Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
Bahut bhalo lagila sir thank u
Thank you
Bahut bhala lagila sir mui Chess deithili chadichi
Ok thank you
ସାର୍ ଆପଣ ଗୋଟେ whatsaap ଗ୍ରୁପ୍ ଖୋଲନ୍ତୁ ଯେଉଁଠି ଆମେ ରୋଗ ର ଫୋଟୋ କିମ୍ବା ଭିଡ଼ିଓ କରି କି ଆପଣଙ୍କୁ ଦେଖାଇ ପାରିବୁ ଆପଣଙ୍କୁ ମଧ୍ୟ ବୁଝିବା ପାଇଁ ସମସ୍ୟା ହେବା ନାହିଁ। ଧନ୍ୟବାଦ୍ ଦୟାକରି ମୋ କଥା କୁ ଟିକେ ଗୁରୁତ୍ବ ଦେବେ ସାର୍।🙏🙏🙏
Trycyclozole 75wpNativo
Very nice sir
Thanks and welcome
ସାର୍ ଧାନ ପତ୍ର ହଳଦିଆ ହୋଇଛି
ଧାନ ଫସଲ ରେ ଜୀବାଣୁ ଜନିତ ପତ୍ର ପୋଡ଼ା ରୋଗ ଲାଗିଛି।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଫସଲରେ Potash ସାର ଏକର ପ୍ରତି 12kg ସହିତ ଜୈବିକ ସାର BIOZYME ବା SAGARIKA Z+++ ଏକର ପ୍ରତି 10kg ହିସାବରେ ପ୍ରୟୋଗ କରନ୍ତୁ।Copper oxychloride 50%WP lit ପ୍ରତି 2.5gm ସହିତ Plantomycine lit ପ୍ରତି 1gm ହିସାବରେ ମିଶାଇ ସ୍ପ୍ରେ କରନ୍ତୁ।କିମ୍ବା Conika lit ପ୍ରତି 2gm ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।NPK 12:61:0 lit ପ୍ରତି 5gm ସହିତ 33%ZINC lit ପ୍ରତି 1gm ହିସାବରେ ସ୍ପ୍ରେ କରନ୍ତୁ।
Sir saaf fungicide leaf blast pain kama debaki
ଅଳ୍ପ କାମ ଦେବ
You are great sir...🙏 I love you sir
Patra pads pahi❤
Hexacanazol/nativo/trihexacanazol
ଧନ୍ୟବାଦ୍ ସାର୍ 🙏🙏
Sir ଫଳନ୍ତି ବାଇଗଣ ରେ ପୋକ ଆକ୍ରମଣ କରିଛନ୍ତି କଣ କଲେ ଭଲ ହୁଅନ୍ତା
Coragen drum ପ୍ରତି 7ml ବାNovaluron 5.25%+Indoxacarb 4.5% SC Lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Adma costidia
Agni
Sir kouta bholo hoba.... Galileo way custodia... amistar Top
ସବୁ ଭଲ କାମ ଦେଖାଇବ
Sar namaskar Kanda bindha roga pain kan kriba
ନମସ୍କାର ଆଜ୍ଞା
ବହୁତ ଭଲ ସୂଚନା ଆଜ୍ଞା,ଆଜ୍ଞା ମଘl ରେ କଣ ଦେଲେ ଭଲ ହେବ ଟିକେ ବତାଇ ଦିଅନ୍ତୁ
ଆଜ୍ଞା ମଘl ପାଇଁ ଟିକେ ବତାଇ ଦିଅନ୍ତୁ
ମଘା କଣ ଲେଖନ୍ତୁ ବୁଝି ହେଉନାହିଁ
@@krushisampadaGalmix
Sar tata taqat radomili gold mishike mula ra sprya kari pariba
ହଁ ସ୍ପ୍ରେ କରନ୍ତୁ
Mahisa rogare medicine dela pare, jami ru pani niskasan karideba katha ki,sir
Namaste Sir,Nakali DAP,potash ghare kipari paribesha karibu. Please, gote video upload warranty.
