- 2
- 32 668
Mr. Pralaya Music
India
Приєднався 24 сер 2024
"Music can change the world". Where word fail then music speak all the people heart and emotions that's the way we try to create a music channel names as
Mr Pralaya Music is associated with Mr.Pralay Comedy. So, all the music lovers who believe in magic of music come join us and live the magic of music with Mr Pralaya Music.
Mr Pralaya Music is associated with Mr.Pralay Comedy. So, all the music lovers who believe in magic of music come join us and live the magic of music with Mr Pralaya Music.
Nadia Tela 2.0// ନଡ଼ିଆ ତେଲ 2.0//Mr Pralaya music//Mr pralaya comedy//Odia Song//Odia Music//Pralu//
Watch Nadia tela 2.0,Baibhav Prusty Odia New Song Monsoon Special...
Song Credits:
✽ Song : Nadia tela 2.0
✽ Singer : Baibhav prusty
✽ Lyrics : Pralu & Sunil Maharana
✽ Music: Baidyanath dash
✽ Keyboard : Anshuman
✽Dhol & Nisaan : Manish Daa,Pramod Daa
✽ Rythm: Babu Dada
✽ Making/Edit: Pratyus Raja
✽ Post Production: PP VISUAL PRODUCTION whatsapp - (6370244113,9556561503)
✽ Poster: DK Edits
✽ Recorded At: Smruti Studio,Kesura,BBSR
✽ Recording &
Mixing by : Smruti Studio,Kesura,BBSR
✽ Banner: Mr Pralaya Comedy
✽ Producer: Mr Pralaya
✽ Music Label: Mr Pralaya music
Special thanks to Jitu Bhai,Satya bhai ,Rohit Bhai
Listen To The Song Now On:
✽ JioSaavn:
✽ Wynk:
✽ Spotify:
✽ Amazon Music:
✽ Apple Music:
✽ UA-cam music:
Song Lyrics:
ଯାତେରା ଦେଖି ରାତି ଅଧିଆ
ଯାଉଥିଲୁ ହିଲ୍ ଟେକି ଟେକିକା
ତୋତେ ଦେଖି ହେଲା ବିନ୍ଧା ଛିଟିକା
ଖରାବେଳିଆ ଗଧେଇଗଲୁ
ନଈପଠାକୁ ପାଦ ଚିପିକା
ମନେ ମନେ କଲି ତୋତେ ପ୍ରେମିକା
ଚିକଣ ଚାକଣ ଚେହେରା ତୋର
ଚିକିମିକି କରୁଥିଲା
ରହସ୍ୟ ଟା ଜାଣିବା ପାଇଁ
ମନ କୁଲୁ କୁଲୁ ହେଲା
ଆଲୋ ଏତେ ଦିନ ପରେ
ଉତ୍ତର ଦଉଛି ପାଇଗଲି ତୋତେ ଭଲ
ନଈ ପାଣି...... ଗେରେ....ଗେରେ
ଖଲ ଖଲ...... ଗେରେ.... ଗେରେ
ଆ.....ନ....ନ....ନ....ନ..........
ନଈ ପାଣି ଖଲ ଖଲ..... ଖଲ ଖଲ ଖଲ ଖଲ
ମୁଁ ସେଇ ବାଡ଼ିଖିଆ ନେଇଥିଲି ତୋ ନଡ଼ିଆ ତେଲ
.....................Music.........................
ଗୁମୁତାକ......ଗିନୁତାକ
ଚିକିଟା ବାଲି
ମଲା ମଲା.... ତୁଠ ସିଉଳି
ପାଦ ଖସିଗଲା ଅଜାଣତେ
ତୋର ଯେତେବେଳେ
ତେଲ ଡବା ତୋର ଛିଟିକି
ପଡ଼ିଲା ସେତେବେଳେ
................Music...............
