ରାଜ୍ୟ ସରକାର ବିରୋଧରେ ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ମିଶନ ଶକ୍ତି ମହିଳା | Nandighosha TV

Поділитися
Вставка
  • Опубліковано 9 вер 2024
  • #missionshakti #protest #bhubaneswar #nandighoshatv
    ଓଡ଼ିଶାର ମିଶନ ଶକ୍ତି ଦେଶରେ ଅନନ୍ୟ ଉଦାହରଣ ସୃଷ୍ଟି କରିଛି । ହେଲେ ସରକାର ବଦଳିବା ମାତ୍ରେ ଏହି ଆଭିମୁଖ୍ୟରେ ପରିବର୍ତ୍ତନ ହୋଇଛି । ଜୀବିକା ମିଶନ ମହିଳାଙ୍କ ନିଯୁକ୍ତି ପୁନର୍ଗଠନ ନାଁରେ ପଶିଛି ରାଜନୀତି । ଯାହାକୁ ବିରୋଧ କରି ଆଜି ରାଜଧାନୀ ରାଜରାସ୍ତାରେ ଗର୍ଜିଛନ୍ତି ମିଶନ ଶକ୍ତି ମହିଳା ।
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.c...
    UA-cam: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * Hathw@y Channel No: 731
    * NXT Digital Channel No: 16
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

КОМЕНТАРІ • 995

  • @jagannathbehera2351
    @jagannathbehera2351 Місяць тому +58

    ଏମାନେ ଯୋଗୁଁ ସରକାର ଟଙ୍କା ବରବାଦ ହେଉଛି । କୋୖଣସି କାମ ନାହିଁ ହଟାଯାଉ ।

    • @nikunjadixit2379
      @nikunjadixit2379 Місяць тому +1

      Hn tu bala janichu

    • @tarachandpanda9481
      @tarachandpanda9481 28 днів тому

      ​@@nikunjadixit2379bhai govt loan dauchi kichi buisness Kariba ku ama ade mission Shakti wala paisa aniki khaiki souchanti

  • @safikkhan1554
    @safikkhan1554 Місяць тому +130

    ଭଲ ହେଇଛ ଆଜି ବିଜେଡ଼ିର ପରାଜୟ ର କାରଣ ଏମାନେ

  • @padhanBILEISUNI
    @padhanBILEISUNI Місяць тому +99

    ମିଶନ ଶକ୍ତି କିଛି କାମକୁ ନୁହଁ ବାହାର କରିଦିଅନ୍ତୁ ସରକାର

    • @mohankumarnemalpurimohan5803
      @mohankumarnemalpurimohan5803 Місяць тому +3

      ବେକାରୀ ସମସ୍ୟା ଆଜ୍ଞା ମିସନ କାମ କାଢି ଦେଲେ

    • @chudamanibagarti19
      @chudamanibagarti19 Місяць тому

      Tu Kia be kukur

    • @subashsamal3730
      @subashsamal3730 Місяць тому +1

      BJP ra sanidasa pdila

    • @deepess_deepu83
      @deepess_deepu83 Місяць тому +1

      To bopa Narendra khan ku kaha bahar karideba.... gujrati remote control re odisha CM mohan majhi sarkar......to bopa Narendra khan ra gote bi guarantee sata nahi...

    • @prasanna6478
      @prasanna6478 Місяць тому +1

      ବେକାରୀ ସମସ୍ୟା ମିଶନ ଶକ୍ତି ଉଠାଜାଉ

  • @padhanBILEISUNI
    @padhanBILEISUNI Місяць тому +43

    ସବୁ ପରିବର୍ତ୍ତନ ହେଉ

  • @SanatanchattarChattar
    @SanatanchattarChattar Місяць тому +57

    ଯା,, ଶଳା ନାମ ନିଅ,,,ବିଜେପି ଏବେ କଣ କରିବ,,,, ବଡ ଭାଷଣ ମାରୁଥିଲ ଏବେ କଣ ,,ପଡ କେଫ ନେଉଛ

  • @lakhyapatirohidas4237
    @lakhyapatirohidas4237 Місяць тому +22

    EC members ମାନଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ଏହା ସତ୍ୟ ସେମାନେ ଆଗରୁ ମଧ୍ୟ ଜାଣିଥିଲେ ତାଙ୍କର କାର୍ଯ୍ୟକାଳ ଦୁଇ ବର୍ଷ ବୋଲି କିନ୍ତୁ ଏବେ କାହିଁକି ସେମାନେ ସ୍ଥାୟୀ ନିଯୁକ୍ତି ମାଗୁଛନ୍ତି ,ଏହି ପଦପୀ କୁ ଆହୁରି SHG members ମାନଙ୍କୁ ସୁଯୋଗ ଦିଆଗଲେ ସେମାନେ ମଧ୍ୟ ଜାଣିବେ leadership କୁ ଏଵଂ CRP,MBK ଭଉଣୀ ମାନଙ୍କୁ କାହିଁକି ଅଭିଯୋଗ କରାଯାଇଛି ?ସେମାନେ ତାଙ୍କର ଦକ୍ଷତା ଅନୁଯାୟୀ ତାଙ୍କ ପଦପି ରେ ଅଛନ୍ତି ଏବଂ ଯଦି କହିବା ତାହେଲେ CRP,MBK ଦିଦି ଙ୍କ କାମ ବହୁତ ପ୍ରାୟ ଅଞ୍ଚଳ ରେ ec ମାନେ meeting କୁ ଆସିକି signature କରିକି ଚାଲିଯାଉଛନ୍ତି କେବଳ ସେତିକି।

    • @teachhome9503
      @teachhome9503 29 днів тому +2

      Are agaru jou EC members mane thile semane kete pauthile .semane ta puni bina vata re thile . Tame mane kn exam deiki sabu EC member heicha . Chali asile staee nijukti pain. Prati dui Barsha re thare ta change hauthila heba ta asubidha kn pain hauchi ?

