Banana Farming Techniques and Profit | କଦଳୀ ଚାଷରୁ ଲାଭ ଓ ଏହାର ପଦ୍ଧତି

Поділитися
Вставка
  • Опубліковано 15 лис 2024

КОМЕНТАРІ • 58

  • @hyundaixcent7958
    @hyundaixcent7958 3 роки тому +2

    Educative

  • @uniquecollection8253
    @uniquecollection8253 Рік тому +1

    Bhut dhanyabad bhai bhut aagaku badhantu.

  • @bharatimishra7654
    @bharatimishra7654 2 роки тому +2

    Perfect video

  • @abhibiswal8750
    @abhibiswal8750 2 роки тому +3

    କଦଳୀ ଗଛର ମୂଳ ରେ ଉଇ ଲାଗି ଗଛ ଶୁଖି କିଛି ଦିନ ପରେ ମରି ଯାଉଚି ,, ତାର ଟିକେ ପ୍ରତିକାର କହିବେ ସାର୍,,

  • @sanjaykumarbiswal8266
    @sanjaykumarbiswal8266 2 роки тому +2

    Such a educative man should be come to the agriculture.

  • @mahavirsahoo8414
    @mahavirsahoo8414 5 місяців тому +4

    Latest video send କର

    • @jibanapatha7253
      @jibanapatha7253  5 місяців тому

      ଆପଣଙ୍କ ଆଗ୍ରହ ପାଇଁ ଧନ୍ୟବାଦ । ଅନ୍ୟ କାର୍ଯ୍ୟ ହେତୁ ଭିଡିଓ ପ୍ରସ୍ତୁତିରେ ବିଳମ୍ବ ଘଟିଛି । ଖୁବ ଶୀଘ୍ର ନୂଆ ଭିଡିଓ ପ୍ରସ୍ତୁତ କରିବୁ । ପୁଣି ଥରେ ଧନ୍ୟବାଦ । ନମସ୍କାର ।

  • @srssoumyacreations6549
    @srssoumyacreations6549 Рік тому

    sir G9 କଦଳୀ କଣ green na yellow colour କଦଳୀ ହବ

  • @niranjannayak3514
    @niranjannayak3514 2 роки тому +1

    ଆଜ୍ଞା ଭଲ କଦଳୀ ଚାରା କୋଉଠି ପାଇବୁ।

  • @srssoumyacreations6549
    @srssoumyacreations6549 Рік тому

    10 ଗୁଣ୍ଠ ଜମିରେ କେତେ ଟା କଦଳୀ ଗଛ ଲଗାଇହେବ

  • @deepakranjan2455
    @deepakranjan2455 Рік тому +1

    Bhai tike tanku kahibaku diaaa aete tarabar kn pain

  • @AnshumanRath-d3j
    @AnshumanRath-d3j 2 місяці тому

    Bhai ama pakha pakhi mu dine jibi bulibaku

    • @jibanapatha7253
      @jibanapatha7253  2 місяці тому

      ଯାଆନ୍ତୁ । କଣ ଶିଖିଲେ ଜଣାଇବେ ।

  • @SNG125
    @SNG125 Рік тому

    Grasscarpfish

  • @SitaramSa-f2m
    @SitaramSa-f2m 2 місяці тому

    କାଳି କେଉଁ ମାସ ରେ ରଖାଯାଏ ତାରା କୂ

  • @PINTURAY362
    @PINTURAY362 2 місяці тому

    How to cantact? Please share cantact details

  • @tapasmohapatra3937
    @tapasmohapatra3937 11 місяців тому +1

    Jiban Babu .chasing nka katha na sunai ..apana nka Katha besi sunauchanti

    • @jibanapatha7253
      @jibanapatha7253  11 місяців тому

      ମତାମତ ପାଇଁ ଧନ୍ୟବାଦ । ଆଗାମୀ ଦିନରେ ଆପଣଙ୍କ କଥାକୁ ଗୁରୁତ୍ଵ ଦେବୁ ।

  • @SNG125
    @SNG125 Рік тому

    Roti.kapda.makan

  • @satyabratanath6715
    @satyabratanath6715 2 роки тому +1

    Sir plz au gote video banantu ehi farmer nkara ...

