ରାଜ୍ୟ ବିଜେପି ସରକାର ଘୋଷଣା ସର୍ବସ୍ବ ନହୋଇ ଏହାକୁ କାର୍ଯ୍ୟକାରୀ କରୁ: ବିରୋଧୀ | NandighoshaTV

Поділитися
Вставка
  • Опубліковано 25 сер 2024
  • #bjd #bjp #congress
    ସରକାର ଗଠନ ପରଠାରୁ ଯୋଜନା ପରେ ଯୋଜନା ଘୋଷଣା କରି ଚାଲିଛି ବିଜେପି । ଯାହାକୁ ନେଇ ତେଜିଛି ରାଜନୀତି । ବିଜେପି ସରକାର ଘୋଷଣା ସର୍ବସ୍ବ ନହୋଇ ବିଜେଡି ସରକାର ପରି ଯୋଜନା କାର୍ଯ୍ୟକାରୀ ମଧ୍ଯ କରୁ ବୋଲି କଟାକ୍ଷ କରି କହିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ଏସବୁ ରାଜନୀତି ଭିତରେ ସରକାରଙ୍କୁ ପରାମର୍ଶ ଦେଇଛି ମୁଖ୍ୟ ବିରୋଧୀ ବିଜେଡି
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.c...
    UA-cam: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * Hathw@y Channel No: 731
    * NXT Digital Channel No: 16
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

КОМЕНТАРІ • 108

  • @shakaharipruthivi8696
    @shakaharipruthivi8696 Місяць тому +26

    ୩୦୦ ୟୁନିଟ ଆଉ ନାହିଁ ସିଧା ବିଜୁଳୀ ରୁ ଆୟ କରିବା ଯୋଜନା ମାନେ ସୋଲାର ବିଜୁଳି ? ଭୋଟ ପୂର୍ବରୁ କଥା ଅଲଗା ଭୋଟ ପରେ କଥା ଅଲଗା ହେଲେ ହେଉ? କେଉଁ ଲୋକେ କହିଥିଲେ କି? ନିଜେ କହି ନିଜେ ମନା କରିବା ର ଅର୍ଥ କଣ ?

  • @pramodsahu4459
    @pramodsahu4459 Місяць тому +22

    ଖାଲି ଘୋଷଣା କରୁଛି ବିଜେପି, କାମ କମ

  • @sahudebaraj4686
    @sahudebaraj4686 Місяць тому +35

    ଜୟଦେବ ସାର୍ ଠିକ୍ କହିଛନ୍ତି

  • @maakitchenette
    @maakitchenette Місяць тому +19

    ❤ BJD ଯୋଜନା ରହିଛି ତମ କଣ Kari BJP jaumal ଚୋର ମନ୍ତ୍ରୀ

  • @debiprasadmishra2699
    @debiprasadmishra2699 Місяць тому +43

    ନବୀନ ପଟ୍ଟନାୟକ ଯୋଜନା ଘୋଷଣା କରି ସ୍ୱପ୍ନ ଦେଖୋଉନଥିଲେ।
    ରାଜ୍ଯ ହିତରେ
    କାମ ହେଉଥିଲା ,ସାରୁଥିଲେ, ପରେ ଲୋକେ ଦେଖୁଥିଲେ।

  • @BibunaBibhuti
    @BibunaBibhuti Місяць тому +11

    Right kathaa.thanks

  • @Bhagi-s7s
    @Bhagi-s7s Місяць тому +11

    ସୁଭଦ୍ରା ଯଜନା, ଭତ୍ତା 3000ଟଙ୍କା ଦେଲେ ବିଜେପି ଦାଣ୍ଡରେ ଭିକ ମାଗିବ, ଶେଷରେ ଅଲଗା ରାଜ୍ୟ ରୁ ରୁଣ ଆଣି ଚଳାଇବେ ବିଜେପି ପାର୍ଟ୍ୟ

