Nadia Tela 2.0// ନଡ଼ିଆ ତେଲ 2.0//Mr Pralaya music//Mr pralaya comedy//Odia Song//Odia Music//Pralu//

Поділитися
Вставка
  • Опубліковано 30 вер 2024
  • Watch Nadia tela 2.0,Baibhav Prusty Odia New Song Monsoon Special...
    Song Credits:
    ✽ Song : Nadia tela 2.0
    ✽ Singer : Baibhav prusty
    ✽ Lyrics : Pralu & Sunil Maharana
    ✽ Music: Baidyanath dash
    ✽ Keyboard : Anshuman
    ✽Dhol & Nisaan : Manish Daa,Pramod Daa
    ✽ Rythm: Babu Dada
    ✽ Making/Edit: Pratyus Raja
    ✽ Post Production: PP VISUAL PRODUCTION whatsapp - (6370244113,9556561503)
    ✽ Poster: DK Edits
    ✽ Recorded At: Smruti Studio,Kesura,BBSR
    ✽ Recording &
    Mixing by : Smruti Studio,Kesura,BBSR
    ✽ Banner: Mr Pralaya Comedy
    ✽ Producer: Mr Pralaya
    ✽ Music Label: Mr Pralaya music
    Special thanks to Jitu Bhai,Satya bhai ,Rohit Bhai
    Listen To The Song Now On:
    ✽ JioSaavn:
    ✽ Wynk:
    ✽ Spotify:
    ✽ Amazon Music:
    ✽ Apple Music:
    ✽ UA-cam music:
    Song Lyrics:
    ଯାତେରା ଦେଖି ରାତି ଅଧିଆ
    ଯାଉଥିଲୁ ହିଲ୍ ଟେକି ଟେକିକା
    ତୋତେ ଦେଖି ହେଲା ବିନ୍ଧା ଛିଟିକା
    ଖରାବେଳିଆ ଗଧେଇଗଲୁ
    ନଈପଠାକୁ ପାଦ ଚିପିକା
    ମନେ ମନେ କଲି ତୋତେ ପ୍ରେମିକା
    ଚିକଣ ଚାକଣ ଚେହେରା ତୋର
    ଚିକିମିକି କରୁଥିଲା
    ରହସ୍ୟ ଟା ଜାଣିବା ପାଇଁ
    ମନ କୁଲୁ କୁଲୁ ହେଲା
    ଆଲୋ ଏତେ ଦିନ ପରେ
    ଉତ୍ତର ଦଉଛି ପାଇଗଲି ତୋତେ ଭଲ
    ନଈ ପାଣି...... ଗେରେ....ଗେରେ
    ଖଲ ଖଲ...... ଗେରେ.... ଗେରେ
    ଆ.....ନ....ନ....ନ....ନ..........
    ନଈ ପାଣି ଖଲ ଖଲ..... ଖଲ ଖଲ ଖଲ ଖଲ
    ମୁଁ ସେଇ ବାଡ଼ିଖିଆ ନେଇଥିଲି ତୋ ନଡ଼ିଆ ତେଲ
    .....................Music.........................
    ଗୁମୁତାକ......ଗିନୁତାକ
    ଚିକିଟା ବାଲି
    ମଲା ମଲା.... ତୁଠ ସିଉଳି
    ପାଦ ଖସିଗଲା ଅଜାଣତେ
    ତୋର ଯେତେବେଳେ
    ତେଲ ଡବା ତୋର ଛିଟିକି
    ପଡ଼ିଲା ସେତେବେଳେ
    ................Music...............
    Meeting ବସିଲା
    ଗାଁ.....ରେ....ଖଟ ବୁଲିଲା
    ଅମୁକ ଝିଅର ତେଲ
    ଡବା ସାଲା କିଏ ନେଲା
    ଭାସିଆ News ଗଳିକନ୍ଦି
    ସାରା ହାଲ୍ଲା କଲା
    ହଳଦୀ ଗିନା ରେ ତେଲ ଜୁଡୁବୁଡୁ
    ମନ ଗଲା ମୋର ଲାଖି
    ମଉକା ଦେଖିକି ଚଉକା ମାରିଲେ
    ହେଇଯିବା ପାଖା ପାଖି
    ଆଲୋ..... ଭାବିନଥିଲି ମୁଁ
    ଚୋରି କରୁ କରୁ ଛାତିରେ କରିବୁ ଖାଲ
    ନଈ ପାଣି...... ଗେରେ....ଗେରେ
    ଖଲ ଖଲ...... ଗେରେ.... ଗେରେ
    ନଈ ପାଣି ଖଲ ଖଲ..... ଖଲ ଖଲ ଖଲ ଖଲ
    ମୁଁ ସେଇ ବାଡ଼ିଖିଆ ନେଇଥିଲି ତୋ ନଡ଼ିଆ ତେଲ
    .....................Music.........................
    ଗୁମୁତାକ......ଗିନୁତାକ
    କେତେ struggle
    କରିଲା ପରେ
    ତମ ଘର ଚାରିପଟ ବୁଲା
    ବୁଲା କୁକୁରଟେ ସାଜି ସାଜି
    ପାଇଗଲି ସେଇ ତେଲ
    ଦୋକାନୀକୁ ଖୋଜି ଖୋଜି
    ................Music...............
    ତେଲ କିଣିଲି
    ମଖ ମଖ.........ମାଲିଶି ହେଲି
    କାଇଁ ପାଇଲିନି ତୋ ତେଲ
    ଡବାର ସେ କରାମତି
    ଡବା ଠିପି ମୁଁ ଖୋଲିକି
    ଆଜିବି ଖେଳୁଛି କିତିକିତି......କିତିକିତି...... କିତିକିତି
    ୨୦୧୪ ରୁ ଆସି ୨୪ ଛୁଇଁଗଲା
    ପୁରୁଣା ପୋଥି ର ପୁଣି
    ସିଲ୍ ଫିଟା ହେଲା
    ଆଲୋ ଜାଣିନଥିଲି ତୋ ତେଲର
    ବାସନା ହେଇଥିବ ଏତେ ଭଲ
    ନଈ ପାଣି...... ଗେରେ....ଗେରେ
    ଖଲ ଖଲ...... ଗେରେ.... ଗେରେ
    ନଈ ପାଣି ଖଲ ଖଲ..... ଖଲ ଖଲ ଖଲ ଖଲ
    ମୁଁ ସେଇ ବାଡ଼ିଖିଆ ନେଇଥିଲି ତୋ ନଡ଼ିଆ ତେଲ
    ଗୁମୁତାକ......ଗିନୁତାକ
    #odiasong​ #Nadiatela2.0 #Baibhav prusty #Baidyanathdash
    #pralu #mrpralaya #mrgulua #mrpralayacomedy #odiasong
    #odianewsong​ #odisharecords​
    Follow Us On-
    Instagram- / mr_pralaya_. .
    Subscribe Our Channel For More Odia Songs...

КОМЕНТАРІ • 62