ୟ ଅଧିକ ବିଷ ଥାଏ ।ଯଦି ସରକାରଙ୍କ ଦମ୍ ଅଛି ତାହା ହେଲେ ବିହାର ଭଳି ଓଡିଶାର ମଧ୍ୟ ମଦ କୁ ସଂପୂର୍ଣ୍ଣ ରୂପେ ନିଷେଧ କରାଯାଉ ।ମୁଁ ଜାଣିଛି ମଦ୍ୟପାନ ବନ୍ଦ କରିବା ସରକାରଙ୍କ ପାଇଁ ବହୁତ କଷ୍ଟସାଧ୍ୟ ହୋଇଯିବ ।କାରଣ ମଦ ରୁ ତ ସରକାର ବହୁତ ଲାଭବାନ ହେଉଛି ।
Odisha Government lokanku gandimatuchi aita hela sata
Jay nitai
Sarkarnka nuksan haijibo tanku labha darkar .semane band karebani sarkar cahile band habo .
Thik katha bhai
Absolutely right
nahele odisha chaliba kemite
ସଳେ ବିବେଶୀ ମୋଦ ପିଉଛ ଦେଶୀ ମୋଦ କୁ ଧୋରୁଛ 2 ଟାକୁ ଯାକ ଧର 😝😝 ଢ଼ାବା ଗୁଡାକୁ ବି ବନ୍ଦ କର
thik kohuchanti
Mardchood police laj ni Lage nijee daru peauche auu Desi daru dharuche madarchod police law sabke saman sarkari bar Mane b band Kara.......sarkar b chahuche ki garib lok garib haikari rahuu .......
U r right
A to chod government jaha mg police seyaa
କାହାର ଗାଣ୍ଡି ରେ ଦମ ନାହିଁ ଲୋ ମୋ ଭାଇ
ବାର ଗୁଡାକ ବନ୍ଦ କରିବେ.
ନିଜେ ସରକାର ପରା ସେବନ କରୁଛନ୍ତି.
ଏବେ ଜ୍ଞାନ ଆସିଲା.
ଆରେ ଏହି ବିଷ କିଛି ଦିନ ପୂର୍ବେ ଗ୍ରାମାଞ୍ଚଳ ନିର୍ବାଚନ ରେ ଲୋକ ମାନଂକୁ ମାଗଣା ରେ ଦିଆ ଯାଉଥିଲା.
ବିଷ ଖାଓ ଭୋଟ ଦିଅ.
Thik kohilo bhai
ଦେଶି ମଦ ଜବତ ଗିରଫ ହୋଇ ଜେଲ ଦଣ୍ଡ ଦେଉଛ ବାଟି ମଦ ପିଇ ମାତାଲ ହେଉଛି କାହିଁକି ବାଟି ମଦ ଜବତ ଗିରଫ ହୋଇ ଜେଲ ଦଣ୍ଡ ଦେଉନ
ମଦ ତ ମିଲବା ବନ ତ ନେ କରିପାର ଦେଶି ହଉ କି ବିଦେଶୀ ସରକାର ତ ବିକିବାକୁ ସହମତ ଅଛେ
ମୁଁ ପଲିସ ଅଧିକାରୀଙ୍କୁ କହିବାକୁ ଛାଇବି ସମାଜର ଆମ ଓଡିଶାର ଦେଶର ଭଲ ଚାଉଛ ତା ହେଲେ ପ୍ରଥମେ ବିଦେଶୀ ମଦ ବନ୍ଦକର. ତାପରେ ବିଦେଶୀ ମଦ ବନ୍ଦକଥା ଶୁଣି ଛଟ ଛଟ ବେପାରୀ ବନ୍ଦ କରିବେ.. ସରକାର ଯଦି ବିକୁଛି. ଗାଁ ରେ ଖାଇକି ବିକିବେନି .. ଦୟାକରି ଆମ ଓଡିଶାକୁ ନିଶାମୁକ୍ତ କରନ୍ତୁ. ଗାନ୍ଧିଜୀଙ୍କ ସ୍ବପ୍ନ ପୂରଣ କର...ଜୟ ହିନ୍ଦ ଜୟ ଭାରତ.
