ସେଇଟା ଥାନା ନା 5 ଷ୍ଟାର୍ ହୋଟେଲ୍ ? Lady Protest at Bhubaneswar CP office on Ankita Pradhan case.

Поділитися
Вставка
  • Опубліковано 19 вер 2024
  • ସେଇଟା ଥାନା ନା 5 ଷ୍ଟାର୍ ହୋଟେଲ୍ ? Lady Protest at Bhubaneswar CP office on Ankita Pradhan case. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
    Like our Website page:
    www.pratidintv...
    Like Our Facebook Page
    : / pratidinodisha
    Subscribe To Our UA-cam Channel:
    / @pratidintvodisha
    Subscribe To Our Hashtag Channel: / @hashtag6187
    Like our Website page:
    www.pratidintv...

КОМЕНТАРІ • 235

  • @AsiraRaita-x2y
    @AsiraRaita-x2y 2 години тому +16

    ସେହି ଭଳିଆ ପୁଲିସ ମାନଙ୍କୁ କଠୋର ରୁ କଠୋର ଦନ୍ଦ ଦେବା ଉଚିତ।

  • @user-tw9le4mi8w
    @user-tw9le4mi8w 3 години тому +38

    ପୋଲିସ ମାଡ଼ମ୍ ର ଯେମିତି ଢୋଲ ପୋଲିସ ସାର୍ ର ସେମିତି ଢୋଲ ଢୋଲ ଦେଖିଲେ ଜଣାପଡୁଛି ଯେ କେତେ ସଚ୍ଚୋଟ

    • @milibahalia6294
      @milibahalia6294 3 години тому +1

      Jaha hau right

    • @chandanakhatoi2768
      @chandanakhatoi2768 2 години тому +1

      Tora kan nahi

    • @chiku4140
      @chiku4140 2 години тому +1

      ସେ ମୋଟା ଲୋକ କୁ ଆଉ ଥରେ ଟ୍ରେନିଂ ପାଇଁ ପଠା ଯାଉ

    • @user-tw9le4mi8w
      @user-tw9le4mi8w 2 години тому

      @@chandanakhatoi2768 ନାଇଁରେ gm ଟଙ୍କା ନାହିଁ ଆସିବକୁଆଡୁ ଆମର pvt job

    • @kunaldancefitness01
      @kunaldancefitness01 56 хвилин тому

      Unfit ପୋଲିସ ଏମାନଙ୍କୁ ଚାକିରି ଦେଲା କିଏ

  • @technicalom1243
    @technicalom1243 59 хвилин тому +13

    ପୋଲିସ ପାଇ କାନୁନ୍ ତିଆରି କରାଯାଉ

  • @samartarei
    @samartarei 2 години тому +35

    Police ଙ୍କୁ ଖାଲି ଟଙ୍କା ଦରକାର୍ ଭାଇ

    • @Chittaranjan.143
      @Chittaranjan.143 8 хвилин тому

      Police achhi boli ratire tk shantire maikina dhari souchha nahele ehi maduani bhalia hindi re Katha barta hebo odisha jhio hei odisha re

    • @Ashutoshh608
      @Ashutoshh608 2 хвилини тому

      ​@@Chittaranjan.143Joudin kichi asubidha hele thanaku jibu FIR lekhiba pain,au police tanka magiba,n hele opposition party thu tanka dhariki micha FIR kariba,tora police prema baula he e ki chadijiba

  • @padmini-cz3xt
    @padmini-cz3xt 3 години тому +14

    ସେଇଥିପାଇଁ ବଡ ବଡ ଅପରାଧୀ ଖୁଲମଖୁଲା ବୁଲୁ chhanti ,

  • @bijayapppradhan4563
    @bijayapppradhan4563 3 години тому +4

    ପୋଲିସ ରୋଟୀ ତ ସେ ଭୋକିଲା ଥିଲା ତାଙ୍କୁ ରୋଟି ଭାବି କାମୁଡି ଥିବ।

  • @MrAmarvlogs1
    @MrAmarvlogs1 54 хвилини тому +6

    ନାଇଟ୍ ପିନ୍ଧି ଘିଆ ଖାଉଥିଲା😅😂

  • @DebendraSahani-rs9px
    @DebendraSahani-rs9px 3 години тому +12

    ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ

  • @tikeswarkishan3250
    @tikeswarkishan3250 3 години тому +20

    Police station na oyo😂😂😂😂

  • @Official_B.kanhar7289
    @Official_B.kanhar7289 2 години тому +5

    ଭରତପୁର ପୋଲିସ ଷ୍ଟେସନ ଏକ OYO hotel 🏨🏨🏨🏨🏨

  • @dibyaranjanbaral8913
    @dibyaranjanbaral8913 Годину тому +2

    ପୋଲିସ ଯେତେ ଦରମା ନେଲେ ବି କିଛି ଟା ପୋଲିସ ଲାଂଚ ରେ ଚାଲୁଚନ୍ତି ପୋଲିସ ହୋଇଛନ୍ତି ଲୋକ ଙ୍କ ରଖିକ ହେଲେ କଥାରେ🙏