  • @iamkoraputia123
    @iamkoraputia123 Місяць тому +62

    ମିଶନ ଶକ୍ତି ମାନଙ୍କୁ ବେକାର ଦରମା ଦେଉଛି ସରକାର ଏହି ମାନଙ୍କୁ ଚାକରି ରୁ ବାହାର କରା ଯଉ କିଛି କାମ ନାହିଁ

    • @umakantbag4800
      @umakantbag4800 Місяць тому +7

      Mahila Mane rojgar paile tamar kn phatuchi ,, tanka paribar se Mane chalauchhanti,,kn dadan jibe maa Mane,,tama ,stri ,,maa,bhauni ku dadan pathao,,tama bhalia aparagata chintadhra pain MA Mane aji nirjatita,,, Understand,,

    • @iamkoraputia123
      @iamkoraputia123 Місяць тому

      @@umakantbag4800 ଏହି ମିଶନ ଶକ୍ତି ର କାମ କଣ ତମେ ଜାଣିଛ କି SHG ଗ୍ରୁପର ମାଆ ମାନଙ୍କୁ ଲୋନ କରିବା ପାଇଁ କେତେ ଲୁଟି ଖାଉଛନ୍ତି ଏହି MBK CRP ମାନେ ତମେ ଜାଣିଛ କି ତମକୁ ଟିଏ ନିର୍ଯ୍ୟାତନା କଲା ଆଇନର ଆଶ୍ରୟ ନିଅ ଭଲ ଥିବ

    • @JagdishBag-rw5su
      @JagdishBag-rw5su 14 днів тому

      😅😅😅

    • @JagdishBag-rw5su
      @JagdishBag-rw5su 14 днів тому

      😅😅😅

    • @JagdishBag-rw5su
      @JagdishBag-rw5su 14 днів тому

      😅😅😊😅😅😅😅😅😅😅😅😅😊😅😅

  • @Ambassador_Christ
    @Ambassador_Christ Місяць тому +260

    ମିଶନ ଶକ୍ତି ମହିଳା ମାନେ ହିଁ ନବୀନ ପଟ୍ଟନାୟକ ଙ୍କୁ ହରେଇଲେ ମିଶିକି 😢ନବୀନ ପଟ୍ଟନାୟକ କହିଥିଲେ ପେନଶନ ଦେବେ ବୋଲି ଭଲ ହେଲା ଏମାନଙ୍କୁ 😡

    • @jitendrabaliarsingh2164
      @jitendrabaliarsingh2164 Місяць тому

      Pandia to ghara lokanku bhada re lageiki paisa Aniki pension deithanta

    • @saraswatisahoo5171
      @saraswatisahoo5171 Місяць тому

      ମିଛ କଥା ମିଶନ ଶକ୍ତି ମହିଳା ମାନେ ହରେଇ ନାହାନ୍ତି ବିଜେପି ଭୋଟ ହେରଫେର କରି ଜିତିଛି

    • @OnlyVideo0363
      @OnlyVideo0363 Місяць тому +9

      Thik kahichh 😮

    • @rashmita9772
      @rashmita9772 Місяць тому +9

      Right only misan shakti nuha asha didi,anganwadi worker misiki naveen ku hareichanti

    • @ayantigerofficial4709
      @ayantigerofficial4709 Місяць тому +1

      Right karu6 bhai

  • @laxmidharsahoo2431
    @laxmidharsahoo2431 Місяць тому +28

    ମିଶନଶକ୍ତି ସମ୍ପୂର୍ଣ୍ଣ ବ୍ୟାନ କରାଯାଉ

  • @pabitranayak4894
    @pabitranayak4894 Місяць тому +275

    ଏମାନଙ୍କ ପାଇଁ ଆଜି ବିଜେଡି ର ପରାଜୟ

  • @jyotiranjan6269
    @jyotiranjan6269 Місяць тому +19

    Shg group ସମ୍ପୂର୍ଣ ଭାବରେ ଉଚ୍ଛେଦ କରାଯାଉ

    • @manojkumar-du9fb
      @manojkumar-du9fb Місяць тому +2

      You are right

    • @sidhitumpuli
      @sidhitumpuli Місяць тому +2

      ଘରେ husband ଙ୍କ ହାତ ମୁଠା କୁ strong କରିବାକୁ ଏମାନ ଙ୍କ ର ସୃଷ୍ଠି।।। କିନ୍ତୁ ଏମାନେ kn ବିକଟାଳ ରୂପ ଧରିଲେଣୀ 😅😅😅

  • @nabinraj7474
    @nabinraj7474 Місяць тому +37

    ମିଶନ ଶକ୍ତି ନାରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଅଯଥାରେ ଖର୍ଚ୍ଚ ହେଉଛି ସବୁ ବନ୍ଦ୍ ହେଉ

    • @thakuramarndi1849
      @thakuramarndi1849 Місяць тому

      kabolo mandir development re 50% khorcho hou or odia osmita pae 50% khorcho korajau😮😮

    • @nikunjadixit2379
      @nikunjadixit2379 Місяць тому

      Nai ma sabu modi khau

  • @prasantnayak8012
    @prasantnayak8012 Місяць тому +20

    ମିଶନ ଶକ୍ତି ହଟାଇ ଦିଅ ଓଡ଼ିଶାରୁ ଏମାନେ ନବୀନ ପଟ୍ଟନାୟକଙ୍କୁ ହରାଇଲେ

  • @stylestar486
    @stylestar486 Місяць тому +209

    50.000 ପାଇବା ଆଶାରେ BJP କୁ ଦେଇଥିଲ VOTE 😆

  • @RaghunathGond-ge7og
    @RaghunathGond-ge7og Місяць тому +234

    ମିଛୁଆ ବିଜେପି କୁ ଜବାବ୍ ଦିହ

    • @BinodBehera-mh3xo
      @BinodBehera-mh3xo Місяць тому +5

      ତୁ ଭାରି ସତିଆ ଗ୍ୟାନରୁ ଜଣା ପଡୁଛି

    • @Rashonkumar143
      @Rashonkumar143 Місяць тому

      ​@@BinodBehera-mh3xotu kn bhadua

    • @kshyetraduria
      @kshyetraduria Місяць тому +4

      Bjp artha hi bhrastachar janta party aau michhua party

    • @sandeepmohapatra8659
      @sandeepmohapatra8659 Місяць тому

      Bro thikre lekha aga

    • @biprasideaexecutionsuccess4795
      @biprasideaexecutionsuccess4795 Місяць тому

      ତର କାହିଁକି ଜଳୁଛି ନିଜକୁ cm ଭାବୁଛୁ ​@@BinodBehera-mh3xo

  • @pabitranayak4894
    @pabitranayak4894 Місяць тому +195

    ବିଜେପି କୁ ଜିତେଇବାରେ ଏମାନଙ୍କ ପ୍ରମୁଖ ଭୂମିକା

    • @BINDASHGAMING10k
      @BINDASHGAMING10k Місяць тому +4

      JAY BJD JAY NAVEEN PATTANAYAK SIR MISS YOU SIR😢😢😌😔

    • @sunilpadhy1282
      @sunilpadhy1282 Місяць тому +3

      Hmm bhai kohuthiley pandiya ro wife bjd ko vot deba pie kohichonti bole abe g bhogontu

    • @ChampeswariGiri
      @ChampeswariGiri Місяць тому +2

      ଜୟ ନବିନ୍୍ ସାର୍❤❤❤❤❤ ଜୟ ବି ଜେ ଡି

    • @BinodBehera-mh3xo
      @BinodBehera-mh3xo Місяць тому +2

      ଏ ମାନେ ବିଜେଡିକୁ ଜିତେଇବାକୁ ଗାଁରେ ଟଙ୍କା ବାଣ୍ଟୃ ଥିଲେ .ଆଉ ପାଣ୍ଡିଆନ୍ ର ସ୍ତୀ ଯିଏକି ମିସନ ଶକ୍ତି ର ପ୍ରେସିଡେଣ୍ଟ ଙ୍କୁ ଚାକିରିରୁ ବାହାର କରା ହେଇଥିଲା .ମନେ ନାହିଁ କି ଏମାନେ ବିଜେପିକୁ ହରେଇବାର ପ୍ରୟାସ କରିଥିଲେ ସେଥିପାଇଁ ଏବେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି

