Special Story: CM Mohan Majhi Topples Naveen Patnaik’s 24-Year Record in 8 Months!
Вставка
- Опубліковано 5 лют 2025
- #ନବୀନ_ଫେଲ୍ #ମୋହନ_ପାସ୍ !
ନବୀନଙ୍କୁ ଟପିଗଲେ ମୋହନ ! ଭାଙ୍ଗିଲେ ନବୀନଙ୍କ ୨୪ ବର୍ଷର ରେକର୍ଡ ! ୮ ମାସର ସରକାର ସାକାର କଲା ଓଡ଼ିଆ ଆଖିର ସ୍ୱପ୍ନ ! ନବୀନ କହୁଥିଲେ କରିବୁ, ମୋହନ ନିଜେ କରି ଦେଖାଇଲେ । ଆମେ କହୁଛୁ ୨୪ ବର୍ଷର ନବୀନ ସରକାରଙ୍କ କଥା । ଯାହାର ରେକର୍ଡକୁ ମାତ୍ର କେଇଟା ମାସରେ ମୋହନ ସରକାର ଧୂଳିସାଦ୍ କରିଛନ୍ତି ।
#NaveenPatnaik #MohanMajhi #Odisha #Politics #UtakrshaOdisha #OdishaTV #SpecialStory #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
UA-cam: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ସରକାର ଆସିବ ଯିବ କିନ୍ତୁ ଓଡିଶା ଓ ଓଡ଼ିଆ ରହିବ ଯେତେ ଓଡିଶା ର ଉନତି ହେବ ଓଡ଼ିଆ ମାନେ ସେତିକି ଆଗକୁ ବଢିବେ. ଜୟ ଜଗନ୍ନାଥ
Bhai tame good katha kahicha thankyu bhai is the best katha kahicha 🙏🙏🙏🙏
@@hemantaswain9335 😀🌹
ଭାଇ ତୁମେ ଠିକି କଥା କହିଛ ହେଲେ କିଏ କରିଲା କୋଉ ସରକାର କରିଲା ସେଟା ତ ଟିକେ ଚିନ୍ତା କରନ୍ତୁ @@hemantaswain9335
Jai shree Ram Jai Hanuman Jai bjp sarkar
ମିଛ କଥା କୁହନି ଆଉ।୩୦୦୦ ଭୋତ୍ତା ଦେଇ ପାରୁନି ବିଧବା, ଭିନ୍ନକ୍ଷମ, ବୃଦ୍ଧ ବୃଦ୍ଧା ମାନଙ୍କୁ ସିଏ ପରା ନିଯୁକ୍ତି ଦବ😂😂😂
Khali ta magena khaibaku ha haan haan 🤣
Perfect
ବାଳ ଟା ଦେବ ରେ ବାଳ ଟା ଦେବ
Dia helani handicap nku 3500 khabar rakhuna bodhe kichhi
ଭତ୍ତାରେ କେତେଦିନ ବଞ୍ଚିହବ ? ଉଦ୍ୟୋଗ ରେ ସିନା ବଞ୍ଚିହବ ।
ଓଡିଶାବାସି ପଛେ ନର୍କେ ପଡିଥାଉ ମାଲିକ ଉଦ୍ଧାର ହେଉ। ଧନ୍ଯ ତମ ଚାଟୁକାରିସାମ୍ବାଦିକତା। ଧନ୍ଯ ତମ ବିବେକ !
Surat ru palei asa bhai ....Abe odisha re dadana kata
Godo tana Loko
😂😂😂😂
Odisha looka taa servent tiye hebaa ku chaahu chanti government kan karibaa
Odisha ra Gudi Anchor ehi OTV CHORA SABU
Wow kya baat he 😅😅
ହେଇଯିବ ଆଉ ହବା ଭିତରେ ବୋହୁତ ଫରକ ଅଛି....
Right
Rite.
