ଏ ନବୀନ ସରକାର ଲୋକଙ୍କୁ ହଇରାଣ କରୁଛି MP Aparajita Sarangi Cha Khati || VK Pandian - Naveen Patnaik

Поділитися
Вставка
  • Опубліковано 16 вер 2024
  • ନବୀନ ବାବୁ ମତେ ଯେତେ ହଇରାଣ କରିବେ ମୁଁ ସେତେ ଜୋରେ କାମ କରିବି Bhubaneswar MP Aparajita Sarangi Cha khati

КОМЕНТАРІ • 305

  • @basantsethy1822
    @basantsethy1822 8 місяців тому +4

    Dhanyavad mam

  • @jyotiranjanbarik8665
    @jyotiranjanbarik8665 8 місяців тому +22

    ଅତ୍ୟନ୍ତ ପ୍ରିୟ ନେତ୍ରୀ ଅପରାଜିତା ମହୋଦୟା ଙ୍କୁ ମୋର ସାଦର ଶୁଭେଚ୍ଛା । ଆପଣ ଙ୍କ ତ୍ୟାଗ ପୂର୍ଣ ମନୋଭାବ ଯୋଗୁଁ ଆପଣ ନିଶ୍ଚିତ ଭାବେ ଏହାର ମୂଲ୍ୟ ପ୍ରାପ୍ତ ହେବେ । ମୁଁ ଓ ମୋର ସମସ୍ତ ସହଯୋଗୀ ସର୍ବଦା ଆପଣ ଙ୍କ ସହ ଅଛୁ । ଆମ୍ଭେମାନେ କୌଣସି ଦଳ କୁ ବିଚାର ନ କରି ଆପଣ ଯେଉଁ ଦଳ ରେ ଥାନ୍ତୁ ନା କାହିଁକି ଆମେ ଆପଣ ଙ୍କୁ ହିଁ ସମର୍ଥନ କରିବୁ ।। ଜୟ ଜୟ ଜଗନ୍ନାଥ

  • @sridharsahoo8159
    @sridharsahoo8159 8 місяців тому +34

    ମାଡାମ ଆପଣଙ୍କ ସହିତ ଲୋକ ଅଛନ୍ତି ଆପଣଙ୍କୁ ଭଲ ପାଉଛନ୍ତି ଆପଣ ଭଲ କାମ କରୁଛନ୍ତି ଆପଣଙ୍କ ପଛରେ ଲୋକ ଅଛନ୍ତି ଆଉ ଜଗତର ନାଥ ଜଗନ୍ନାଥ ଅଛନ୍ତି 🙏🙏

  • @upendranathswain2022
    @upendranathswain2022 8 місяців тому +15

    ପଥ କଣ୍ଟକିତ କିନ୍ତୁ ଭବିଷ୍ୟତ ଅତ୍ୟନ୍ତ ଉଜ୍ବଳ l ସଫଳତାର ସୂର୍ଯ୍ୟ ଉଦୟ ହେବାକୁ ଯାଉଛି l ଜଣେ ସ୍ୱଚ୍ଛ ଓ ସାହସୀ ମହିଳାଙ୍କୁ ପରାଜୟ କେବେ ସ୍ପର୍ଶ କରି ପାରିବନି l ଜୟ ଜଗନ୍ନାଥ l

  • @sarojkumarnayak9448
    @sarojkumarnayak9448 8 місяців тому +55

    ଅପରାଜିତା ମାଡାମ ଙ୍କ ସହିତ କୌଣସି ରାଜନୈତିକ ନେତା ନାହାନ୍ତି ତାଂକ ସହିତ ସମକକ୍ଷ ହେବାପାଇଁ। ଓଡିଶା କୁ ସୁସ୍ଥ ଶାସନ ପାଇଁ ମୁଖ୍ୟମନ୍ତ୍ରୀ ହିସାବରେ ଅପରାଜିତା ମାଡାମ ଙ୍କ ପରି ଦକ୍ଷ ନେତ୍ରୀ ଦରକାର। ଜୟ ଶ୍ରୀ ଜଗନ୍ନାଥ, ଜୟ ଅପରାଜିତା ମାଡାମ 🙏🙏

    • @baikunthabehera3971
      @baikunthabehera3971 8 місяців тому +1

      Swadhhinatara pare mandhhya gotia odia bhala netatia dhekhibaku millilani . Khali bidhesi .