  • @BIBHUJYOTIDAS-qf1tt
    @BIBHUJYOTIDAS-qf1tt Місяць тому +8

    ପ୍ରତ୍ୟେକ ମାସ ମହିଳା ମାନଙ୍କୁ 1000 ଲେଖା ଦେବେ କହିଥିଲେ ଆଉ ପତ୍ୟେକ ମହିଳାଙ୍କୁ 50 ହଜାର ଦେବେ କହି ଏବେ ନୂଆ ନୂଆ ରୋଲ ସବୁ ଦେଖାଉଛନ୍ତି..... ପ୍ରତ୍ୟେକ ମହିଳାଙ୍କୁ 50 ହଜାର ଦିଆଯିବାର ବ୍ୟବସ୍ଥା କରନ୍ତୁ ବିଜେପି ସରକାର.. ଏତିକି ଅନୁରୋଧ...

  • @kailashojha1565
    @kailashojha1565 Місяць тому +8

    ବିଜେପି ସରକାର ପାଗଳ ହେଉଛି 😮😮😮

  • @user-wf8hm4gl3l
    @user-wf8hm4gl3l Місяць тому +6

    Great Naveen sir

  • @deeptijyoti4717
    @deeptijyoti4717 Місяць тому +12

    BJP ଏମିତି ଚିନ୍ତା କରୁ କରୁ,BJD ଯାହା କରିଛି ତ ନାମ ,ରଙ୍ଗ change କରି କି 5 yrs ହୋଇଯିବ। ଆଉ ଆମେ ସଧାରଣ ଜନତା ପାଇବା ? 😂

    • @qxztr
      @qxztr Місяць тому

      ଭାଷଣ ଦେଇ ଦେଇ , ବିଜେଡିର ଯୋଜନାରେ ରଙ୍ଗ ଦେଇ ଦେଇ, ସୁଭଦ୍ରା ଯୋଜନାର ଭାଉଚର ବନେଇ ବନେଇ, ୩୦୦ ୟୁନିଟ ବିଜୁଳିର କେତେ ସୋଲାର ହିସାବ କରିକରି ୪ବର୍ଷ ୬ମାସ ବିତେଇ ଦେବା ଓଡିଶା ବିଜେପି ର ମୂଳ ଲକ୍ଷ୍ଯ। ତାପରେ ଆସିବେ ଜଗନ୍ନାଥ, ହିନ୍ଦୁ ଧର୍ମ, ଆଉ କେତେ କଣ________।

  • @jitendrapanda5262
    @jitendrapanda5262 Місяць тому +6

    ଏହିପରି କଥା ଦେଖେଇ ବିଜେଡି କୁ ହରାଇଦେଲ

  • @chandustory23
    @chandustory23 Місяць тому +4

    Private schools ରେ teacher ମାନେ 5000 ଦରମା ପାଁଇ ସେମାନେ ଭଲ ପାଠ ପଢ଼ାଉଛନ୍ତି କିନ୍ତୁ government schools 40,000 salary ପାଁଇ ମଧ୍ୟ ପଢାଉ ନାହାନ୍ତି

  • @user-nw8ue9pz1v
    @user-nw8ue9pz1v Місяць тому +14

    ଭୋଟ ପୁର୍ବରୁ କହିଲେ ଶୁଭଦ୍ରା ଯୋଜନାରେ ସବୁ ମହିଳା 50 ହଜାର ଟଙ୍କା ପାଇବେ ଏବେ ଜିତିଲା ପରେ କହୁଛନ୍ତି ଗୋଟିଏ ପରିବାରରୁ ଗୋଟିଏ ମହିଳା ପାଇବ ଏ ହେଉଛି ଦଲାଲ ଟାଉଟର ଭାଡୁଆ ଶରକିର ଆଙ୍କର ନୁଆ ଜୋଯନା କରିବାର ଅକାତ ନାହି ବିଜେଡି ଜୋଯନାକୁ ନା ବଦଳାଇ ବାହା ବାହା ନେବେ ଆଙ୍କ ମୁରବି ତ ହେଉଛି ଟିଉଟର ଦଲାଲ ମାଇପ ଛଡା ଇଏକଣ ଭଲହେବେ