Perfect
Right
ଓଟିଭିର ମିଛ ଖବରପ୍ରସାରଣ ଏବଂ ବିଜେପି ର ପାଦ ଚାଟିବା ବଂଶଗତ ପରମ୍ପରା,
ଦିନେ ଏଇ ଓଟିଭି ଫେଲ ହେବ ବୁଡ଼ିଯିବ ଭଲ ଖବର ପ୍ରସାରଣ ନକଲେ
ଜୟ ଜଗନ୍ନାଥ 🙏
ଠିକ୍ କଥା ଭାଇ
Perfect
Jai bjp sarkar 💪💪🤝🔥
ଇଏ କିଛି ନୂହେଁ ଆହୁରି ଗାଣ୍ଡି ଜଳିବ ରେ 😂
ଜିଏ ସତକହିବ ସେ ବିଜେପିର
ଭାଇ ରେ ଏଠି ମୋହନ ରୋ କିଛି ହାତ ନାଇ ସବୁ ମୋଦି କରୁଚି😊
jia ta hele karuchi..kn ta bhasigala
Haha pagala mohan kn bjd dala
Ma ghiha bjd bala
ଯାହା ବି ହେଉ
Mohan achi boli Modi karuchi
ଅଵିକା ଠାରୁ ସଜାଗ ରୁହ ଓଡ଼ିଶା ବାସୀ ଭଲରେ ରହିବାକୁ ହେଲେ ଜଙ୍ଗଲ ପାହାଡ଼ ପ୍ରଥମେ ସୁରକ୍ଷିତ ରହିବା ଦରକାର୍।ନହେଲେ ଶେଷରେ ଓଡ଼ିଶା ମରୁ ଭୂମି ରେ ପରିଣତ ହୋଇଯିବ।
🙏🙏🙏🔱ହର ହର ମହାଦେବ🔱🙏🙏🙏
Tu kateta gachaa lageichu to jamire
@@nigamanandapanda9966ତୁ କିଏ ଏ Question ପଚାରିବାକୁ
@@nigamanandapanda9966maghia tu keteta lageichu kaha then se bhainku pachare😂
Aau tame aau tama gaon bhaimane Kerela aau tamilnadu ku jai dadan khata Seithi kete ta gachha lagauchanti loka ame emiti hele Odisha kebe development kariparibani
କେଉଁଥିରେ ପାସ୍ ହେଲେ ମୋହନ, ସବୁଥିରେ ଫେଲ, କଥା ପ୍ରବଳ କାମ ଦୁର୍ବଳ, ବାସ୍ତବତା ନଉ ସେ ସ୍ବପ୍ନ, ମୁଙ୍ଗେରୀ ଲାଲ୍ ଙ୍କ ହସିନ ସପନା ନହେଉ
ଏ ବଳ news ବାଲା Thumbnail ରେ ଲେଖା ଅଲଗା କଥା ଅଲଗା କି ବାଳ news ପରିବେଷଣ କରୁଛନ୍ତି
ନବିନ କିଛି ଦିଏନି ଆମ ପରିବାରରେ ରାସନ କାର୍ଡ ନାହିଁ
ବିଜେପି ଶାସିତ ଅନେକ ରାଜ୍ୟ ଉଦାହରଣ 😄କେବଳ ପବନ ଛାଡ଼ିବା ଛଡ଼ା କିଛି ନାହିଁ 👍
Ex - mp , up , gujurat 😂😂
Jaiki Gujurat dekha
Bjp gd
@@AkshayKumar0506odia bihari upwalar rakt sosajauchhi
Ryt
ମୂର୍ଖ ଙ୍କ ଆଗରେ କୁହନ୍ତୁ... ଶିକ୍ଷିତ ଙ୍କୁ କୁହନ୍ତୁନି....
Right kahicha
Tahale tame bjd bodhe😂
@@Bandmusicalworld12 Hn
Calm down
right 👍
ଟିକେ ଦେଖନ୍ତୁ 24 ବର୍ଷ ଭିତରେ ଓଡ଼ିଶାର ଋଣ ଭାର କେତେ ଥିଲା,8 ମାସରେ ଋଣ କେତେ ହେଇଛି।
😂😂 25 yr re odisha re kete ta cold store hoithila ?? Chasi prabana odisha re chasi nka ayaa kete ?