  • @Skgbul470
    @Skgbul470 2 години тому +2

    ନାଇଟି ମେସିନ ଟା ଗରମ ହେଇଗଲା ପେଣ୍ଟି ନ ପିନ୍ଦି କେବଳ ନାଇଟି ପିନ୍ଧି ଥିଲେ ଅସୁବିଧା କଣ ହେଲା,

  • @dilipmishra5017
    @dilipmishra5017 Годину тому +7

    ରାଜଧାନୀ ରେ ମହିଳା ମାନେ ଏକ ନିଶ୍ଚିତ ଦିନ ଧାର୍ଯ୍ୟ କରି ଆନ୍ଦୋଳନ କରାଯାଉ l

  • @sushree5077
    @sushree5077 3 години тому +7

    ପୋଲିସ ର ପେଟ ତି ଟିକେ ଦେଖ,ଖାଇ ପିଇ ମଜା କରିବେ ତ ଫୁଟବଲ ପରି ଫୁଲିବେ,ୟେ ଗୁଡ଼ା ladies pplice😊 ମତେ ଲାଗୁଚି ପୁତନା ରାକ୍ଷସୀ ,ସେ ଯେମିତି ରାବଣକୁ ବୁଦ୍ଧି ଦେଇଥିଲା ୟେ ସେଇଥିର ଗୋଟେ,ଥାନା ରେ night ପିନ୍ଧିବେ half ପ୍ୟାଣ୍ଟ୍ ଗେଞ୍ଜି ପିନ୍ଧିବେ,ରାତିରେ ନି entry boards te ମାରିଦିଅ ଶୋଇପଡ଼।ଦରମା ତ ମାସ ଶେଷ ରେ ଆକାଉଣ୍ଟ କୁ ଆସିବ,ସରକାର ସେମାନଙ୍କୁ ବସେଇ ଦର୍ମଦେଉଚି ଚାଲିକି ପହର ଦିଅନ୍ତୁ ବୋର୍ଡର ରେ ଅର୍ମୀ ଯେମିତି ଜଗିଛି,ସବୁଦିନ ର ରିପୋର୍ଟ କାର୍ଦ୍ମଗ ଯାଉ କେତେ କେସ ଆସିଚି ସମାଧାନ କେତେ ହେଇଛି ,ଅଲଗା ଅଫିସ ରୁ ୟିମାନଙ୍କୁ ମୋନିଟ୍ର କରାଯାଉ gps through ରେ ତେବେ size hebe,jou

    • @modernentertainmentchannel7322
      @modernentertainmentchannel7322 2 години тому +1

      Bhai Tome janino Police ro peto Aeithi pain bahare j se Nijo pain Tk b samay dei pare nahi ...karana Duty sabubele .....tome ba Tomo Bhai BHOUNI ya Puo jhionku thore Police Job karantu Tebe jaiki janibe J police ro peto kahinki bahare 😂😂😂😂.mu b dine police upore amiti vabuthuili ....se madam kemiti ka character mu janini but Police walanku nijo pain time hin nahi ...Samastanku HOLLYDAY re chhuti mile family sahita bulanti but Police walanku kichhi nahi

  • @newmahabirdigitalstudiosah6881
    @newmahabirdigitalstudiosah6881 36 хвилин тому +2

    ନାଇଟ୍ ନ ପିନ୍ଧିଲେ ସେ ହନିମୁନ କେମିତି କରିବେ 😊😊😊

  • @ashokkumardas6003
    @ashokkumardas6003 2 години тому +2

    ଲେଡୀ madam night ରେ night dress ପିନ୍ଧିବ ନାହିଁ ଆଉ କଣ କରିବ, ନହେଲେ ଅଡ଼ୁଆ ହେବନି

  • @satyabehera9431
    @satyabehera9431 39 хвилин тому +2

    ପ୍ରଥମ ମୋର ଅନୁରୋଧ ହାଇକୋର୍ଟ ମୂଖ୍ୟ ବିଚାରପତି କୁ ପୁଲିସ କମିଶନର ଆଉ ଡିସିପି ଉପରେ କଡ଼ା କାର୍ଯ୍ୟଠୁନ ନିଆଯାଉ ।

  • @sanatanpatra5756
    @sanatanpatra5756 2 години тому +2

    ସଳାସରକାର ଟଙ୍କା ବଢେଇଚାଲୁପୁଲିସବାଲାଅପରାଧକରିବ

  • @LaxmidharPradhan-eg4yr
    @LaxmidharPradhan-eg4yr 2 години тому +2

    ଦିଦି ସାରା ଓଡିଶା ଆପଙ୍କ ସାଥିରେ

  • @sunilrana6446
    @sunilrana6446 26 хвилин тому +1

    ନିଲମ୍ବିତ nhi ବହିଷ୍କାର କରା ଯାଉ

  • @SulekhaRout-p1d
    @SulekhaRout-p1d Годину тому +1

    ତଦନ୍ଚ ହେଲେ ଜଣାପଡିବ। ଖାଲି ଦାୟି କରିବା ଠିତ୍ ନୁହେ। ଡିୟୁଟି ବେଳେ ଝାଡା ଗଲେ କଣ ପୋଲିସି ଡ୍ରେସ ପିନ୍ଦିବକି