    • @sarojkumarnayak9448
      @sarojkumarnayak9448 8 місяців тому

      @@baikunthabehera3971 ପରିବାରର ଉନ୍ନତି ତଥା ସୁପରିଚାଳନା ପାଇଁ କେବଳ ଗୋଟିଏ ଭଲ ବୋହୁର ଆବଶ୍ୟକତା ଅଛି ଏଥିରେ ଅଣୁ ମାତ୍ର ସନ୍ଦେହ ନାହିଁ।

    • @RajendraRajendra-di4uk
      @RajendraRajendra-di4uk 8 місяців тому

      Shree mae, 🐄

    • @ashwinisahu6584
      @ashwinisahu6584 8 місяців тому +1

      APARAJITA ZINDABAD 🎉

    • @ashwinisahu6584
      @ashwinisahu6584 8 місяців тому +1

      Aparajita CM CANDINATE of odisha 🎉

  • @sumimurmuofficial
    @sumimurmuofficial 8 місяців тому +31

    2024 ray only aparajita bijay ❤💯💯

    • @baikunthabehera3971
      @baikunthabehera3971 8 місяців тому +1

      DHEKHAJAU KANHA HAUCHI . ODIA NKU KEBALL MAGANHA BHAT DALAMA DHEIDHELE KHELLA KHATAM .AAU KANHA SWABHIMAN ACHHI ....JAHA KARIBS 2024

    • @ashwinisahu6584
      @ashwinisahu6584 8 місяців тому +1

      BJD MADUA SARKAR GUNDARAJ KARIKI DEMOCRACY HATYA KARUCHHI 🎉🎉

  • @RABINDRAKUMARRAUT
    @RABINDRAKUMARRAUT 8 місяців тому +30

    ଜୟ ଶ୍ରୀରାମ, ଓଡ଼ିଶାର ବି ଜେ ପି ସରକାର ୨୦୨୪ ରେ ହେବ ।

  • @raghumaninayak9593
    @raghumaninayak9593 8 місяців тому +28

    ଠିକ କଥା କହୁଛନ୍ତି ମାମ ସେଥିପାଇଁ ଧନ୍ୟବାଦ

  • @KARUNABhuyan-q7b
    @KARUNABhuyan-q7b 7 місяців тому +1

    ପ୍ରଭୂ ଶ୍ରୀ ଜଗନ୍ନ।ଥଙ୍କ ମୁଁ ପ୍ରଥନା କରୁଚି ପ୍ରଭୁ ଶ୍ରୀ ଜଗ ନ୍ନାଥ ଆପଣ ଆପଣଙ୍କର ଶୁଭ କାମନା ହଉ ଫୁଟିବ ପଦ୍ମ ଫୁତିବ❤❤🙏🙏🙏🙏

  • @harekrushnapagal1405
    @harekrushnapagal1405 8 місяців тому +3

    ଜୟ ଜଗନ୍ନାଥ ଜୟ
    ଜୟ 2024 ସାରା ଓଡ଼ିଶା ରେ ମୁଖ୍ୟମନ୍ତ୍ରୀ ହେଵେ ରାମରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ରେ ମା ଅପରାଜିତା ଦୂର୍ଗା ମାତା ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ

  • @nilendrisahoovlogs312
    @nilendrisahoovlogs312 8 місяців тому +8

    Pure ସତକଥା ଅପରାଜିତା mam CM ହେଲେ ଓଡ଼ିଶା ବହୁତ୍ devlop କରିବ।But ନବୀନ ଥିଲା ପର୍ଯ୍ୟନ୍ତ ଅସମ୍ଭବ ଲାଗୁଛି 😊

  • @SatrughanNayak-qf1rt
    @SatrughanNayak-qf1rt 8 місяців тому +16

    ଭାଡ଼ାଟିୟା ନେତାଙ୍କୁ ଓଡ଼ିଶାରୁ ବିଦା କରିବା, ପ୍ରଦେଶରୁ ବିଜେଡି ସରକାରକୁ ହଟେଇବା ଚବିଶ ବର୍ଷ ହେଲା ଦେଖିଲେ ଓଡିଶାରେ ମଦ ଆଉ ଦୁର୍ନୀତି ର ବିକାଶ ହୋଇଚି ଗରିବଙ୍କଉନ୍ନତି ହୋଇପାରିଲା ନାହିଁ, ଏଣୁ ଆମେ ସମସ୍ତେ ମିଶି ସରକାର୍ ବଦଳିବା

  • @KARUNABhuyan-q7b
    @KARUNABhuyan-q7b 7 місяців тому +1

    ପ୍ରଭୂ ଶ୍ରୀ ଜଗ୍ନାଥଙ୍କ ମୁଁ ପ୍ରଥନା କରୁଚି ପ୍ରଭୁ ଶ୍ରୀ ଜଗ ନ୍ନାଥ ଆପଣ ଆପଣଙ୍କର ଶୁଭ କାମନା ହଉ

  • @MbR35965
    @MbR35965 8 місяців тому +3

    Thank you ma'am....