    • @DUBRAJSOREN-jg7qj
      @DUBRAJSOREN-jg7qj Місяць тому

      BJD ro eimane vote bank thile. Ebe eimanank kotha BJD suniba dorkar

  • @dipti____4066
    @dipti____4066 Місяць тому +47

    ଆପଣ ମାନେ ରହିକି କଣ କରୁଛ ଖାଲି ଟା ରେ govt. ପଇସା ଦେଉଛି, ଏମାନେ ତ ଇନ୍ଦ୍ର ଚନ୍ଦ୍ର ମାନୁନାହାନ୍ତି , ଏମାନେ ଭାବୁଚନ୍ତି exam clear କରିକି ଆସିଛନ୍ତି ତା ପୁଣି ସ୍ଥାୟୀ ନିଯୁକ୍ତି ପାଇଁ ଦାବି hey bhagwan, ଭଲ ହେବ ଘରେ ଛୁଆ ,ସ୍ବାମୀ, ଶାଶୁ, ଶଶୁର ଙ୍କ ସେବା କର

    • @Skpradhan433
      @Skpradhan433 Місяць тому +4

      Right right very right

    • @nabakishor5819
      @nabakishor5819 Місяць тому

      Right ❤

    • @RebatiBaral
      @RebatiBaral 29 днів тому

      Rt

    • @RebatiBaral
      @RebatiBaral 29 днів тому +1

      Emanankara kama kichi nai gan re shg keteta ??shg nka na pacharile asibani. Ie puni stayee nijukti dabi karuchanti

  • @malatipatra6422
    @malatipatra6422 Місяць тому +21

    ତମକୁ ସ୍ଥାୟୀ ନିଯୁକ୍ତି ଦେବେ ତମ ମାନଙ୍କର ଯୋଗ୍ୟତା କଣ

    • @user-lz3sg9jo1n
      @user-lz3sg9jo1n Місяць тому

      @@malatipatra6422 ମିଶନ ଶକ୍ତି ଅର୍ଥ bjd ସହିତ ମିଶି ସବୁ ଖାଇଛନ୍ତି। ଆଉ ଦରମା କଣ୍ ହେବ। ତୁମର ଯୋଗ୍ୟତା କେତେ ଦରମା ଖୋଜୁଚ।

    • @kalpanasunyani924
      @kalpanasunyani924 29 днів тому

      Ec manankara kichi Kama nahi

    • @kalpanasunyani924
      @kalpanasunyani924 29 днів тому +1

      Just filled visit

    • @kalpanasunyani924
      @kalpanasunyani924 29 днів тому

      Gute meeting attend karidele 200 tanka mile.. kichi EC achhanti kichi lekhi b jananti ni

    • @romanticmusic5492
      @romanticmusic5492 9 днів тому

      ସମସ୍ତ ଙ୍କୁ କଢ଼ା ଯାଉ, ନୂଆ ମହିଳା ଙ୍କୁ ଚନ୍ସ ଦିଆ ଯାଉ

  • @user-en1uk5xs1n
    @user-en1uk5xs1n Місяць тому +8

    ଦୁଇ ବର୍ଷଆଗରୁ ଯେଉ ସରକାର ଥିଲା ମାଆ ମାନେ କଉଠି ଥିଲ, ଆଜି ବିରୋଧ କରୁଚ,

  • @user-ej7xi9tl5i
    @user-ej7xi9tl5i Місяць тому +19

    Vhala heichi

  • @sidhitumpuli
    @sidhitumpuli Місяць тому +13

    ସ୍ଥାୟୀ ନିଯୁକ୍ତି teachers mane pai ନାହାନ୍ତି, grp leader ଏ ଦରମା ଦେଲାରୁ ବେଶୀ ହେଉଛନ୍ତି। ମିଶନ ଶକ୍ତି ନୁହେଁ 2020 ସୁଦ୍ଧା ବି ଏମାନେ ଦରମା ପାଉ ନଥିଲେ , TRIPTI ତଥା OLM pare as a leader they worked. Kn achhi educational qualification je regular salary ମିଳିବ,,, ବଡ ଅଜବ 😮😊😅

  • @sagarpradhan5724
    @sagarpradhan5724 Місяць тому +13

    ଅଳ୍ପ ବିଦ୍ୟା ଭୟଙ୍କର !

  • @aswinimechanical3036
    @aswinimechanical3036 Місяць тому +10

    ମିଶନ ଶକ୍ତି କାମ ବନ୍ଦ କରିବାକୁ ହେବ

  • @taktome3340
    @taktome3340 Місяць тому +176

    ଦଲାଲ ବିଜେପି ଦଳର ସବୁ ମିଛ ପ୍ରଚାର

    • @manojkumarsingh6285
      @manojkumarsingh6285 Місяць тому +7

      Yes 💯

    • @sukantraj2931
      @sukantraj2931 Місяць тому +2

      Right

    • @kapilasmahakur8371
      @kapilasmahakur8371 Місяць тому +5

      Bjd ra sabu, satta seithi pain aaji harilaa

    • @taktome3340
      @taktome3340 Місяць тому

      @@kapilasmahakur8371 ତମେ କିଏ ଉପର ପଡି ମୋ comment ରେ reply ଦବାକୁ, ତମେ କଣ ବିଜେପି ମୁଖପାତ୍ର

    • @taktome3340
      @taktome3340 Місяць тому +3

      @@kapilasmahakur8371 ବିଜେପି ଭକ୍ତ ତମ ଟାଉଟର ମୋଦୀ election ପୂର୍ବରୁ କହିଥିଲେ election ସାରିଲେ ପାତାଳରୁ ତାମିଲନାଡୁ ରୁ ରତ୍ନ ଭଣ୍ଡାରର ଚାବି ଆଣିବେ, ନବୀନ ବାବୁ ଙ୍କ ସ୍ୱାସ୍ଥ୍ୟ ପାଇଁ କମିଶନ ବସିବ ଏଗୁଡିକ ସତ ନା ଟାଉଟର କଥା ଟିକେ ମୋଦୀ ଙ୍କୁ ପଚାରିଲନି