@@_mr___rajputତୁ ସେଇ cold stor ପାଖରେ ରହିଥିବୁ 😅
@@_mr___rajput ତୁ ବୋଧେ ଚାଷୀ ପୁଅ
Turahunu sathi@@SaishaktiBehuria
Right bhai
ଠ ଟିଭି ନିଜର ଲୋକପିର୍ୟତା ହରାଇ ସାରିଛି.....
Ta maa b....
ଗେଣ୍ଡାଳିଆ ଓଡିଶାରୁ ଆଗକୁ ବିଲୁପ୍ତ ହୋଇଯିବ ଏଥିରେ ସନ୍ଦେହ ନାହିଁ
ଓଟିଭି ର ଭବିଷ୍ୟତ ନଷ୍ଟ ପଣ୍ଡା ର ତଳ ଉପର ଆଉ କାମ କରୁନି ଶଳା ପାଗଳ ହୋଇ ଯାଇଛି 😂😂😂😂😂😂
କହିଲେ ହବନି ଭାଇ କରିକି ଦେଖାଅ 😂😂😂😂😂😂କରିବା ଠାରୁ କହିବା ସହଜ 😂😂😂😂
Toh maa biya chato tahale nonsense 😂😂😂😂
25 ବର୍ଷ time ଦିଅ
ଅତି କମ ରେ 10 ବର୍ଷ time ଦିଅ,
ବାଡେଇ ହଉଛ କାହିଁକି
OTV ର ସାର୍ଟିଫିକେଟ ଦରକାର ନାହିଁ... କେବଳ ମିଛ ଖବର ରାତି ଦିନ
@@pinkysethi7537 gand jali💥
Tume khali Surat hi Ja😂
@@SaileshDehuri BJP ଏବେ ସବୁ ଗାଁ ରେ ଗୋଟେ ଗୋଟେ କମ୍ପାନୀ ଖୋଲିବ,ଆଉ ଚେନ୍ନାଇ , ସୁରଟ ଯିବାକୁ ପଡିବ ନାହିଁ 😂😂😂😂
Tamar gandi joluchi bodhe odisha ra development hele
Right
ମୋହନ ମାଝୀ ଫାଷ୍ଟ୍ କୁହ ରତ୍ନଭଣ୍ଡାରର ସୁନା ଅଳଙ୍କାର ସବୁ କୁଆଡେ ଗଲା
Right 👍🏼 katha
Se bhala karuthiba kama re eia sala ta kaeeeen purauchi
OTV news kua
Sabu biki dele
Toh maa biya re ochhi😂😂😂 nonsense sola
ମୋହିନୀ ରଙ୍ଗବଦଲା ସରକାର 🤡
Gandi jaluchi na😅😅
@udaynathDash-j1r mora na tora 🤡
To gandi re bajichi bodhe katha ta 🤡🤣
ନିଯୁକ୍ତି ଦିଅନ୍ତୁ ଆଉ ଦର୍ ଦାମ ବଢେଇ ଦିଅନ୍ତୁ ଜୟ ମୋହନ ଭାଇ 😂😂😂😂
ଏମିତି ବିଜେପି ମିଡିଆ ଖବର ପ୍ରକାଶ କରୁଥିବା ହେତୁ o tv କୁ କେହି ଦେଖୁନାହାନ୍ତି
See the reality, how many investment came under which government
Tu kan pain asichu😂😂
ତୁ କେମିତି ଦେଖିଲୁ😂
Ta hele kau media bhala Khabar dekhauchi
Emiti kn karideichi 8 months re mohan sarkar
ଆମ ରାଜ୍ଯ ଏବେ ନର୍ଥ କୋରିଆ ଭଳି ..ସରକାର ବି ବିଜେପି ର,ପ୍ରଶାସନ ବି ବିଜେପି ର ଏବଂ ଚତୁର୍ଥ ସ୍ତମ୍ଭ ବି ବିଜେପି ର....ସମସ୍ତେ ଖାଲି ଗୁଣ ଗାନ କରିବେ
ଆଜି ଯାଏ ଲୋକଙ୍କୁ କହିଥିବା ଗୋଟେ କାମ କରି ପାରିନି ମୋହନ ସରକାର ଆଉ ଲୋକ ଙ୍କୁ ବୋକା ବନାଉଛି କେବଳ ତମ ଓଟିଭି ତମେ କଣ ଓଡିଶା ଲୋକଙ୍କୁ ମୂର୍ଖ ଭାବୁଛ କି ଓଟିଭି ତମେ ଶଳା ଏତେ ବଜେ ଲୋକ ଛି
ସମୟ କୁ ଅପେକ୍ଷା କରେ
Tu ja pandiyan ra chamcha ta ra chatibu ja😂😂😂😂
Tame pura pandita tamari bhalia murkha loka Khali nabin nabin haba au kehi nehen tame bode political science patha padhina
Tamari bhalia loka nka pain democracy Rahi paruni
@PranabkumarMahalikTo kahunu k han kn Amiti kakeki je OTV aka nomber kahuchi sala laja lagiba katha modi ku au tuma manka ku
କଥା ପ୍ରବଳ ହେଲେ କାମ ଦୁର୍ବଳ.....