Dhanuka ra Godiwa spray karichi preventive lagi kama daba ki nahi sir
ନିଶ୍ଚିନ୍ତ
Angya juhar Bargarh ru leaf blast lagiche mui Validamycin+Hexaconazol deichen kam deba kni
Nei Kam die sir trycycolizal tike spray karantu
@@somyaranjanpanda5895 apan kenir
Sar mu niyaliru kahuchi sar gromar sar pana barajara pakai thile hala lata mula khai gala lata pachi chaluchi kan kariba
Taqat lit ପ୍ରତି 2gm ବାAmistar lit ପ୍ରତି 1ml ବାMetalaxyl 35%WS lit ପ୍ରତି 2gm ହିସାବରେ ମୂଳରେ drenching କରନ୍ତୁ।5ଦିନ ପରେ ଆଉଥରେ drenching କରନ୍ତୁ ଓ ସ୍ପ୍ରେ କରନ୍ତୁ
Sar latara age kamite bahariba kayu ousha da pakai ba
Sir Namaskar Excellent 👍👍👍👍
Sar pana lata ru patra pachike gali paduchi ba lata paci jauchi kan tata contap kucide humic acd michike speya kari pariba
Taqat lit ପ୍ରତି 2gm ବା Amistar top lit ପ୍ରତି 1ml ବାRidomil gold lit ପ୍ରତି 2.5gm ହିସାବରେ ମୂଳରେ drenching କରନ୍ତୁ ଓ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ପ୍ରୟୋଗ କରନ୍ତୁ
ସାର୍ ନମସ୍କାର
ନମସ୍କାର
ସାର୍ ମୋ ଧାନରେ ମହିସା ରୋଗ ଲାଗିଛି Astrole Azoxystrobin 18.2% Difenoconazole 11.4% ବ୍ୟବହାର କରିପାରିବି କି ଦୟାକରି ଜଣାଇବେ
Mancozeb+plantomycin+thyoernatemithyle spray karantu
ଧାନ ଗୁଡିକର ପତ୍ର ଗୁଡିକ ଶୁଖିଲା ପଡ଼ି ଯାଉଛି। ଏହାର ପ୍ରତିକାର ବତାନ୍ତୁ Sir।
ଜୀବାଣୁ ଜନିତ ପତ୍ର ପୋଡ଼ା ରୋଗ ଲାଗିଛି।Copper oxychloride 50%WP lit ପ୍ରତି 2.5gm ସହିତ Plantomycine lit ପ୍ରତି 1gm ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
❤👍
Advance hexaconozole + validamycin ଦେଲେ କିଛି କ୍ଷତି ହେବ କି?
ଧନ୍ୟବାଦ
ସାର୍, swarna ଧାନ ରୁଆ ସରିଛି ପିଲ ପାଇଁ କଣ କରିବାକୁ ହେବ।
Kalachampa dhana ରୁଆ ସରିଛି ପିଲ ପାଇଁ କଣ କରିବାକୁ ହେବ।
Fast uria, dap, potasha, diajaithila,kintu pila hauni. After 29day ago..