  • @kshirodkumarbehera5105
    @kshirodkumarbehera5105 Місяць тому +15

    ଏବେ କୁହାଡେ ଗଲେ ନିମାପଡ଼ା ବିଧାୟକ ଆସିକି ତୁରନ୍ତ ସମାଧାନ କରନ୍ତୁ।

  • @user-pz3rp4hi4r
    @user-pz3rp4hi4r Місяць тому +12

    Naveen babu I miss you ❤❤❤❤❤

    • @padminibankara8222
      @padminibankara8222 Місяць тому

      Ma ମାନେ ଭୋଟ ଦେଇଛନ୍ତି ବିଜେଡି କୁ ଏ crp mbk ଆଉ olm ra vot dei nahanti Sethi pani ta ebe ec ku bahar karibaku କୋଷିସ କରୁଛନ୍ତି। ଜଉ ମାନେ ମିଶନ ଶକ୍ତି ଠିକ୍ ନୁହେଁ କହିଛନ୍ତି ସେମାନେ ଭୁଲ୍ କହୁଛନ୍ତି ମିଶନ ଶକ୍ତି ଲାଗି ମା ମାନେ ଆଜି ଏତିକି ସଚେତନ ହୋଇ ଛନ୍ତି olm re ta kichi janu ନଥିଲେ ତେଣୁ ଏକ ବାହାର କର ନଯାଉ barm crp mbk bahar କରାଯାଉ ସେମାନେ shg re Rahi kam କରନ୍ତୁ ec manku tankar ଅନୁଷ୍ଠାନ caleibaku ଦିଅନ୍ତୁ

  • @ipsitasenapati5167
    @ipsitasenapati5167 Місяць тому +66

    Badhia ahuri vote dia BJP ku

    • @abjijitdash4488
      @abjijitdash4488 Місяць тому +1

      50 hajara paibe pa vote kemiti debeni mu bohut Khushi G mara 😂😂😂😂😂😂

    • @bibhisenrandhari2203
      @bibhisenrandhari2203 Місяць тому

      ବିଜେଡି ଭୋଟ ଦେଲେ ଖୁସୀ କି

  • @user-lz3sg9jo1n
    @user-lz3sg9jo1n Місяць тому +11

    ମିଶନ ଶକ୍ତି ଯିଏ କରିଥିଲା, ନବୀନ ପାଖରେ ଯାଇ ପାର୍ଟି କର। କାରଣ public ପଇସା କୁ ତା ବପl ପଇସା ଭାବି ଖର୍ଚ୍ଚ କରୁଥିଲା।

  • @simanchaldora1699
    @simanchaldora1699 Місяць тому +4

    ଯୋଉମାନେ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି, ଏମାନଙ୍କ ସ୍ୱାମୀ ମାନେ ନିଶ୍ଚିତ ଭାବରେ ବାହାର ରାଜ୍ୟରେ ଦାଦନ ଖଟୁଥିବେ, ସ୍ୱାମୀ ମାନେ ଦାଦନ ଖଟୁଛନ୍ତି ଏମାନେ ପାଣ୍ଡୁକୁ ପୂଜା କରୁଛନ୍ତି..

  • @user-ru4ce7wi6u
    @user-ru4ce7wi6u Місяць тому +2

    ଏମାନେ ମଧ୍ୟ ରାଜନୀତି କରୁଛନ୍ତି,ଏମାନେ ବଦଳିବା ଦରକାର

  • @learningneverendswithsamir8094
    @learningneverendswithsamir8094 Місяць тому +6

    ସମସ୍ତଙ୍କୁ ବାହାର କରାଯାଉ

  • @dayanidhidas4757
    @dayanidhidas4757 Місяць тому +53

    ମିଶନ ଶକ୍ତି କାମ କିଛି ନାହିଁ ବନ୍ଦ କର

  • @AkashchandraBag
    @AkashchandraBag Місяць тому +6

    ବେକାର ମିଶନ ଶକ୍ତି ବନ୍ଦ କରାଯାଉ

  • @prasantapattanaik862
    @prasantapattanaik862 Місяць тому +31

    ଗରିବ ମଧ୍ୟବିତ୍ତ ମାନଂକ ଏ ବିଜେପି ସରକାର ନୁହେଁ।ସବୁ ସୁବିଧା ଓ ଟଂକା କାଟିଦେବ। ଏମିତି ନିୟମ ବାହାର କରିବ ଯେ, ସହଜ ସୁବିଧା ରେ କେହି କୋୖଣସି ଲାଭ ପାଇବେ ନାହିଁ।

    • @PrasannaNaik-jq9wz
      @PrasannaNaik-jq9wz Місяць тому

      Tu Bhai gariba nuha tu sabu subidha pauthibu kintu gariba paunahanthi tusala 24 year kouthi thilu

  • @sumantakubehera5135
    @sumantakubehera5135 Місяць тому +54

    ଏମାନେ BJD ପାଇଁ ରାଜନୀତି କରୁଥିଲେ ଯେଉଁ ମାନେ ପେନସନ କଥା କହୁଛନ୍ତି ତାଙ୍କୁ କାହିଁକି ପେନସନ ଦିଆଯିବ ? BJD ତା ଲୋକଙ୍କୁ ନିଯୁକ୍ତି ଦେଉ ଥିଲା BJP ତା ଲୋକଙ୍କୁ ନିଯୁକ୍ତି ଦେଲେ କ୍ଷତି କଣ ? ଏମାନଙ୍କୁ ବାହାର କରି ନୂଆ ନିଯୁକ୍ତି ଦିଆଯାଉ ଭଲ ହବ

    • @subashsamal3730
      @subashsamal3730 Місяць тому +1

      Mahila matilye BJP sarkar ku sanidasa pdila

    • @deepess_deepu83
      @deepess_deepu83 Місяць тому

      Tu mg chhudi pua to bopa Narendra khan Beef supply karuchi tu gote murkha andha bhakt......to bopa Narendra khan Beef supply karuchi tu Muslim ku support karuchu...... Narendra khan hatao hindu bachao, BJP hatao desh bachao

    • @pradeep9108
      @pradeep9108 Місяць тому +1

      Bjd jaha karichi odisha pain bjp ku 50 yr lagibà setiki Kariba pain ki kari bi paribani kahinki na bjp ro Munda nahi Khali bhasan

    • @abinashtarai6067
      @abinashtarai6067 Місяць тому

      ​@@pradeep9108na khali hindu muslim

    • @dasarathidash4359
      @dasarathidash4359 Місяць тому

      Thik katha

  • @PramodKumarSahoo-zc6lh
    @PramodKumarSahoo-zc6lh 28 днів тому +2

    ଏହି ଗୋଷ୍ଠୀର କାର୍ଯ୍ୟକ୍ରମ କଣ ଏମାନଙ୍କୁ କାହିଁକିରଖିଛନ୍ତି ସରକାର

  • @satyanarayanakirtanmandali3307
    @satyanarayanakirtanmandali3307 Місяць тому +9