ଖାଲି କଥା କହିବାରେ hero ଆଉ କାମରେ zero 👌👌👌👌👌
No 1 ,No 1 ,No 1 Cm Naveen sir ❤😊........
Love you naveen sir ❤
❤
RIP NAVEEN 😅
Talapatu no 1😂😂😂😂
ମ ବାଳ ତ ନବୀନ
ମୋହନ ସାର ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ଯାଉଛନ୍ତି ଦୁଃଖ ସମୟରେ
ଓଟିଭି ବିଜେପି ର କୁକୁର ସେ କେମିତି ବିଜେପି ର ଗୁଣଗାନ କରିବନି ଓଡ଼ିଶା ଲୋକ ଙ୍କ ମନରେ ଆଜି ବି ନବୀନ ପଟ୍ଟନାୟକ ଅଛନ୍ତି No 1 cm Naveen pattnayk
Currect
ଥିଲେ ତ କଣ ପାଇଁ kukura bhalia harele, 76tama suadhinata dibasare iit pilamane ଜାନୁୟାରୀ 26 କଣ kahiparele ନାହିଁ ଏମାନେ ନବୀନ ର ପିଲା
Tume kn BJD r kukur ki
Even now, some people still haven't forgotten the defeat.
Chichi
OTV ମୋଦି ର TV ନା କଣ ଓଡିଶା ବାସି ମୋହନ ଓଡ଼ିଶା ବାଳ କରିଚି ସବୁ ବିକ୍ର କରିଦେବ ଆଦାନି କୁ ଦେଖି🥲🥲🥲🥲
Murkho loko laguchu tu mate
ଏହା ଅତି ଉତ୍ତମ ପଦକ୍ଷେପ କିନ୍ତୁ ସମୟ ଆସିଲେ ସବୁକିଛି ସ୍ପଷ୍ଟ ହେଇଯିବ।।।
ଜୟ ଜଗନ୍ନାଥ ସ୍ବାମୀ 🙏🙏🙏
ଆମ ସରକାର ମୋହନ ସରକାର ❤
Ama sarkar bando sarkar sala andha Giha 😂😊
ତୁମ ସରକାର ମାଝୀ ସରକାର
@@dasrakesh5891ଜଳୁଛି ପଛ ତୋର🤣
@@Abhi-panda hm
ଠିକ୍ ଯେ କିନ୍ତୁ କୌଣସି ସରକାର ଗ୍ରାମାଞ୍ଚଳରେ ଲୋକଙ୍କ ମୌଳିକ ସମସ୍ଯା ର ସମାଧାନ କରିବାର ସକ୍ଷମ ହୋଇନାହାନ୍ତି l ଏବେ ମଧ୍ୟ ପାନୀୟ ଜଳଯୋଗାଣ କାର୍ଯ୍ୟ ଓ ପକ୍କା ରାସ୍ତା ନଥିବାରୁ ଜନସାଧାରଣ ବହୁତ ସମସ୍ୟା ଭୋଗୁଛନ୍ତି l ମିଡିଆରେ ପ୍ରଚାରିତ ଖବର ଉପରେ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି କି?