Meeting ବସିଲା
ଗାଁ.....ରେ....ଖଟ ବୁଲିଲା
ଅମୁକ ଝିଅର ତେଲ
ଡବା ସାଲା କିଏ ନେଲା
ଭାସିଆ News ଗଳିକନ୍ଦି
ସାରା ହାଲ୍ଲା କଲା
ହଳଦୀ ଗିନା ରେ ତେଲ ଜୁଡୁବୁଡୁ
ମନ ଗଲା ମୋର ଲାଖି
ମଉକା ଦେଖିକି ଚଉକା ମାରିଲେ
ହେଇଯିବା ପାଖା ପାଖି
ଆଲୋ..... ଭାବିନଥିଲି ମୁଁ
ଚୋରି କରୁ କରୁ ଛାତିରେ କରିବୁ ଖାଲ
ନଈ ପାଣି...... ଗେରେ....ଗେରେ
ଖଲ ଖଲ...... ଗେରେ.... ଗେରେ
ନଈ ପାଣି ଖଲ ଖଲ..... ଖଲ ଖଲ ଖଲ ଖଲ
ମୁଁ ସେଇ ବାଡ଼ିଖିଆ ନେଇଥିଲି ତୋ ନଡ଼ିଆ ତେଲ
.....................Music.........................
ଗୁମୁତାକ......ଗିନୁତାକ
କେତେ struggle
କରିଲା ପରେ
ତମ ଘର ଚାରିପଟ ବୁଲା
ବୁଲା କୁକୁରଟେ ସାଜି ସାଜି
ପାଇଗଲି ସେଇ ତେଲ
ଦୋକାନୀକୁ ଖୋଜି ଖୋଜି
................Music...............
ତେଲ କିଣିଲି
ମଖ ମଖ.........ମାଲିଶି ହେଲି
କାଇଁ ପାଇଲିନି ତୋ ତେଲ
ଡବାର ସେ କରାମତି
ଡବା ଠିପି ମୁଁ ଖୋଲିକି
ଆଜିବି ଖେଳୁଛି କିତିକିତି......କିତିକିତି...... କିତିକିତି
୨୦୧୪ ରୁ ଆସି ୨୪ ଛୁଇଁଗଲା
ପୁରୁଣା ପୋଥି ର ପୁଣି
ସିଲ୍ ଫିଟା ହେଲା
ଆଲୋ ଜାଣିନଥିଲି ତୋ ତେଲର
ବାସନା ହେଇଥିବ ଏତେ ଭଲ
ନଈ ପାଣି...... ଗେରେ....ଗେରେ
ଖଲ ଖଲ...... ଗେରେ.... ଗେରେ
ନଈ ପାଣି ଖଲ ଖଲ..... ଖଲ ଖଲ ଖଲ ଖଲ
ମୁଁ ସେଇ ବାଡ଼ିଖିଆ ନେଇଥିଲି ତୋ ନଡ଼ିଆ ତେଲ
ଗୁମୁତାକ......ଗିନୁତାକ
#odiasong #Nadiatela2.0 #Baibhav prusty #Baidyanathdash
#pralu #mrpralaya #mrgulua #mrpralayacomedy #odiasong
#odianewsong #odisharecords
Follow Us On-
Instagram- mr_pralaya_...
Subscribe Our Channel For More Odia Songs...
Song Credits:
✽ Song : Nadia tela 2.0
✽ Singer : Baibhav prusty
✽ Lyrics : Pralu & Sunil Maharana
✽ Music: Baidyanath dash
✽ Keyboard : Anshuman
✽Dhol & Nisaan : Manish Daa,Pramod Daa
✽ Rythm: Babu Dada
✽ Making/Edit: Pratyus Raja
✽ Post Production: PP VISUAL PRODUCTION whatsapp - (6370244113,9556561503)
✽ Poster: DK Edits
✽ Recorded At: Smruti Studio,Kesura,BBSR
✽ Recording &
Mixing by : Smruti Studio,Kesura,BBSR
✽ Banner: Mr Pralaya Comedy
✽ Producer: Mr Pralaya
✽ Music Label: Mr Pralaya music
Special thanks to Jitu Bhai,Satya bhai ,Rohit Bhai
Listen To The Song Now On:
✽ JioSaavn:
✽ Wynk:
✽ Spotify:
✽ Amazon Music:
✽ Apple Music:
✽ UA-cam music:
Song Lyrics:
ଯାତେରା ଦେଖି ରାତି ଅଧିଆ
ଯାଉଥିଲୁ ହିଲ୍ ଟେକି ଟେକିକା
ତୋତେ ଦେଖି ହେଲା ବିନ୍ଧା ଛିଟିକା
ଖରାବେଳିଆ ଗଧେଇଗଲୁ
ନଈପଠାକୁ ପାଦ ଚିପିକା
ମନେ ମନେ କଲି ତୋତେ ପ୍ରେମିକା
ଚିକଣ ଚାକଣ ଚେହେରା ତୋର
ଚିକିମିକି କରୁଥିଲା
ରହସ୍ୟ ଟା ଜାଣିବା ପାଇଁ
ମନ କୁଲୁ କୁଲୁ ହେଲା
ଆଲୋ ଏତେ ଦିନ ପରେ
ଉତ୍ତର ଦଉଛି ପାଇଗଲି ତୋତେ ଭଲ
ନଈ ପାଣି...... ଗେରେ....ଗେରେ
ଖଲ ଖଲ...... ଗେରେ.... ଗେରେ
ଆ.....ନ....ନ....ନ....ନ..........
