ପ୍ରିନସିପାଲ ଙ୍କର୍ ବିରୋଧ ରେ ଛାତ୍ର ଛାତ୍ରୀ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ମହାବିଦ୍ୟାଳୟ ରେ ଏନ୍ତା ଦୃଶ୍ୟ ।
Вставка
- Опубліковано 30 січ 2025
- ଅଧିକା ଜାନବାର୍ ଲାଗି ଆଉ ଆମର ସାଙ୍ଗେ ଯୁଡ଼ି ହେବାର ଲାଗି ଅମକେ CONTACT କରି ପାରବେ
👇🏻👇🏻👇🏻
TWEETER ACCOUNT (X)
x.com/MorSamiy...
ଆମର FACEBOOK PAGE -www.facebook.c...
ଆମର INSTA PAGE - ...
ଆମର what'sup ନମ୍ବର
9777173935
ଇଟା ନ ଗୋଟେ ଚେନାଲ ଯିଏ କି ପଶ୍ଚିମଓଡିଶର devlop କରି ପାରବା। I salute you
Wait bro
Manish Kashyap enta heigale k karba
Gendha heba
ଏହି ପରି news Report ଆମ ମାନଙ୍କୁ ସାହାସ ବଢାଇ ଥାଏ ,
@@sahilbag6745 tui gute chor te nai ta e katha kahi nai parithitu hela
Chot lukar chot such ita k kahesan 😂@@sahilbag6745
ଏନ୍ତା ପିଲା ମାନେ ଦରକାର୍ ଯୁବ ସମାଜ ଲାଗି ଆଉ ଧନ୍ୟବାତ ମୋର୍ ସମୀୟା channel ର ନିବେଶ ଦା କେ
Number one news channel of Western odisha
ମାଡ଼ି ଚାଲ ପଶ୍ଚିମ ଓଡ଼ିଶାର ଯେନ୍ତାକି ବିକାଶରେ ପରିଣତ ହେଉ l
ସବୁ ଖାଉଛେ ଗୋବିନ୍ଦ
😂😂
ଲୋଇସିଂହା କଲେଜର ଛାତ୍ରଛାତ୍ରୀମାନଙ୍କର ଅଦମ୍ୟ ସାହସ ପାଇଁ ବହୁତ୍ ବହୁତ୍ ଧନ୍ୟବାଦ୍। ଶିକ୍ଷାବିଭାଗ ଏହା ପ୍ରତି ତୁରନ୍ତ ପଦକ୍ଷେପ ନେବା ଉଚିତ। ଏପରି ଅବହେଳିତ କାର୍ଯ୍ୟ ପାଇଁ ଦୃଢକାର୍ଯ୍ୟନୁଷ୍ଠାନ ନିଆଯାଉ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ଯଥାଶୀଘ୍ର ସବୁକିଛି ଯୋଗାଇ ଦିଆଯାଉ।
Sikhya mantri ta gute hinjdaa aaye.... 😂😂😂😂
ଧନ୍ୟବାଦ୍ ଛାତ୍ର ଛାତ୍ରୀ ମାନେ
ଯୁବ ସମାଜ ରେ ଇ ପ୍ରକାର ପରିବର୍ତ୍ତନ ଆସବାର କଥା
ସତ୍ କଥା
Naveen sarkar nka haribaru ama siksha re bahut bad situation asi6e😢Jay Naveen ❤
@@Biswa_Kabiwwww😮wwwww a lot to ww a 11 a lot to ww
Accha. Path sath padhi jaisan ki reel banei jaisan heta v tike pachraun sir
@@kkentertainment7hoursago1m26accha. Gala december to march 24 tak 5t nacha dega re koti koti barbad heiche. Padha suna pura puri damadol thila fer kana Jay navven
ଜୟ ହୋ ମୋର ସମୀୟା ବହୁତ ବହୁତ ଧନ୍ୟବାଦ ନିବେଶ ଭାଇ i.. Proud of you👍