ଜୟ ମୋହନ 🎉🎉🎉
ନବୀନ ଅଣ ଓଡ଼ିଆ ଲୁଟେରା
ଗୁଜରାଟ ଅଦାନି ଓଡ଼ିଶାର ବୋଧେ 😂😂
Jaabe bhadua
Mg to Maa ku sueichu na to bhauni ku na to maikina ku mg andha bhakhta akhi ta kholo dekha kn kn hauchi sadharana janta ethi gandi mareileni chi mg dala
@@ApurbaBehera-j1f toh maa biya chato tahale nonsense sola 😂😂
@@ApurbaBehera-j1f toh maa biya chatibi🤪🤪🤪😋😋😋😛😝
କର୍ମ ହିଂ ଇତିହାସ ରଚିଥାଏ, ଓଡିଶାବାସି ଙ୍କ ତରଫରୁ ଅନେକ ଧନ୍ୟବାଦ!
Nabin sir nku kie tapi paribeni nabin sir thile achhanti aagaku thebe🙏🙏🙏
ମହାନ୍ ମହୋନ sir
Dekhiba swapna kete puran heuchhi😢
ଜଣା ପଡ଼ିବ ହେଲା ପରେ। ଏମିତି କେତେ ଆସି କେତେ ଗଲେଣି 😮😮
ଭାଇ ମତେ ଦୁଖ ଲାଗୁଛି ଆମ ଓଡ଼ିଶା ର ମିଡିଆ ନବିନ ପଟନାୟକ ସରକାର ବେଳେ ବହୁତ ground zero କୁ ଜାଉଥିଲେ ଏବେ କଣ ସୁନାର ଓଡ଼ିଶା ହେଇଗଲା ଗାଁକୁ ଜାଆନ୍ତୁ ଦେଖିବେ ଆଉ ଖାଲି ବିଜେଡି ନବିନ ପଟନାୟକ ପାଁଡିଆନ କଲେ କଣ ହବ
ଓଡ଼ିଶା ଦାଦନ ମୁକ୍ତ ହେଉ ଭଲ କଥା ଦେଖିବା ସରକାର କେତେ ସଫଳତା ପାଉଛନ୍ତି ଆଉ ଜନତା କେତେ ଲାଭବାନ ହେଉଛନ୍ତି
Dadan mukta heba recent 4months bhitara H&ud, panchyat raj, unnati bhawan , Itda department ru 20000 pila chatae haechanti
OTV should be neutral while circulating news. This channel is speaking political language.
ସଫଲ କରିକି ଦେଖାଅ।ମୋଦୀ ଗୋଟେ ଭଡୁଆ।ଇଏ ଗୋଟେ ଭଡୋଆ ଆସିଗଲା।ଅଟୋମୋବାଇଲ କାରଖାନା କରିକି ଦେଖାଅ।
Tu gote asala bhadua are se bhadua hei ki 3 thara pm heichi tu kete thara pm heluni
ଭାଇ ଓଡ଼ିଆ ପିଲା 8 ଘଣ୍ଟିଆ duty କରିବେ ବାହାରୁ ପିଲା ଆସି employee hebe tame khali ମଜୁରୀ କରିବ
ସବୁ ଚାଲିଯିବ ଓଡ଼ିଶା ମରୁଭୂିମି ହେବ
ଭଲ ଲାଗିଲା
ସତ କଥା ହେଲା ତମେ ଓଟିଭି ଵାଲା bjp ଠୁ କେତେ ଟଙ୍କା ନେଉଛ ଜେ ଏତେ ମିଛ ଖବର ଦଉଚ ଆରେ ଓଟିଭି ତମେ ଜାଣିବା ଦରକାର ଜେ ନବୀନ ଓଡିଶା ରେ ଏ ସବୁ ଆରମ୍ଭ କରି ଥିଲେ ଆଉ ଆଜି bjp ତାର ଲାଭ ଉଠଉଛି