  • @user-ee4ry5rg4b
    @user-ee4ry5rg4b Місяць тому +3

    କାର୍ଯ୍ୟକାରୀ ହବ ବ୍ୟସ୍ତ ହୁଅନି କେହି,,, ଅପେକ୍ଷା କର ଆଉ ମାତ୍ର 4 ବର୍ଷ 😢😢😢 ଶେଷ ବର୍ଷ ରେ ପୁଣି ଭୋଟ ପାଇଁ ନୁଆ ଯୋଜନା ଘୋଷଣା ହବ 😂😂😂

  • @dineshasahu4561
    @dineshasahu4561 Місяць тому +7

    300unit bijuli pae andolon karajau

  • @dillipbehera-lv8sl
    @dillipbehera-lv8sl Місяць тому +5

    ବିଜେପି ଟାଉଟର ସରକାର

  • @subratkumarsahoo9544
    @subratkumarsahoo9544 Місяць тому +6

    Ye kichhi kariparibani

  • @rajatkumarduttabeautyliesi3154
    @rajatkumarduttabeautyliesi3154 Місяць тому +5

    Jaydev Sir thik kohuchanti.. hat's off Sir

  • @officialhydralite8466
    @officialhydralite8466 Місяць тому +2

    Thik katha ❤❤❤❤

  • @naganbehera8830
    @naganbehera8830 Місяць тому +3

    Right question sir

  • @SashikantNayak-z1y
    @SashikantNayak-z1y Місяць тому +3

    Jaydev Jena is right 👍

  • @hrushikeshbebartta4178
    @hrushikeshbebartta4178 Місяць тому +3

    300ୟୁନିଟ ବିଦ୍ୟୁତ ଛାଡ କୁଆଡେ ଗଲା ଖାଲି ଯୋଜନା କାର୍ଯ୍ୟକାରୀ ନାହିଁ

  • @dhirenburma8143
    @dhirenburma8143 Місяць тому +6

    Ye vrastachari currpted jhumala Jhuta BJP Odisha ru hata O

  • @baikunthacharanrout7754
    @baikunthacharanrout7754 Місяць тому +10

    Only Naveen Sir 🙏🙏🙏

  • @user-qs8qp5uk4j
    @user-qs8qp5uk4j Місяць тому +1

    Right sar

  • @sagardas2469
    @sagardas2469 Місяць тому +5

    Bjp total michha kahuchi 300 uniti kai

  • @user-ln3bm8cz7j
    @user-ln3bm8cz7j 26 днів тому

    Thank,s News Very Good

  • @papucreation859
    @papucreation859 Місяць тому +1

    କୌଣସି ଯୋଜନା ଲାଗୁହେବାର ନା ବାଣ୍ଡ ନାହଁ ମିଛରେ ଓଡିଶା ବାସୀଙ୍କୁ ଭୁଆଁ ବୋଲାଉଛନ୍ତି ଏ ସଲାଙ୍କୁ ଲାଜ ନାହଁ

  • @tununaik6859
    @tununaik6859 Місяць тому

    ଖାଲି ଯୋଜନା ଉପକୃତ ହେଉଛନ୍ତି କେତେ କୁହ ।

  • @Hariharpatra109
    @Hariharpatra109 Місяць тому +1

    ଘୋଷଣା ଆଗକୁ ଆଗକୁ ମା ଡି ଚାଲୁ। ନମିଳିଲେ ଗଲା।

  • @antryamimallik515
    @antryamimallik515 Місяць тому

  • @Jotrimay
    @Jotrimay Місяць тому

    🙏🙏🙏👍👍

  • @SkNajiruddin-l6w
    @SkNajiruddin-l6w Місяць тому

    👍

  • @SibaGouda-p8i
    @SibaGouda-p8i 25 днів тому

    Ok

  • @user-ln3bm8cz7j
    @user-ln3bm8cz7j 26 днів тому

    ଜ କୋଟି କୋଟି ଲୋକ ଙ୍କୁ ଲୋଭ ଦେଖାଇ ଭୋଟ ନେଇଚି, କୋଉଠୁ ଦଉଚି ଦେଉ,ସବୁ ଲୋକ ଙ୍କୁ,3000,3500 ଦିଆ ଯାଉ