    ବିଜେଡି ଶରକାର ମାଇକିନା ଧରିକି ଖେଳ କରୁଥିଲା ସମସ୍ତଙ୍କୁ ବାହାର କରାଯାଉ ଆଗରୁ ବହୁତ ଭଲ ଥିଲା

  • @phagunugond8215
    @phagunugond8215 Місяць тому +2

    ମିଶନ ଶକ୍ତି ର କାମ କଣ,ଏମାନେ ଦରମା ମାଗୁଛନ୍ତି ନିଯୁକ୍ତି ମାଗୁଛନ୍ତି ,ଏମାନେ ଲୋକଙ୍କ ପାଇଁ କଣ କରୁଛନ୍ତି

  • @kalingaranjan2074
    @kalingaranjan2074 Місяць тому +14

    ଏହି ପରି ଲାଗୁଛି ,ବିଜେପି ଓଡିଶା ଲୋକଙ୍କୁ ବୋକା ବନାଇଛି ଏବଂ ବନାଉଛି , ଧୀରେ ଧୀରେ ଓଡିଶାର ଲୋକମାନେ ବିଜେପିର ପ୍ରକୃତ ରଙ୍ଗ ଜାଣିବେ |

    • @PrasannaNaik-jq9wz
      @PrasannaNaik-jq9wz Місяць тому

      Tu Bhai 24 year kouthi thila 3 manth pare eatia gayna kothi pailu

    • @HaraprasadRana-fm1uu
      @HaraprasadRana-fm1uu Місяць тому

      ବଙ୍ଗଲା ଦେଶି କଥା ବୁଝ

    • @user-lz3sg9jo1n
      @user-lz3sg9jo1n Місяць тому

      @@kalingaranjan2074 ୨୪ ବର୍ଷରେ bjd ଗାଣ୍ଡୀ ମାରି ସବୁ ସlରିଦେଉଚି, ଆଉ କଣ୍ ଅଛି ଯେ ବାଳ BJP ଦେବ, ଆଉ ୫ ବର୍ଷ ନବୀନ ଆସିଥିଲେ , ଖଣି ସବୁ ବିକି ଦେଇଥାନ୍ତା।

    • @BrundabanPujari-k2h
      @BrundabanPujari-k2h Місяць тому

      ​@HaraprasadRana-fମୋହନ ମାଝୀ ଆଉ ମୋଦି କୁ କୁହ 🤣🤣

  • @sumantakubehera5135
    @sumantakubehera5135 Місяць тому +12

    ଏମାନେ BJP କୁ କେହି ଭୋଟ ଦେଇ ନାହାନ୍ତି ବରଂ BJD କୁ ଭୋଟ ଦେବାକୁ ଖୁଲମ୍ ଖୁଲ ଟଙ୍କା ଦେଉ ଥିଲେ

    • @monalisajena4924
      @monalisajena4924 Місяць тому +1

      Yeita sampurna mithya tathya

    • @user-ee2tk3er3w
      @user-ee2tk3er3w Місяць тому

      ମିଛ ନୁହେଁ ରେ ଭାଇ ମୁଁ ଜାଣିଚି ଆମ ଏରିଆ ରେ ଟଙ୍କା ବାଣ୍ଟୁ ଥିଲେ​@@monalisajena4924

  • @user-hv3tn9tm1t
    @user-hv3tn9tm1t Місяць тому +58

    ଏମାନଙ୍କୁ ସମସ୍ତଙ୍କୁ ବିଦା କରାଯାଇ ନୂଆ ନିଯୁକ୍ତି କରାଯାଉ ତୁମର ବୋପାର ସମ୍ପତ୍ତି ଯେ ବିଜେଡି ଲୋକ ଖାଇବ

  • @devpanda4154
    @devpanda4154 Місяць тому +1

    ବେଶି ବଡ଼ ବଡ଼ କଥା କହୁଚ । ଏ ମିଶନ ଶକ୍ତି ପାଇ ବିଜେଡ଼ି ହାରିଚି। ଭଲ ହେଇଛି ବିଜେପି ସରକାର ଆସିଲା । ଏ ମିଶନ ଶକ୍ତି ପୁରା ମୂଳପୋଛ କରିକି ପୁରା ବନ୍ଦ କରାଯାଉ ।

  • @mylovemylive1620
    @mylovemylive1620 Місяць тому +8

    ସରକାର ହଜୁର MBK.c.r.p entrance ଦେଇ। ଚୟନ, ହୋଇଛନ୍ତି।ଇସି କୁ ବଛାଯାଇଛି। ତାହେଲେ ସମସ୍ତ କହିବେ ଆମକୁ। ବି ବଛାଜାଇ ୬୫ବର୍ଷ ପଜ୍ୟନ୍ତ ଚାକିରି ରେରକ୍ଷା ଜାଉ।ତାହେଲେ entrance ଦେବା ଲୋକ କ'ଣ କରିବେ।

    • @binodadbang9525
      @binodadbang9525 Місяць тому

      ହୋଇ ହୋ ବାବୁ ଇସି ଙ୍କ କାର୍ଯ୍ୟ କାଳ 2ବର୍ଷ ,ଯଦିଓ 2ବର୍ଷ ଭିତରେ ସେମାନଙ୍କୁ ବାହାର କରିବା କଥା କାହିଁକି ସରକାର ବାହାର କଲେନି, ଇସି ମାନେ ତ 5/7ବର୍ଷ ହେଲା କାର୍ଯ୍ୟ କରି ଆସୁଛନ୍ତି ,ଦୋଷ କାହାର, ଯା ତୋ ବୋପା ନବିନିକୁ କହିବୁ ଦୋଷ କାହାର,ତୋ ଗାଣ୍ଡୀ କାହିଁ ଫା ଟୁ ଛି

    • @sidhitumpuli
      @sidhitumpuli Місяць тому +1

      Right

  • @କଳ୍କୀ
    @କଳ୍କୀ Місяць тому +69

    TV ଚାଲୁଛି ଓଡ଼ିଶାରେ ରିମୋଟ୍ ରହିଛି ଗୁଜୁରାଟୀ ବେପାରୀ ହାତରେ, ଖଣି ପାଣି, ସବୁ ଖାଇ ଯିବେ
    ଆରେ ଭାଇ ମାନେ ଆଗକୁ ଦେଖ କଣ ହେଉଛି

    • @rajbikervlogs7381
      @rajbikervlogs7381 Місяць тому +2

      Aagaru Tamil lututhile

    • @jitupradhan6888
      @jitupradhan6888 Місяць тому

      😄​@@rajbikervlogs7381

    • @କଳ୍କୀ
      @କଳ୍କୀ Місяць тому +2

      @@rajbikervlogs7381 hmm ଭାଇ ଠିକ୍ କଥା କହିଲେ, ଏବେ ଗୁଜୁରାଟୀ ବେପାରୀ ହାତରେ ଶାସନ ଯାହା ହେବ ,ରବର ଷ୍ଟାମ୍ପ ମୁଖ୍ୟମନ୍ତ୍ରି

    • @subashsamal3730
      @subashsamal3730 Місяць тому

      Lajlaguni tum ku jharkhandi Gunda tharu mad khai futani marucha

    • @soumyasoumya5789
      @soumyasoumya5789 Місяць тому +5

      ​@@rajbikervlogs7381are bhai odisha re b jete development heichhi kebala naveen sir aou vk pandian pain