Daa mui 2015re padhuthilii jenta thila aji b henta ଗାଈ ଗୁହାଳ ବାଗିର ହେଇଛେ କଲେଜ କିଛି change ନାଇ ହେବାର ତାଲି ଷ୍ଟୁଡେଣ୍ଟ୍ manku salute ❤
ଦୁର୍ନୀତି ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ଥିବାରୁ ପିଲାମାନଙ୍କୁ ବହୁତ ବହୁତ ଧନ୍ୟବାଦ୍।ଏ ସବୁ ଦୁର୍ନୀତିର ମୂଳ କାରଣ ଉପ ଜିଲ୍ଲାପାଳ।ଉପ ଜିଲ୍ଲାପାଳମାନେ ଲାଞ୍ଚନେଇ ଅଯୋଗ୍ୟ ମାନଙ୍କୁ ଅଧ୍ୟକ୍ଷ ଆସନରେ ବସାଇଛନ୍ତି ଅନେକ କଲେଜରେ ଜୁନିଅର ଅଧ୍ୟାପକ ପ୍ରିନ୍ସିପାଲ ଦାୟିତ୍ଵରେ ଅଛନ୍।
ଶତ୍ରୁ ର ସଙ୍ଗାର କରିବାର ଲାଗି ଆସିଗଲା ମୋର ସମିୟା 👌👌👌👌👌💪💪💪💪
ଜେନ୍ ଛାତ୍ରଛାତ୍ରୀ ମାନେ ପ୍ରିଂଶିପାଲ ର ବିରୋଧ ଆଣିଛନ ସେମାନଙ୍କୁ ମୋର ଅନୁରୋଧ ଟିକେ ହୁସିଆର ରେ ରହେବେ କାଇହେଲାଜେକି ଇନ୍ତା ବଡବଡିଆ ଲୋକ ମାନେ ଇଆଡୁ ନାଇହେଲେ ସେଆଡୁ ବଦଳା ନେବାର୍କେ ଚେଷ୍ଟା କର୍ଶନ। ମୁଇଁ ଯଦି ଭୁଲ୍ କହିଛେ ମୋତେ ମାପ୍ କରିଦେବେ 🙏। ଆଉ ଯଦି ଠିକ୍ କହିଛେ। ମୋର କମେଣ୍ଟ୍ ରେ 👍 କର୍ବେ। ଜୟ ମାଁ ସମଲେଇ। ❤ ଫ୍ରମ କୁଡାସିଂହା।ପୋଥାଲପଡା
Paper back heba seaur 😂😂😂
E barsa sabkar back raheba😢😢😢
🚩🚩🚩...
E... Sala barbad karideba
ସତ କଥା..
Exam ରେ ପ୍ରଭାବ ପଡି ପାରେ....
Amar Western odisha best news channel mor samiya jai ho sr
ବହୁତ ବହୁତ ଧନ୍ୟବାଦ ଇ ଛାତ୍ର ଛାତ୍ରୀ ମାନଙ୍କୁ l ଆଉ ବେଶି ଧନ୍ୟବାଦ ଦେମି ମୋର ସମିୟା ଦାଦା କେ ଏନ୍ତା ଅସୁବିଧା ମାନଙ୍କୁ ଲୋକଙ୍କର ସମ୍ନା କେ ଆନୁଛନ 🙏l ଇଟା ଫିର ଆମର ଲୋସିଂହା. ......😞😞😞 ଦୁଃଖର କଥା ଆଏ. ..
ଲୋଇସିଂହା କଲେଜ ର ଛାତ୍ର ଛାତ୍ରୀ ମାନଙ୍କୁ ବହୁତ୍ ଧନ୍ୟବାଦ୍ , ତାଙ୍କର ହକ ଲାଗି ସାହସ କରି ସବୁ କଥା କହୁଛନ୍ତି। ଶିକ୍ଷ୍ୟା ବିଭାଗ ତୁରନ୍ତ ଯାଞ୍ଚ କରୁନ। Principal ଆଜ୍ଞା ଦାଦାଗିରି କରୁଥିବେ ତାଙ୍କର ବ୍ୟବହାର ବି ଖରାପ ଥିବା। ହେ ପ୍ରଭୁ ଟଏଲେଟ୍ ଦେଖିଲେ ମୁଡ୍ ଖରାପ ହେଇଯିବ। ନିବେଶ ଦାଦା ଧନ୍ୟବାଦ୍ ତମକୁ ଇ ଭିଡ଼ିଓ ଲାଗି।
right କଥା
ସାମ୍ବାଦିକ ଏନ୍ତା ହେବାର କଥା ପାଣିଗ୍ରାହୀ ସାର ଙ୍କୁ ଧନ୍ୟବାଦ 🙏
ମୁଇଁ ବି ଲୋଇସିଂହା କଲେଜ୍ ରେ +2 ପଢ଼ୁ ଥିଲି ହେଁ principal ବହୁତ୍ ଖରାପ୍..Salute Students manku..🫡 Principal samne re kahebar lagi..
ବହୁତ ବଢିଆ ଭା ବୁହେନ ମାନେ ❤ all college students support you.
