3:41 Not fair brother, jadi jane kharap behave karichanti tamane nuhen Jay jagannath kahila pare bi taku raga rakhi nija bhasare disrespect kariba thik. Odisha ra culture bhulana. Jay Jagannath 🙏
Kalia pecha kana pain kahuchha bhai, seita bodyshaming, racist. Tame jou Jagannathankara jaya hau boli lekhichha sie b kalia. Ame samaste tanku snehare kalia kahu.
Brother Jay Jagannath, I must know that you love the God of Jagannath very much in heart. Brother don't request the froud Kili Paul. Not necessary, you may proceed on your destiny. God bless you. Always keep smiling & energetic on your self.
ଯଦି ଆମେ ପ୍ରକୃତ ରେ ଓଡ଼ିଆ ତାହାହେଲେ ଆଉ kili paul video ଦେଖିବା ନାହିଁ ଯଦି ବି short feed re ଅସୁଚି ତାହାହେଲେ Dislike te ଦବା। Love you Laba Bhai always support you ❤
Don't worry Laba bhai.. once you will be good Celebrity then Kili Paul will miss you. ଲବ ଭାଇ ତୁମେ ହିଁ ଆମ ପାଇଁ Celebrity.. ଅନ୍ୟ celebrity ଙ୍କ ପଛରେ ପଡ଼ିବା ଦରକାର ନାହିଁ।
@@backtofood8901 mu laba bhai ku parsanaly katha haichi... Laba bhai... Kebe bi ego auu garba karanti nahi... Samastanka sahita bhala re katha huanti❤🙏🏿
Don't get disheartened brother because of kili paul. I wish you will achieve high level status better than him. People like them will be looking for you. So keep going on. You are really doing good 👍🏻 which we are not aware of it in detail. Hats off 👏 to you. 🙌 👏👏🥰👍🏻👍🏻JAI JAGANNATH 🙏🏻🙏🏻🙏🏻🙏🏻🙏🏻🙏🏻🙏🏻
Odisha re ete tallented loka achanti hele tamaku ta bada bada star mana nka saha video kariki viral habara achi.. Do search for real tallent & promote them.. it ll help to grow the odisha..
ତା ପାଇଁ ପଇସା ଖର୍ଚ୍ଚ କରନି...... ଆମୋକୁ ସେଇ ପଇସା ରେ ଭଲ ଭଲ ଜାଗା.... ଆଦିବାସୀ ମାନଙ୍କୁ ପଇସା ଦେଇକି video ତିଆରି କରିକି ଅମୋକୁ ଦେଖାଅ ❤❤
ଭାଇ ଏତେ କଷ୍ଟ କରି ଭିଡ଼ିଓ ବନାଉଛନ୍ତି, ତାଙ୍କ ପାଇଁ like ଗୋଟେ ହଉ, ଆମେ ଓଡ଼ିଆ ଭାରି ବଢିଆ, 🙏ଜୟ ଜଗନ୍ନାଥ 🙏
Thik katha
ଲଵ ଭାଇକୁ ଯିଏଵି ଭଲପାଓ ଗୋଟିଏ ଲାଇକ କରନ୍ତୁ,,👍👍👍👍👍
ଲବ ଭାଈ ଆଉ ମୁଁ ସାଙ୍ଗ ହେଇକି ସ୍କୁଲ ଯାଉଥିଲି । ବହୁତ୍ ଭଲ ପିଲା ଟା ତାକୁ ସମସ୍ତେ ଭଲ ପାଇବା ଦିଅ।
Are you a leftist ?
What you view on ravis kumar ?
Balo na 😂
ame sanga heiki hagibaku jauthilu .tu school gale kn hela
ଭଲପାଇବା ଅଛି ଏବଂ ଆଗକୁ ମଧ୍ୟ ରହିବ 🙏🙏🙏
ସେଗୁଡା ଗୋଟେ ଚୁର ରେ ଭାଇ,ତୁମେ ଭାଇ ମାଡି ଚାଲ, ଜୟ ମୟୁରଭଞ୍ଜ, ଜୟ କିଚକେସ୍ୱରୀ
ଜୟ ମା କିଚକେଶ୍ୱରୀ ❤
I agree with you bhai. But ae youtuber baki odisha youtuber ku kete help kariba dekhiba. Ea b Ranga dekheiba
Jay Maa Kichakeswari 💐🙏🙏🙏
ଲବ ଭାଇ ଆଗେଇ ଚାଲ। ଓଡ଼ିଶା ବାସୀ ତୁମ ସହିତ ଅଛନ୍ତି। Love you Bro.
କେଉଁ କେଉଁ ମାନେ ଲବ ଭାଇ ଙ୍କୁ support କରନ୍ତି Like 👍🏻 କରିଦିଅନ୍ତୁ.