  • @shrinathsoren-r2t
    @shrinathsoren-r2t Місяць тому +17

    Dharmendra Pradhan... ନିର୍ବାଚନ ସଭାରେ କହିଲେ ଓଡିଶା ରାଜ୍ୟର ସମସ୍ତ ମାଆ ଭଉଣୀ ମାନଙ୍କୁ ଏକ ହଜାର ଟଙ୍କା ଲେଖାଏଁ ଭତା ପ୍ରଦାନ କରା ଯିବ । ଏ ପର୍ଯ୍ୟନ୍ତ ପାଇ ନାହ କି କଥା।

  • @srikantsahoo6563
    @srikantsahoo6563 29 днів тому +1

    ମିଶନ ଶକ୍ତି ବନ୍ଦ୍ ହେଉ।

  • @antaryamimishra449
    @antaryamimishra449 Місяць тому +60

    ଭଉଣୀ ମାନେ ଦାବି କରି ଠିକ୍ କହୁଛ

    • @PrasannaNaik-jq9wz
      @PrasannaNaik-jq9wz Місяць тому

      A Mane ma nuhnti maa nare kalanka aji bjp ki kahuchhanti 24 year bjd Bala tuma dabi puran Kari parileni

  • @AngelinaChristina-o1t
    @AngelinaChristina-o1t Місяць тому +2

    ମିଶନ ଶକ୍ତି mbka,crp ଓ ସବୁ ଯେଉଁମାନେ leader ଅଛନ୍ତି ସେମାନେ କିଛି କାମକରନ୍ତି ନାହିଁ କେବଳ ଧରମା ପାଇଁ ରାଲି କରିବା ଜାଣିଛନ୍ତି, ଘରେ ବସି ଧରମା ଆସିଲେ କାଲି chiken maton ରୋଷେଇ କରି ଖାଇବା ପାଇଁ ରାଲି କରୁଛନ୍ତି, ଏ ମିଶନ ଶକ୍ତି ବନ୍ଦ କରି ଆଉ ଅଲଗା ଯାଜନା କରାଯାଉ ଯାଉଥିରେ ସବୁ ମହିଳା ମାନେ ଏକ ସମାନ ଦରମା ପାଇଁ ପାରିବେ!

  • @kalpatarurout3073
    @kalpatarurout3073 Місяць тому +6

    Very good

  • @ShreeRammelodyJadamunda
    @ShreeRammelodyJadamunda Місяць тому +2

    କିଛି କାମ ନାଇ କାରବାର ଇ ମାଙ୍କୁ ବାହାର କରା ଯାଉ

  • @PrasanthBabiVlogs
    @PrasanthBabiVlogs Місяць тому +3

    ବଢିଆ ହେଇଛି ଆଉ ହେବ ଅପେକ୍ଷ୍ୟା କର

  • @indramanisahoo9681
    @indramanisahoo9681 Місяць тому +2

    ପୁର୍ବରୁ ଇସି ସଭ୍ୟ ଦୁଇବର୍ଷ ରେ ଥରେ ସଂଘରୁ ଦୁଇ ଜଣ ମହିଳା କାମ କରୁଥିଲେ

  • @manojkumarsabat
    @manojkumarsabat Місяць тому +4

    Mbk ଓ CRP ସବୁ ନବୀନ ର
    ଆପଣ ମାନେ ବି ତାର.
    ଆପଣଙ୍କ ସହଯୋଗ ରେ BJP ଆସିଛି.
    ତେଣୁ ବୁଝିବା

  • @diptijenamani6184
    @diptijenamani6184 Місяць тому +1

    ଅମାନକୁ ତ ନିଯୁକ୍ତି ମିଳିନି ଏମାନେ ତ ନିର୍ବାଚିତ ହୋଇଥିବା ମହିଳା ଯଦି ଏମାନେ ରହିବେ ସବୁଦିନ ପାଇଁ ତାହେଲେ ସରପଞ୍ଚ, ନୋମିନି, ଜିଲ୍ଲାପରିଷଦ, ୱର୍ଡ ମେମର,MLA ବି ରହିବେ କେହି ଆଉ ବାହାରିବେ ନାହିଁ । ଭଲ ହେବ ମୋହନ୍ ସରକାର ବି ରହିବେ। ବହୁତ ବଢିଆ

  • @user-vl3rv7cd8z
    @user-vl3rv7cd8z Місяць тому +8

    ନବୀନ ସରକାରରେ କାମକରୁଥିଲ ମୋହନ ସସରକାର ରେ ରହି କାମ କରିବା ଠିକୀନୁହେଁ, ତୁରନ୍ତ ଇସ୍ତପା ଦେଵାଦରକାର, ଅନ୍ୟ ମାନେ ସୁବିଧା ପାଇବା ଉଚିତି.

  • @sinasaina3247
    @sinasaina3247 Місяць тому +2

    Bhala heichi.

  • @jayalalmajhi2015
    @jayalalmajhi2015 Місяць тому +7

    ସରକାର ବଦଳିଲା ଏବେ ମିସନ୍ ସକ୍ତି କୁ ବନ୍ଦ୍ କରାଯାଉ ଆଉ BJP ନାରେ ନା ରେ ଦଳ କରାଯାଉ

  • @Raaj832
    @Raaj832 Місяць тому +1

    ଏବେ ଭଲ ହେଇଛି ମିଶନ ଶକ୍ତି ମା ମାନଙ୍କୁ ଏହିଟା ହିଁ କଜୁଥିଲ ଏବେ ନାମ ନିଅ

  • @Infoprenueur-ug2wz
    @Infoprenueur-ug2wz Місяць тому +5

    ନବୀନ କୁହନ୍ତି ବଞ୍ଚି ଥାଉ ଥାଉ ମାରିଲ
    ❤❤❤ଏବେ ଗାଣ୍ଡି ଦିଅ ❤❤❤😂

  • @DuryodhanDas-wu7ft
    @DuryodhanDas-wu7ft Місяць тому +1

    କିଛି କାମନାହିଦରମାପାଉଛନ୍ତି‌଼‌ନବିନୀଭୋଟପାଇବାପାଇଏମାନଙ୍କୁରଖଖଥିଲା🎉ସଠିକକାମକୁଠିକଦରମା

  • @user-fy8kq2uf2z
    @user-fy8kq2uf2z Місяць тому +3

    ତୁମର ଦାବୀ ସରକାର କାହିଁକି ପୁରଣ କରିବେ ତୁମ ମାନେ ହେଉଛି କାଲି ଯୁଗର ନାରୀ

  • @dayanidhl1067
    @dayanidhl1067 Місяць тому +1

    ମିଶନ ଶକ୍ତି ନବୀନ ର ଡ୍ରିମ ପ୍ରଜେକ୍ଟ, ନବୀନ ଗଲା ମାନେ ମିଶନ ଶକ୍ତି ଗଲା |କେନ୍ଦ୍ର ଯୋଜନା ଜୀବିକା ମିଶନ କୁ କେମିତି ରାଜ୍ୟ ସରକାର ଚୋରି କରିଥିଲା, ତାହା ଏବେ ଜଳ ଜଳ ଦିଶୁଛି |