ନଈ ପାଣି ଖଲ ଖଲ..... ଖଲ ଖଲ ଖଲ ଖଲ
ମୁଁ ସେଇ ବାଡ଼ିଖିଆ ନେଇଥିଲି ତୋ ନଡ଼ିଆ ତେଲ
.....................Music.........................
ଗୁମୁତାକ......ଗିନୁତାକ
ଚିକିଟା ବାଲି
ମଲା ମଲା.... ତୁଠ ସିଉଳି
ପାଦ ଖସିଗଲା ଅଜାଣତେ
ତୋର ଯେତେବେଳେ
ତେଲ ଡବା ତୋର ଛିଟିକି
ପଡ଼ିଲା ସେତେବେଳେ
................Music...............
Meeting ବସିଲା
ଗାଁ.....ରେ....ଖଟ ବୁଲିଲା
ଅମୁକ ଝିଅର ତେଲ
ଡବା ସାଲା କିଏ ନେଲା
ଭାସିଆ News ଗଳିକନ୍ଦି
ସାରା ହାଲ୍ଲା କଲା
ହଳଦୀ ଗିନା ରେ ତେଲ ଜୁଡୁବୁଡୁ
ମନ ଗଲା ମୋର ଲାଖି
ମଉକା ଦେଖିକି ଚଉକା ମାରିଲେ
ହେଇଯିବା ପାଖା ପାଖି
ଆଲୋ..... ଭାବିନଥିଲି ମୁଁ
ଚୋରି କରୁ କରୁ ଛାତିରେ କରିବୁ ଖାଲ
ନଈ ପାଣି...... ଗେରେ....ଗେରେ
ଖଲ ଖଲ...... ଗେରେ.... ଗେରେ
ନଈ ପାଣି ଖଲ ଖଲ..... ଖଲ ଖଲ ଖଲ ଖଲ
ମୁଁ ସେଇ ବାଡ଼ିଖିଆ ନେଇଥିଲି ତୋ ନଡ଼ିଆ ତେଲ
.....................Music.........................
ଗୁମୁତାକ......ଗିନୁତାକ
କେତେ struggle
କରିଲା ପରେ
ତମ ଘର ଚାରିପଟ ବୁଲା
ବୁଲା କୁକୁରଟେ ସାଜି ସାଜି
ପାଇଗଲି ସେଇ ତେଲ
ଦୋକାନୀକୁ ଖୋଜି ଖୋଜି
................Music...............
ତେଲ କିଣିଲି
ମଖ ମଖ.........ମାଲିଶି ହେଲି
କାଇଁ ପାଇଲିନି ତୋ ତେଲ
ଡବାର ସେ କରାମତି
ଡବା ଠିପି ମୁଁ ଖୋଲିକି
ଆଜିବି ଖେଳୁଛି କିତିକିତି......କିତିକିତି...... କିତିକିତି
୨୦୧୪ ରୁ ଆସି ୨୪ ଛୁଇଁଗଲା
ପୁରୁଣା ପୋଥି ର ପୁଣି
ସିଲ୍ ଫିଟା ହେଲା
ଆଲୋ ଜାଣିନଥିଲି ତୋ ତେଲର
ବାସନା ହେଇଥିବ ଏତେ ଭଲ
ନଈ ପାଣି...... ଗେରେ....ଗେରେ
ଖଲ ଖଲ...... ଗେରେ.... ଗେରେ
ନଈ ପାଣି ଖଲ ଖଲ..... ଖଲ ଖଲ ଖଲ ଖଲ
ମୁଁ ସେଇ ବାଡ଼ିଖିଆ ନେଇଥିଲି ତୋ ନଡ଼ିଆ ତେଲ
ଗୁମୁତାକ......ଗିନୁତାକ
#odiasong #Nadiatela2.0 #Baibhav prusty #Baidyanathdash
#pralu #mrpralaya #mrgulua #mrpralayacomedy #odiasong
#odianewsong #odisharecords
Follow Us On-
Instagram- mr_pralaya_...
