Media ki faltu news dekh kar kisi bhi saint ka apmaan mat kro sach jaane Bina kisi ke baare me Galt mat bolo kuch dino baad sach sbke saamne. Aa jaayga
Se pila god nuhen😂 dahara guda ame agaru janichu se god nuhen jie manuchi se murkha😂. Ama god jagannath avatar 🙏 heleni se secret re achhanti tanku identity kariba difficult
The blessings of Trisandhya are countless. It has given me peace, clarity, and a deep connection with the Lord. I thank Pandit ji for showing us this sacred practice.
The path of Trisandhya has transformed my life in unimaginable ways. It has brought peace, clarity, and a strong connection with the Lord. Thank you, Pandit ji, for this gift of devotion.
Trisandhya has given me a sense of purpose and a deeper connection with the Lord. Its transformative power is beyond words, and I urge everyone to embrace it.
तुलसी पैरों में रखने से इनकी भावनाएं आहत हुई अच्छा है होना भी चाहिए लेकिन भारत में गौ हत्या बहुत बड़े पैमाने पर हो रही है इसमें किसी की भावनाएं आहत नहीं होती तब कहा सो जाते है
We are with Pandit Kashinath Mishra ji in his selfless efforts to protect Sanatan Dharma. His sacrifices for gau mata and sadhu-sants inspire us to follow the path of truth.
Pandit Kashinath Mishra ji’s work for Sanatan Dharma and its followers shows his dedication to truth and righteousness. His devotion to Lord Madhav protects him from all falsehoods.
Pandit Kashinath is really a great man. What a great work he is doing , preaching Madhav's name, trishanshya and shrimad bhagvad mahapuran 🙏🏻🩷. All he says to stay on Satya, prem, daya, xhama and shanti 🙏🏻🪷🌷. Is it wrong???? He does not deserve this, what media is trying to show is absolutely wrong!!! Jai Shree Madhav 🙏🏻🪷
How can they call him a con man???? He literally changed my life. When I look back at what a person I used to be and what I am now. Doin trishanshya dhara and reading shrimad bhagvad mahapuran changed my life. All because of his him. What a kind man he is . Jai Shree Madhav 🙏🏻🪷🪷🩷🌷
Ratha. Sir nku. KOTI. Pranam. Very. Good. Information. Salut. Thanks
😊😊
ଏହିଭକି କିଛି ବ୍ରାହ୍ମଣଙ୍କ ପାଇଁ ସାରା ବ୍ରାହ୍ମଣ ସମାଜ ବଦନାମ ହଉଛି
ପୁଅକୁ ପୂଜା କରାଯାଉଥିଲା ବାପା କିମିତି ଜାଣିପାରିଲେ ନାହିଁ
Right 👍
Father knows that is a good business. His son can earn a huge money than any other business or job
E ଧଳା କାଗଜ ନା କଳା କାଗଜ?
@@laxmipriyadas7655 kala kagaja
Right
ପୁଅ,ପୂଜା,ହେବ,ବାପା, କିଛି, ଜାଣୁ ନି, ହାସ୍ୟାସ୍ପଦ, କଥା, ବାପାକୁ, ଜେଲ୍,ରେ, ପୁରାନ୍ତୁ
ଏ ଶଳାକୁ ଗୋଟେ ପଚାରା ଯାଉଛି
ଏ ଶଳା ଗୋଟେ କହୁଛି
କାଶୀନାଥ ମିଶ୍ରଙ୍କୁ ଲଙ୍ଗଳା କରି ଭୁବନେଶ୍ୱରରେ ବୁଲାଯାଉ...
Media ki faltu news dekh kar kisi bhi saint ka apmaan mat kro sach jaane Bina kisi ke baare me Galt mat bolo kuch dino baad sach sbke saamne. Aa jaayga
Bhaaak sabu eathi bhandami chaleicha
Kichi baba nanhi only one and devine prabhu jagannath and lingaraj mahaprabhu..