  • @snehalataparida5659
    @snehalataparida5659 26 днів тому

    BJP only Katha ଭାଷୀ କାମ ଜାଣି ନାହାନ୍ତି

  • @sagardas2469
    @sagardas2469 Місяць тому +2

    Khali yojana yojana karjya kari kou dina haba

    • @user-iu3bj2sy4z
      @user-iu3bj2sy4z Місяць тому

      Right katha bhai bjd and bjp bada. Bada yojana election pare sabu fail😂😂😂

  • @santoshdash5352
    @santoshdash5352 Місяць тому +1

    Odisha basi Bijuli bill bandh karantu August masaru ape jojana karibe

  • @sunilkumarpatnaik6953
    @sunilkumarpatnaik6953 Місяць тому +2

    Odisha Congress muhan kholantu House rey....Odisha rey New New Railway Factories karajau. ..... New 2nd AIIMS KARAJAU ODISHA REY. ....New New Cold Storages & Grain Storages karajau. .... New E-BYCYCLE Manufacturing Unit establish karajau ODISHA rey. FILLUP ALL TYPES OF VACANT POSTS IN ALL GOVT HOSPITALS, SCHOOLS AND MEDICAL COLLEGES.

  • @Nayanadeipradhan99
    @Nayanadeipradhan99 22 дні тому

    କଥାକୁହା ସରକାର

  • @RohitBariha-cm8df
    @RohitBariha-cm8df 2 дні тому

    ୪୦%ରୁ୭୦%କୁ ୩୫୦୦ ଦିଆଜାଉ ଭତା

  • @UttamDakshinray
    @UttamDakshinray 23 дні тому

    Two month sir

  • @tapanswain2686
    @tapanswain2686 Місяць тому

    Jayadeva Jena west

  • @papucreation859
    @papucreation859 Місяць тому

    ନୂଆ ପାଣିରେ କେଞ୍ଚୁଆ 😘😘😘

  • @samirparida9685
    @samirparida9685 Місяць тому

    Nabin Pattanayak ZINDA Bad

  • @diptisatpathy2799
    @diptisatpathy2799 Місяць тому

    Nabin Pattnaik best CM

  • @sadboybikash2883
    @sadboybikash2883 Місяць тому +4

    Bjp jumala

    • @user-iu3bj2sy4z
      @user-iu3bj2sy4z Місяць тому

      Yes bro bjd and bjp jumala😂😂😂

    • @Zanil-kr7ll
      @Zanil-kr7ll Місяць тому

      ​@@user-iu3bj2sy4z look at master canteen chhaka kana chalichi BJP aau Congress bhitare national party 😁😁😁 dhik tama national party ku

  • @kanchinial789
    @kanchinial789 Місяць тому

    Nabin sarkar jindabaad 💚💚💚💚

  • @Brosujit
    @Brosujit Місяць тому

    ଏ ତ ସବୁ ମନ୍ତ୍ରୀ ଙ୍କର ଗୋଟିଏ ପ୍ରକାର ୟୁନିଫର୍ମ, ଗାଆଁ ମାନଙ୍କରେ ସଙ୍କୀର୍ତ୍ତନ ମଣ୍ଡଳୀ ପରି ଲାଗୁଛନ୍ତି, ଆଙ୍କ କଥାରେ କିଛି ତାଳମେଳ ଖାଉନି,🎉

  • @tapanswain2686
    @tapanswain2686 Місяць тому

    West m l a on jayedeva jena

  • @DhrubacharanSethi-y3b
    @DhrubacharanSethi-y3b 23 дні тому

    Mohan jiba Nabin puni asiba

  • @AlokKumar-b2t
    @AlokKumar-b2t Місяць тому

    No mi

  • @jaydebmajhi236
    @jaydebmajhi236 Місяць тому

    BJP AND OTV OUT KARA ODISHA RU 🦴🦴🐾🐾🐾🐾

  • @nilimasarangi2581
    @nilimasarangi2581 Місяць тому

    ଏ ମୋହନ ମାଝୀ କୁ ହଟା ଅ

  • @rudrabibhar1953
    @rudrabibhar1953 Місяць тому

    ବିଜେପି ଖାଳିକହେକରେନା

  • @user-hp7by1lo1v
    @user-hp7by1lo1v Місяць тому

    Ganasikhya mantri bhata ghosanaa. Karibe ,sikhya nijukti ,krusi mantri ghosanaa karibe,,dhanya aamrajya dhanya rajya basi, 🎉🎉🎉😂😂❤❤