ବିଲରୁ ପାଣି ନିଗାଡି ଦିଅ ତାପରେ ୟୁରିଆ ଜିଙ୍କି ଦିଅ ଠିକ ହେଇଯିବ।
ଧାନ ପିଲ ଅବସ୍ଥାରେ ବା ଧାନ ରୋଇବାର 18-20 ଦିନରେ ପିଲ ସାର ପ୍ରୟୋଗ କରନ୍ତୁ।Urea ଏକର ପ୍ରତି 30-35kg ସହିତ Sagarika Z++ ବା Biozyme 10kg ମିଶାଇ ପ୍ରୟୋଗ କରନ୍ତୁ।NPK 12:61:0 lit ପ୍ରତି 5gm ସହିତ Zinc EDTA lit ପ୍ରତି 1gm ହିସାବରେ ସ୍ପ୍ରେ କରନ୍ତୁ।
sir barroz ଦାନାଦାର ପଡ଼ିବାର କେତେ ଦିନରେ କାମ କରେ। ଯଦି କାଣ୍ଡ ବିନ୍ଧା ପୋକ control ନହୁଏ ତାହେଲେ କି pestiside ପକାଇବା ଓ baroz ପକାଇବାର କେତେ ଦିନ ପରେ ପକାଇ ପାରିବା
Barroz ପ୍ରୟୋଗ ର 3 ଦିନ ମଧ୍ୟରେ କାମ ଦେଖାଏ।ଏହା ସହିତ Chlorontraniliprole 18.5%SC drum ପ୍ରତି 7ml ହିସାବରେ ସ୍ପ୍ରେ କରନ୍ତୁ।
@@krushisampada thanks sir
Sir ମୂଳରେ ଧଳା ଧଳା ଫିମ୍ପି ଦେଖା ଯାଉଛ ପତ୍ର ହଳଦିଆ ଦେଖା ଯାଉଛି କଣ spry କରା ଯିବ
Potash ସାର ଏକର ପ୍ରତି 12kg ପ୍ରୟୋଗ କରନ୍ତୁ।Amistar top lit ପ୍ରତି 1ml ବାCustodia lit ପ୍ରତି 1.5ml ବାAlexa ବା Valxtra lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ
Coperoxycloride
ସାର୍ ନମସ୍କାର, ରୋଇଲା ପରେ ଆମେ ଟାଟା ରାଲୀଗୋଲ୍ଡ କେଉଁ ସାର ସାଙ୍ଗରେ ପକେଇବା? ଫଞ୍ଜିସାଇଡ,ବିଷ କି ଦାନାଦର୍ ଏହା ସାଙ୍ଗରେ ପକେଇ ପାରିବ କି ନାହିଁ?Bio fertilizer ଆଉ microrhiza କେଉଁଟା ବେବହାର କରିବା ଭଳାହେବ ? ଦୁଇଟା ମିଶାଇ ପକାଇ ପାରିବା କି?
ମୂଳ ସାର ବା ପିଲ ସାର ରେ ମିଶାଇ ଦିଅନ୍ତୁ।
Sir namsakar 3012 kemti kete dina amal kemete
ଧାନ ରଇବାର୍ 40 ଦିନ ହୋଇଗଲା । Organic manure କ'ଣ ଦେଲେ ଭଲ ହେବ ?
Sagarika Z+++ ବା Biozyme ଏକର ପ୍ରତି 10kg ପ୍ରୟୋଗ କରନ୍ତୁ
Sir mu nativo maruchi but 50% kama dauchi au 50% kama dauni. Gacha pura blast hei podigalani
Potash ସାର ଏକର ପ୍ରତି 12kg ପ୍ରୟୋଗ କରନ୍ତୁ।Galileo way lit ପ୍ରତି 1.2ml ବାLuna Experience lit ପ୍ରତି 1ml ବାPulsor lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।
Marbel
Sir please number ta dia ntu
Cilpyrox fmc
Amistar Top
Cairo
Sar mui jafu de6 hebagn
ZAAFU ପତ୍ର ଛଦା ପୋଡ଼ା ରୋଗ କୁ ନିୟନ୍ତ୍ରଣ କରିଥାଏ।
Sir 🙏. Roiki 20 dina hoichi. Tali re valxtra mari thili. Fir b blast. Azoxystorbin difenoconazole mariparibiki. Ta sahita blb o fungal leaf blight pain kou composition spray kari paribi. Please suggest me sir 🙏.
ସାର ଟମାଟୋ ଚାଷ ବିଷୟରେ ଗୋଟେ ସମ୍ପୂର୍ଣ ଭିଡିଓ ବନାନ୍ତୁ କଉ ସମୟ ରେ କଣ କଣ ସାର ଦବା ଓ ତାର କେମିତି ଯତ୍ନ ନବା A ଠୁ Z ପୁରା ଡିଟେଲ ରେ ...... ଅପଣଂକ ଆପେକ୍ଷ ରେ...