କାଶୀନାଥ ମିଶ୍ର ଙ୍କ କଥା ରୁ ଜଣା ପଡୁଛି କାଶୀନାଥ ହିଁ ବ୍ୟବସାୟ ପାଇଁ ଚେଷ୍ଟା କରୁଛନ୍ତି ଆଉ କେହି ନୁହେଁ ।
ପ୍ରଫୁଲ୍ଲ ରଥ ଠିକ୍ କଥା ଧରିଛନ୍ତି 💪💪💪
Right sir
କେବଳ ନିଉଜ7 ହିଁ ସତ୍ୟ କୁ ସାମ୍ନା କୁ ଆଣିବ ନଚେତ୍ କୌଣସି ବି ନିଉଜ ତାର ଟେର ପାଇବନି..😊
News 7 nunhe 18
News 18 ROK thhak new
୪ବର୍ଷର ବାଳକ ଭାଗବତ ଦାସ ବ୍ରହ୍ମଚାରୀ ଗୀତା ର ସବୁ ଶ୍ଳୋକ ତା ମୁହଁ ରେ, ଯେଉଁ ଶ୍ଳୋକ କୁ ପଢିବା ପାଇଁ ସାଧୁସନ୍ଥମାନେ ତପସ୍ୟାରତ ତା ପରେ ବି ସେ ନିଜ କୁ ଭଗବାନଙ୍କ ପ୍ରଚାର ଓ ସନାତନ ଧର୍ମ କୁ ବଞ୍ଚେଇ ରଖିବାର ବାର୍ତ୍ତା ଦେଉଛି ,ନା କି ନିଜ କୁ ଭଗବାନ କହୁଛି ,ନା ଆଶ୍ରମ ତିଆରି କରି ନିଜ କୁ ପ୍ରବଚକ କହୁଛି। ସମସ୍ତ କୁ ବୁଝେଇ ହେବ ଅଧା ପାଠୁଆ କୁ ବୁଝେଇ ହେବ ନାହିଁ।ଜୟ ଜଗନ୍ନାଥ 🙏
ବାପ ର ଏ ଗୋଟେ ଅଭିନୟ
ତାକୁ ନେଇ ପରୀକ୍ଷା କରନ୍ତୁ, ସେ ଟିକେ ସମୁଦ୍ର କୁ ଡାକୁ ଆଉ ସମୁଦ୍ର ଆସୁଛି କି ନାହିଁ ସାରା ଓଡିଶା ର ଲୋକେ ଦେଖିବେ।
ସମୟ କୁ ଅପେକ୍ଷା କର ଯେତେବେଳ ସମୁଦ୍ର ଆସିବ ସେ ସମୟ ରେ ଜଣା ପଡ଼ିବ
କାହିଁକି ଟିକେ ଡାକୁନ ଦେଖିବା@@nitesh4483
Se pila god nuhen😂 dahara guda ame agaru janichu se god nuhen jie manuchi se murkha😂. Ama god jagannath avatar 🙏 heleni se secret re achhanti tanku identity kariba difficult
Thik kahile.shankaracharya kahi sarichanti ebe kalki asi nahanti.ye sabu micha.
@@nitesh4483 ଗୁରୁ ପର୍ଶୁରାମଙ୍କୁ ଛାଡ଼ି ପ୍ରଭୁ MBA/BBA କରୁଛନ୍ତି 😁😁😁
ଆପଣ ମାନଙ୍କ ସହିତ ଆଉ କଣ ହେଲେ ଆପଣ ଭଣ୍ଡ ଲୋକଙ୍କ ଠାରୁ ବଞ୍ଚିତ ହେବେ ???😢
କାଶିଆ ବାବୁ ଆଉ ସଫେଇ ଦିଅନି, ସବୁ ସଫା ଦେଖା ଯାଉଛି
କଳା ସାମ୍ବ୍ରାଜ୍ୟରେ ବହୁତ ଲୋକଙ୍କ ହାତ ଅଛି,,ଏ ଭଳି ଘଟଣାର ପରଦା ଫାରସ୍ବ୍ ହେଉ.
କାସିନାଥ ବାବୁ ମିଛ କହିଲେ। ମୁଁ ସେହି ମଠକୁ ଯାଉଛି। ସମସ୍ତେ କହନ୍ତି ଶିଶୁ ଜଗନ୍ନାଥଙ୍କର ଅବତାର।ଏହି ଶିଶୁ ବହୁତ ଦିନରୁ ପୁଜା ହୁଅନ୍ତି। ସେ ଲୋକମାନେ କୁହନ୍ତି ଏହି ଶିଶୁ କାଳୀଂ ଅବତାର। ତୁଳସୀ ମଧ୍ୟ ଚଢାଯାଏ।କାଶିନାଥ ମିଶ୍ର ସବୁ ଜାଣତରେ ହୁଏ
ଆପଣ କଣ ଜାଣି ନଥିଲେ ପୁଅ ପୂଜା ହେଉଛି ବୋଲି l ଜାଣି ଅଜଣା l ଯଦି ପ୍ରଭୁ ଚମତ୍କାର ଦେଖାନ୍ତୁ l ବିଶ୍ୱାସ ନିଶ୍ଚୟ ହେବ l ଜୟ ଜଗନ୍ନାଥ 🙏
ଆପଣ କାହିଁକି ବ୍ରାହ୍ମଣ ବ୍ରାହ୍ମଣ ହେଉଛନ୍ତି?ସତେ ଅବା ବ୍ରାହ୍ମଣ ଗୁଡ଼ାକ ମଣିଷ ମାନଙ୍କ ଉପରେ।ବଦ୍ମାସ୍ ଗୋଷ୍ଠୀ ଟା ମଣିଷସମାଜର ସମାନତା କୁ ନଷ୍ଟ କରିଛି।ଏ ମନୁବାଦୀଗୁଡାଙ୍କୁ ସଚେତନ ସମାଜ ଘୃଣା କରେ।
ଯଦି ଆପଣଙ୍କ ପୁଅ କଳ୍କୀ ତାହେଲେ ଡରୁଛନ୍ତି କ'ଣ ପାଇଁ 🫵😜😜😜
Pandit ji kisi se ni darte samay aane do sabko pta chlega kya sach hai kya jhoot hai