  • @GSSahu-yx4em
    @GSSahu-yx4em 8 місяців тому +4

    Aparajita madam only one candidate for next election Odisha CM 🙏

  • @manojkumarnayak5949
    @manojkumarnayak5949 8 місяців тому +11

    ଜୟ ଜଗନ୍ନାଥ ସ୍ୱାମୀ ଙ୍କ କୃପା ଥାଉ 2024

  • @birabhadrabehera1476
    @birabhadrabehera1476 8 місяців тому +9

    Madam you are a great leader in our odisha.

  • @KushaRaut-eg1yr
    @KushaRaut-eg1yr 8 місяців тому +4

    ❤❤❤❤thanks medam ji

  • @bikramsandha8038
    @bikramsandha8038 8 місяців тому +5

    ମାଡ଼ିଚାଲ , ଜୟ ଜଗନ୍ନାଥ।

  • @niranjanbehera9276
    @niranjanbehera9276 8 місяців тому +2

    Thank you ma

  • @sanjayadas6120
    @sanjayadas6120 8 місяців тому +4

    ଆପଣଙ୍କ ଭଳି ମୁଖ୍ୟ ମନ୍ତ୍ରୀ ଦରକାର୍ ଅଛି ଆଜି ଆମ ଓଡ଼ିଶା ପାଇଁ

  • @anilpatanaik1246
    @anilpatanaik1246 8 місяців тому +2

    You are future of odisha

  • @gyanabratamohanty4219
    @gyanabratamohanty4219 8 місяців тому +3

    ଈଶ୍ୱର ନିଶ୍ଚୟ ଅଛନ୍ତି, ସେ ସବୁ ଦେଖୁଛନ୍ତି | ଓଡିଶା ଓ ଓଡ଼ିଆଙ୍କ ଉନ୍ନତିର ଆଶା ଆକାଂକ୍ଷା ନିସ୍ଵାର୍ଥପର, ତେଣୁ ନିଶ୍ଚୟ ପୂରଣ ହେବ 🙏🙏🙏

  • @kshirodgiri4311
    @kshirodgiri4311 8 місяців тому +2

    U R the best. Candidate for CM of odisha

  • @harekrushnapagal1405
    @harekrushnapagal1405 8 місяців тому +3

    ଜୟ ଜଗନ୍ନାଥ ଜୟ
    ଜୟ ମା ଅପରାଜିତା ଦୂର୍ଗା ମାତା ଜୟ

  • @basantibalapanigrahi5289
    @basantibalapanigrahi5289 8 місяців тому +2

    You are capable lady.

  • @magunicharansahu9749
    @magunicharansahu9749 8 місяців тому +1

    Many many Thanks God bless you

  • @PrasantaSwain-be5ik
    @PrasantaSwain-be5ik 8 місяців тому +2

    Thank you mam.mora anubhuti apana education department thilabele education system bhalathila.

  • @bruceleegaming4695
    @bruceleegaming4695 8 місяців тому +4

    Really odisha ku Aparajita mam darakar

  • @ajaybehera188
    @ajaybehera188 8 місяців тому +5

    Vote4bjp❤❤

  • @lilibarik5300
    @lilibarik5300 8 місяців тому +8

    Aparajita madam is right candidate for odisha CM........ Jai shree Ram Jai modi Ji Maharaj jaii Hindustan.....

  • @dwitikrushnamishra6164
    @dwitikrushnamishra6164 8 місяців тому +2

    Congratulations for 2024🎉❤

  • @dilliprout4912
    @dilliprout4912 8 місяців тому +1

    Nice speech Madam. We want to see you as next CM of Odisha. Best wishes.

  • @user-hh2dv5hx6x
    @user-hh2dv5hx6x 8 місяців тому +1

    Great. Political. Great. Mam. Are. You. Great

  • @rashmibijaykumarmishra5543
    @rashmibijaykumarmishra5543 8 місяців тому +1

    Aparajita Sarangi Ma'am
    Odisha s CM in 2024-2029

  • @user-hh2dv5hx6x
    @user-hh2dv5hx6x 8 місяців тому +2

    Thnku. Mam. Good. Tea. Adbitase

  • @mangulidehuri5553
    @mangulidehuri5553 8 місяців тому +1

    ମହିଷାମର୍ଦୀନି ମହିଷାସୁର କୁ ବନ୍ଧ କରିବା ପାଇଁ ଦେବାଦେବୀଙ୍କୁ ଏମିତି ଭାବରେ ଅସ୍ତ୍ରଶସ୍ତ୍ରର ସହଯୋଗ ଲୋଡିଥିଲେ 🤜🤛