  • @Satya91
    @Satya91 Годину тому

    ପୋଲିସ କେବେବି ସେଇ ଭ୍ରଷ୍ଟ ପୋଲିସ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ, ମାନ୍ୟବର ହାଇ କୋର୍ଟ ନିଜଆଡୁ କିଛି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଏହା ଗୋଟେ ଦେଶର ରଖ୍ୟକ ,ଓକିଲ ଓ ସାଧାରଣ ଜନତାଙ୍କ ହୃଦୟର ସ୍ଵର, ,,

  • @mdshahidanwar4540
    @mdshahidanwar4540 2 години тому +2

    Justice for Odisha police and Major

  • @SusilakantaRatha
    @SusilakantaRatha Годину тому +1

    ଏଇ ପୋଲିସ ମାନେ ଶଳେ ଇନ୍ଦ୍ର ଚନ୍ଦ୍ର ମାନୁନାହାନ୍ତି 😃😄😃
    ଏମାନଙ୍କୁ ଲୁହା ତତେଇ ଗାଣ୍ଡିରେ ଚେଙ୍କ ଦିଆଯାଉ

  • @overconfidencegamer8913
    @overconfidencegamer8913 Годину тому +6

    ତୁମ ...... ରେ ପାଣି ଅଛି ତୋ ପୋଲିସ madam ଙ୍କର night ପିନ୍ଧା video viral କର

    • @biswamberbhutia3280
      @biswamberbhutia3280 45 хвилин тому

      ଥିଲେ ସିନା ଆସିବ।

    • @civilengineering3438
      @civilengineering3438 15 хвилин тому

      Police should made nighty as women employee dress code during office hour

  • @SudhiranayakSudhira
    @SudhiranayakSudhira 26 хвилин тому

    ପୋଲିସ ମଘୀଆ ଘୋଡଘେଇ ସବୁ ହରାମି ଏମାନେ c. M. P. M. ଠାରୁ ଅଧିକ

  • @MsDelivery
    @MsDelivery 16 хвилин тому

    ଶଳା ଙ୍କୁ ଜେଲ୍ ରେ ପୁରାଇ ବିରୀୟନୀ ଦିଅ ଆଉ ପୋଷା କୁକୁରର ସବୁ ସମ୍ପତି ଭୋଟ ଜୀବି ନୋଟ୍ ଜୀବି ନେତାଙ୍କ ଖାତା ରେ ଜମା କର। ଜୟ ଜଗନ୍ନାଥ

  • @biruamamalaxmi541
    @biruamamalaxmi541 Годину тому +3

    ଝିଅ pop ରେ ମଦ ପିହିଥିବା କଥା ଟିକେ କୁହ ରେ madam ମାନେ ମିଛ କୁ ପ୍ରଶ୍ଚାନ କରୁଚ ଲାଜ ଲାଗିବା କଥା

    • @salbegpradhan4118
      @salbegpradhan4118 54 хвилини тому

      Tu dekhichu tahale samna k asi ki Explain karunu banda

    • @biruamamalaxmi541
      @biruamamalaxmi541 51 хвилина тому

      @@Motivation-e8s #yes I have proof if you need proof give me your whats app no I will send you

    • @biruamamalaxmi541
      @biruamamalaxmi541 37 хвилин тому

      @@salbegpradhan4118 #ହଁ proof ଅଛି.ତୁ ଟିକେ ମୁଣ୍ଡ ଖଟା ଝିଅ. ପିଲା ର behaviour କେମିତି ରହୁଛି. ସେମାନେ ହିଁ ସବୁ ନାଟ ର ମୂଳ. ମଦ ପିଇ ରାତି 2ଟା ରେ pop ରୁ ବାହାରିଛନ୍ତି.ଯାହା କି road ରେ ଅନ୍ୟ ପିଲାଙ୍କ ସହ ଝଗଡା ହେଇଚି ନିଜ ଦୋଷ କୁ ଲୁଚାଇବା କୁ ଯାଇ ଡ୍ରାମା କରିଛନ୍ତି.bcz ସେ army wala ଥାନା ରେ ପଦେ ବି କହୁନି bcz ଜାଣିଚି ସେ ଭୁଲ୍ କରିଛି but ladies ଟା ବେଶି ଝାମେଲା କରିଛି bcz ସେ ନିଶାସକ୍ତ ଅବସ୍ଥା ରେ ଅଛି