ପ୍ରିନସିପାଲ ସାର୍ ଇଟା କଳାହାଣ୍ଡି କି ନୂଆପଡ଼ା ଜିଲ୍ଲା ନାଇସେ ଇଟା ବଲାଙ୍ଗୀର ଇନ ନିଜର ହକ୍ ଲାଗି ଛାତ୍ର ଛାତ୍ରୀ କିଛି ବି କରି ପାର୍ଷନ🙏🙏 students power ❤
Tarmane.... Kalahandi au Nuapada district kana karsan j......??? Clear kara...
Tote gaan ne gihaasan kaen Kalahandi aau Nuapada District ra students mane
Hoe re maghia tui keta ukhaduchhu
Kalahandi - Nuapada district ke kahe bar mane kana aa , thare dekhi aa Kalahandi ke kenta Develop kaam hesi je dekhbu aa
That's why education is most important nijar district k bhal dekhabar lagi hele alga district k apman karbar ta jaruri aye k ?
Very good and strict Principal. Your good administration in Loisingha college is praise worthy.
MOR SAMIYA number one news channel
ଓଡ଼ିଆ ବିଭାଗ ଭାଇ ବହୁତ୍ ସୁନ୍ଦର କଥା କହିଲେ ❤❤❤
ବହୁତ୍ ଦୁଃଖର କଥା ମିନିମମ୍ facility ଶିକ୍ଷାନୁଷ୍ଠାନ ମାନଙ୍କୁ ନିହାତି ଜରୁରୀ।
ବହୁତ ବହୁତ ଧନ୍ୟବାଦ ମୋର ସମିୟା.......... Principal manke sabu ଜିନିଷ ଧ୍ୟାନ ଦେବାର କଥା
Thank you Nibesh Dada & thanks" mor samiya"🙏🙏🙏🙏🙏🙏
I salute his reporter
Great news ❤chennal ❤❤❤❤❤❤
ପଶ୍ଚିମ ଓଡ଼ିଶାର ଗୌରବ ଏ ହିଁ ରିପୋଟର sir
Railway station katha Thik aye … absolutely right 11-2 baje tak Aaada baneichan pura
Mdct lok purba odisha k ja.... Maali sahi dekhba......enar katha kana k kahucha..... Gai guhale sui sui din jaauthiba
Student, Principal ଓ Reporter ଙ୍କୁ ଧନ୍ୟବାଦ l ବହୁତ ବଢିଆ reporting
ହେ ଗୋବିନ୍ଦ୍ , ଇଟା ସେ ଗୋବିନ୍ଦ ସାହୁ
Sama type
Mor samiya number one news channel❤
*Unity is Strength* 💪 *Madi* *Chala* 👊👊
କେନ ଶଳା ଚାକିରୀ ଦେଲା ଏତାକେ ଧନ୍ୟବାଦ nesw ବାଳା କେ ବହୁତ ବହୁତ ଧନ୍ୟବାଦ ନିବାସ ଭାଇ କେ 👍
5T କାମ ଓଡିଶା ର କୌଣସି କଲେଜ ର ପ୍ରିନସିପାଲ ଖର୍ଚ୍ଚ କରି ନାହାନ୍ତି. କଲେକଟର କିମ୍ବା ସବକଲେକ୍ଟର କୁ ଭେଟନ୍ତୁ.
Bahutt acchha lagta hai jab problem ka solution ho jata hai aur acchha laga principal sir ka media ke prati dar aur shanti manobhab ek gageted officer hotehue thanks
5T ରେ ଆସିଥିବା ପଇସା ରେ କେଂ ସି ପଶ୍ଚିମ ଓଡ଼ିଶାର college ଉପକୃତ ନେ ହୋଇ 5T ପଇସା BDO ଏବଂ AE ଖର୍ଚ୍ଚ କରିଛନ୍ତି College ଗୁଡିକରେ 5T ନାଁରେ ଆସିଥିବା ପଇସା ର ମହାନ ଦୁର୍ନୀତି ହୋଇଛେ । college 5T ଦୁର୍ନୀତି ଓଡ଼ିଶାର ସବୁ ନୁ ବଡ଼ ଦୁର୍ନୀତି ଆଏ ଇଟା ଉଜାଗର ହେବାର କଥା ।
Principal ଆଜ୍ଞା Discipline, Rule Regulation ଟିକେ କଡାକଡି ହିସାବେ ଲାଗୁ କଲେ ସେଥିପାଇଁ କଲେଜ ର ଏ ହଙ୍ଗାମା ...ଆଉ କିଛି ନାହିଁ।