Vert good bro
ଗୁଇନ୍ଦା ବିଭାଗ ର ଟଙ୍କା ଅଭାବ ଯୋଗୁଁ ରେଡ୍ ଚାଲିଛି ତମେ ମିଡିଆ ବି ଭାଗିଦାରୀ ଏ ନାଟକ ରେ ମଧ୍ୟ ସାମିଲ ଛିଃ ଛିଃ ଛିଃ ଛିଃ।
ଦେଶୀ ମଦ କୁ ବିରୋଧ କରୁଛ ଆଉ ଵେଦେଶୀ କେମିକାଲ ମଦକୁ ପ୍ରୋତ୍ସାହନ ଦେଉଛ.ଦମ ଅଛି ତ ଟୋଟାଲ ବନ୍ଦ କର
Emane majhire majhire red nakale mal kemiti miliba
Ethipain police hii dai
Tu bhaunigiha aga peiba band kare
ମଦ ଭଲରେ ତିଆରି ହେଉ କି ଖରାପ ରେ ତିଆରି ହେଉ ମଦ ସମସ୍ତେ ପିଇବେ । ଏଇ ଦେଶୀ ପ୍ରୋସେସ କୁ ଆଖିରେ ଦେଖିଲ ବୋଲି କହୁଛ ବିଦେଶୀ ମଦ କେମିତି ତିଆରି ହେଉଛି ଥରେ ଦେଖାଅ ତେବେ ଜାଣିବୁ ତାର ପ୍ରସେସ କେମିତିଆ.....
Right 👍
Right bhai
ua-cam.com/video/NLQWzdSpDbc/v-deo.html link re dekha foreign liquor kemiti hue, Eita khali wine processing jadi chahnucha Beer, whisky,rum,brandy, vodka,gin, aperitif esabu kemiti banuchi tahele UA-cam re search karile milijiba.Mu jane Bar Tender aau egudaka kharap nuhna,kintu limit re pieba darkar , Sabu jinisare limit thae.Au egudaka re alcohol % maapa re rakha jae kintu desi re kounasi maapa nathae, seithipain desi mada pieba deha pain kharap.
ମଦ କଣ ପାଇଁ ଓଡ଼ିଶା ରେ ବନ୍ଦ କରାଯାଉନି। କେତେ ଲୋକ ଅସୁବିଧାରେ ପଡୁଛନ୍ତି ତାର ହିସାବ ନାହିଁ, ପଇସା ପାଇଁ ଲୋକଙ୍କୁ ବି ମାରିଦେବ ଓଡିଶା gormment।so i request you plz close alcohol in odisha 🙏🙏
Right
Madha band hele re1 rice kemiti miliba
@@baikunthasamal kie kahuchi chaula debaku
Loka mane nahele vote milibani
@@baikunthasamal ଲୋକ ଏ ସବୁ ପିଏକୀ ବଞ୍ଚିଲେ ତ ଭୋଟ ଦେବେ।
Very nice action taken by police team.. strictly taken action against them who are involving all that wine preparation & supplying all that illegal things
କଉ ମଦ ପିଇଲେ ଦେହ ପାଇଁ ଭଲ କହିଲେ ଆଜ୍ଞା ।
ଏହି ମଦ ପାଇଁ ଆମ ସୁଖର ସଂସାର ଭାଙ୍ଗି ଗୋଲା
ଆମେ ଖାଇବାକୁ ପାଉନି । ବହୁତ୍ କଷ୍ଟରେ ବଞ୍ଚିଛୁ🙏
Subscribe pritam tv odia। ନ ହେଲେ ଆମେ ଆତ୍ମହତ୍ୟା କରିଦେବୁ ।
ଏହି ମଦ କଣ କୌଣସି ମଦ ପିଇଲେ ଲୋକ ବଞ୍ଚିବେ ନାହିଁ ସେ ବିଦେଶୀ ହୋଉ କି ଦେଶୀ ମଦ
ସରକାରଙ୍କୁ ଟାସ୍କ୍ ନ ଦେଲେ ତାହା ବିଷ, ଆଉ ଯଦି ପୁଲିସକୁ କିଛି ମିଶି ସେ ତାହା ଅମ୍ରୁତ ହୋଇଯିବ।
ପଇସା ଦେଲେନି ବୋଧେ
ua-cam.com/video/W2vj0ujW5bM/v-deo.html👌🆗🙏
ରାଜ୍ୟ ମଦ ବିକ୍ରିରେ ଏକ ନମ୍ବର ଆଉ ପିଵାରେ ମଧ୍ୟ ଏକ ନମ୍ବର ଆଉ ଆପଣ ଢାଳିଦେଲେ ଯଦି ରାଜ୍ୟ ନମ୍ବର ଖସି ଯାଏ ଆପଣ ଦାୟି ରହିଵେ କି? ପିଶି କମ ମିଳୀଛି ବେଧେ.