  • @harekrushnapagal1405
    @harekrushnapagal1405 8 місяців тому +3

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ ସବୁ ତୁମ ଇଛା ମହାବାହୁ କାଳିଆ ସାଆନ୍ତେ ସବୁ ତୁମ ଇଛା ମହାବାହୁ ଜୟ
    ଜୟ ମା ଅପରାଜିତା ଦୂର୍ଗା ମାତା ଜୟ
    ଯାହାର ପରାଜୟ ନାହିଁ
    ଜୟ ସେ ହିଁ ଅପରାଜିତା ଦୂର୍ଗା ମାତା ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ

  • @harekrushnapagal1405
    @harekrushnapagal1405 8 місяців тому +2

    ଜୟ ଜୟ ଜୟ ଜଗନ୍ନାଥ ଜୟ ଜୟ ଜୟ
    ଜୟ ମା ଅପରାଜିତା ଦୂର୍ଗା ମାତା ଜୟ
    ହରି ହରି ହରି ହରି ହରି ଵେ।ଲ୍ ଜୟ ଜୟ ଜୟ ଜୟ ଜୟ
    ସେଥିପାଇଁ ସାରା ଓଡ଼ିଶା ଵାଶି ଯଦି ସବୁବେଳେ ଶାନ୍ତିରେ ସରଖ୍ୟାରେ ରହିଵ ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ରେ ରୁହ ଏକ ହୁଅ ଆଗେଇ ଆସ ଆମ ମା ଅପରାଜିତା ଦୂର୍ଗା ମାତା ଙ୍କୁ 2024 ରେ ଓଡ଼ିଶା ରେ ମୁଖ୍ୟମନ୍ତ୍ରୀ କରି ସାରା ଓଡ଼ିଶା ଵାଶି ଙ୍କୁ ଶାନ୍ତି ରେ ସୁରକ୍ଷା ରେ ରଖୀବା
    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ

  • @rabindrakumarmohapatra8182
    @rabindrakumarmohapatra8182 8 місяців тому +14

    Many Many Thanks Mam.You are Blessed with Bright future & Service of common man by mercy of Lord Jagannath.

  • @simanchalmaharana3252
    @simanchalmaharana3252 8 місяців тому +4

    Jay ho, our next Chief Minister of odisha 🙏🙏🙏

  • @JaiUtkalaMaa
    @JaiUtkalaMaa 8 місяців тому +11

    ଅପରାଜିତା ଓଡ଼ିଶାର ମୂଖ୍ଯ ମନ୍ତ୍ରୀ ହେଲେ ପାଣ୍ଡୁ ଗାଣ୍ଡୁ ଗେଣ୍ଡାଦଳିଆ ସବୁ ଜେଲ ଜିବେ ।ଯେମିତି ଯୋଗୀ ରାଜ୍ୟରେ ସବୁ ଗୁଣ୍ଡା ନିଜେ ନିଜେ ଜେଲରେ ରହିବାକୁ ଆସି ଗଲେ 😂

  • @parsuramnayak4093
    @parsuramnayak4093 8 місяців тому +1

    Many many thanks ,

  • @dr.kali.krushnasadangi3009
    @dr.kali.krushnasadangi3009 8 місяців тому +1

    Smt Aparajita Sadangi is right candidate for Odisha CM

  • @niranjanchoudhury365
    @niranjanchoudhury365 8 місяців тому +19

    Beautiful work

  • @prakash.donk.p7215
    @prakash.donk.p7215 8 місяців тому +15

    Welcome Aparajita mam as a chief minister 🌷🌷🌷🌷🌷

  • @RadhakantaDas-l3j
    @RadhakantaDas-l3j 7 місяців тому +2

    Aparajita mam my favorite🙏🙏🙏🙏

  • @batupanda
    @batupanda 8 місяців тому +3

    Cow family se urity and safety rule must be implemented and declared as national animal

  • @debidipali8549
    @debidipali8549 8 місяців тому +4

    Ek yese nari ho ap jinko ham dil se dhanyabad kartenhe isiliye jo hamare rajyaki adisha ki minister manya nabin patnayak bo ajtak odia language ko sahitarikese alochana nehi karpaye or apki odia language se kitni prem hai apki bhasan se pata lagjatahe dilse dhanyabad odisha basiki bhashase unki sath bath karpaye lekin hamare odisha ki sikhsit longonki bath kya kanhu yese angrejonko prem kartenhe unki bhashaonki utni prem kartenhe jese boltenhe har dilme hari sabd bahati madhur sunai detihe lekin angrejonki gulam bankar aj bhi gulami chaltihe kynuki gulam thhe na ajtak kese unko bhulenge dilse gulamiyonko dhanyabad apki dhoja or uper ude lekin firbhi yanha pehechan or peishaki log hotenhe jara longonki batose parichit hona bahat jaruri odisha me angreje kese ghuse ye batose ap bhale bhati parichit hai fir bhi jagannath jiki nm se dinki suruat karnese sab kusal mangal hogi jay bharat