Se bhai kn pai ta pakha ku jai chi😡😡😡😡😡😡
👍
Kili Paul famous ହେଲା ପରେ ବହୁତ ଗର୍ବ ଅହଙ୍କାର କରୁଛି।ସେ ଏଇଟା ଜାଣିନି ଯେ ଭଗବାନ ଏ ସବୁକୁ ସହନ୍ତିନି ସମୟ ଆସିବ ଅନୁତାପ କରିବ। ଲଭ ଭାଇ ପାଇଁ ଗୋଟିଏ like କରନ୍ତୁ। 🙏ଜୟ ଜଗନ୍ନାଥ 🙏
Sata re bhai
Just wait time. sabu GARBA bhangi jiba..
Kia kahila
ମୋର ଆଶା ତୁମେ 😊😊ଭଲଭାବେ ଜାଣିଥିବ ଶ୍ରଦ୍ଧା
Ranu mandal ପରି ତା ହାଲ ହବ ଭାଇ wait kara
❤️ ଭାଇ ତମେ ଗୋଟେ ଭିଡ଼ିଓ ଦୁଇଟି ଭାଷାରେ କେମିତି Vlog କରୁଛ ସେଇ ଗୋଟେ Voice So Proud Of U ଲବ ଭାଇ ଜୟ ଜଗନ୍ନାଥ 🙏
ଜୟ ମା ତାରିଣୀ ସବୁବେଳେ ଏମିତି ଆପଣ ଙ୍କୁ ଆଗେଇ ନିଅନ୍ତୁ 🙏
ଲବ ଭାଇ ପାଇଁ ଗୋଟେ like ହଉ
ua-cam.com/video/LrwQCgdrOS0/v-deo.html
Sat kahuch
ପାଓଲ ଆମ ପ ଇସା ଚଳି ଆମକୁ ଲବ୍ ସେମିତି ହେଲେ ଆଗକୁ ବଢିବ କେମିତି ତାକୁ ଛାଡ଼ ଆପର ଠୁ ତାକୁ ଆମେ ଦେଖିବା ନାହିଁ
ଯେଉଁଠି ସମ୍ମାନ ନାହିଁ । ସେହି ଘରକୁ ଯାଅ ନାହିଁ ଭାଇ , ସେଠାକାର ଗରିବ ଦୁଖୀ ଲୋକ ମାନଙ୍କ ପାଖକୁ ଯାଅ , କି ଭଳିଆ ଜୀବନ ଯାପନ କରୁଛନ୍ତି । ତାଙ୍କ ଭିଡ଼ିଓ Share କଲେ ଆମେ ବହୁତ ଖୁସି ହେବୁ ... ଜୟ ଜଗନ୍ନାଥ
Se killi poul b dine garibo thilaa
Thik katha bhai very good job god bless you vai
ଆମ ଆଖି ଖୋଲିଦେଲ, ପ୍ରଭୁ ଜଗନ୍ନାଥ ତା ଗର୍ବ ଭଙ୍ଗିବେ ।
ତାଙ୍କୁ ଦେଖା କରିବାକୁ ଯାଇ କାହିଁକି ଭାଇ ବାର ବାର ମନଦୁଃଖ କରି ଫେରି ଆସୁଛ ତମେ ଓଡ଼ିଶା ଆସ ତମକୁବି ବହୁତ ଲକ ଦେଖା କରିବାକୁ ଆସିବେ
Support from koraput odisha ❤
ଯଦି ବି ଆମ ଲବ ଭାଇ ସହ ତୁମେ ଏକ ମତ ଜୟ ଓଡିଶା
Like here jai jaganath🚩🚩🚩🎉🎉🎉
ଜୟ ଓଡ଼ିଶା 🇮🇳🇮🇳🇮🇳
Jya Odisha
ସେମାନେ ରାନୁ ମଣ୍ଡଳର ଜାତିଭାଇ ତାଙ୍କଠାରୁ ଆଉ କଣ ଆଶା କରୁଛନ୍ତି
Bhai Jay Jagannatha
Kichi asubidha nahin
Se gote Balla loka
Bhai comment re answer nehai debo bhai
ସେ kili କୁ କେହିବି ସପୋର୍ଟ କର ନାହିଁ total ସମସ୍ତେ ମିଶିକି ରିପୋର୍ଟ ମାର ତାର ଚର୍ବି ଅଧିକ ହେଇ ଗଲାଣି, ଭାଇ ତମେ ଆମର ଆଗକୁ ମାଡ଼ି ଚାଲ 🥰🥰god bless you bro🥰love from BBSR 🥰
କିଛି କଥା ନାହିଁ ଭାଇ 😍 ଏମିତି ଭାଙ୍ଗି ପଡିଲେ ହେବନାହିଁ ଆଗକୁ ଆଉ କେତେ ସଙ୍ଗର୍ଷ କରିବାକୁ ପଡିବ ବାସ ମୋଜଭୁତ ବା ଦମ୍ଭ ଧରିକି ଥାଅ ସେ ତାର ଫଳ ପାଇବ ତମେ ସେଦିନ ଖୁସି ହେବ 🙏🏻🙏🏻
Right👍