    • @itsjhon635
      @itsjhon635 14 хвилин тому

      Right Bhai mo pakhare pop ra video aachi​@@biruamamalaxmi541

  • @luckydesign6935
    @luckydesign6935 Годину тому +1

    Ctc bbsr ରେ ତମେ ସବୁ ଯାହା ହେଉଛ

  • @itsmebiswajit91roul37
    @itsmebiswajit91roul37 19 хвилин тому

    ପୋଲିସ କୁ ଉଚିତ୍ ଦଣ୍ଡ ମିଳୁ 🙏

  • @debendranarayandash9040
    @debendranarayandash9040 2 години тому

    ପୋଲିସ ଗୁଡାଙ୍କୁ ତୁରନ୍ତ ଗିରଫ କରାଯାଉ ଆନ୍ଦୋଳନ ଯୋର କରାଯାଉ

  • @sanatanpatra5756
    @sanatanpatra5756 2 години тому

    ସାଧାରଣ ଲୋକ ଆଗକୁ ଆସ ସାରା ଓଡିଶାରା ଆନ୍ଦୋଳନ ଆରମ୍ଭ କର। ଯେଭଳି ଇଂରେଜ ମାନଙ୍କ ବିରୁଦ୍ଧରେ ଚାଲିଥିଲା।

  • @nehaparida4358
    @nehaparida4358 Годину тому

    ଡବଲ ଇଞ୍ଜିନ ହୋସିଆର ସାବଧାନ ମହାବଳ ବି ମଶା ସଦୃଶ ମିଶିଯିବ "

  • @KirtiMahana
    @KirtiMahana 22 хвилини тому

    ନାଇଟି ପିନ୍ଧିଲେ ସୁବିଧା ନାଇଟି ଟେକିଲେ ବିଆରେ ବାଣ୍ଡ୍ ଗଳେଇବ ମୋଟି ଗିହାଳି ଦେଖିବାକୁ ମୋଟି ହେଲେ ତା ଦୁଧ ଟା ଛୋଟ ଦେଖାଯାଉଚି ଲୋକ ଲଗେଇ କି ଚିପା ଚିପି କର ଭଲସେ ବଢିବ

  • @aloksahu5659
    @aloksahu5659 2 години тому

    ଏ ମାନେ ଖାଲି ମାସକୁ ମାସ ଟଙ୍କା ପାଇଲେ ହେଲା । ଖାଇ ଖାଇ କି ପୁରା ପେଟ ଢୋଲ ଭଲିଆ ଦେଖା ଗଲାଣି। ପ୍ରାୟ ପୋଲିସ ଫିଟ୍ ନାହାନ୍ତି। ଖାଇକି ପୁରା ଗୋଲ😂😂😂

  • @KirtiMahana
    @KirtiMahana 31 хвилина тому

    ସେଇ ଗିହେଳି ମୋଟିକୁ ତା ବିଆରେ ଲଙ୍କା ଗୁଣ୍ଡ ଦିଆଯାଉ ସେ ଗିହେଳି ଜାଣିବ

  • @pradeepnayak8670
    @pradeepnayak8670 3 години тому

    ଓଡିଶା ପୋଲିସ ନାଇଟି ପିନ୍ଧୁ...

  • @Dillip-so7gn
    @Dillip-so7gn 2 години тому

    ଠାକୁରେ ମୁଁ ବୁଝି ପାରୁନି ମୋ ଦେଶ କୁ ସୁରକ୍ଷା ଦେବା ପାଇଁ mo ଆର୍ମୀ ର ଭାଇ ଭଉଣୀ ମାନେ ହ୍ୟାଣ୍ଡସମ୍ ଥାନ୍ତି କିନ୍ତୁ ମୋ ଓଡିଶାର ପୁଲିସ ଭାଇ ଭଉଣୀ ମାନେ ପେଟା ପେଟି ଥାନ୍ତି କଣ ପାଇଁ ଠାକୁରେ ମୋତେ ଟିକେ ସ୍ୱପ୍ନାଦେଶ କରିବେ ଠାକୁରେ ମୁଁ ଜାଣି ପାରୁନି