@rashusoni8239 😝😝😝🫢🙆🙆🙆
@@rashusoni8239
Pandeet ji hugdia during interrogation. Pandav parida hauchi parama 😅
ପୁଅ କୁ ଠାକୁର ସଜେଇ ଅର୍ଥ ଉପାର୍ଜନ କରିବାର ମାଧ୍ୟମ, ତିଆରି କରିଥିଲେ ବାପା,,, ସବୁଆଡୁ ବିରୋଧର ହେଲା ଯେତେବେଳେ,,, ଏବେ ବାପା କହୁ ଛନ୍ତି ମୋ ପୁଅ ଠାକୁର ନୁହେଁ,,,,
ମେଡିକାଲ କୁ ନିଆଯାଉ ରୋଗୀ ଙ୍କୁ କେତେ ଭଲ କରୁଛନ୍ତି ଜାଣିବା
ରାଜଶ୍ରୀ ପ୍ରଶ୍ନ ଭଲ ଭାବରେ ପଚାରୁଛନ୍ତି ❤
ରାଜଶ୍ରୀ ନୁହ ଇତିଶ୍ରୀ
ରଥ ବାବୁ ଠିକ କଥା କହୁଛନ୍ତି
The blessings of Trisandhya are countless. It has given me peace, clarity, and a deep connection
with the Lord. I thank Pandit ji for showing us this sacred practice.
Dr Prafuula Ratha Rocked .... 😂 Bhanda baba shocked 😂😂
The path of Trisandhya has transformed my life in unimaginable ways. It has brought peace,
clarity, and a strong connection with the Lord. Thank you, Pandit ji, for this gift of devotion.
ଦିଦି ଆଉ ପ୍ରଶ୍ନ ପଚାର ନାହିଁ ସେ ମିଶ୍ର ବାବୁ ପାଗଳ ହୋଇଯିବେ
ବେଳ ତ ଭଲନାହିଁ କୁନ୍ତୁ ଏମିତି ଅଧର୍ମ କରନ୍ତୁ ନି ଆଜ୍ଞା 🙏🙏🙏🙏🙏
Trisandhya has given me a sense of purpose and a deeper connection with the Lord. Its
transformative power is beyond words, and I urge everyone to embrace it.
तुलसी पैरों में रखने से इनकी भावनाएं आहत हुई अच्छा है होना भी चाहिए
लेकिन भारत में गौ हत्या बहुत बड़े पैमाने पर हो रही है इसमें किसी की भावनाएं आहत नहीं होती तब कहा सो जाते है
ଟଙ୍କା କମେଇବାର ଗୋଟେ ଚାଲ ଆଉକିଛିନୁହେଁମ ଇୟେ ନର ରୁପି ନିଜକୁ ଭଗବାନ କୁହତି no ❌
ପ୍ରକୃତରେ ଯିଏ ଭଗବାନ, ସେ ଭଗବାନଙ୍କର ବି ଇଣ୍ଟରନେଟ୍ ଆଉ ମିଡ଼ିଆ ବାଲାଙ୍କୁ ଦେଖିଲେ ଡର ଆସିଗଲାଣି,, ଆଉ ଆଜିର ଭଗବାନ କେମିତି ନ ଡରି ସିଧା ସିଧା ନିଜକୁ ଭଗବାନ ବୋଲି କହୁଛନ୍ତି,, ଏଇଟା ମନେ ରଖିଥାଅ,,,, ଭଗବାନ ଯେତେବେଳେ ଜନ୍ମ ନେଇ ଲୀଳା କରିସାରି ପୁଣି ନିଜ ଧାମକୁ ଫେରି ଯିବେ ତଥାପି ଏ ପୃଥିବୀ ବାସି ଏ ପ୍ରାଣୀ ଜଗତ ସେ ଲୀଳାକୁ ଜାଣିବାକୁ ଗହନେ ପାଠ ଲାଗିଯିବ,, ଯୁଗେ ଯୁଗେ ଜଗନ୍ନାଥ,,,,,,, 🙏🙏🙏🙏🙏
ମାଳିକା ନାମରେ ଵେପାର କରିବା ଲୋକ ମାନେ ଅଭ୍ୟାସ ଗତ ମିଛୁଆ।
We are with Pandit Kashinath Mishra ji in his selfless efforts to protect Sanatan Dharma. His
sacrifices for gau mata and sadhu-sants inspire us to follow the path of truth.