  • @geophobicINDIA
    @geophobicINDIA 8 місяців тому +3

    Great leader

  • @raghubirdas7621
    @raghubirdas7621 5 місяців тому

    Aparijita madam you have learnt true politiics You are fitest person for CHIEF MINISTER in ODISA

  • @jugalkishoremahanta6870
    @jugalkishoremahanta6870 8 місяців тому +2

    Talent lady👍2024🎉

  • @prafullakumarsamantaray2493
    @prafullakumarsamantaray2493 8 місяців тому +1

    Jay Jagannath, Jay shreeRam.Apana agei chalantu.Ame Apanank sahita achhu.🎉🎉🎉

  • @pcsahoo5881
    @pcsahoo5881 8 місяців тому +4

    Aparajita sadangi should be the chief minister of odisha.

  • @mahendramahanta2273
    @mahendramahanta2273 8 місяців тому +2

    Jay Jagannath swami mahaprabhu

  • @bijaypasupalak4630
    @bijaypasupalak4630 8 місяців тому +13

    Beautiful

  • @user-qf2ek5dt2k
    @user-qf2ek5dt2k 7 місяців тому +2

    Thank medam

  • @prasannkumardash1951
    @prasannkumardash1951 8 місяців тому +1

    Prasann Kumar Dash
    Bedari. Kendrapada
    Om Jay Sri Jagannath
    Aparajitasarangi Nani muApankuNimantran
    Karuchi Apan Patkura 1 dayAsantu🌹🌹🌹
    YeGaribaBrahmanNimatran Karuchi

  • @sarojmohapatra5563
    @sarojmohapatra5563 8 місяців тому +1

    Only aparajita mam till now a gentle political leaders.may be others also but focusing now mam

  • @sasmitarani3453
    @sasmitarani3453 8 місяців тому +30

    Aparajita Ma'am is the best person in the world.🙏💐vote for only bjp 🌷.

    • @ranjankumarjena5752
      @ranjankumarjena5752 8 місяців тому

      😊😊😊😊😊😊😊😊😅😊

    • @U-AngryBird
      @U-AngryBird 8 місяців тому

      Naveena rahte isko Lana mumkin hi nahi na mumkin hai

  • @harekrushnapagal1405
    @harekrushnapagal1405 8 місяців тому +1

    ଜୟ ଜଗନ୍ନାଥ ଜୟ
    ପ୍ରଭୁ ଆମ ମା ଅପରାଜିତା ଦୂର୍ଗା ମାତା ଙ୍କୁ କେ।ଟି କେ।ଟି ପରମାୟୁ ଦିଅନ୍ତୁ
    ଆଗାମୀ ଦିନରେ 2024 ରେ ଓଡ଼ିଶା ରେ ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ରେ ମୁଖ୍ୟମନ୍ତ୍ରୀ କରି ଓଡ଼ିଶା ରେ ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ର ଜୟ ଜଗନ୍ନାଥ କରି ସାରା ଓଡ଼ିଶା ଵାଶି ଙ୍କୁ ଶାନ୍ତି ରେ ସୁରକ୍ଷା ରେ ରଖ
    ମହା ଵାହୁ

  • @ramakantnayak9573
    @ramakantnayak9573 8 місяців тому +1

    Thanks to Mam.