Subscribe Our Channel For More Odia Songs...
Переглядів: 30 824
Відео
CHANEL FIRST LOOK || MR PRALAYA MUSIC ||
Переглядів 1,9 тис.2 місяці тому
"Music can change the world". Where word fail then music speak all the people heart and emotions that's the way we try to create a music channel names as Mr Pralaya Music is associated with Mr.Pralay Comedy. So, all the music lovers who believe in magic of music come join us and live the magic of music with Mr Pralaya Music. #mrpralayamusic#mrpralayacomedy#odiasong#newodiasong#odiadancesong#mrg...
Bekar
Pralaya has a great potential,he proved it 🎉
Are aee badikhiyaa😂😂😂
Daspalla ru Kia Kia dekhucha like kara❤
Banda gita mg
Jadi song bhala laguni tahele like au comment kahiba pai kichi hak nahi khas kariki yemiti slangs language use Kariba pai kichi hak nahi mind your language 🖕🏻
Aji paeli 😠
😂😂😂fun song
Voice bhala achhi ta...
Beautiful ❤️😍😊👍👌 Jay jaganatha 💩🙏
Nice song
Bhai jadi e gita ra video plan karucha tahale chesta kara original gita ra actress ku naba pain.
Laguchi khub sighra Haladi Gina 3.0 asiba bodhe🤣🤣🤣
🎉🎉🎉👌👌
Full hit haba Puja re
Awesome keep it up
👌👌👌super👌👌👌
ଖୋର୍ଦ୍ଧା ଆଉ ଜଟଣୀ ରୁ କିଏ ଦେଖୁଛ ଲାଇକ କର ❤ So Beautiful 😍 🎵 Song 🎵
ଆନ୍ତରା ବୋବାଲା ହେଇଛି
Baibhaba bhai pura jhakas❤
❤️❤️❤️❤️
mast heicha song ta 🥱🥱
Chink Tapak Dam Dam🤣🤣
BBSR patia Re
nice song 👍👍👍💯💯👍
Bhai plz tk mate replay diantu
Ki song re bhai😂😂😂
Bekar song
Singer singing song like Papu pom pom bhai. Congratulations pralu bhai From Sraj creation
ବହୁତ ସୁନ୍ଦର ଲାଗୁଛି ଗୀତ
Bhai...pura mast heichi 😂❤ emti song sabu aana...market khali uthiba padiba
Kn kala ma tame nice 👍👍👍
UA-cam ରୁ କିଏ ଦେଖୁଚ ଲାଇକ୍ କର😅😅😂😂
ବାଲେଶ୍ବରରୁ କିଏ ଦେଖୁଚ ଲାଇକ କର
❤❤
ଯାଜପୁର ରୁ କିଏ ଦେଖୁଛ ଲାଇକ କର 😅🎉😅
Jajpur Road ru
Vala heichi song ta bro nice . What a song.😮
❤❤❤❤🎉🎉🎉
Superb se uperb
Laguchhi song ta 2024-25 ra best song heiki bahariba ❤
❤️ from keonjhar
Bhai ra
Superb Ete Barsha pare surrender hela Bhai phul dhamakdar re
Awesome !!! Great 👍
Maja laagiba vdo ta bhalse kariba prlaya music
Sure sure
Are are 🥰
Gimu taka gumu taka best laguchi😂
baibhav tum fan
👌👌👌👌👌👌👌👌
Hit song ❤
😍☺️🙏🏻
Pralaya bhai redy au 😂😂😂😂
Thank you