ଦେଶ କୁ ବର୍ବାଦ କରିଦେଲେ....ଭାରତ ମାଟି କୁ ଖରାପ କରିଦେଲେ 🤔🤔
ହଁ ବା ଗିରଫ କର, ଖାଲି ଲୋକ ଙ୍କୁ ଦେଖେଇବା ପାଇଁ, ଭିତିରିଆ ମୋଟା ଅଙ୍କର ଟଙ୍କା ପାଇ ଗଲେ ବାସ ରଫା ଦଫା ସବୁ 😡😡😡😡😡 ଭଲ ଭଲ ବେପାର ଚାଲିଚି ଓଡ଼ିଶା ରେ
ଶଳା ଗରିବ ବିକିଲେ ମଦ ଧନୀ ବିକିଲେ ଔଷଧ । ଏତେ ଯଦି ମଦ ଧରିବାକୁ ଚାହୁଁଛ ମଦ ପୁରା ବନ୍ଦ କରୁନ
Right
Oll right
ଏହିପରି ବହୁଥର ଧରାହେଲାଣି ହେଲେ 10ବର୍ଷ ଲେଖା ଜେଲ କରାଅ କାରଣ ଲୋକମଲେ ଦାୟୀକିଏ ହେବ ତେଣୁ ଜେଲ ଠିକ ଏବଂ ସେମାନଙ୍କୁ. ପ୍ରାୟଜାଗା ,ଘର ସରକାର ତରଫରୁ ଦିଆଯାଇଛି. ସେ ଜାଗାରୁ ତଡି ଦିଆଯାଉ.
Jadi Bando Karibar achi Sabu Karo
ସବୁ ଦୋଷ ନବୀନ ବାବୁ ପାଇ..
ଭୋଟ ଦିୟ
ମଦ ନିୟ
Well done our investigation team
ବେଶ୍ ବେଶ୍ ହେଲା ଯେ
ଲୋକେ ଜାଣନ୍ତି ମଦ ଦେହ ପାଇ ଖରାପ ହେଲେ ବି ମଦ ପିଅନ୍ତି ।
ua-cam.com/video/W2vj0ujW5bM/v-deo.html🆗🆗🙏
ଭାଇ addiction 🤣
ଏଇଟା କଣ ଏବେ ହେଇଚି ଦୀର୍ଘ ଦିନ ଧରି ଚାଲିଥିଲା ପୋଲିସ କଣ ଜାଣି ନଥିଲା ନା ଟଙ୍କା time ରେ ନ ମିଳିବାରୁ ଏମିତି ହେଲା
Right...