  • @bibhutibhusanbehera5464
    @bibhutibhusanbehera5464 Місяць тому

    ଭାଇ ବ୍ୟସ୍ତ ହୁଅନାହିଁ, 300 ୟୁନିଟ ନିଶ୍ଚିତ ଦେବେ. ଧାନ 3100 ନିଶ୍ଚିତ ହେବ. ଆଉ 3000 ଭତା. ବିଜେପି ଆଉ 15 ବର୍ଷ 100%. ନଦେଲେ ମୂଳରୁ ଉଇ ଲାଗିଯିବ.

  • @MantuPattanaik-z1o
    @MantuPattanaik-z1o Місяць тому

    A ta hoini ki6i
    A ta hoini ki6i
    😂😢😮😅😊
    Dekha agaku kana heu6i

  • @mitunayak8751
    @mitunayak8751 Місяць тому

    ମୋହନ ସାରେ ସେ ନାଲି ଗାମୁଛା ଘଣ୍ଟ ପାଟୁଆ ପରି ଦିଶୁଛି ଦୟାକରି ସେଉତୁରି କାନ୍ଧରୁ କାଢ଼ନ୍ତୁ

  • @BishnuDas-up5so
    @BishnuDas-up5so Місяць тому

    ମୋହନ ମାଝି ବାଳ ଦେବ 😂😂😂😂

  • @SahebMajhi-wn5nc
    @SahebMajhi-wn5nc Місяць тому

    Rong mara BJP sarkar.

  • @lipuswain1993
    @lipuswain1993 Місяць тому

    Bjp pati neta sikhya mantri bhata katha kahibe

  • @grismoproduction7106
    @grismoproduction7106 Місяць тому

    ତମେ ଗୋଟେ ଥର ଜିତିଲେ କର

  • @prasantakumar1456
    @prasantakumar1456 Місяць тому

    Outsoursing matter final .

  • @prasantakumar1456
    @prasantakumar1456 Місяць тому

    Obey court order .

  • @manassahu2293
    @manassahu2293 Місяць тому

    25 year sarkar 25 dinara sarkar ku alochana karucha na. Lazya

  • @aksar1608
    @aksar1608 Місяць тому

    ମିଛ ଚୋର ସବୁ ରେଟ ମୋବାଇଲ୍ ରେଟ୍ ରେଟ୍ ରେଟ୍ ଚୋର ଵିଜେପି 😡

  • @bmohanty649
    @bmohanty649 Місяць тому

    Govt school re kemiti pila padhibe ta paen planning karantu parents mane tanka pilanku english medium school re padhauchanti
    Govt school sethipaen chaluni

  • @Fight-f1h
    @Fight-f1h Місяць тому

    Jumla baz

  • @pradeepsahoo1469
    @pradeepsahoo1469 Місяць тому

    400 para😂

  • @pratapparidaparida660
    @pratapparidaparida660 Місяць тому

    Good sarkar

  • @KuberSahu-nu4xt
    @KuberSahu-nu4xt Місяць тому

    ଲାଇନ ବିଲ ମାଗିଏଲେ ନି ଦିଅ

  • @narendraparida4522
    @narendraparida4522 Місяць тому

    Are bhai asicha jadi kichita kama kara gariba loka kandileni dhoti panjabi pindhi bulile kan bahaba

  • @manjumaharana1876
    @manjumaharana1876 Місяць тому

    Bhrta pai au pua bohu au pacaribeni ghre bhrtaku nei jhgadakari ma bpaku au kie pacaribeni sari

  • @RabiJakaka-rd2cr
    @RabiJakaka-rd2cr Місяць тому

    Bjp ra Katha kahe Kam nuhe.