  • @dayanidhimurmu8548
    @dayanidhimurmu8548 10 хвилин тому

    ଆପଣ ସେଇ 2 ଜଣଙ୍କର ସେଇ ରାତି 1.00am ର Video ଦେଖିଲେଣି କି ନାହିଁ

  • @snvvishwanathamprasantm7867
    @snvvishwanathamprasantm7867 Годину тому

    ପୋଲିସ / Police ତନ୍ତ୍ର ବା systems ର ସଂସ୍କାର ତୁରନ୍ତ ଦରକାର. ପୋଲିସ ବନ୍ଧୁ ମାନେ ଶୃଙ୍ଖଳିତ ସହିତ ଦାୟିତ୍ୱ ସମ୍ପନ ହେଇ ସାଧାରଣ ଲୋକଙ୍କର ବିଶ୍ୱାସ ଭାଜନ ହେବା ଦରକାର. ଏବଂ ଦୁର୍ନୀତି ମୁକ୍ତ ଭାବରେ , ଲୋକଙ୍କ ସେବାରେ ଦାୟିତ୍ୱ ସମ୍ପନ୍ନ ହେବା ଦରକାର. ସରକାର ଏବଂ ଗୃହ ବିଭାଗ ତୁରନ୍ତ ସଂସ୍କାର ଆଣି, ସାଧାରଣ ଲୋକଙ୍କର ବିଶ୍ୱାସ ଭାଜନ ହେବା ଏବଂ ଦୁର୍ନୀତି, ଅପରାଧ, ସଙ୍ଘ ବଧ ଅପରାଧୀ ମାନଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ.

  • @Jena7053
    @Jena7053 33 хвилини тому

    Fast ପୋଲିସ ମାନେ choir ମାଙ୍ଗିଆ mane ଓଡିଶା ra

  • @pradeepnayak8670
    @pradeepnayak8670 3 години тому

    ଓଡିଶା ପୋଲିସ ନାଇଟୀ ଡ୍ରେସ କୋଡ଼

  • @narottammallik2660
    @narottammallik2660 2 години тому

    ଛି ଛି ଓଡ଼ିଶା ପାଇଁ ଲଜ୍ୟ

  • @itsmebiswajit91roul37
    @itsmebiswajit91roul37 20 хвилин тому

    Right ✅️

  • @rajeshbehera8116
    @rajeshbehera8116 3 години тому +1

    DGP KHURANIA KU TRANSFER KARA PUNJAB/HARIYANA KU MANISH TIWARI, BHUPINDER HOODA, ANIL BIJA LOOK KARIBE

  • @pradeepnayak8670
    @pradeepnayak8670 3 години тому

    ଓଡିଶା ପୋଲିସ ନାଇଟୀ ପିନ୍ଧୁ

  • @BibunaBibhuti
    @BibunaBibhuti 3 години тому

    Thanks to your indications madam

  • @sambitnayak6030
    @sambitnayak6030 2 години тому +1

    Mohan majhi ku change' Kari Yogi adityanath ku cm kara ju

  • @SURYAKANTASAHU-hi1jt
    @SURYAKANTASAHU-hi1jt 10 хвилин тому

    Right

  • @streethacker47
    @streethacker47 4 хвилини тому +1

    Kyun ki aj tak kabhi kisi neta ki police ka beti saath aisa waisa nehi hua so....

  • @SarojSwain-js2pv
    @SarojSwain-js2pv Годину тому

    Very nice job

  • @ManojKumarsamal-i7i
    @ManojKumarsamal-i7i 2 години тому +3

    ବିଜେପି ସରକାରରେ ସବୁ ସମ୍ଭବ

  • @magicianrajprusty
    @magicianrajprusty 19 хвилин тому +1

    Arrest kana pai kara jau nahi.... ?????

  • @pareshrout3026
    @pareshrout3026 18 хвилин тому

    ଗୋଟେ କଥା ମନକୁ ଆସୁଛି ସେ ମହିଳା ଙ୍କ ସେଦିନ ରାତି ଭିଡିଓ ଦେଖିଲେ ଲାଗୁନି ତାଙ୍କୁ ପୋଲିସ ଦୁର୍ବ୍ୟବହାର କରୁଥିଲା ନା ପୋଲିସ କୁ ନିର୍ଯ୍ୟାତନା ଦେଉଥିଲେ । ଆଉ କାଲି ର ଭିଡିଓ ଦେଖିଲେ ଲାଗୁଛି ସେ ବହୁତ ଭଲ କଳାକାର ,ସେନା ର ଆଢୁଆଳରେ ରେ ଏ ରାଜନୀତି ନାଟକ ଚାଲିଛି। ମୁଁ କେବେ ବିଜେପି କୁ ସମର୍ଥନ ଦିଏନି ,ହେଲେ ଏବେ ଯାହା ହଉଛି ମହିଳା ନାଟକ। ଜଣେ କଣ ସେନା ରେ ରହିଲେ ଯାହା ତାହା କରିବେ।ସେମାନେ ସେତେ ରାତି ରେ ରାସ୍ତା ରେ ମଦ ବୋତଲ ଧରି ଗାଡି ରେ କଣ କରୁଥିଲେ ?? ସେ ମହିଳା ତା ସେନା ଅଧିକାରୀ ଙ୍କ ସ୍ତ୍ରୀ ନୁହନ୍ତି । ମିଡ଼ିଆ ରାଜନୀତି କରୁଛି ,ଆଉ ସେ ମହିଳା ଙ୍କ କଳା କାରନାମା କୁ ସେନା ନାଁ ରେ ଲୁଚାଉଛି

  • @hamirsinghrathore6796
    @hamirsinghrathore6796 2 години тому

    Good.