ଜେତେ ଜାହା କହିଲେ ବି କାଶୀନାଥ ପଣ୍ଡିତ କିଛି କଥା ଲୋଚାଉଛନ୍ତି.😮 ସମର୍ଥନ ପୁଅ ପାଇଁ ଜଥେଷ୍ଟ ଅଛି ପିତା ଭାବେ🎉 ନିଜର ପୁଅପାଇଁ ପାଠକ
🙏🙏🙏🙏🙏ପ୍ରଭୁ ଙ୍କ ନାମ ଯୋଉମାନେ ବିକୁ ଛନ୍ତି ପଇସା କମଉ ଛନ୍ତି 🙏🙏🙏🙏🙏ଭଲ ମଙ୍ଗଳ ହେବନି 🙏🙏🙏🙏🙏
ଏ ଲୋକ କୁ ଝାଳ ବୁହା ମାଡ ର ଆବଶ୍ୟକ ଅଛି
Bahut chalak re katha kahuchhanti
🙏🙏🙏🙏🙏ଏମିତି ଜାଗାରେ ବସ କେହି କହିବେନି ଉଠୁ ବୋଲି 🙏🙏🙏🙏🙏
Prafulla sir telling correct
Jay shree madhav ji Jay shree kashinath ji
ପୁଅ କୁ ଘରେ ପୂଜା କରା ଯାଉଥିଲା ,ବାହାରେ ନୁହଁ, ଅନେକ ଲୋକ asharam ରେ ରହୁ ଥିଲେ ,ଏତେ ଲୋକ ଆସୁ ଥିଲେ ,କେମିତି କାଶୀନାଥ ମିଶ୍ର janiparunahanti
Jay Jagannath 🙏🙏🙏
ସବୁ ଠିକ୍ କଥା ବାର୍ତ୍ତା ହେଲା ହେଲେ 10 ବର୍ଷ ହେଲା ମାଳିକା ପ୍ରଚାର ପ୍ରସାର ହେଉଚି ସବୁ ଚ୍ୟାନେଲ ରେ ସେଥିରୁ ବହୁତ ମାଳିକା କୁ ବିଶ୍ଵାସ କରୁଥିବା ଲୋକମାନେ ବି ଅଛନ୍ତି ସେମିତି ମାଲିକକୁ ଗବେଷଣା କରି ବୁଝାଉ ଥିବା ଲୋକ ଯଦି ସାମ୍ନାକୁ ଆସି କଥା ହେଲେ ତାହାର ସଠିକ୍ ସତ୍ୟ ସାମ୍ନାକୁ ଆସିବ...😊
ବାହାର ଲୋକ ମାଲିକକୁ ବିଶ୍ଵାସ କଲେ ହେଲେ ଓଡିଶା ଲୋକ ଏପର୍ଯ୍ୟନ୍ତ ଶୋଇଛନ୍ତି...😊
ଆଜ୍ଞା, ଆପଣ ପିଲାଟିର ବାପା... ବର୍ତମାନ ନିଜ ପିଲା ସହିତ ଆପଣଙ୍କର କୌଣସି ସଂପର୍କ ନାହିଁ କି ? ଏହିପରି ମନ୍ତବ୍ୟ ଦେଇ ଆପଣ ଏହି ସମସ୍ୟାରୁ ଓହରି ପାରିବେନି ।
Pandit Kashinath Mishra ji’s work for Sanatan Dharma and its followers shows his dedication to
truth and righteousness. His devotion to Lord Madhav protects him from all falsehoods.
ସତ୍ୟର ପରିପ୍ରକାଶ ହେଉ ମିଥ୍ୟା ବାଡିର ବିନାଶ ହେଉ
ମୌନେରେ ସମତି ଲକ୍ଷଣ ଗୁଡିକ ପ୍ରକାଶିତ। ଧର୍ମର ବିରୁଦ୍ଧାଚରଣ କରୁଥିବା କାର୍ଯ୍ୟକୁ ସହଯୋଗ କରିବା ହିଁ ଏକ ଅନ୍ୟାୟ।
ନାୟ ର ଅଛନ୍ତି ❤❤
Pandit Kashinath Mishra is a good person Jay Shri Madhav❤❤
ଧର୍ମକୁ ନେଇ ବ୍ୟବସାୟ
Prafull sir is great
ଏ ବାପ ଶଳାଟି କୁ ପ୍ରଥମେ ବହେ କୁଟା ଛେଚା କରା ଯାଉ
Good ratha sir❤
ମହାପ୍ରଭୁ ଜଗନ୍ନାଥ ଙ୍କ ର ଅପାର କରୁଣା ଯାହାକି ଆଜି ସାରାବିଶ୍ୱରେ ପଣ୍ଡିତ କାଶୀନାଥ ମିଶ୍ର ଭବିଷ୍ୟ ମାଳିକା କୁ ଲୋକ ଲୋଚନକୁ ଆଣିଛନ୍ତି ବହୁତ ଲୋକ ମାଳିକା କୁ ବିଶ୍ଵାସ କରି ପଣ୍ଡିତ Kashinath ମିଶ୍ର ଯେଉଁ ଧାରା ଏ ଭାଇ ଓ ମାଆ ମାନେ ଆପଣେଇଛନ୍ତି ସେମାନେ ଅନୁଭବ ରେ ହୁଏତ ପ୍ରଭୁଙ୍କୁ ପାଇଛନ୍ତି ସେଥିପାଇଁ Pandi Kashinath ମିଶ୍ରଙ୍କ ପୁଅକୁ ପ୍ରଭୁ ରୂପରେ ପୂଜା କରୁଛନ୍ତି...ନହେଲେ ପଣ୍ଡିତ କାଶୀନାଥ ମିଶ୍ର ଭାରତ ଓ ଭାରତ ବାହାରେ ମଧ୍ୟ ବହୁତ ମା ଭାଇ ଗ୍ରହଣ କରୁଛନ୍ତି...ତ ଏଥିରେ ଅସୁବିଧା କେଠି ଆସିଲା....😊
@@manasranjansahoo6645 Tu sala ti param galua ..yaku jail dia....