  • @narendraparida4522
    @narendraparida4522 Місяць тому

    Naveen babu jou runa sujhi chanti ai mane taku badhebaku asichanti
    Katha besi kama kam mateta laguchi bas midiya agare phota debapi asichanti

  • @BiraKishorePradhan
    @BiraKishorePradhan Місяць тому

    Jaydev babu namaskar. Apananka kahiba thik je, bjd heu ba BJP sasanagadi pain bibhinn pratisuti dei sasanaku asilapare bhulijanti. Hele jankai babunka pare dalara eprakara durabasta kahinki, aau bjd katha jaha kahile kusuma pokhari, balley balley dhaba , jaha viral heuchi eiheuchi jansadharan seva.

  • @sureshchandrabhoi5409
    @sureshchandrabhoi5409 Місяць тому

    Only announcement, no implementation. Making fool only to the people of ODISHA. The people of ODISHA will teach them very soon. Do not think that the people are uneducated like BJP people.

  • @pramodkumardas4277
    @pramodkumardas4277 Місяць тому

    Bjd ghosana sabu pani ra gara 10 dina re sabu haijanta na kana

  • @satyabratadas3635
    @satyabratadas3635 Місяць тому

    Bjp bahapia party kebala bhasan kama kichi nhi

  • @Pkvideo-r1s
    @Pkvideo-r1s Місяць тому

    କିସି ହଵନୀ ଚାବି ମଡ଼ା ମୁକ୍ଷମତିରି

  • @amddhamaka
    @amddhamaka Місяць тому

    Nija muha ku dekha jayeni...

  • @AkshayNayak-iy8fy
    @AkshayNayak-iy8fy Місяць тому

    Sabu michh

  • @TKumar-kk4yf
    @TKumar-kk4yf Місяць тому

    Balo chadi ke bujha bandibo

  • @kedarkumar7570
    @kedarkumar7570 Місяць тому

    Kn education minister pension ghosana karuchanti

  • @NayanJena-ge8kd
    @NayanJena-ge8kd 21 день тому

    Bhrtatankàbadhei budhabudhi asahayalokarduanàñiantunahesarkarbesídíñrahibani

  • @GVaraprasad-gs4ye
    @GVaraprasad-gs4ye Місяць тому

    tikhasromikoro period ketheborso c,l.r,a.act1970konokohuchi jkpm rgda 60borsoru goribo adivasinku tokhikhavuchi british sasonokoruchi jaibjp 😊

  • @user-iu3bj2sy4z
    @user-iu3bj2sy4z Місяць тому

    Sabu dala semiti bjd jemiti ,bjp semiti au Congress bi vote bele yojna upare yojna au jitigalpare sabu bhulijaithanti kehi kahaku Kam nuhanti bjd 25 year re odisha ku khola karideichi semiti bjp bi 5 year lutiba au tapare congres asiba au Bala thiba je khaiba sunpampudi 😂😂😂😂😂😂

  • @user-ex6hh5bw7i
    @user-ex6hh5bw7i 9 днів тому

    😂😂😂😂😂😂😂😂😂😢😢😢😢😢😢

  • @kalandicharanmallick630
    @kalandicharanmallick630 Місяць тому

    BJP micha bhasan kahi . Lokanku thakuchi.

  • @BalaramPradhan-wr4eu
    @BalaramPradhan-wr4eu Місяць тому

    ଜୟଦେବ ସହିପାରୁନି , କଂଗ୍ରେସ ର ଖଟାଖଟ ଟଙ୍କା କୁଆଡେ ଗଲା, ବିଜେଡି ବାଲାକୁ ଲାଜ ନାହିଁ

  • @sumantasahu4127
    @sumantasahu4127 Місяць тому

    Aue tuma bjd kn aue kichi kahuni

  • @user-jf7nn6bq8l
    @user-jf7nn6bq8l Місяць тому

    B j p michar. Soudagar

  • @sjena8206
    @sjena8206 Місяць тому +1

    Jou school achi aga teacher dia ta pare school kholiba ma gia

  • @user-om4vv5tq6y
    @user-om4vv5tq6y Місяць тому

    Ok