Sir banki lagichhi au patra katuchhi kana debu please sir kahuna
Carbofuran 3G ଏକର ପ୍ରତି 12kg ବା Ferterra 4kg ପ୍ରୟୋଗ କରନ୍ତୁ
Puk mara misarchali ba kay sri
ସାର୍ ନସ୍ମକର ଦୟା କରି ସମ୍ନା ଲଟା ମୋ ଜମିରେ ପାଞ୍ଚ ଏକର ରେ ହୋଇଛି କେଉତ୍ରୁଣ ନାଶକ ମାରିଲେ ମାରିବା ଏ ବଙ୍ଗ ତାର ଡୋଜ ବତାଇ ବେ whtesap ରେ
ଧାନ ରୋଇ ବାର 25-30 ଦିନରେ 2,4D drum ପ୍ରତି 35ml ସହିତ Almix 1gm ମାଟି ଓଦା ଥିବା ସମୟରେ ସ୍ପ୍ରେ କରନ୍ତୁ।
Sir Namaskar 🙏 ଆପଣଙ୍କ ମୋବାଇଲ ନମ୍ବର ଟିକେ ଦିଅନ୍ତୁ
Tata Fujione
Nativo chaliba ki nai pls reply
ହଁ lit ପ୍ରତି 0.5gm ହିସାବରେ ସ୍ପ୍ରେ କରନ୍ତୁ।
Bayer nativo
Tricyclazole 75 plantomycin
Tricyclazole 75, streptoycline
Bahut bhalo lagila sir thank u
Thank you
Bahut bhala lagila sir mui Chess deithili chadichi
Ok thank you
ସାର୍ ଆପଣ ଗୋଟେ whatsaap ଗ୍ରୁପ୍ ଖୋଲନ୍ତୁ ଯେଉଁଠି ଆମେ ରୋଗ ର ଫୋଟୋ କିମ୍ବା ଭିଡ଼ିଓ କରି କି ଆପଣଙ୍କୁ ଦେଖାଇ ପାରିବୁ ଆପଣଙ୍କୁ ମଧ୍ୟ ବୁଝିବା ପାଇଁ ସମସ୍ୟା ହେବା ନାହିଁ। ଧନ୍ୟବାଦ୍ ଦୟାକରି ମୋ କଥା କୁ ଟିକେ ଗୁରୁତ୍ବ ଦେବେ ସାର୍।🙏🙏🙏
Trycyclozole 75wp
Nativo
Very nice sir
Thanks and welcome
ସାର୍ ଧାନ ପତ୍ର ହଳଦିଆ ହୋଇଛି
ଧାନ ଫସଲ ରେ ଜୀବାଣୁ ଜନିତ ପତ୍ର ପୋଡ଼ା ରୋଗ ଲାଗିଛି।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଫସଲରେ
Potash ସାର ଏକର ପ୍ରତି 12kg ସହିତ ଜୈବିକ ସାର BIOZYME ବା SAGARIKA Z+++ ଏକର ପ୍ରତି 10kg ହିସାବରେ ପ୍ରୟୋଗ କରନ୍ତୁ।
Copper oxychloride 50%WP lit ପ୍ରତି 2.5gm ସହିତ Plantomycine lit ପ୍ରତି 1gm ହିସାବରେ ମିଶାଇ ସ୍ପ୍ରେ କରନ୍ତୁ।
କିମ୍ବା Conika lit ପ୍ରତି 2gm ହିସାବରେ ସ୍ପ୍ରେ କରନ୍ତୁ।
7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
NPK 12:61:0 lit ପ୍ରତି 5gm ସହିତ 33%ZINC lit ପ୍ରତି 1gm ହିସାବରେ ସ୍ପ୍ରେ କରନ୍ତୁ।
Sir saaf fungicide leaf blast pain kama debaki
ଅଳ୍ପ କାମ ଦେବ
You are great sir...🙏 I love you sir
Thank you
Patra pads pahi
❤
Hexacanazol/nativo/trihexacanazol
Thank you
ଧନ୍ୟବାଦ୍ ସାର୍ 🙏🙏
Sir ଫଳନ୍ତି ବାଇଗଣ ରେ ପୋକ ଆକ୍ରମଣ କରିଛନ୍ତି କଣ କଲେ ଭଲ ହୁଅନ୍ତା
Coragen drum ପ୍ରତି 7ml ବା
Novaluron 5.25%+Indoxacarb 4.5% SC Lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Adma costidia
Agni
Thank you
Sir kouta bholo hoba.... Galileo way custodia... amistar Top