ତାକୁ ପଇସା ନ ଦେଇ ଆମ ଓଡ଼ିଶାରେ ଯେଉଁ ଅସହାୟ ମଣିଷ ଅଛନ୍ତି ତାଙ୍କୁ ସାହାଯ୍ୟ କର ଭଗବାନ ତମଙ୍କୁ ଖୁସିରେ ରଖନ୍ତୁ
Right 👍
3:41 Not fair brother, jadi jane kharap behave karichanti tamane nuhen Jay jagannath kahila pare bi taku raga rakhi nija bhasare disrespect kariba thik. Odisha ra culture bhulana. Jay Jagannath 🙏
Ur right bhai
Kichi bhul Karini pura theek karila
କିଲି ପଲ ପାଇଁ ଯାହା ଭାବନା ଥିଲା ପୁରା change ହେଇଗଲା 😢 ଲବ ଭାଇ ର ଅପମାନ ମାନେ ପୁରା ଓଡ଼ିଆ ଜାତି ଓ ଲୋକମାନଙ୍କର ଅପମାନ , ତୁମେ ଆଗେଇ ଚାଲ ଆମେ ତୁମ ସହ ଅଛୁ ..କିଲି ପଲ ସହିତ ନୁହେଁ
Sata katha kahichha bhai
SM on u
Right
କିଛି କଥା ନାହିଁ ଭାଇ... ଦୁଃଖ କର ନାହିଁ ଆଗକୁ ଚାଲ ଆମେ ସମସ୍ତେ ଅଛୁ...ସତରେ ମୋତେ ବି ଦୁଃଖ ଲାଗିଲା.. ଜୟ ଜଗନ୍ନାଥ 🙏🙏
Super bahi 💞💞💞👍
ଚିନ୍ତା କର ନାହିଁ ଭାଇ.. 🥺....ପ୍ରଭୁ ଜଗନ୍ନାଥ ଆପଣଙ୍କ ହୃଦୟରେ ଅଛି ❤️💕
.... 🌍🌍🌍 ଜୟ ଓଡିଶା ଜୟ ସାନ୍ତାଳୀ... 😊
Jay Jagannath............
Right bro
@@pratimabehera7664 😊🥰🥰
ଆମ ଲବ ଭାଇ ଙ୍କୁ ୨୦୨୪ ସୁଦ୍ଧା 1M heba ଦରକାର🎉❤❤❤❤❤❤❤❤❤❤❤❤
କିଏ କିଏ Killi Paul କୁ ଗାଳି ଦେବ Like କର 🙏
killi pull କୁ ପଇସା ଦେଇନ ଭଲ ହେଇଛି ଜମାବି ଦେବା କଥା ନୁହଁ ❤
ua-cam.com/video/LrwQCgdrOS0/v-deo.html
Free re Bala miliba😂😂😂😂😂😂
ଦୁଃଖ କରନି ଭାଇ ଆମେ ତମ ସହ ଅଛୁ
😅
👍👍👍😘😍🥰
Indian song re report marile aukat asi jiba😂😂😂😂
Jay Jagannath Laba bhai tume sabu desha bidesha buli paruchha ❤❤❤se thankyou
ଯିଏ ମୋ comment ଟିକୁ ପଢୁଛ ଜଗନ୍ନାଥ ତାଙ୍କ ପରିବାର କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ 🙏🙏
Jay jagannath 🙏🌺
Jay jagannath 🙏🙏
Jay jagannath
Jay Jagannath ❤🙏
Yes
ହଉ ଛାଡ 😏😏 ସେମାନେ ଆମ ପାଇଁ ତେଣୁ ଏଇଟା ବହୂତ ଭୂଳ କଲେ ଆମ ଓଡିଶା ରୂ କେହି ବି support ଦିଅନ୍ତୂ ନାହିଁ. Jai jagannath 🙏❤️❤️❤️
Thik kotha
Vikari killi😅😅😅😅
ua-cam.com/video/LrwQCgdrOS0/v-deo.html
Sola amo India ru poisa nei gharo kola ebe futani maruchi kukuro .
Hii
Super bro❤❤❤
କିଲି ପୌଲ ଅହଂକାରୀ ହେଇଗଲାଣି ଆମେ କେହି ବି ତାକୁ support କରିବୁନି ଆଉ 👍🏻.