  • @Sankirtanpunji-td4qg
    @Sankirtanpunji-td4qg 8 місяців тому +3

    Modi...ji...ki..Jaya...ho

  • @RadhakantaDas-l3j
    @RadhakantaDas-l3j 7 місяців тому +3

    Aparajita mam next cm of odisha 🇮🇳🇮🇳🇮🇳🙏🙏🙏

  • @runidie7593
    @runidie7593 8 місяців тому +2

    ମାଡାମ ଆପଣ ଭଲ right katha kahuchhnti ame achhu aapn nk pakhare jay jaganath

  • @harekrushnapagal1405
    @harekrushnapagal1405 8 місяців тому +2

    ଜୟ ଜଗନ୍ନାଥ ଜୟ
    ଯେତେ ବେଳେ ମହିଶା ସୁର ର ଅନ୍ୟାୟ ଅତ୍ୟାଚାର ପାପ ଦେଶ ଦୂହି ଗୁଣ୍ଡ ରାଜା ଅଧମ ରାଜନେତା କୁସାସନ ଶରକାର ଗୃହ ସତୃ ଆତଙ୍କବାଦୀ କଳାବଜାରୀ ଜଵନ କଂସେଇ ଚଣ୍ଡାଳ ଘୁସପେଟା ରୁହିଙ୍ଗିଆ ପାପି ଅନ୍ୟାୟ ଅତ୍ୟାଚାରି ମିସିନାରି ଅସୁର କୁକୁର ଘୁଷୁରୀ ଗଧ ସବୁ ଅଖାଦ୍ୟ ଅନାଜ୍ୟ ମାନଙ୍କୁ ବିନାଶ କରି
    ଧର୍ମ ର ଜୟ ଜଗନ୍ନାଥ କରିଥିଲେ ସାରା ବିଶ୍ବ କୁ ଶାନ୍ତି ରେ ସୁରକ୍ଷା ରେ ରଖୀଥୀଲେ
    ଠିକ୍ ସେହିପରି ଏ କଳୀ ଯୁଗରେ ଵିନାଶ ହେବ ଏ ଓଡ଼ିଶା ର 25 ବର୍ଷ ର ରାବଣ ଦୂତ ରାଷ୍ଟ୍ର ଗେଣ୍ଡା ଦଳୀଆ ଅଣ ଓଡ଼ିଆ ଅସୁର ପାଣ୍ଡିଆ ପାଣ୍ଡୁ ଗେଣ୍ଡୁ ପାଣ୍ଡ ଅଣ ପାଣ୍ଡୁଆ ଅଣ ସରକାର ଗେଣ୍ଡା 🐌 ଦଳୀଆ ଅଣ ଓଡ଼ିଆ ତାମିଲି ଅସୁର ଙ୍କର ଅନ୍ୟାୟ ଅତ୍ୟାଚାର ପାପ ଦେଶ ଦୂହି ଗୁଣ୍ଡ ରାଜା ଅଧମ ରାଜନେତା କୁସାସନ ଶରକାର ଗୃହ ସତୃ ଆତଙ୍କବାଦୀ କଳାବଜାରୀ ସୀମା ଟପି ଗଲାଣି
    ସାରା ଓଡ଼ିଶା କୁ ମଦୁଆ ରାଆଣ୍ଡୁଆ କରି ଵରଵାଦ୍ କରି ଦେଲେଣି ଓଡ଼ିଶା ରେ 10 ବର୍ଷ ର ପିଲା ମଦ ପିଇ ନିଜର ପରିବାର କୁ ଵରଵାଦ୍ କରିଦେଉଛି
    ଗେଣ୍ଡା 🐌 ଦଳୀଆ ଅଣ ଓଡ଼ିଆ ସରକାର ର ସଵୁ ନେତା ମନ୍ତ୍ରୀ ଅଫିସର ବାବୁ ପ୍ରସାସନ୍ କ୍ରର୍ମଚାରିମାନେ କିରାଣି 25 ବର୍ଷ ହେଲା ଓଡ଼ିଶା ରେ ସବୁ କ୍ଷେତ୍ରରେ ଲାଞ୍ଚ ପିସ୍ କାରବାର ଦୃନିତି କରି ଓଡ଼ିଶା ଵାଶି ଙ୍କୁ ବରବାଦ୍ କରି ଦେଲେଣି
    ସେଥିପାଇଁ ଓଡ଼ିଶା ରେ 25 ବର୍ଷ ଅନ୍ୟାୟ ଅତ୍ୟାଚାରି ଅସୁର ଅଣ ଓଡ଼ିଆ ସରକାର ଙ୍କୁ ଵିନାଶ କରି ଧର୍ମ ର ଜୟ ଜଗନ୍ନାଥ କରିବା ପାଇଁ
    ମା ଅପରାଜିତା ଦୂର୍ଗା ମାତା 2024 ରେ ଓଡ଼ିଶା ରେ ମୁଖ୍ୟମନ୍ତ୍ରୀ ହେଵେ ସାରା ଓଡ଼ିଶା ଵାଶି ଙ୍କୁ ଶାନ୍ତି ରେ ସୁରକ୍ଷା ରେ ରଖୀବେ
    ଆମ ଜଗତର ନାଥ ଜୟ ଜଗନ୍ନାଥ ସୁନାର ଓଡ଼ିଶା ଦେଶ ହସି ଉଠିବ
    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ ସବୁ ତୁମ ଇଛା ମହାବାହୁ କାଳିଆ ସାଆନ୍ତେ ସବୁ ତୁମ ଇଛା ମହାବାହୁ ଜୟ
    ପ୍ରଭୁ ଦୃଷ୍ଟ ଵିନାଶି ଶନ୍ତ ପାଳୁ ତୁମେ ନାଥ ପରମ ଦୟାଳୁ ମହାଵାହୁ ଜୟ
    ସେଥିପାଇଁ ସାରା ଓଡ଼ିଶା ଵାଶି ଙ୍କୁ ଜଗତର ନାଥ ଜୟ ଜଗନ୍ନାଥ ଙ୍କ ନିୟମ ରହିଲା 2024 ରେ ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ର
    ମା ଅପରାଜିତା ଦୂର୍ଗା ମାତା କୁ ଆମ ମା ଲକ୍ଷ୍ମୀ ଠାକୁରାଣୀ ଙ୍କ ପ୍ରିୟ ଫୁଲ ପଦ୍ମ ଓ ଭାରତ ମାତା ର ଜାତୀୟ ଫୁଲ ପଦ୍ମ ଫୁଲ ରେ ଭୁଟ୍ VOTE ଦେବ ନିଶ୍ବାର୍ଥ ପର ଭାବରେ