Right aae
ଆପଣଙ୍କର ହିସାବ ରେ ସବୁ ପିଲା ଝିଅ ମାନେ ଖରାପ। ଯଦି କିଏ un Dicipline କରୁଛେ ତାହାକେ ଟିସି ଦେଇକରି ବାହାର କରି ଦାଉନ ବାକି ପିଲା ସୁଧୁରି ଯିବେ miss behave କା କରି କରୁଛନ।
@@sharatbisi5432 ସବୁ ପୁଅ ଝିଅ ଖରାପ ନୁହେଁ ସେ କିନ୍ତୁ କେତେ ଟା ପୁଆ, ଝିଅ , ଅଧ୍ୟାପକ ଥିସନ ଯେନ୍ ଟା କି ସେମାନେ ଜାଣା କରିବେ ସମସ୍ତେ ମେଣ୍ଡି ପଳ ପରି ତାହା କରିବେ ଏହା ହିଁ ହେଇଛି ।
ଭାଇ ଗୋଟିଏ ମହାବିଦ୍ୟାଳୟକୁ ଗଲେ କ'ଣ ହେବ ।ସବୁ ମହାବିଦ୍ୟାଳୟରେ ଏପରି ଅବସ୍ଥା । କେଉଁଠି ସୁନ୍ଦର ସ୍ଥାନ ଅଛି, କିନ୍ତୁ ଅଧ୍ୟାପକ ନାହାନ୍ତି ।ଆଉ କେଉଁଠି ଅଧ୍ୟାପକ ଅଛନ୍ତି କିନ୍ତୁ ସ୍ଥାନ ନାହିଁ । ବହୁତ ସୁନ୍ଦର ଲାଗେ ତୁମର ସମ୍ବାଦ। ଏପରି କାର୍ଯ୍ୟ କରୁଥାନ୍ତୁ ।
ସତ୍ ଆଉ ନିଜର ହକ ର ଲାଗି ଆବାଜ ଉଠାଉଥିବାର ଛାତ୍ର ଛାତ୍ରୀ ମାନକୁ ବହୁତ ବହୁତ ଧନ୍ୟବାଦ 🎉 ହେଲେ ଆଜିର ମୁନୁଷ କେ ରାକ୍ଷସ ହେବାର କେ ବେଲ ନାଈ ଲାଗେ ସେଥିର ଲାଗି ହୁସିଆର ରହେବେ। ପରୀକ୍ଷାରେ ପ୍ରଭାବ ପକାଇ ବି ପାରନ। ମୋର ସମିୟା କେ ଧନ୍ୟବାଦ ।🎉🎉🎉
ଗୁରୁକୂଳ ରେ ଶିଷ୍ଯ ମାନେ କଷ୍ଟ ସହି ଗୁରୁ ସେବା କରି ପ୍ରସିଦ୍ଧି ପାଇଥିଲେ ଅଉ ଏମାନେ ଗୁରୁ ଙ୍କ ଅପମାନ କରି ପ୍ରସିଦ୍ଧି ପାଇଛନ୍ତି ତୁମ୍ଭର ଭବିଷ୍ୟତ କଣ ହେବ 😮😮
Pasu hebe
E manku reels au Instagram khaela, paath kana padhbe
Mate Jaha laguche Principal ke bi Reparing Darkar😂😂Great Reporting Bhai Proud of you Lion Tiger Reporters❤
ଗୁରୁ ଶିଷ୍ଯ ର ବ୍ଯବହାର ଠିକ୍ ନାଇଁ ହେଲେ ଶିକ୍ଷା ଆଉ ବିକାଶ ଅସମ୍ଭବ, ତେଣୁ ଇ ସବୁ ପ୍ରଶାସନ ସମାଧାନ କରବାର ଉଚିତ୍।
ପ୍ରିନ୍ସିପାଲ ଠକୁଛନ ଅଳ୍ ଷ୍ଟୁଡେଣ୍ଟ୍ ର ସବୁ ଷୁବିଧା କରାଯାଉ ସରକାର ଙ୍କୁ ଅନୁରୋଧ ......
Brave student salute to all
ଲୋଇସିଂହା ର ଫେର Health Minister ହେଇଛନ୍ ମୁକେଶ ମହାଲିଙ୍ଗ sir ଯଦି ଧ୍ୟାନ୍ ଦେବାର କଥା
ଧ୍ୟାନ ଦଉ ଥିଲେ ଏତକି ହେତା କେ
ସ୍ବାସ୍ଥ୍ୟ ମନ୍ତ୍ରୀ ଲୋଇସିଂହାରେ ଥାଇକରି ଲୋଇସିଂହା ହସ୍ପିଟାଲରେ ପିଇବା ପାଣି ରେ ପାଣି ଟେପ୍ ନାଇନ ପାଣି ଡ୍ରେନ୍ ହୋଇ ପାରୁ ନି ବ୍ୟାକ୍ଟେରିଆ ଡ୍ରେନ ରେ ପହରୁଛନ । ଧନ୍ୟରେ। ସ୍ୱାସ୍ଥ୍ୟମନ୍ତ୍ରୀ ।😢
Communication is very informal. Reporter bali kina jaha taha nei kara dada, dil ru respect ache tmr lagi , anta way re discuss nei kara jai, gute mob ke jankar against re stand karei kina huuu haaa karei ki taki question answer nei kara jai, apan pila mankar question nei ki tankar desk ke jan jene argument karan one to one, ita khali TRP lagi a aru kichi nei
Student manku misguide b easily Kara Jai parba.lta e generation ra pratichhabi ae.Amar chhua hi hak naa re adharya hei bhasmasura banbe..