😄
ଯିଏ ମଦ ବନାଉ ଥିଲେ, ସେମାନଙ୍କୁ ସେ ମଦ ପିଆନ୍ତୁ, ଯେପର୍ଯନ୍ତ ସେମାନେ ନ ମରିଛନ୍ତି
ମଦ ତ ଦେହ ପାଇ଼ ଖରାପ. kauta au bhalo ki eta kharap hela😁nice joke😛🤪
ଯିଏ ଏହି ଦୃଶ୍ୟ ଦେଖେଇବକୁ ପ୍ରଥମେ ଚେଷ୍ଟା କରିଛନ୍ତି ତାକୁ ପଚାରନ୍ତୁ ଯେ ଏଇଟା ତାର ପ୍ରଥମ ନା ଏମିତି ଆଉ କେତେଗୋଟି ଦେଖେଇ ଛନ୍ତି ।ଶଳା ତମ ଘର ଦୃଶ୍ୟ ପ୍ରଥମେ ଏମିତି ଦେଖା ।
ଲାଜଲାଗୀବାକତା ଏହି ସୋରକାରକୁ ଆଉ ପୋଲିସ ପ୍ରଷାସନକୁ KANAK news କୁ ସବୁବେଳେ ଦେଶିମୋଦ ବେପାରୀକୁ ଗିରଫ କରୁଛି କିନ୍ତୁ କେବେ ବିଅର ଦକାନୀକୁ ଗିରଫ କରିଛିକି ଆମ ଆଦିବାସୀ ର ପେଟ ମାରୁଛନ୍ତି ଗାଁ ଗାଁ ରେ ବିଅର ଫେକ୍ଟରୀ ମଦ ବାଟି ସରକାର କଲିଛି କିନ୍ତୁ ଆଦିବାସୀ ଲୋକ ପେଟପାଇଁ ବେପାର କରିଲେ ବୁଲହୋଉଛି 🌹
ସରକାର ମଦ ପାଇଁ ପ୍ରସାହନ ଦେଉଛନ୍ତି
ତୁ କିଏ ବେ କହିବା ପାଇଁ
ମଦ କାଉଁଟର ଖୁଲାମ ଖୁଲା ଚାଲିଛି।
ଏହି ମଦ ପାଇଁ ଆମ ସୁଖର ସଂସାର ଭାଙ୍ଗି ଗୋଲା
ଆମେ ଖାଇବାକୁ ପାଉନି । ବହୁତ୍ କଷ୍ଟରେ ବଞ୍ଚିଛୁ🙏
Subscribe pritam tv odia। ନ ହେଲେ ଆମେ ଆତ୍ମହତ୍ୟା କରିଦେବୁ ।
Thank you so much sir
ଆରେ ମଦ ପିଇବା ପାଈଁ ପାଗଳ ହଉଥିବା ଲୋକ ମରନ୍ତୁ..... ସେଗୁଡା ବଞ୍ଚିକି କଣ ଟା କରିବେ କି !!!!!!!
Ta bapa kahithilaki
Thumbnail :- ଏ ମଦ ପିଇଲେ ଲୋକ ବଂଚିବେ ତ??
Le ମଦୁଆ :- ଆମେ ତାହେଲେ ବଂଚିବା ପାଇଁ ପିଉଛୁ🤔
ବିଚରା ମଦୁଆ ବି confuse
Great job
Plz ban alcohol...It has ruined many lifes and families🙏🙏🙏
Good Job my dear Kanak News 🙏👍👍 Thank you
ମହୁଲି ଔଷଧ ରେ ବ୍ଯବହାର କରାଯାଏ।
Thanks Odisha Sarkar
Desi wines are more better than Licence wine.I have much experience of it.
@Basanti Hembram Desi wine do ran murgan te ekhan licence wine do tablet te jahawn nu te BOHOH hahsu-a.
ଭୁବନେଶ୍ୱର ସ୍ମାର୍ଟ ସିଟି ଏମିତି ସେମିତି ରେ ହେଇ ନି........ ସବୁଥିରେ ସ୍ମାର୍ଟ ଅଛି ବୋଲି ହେଇ ଛି ନା 😅😅😅😅😅
Smart City bhubenswr ra smart.. duplicate liquor alcohol. ..😂😂😂😂👎👎
No 1 Odisha....