  • @deepakacharya3892
    @deepakacharya3892 Місяць тому +3

    ସମସ୍ତ ପ୍ରତିଶ୍ରୁତି ତୁରନ୍ତ ପୂରଣ ନ କଲେ ଆନ୍ଦୋଳନ ଜୋରଦାର କରାଯିବ। ମିଛୁଆ ସରକାର, ମିଛ ପ୍ରତିଶ୍ରୁତି ଦେଇ ଓଡ଼ିଶା ଲୋକ ଙ୍କ ଠାରୁ ଭୋଟ ନେଇ ବିହାର, ଆନ୍ଧ୍ର ଏବଂ ଗୁଜରାଟ କୁ ସମସ୍ତ ସୁବିଧା ଯୋଗା ଯାଉଛି।

  • @user-gv4mh8xh2t
    @user-gv4mh8xh2t 13 днів тому

    ବହୁତ ସୁନ୍ଦର ମାଡିଚାଲ

  • @user-vy4pl9nc9r
    @user-vy4pl9nc9r Місяць тому +11

    Thaka BJP Sarkar

  • @doraemontrolls8935
    @doraemontrolls8935 Місяць тому +2

    1st Exam Deuna tapare Regular Kariba😂😂

  • @Silentboy-i1k
    @Silentboy-i1k Місяць тому +4

    Mishan shakti ku bahar kor

  • @visionar6050
    @visionar6050 Місяць тому +1

    ବିଜେଡି କର୍ମୀ ଥିଲେ,ଏବେ ବିଜେପି ଭାଗ।ରାଗନି ମାଁ ମାନେ।

  • @Silentboy-i1k
    @Silentboy-i1k Місяць тому +3

    Mishon shakti hatei dia

  • @niranjanpradhan6763
    @niranjanpradhan6763 Місяць тому +1

    ଆରେ ଆରେ ସରକାର ବଦଳାଇବାକୁ ମିଶନ ଶକ୍ତି ମା ମାନେ ବା ମୁଖ୍ୟ ଭୂମିକା ନେଇଥିଲେ ।

  • @kartickgond8863
    @kartickgond8863 Місяць тому +3

    Right

  • @sudamcharandasomnamhoshiva3024
    @sudamcharandasomnamhoshiva3024 Місяць тому +1

    ଏମାନଙ୍କୁ ବାଂଗଲାଦେଶ ପଠେଇ ଦିଆଯାଉ ଆଙ୍କ ମିଶନସକ୍ତି କେତେ କାମ ଦେଉଛି ଦେଖି ପାରନ୍ତେ,ହୁଏତ ଆଙ୍କ ଦ୍ୱାରା ହିନ୍ଦୁ ସମାଜ ସୁରକ୍ଷିତରେ ରହି ପାରନ୍ତେ

  • @KarunakarDhani-eo2sl
    @KarunakarDhani-eo2sl Місяць тому +3

    ଛଟେଇ ହେବା ଦରକାର। ଏମାନେ କିଛି କରୁନାହାନ୍ତି ।ଆମ ଅଞ୍ଚଳରେ ଯେତେ ମହିଳା ମଣ୍ଡଳ ଅଛି କିଛି କରନ୍ତି ନାହିଁ, ଖାଲି ବ୍ୟାଙ୍କ ଭିଡ କରନ୍ତି।

  • @a.r.sgamer4051
    @a.r.sgamer4051 Місяць тому +2

    ଆଳୁ ପିଆଜ କଦଳୀ ଚାଷକର ଭେନିଟି ଧରୀ ବିଜେଡି ଗୁଣ୍ଡା ପଛରେ ବୁଲିବା ଅଭ୍ୟାସ ଚାଡ଼

  • @tularamnlcomedy7087
    @tularamnlcomedy7087 Місяць тому +3

    ମିଶନ ଶକ୍ତି ପାରତୁ କାମ

  • @SusantaKumarDash-fg8er
    @SusantaKumarDash-fg8er 21 день тому

    କିଛି କାମ ନାହିଁ ଏ ମାନଙ୍କ ର ତୁରନ୍ତ ଏ ମାନଙ୍କୁ କଡ଼ା ଯାଉ ଜୟ ଜଗନ୍ନାଥ

  • @rajaashoksamrat417
    @rajaashoksamrat417 Місяць тому +6

    ଠିକ୍ କଥା ଆନ୍ଦୋଳନ କରିଛନ୍ତି

  • @baidehimandal4527
    @baidehimandal4527 Місяць тому +1

    ଏମାନଙ୍କୁ ବାହାର କରାଯାଉ

  • @purnasahoo7859
    @purnasahoo7859 Місяць тому +4

    Jaya nabin

  • @lilianaik5756
    @lilianaik5756 22 дні тому +1

    କିଛି ମିଳିବନି ଖାଇ ପିଇ ଘରେ ରୁହନ୍ତୁ 👌🙏

  • @user-cd6nc6qw5g
    @user-cd6nc6qw5g Місяць тому +6

    Total misan sakti ku Sarkar band karidiyantu

  • @Official_B.kanhar7289
    @Official_B.kanhar7289 Місяць тому +1

    ମିଶନ ଶକ୍ତି ନରେ ମହିଳା ମାନେ ଲକ୍ଷ ଲକ୍ଷ ଟଙ୍କା ନେଇ କଣ ରୋଜଗାର କରିଛନ୍ତି।ଖାଲି ଦଲାଲ କରି ପଇସା ଲୁଟି ଜାଣିଛନ୍ତି ।

  • @jhariapradhan
    @jhariapradhan Місяць тому +7

    ଷରକାର.ହଟାଅ

  • @ArunDas-hc5zz
    @ArunDas-hc5zz Місяць тому +2

    କଣ ଅସୁବିଧା ହେଲା,ନୂଆ ନିଯୁକ୍ତି ଏଇ ଓଡ଼ିଶା ଲୋକ ପାଇବ ନା ବାହାର ରାଜ୍ୟ ର କିଏ ପାଇବ।ତମେ BJD ଲୋକ,BJP ଆସିଲା ସିଏ ତା ଲୋକ ରଖିବ,ତମେ ତ କୋଳି ଖାଇ କୋଳି ମଞ୍ଜି ପତିନ ନା !