    • @Save_Odisha_from_looters
      @Save_Odisha_from_looters 8 місяців тому

      @harekrushnapagal1405 Sir.. ବହୁତ୍ ବହୁତ୍ ଧନ୍ୟବାଦ୍

  • @brajabandhusahu7370
    @brajabandhusahu7370 8 місяців тому +1

    You should have the quality to become the next CM of odisha

  • @rabishankarbabu9797
    @rabishankarbabu9797 8 місяців тому +4

    Aprajita the great

  • @bipinamallik2803
    @bipinamallik2803 8 місяців тому +1

    Jaya Sree Jagannatha Swami Jaya Sansad Aparajita Madam Appana Bhubaneswarara Sansad Nabeen Patnayaknka Odisara Charikotti Odiankar Mukhiya

  • @KeshabcharanMishra
    @KeshabcharanMishra 8 місяців тому

    ଆପଣଙ୍କୁ ଯେତେ ବାଧା ଦେବେ ବିରୋଧୀ.... ଜନମତ ଆପଣଙ୍କ ସପକ୍ଷରେ ଯିବ... ଆପଣଙ୍କ ବହୁତ ଲାଭ ହେବ. ଆଗକୁ ମାଡି ଚାଲନ୍ତୁ 👍👍👍

  • @RaghunathJena-z6l
    @RaghunathJena-z6l 7 місяців тому +1

    Very nice mama😊😊❤❤❤

  • @promadamishra1397
    @promadamishra1397 8 місяців тому

    ଓଡିଆ ଙ୍କ ଦୁର୍ଭାଗ୍ଯ ଯେ ତାମିଲ ନ ହେଲେ ବିହାରି ଆସି ଓଡିଶା ଲୋକଙ୍କୁ ଜ୍ଞାନ ପଢେଇବେ।ଅତ୍ଯନ୍ତ ଅହଂକାରୀ କ୍ଷମତା ଲୋଭୀ ମହିଳା ପ୍ରଶାସନିକ ଅଧିକାରୀ ଥାଇ ଲୋକଙ୍କ ସେବା କରିବାରେ ଅସୁବିଧା କେଉଁ ଠି ଥିଲା।କେବଳ କ୍ଷମତା ଓ ଅର୍ଥ ଲାଳସା ଲାଗି ଏତେ ଅଭିନୟ।

  • @sudhirthakur2175
    @sudhirthakur2175 8 місяців тому +1

    Thanks Mam 🙏

  • @abinashtarai6067
    @abinashtarai6067 8 місяців тому +7

    Always Aparajita Mam 👍💪🚩

  • @stitirout5038
    @stitirout5038 8 місяців тому +2

    Thats your power mam.32platune police nka power ama Aparajita mam nka pakhe vabantu bjd apankanku kte dare.apna pls bjd agaist re cm postre ladhantu.all odia support U

  • @artatranbehera5244
    @artatranbehera5244 8 місяців тому +4

    Jaya Modi
    Jaya BJP
    Jaya Bharat
    Jaya Aparajita mam

  • @romykld6766
    @romykld6766 8 місяців тому +4

    She is a good orator.

  • @MrSwarajdas
    @MrSwarajdas 8 місяців тому +1

    ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ହଟାଇବା ଅସମ୍ଭବ ଅପରାଜିତା ଆମର ଦରକାର ନାହିଁ

  • @bijayrout6288
    @bijayrout6288 7 місяців тому +1

    JAGANNATH BLESS YOU MADAM JI

  • @ashwinisahu6584
    @ashwinisahu6584 8 місяців тому +1

    JAY MODIJI JAY APARAJITA MAM
    JAY BJP

  • @Nira141
    @Nira141 8 місяців тому +1

    Aparajita madam No -1 BJP

  • @KeshabcharanMishra
    @KeshabcharanMishra 8 місяців тому +1

    ଅପରାଜିତା ମାଡାମ ଙ୍କର ବିକଳ୍ପ ନାହିଁ. ସେ ଯାହା କୁହନ୍ତି ତା ଠୁ ଅଧିକ କରନ୍ତି. ଏହା ମୁ ନିଜେ ଦେଖିଛି

  • @jalandharpalei5965
    @jalandharpalei5965 8 місяців тому +3

    Jay bjp

  • @vasundharaofficial
    @vasundharaofficial 8 місяців тому +1

    TQ madam total odisha poda jatra korantu.. please please odisha basi just one time bjd hatao odisha ku kichi nuva hebo

  • @reshmasahoo53
    @reshmasahoo53 8 місяців тому +2

    I LOVE BJP.........................................BJD ..HATA..............