@@manasranjansahoo6645 Ye loka ti public nku thakiba n lutiba chakkar re achi....taku dhara,sabu katha kahib...
ବହୁତ୍ ଭଲ ଅଭିନୟ କରୁଛନ୍ତି ଏଇ ମିଶ୍ରା ଜି🤣🤣🤣🤣
PANDIT KASHINATH MISHRA JI IS INNOCENT!!!
Pandit kasinath is very good malika prabachak.He is very good person.
ଏ ସବୁର ମୂଳ କାଶିନାଥ ମିଶ୍ର।
ଶ୍ରୀ ପ୍ରଫୁଲ୍ଲ ରଥ ଠିକ୍ କହୁଛନ୍ତି।
Sabu ମୂଳ ରେ କାଶୀ ବାବୁ
ସମସ୍ତେ ଆଗକୁ ଜାଣିବେ କି Pandi କାଶୀନାଥ ମିଶ୍ର ଙ୍କ ପୁଅ ପ୍ରଭୁ କି ନୁହେଁ...😊
Bapo puo bhudha bhondo kashinath haldi mariba tar papo bhara bodhigalani
ସରକାରି ଯାଗାରେ ବହୁତ୍ ଅନ୍ୟ ଧର୍ମ ର ଲୋକ ନିଜର ପୂଜା ସ୍ଥଳ କରୁଛନ୍ତି।
सवालों का सामना करना पंडित काशीनाथ मिश्र जी की पवित्रता को दर्शाता है 🙏
ସବୁ ଜାଣିକରି ପ୍ରଶ୍ରୟ ଦେଇ ଥିବାରୁ ସମ୍ପୂର୍ଣ୍ଣ ଭୁଲ ଓ ସରକାରୀ ଜାଗାରେ ଜବରଦଖଲ କରି ବିରାଟ ବଡ଼ କୋଠା ତିଆରି କରିବା ବେଆଇନ ପୁଅକୁ ଘରେ ନରଖି ସେ ଜାଗାରେ ରଖିବା କାରଣ କଣ
Jai jagannath.
News channel jaha prachar karuchi taha sampurna mithya.
Ratha sir apanku pranam Jay Jay Jagannath 🙏🏻🙏🏻🙏🏻🙏🏻🙏🏻
କାଶୀ ବାବୁ ଏବେ ବି ଗାଲୁ ମାରୁଛି
କାଶୀନାଥ ଟାଉଟର ଆଜ୍ଞା
ସନାତନ ଧର୍ମ ଯାଣିଛି ଭାଗବତରେ ପଞ୍ଚ ସଖା
ମାଳିକା ବା ଭବିଷ୍ଯତ ମାଳିକାରେ ଉଲ୍ଲେଖ
କରାଯାଇଛି ହରି ବା ଶ୍ରୀଜଗନ୍ନାଥ ଅଚ୍ୟୁତ
କଳକି ରାମ ଯାଜନଗର ସମ୍ବଳ ଗ୍ରାମେ
ହରିଜନ କୁଳେ ବା ସୁଦ୍ର ଙ୍କର ଗୃହେ ଜନମ ହେବି
ବିଷ୍ଣୁଜସା ନାମେ ବ୍ରାହ୍ମଣ ଗୃହେ ଜନମ
ହରିଜନ ହୋଇଥିବ ବିଷ୍ଣୁଙ୍କର ଯଷ ଗୁଣଗାନ କରୁଥିବ ଆଉ ବ୍ରାହ୍ମଣ ଙ୍କର କର୍ମ କରୁଥିବ
ସେଇଥି ଲାଗି ଅଚ୍ୟୁତ ପଞ୍ଚ ସଖା ଉଲ୍ଲେଖ
କରି ଛନ୍ତି
ବ୍ରାହ୍ମଣ ଯୋଗୁ ଦେଶ ହେବ ଉତ୍ପାତ
ପାପ ଭରା ହେବ ସଂସାର ଯଗତ