Absolutely correct
Ame sabu janichu kete sabu karuthile
ନବୀନ ପଟ୍ଟନାୟକ ଭଲସେ ଜାଣିଛି, ଏହି ବେଦାନ୍ତ, ଟାଟା ସବୁ କୁ ଓଡ଼ିଶା ର ଖଣି ଖାଦାନ ଦେଲେ ଓଡ଼ିଶାକୁ ଲୁଟି ନେବେ, ତେଣୁ ସେ ସେମାନଙ୍କୁ ଦେଇ ନ ଥିଲେ।
ଏବେ ଓଡ଼ିଶାର ବହୁ ଜାଗାରେ ବଡ ବଡ ବେଦାନ୍ତ, ଟାଟା କମ୍ପାନୀ ଗୁଡ଼ିକ ଅଛି ସେଥିରେ ଯଦି ସବୁ କର୍ମଚାରୀ ସଂଖ୍ୟା ଆମେ 100 ଜଣ ଧରିବା, ତେବେ ସେଥିରୁ ଓଡ଼ିଆ କେବଳ 5 ଜଣ ଅଛନ୍ତି ।
ଦେଖିବା ମୋହନ୍ କଣ କରୁଛି ।
Tamari bhalia murkha loka Khali nabin nabin haba au kehi nehen
ମୋଦି excellent
OTV NEWS ❎BJP NEWS ✅
କଥା ପ୍ରବଳ କାମ ଦୁର୍ବଳ । ଆଗ କାମ କର ପରେ ସାର୍ଟିଫିକେଟ ଦବ । ପରୀକ୍ଷା ପୂର୍ବରୁ ପାସ୍ ସାର୍ଟିଫିକେଟ ଦେଇଦଉଚ ।
Majhi Sir Good CM 🇮🇳🇮🇳🇮🇳👌
କେତେ ଓଡିଆ ଦାଦନ ଜିବେନାହି ଓଟିଭି
ବିଜେପି ଚେଲା
ମିଡ଼ିଆ ବି ବିକ୍ରି ହେଇପାରେ
ଉଦାହରଣ :- ଓଟିଭି 😬
କେତେ ମୁଖ୍ୟମନ୍ତ୍ରୀ ଆସିବେ ଯିବେ ହେଲେ ନବୀନ ପଟ୍ଟନାୟକ ନାଆଁ ସବୁବେଳେ ଓଡ଼ିଶା ଇତିହାସରେ ଆଦର୍ଶ ମୁଖ୍ୟମନ୍ତ୍ରୀ ରୂପରେ ଥିବ। ଆଜି ବିଜେପି ଜିତିଛି ବୋଲି ମୋହନଙ୍କର ଗୁଣ ଗାନ କରୁଛ। କିନ୍ତୁ ଆଉ ଜଣେ ମୁଖ୍ୟମନ୍ତ୍ରୀ ଆସିଲେ ମୋହନଙ୍କୁ ଭୁଲିଯିବ ଏହା ସ୍ୱାଭାବିକ ଏବଂ ସତ୍ୟ ଅଟେ। ଆଜି ମୋହନ ସରକାରରେ ଅଛନ୍ତି ବୋଲି ଗୁଣ ଗାନ କରୁଛ ଦେଖିବା କେତେ ଦିନ ଏମିତି ଚାଲିଛି। ମୁଁ ଯାହାବି କିଛି ଖବର ଶୁଣୁଛି ଖାଲି ଓଡ଼ିଶାର ଲୋକ ହିଁ ମୋହନ ମାଝୀଙ୍କୁ ପ୍ରଶଂସା କରୁଛ କିନ୍ତୁ ଅନ୍ୟରାଜ୍ୟ କାହିଁକି ମୋହନଙ୍କର କାମକୁ ପ୍ରଶଂସା କରୁ ନାହିଁ।
Bala na rahiba
@murmuraazchhotu631 ସନ୍ଦେହ ଲାଗୁଛି କି
Good
ଆପଣଙ୍କୁ ପିଲାମାନଙ୍କୁ ୨୪ମାସ ଭିତରେ ରୋଜଗାର ଦେବା ଦରକାର
Cm No1 Mohan sir ❤❤❤🎉
Mg seita
Just like your father am I right@@ManaskumarGiri-b4e
जय जगन्नाथ 🙏
ସତକଥା ୨୫ ବର୍ଷ ରେ ପ୍ରାଥମିକ ସ୍କୁଲ ର ରୋଷେୟାଙ୍କ ଦରମା ଯେମିତିକୁ ସେମିଥି ଥିଲା ୮ ମାସରେ ହଜାରେ ଟଙ୍କା ବଢ଼ାଇଲା