Pila mane b teacher ke respect nai debar.. Emane kenta indiscipline heuchan enu jana padsi... Jen katha kahsan bhal se kahiparithite, khali ho halla kasan.. Amara desh ra future kenta heba, enu anuman kariheisi
Ethics ne na ho reporting ra na re dadagiri kala bagi karuchhan ,
2ଥର mla ହେଲା ପରେ ବି ମୁକେଶ ମହାଲିଂ ମହୋଦୟ ଆପଣ ଆପଣଙ୍କର ଘର ତରାର କଲେଜ କେ ଥରେ ବୁଲି ନାଇ ଆସବର୍ ତାଲି ଧନ୍ୟ ବାଦ
Thanks guys really great students union selute all of u
ଯାହା କାହା ଭାଇ ମୋର ସମୀୟା repoter ଭାଇ ର ଦମ ଅଛେ......
ହେ ପ୍ରିନ୍ସ୍ ପାଲ୍ ତାର୍ ଘରେ ବି ଏନ୍ତା ଚଲୁଥିବା
Principal mdct tar chhua manku foreign or out of state re padhauthibaa... Or banjha thiba...
ମୁଇଁ ଲୁଇସିଂହା କଲେଜ ରେ ହେ ସାର୍ ନେ ପଢ଼ିଛେ।ସାର୍ ଭଲ ଲୋକ ଆଏ। ସାରଙ୍କ ବିରୁଦ୍ଧରେ ଇଟା ଅଲଗା ମାଷ୍ଟର ମାନଙ୍କର ଷଡ଼ଯନ୍ତ୍ର ହେଇଥିବା।
Tui kana jani6u be makad
Itar kam
Mui b ex student ae he magiha ta gute ae gobinda
Principla ra puturaa
Mui b padhichhe loisingha College re au e student mane jaha kahuchhan sat kahuchhan gobinda principal bahut kharap aye.
Mg sala tue ta kichi nei Jani
ଇ ନଗ୍ନ ଦୃଶ୍ୟ ଦେଖୁନ ,,,,, ବିଜେଡି ସରକାର ଆମର ପଶ୍ଚିମ ଓଡ଼ିଶା କେ କେତେ ପଛେ ପକେଇଛେ ।
Eta bjd ke dos dele ka karba enar princepal are cantaractor ta chor aye ara emankar milibhgatre kam heuche loesinghare mla agaya etedin kenesuichn ho abe sina sawastya mantri heichn 5 baras ta mla thile mukesh mahaling BJP ra ta sasan mota moti bhabe 5barsa thila se change kari pari thite bjd ke dos ni daun bjd odisa lagi jaha karuthila thik karuthil kintu BJP garib ra tanti ke dhari che jadi bi bjd neta kichi khauthile kichi dauthile BJP ta kichini kanaka babu rokthok bidhan sabhare mana karichn ki magna khaiba chadidia boli 300 unit bijuli prastab uthla bele lok parivartan lagi vote 🗳️deichn parivartan kara bjd ki congress ke dos dele ni hue