  • @sumantakubehera5135
    @sumantakubehera5135 Місяць тому +3

    BJD ଯାହା ଯୋଜନା କରିଥିଲା କେବଳ ଭୋଟ ପାଇବ ବୋଲି SHG ଗ୍ରୁପ BJD agent ହେଇ କାମ କରୁ ଥିଲେ

    • @monalisajena4924
      @monalisajena4924 Місяць тому +1

      Aahuri sudhurina ...aagaku aau kana kana sabu face Kaley janipariba amanisha gudaka😂😂 only BJD best all tym paie

  • @dhananjayakhilar3888
    @dhananjayakhilar3888 25 днів тому +1

    ନୂଆ ହେବ ମିଶନ ଶକ୍ତି

  • @user-ni5fr2sc1o
    @user-ni5fr2sc1o Місяць тому +15

    Bjp hatao

  • @gajendranathmallik1969
    @gajendranathmallik1969 Місяць тому +1

    Reality EC ମାନଙ୍କ ର ଆବଶ୍ୟକ ନାହିଁ, ସବୁ Disturb କରୁଛନ୍ତି

  • @Gitanjali6
    @Gitanjali6 28 днів тому +1

    ଏ ମାନଙ୍କୁ ବାହାର କରାଯାଉ ଏମାନେ ମିଛରେ ବାହାର କୁ ଯାଇ ସ୍ଵାମୀ ମାନଙ୍କୁ ମାନୁ ନାହାନ୍ତି ଏ ମାନେ କିଛି ଗରିବ ଲୋକ ଟଙ୍କା ଠକି ନେଇଯାଉଛନ୍ତି

  • @lilianaik5756
    @lilianaik5756 22 дні тому +1

    ତମ କୁ ଠିକ ହେଇଛି କଣ ଆପଣ ମାନେ ଖୁସି ତ ♥️👌💃🤣🙏

  • @PrasannakumarPradhan-yd1ew
    @PrasannakumarPradhan-yd1ew 28 днів тому

    ମିଶନ ଶକ୍ତି ବନ୍ଦ କରାଯାଉ ରାଜ୍ଵସ ଅର୍ଥ ରକ୍ଷାକରାଯାଉ ଏହା ସରକାରଙ୍କୁ ଅନୁରୋଧ

  • @champamalik2033
    @champamalik2033 25 днів тому +1

    ଶଳା , ଆମେ Exam ଦେଇ , Exam ରେ Qualify କଲାପରେ ବି Certificate verification ସରିଛି, 2753 A NM Post ରେ posting ପାଇ ପରୁନୁ , ଏମାନଙ୍କୁ ପୁଣି Regural କରାଯିବ । ଲାଜ ନାହିଁ ଯାହା ଏମାନଙ୍କୁ

  • @Akash88322
    @Akash88322 Місяць тому +1

    କିଛି କାମ ନାହିଁ ଖାଲି ଶୋଉଛନ୍ତି ନେତା ଆଉ କୁଜି ନେତା ଙ୍କ ପାଖରେ

  • @SonuMaharana-lf8pt
    @SonuMaharana-lf8pt 13 днів тому +1

    ଯେଉଁ ପଦବୀ ସ୍ଥାୟୀ ନୁହଁ ସେଗୁଡିକୁ ସ୍ଥାୟୀ ନିଯୁକ୍ତି ଦାବି କରିବା ଠିକ୍ ନୁହେଁ। ଯଦି ଏମାନେ ସ୍ଥାୟୀ ମାନ୍ୟତା ଦାବି କରୁଛନ୍ତି ତେବେ ଓଡ଼ିଶା ର ବିଭିନ୍ନ ଗାଁ,ଓ ସହରର shg ସଭ୍ୟା, ସଭାପତି ଓ ସମ୍ପାଦିକା ଏକତ୍ରିତ ହୁଅ ରାଲୀ କରିବାକୁ କାରଣ ଯେଉଁ ପଦବୀ ପ୍ରତ୍ୟେକ ୨ ବର୍ଷ ରେ ବଦଳି ହୋଇ ଅନ୍ୟ ଶିକ୍ଷିତ ସଭ୍ୟା ମାନେ ନିୟୋଜିତ ହୋଇ କାର୍ଯ୍ୟ କରିପାରୁଥିଲେ ।
    ଆପଣ ମାନେ ସେଇ ପଦବୀ କୁ ଜାବୁଡି ଧରିଲେ ଅନ୍ୟshg ର ସଭ୍ୟା ମାନେ କ'ଣ ଭକୁଆ ହୋଇ ତାଳି ବଜାଇବେ?
    ତୁମ ମାନଙ୍କୁ ସ୍ଥାୟୀ ନିଯୁକ୍ତି, ମାସିକ ଦରମା , ମିଟିଂ ଖର୍ଚ, ସ୍କୁଟି ଲୋନ୍,ଓ ଦୁବାଇ ଭ୍ରମଣ କରି ଆଜି ନବୀନ ସରକାର ପରାଜୟ ହୋଇଛନ୍ତି।shg ର ଅନ୍ୟ ସଭ୍ୟା କଣ ଚାହୁଛନ୍ତି କିଏ ବୁଝି ନଥିଲେ।
    ସମସ୍ତ ସଭ୍ୟା ମାନଙ୍କୁ ସମାନ ଅଧିକାର ଦେବା ବ୍ୟବସ୍ତା କରିଥିଲେ ହୁଏତ ନବୀନ ବାବୁ ଆଜି ଓଡ଼ିଶା ର ମୂଖ୍ୟ ମନ୍ତ୍ରୀ ପଦରେ ବିଜୟ ମାନ ଥାନ୍ତେ।

  • @chitrasenanayak0001
    @chitrasenanayak0001 Місяць тому +1

    SHG କୋଉ କାମକୁ ନୁହଁ ଖାଲି ଦେଶର ଟଙ୍କା ଖର୍ଚ୍ଚ କରିବାକୁ ହିଁ ହେଇଛି ବୋଧେ

  • @dprasadsahoo5398
    @dprasadsahoo5398 Місяць тому +1

    ଅତି ଲୋଭ ତନ୍ତି ନାଶ

  • @SatyaNarayanPati-lu7ni
    @SatyaNarayanPati-lu7ni 26 днів тому +1

    ଏବେ ସୁଜାତା ପାର୍ଣ୍ଡିଆନ୍ ଛୂୁଟିରେ ଅଛି ସିଏ ଆସୁ ତାପରେ ସିଏ ସବୁ ହିସାବ ଦୋଉ ତାପରେ ତୁମ କଥା ବୁଝିବା ବିଜେଡି ଟାଇମ୍ ରେ ତୁମକୁ ସବୁ ପୋଲିସ୍ ଲଗେଇ ମାରୁଥିଲେ। କଣ ଭଲ ଲାଗୁଥିଲା

  • @samantabibhar9409
    @samantabibhar9409 Місяць тому +2

    Nua nijukti diajau sir🙏🙏🙏

  • @bidyadharbiswal3321
    @bidyadharbiswal3321 День тому

    ଜୟ ଜଗନ୍ନାଥ

  • @KamalSahoo-q5h
    @KamalSahoo-q5h Місяць тому

    Bhala heichi