ଭୁବନେଶ୍ବର ରେ ହେଊଛି ପୋଲିସ କଣ କରୁଛି ପୋଲିସ କେବଳ ପିସି ନେଇ
ଏ ଗରିବ ଲୋକମାନେ ପେଟପାଟଣା ପାଇଁ କିଛି ଟିକେ କରିଦେଲେ ବୋଲି ଏତେ କଥା କିନ୍ତୁ ଏ ରଜ୍ୟସକରଙ୍କୁ ଟିକେ ଲଜ୍ଜାଲାଗିବା କଥା ଯେ ସାରା ରାଜ୍ୟରେ ବିଦେଶୀ ମଦ ଫେକ୍ଟ୍ରି ଖୋଲା ହେଇଛି ପ୍ରଥମେ ତାହାକୁ ଦୃଷ୍ଟିଦିଆଯାଉ ଆଉ ବନ୍ଦ କରାଯାଉ ତାପରେ ଅନ୍ୟତା। ଏ ପୁଳସି ବାବୁ ଜଣକ କହିଛନ୍ତି ଯେ ଦେଶୀମଦ ପିଇଲେ ରୋଗ ହେଇଯାଉଚି ତେଣୁ ରାଜ୍ୟ ସରକାର ବୋଧେ ବିଦେଶୀ ମଦ ଯୋଗଉଛନ୍ତି।।।।।।।
ଦେଶୀ କାରଖାନା,ଜି ,ଏସ,ଟି ମୁକ୍ତ
ଭଲ ଆୟକାରୀ, ନୁହେଁ ସରକାରୀ
ua-cam.com/video/W2vj0ujW5bM/v-deo.html🙏🆗👌
ଏହି ମଦ ପାଇଁ ଆମ ସୁଖର ସଂସାର ଭାଙ୍ଗି ଗୋଲା
ଆମେ ଖାଇବାକୁ ପାଉନି । ବହୁତ୍ କଷ୍ଟରେ ବଞ୍ଚିଛୁ🙏
Subscribe pritam tv odia। ନ ହେଲେ ଆମେ ଆତ୍ମହତ୍ୟା କରିଦେବୁ ।
କଣ କହୁଛନ୍ତି "ଆପଣ ଦେଖୁଛନ୍ତି ଗନ୍ଧ ରେ ନାକ ଫାଟି ପଡୁଛି "ଗନ୍ଧ କଣ ଦେଖିବା ହୁଏ
ତମ ଛାମୁଙ୍କୁ ପଚାରୁନ
ଏ ମଦ ପିଇଲେ ବଞ୍ଚିବେ କି ନାହିଁ
କିଏ କହିଲା ଏ ମଦ ପିଇବେ ନି । ବିଅର ବୋତଲ ରେ ମୁତ ପୁରେଇ ଦେଇ ମଦୁଅଙ୍କୁ ଦେଲେ ପିଇକି କହିବେ ଶଳା ଏଇଟା ନୂଆ ଫ୍ଲେବର ଅଡିଛି ଭଲ ଟେଷ୍ଟ ।
ବିଦେଶି ମଦ ଶରୀପତି ବହୁତ ଭଲ
Odisha dakayat re no 1 sabubele..Welldone..Emity loka nku hata goda bandhi loke pitiba darkar
ତମର ଦମ୍ ଅଛି ତ ଆଗ ବିଦେଶୀ ବନ୍ଦକର ଇଏ ରିପୋର୍ଟର ଆଉ ପୋଲିସ ଲାଗୁଚି ବିଦେଶୀ ମଦୁଆ😅😅😅
ଭାଇ ମାନେ କାହିଁକି ମଦ ପାଉଛ କଣ ଲାଭ ମିଳୁଛି😢
Madra maja alaga vai, but ame English mada piuchu, chatar khia mada nuhe
Nice catch
ନାଲି ମଦ ଦୋକାନ ମଣିଷ କୁ ଲାଭ କରିଛି ସେହିପରି ଔଷଧୀୟ ଗୁଣ ଅଛି ଧନ୍ୟବାଦ 🙏🙏🙏
ଆରେ ଏତେ pack ନଷ୍ଟ କରିଦେଲ ଓଃ ହ ଆଗରୁ କୁଆଡେ ଯାଇଥିଲ
Good job sri👍👍👍
ସରକାର ମଦ କେବେ ବନ୍ଦ ହେବ।
Salia Sahi basti upare bulldozer chalao sabu problem solve hoi jiba
Maximum criminal salia sahi anchala ra
Police bala au abakari au guinda bibhag ku moro SALUTE 🙏
Wahh , dhanya ree
ମଦ.... ପିଇବା ଭଲ.... କଥା..... କିନ୍ତୁ
ଦେହ ପାଇଁ ଖରାପ୍.....
ଭାଇ ପିଅନି..... ରେ.......😭😭😭😭
Navin sir jindabad bjd jindabad
ବନ୍ଦ କରାଯାଉ
From the bottom my heart I appreciate the police administration for this job.
This Liquor has destroyed many families.