Mukesh mahaling kana karu Thila hoo henar MLA taa he aria raa bjp MLA
ଏ ବେଡା କେତେଦିନ ହଉଛେ bjp ସରକାର ଦାମଧର bjd 24 ବଛର କାଣା କଲା @@thelovestory8618
Eta BJP aaela Kanata karaba je ni dekhma
Bhai bjp development kari debo
ଜୀବନରେ ପ୍ରଥମ କରି ଦେଖିଲି ଏନ୍ତା ଗୁଟେ 100 % ଗଣମାଧ୍ୟମ ର ଭୂମିକା ନିଭାବାର୍ ଟା, ସବୁ ନିଉଜ୍ ଚ୍ୟାନେଲ ଯଦି ଏପରି ହେଇଯିବେ 1 ମାସ ରେ ଭାରତ ବଦଲି ଯିବା, ଧନ୍ୟବାଦ ମୋର୍ ସମିଆ ନ୍ୟୁଜ୍ ଚ୍ୟାନେଲ୍ କେ , ସେଲ୍ୟୁଟ୍ ଆଏ ମୋର୍ ଆଡୁ
ଯାହା ବି ହେଇଛେ ଭୁଲ ହେଇଛେ ହେଲେ ଗୁରୁ ନୁ ଶିଷ୍ୟ ଜିତି ଗଲେନ ଅଭେ ,ଅବଜ୍ ଉଠା ବର୍ ଲାଗି ମନା ନିନ କାହା କାହାକେ ହେଲେ ହେତେ ଉପର କେ ଉପର କେ ନିଯିବର୍ କଥା ,ହେ ଷ୍ଟୁଡେଣ୍ଟ୍ ହେ କଲେଜ ରେ ପଢ଼ ବେ ପ୍ରିନ୍ସିପଲ୍ ଅର୍ ଷ୍ଟୁଡେଣ୍ଟ୍ ଭିତରେ ମଧୂର୍ୟ କଣା ରହିବା ,ଭୁଲ କହି ଥିଲେ କ୍ଷମା ଦେବେ ଇ ଟା ମାର ମାତା ମତ୍ ଜୁହାର ଜୟ କୋଶଳ
Durniti ke padake anle chatra chatri je bhul kale kai guru jadi sisya ke sabu bele mis bihev karuthiba are sisya chup padithiba bele eta guru sisya madhur samparka wa.....
Sui raha au katkiaa mankar halia hei ki tha
ଉଚିତ ଗୁରୁ ସେ ଆଏ ଯେ ଉଚିତ ଶିକ୍ଷ୍ୟା ଦେଶି, ଯେନ ଗୁରୁ ତାର ଶିଷ୍ଯମାନ୍ କେ corruptinon ଶିଖା ସି ସେ ତାହାକେ ଗୁଟେ ଗୁରୁ କୁହା ନି ଯାଇ ପାରେ। ସେ ଦେଶ ର ଲାଗି ଗୁଟେ ଗଦ୍ଦାର ଆଏ।
@@durbasasahu6481 ସବୁ କାମ ଚରମ ପନ୍ଥି ରେ କଲେ ନି ହୁଏ ହୋ ଗୁରୁ କିଛି କାମ ନରମ ପନ୍ଥି ରେ ବି ହେଶି
@@YTenginearmanoj ଓଭାଇ ସେ ଯାହା ବି ହେଉ ସବୁ କାମ ଚରମ ପନ୍ଥି ରେ କଲେ ଭଲ ନି ସେ କେତେ କାମ ନରମ ପନ୍ଥି ରେ ବୀ କାମ ହାସଲ ହେଶୀ ।,ଠିକ୍ କଲେ ଯେ ଦୁର୍ନୀତି ଉପରେ ଅବଜ ଉଠାଲେ ହେଲେ ଷ୍ଟୁଡେଣ୍ଟ୍ ମାନଙ୍କୁ ହେତେ ଅଗ୍ରେସିଭ ହେବାର ନି ଥାଇ
ଛାତ୍ର ଛାତ୍ରୀ ମାନେ ଜେନ୍ତା ବ୍ୟବହାର ଦେଉଛ ଯେନ୍ତା ଆବାରା , ଅଶିକ୍ଷିତ ପରା ତେବେ ଛାତ୍ର ଛାତ୍ରୀ ମାନଙ୍କର ଭୁଲ ଅଛେ ଅଧିକ
I'm proud of for mor samiya news Chanel ...because mor samiya Chanel always show naturally event ....