ରଥ ସାର୍ ଠିକ୍ କଥା କହୁଛନ୍ତି ।
Prafula right kohile
ପୁଅ ଭଗବାନ ନୁହେଁ ଶିଷ୍ୟ ଅନୁଯାୟୀ କାହିଁକି କଳକୀ ଅବତାର କହୁଛନ୍ତି, ତୁମେ କି ଶିକ୍ଷା ଦେଉଛ ଶିଷ୍ୟ ଅନୁଯାୟୀ ମନକୁ, ତୁମେ ଭାଗବତ ପୁରାଣ କଥା କହୁଛନ୍ତି ତୁମେ ଜାଣିନ ଭଗବାନ କଳିକି ଅବତାର କଳିଯୁଗ ଯୁଗ ସାନ୍ଧ୍ୟ ରେ ହବ ବୋଲି, ତାଙ୍କ ବାପାଙ୍କ ନାମ ବିଷ୍ଣୁଯୋଶା ହେବ,ତାଙ୍କର ପ୍ରକଟ ସ୍ଥାନ ସମ୍ପଲ୍ ଗ୍ରାମ ରେ ହେବ ଜୋ ବର୍ତ୍ତମାନ ଉତ୍ତରପ୍ରଦେଶ ମୁରଦବାଦ ଜିଲ୍ଲା ରେ ଅବସ୍ଥିତ, କାହିଁକି ମିଛ କଥା କହୁଛନ୍ତି ଓଡ଼ିଶା ବାସୀଙ୍କୁ, ଶାସ୍ତ୍ର ଠିକ୍ ରେ ପଢ଼, ଗୁରୁ ପରମ୍ପାନୁଯାୟୀ ଶିକ୍ଷା ଲାଭ କରି ପ୍ରବୋଚନ କର।
It is true.
Pt kashinath ji is right.
ଏସବୁ ମିଛ,ଡାହା ମିଛ,ମାଳିକା ମିଛ
ଲୋକଙ୍କୁ ଭଣ୍ଡାଇବା ଏବଂ ଲୋକଙ୍କୁ
ମିଛ କହି ପ୍ରବଚନ ଦେଇ ବହୁ ମିଛର
ଆଶ୍ରୟ ନେବା ଓ ଲୋକଙ୍କୁ ସେଥିରେ
ସାମିଲ କରି ସ୍ୱାର୍ଥ ହାସଲ ପାଇଁ
ଚେଷ୍ଟା କରିବା |ବ୍ରାହ୍ମଣ ଘରେ ଭଗବାନ
ଜନ୍ମ ନେବେ ଆଉ କଣ ଅନ୍ୟ କୌଣସି
ଶ୍ରେଣୀ ଲୋକର ଘରେ ପ୍ରଭୁ ଜନ୍ମ
ନେଇ ପାରିଲେ ନାହିଁ କାହିଁକି ?ବିଶ୍ୱରେ
ଈଶ୍ୱର ସତ୍ତା ଅଛି ସେତ ଅଲେଖ
ସ୍ୱାମୀ ପରଂବ୍ରହ୍ମରୂପୀ ନିରଞ୍ଜନ ଭଗବାନ |ସେ ଜଳ ସ୍ଥଳ ଆକାଶ
ବାୟୁ ଆଦି ସବୁଥିରେ ବିଦ୍ୟମାନ |
ଏମିତି ମିଛ କଥା କୁ କେହି ବିଶ୍ୱାସ
କରନ୍ତୁ ନାହିଁ |
କାଶୀନାଥ ମିଶ୍ର ନିଜ ପୁଅ କଳ୍କୀ ବୋଲି କହିନାହାନ୍ତି 😜 ନିଜେ ସେହି ବିଷ୍ଣୁ ଯଶା ବ୍ରାହ୍ମଣ ବୋଲି ଇସାରା କରିଛନ୍ତି 😜🫵
ରଥସାର୍ ଠିକ୍ କହିଛନ୍ତି,କାଶିନାଥଚୁଆଖିଆଭୁଆପରି କଥା କହୁଛନ୍ତି,ମାନେଜାଣିସିଆଣିଆ
ସେ ଅଭଦ୍ର ଆଶ୍ରମ କାହିଁକି କରଛି ଆଶ୍ରମ କୁ କାହିଁକି ପ୍ରବେଶ କରାଉନାହାନ୍ତି
ମିଶ୍ରଙ୍କ କହିବାକଥା ଲୁକ ସତଜାଣିବାପାଇଁ ଆଶ୍ରାମକୁ ପଶିଗଲେ ତାହା ଭୁଲ କିନ୍ତୁ ତାଙ୍କ ପୁଅକୁ କଳ୍କୀ ସଜେଇବା ଭୁଲନୁହଁ.. କିନ୍ତୁ ତାଙ୍କପୁଅଙ୍କୁ ଅନୈତିକ କାର୍ଯ୍ୟରେ ଲଗେଇହିଲେ ସେ ବିରୁଦ୍ଧ କରିଥାନ୍ତେ କି ନାହିଁ?