  • @susantakumardas8465
    @susantakumardas8465 Годину тому

    ସରକାର କାହାର ଆପଣ କୁହଁନ୍ତୁ

  • @sudhakarsahu333
    @sudhakarsahu333 Годину тому +1

    Seita 5T thana , jemumane achhanti semane 5T School ra pandu head master kara chhatra !

  • @Jena7053
    @Jena7053 31 хвилина тому

    Right କଥା madame

  • @AmulyaParida-sj9bv
    @AmulyaParida-sj9bv 34 хвилини тому

    ଭାଇ ମାନେ ଏ 3 ମାସ ରେ ଏ ବେଈମାନ ନରେନ୍ଦ୍ର ମୋଦି ଓଡିଶା ର ରିମୋଟ ଗୁଜୁରାଟ ନେଇଯାଇଛି ଆଉ ଓଡିଶା ରେ ଟିଭି ମୋହନ ମାଝୀ..... ତେଣୁ 3 ମାସ ରେ ଯାହା ଯାହା ଏମାନେ କରିଛନ୍ତି ଟୋଟାଲ 100 ପେଜ ର ବହି ଲେଖିବି... କିନ୍ତୁ ନାଇଁ ଅଳ୍ପ ଅଳ୍ପ ଛାଡ଼ିବି କମେଣ୍ଟ ମାଧ୍ୟମରେ ଲୋକ ସଚେତନ pnai.... ଆପଣ ମାନେ ଏ ରଙ୍ଗ ମରା ସରକାର କୁ ଭୋଟ ଦେଇଥିଲେ 5 ବର୍ଷ ପରେ ଏମାନେ କଣ କଣ କରିବେ ଟୋଟାଲ ଆମ କୁ ଜଣା...3,00,000 କୋଟି ରୁ ଅଧିକା ଋଣ ହେବ ହେଲେ କମିବନି ଲେଖିକି ଦଉଛି.... ଓଡିଶା ଭାସିଯିବା ପୂର୍ବରୁ ଯୁବବର୍ଗ ର ସମସ୍ତ ଭାଇ ମାନେ ବିଜେପି କୁ ବିରୋଧ କର... ସମସ୍ତେ ସୋସିଆଲ media କୁ ଆସି ଏ ବେଈମାନ ବିଜେପି କୁ ବିରୋଧ ଜାରି ରଖ

  • @sadanandmohanty3537
    @sadanandmohanty3537 Годину тому

    Jay sriram Jay jagannath Jay Odia Jay Mohan Bhai Sarkar 🙏🙏🙏🙏🙏🙏🙏🙏🙏💐

  • @rahulbadset
    @rahulbadset 2 години тому

    ଆରେ ଭଉଣୀ ପୋଲିସ ନିଜେ ଚୋର

  • @samartarei
    @samartarei 2 години тому

    ସବୁ ଚୋର ପେଲିଇ ପୁଅ

  • @rahulbadset
    @rahulbadset 2 години тому

    ଟିକ କହିଲ ଭଉଣୀ

  • @civilengineering3438
    @civilengineering3438 17 хвилин тому

    I think DGP should come forward and reply to our daughters

  • @SatyabrataDas56785
    @SatyabrataDas56785 50 хвилин тому

    ଏ ମାହିଆ ମୋହନ ସରକାର କଣ କାନରେ ବାଣ୍ଡ ପସେଇଛି
    ଏତେ ଦିନ ହେଲାଣି କିଛି ପଦକ୍ଷପ ନେଉନି😡😡

    • @mantubabu161
      @mantubabu161 36 хвилин тому

      ନା re ତ ma bie re purei chi 😅😅😅😅😅

    • @manaskumar00
      @manaskumar00 21 хвилина тому

      Thick kahicha bhai

  • @manaromaswain9328
    @manaromaswain9328 2 години тому

    # justice for Ankita

  • @Arjun10168
    @Arjun10168 2 години тому +2

    Sabu drama.....

  • @magicianrajprusty
    @magicianrajprusty 16 хвилин тому +1

    5 star hotel.....

  • @AtulDash-o6r
    @AtulDash-o6r 3 години тому +5

    ରାତି 2 ଘଣ୍ଟା ପର୍ଯ୍ୟନ୍ତ ଏ ଯୁଗଳ କଣ କରୁଥିଲା, ଏ ହାର ତଦନ୍ତ ହେଉ

    • @JaiUtkalaMaa
      @JaiUtkalaMaa 2 години тому +4

      ତୋର କଣ ଗଲା । ଲୋକ ପୁରା ରାତି ବୁଲିବେ। ତୁ କଣ ରାତିରେ ବୁଲିଲେ ରେପ କରିବୁ କୂକୁର।

    • @santoshpattanayak-cg6fq
      @santoshpattanayak-cg6fq 2 години тому

      Tu Kia be .semane rati Sara buliparibe. Lady police kan nighty pindhi mareu thila?