Mor samiya jindabad Jai hind
ମୋର ସମିୟା ନିବେଶ ଦାଦା ଜିନ୍ଦାବାଦ
ଆଜି କାଲି ପିଲା ଆଉ ପାଠ ରେ ମନ ନାଇ ଏବେ କା ସମୟ ରେ ପିଲା ମାନେ ଶିକ୍ଷକ କୁ ମାରୀବା ପାଇ ବି ପଛାଉ ନାହାଁନ୍ତି। ସେ ଭଳି ପିଲା କେବେ କିଛି କରି ପାରିବ ନାଇ
Right
Reporter misguide karuche
Sata Katha kahela badhucha ka
Loesegha college mue jaethele waring kare madhe guhal thube hin sabu beke kare principal khaedecha
ଯେତେ News ଦେଖିଲି ତୁମର ତଳେ i love 💕 you ମୋର ସମୀୟ।
ମୋର ସମୀୟା ଜିନ୍ଦାବାଦ ଜୟ ହିଦ୍ଧ
ବହୁତ୍ ବହୁତ୍ ଧନ୍ୟବାଦ୍ ଗେରେଟ୍ ଜବ୍
Odisha ra manish kashap 🔥
Devlope in new odisha
ଛାତ୍ର ଛାତ୍ରୀ ମାନକୁ ବହୁତ୍ ବହୁତ୍ ଧନ୍ୟବାଦ୍ 👍🏻
ଅଧା ପିଲା ଟୁକେଲ୍ ଲାଇନ୍ ମାରି ଯାଉଛନ
Semakar future semane bujhbe
@@tarunkumarbanchhor5878Semanakar future semane bujhbe je, hele path nai padhikari henta bulbe, fir exam re fail hebe, hele college ra reputation ra kana heba.. Result kharap hele se college ra lecturer, principal ke action nia jiba
ଆଉ ଏନ୍ତା ନିଉଜ୍ ଏଙ୍କର୍ ହେବାର୍ କଥା, ବାକି ନିଉଜ୍ ଚ୍ୟାନେଲ ବି ଇ ମୋର୍ ସମିଆ ନୁ ସୀଖିବାର୍ କଥା
Son of odisha ...u r doing great bro
Love from bottom of heart ❤️
Keep it up ...u have power to change the system
ପୁରାପୁରି ସୁପର ମିଛୁଆ ଲୋଇସିଂହା କଲେଜ ର ପ୍ରିନସିପାଲ
Dhanyabad mor samiya news channel Nibes dada
Great job dear media and and students ❤
Principal ra ଦୁର୍ବ୍ୟହାରର କଥା ଜେନ୍ କହୁଛନ ନିବେଶ ଭାଇ ସେଟା ଷ୍ଟୁଡେଣ୍ଟସ ମାନେ ପାଠ ପଢା ଛାଡ଼ି କରି ମସ୍ତି କାରବାର ଲାଗି freedom ନେ ଖୁଜିବାର ତ। ସେଟା ବି clear ହେବାର ଅଛି।କାରଣ କେହି ବି ଜଣେ ପାଠ ପଢା ର କିଛି ଅସୁବିଧା ନି କହିବାର। ଆଉ ଦୁର୍ବ୍ୟହାରର କିଛି ବି ଗୁଟେ ପ୍ରମାଣ ନି ଦେଖେଇ ପାରି। ମୋର ମତରେ ଷ୍ଟୁଡେଣ୍ଟସ କେ misguide ନି କରି କି principal କେ ଅନୁରୋଧ କରାଯାଉ ସୁବିଧା କାରବାର ଲାଗି।
ଆଉ ନିଜେ direct judgement ଦେବା ଟା ଠିକ୍ ନୁହେଁ ସେ।( ଦୁର୍ବ୍ୟବହାର କଥା)
Right 💯, sabu subidha karidele fer balbe ki OYO room te kara jau 😂😅
Mdcd lok.... 5t...band t... Unnati katha nai bahar taa ta e katha b nai bahartaa
Au prove katha... Raajniti katha jadi bahar karba student upre... Ta student ready rahebe next..... Cc camera lageii dia nije
ଧନ୍ୟବାଦ୍ ମୋର ସମୀୟା
Heads-up for The STUDENTS 👌🏼 Chasmish girl(+2nd yr) i thnk u r so talented
Verywell reporting
And confidence students
Every one should this much confident
ହେନ ମୁକେଶ ମହାଲୀଙ୍ଗ ସ୍ବାସ୍ଥ୍ୟ ମନ୍ତ୍ରୀ ଅଛନ
Dil khus hei gala sir selute kaheka j tq❤❤❤❤
Loisingha college bale ku roth college taraf ru salute ❤ se.
Good bless you sir 🙏🙏🙏🙏🙏🙏
Principal ❌ ଯମ ରଜା ଆୟେ ✅
ପ୍ରିନ୍ସିପାଲ ବହୁତ ଚାଳକ ଲୋକ ଏ ତାଙ୍କର କଥା ରୁ ଜଣାଯାଇଛି
ଆମର ଜମି bgr ରେ ୬୦୦୦xf ଘର ଓ ବାରି, କୁ ଫର୍ଜରୀ କୁରି,,,,ri,tahasil, ରେଜିଷ୍ଟର କୁ ହାତରେ ଧରି ସବୁ ନିଜ ନାମରେ ପଟ୍ଟା କରି ନେଇଛି,,
ବେଷ୍ଟ ଚେନାଲ ❤❤❤ ମୋର ସମୀୟା
😮ଭାଇ ଭଉଣୀ ମନେ ଭଲ ସେ ପଡ ଇଥର BACK sure n🥲
Dhanyabad Mor Samiya Team k..well 👍
Dear students if you want to be a good student you should have to show good behavior.