ସବୁ ଭଲ କାମ ଦେଖାଇବ
Sar namaskar Kanda bindha roga pain kan kriba
ନମସ୍କାର ଆଜ୍ଞା
ବହୁତ ଭଲ ସୂଚନା ଆଜ୍ଞା,ଆଜ୍ଞା ମଘl ରେ କଣ ଦେଲେ ଭଲ ହେବ ଟିକେ ବତାଇ ଦିଅନ୍ତୁ
ଆଜ୍ଞା ମଘl ପାଇଁ ଟିକେ ବତାଇ ଦିଅନ୍ତୁ
ମଘା କଣ ଲେଖନ୍ତୁ ବୁଝି ହେଉନାହିଁ
@@krushisampadaGalmix
Sar tata taqat radomili gold mishike mula ra sprya kari pariba
ହଁ ସ୍ପ୍ରେ କରନ୍ତୁ
Mahisa rogare medicine dela pare, jami ru pani niskasan karideba katha ki,sir
Namaste Sir,Nakali DAP,potash ghare kipari paribesha karibu. Please, gote video upload warranty.
Dhanuka ra Godiwa spray karichi preventive lagi kama daba ki nahi sir
ନିଶ୍ଚିନ୍ତ
Angya juhar Bargarh ru leaf blast lagiche mui Validamycin+Hexaconazol deichen kam deba kni
Nei Kam die sir trycycolizal tike spray karantu
@@somyaranjanpanda5895 apan kenir
Sar mu niyaliru kahuchi sar gromar sar pana barajara pakai thile hala lata mula khai gala lata pachi chaluchi kan kariba
Taqat lit ପ୍ରତି 2gm ବା
Amistar lit ପ୍ରତି 1ml ବା
Metalaxyl 35%WS lit ପ୍ରତି 2gm ହିସାବରେ ମୂଳରେ drenching କରନ୍ତୁ।5ଦିନ ପରେ ଆଉଥରେ drenching କରନ୍ତୁ ଓ ସ୍ପ୍ରେ କରନ୍ତୁ
Sar latara age kamite bahariba kayu ousha da pakai ba
Sir Namaskar Excellent 👍👍👍👍
Thank you
Sar pana lata ru patra pachike gali paduchi ba lata paci jauchi kan tata contap kucide humic acd michike speya kari pariba
Taqat lit ପ୍ରତି 2gm ବା Amistar top lit ପ୍ରତି 1ml ବା
Ridomil gold lit ପ୍ରତି 2.5gm ହିସାବରେ ମୂଳରେ drenching କରନ୍ତୁ ଓ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ପ୍ରୟୋଗ କରନ୍ତୁ
ସାର୍ ନମସ୍କାର
ନମସ୍କାର
ସାର୍ ମୋ ଧାନରେ ମହିସା ରୋଗ ଲାଗିଛି Astrole Azoxystrobin 18.2% Difenoconazole 11.4% ବ୍ୟବହାର କରିପାରିବି କି ଦୟାକରି ଜଣାଇବେ
Mancozeb+plantomycin+thyoernatemithyle spray karantu
ଧାନ ଗୁଡିକର ପତ୍ର ଗୁଡିକ ଶୁଖିଲା ପଡ଼ି ଯାଉଛି। ଏହାର ପ୍ରତିକାର ବତାନ୍ତୁ Sir।
ଜୀବାଣୁ ଜନିତ ପତ୍ର ପୋଡ଼ା ରୋଗ ଲାଗିଛି।Copper oxychloride 50%WP lit ପ୍ରତି 2.5gm ସହିତ Plantomycine lit ପ୍ରତି 1gm ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
❤👍
Advance
hexaconozole + validamycin
ଦେଲେ କିଛି କ୍ଷତି ହେବ କି?