ଜୁନିୟର ଶିକ୍ଷକ ମାନଙ୍କ ଦରମା ୨୫ ବର୍ଷରେ ଯେମିତିକୁ ସେମିତି ଥିଲା ୮ ମାସର ସରକାର ୪ ହଜାର ଟଙ୍କା ବଢାଇଲେ ଏବେ ପ୍ରାଥମିକ ଶିକ୍ଷକଙ୍କ ପାଳି ସମସ୍ତେ ଆଶା ଅଛି ନିଶ୍ଚିତ କରିବେ
ସାବାସ ମୋହନ ସାର
No 1 always Naveen Patnaik, mohan majhi goes under zero list cm
Only Naveen 🎉🎉🎉🎉🎉
ସମୟ କରିବ ଲାଭ କ୍ଷତି ର ହିସାବ, ନୀରବ ରେ ଅପେକ୍ଷା କରନ୍ତୁ।
Good CM
ସବୁ କରିଦେଲେ କେବଳ o tv ରେ
Very Very good 💯
Nabin babu thile block grant, thika nijukti, contractual, vote paain not ra janaka
ଗୋଦି ମିଡ଼ିଆ
ଆଗ କାମ ହେଉ ଲୋକ କେତେ ଉପକୃତ ହେବେ ଦେଖିବୁ ତାପରେ କିଏ ଫେଲ କିଏ ପାସ୍ ଜଣା ପଡିବ
Very good cm sir congratulations
Aji khusi lagila, ରେକର୍ଡ ହେଇଛି ଭାଙ୍ଗିବା ପାଇଁ
ପାଦ ଚଟା ସାମ୍ବାଦିକ
Right 👍
Pandu ra gandi chata
😂😂😂
@MRSB-y5t Tu ta bou ra gandi chata. sorry 😔
Don't compare nabin to mohan❤
Mohan no1💯
One and only naveen Patnaik ❤
Mohan nomber one
Mohan remote control 😂
OTV ବିଜେପି ସରକାରର ଓଡ଼ିଶାରେ ଶିଳ୍ପ ହବ ହେଲେ ଅଣଓଡ଼ିଆ ମାନେ କାମ କରିବେ ଓଡ଼ିଆ ଯିବେ ଦାଦନ ଖଟିବାକୁ ବାହାର ଜିଲ୍ଲା କୁ
Only mohan Majhi ❤❤❤❤❤❤❤❤❤❤❤❤❤❤❤
BJP ସରକାର ସବୁ ଛୋଡ଼ି ପକେଇବ
କେହି ପାସ୍ ନୁହନ୍ତି, ସବୁ ଶଳେ ଫେଲ୍ । ଆଗରୁ ପ୍ରାଥମିକ ଶିକ୍ଷକଟିଏ ଯେମିତି ୬ ବର୍ଷ ଠିକା ରେ ବେଠି ଖଟୁଥିଲା ଏବେ ବି ବେଠି ଖଟୁଛି !!! ଯେତେବେଳେ ସମସ୍ତ ସରକାରୀ କର୍ମଚାରୀମାନଙ୍କୁ ଚାକିରୀ ଆରମ୍ଭରୁ ରେଗୁଲାର ଦରମା ଦିଆଯାଉଛି, ସେତେବେଳେ କେବଳ ପ୍ରାଥମିକ ଶିକ୍ଷକଙ୍କୁ କାହିଁକି ୬ ବର୍ଷ ବେଠି ଖଟିବାକୁ ପଡୁଛି ?????
ଓଡ଼ିଶାର କୋଉ ଗୋଟେ ବି ନିଉଜ୍ ଚ୍ୟାନେଲ ସରକାରଙ୍କୁ ଏହି ପ୍ରଶ୍ନ କରିବାକୁ ସାହସ କରୁନାହାନ୍ତି, ଗାଣ୍ଡି ଫାଟି ଯାଉଛି ଏମାନଙ୍କର 😂😂😂
Prathamika sikhya byabastha ku rugna kari bhangi dei taku gharoi karana kariba pain Kebala Odisha Sarakara hni dai.