Otv
@@sunilkumar95s wwwwwwwwww
Panabadajena
ସରକାର କଲେ ନୀଳା ଆଉ ଶୁଣ୍ଢୀ ତା ବୃତ୍ତି କଲେ କିଳା.. ତୁମର ଯଦି ଦମ ଅଛି ଦେଶି କାଇଁ ବିଦେଶୀ ହଟା ଉନ..
Good job prabira sir
ଧିକ୍ ରେ ସରକାର ସେସରେ ମଦ ଧରିବା ପାଇଁ କେନ୍ଦ୍ର ରୁ ପୋଲିସ ଆସିବାକୁ ପଡ଼ିଲା। ଆଉ ଆମ ସାମ୍ବାଦିକ ଭାଇ ମାନଙ୍କ ବି କି ବୁଦ୍ଧି ଆଗ ଓଡ଼ିଶାର ପୋଲିସ ଟିମ କୁ ପଚରା ଜାଉ ଯେ ସେମାନେଏଠାରେ ମୂଲ୍ୟହୀନ ହୋଇଗଲେ ନାହିଁ କି । ଆମ ଓଡ଼ିଶା ର ଏତେ ଭଲ ଭଲ ପୋଲିସ ଟିମ ଥାଇ କେନ୍ଦ୍ରୀୟ ଟିମ ଆସିବାଟା ତାଙ୍କ ମାନେ ଆମ ଓଡ଼ିଶା ପୋଲିସ ଟିମ ର ଅପାରଗତା ନୁହେଁ କି
Bhai kendra sahita state excise wale🙄🙄🙄🙄.,aau kendra ra kana..Darkar padila ta central excise wale dhariparibe..central mane kana state re kichi kama nai kana..jointly bhi raid karanti
ପୂର୍ବତନ ସୈନିକ ଙ୍କ ବିଧବା ଲୁମାନଙ୍କୁ
ଏବଂ ସହିଦ ମାନଙ୍କୁ ଲିଜ ରେ
ଙ୍କ ବିଧବା ମାନଙ୍କୁ ମିଳୁଥିବା ଜମୀ କୁ ଜବରଦଖଲ କରି କିଛି ଲୋକ ସାମଗ୍ରୀ ଚାଷ ¡ଗଞ୍ଜେଇ କରୁଛନ୍ତି। ମୁଖ୍ୟ ମନ୍ତ୍ରୀ ni re ଙ୍କ ଅଭିଯୋଗ ପ୍ରକୃଷ୍ଟ l
KANAK news ଵାଲା ବିଅର ପିଉତିବେ ବଦେ ପୋଲିସ ଵାଲା କେବେ ବିଅର ଦକାନୀକୁ ଗିରଫକରି ଦେକ ତାହେଲେ ଜାଣିବୁ ଅସଳି ପୋଲିସ ବଳି 🌹
ଏମାନକୁ ସାହସ କିଏ ଦଉଛି କାରଣ ସବୁ ସରକାର ହାତ
Emiti bele bele police au choro nka khela chale 🥳🥳🥳ei bi gote khusi 🤩🤩🤩
Jaha heichi vala heichi sri 🙏🙏🙏🙏🙏
ମୋଟା ଆକାରରେ ମିଳିନି ବୋଧେ ଭାଷଣ ମାରୁଛନ୍ତି
ନବୀନା ବୁଢ଼ା ପୁରସ୍କାର କେମିତି ଦେବ ବିକିଲା ବାଲାଙ୍କୁ
ଖାଲି ଦେଶୀ ଦେଖା ଯାଉଚି ବିଦେଶୀ କୁ ପ୍ରସୟ ଦିଅ, ଆଜ୍ଞା ଗୋଟେ କଥା କୁହନ୍ତୁ ତାହେଲେ ଦେଶୀ ବ୍ୟବହାର କରିବା ନା ବିଦେଶୀ
ମଦ ଦେହ ପାଇଁ ହାନିକାରକ ଓ ମଦ ବେପାରୀ ସମାଜ ପାଇଁ.....