  • @overconfidencegamer8913
    @overconfidencegamer8913 Годину тому +2

    Faltu kotha bht gopuchho

  • @magicianrajprusty
    @magicianrajprusty 20 хвилин тому +1

    Rape case dina ku dina badhu chi..... Nari mane safe nuhanti

  • @tapankumarbiswas1796
    @tapankumarbiswas1796 26 хвилин тому

    Those policemen must have been in a drunken condition. They should be removed from their service.

  • @tikchanbhoi4802
    @tikchanbhoi4802 2 години тому +1

    ଓଡ଼ିଶା ପୋଲିସ କୁ ନାଇଟୀ ଆରୁ ଲୁଙ୍ଗି ଗାମୁଛା ଦିଅନ୍ତୁ ପିନ୍ଧିବା କୁ ଉନିଫ୍ରମ ମୋର ଓଡ଼ିଶା ସରକାର ଙ୍କୁ ଅନୁରୋଦ କରୁ ଛି l

  • @prasantipriyadarshini640
    @prasantipriyadarshini640 Годину тому

    Se complain lekhiba pain asithile amiti kn hela j sethi tanku Piti piti gote leady nku ରକ୍ତାତ karahoichi..............?

  • @Mohantakld
    @Mohantakld 8 хвилин тому

    Nightiwali police ku terminate kari....full sevice period ra vardi babad ku tanka recovery kara

  • @rabindrakumarpuhan7688
    @rabindrakumarpuhan7688 57 хвилин тому

    Very shameful

  • @Odiaclasic
    @Odiaclasic Годину тому +2

    ନା ଏ ମିଡ଼ିଆ, ନା ଏ ଫାଲତୁ ଲୋକଙ୍କର କିଛି କାମ ଧନ୍ଦା ନାହିଁ l ନିୟମ ଅନୁସାରେ ଯେତେଯାଏ ଯେତେଯାଏ ଦୋଷ ସାବ୍ୟସ୍ତ ନ ହୋଇଛି ସେତେଯାଏ କାହାକୁ ଜେଲ କଣ ଦୋଷୀ ବୋଲି ବି କୁହାଯାଇ ପାରିବ ନାହିଁ l ସରକାର action mood ରେ ଅଛନ୍ତି, ଏଣୁ ତଦନ୍ତ ଚାଲିଛି l ତଦନ୍ତ 4/5 ଦିନ ଲାଗିବ l ତଦନ୍ତ ପରେ ଯଦି ଦୋଷୀ କୁ ଦଣ୍ଡ ନ ମିଳିବ ତେବେ ଆପଣ ରାସ୍ତା କୁ ଓଲ୍ହାଇବେ l ମୂର୍ଖ ଆଉ ପାଗଳ ରାଜନେତା ଙ୍କ ଭଳି ଜେଲ ଦିଅ, ଫାସୀ ଦିଅ ବୋଲି କାହିଁକି ହେଉଛ l ଯଦି ପୋଲିସ ଵାଲା ନିର୍ଦୋଷ ହୁଏ ତେବେ ତାଙ୍କ ସଂମାନ ଫେରେଇବାକୁ ରାସ୍ତା କୁ ଓଲ୍ହେଇବେ କି..... ଯଦି ନା, ତେବେ ଅନ୍ୟ କାହାର ସନ୍ନମାନ ହାନି କରିବା ପୂର୍ବରୁ ତଦନ୍ତ ଶେଷ ହେବାକୁ ଅପେକ୍ଷା କରନ୍ତୁ l ଦେଖିବେ ଶେଷରେ ଉଭୟ ଦୋଷୀ ବାହାରିବେ l ଏମାନେ ବି ଆଇନ ହାତକୁ ନେଇକି ପୋଲିସ ଉପରେ ଆକ୍ରମଣ କରିଥିବେ ଆଉ ପୋଲିସ ଵାଲା ବି ଶେଷରେ ପ୍ରତିଉତ୍ତର ଦେଇଥିବେ କିନ୍ତୁ ସେ ମହିଳା ଜଣକ ଯେପରି କହିଲେ, ତାଙ୍କ ବ୍ରା ଖୋଲିଦେଲେ, ଛାତି କୁ ନାତ ମାରିଲେ, ପେଣ୍ଟ ଟିକେ ତଳକୁ ଖସାଇଦେଲେ.... ଏଗୁଡା ସବୁ ତଦନ୍ତ ରେ ଜଣାପଡିବ l ଭିଡ଼ିଓ ରେ ସ୍ପଷ୍ଟ ଜଣାପଡୁଛି ମହିଳା ଜଣଙ୍କ ହଁ ଯାହା କରୁଛନ୍ତି ବା କହୁଛନ୍ତି କିନ୍ତୁ ପୋଲିସ ଵାଲା ପୁରା silent, ସେଥିପାଇଁ ଧର୍ଯ୍ୟ ଧର ତଦନ୍ତ ସରିବା ଯାଏ l ବିଜେଡି ସମୟରେ ବେବିନା, ଛବିରାଣୀ, ମମିତା, ପରି ଭଳି ବହୁ ନାରୀ ଜୀବନ ହରେଇଲେ, ତାଙ୍କର ନା ତଦନ୍ତ ରିପୋଟ ଆସିଲା ନା କାହାକୁ ଦଣ୍ଡ ମିଳିଲା, ସେତେବେଳେ ଆପଣ ମାନେ କୋଉଠି ସବୁ ଉଷୁମ ହୋଉଥିଲେ, ଏବେ ଯାଇକି ସେଇଠି ଥାନ୍ତୁ l ତଦନ୍ତ ସରିଲେ ପୋଲିସ ହେଉ କି army ହେଉ ଯିଏ ଦୋଷୀ ଆମେ ମିଶିକି ଦଣ୍ଡ ପାଇଁ ସ୍ୱର ଉଠେଇବା, ଦୟା କରି ବର୍ତମାନ ଏ ପ୍ରହଶ୍ଚନ ବନ୍ଧ କରନ୍ତୁ