କାଣିନାଥ ଦାସ ମନେରଖ ଏତିକି
ନାନା ପ୍ରବାରେ ତପ କରି
ଜ୍ଞାନ କଳାକୁ ନୁହେଁ ସରି ।
ଏ କଥା ଭାଗବତ କହେ ।
Ratha babu pranam
Dr rath rocks😊
Media ର କାମ ହେଲା ଟଙ୍କା ରୋଜଗାର ଆଉ ସେଥୂ ପାଇଁ ସେ ମିଥ୍ୟାର ଚରମ ସୀମା ବି ଡେଇଁଯିବ । ଆମେ କେବେ ପ୍ରଭୁଙ୍କ ପାଦରେ ତୁଳସୀ ପତ୍ର ଦେଖୂନୁ ହେଲେ ମିଥ୍ୟା ଗୁଜବ ପ୍ରଚାର କରିବାରେ ମିଡିଆ କେତେ ମିଛର ସାହାରା ନେଉଛି ।
To bapa maa nku kebe Prabhu manichu?
ଚୋର ଡକାୟତ ଏଭଳି କହିବେ
ପୁରା ଭଣ୍ଡ ଟା କୁନି ସାରଥୀ
ଆରେ ମୁର୍ଖ ପ୍ରଭୁ କାହାକୁ କହୁଛୁ,,,ସେ କୌଣସି ପ୍ରଭୁ ନୁହଁ,,,, କଳ୍କୀ ଅବତାର କଳିଯୁଗ ଶେଷରେ ଆସିବେ,,,,ଏବେ ନୁହେଁ,, ଆଖି ଖୋଲିକି ଦେଖ,,,,ସେ ଓଡ଼ିଶାରେ ନୁହେଁ ସମ୍ବଲ ରେ ଜନ୍ମ ହେବେ
Kete tanka neichu comment Kariba ku
ଆଉ ବେଶୀ କୁହନ୍ତୁ ନାହିଁ । କାହିଁକି ନାଁ ଆପଣ ଜାଣି ଶୁଣି ମିଛ କହୁଛନ୍ତି ଯେ । ଆପଣଙ୍କ କଥା ଜଣା ପଡୁଛି । ଆପଣ ଆଶ୍ରମ କଣ ପାଇଁ କରିଥିଲେ ।
ସତ୍ୟ ର ଅନୁସନ୍ଧାନ ହେଉ । ଧର୍ମ ର ରକ୍ଷା ହେଉ।ପଣ୍ତିତ କାଶୀନାଥ ମିଶ୍ର ସତ୍ୟ କହୁଛନ୍ତି।
ଓଡ଼ିଶାରେ ବିବିଦାସ ର ଶାସନ ଚାଲିନି |
ଆପଣ ତ ଆଶ୍ରମ ସହ ସଂଶ୍ଳିଷ୍ଟ ନାହାନ୍ତି, ପୁଣି ଲୋକ ଜୋର୍ ଜବରଦସ୍ତ ପଶିଗଲେ, ଆପଣ ନ୍ୟାୟ ପାଳିକା ଦ୍ଵାର ଖୋଜୁଛନ୍ତି?
Ratha Babu is right
ହଇଓ କାଶିନାଥ ବାବୁ, ପ୍ରଫୁଲ୍ଲ, ରଥଙ୍କୁ କାହିଁକି ବାରମ୍ବାର ଟେକୁଚ ?
Pandit Kashinath is really a great man. What a great work he is doing , preaching Madhav's name, trishanshya and shrimad bhagvad mahapuran 🙏🏻🩷. All he says to stay on Satya, prem, daya, xhama and shanti 🙏🏻🪷🌷. Is it wrong???? He does not deserve this, what media is trying to show is absolutely wrong!!! Jai Shree Madhav 🙏🏻🪷
ଭୟଂକର ଗଲୁଆ
ଜୟ ଶ୍ରୀ ଜଗନ୍ନାଥଙ୍କୁ କୋଟି ପ୍ରଣାମ୍ 🌻🙏🌻 କାସିନାଥ ମିଶ୍ର ଜାହାକହୁୁଛନ୍ତି ଠିକ୍ କହୁଛନ୍ତି ତାଙ୍କୁ ଖ୍ଯମାଦିଆଜାଉ
@@lilibagh6059 tume bepara kariba...