ua-cam.com/video/W2vj0ujW5bM/v-deo.html🆗🙏
ଓଡ଼ିଶାରେ ଦେଶି ହେଉ କି ବିଦେଶୀ ହେଉ ମଦ ବନ୍ଦ୍ ହେବା ଦରକାର
କଣ ଟା ଗୋଟେ ବଡ଼ କାମ କରିଦେଲ, ବେକାର news ଆଦିବାସୀ ଲୋକ ମାନେ ପିଉଛନ୍ତି କିଛି ହେଉନାହାନ୍ତି ଆଉ ଆପଣ କହୁଛନ୍ତି ବିଷାକ୍ତ ମଦ, ଯଦି ପାରୁଛ ବିଦେଶୀ ମଦ ବନ୍ଦ କରିକି ଦେଖାଅ 😀😀
ନବୀନ ପଟ୍ଟନାୟକ ହିଁ ହେଉଛନ୍ତି ନାଟର ଗବର୍ଧନ
Price dekha
Police kimiti janipari mithila NA Boti kamigola. Babunku
ଏହି ମଦ ପାଇଁ ଆମ ସୁଖର ସଂସାର ଭାଙ୍ଗି ଗୋଲା
ଆମେ ଖାଇବାକୁ ପାଉନି । ବହୁତ୍ କଷ୍ଟରେ ବଞ୍ଚିଛୁ🙏
Subscribe pritam tv odia। ନ ହେଲେ ଆମେ ଆତ୍ମହତ୍ୟା କରିଦେବୁ ।
Dunia Bhai dunia Odisha dunia alaga🙏🙏
Process ta kuhantu reporter ku kuhantu,se try karibee
Seita mada nahi Agyan seita mahula pachu
ଏହି ମଦ ପାଇଁ ଆମ ସୁଖର ସଂସାର ଭାଙ୍ଗି ଗୋଲା
ଆମେ ଖାଇବାକୁ ପାଉନି । ବହୁତ୍ କଷ୍ଟରେ ବଞ୍ଚିଛୁ🙏
Subscribe pritam tv odia। ନ ହେଲେ ଆମେ ଆତ୍ମହତ୍ୟା କରିଦେବୁ ।
ସଳେ ପୁଲିସ୍ ମାନେହିଁ ବେସି ପିଉଛନ୍ତି।
Daru daru Desi daru 😘
ବିନା ହାତ ରେ କଣ ତିଆରି ହୁଏ ସାମ୍ବାଦିକ ଭାଈ ଜାଣି ଛନ୍ତି କି ଭାଈ ।
ଅବକାରୀ ବିଭାଗ ନା ବାଳ ଯଦି ଦେଶୀ ମଦ କୁ
ସେମିତି କରୁଛନ୍ତି ହେଲେ ବିଦେଶୀ ମଦ ଦୋକାନ କୁ କାହିଁ କି licnenc ଦଉଛ
ଦେଶୀ ମଦ ହେଲା organic ତାକୁ cemical
ବ୍ୟବହାର କାର ହଉନି
ଶଳା ବିଦେଶୀ ମଦ ରେ ଦୁନିଆ cemical
Mix କରାଯାଉଛି ମଦୋର୍ ଚୋଦ୍ ଦେଶୀମାଦକୁ
ବିଷ ଭାବୁଛ ଦେଶୀ ମଦ ହେଲା ଅମୃତ
Mg Naveen Patnaik
Mg Pandian
Magiaa Odisha Government
Jadi mo ra bhul tebe mate khyamakaribe 🙏🙏🙏
Mada odisha ruu hattu please 🙏🙏🙏
I love police 👑👑👑king
Aou fl off shop p kibi loka maruchanti sepote b dekhantu sir
ମରନ୍ତୁ
ବଞ୍ଚିକି କ'ଣ ବାଳ ଓପାଡି ବେକି,,,,,,;;;
ସଳା ମଦୁଆ 🍺 ଗୁଡା,,,,,,,,,,,......
ଡ୍ରାମା କରନି. ତମେ କଣ ଓଡ଼ିଶା ବାସି ଠିକ ଜାଣିଛନ୍ତି.
😋😋😋 wow super 🤩🤩
Otv - Please try to drop title in odia language. ❤️
Kichhi habani...
1:37 🤭🤭epic When someone sees smell
ଏ ମଦ ବିଷ ଆଉ ବିଜେଡି ମଦ କଣ ଅମୃତ
Good.odisha.police
Taste kariki kuha kemiti laguchi