  • @AshisKumarDas-j5o
    @AshisKumarDas-j5o 14 хвилин тому

    Thana ra abhiyukta sabu police ku incauntar kara jau .

  • @KamakshiPatro
    @KamakshiPatro Годину тому +1

    Night. Faight. Pain. I I c. Saho. Naighte. Pendhella

  • @surendrapradhan3323
    @surendrapradhan3323 21 хвилина тому

    24 Year helani emiti chalichi police Department....

  • @PRIYABRATBARAL-o5k
    @PRIYABRATBARAL-o5k 3 години тому +1

    Why rss and vhp why not muslim association are you not a human

  • @mahadev2031
    @mahadev2031 2 години тому

    Same things happened in all odisha now

  • @salbegpradhan4118
    @salbegpradhan4118 50 хвилин тому

    Mohan sarkar ku anurodh
    Police bala ku khaki bardi na dei ki
    Night dia jau
    Jai hind

  • @tamalchoudhury7703
    @tamalchoudhury7703 Годину тому

    State Government average employee eai bhalia ...
    Sabu Sadhrana Janata Upare Garam Dekeibe ..

  • @arunkumardash602
    @arunkumardash602 16 хвилин тому

    Fast odisha sarkar jadi kichi kariparibni sarkar hatao sabu dekhi kichi karini ranga name change bhari maja laguchi

  • @kunal6771
    @kunal6771 23 хвилини тому

    Police au helmet checking karu nahanti 😅😅

  • @DebendraKumar-xo7rd
    @DebendraKumar-xo7rd 5 хвилин тому

    Crime branch ku dia jau pura check karibe taa pare uana padiba emane paisha neiki emiti karichanti

  • @prakashrout2115
    @prakashrout2115 Годину тому

    Anniversaries ku 4 years pare sabu state sabu rajya , sabu police station re 100% bharti karaju desa ape ape sudharjiba

  • @civilengineering3438
    @civilengineering3438 12 хвилин тому

    All irresponsible police officers should self resigned as you all are taking tax money

  • @taranikantabehera4191
    @taranikantabehera4191 2 години тому

    Se thanare sabu staffnku fasi dia jau

  • @AmulyaMallick-b9l
    @AmulyaMallick-b9l 46 хвилин тому

    OYO OYO😅

  • @smallvison
    @smallvison 38 хвилин тому

    Dinakrushna ra wife kahaku muhan dekhei pari bani. Husband charecter less.

  • @Ayush25058
    @Ayush25058 2 години тому

    Subhadra paisa re nighty kinile aau 😂

  • @manaskumar00
    @manaskumar00 26 хвилин тому

    Police nuhan ame hin nyaya deipariba

  • @kartikadalei-v6k
    @kartikadalei-v6k 4 хвилини тому

    Sabu dosa. Ama bhali pablic nakara ame Swadhina heba darkara.

  • @QKnowledge-s5m
    @QKnowledge-s5m 2 години тому

    That lady police is looking like YAMDOOT

  • @SarojSwain-js2pv
    @SarojSwain-js2pv Годину тому

    Nari sakti ra prabhab dekhantu

  • @gopalkrishnapattnaik5313
    @gopalkrishnapattnaik5313 2 години тому

    In democratic country neither media nor mahila sanghathan will punish police ??? COURT WILL PUNISH. CULPRIT ..CASE IS ALREADY IN COURT...ALL MAHILA MORCHA REQUEST CJ HIGH COURT TO TAKE CASE SUO MOTU.

  • @santoshpattanayak-cg6fq
    @santoshpattanayak-cg6fq 2 години тому

    Se iic dina krusna ku dismiss kari jail pathaidiajau.

  • @niranjanparida4770
    @niranjanparida4770 3 години тому

    Bbsr re jete mahila sabu aandolan kara