କାଶି ନାଥ ବାବୁ ଆପଣ ଙ୍କୁ ଯାହା ପଚରା ଯାଉଛି ।ସେଇଟା କୁହ
ଜାଣି ସୁଣି ଆପଣ ସେ ଆଶ୍ରମ ରେ ସଦସ୍ୟ ନାହାନ୍ତି କାଳେ ମୁଁ ଧରା ପଡ଼ିବ ।
ନିଉଜ୍ ଚ୍ୟାନେଲ ବା ପ୍ରିଣ୍ଟ ମିଡିଆ ଯାହା ବି ଆଜି ସେମାନଙ୍କ ବିଷୟ ପ୍ରଚାର କରୁଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା କାଳ୍ପନିକ ଯେଉଁ ମିଡ଼ିଆ ସତ୍ୟ ଧର୍ମର ପ୍ରଚାର ଓ ପରିପ୍ରକାଶ କରିବା କଥା ଆଜି ମାୟା ଜାଲ ରେ ପଡ଼ି ବ୍ୟବସାୟ ଅର୍ଥ ଉପାର୍ଜନ ଏବଂ ସ୍ବାର୍ଥ ମୋହ ରେ ପଡ଼ି ମିଥ୍ୟା ପ୍ରଚାର ଚଲେଇଛନ୍ତି ସେମାନେ ସତ୍ୟ କୁ ଖୋଜି ସତ୍ୟ ର ପରିପ୍ରକାଶ କରିବା ପାଇଁ ଅନୁରୋଧ
କାଶିଆ ପ୍ରବଚକ ନୁହେଁ ଜଣେ ପ୍ରବଞ୍ଚକ
ଆପଣଙ୍କ ପୁଅକୁ ଅନ୍ୟଲୋକ ନେଇ ବ୍ୟବହାର କରୁଛନ୍ତି ଅଥଚ ଆପଣ ଜାନିପାରିଲେନାହିଁ।ଆପଣ ଜଣେ ପ୍ରଵଞ୍ଚକ୍।ଏହାଙ୍କୁ ଶୀଘ୍ର ଆରେଷ୍ଟ କରାଯାଉ।ଏମିତି ବଳଙ୍ଗା ପାଖରେ ପାର୍ବତିପୁରରେ ଘଟଣା ଘଟିଥିଲା।ସତରେ କାଶୀ ବାବୁ ଆପଣ କେଡ଼େ ନିରୀହ।
ଶଳା ଟି ଓଡ଼ିଶାରେ ଥାଇ କାଶ୍ମୀର ରେ ଅଛି ବୋଲି କହୁଛି
Jail jibu
ନିଜ ଯୁକ୍ତି କୁ ଠିକ୍ ପ୍ରମାଣ କରିବା ପାଇଁ କିଛି ଲୋକ ଏବଂ ମିଡିଆ ବାଲା ବିନା ଦୋଷରେ ଜଣେ ଭଲ ମଣିଷକୁ ବି ଛାଡ଼ିଲେନି । ଛି ଛି ରେ ମିଡିଆ ଯଦି ସତ୍ୟ ଏବଂ ଧର୍ମ କୁ ଗ୍ରହଣ କରିପାରୁନ ତାହେଲେ ଦୂରେଇ ରୁହ ହେଲେ ଯିଏ ସମସ୍ତଙ୍କୁ ଧର୍ମର ମାର୍ଗକୁ ଆଣିବାକୁ ଚେଷ୍ଟା କରୁଛନ୍ତି ତାଙ୍କ ନାମରେ ଏତେ ମିଥ୍ୟା ଗୁଜବ ପ୍ରଚାର କରନି।
କିଛି ମିଛ ନୁହେଁ କାଶୀନାଥ ମିଶ୍ର ସମ୍ପୂର୍ଣ୍ଣ ମିଛ କହୁଛନ୍ତି ।
ବେଲଜ୍ଜା ହାରାମି ମାନେ ଏଭଳି ଚିନ୍ତାଧାରା
କାସିନାଥ ମିଶ୍ର କଁ ପୁଅ କଳ୍କୀ ଅବତାର ବାଳ ନା
Tu jaiki amiti bhanda baba nkara chate bujhilu anya nku gyana banteni .
Oh tu bi motho seba paichu 😂😂😂😂😂
How can they call him a con man???? He literally changed my life. When I look back at what a person I used to be and what I am now. Doin trishanshya dhara and reading shrimad bhagvad mahapuran changed my life. All because of his him. What a kind man he is . Jai Shree Madhav 🙏🏻🪷🪷🩷🌷
ଏ ଲୋକ ସବୁ ଜାଣିଛି ,ଏତେ ବର୍ଷ ହେଲା ଜାଣୀନାହାନ୍ତି କେମିତି,?
Ratha sir aapono pura thik kohichonti 👏👏👏👏👏👏👏👏👏👏👏👏👏👏👏👏👏👏