Principal ର କିଛି ଦଶ ନାହିଁ ଏ ପିଲା ମାନଙ୍କ ର କିଛି କାମ ଧନ୍ଦା ନାହିଁ game କରି ମିଛ କଥା କୋଉଛନ୍ତି
He is the most strict and hardworking principal loisingha college will ever have .Shame on you people for defaming such a person .Have guts to question the higher authorities as well and if still there is no improvement , blame the principal . Until then watch your mouths .
Asli ID se bahar ao Principal ji
Yes you are absolutely right extremely dedicated sir
ଏ ନ୍ତା ରି ପୋ ଟ ର ପଶଛି ମ ଓଡ଼ିଆ ରେ 10+15 ଦର କା ର ❤️❤️❤️❤️❤️❤️❤️❤️❤️❤️❤️
Principal is very cool person
ଲୋଇସିଂହା ଡ଼ାକ୍ତରଖାନାରେ ପିଇବା ପାଣି ଟେପ୍ ନାହିଁ,ପାଣି ଡ୍ରେନ ହେଉ ନାହିଁ ପୋକ ପହରୁଛନ୍ ।
ଇ ତାଲ ଗଛ ବାଗି ଦିଶୁଛେ ତୁକେଲ ବେଶୀ ବକ ବକ ହେଉଛେ 😂😂😂 ବୋଧେ principal ଫୋନ୍ ମନା କରୁଥିବେ 😂
Henta kenta କହୁଛ ହୋ ଭାଇ
ଦାଦା ବୁର୍ଡା ରୁ ନଅଗାଁ (ଖ ) ରାସ୍ତା ବହୁତ ଖରାପ ହେଇଛେ ଜେଣ୍ଟା କି MLA ସାରଙ୍କର ଗାଁ କେ ଯାଇଥିବାର ରାସ୍ତା ଆଏ ଫିର୍ଭି ସେଟା ହେଇନିପାରବାର ଦାଦା ମତେ ଲାଗୁଛେ କି ଇଟା ଖାଲି ତମର ଦ୍ୱାରା ହେଇ ପାର୍ବା ଦାଦା ତମକୁ ମୋର ଅନୁରୋଧ ଆଏ ତମେ ଥରେ ଆସିକରି ସେ ରାସ୍ତା କେ ଥରେ ସମସ୍ତଙ୍କୁ ଦେଖାଉନ
ଯେନମାନେ ରାସ୍ତା ହେଉ ବଲି ଭାବୁଛନ ବେଳେ ଟିକେ ଧ୍ୟାନ ଦେଉନ
Princepal କେ ବାହାର କର ହା ଵାବୁ
My favourite news channel moro samiya ❤❤❤❤❤❤
Sabash students..anta jebe tk nai karbe sabhe tab Tak e durniti chalu thiba college, school,high school manku hau ki aru kensi govt department na..new generation student power gud new..au mar samiya team k bahut bahut dhanyabad
Samiya bhaya k salute...tumar lagi bhaya...e pila mane takar principal sir k ki6i kahi paru69....neheta principal sir kenhi aau amar bhalia middle class family ru belong karuthibar student...kenhi (thanks samiya bhaya/sir)
"ଦୂର୍ ବ୍ୟବହାର ମୋର୍ ଟୁଣେ ନି ବାହାରେ" 😂😂😂😂😂
Bhaiya main nepal se hun apke video sare dekhta hun samaj main nhi ata hai but aap jo sachyai ko samna kamna karte hai apko dil se salute
ପାଠ ନି ପଡପରା ଭୁରୁକୁଟି ସବୁ
ଧନ୍ୟବାଦ୍ ସାମ୍ବାଦିକ ଭାଈ
ଠିକ୍ କରୁଛ ଭାଇ ଭଉଣୀ ମାନେ।
ଇଟା ନିଶ୍ଚିତ ଆଏ ଯେ ଯେନ୍ ମାନେ ଆଗକେ ଆସି କଥା କହୁଛ principal ତାଙ୍କର କ୍ୟାରିୟର ସଙ୍ଗେ ନିଶ୍ଚୟ ଖେଲବେ ଆଉ principal ବହୁତ୍ ଚାଲୁ ଆଏ କଥା କେ ଗୁଣ୍ଡେଲେଇ ଦଉଛେ ଆଉ ଭାଇ ଆପଣ ଆଉ ଟିକେ better qsn କରି ପାରିଥିତେ।
ଏଇ ପ୍ରିନସିପାଲ ବହୁତ ଖରାପ ମୁଇ ଯାନିଛେ ମତେ ବି miss behave କରିଛେ i am ex student of this college 😡