ହେଇନି ହେବ କହୁଛ ଓଡ଼ିଶା ବାସୀ ଅଛନ୍ତି ଦେଖାଇ ବା ପାଇଁ ହେଲେ ଦେଖିବେ ଭଲ ଲାଗିଲେ ଭଲ କହିବେ ନାହିଁ ତ ଚୁପ୍ ରହିବେ 🙏🙏🙏🙏🙏
❤❤❤❤ ବିଜେପି
Naveen Patnaik always ❤❤
ବିଜେଡି ଵାଲା ମରିଗଲେ ରେ। ମୁଁହ ଲୁଚେଇ କାନ୍ଦିବେ।
Are bhai eita biscuit Media janina ki.
ଖାଇବା ପ୍ରସ୍ତୁତ ହେଲାଣି 😂😂😂😂😂😂
Bala naa😂
ବିଜେଡି ବାଲା ବଞ୍ଚିଗଲେ, ମୁଁହ ଦେଖେଇ ହସିବେ
Pramana ସହ deuchi ଦେଖା ଯାଉନି i@@Vlogsss-m6y
ଗାଲୁଆର ବାରବାଟି ଚାଷ ।
ମହୋନ Sir Best ❤️❤️❤️👍👍👍🙏
Jai Nabin
କ୍ରୀତଦାସ ମାନଂକୁ ଭାରି ବାଧୁଥିବ
ପାଗଳ ହେଇ ଗଲାଣି ବୋଧେ 😮😮😮😮😅😅😅😅
ଓଡ଼ିଶା ବିକାଶ ପଥରେ ମୋଦି ସରକାର ଗ୍ୟାରେଣ୍ଟି 🎉 🙏🏽
ଆଉ ଲୋକଙ୍କୁ ବୋକା ବନାଓ ନାହିଁ ଚିଟର ସରକାର ବିଜେପି
No1 CM 🎉🎉🎉🎉🎉 mohana sir
Bala karibe mohan sarkar
Aje jae osssc ri result asuni bala govt
Jay Jagannath ❤
ଜୟ ଜଗନ୍ନାଥ ଜୟ ବିଜେପି ସରକାର
ଗୋଦି ମିଡ଼ିଆ Otv😄😄😄😄😄
Super 👍👍😊😊 Kiya Baat Hai 🎉 Congratulations 👏🎉👏🎉 Mohan Sir 🙏 ODISHA CM
Very good
ପାଣି ନଦେଖି ଲଂଗୁଡା ହେବା ପରି କଥା କହିବା ଦରକାର ନାହିଁ
Bjp jindabad ❤
ହେବ, ପାଇବ, ହବାକୁ ଯାଉଛି ଏସବୁ କାନ କୁ ଶୁଣିବାକୁ ଭଲ ଲାଗେ। ଯେବେ କାର୍ଯ୍ୟରେ ଦେଖେଇବେ ଏବଂ ସାଧାରଣ ଲୋକ ଉପକୃତ ହେବେ ସେବେ ହିଁ ସାଧାରଣ ଲୋକ କହିବେ ମୋହନ ସରକାର ଜିଂଦାବାଦ୍ ନହେଲେ ମୁର୍ଦାବାଦ।
❤❤❤❤❤❤
କିନ୍ତୁ ଓଡ଼ିଆ କାମ ପାଇବେ ନାହିଁ ,ଯେତେ ଶିଳ୍ପ ଅଛି ଥରେ ଦେଖି ଆସ ସବୁ ଶିଳ୍ପ ରେ ବିହାର ଆଉ ଉତ୍ତର ପ୍ରଦେଶ ର ଲୋକେ କାମ ପାଉ ଛନ୍ତି ,ଓଡ଼ିଆ ଜାଣିଲେ ସିଧା ମନା କରୁ ଛନ୍ତି କାମ ଦେବାକୁ ,ଏଇଟା ହିଁ ସତ୍ୟ ।
Jay jagannath 🙏🙏🙏🙏
ଯେ କୌଣସି କାମ ଜଲ୍ଦି ହୁଏ ନାହିଁ ନବୀନ ପୂର୍ବରୁ କରି ଥିଲେ ବୋଲି ଶୀଘ୍ର ହେଲା.ମୋହନ ସାର ଙ୍କ ନାମ ହେଲା.