ଧନ୍ୟବାଦ
ସାର୍, swarna ଧାନ ରୁଆ ସରିଛି ପିଲ ପାଇଁ କଣ କରିବାକୁ ହେବ।
Kalachampa dhana ରୁଆ ସରିଛି ପିଲ ପାଇଁ କଣ କରିବାକୁ ହେବ।
Fast uria, dap, potasha, diajaithila,kintu pila hauni. After 29day ago.
.
ବିଲରୁ ପାଣି ନିଗାଡି ଦିଅ ତାପରେ ୟୁରିଆ ଜିଙ୍କି ଦିଅ ଠିକ ହେଇଯିବ।
ଧାନ ପିଲ ଅବସ୍ଥାରେ ବା ଧାନ ରୋଇବାର 18-20 ଦିନରେ ପିଲ ସାର ପ୍ରୟୋଗ କରନ୍ତୁ।
Urea ଏକର ପ୍ରତି 30-35kg ସହିତ Sagarika Z++ ବା Biozyme 10kg ମିଶାଇ ପ୍ରୟୋଗ କରନ୍ତୁ।
NPK 12:61:0 lit ପ୍ରତି 5gm ସହିତ Zinc EDTA lit ପ୍ରତି 1gm ହିସାବରେ ସ୍ପ୍ରେ କରନ୍ତୁ।
sir barroz ଦାନାଦାର ପଡ଼ିବାର କେତେ ଦିନରେ କାମ କରେ। ଯଦି କାଣ୍ଡ ବିନ୍ଧା ପୋକ control ନହୁଏ ତାହେଲେ କି pestiside ପକାଇବା ଓ baroz ପକାଇବାର କେତେ ଦିନ ପରେ ପକାଇ ପାରିବା
Barroz ପ୍ରୟୋଗ ର 3 ଦିନ ମଧ୍ୟରେ କାମ ଦେଖାଏ।ଏହା ସହିତ Chlorontraniliprole 18.5%SC drum ପ୍ରତି 7ml ହିସାବରେ ସ୍ପ୍ରେ କରନ୍ତୁ।
@@krushisampada thanks sir
Sir ମୂଳରେ ଧଳା ଧଳା ଫିମ୍ପି ଦେଖା ଯାଉଛ ପତ୍ର ହଳଦିଆ ଦେଖା ଯାଉଛି କଣ spry କରା ଯିବ
Potash ସାର ଏକର ପ୍ରତି 12kg ପ୍ରୟୋଗ କରନ୍ତୁ।
Amistar top lit ପ୍ରତି 1ml ବା
Custodia lit ପ୍ରତି 1.5ml ବା
Alexa ବା Valxtra lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ
Coperoxycloride
ସାର୍ ନମସ୍କାର, ରୋଇଲା ପରେ ଆମେ ଟାଟା ରାଲୀଗୋଲ୍ଡ କେଉଁ ସାର ସାଙ୍ଗରେ ପକେଇବା? ଫଞ୍ଜିସାଇଡ,ବିଷ କି ଦାନାଦର୍ ଏହା ସାଙ୍ଗରେ ପକେଇ ପାରିବ କି ନାହିଁ?
Bio fertilizer ଆଉ microrhiza କେଉଁଟା ବେବହାର କରିବା ଭଳାହେବ ? ଦୁଇଟା ମିଶାଇ ପକାଇ ପାରିବା କି?
ମୂଳ ସାର ବା ପିଲ ସାର ରେ ମିଶାଇ ଦିଅନ୍ତୁ।
Sir namsakar 3012 kemti kete dina amal kemete
ଧାନ ରଇବାର୍ 40 ଦିନ ହୋଇଗଲା । Organic manure କ'ଣ ଦେଲେ ଭଲ ହେବ ?
Sagarika Z+++ ବା Biozyme ଏକର ପ୍ରତି 10kg ପ୍ରୟୋଗ କରନ୍ତୁ
Sir mu nativo maruchi but 50% kama dauchi au 50% kama dauni. Gacha pura blast hei podigalani
Potash ସାର ଏକର ପ୍ରତି 12kg ପ୍ରୟୋଗ କରନ୍ତୁ।Galileo way lit ପ୍ରତି 1.2ml ବା
Luna Experience lit ପ୍ରତି 1ml ବା
Pulsor lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।