  • @basantanaik1891
    @basantanaik1891 8 місяців тому

    Aprajita madam Zindabad

  • @santosinimishra5167
    @santosinimishra5167 8 місяців тому +3

    Madam, we many ladies with you. Don't worry. But I request for think about the truth ladies without giving any wrong statement without analysis. Your work is very appreciable.

  • @mikupanda6805
    @mikupanda6805 8 місяців тому

    Next cm aparajita madam heba darkar

  • @chanchalpatnaik7311
    @chanchalpatnaik7311 8 місяців тому

    Next cm Aparajita mam.🙏

  • @ajaysamal1195
    @ajaysamal1195 8 місяців тому

    Jay jagannath jay Aparajita mam 🙏🙏🙏🙏🙏🙏

  • @ashoksahu6803
    @ashoksahu6803 8 місяців тому +6

    ଆଉଥରେ ନୁହେଁ ସବୁେବେଳ ଅପରାଯିତା ❤

  • @trilochanpatnaik6321
    @trilochanpatnaik6321 8 місяців тому

    ଓଡ଼ିଶାବାସୀ ବିଚାର କରିବେ ବୋହୁ ନିଜର ନା ଜୋଇଁ ନିଜର? ବୋହୂ କହିବ ଓଡ଼ିଶାବାସୀ ତାର ପରିବାର ଲୋକେ। କିନ୍ତୁ ଓଡ଼ିଶାର ଜୋଇଁ କହିବ କି ଓଡ଼ିଶାବାସୀ ତାର ପରିବାର ବୋଲି। ଓଡ଼ିଶାର ସବୁ ଭୋଟର ଭାଇ ଭଉଣୀ ମାନେ ବିତାର କରିବେ।

  • @KandarpakumarsahuSahu
    @KandarpakumarsahuSahu 8 місяців тому +3

    Jay jagannath swami , jay BJP jindabad

  • @basantibalapanigrahi5289
    @basantibalapanigrahi5289 8 місяців тому +1

    Madam please come to Berhampur ,I will join with you
    I am Dr.Basanti.

  • @Save_Odisha_from_looters
    @Save_Odisha_from_looters 8 місяців тому +1

    ଗେଣ୍ଡାଦଳିଆ ଗୁଡ଼ିକ ଘୁସୁରୀ ଏବଂ ପାଣ୍ଡୁ ର ଗୃହପାଳିତ ଲଜ୍ଜାଜନକ ପଶୁ !!! ହିନ ସ୍ୱାର୍ଥ ପାଇଂ ନିଜର ମା ଆଉ ମାତୃଭୂମି ବିକୁଛି !!!

  • @deepaknayak635
    @deepaknayak635 8 місяців тому

    Our best upcoming cm

  • @user-mj9lz6mp5v
    @user-mj9lz6mp5v 8 місяців тому +2

    Aparajita mam acting in stage is very good

    • @asitpattnaik9901
      @asitpattnaik9901 8 місяців тому

      Tame full chhodi pakeicha desa pain😊😅😅

  • @Save_Odisha_from_looters
    @Save_Odisha_from_looters 8 місяців тому +1

    ହିନ୍ଦୁ ଦେବା ଦେବୀଙ୍କ ଲାଗି ଆମ ପୁର୍ବ ପୁରୁଷ ବିଧର୍ମୀମାନଙ୍କ ସହ ଲଢେଇ କରି ଜୀବନ ଦେଇ ଥିଲେ ।
    ଗେଣ୍ଡାଦଳିଆ ଓଡ଼ିଆ ଜତିଲାଗି କଳଂକ । ଓଡ଼ିଶାର ସବୁ ସମ୍ମାନ ନଷ୍ଟ କରି, ମଦର ବନ୍ୟା କରି, ଜମି ଖଣି ସବୁ ଲୁଟି ଏବେ ପାଣ୍ଡୁ ଓଡିଶାର ମନ୍ଦିର ଉପରେ ଆଖି ପକେଇଚି ।
    ବୀର ଓଡ଼ିଆ ଏହାର ଜବାବ ଦେବେ ।ତାମିଲ ମାନଙ୍କର ସମୁଳ ନାଶ କରିବେ ।

  • @samirkumarnayak2975
    @samirkumarnayak2975 8 місяців тому

    Future chief minister of odisha

  • @soumyajeetmahanta9953
    @soumyajeetmahanta9953 8 місяців тому +1

    ଆପଣଙ୍କ ସମୟରେ ହିଁ GS posting ହୋଇଥିଲା