    • @jibanapatha7253
      @jibanapatha7253  2 роки тому

      ଆପଣଙ୍କର ଆଗ୍ରହ ପାଇଁ ଧନ୍ୟବାଦ ସତ୍ୟବ୍ରତ ବାବୁ । ନିଶ୍ଚୟ ବନାଇବା । ଆପଣଙ୍କର ଆଗ୍ରହତ ଆମର ସମ୍ପତି । କିନ୍ତୁ କେଉଁ ବିଷୟ ଜାଣିବା ପାଇଁ ଚାହୁଁଛନ୍ତି କୁହନ୍ତୁ । ଆଉ କେଉଁସବୁ ବିଷୟରେ ଆଗ୍ରହ ଅଛି ଜଣାଇବେ । ସମୟ ସୁବିଧା ଦେଖି ବନାଇବା ପାଇଁ ଚେଷ୍ଟା କରିବୁ । Regards, Santanu

    • @satyabratanath6715
      @satyabratanath6715 2 роки тому +1

      Sir actually aamara bi nayagarh so jadi farmer vai nka contact number milanta tahale ame bi jai tanka Saha misi sabu details pachari bujhi thantu Amara bi 3.5 acres plot a6i...so I request to you plz provide the farmer contact number.

    • @jibanapatha7253
      @jibanapatha7253  2 роки тому

      ୭୯୭୮୨୩୭୬୦୩

    • @satyabratanath6715
      @satyabratanath6715 2 роки тому +1

      @@jibanapatha7253 thank you sir

    • @jibanapatha7253
      @jibanapatha7253  2 роки тому

      @@satyabratanath6715 ଧନ୍ୟବାଦ ଏବଂ ନମସ୍କାର ।

  • @rakeshpradhan9882
    @rakeshpradhan9882 Рік тому

    Sir mobile diantu

  • @SNG125
    @SNG125 Рік тому

    ByprodictuseRawmeterial

  • @basudevpanda5249
    @basudevpanda5249 Рік тому +1

    ଜୁନ ରେ କଦଳୀ ଲଗେଇପରିବାକି

  • @bhimasenpatrapatra1265
    @bhimasenpatrapatra1265 2 роки тому +1

    Sir apanaka number dabaaya

  • @hitecfarmodisha
    @hitecfarmodisha 2 роки тому +1

    G9 kadali pachile yellow hauni so marret re demand nahin?

    • @jibanapatha7253
      @jibanapatha7253  2 роки тому

      G 9 କଦଳୀ ହଳଦିଆ ନ ହେଲେବି ଭୁବନେଶ୍ୱର ମାର୍କେଟ ରେ ବିକ୍ରି ହେଇପାରୁଛି । ଭୁବନେଶ୍ୱର ରେ ଭଲ ଡିମାଣ୍ଡ ଅଛି । ବେପାରୀ ମାନଙ୍କ ସହ ଯୋଗାଯୋଗ କରନ୍ତୁ । ଅବଶ୍ୟ ହଳଦିଆ ହେଲେ , ଡିମାଣ୍ଡ ସବୁ ସ୍ଥାନରେ ରହିବ । ହଳଦିଆ ରଙ୍ଗ ହେବା ପାଇଁ ଇଥେରେଲ କେମିକାଲ ସହ ଟ୍ରିଟ କରିପାରିଲେ ଭଲ ।

    • @hitecfarmodisha
      @hitecfarmodisha 2 роки тому +1

      Special bantal kadali upare gote video karantu, hybrid bantal kadali chasa

    • @jibanapatha7253
      @jibanapatha7253  2 роки тому

      @@hitecfarmodisha ଆଗ୍ରହ ପାଇଁ ଧନ୍ୟବାଦ । ଆପଣଙ୍କ ମତାମତ କୁ ଆମେ ଗୁରୁତ୍ଵ ଦେଉଛୁ । ଆଗାମୀ ଦିନରେ ସମୟ ସୁଯୋଗ ଦେଖି ଏକ ବନ୍ତଳ କଦଳୀ ଭିଡିଓ ଟିଏ ପ୍ରସ୍ତୁତି ପାଇଁ ଚେଷ୍ଟା କରିବୁ ।

  • @sujitpatra4124
    @sujitpatra4124 2 роки тому

    Plz sir mobile no diantu

  • @ultraorganicgreenfresh2073
    @ultraorganicgreenfresh2073 Рік тому

    👍👍👍ଆପଣଙ୍କ WhatsApp number ଦିଅନ୍ତୁ

  • @bhimasenpatrapatra1265
    @bhimasenpatrapatra1265 2 роки тому

    Sir phone number debe

  • @Miss_sarita_lifestyle
    @Miss_sarita_lifestyle 2 роки тому +2

    Sir you nember
    Help me

    • @jibanapatha7253
      @jibanapatha7253  2 роки тому +1

      What help do you need? Are you interested in Banana farming? We are ready to guide you, if interested in farming.