ବଡ଼ ଦୁଃଖର ବିଷୟ, ଭାଇ ତମେ ଆଗେଇ ଚାଲ ତମ ସହ ଆମେ ଅଛୁ, କଟକ ଓଡ଼ିଶା. ❤️we always support you brother 😊
👍👍👍
ସତ କହିଲ ଭାଇ
ଆମେ ବି ଅଛୁ , ଜଗତସିଂହପୁର ଓଡିଶା
@@AamaGaonAamaMati😅
Yes
ଭାଇ ରେ ପଇସା ନଥିଲେ କେହି ଚିହ୍ନିବେନି ପଇସା ହେଇଗଲେ ସେ କାହାକୁ ଚିହ୍ନି ପାରେନି ଜୟ ଜଗନ୍ନାଥ ଜୟ ଓଡି଼ଶା 🙏😍🙏
Kili paul ର ଭିଡିଓ କୁ ଆମେ report ମାରିଦେଉଛୁ କିଏ କିଏ report ମାରିବା like kara
Hmmmm thik thik mu bi marideli
Mar MG ku report 🙏🙏
Right
I am also
Thik kahuchha bhai
ଦୁଃଖ କରିବାର ନାହିଁ ନିଜ କର୍ମରେ ଅଗ୍ରସର ହୁଅ ନିହାତି ସଫଳତା ମିଳିବ.. ତୁମେ କିଲି ପୋଲ ପାଖରୁ ବେଶୀ ଫେମସ ହୋଇଯିବ ❤
ବହୁତ ସୁନ୍ଦର ପ୍ରୟାସ 💐🤞
ସେ ନିଜକୁ କଣ ବୋଲି ଭାବୁଚୁକି don't worry ଭାଇ ଆମେ ତୁମ ସହିତ ଅଛୁ, ଜୟ ଜଗନ୍ନାଥ, ଆମେ ଓଡ଼ିଆ ଭାରି ସ୍ଵାଭିମାନୀ...
😂😂😂
😂
Kalia pechha😂🤣🤣🤣😆😆😆😆
Kalia pecha kana pain kahuchha bhai, seita bodyshaming, racist. Tame jou Jagannathankara jaya hau boli lekhichha sie b kalia. Ame samaste tanku snehare kalia kahu.
Moro manare gote prasna
Je kill Paul pai atee raga kahiki au iyee asliyat re kiyee
Please moro doubt clear Kariba ki
ଆମ ଓଡିଶା ମାଟି ର ପୁଅ ଏତେ କଷ୍ଟ କରି ସେ ଯାଇ ନିରାଶ ହୋଇ ପେରିବା ବଡ ଦୁଃଖ ଦାୟକ ଆମେ ବି କହୁଚୁ ପୁଅ ଏଥିରେ ଭାଙ୍ଗି ନ ପଡି ଆଗକୁ ଯାଅ ଦିନ ସେ ତୁମକୁ ଦେଖା କରିବାକୁ ଆସିବ ଯେଉଁ ମାନେ ପୁଅଟିକୁ support କରୁଛ ଗୋଟେ like ଦିଅ
I love my odisha..
ଲବ ଭାଇ ଦୁଃଖ କରିବ ନାହିଁ ତମର କର୍ତ୍ତବ୍ଯ ତମେ କରିଛ ତାର ବହୁତ ଗର୍ବ ହୋଇଗଲା
Brother Jay Jagannath, I must know that you love the God of Jagannath very much in heart. Brother don't request the froud Kili Paul. Not necessary, you may proceed on your destiny. God bless you. Always keep smiling & energetic on your self.
That's why education is important for so called celebrity killi paul
Keep it up brother ✨
ପୁଅ ତୁମ ଉପରେ ଜଗନ୍ନାଥ ଙ୍କ କୃପା ରହିଥାଉ ସବୁ ଜାଗା ସଫଳ ହୋଇ ଓଡିଶା ଆସ
କିଏ କି ସେ killi paul taku ଆମେ ଚିନିନାହୁଁ ଆମେ ଖାଲି ଜନକୁ ଚିନିଛୁ ସିଏ ହେଲେ ମୁଁ traveller ।।।।bhai full support for u 🤞🤞🤞💪💪💪💪🙏🏼 Jay Jagannath 🙏🏼❤️⭕❗⭕
ua-cam.com/video/LrwQCgdrOS0/v-deo.html
Right..
Jay jagannth Aama Odiya Bhai proud of You Bhai I am Bengali From Odisha. A mane emiti janinathili Lots of thanks bro.
କିଛିକଥା ନାହିଁ ସାନ ଭାଇ ଲଭ୍
ଆମେ ଅଛୁ ତୋ ସାଙ୍ଗରେ, ସେଇଥି ପାଇଁ ଆଫ୍ରିକା ଲୋକ ମାନେ କାଙ୍ଗାଳ ହୋଇ ରହିଛନ୍ତି
ଭାଇରେ ମୁଁ ଭାବୁଥିଲି ସେ ତା wife କିନ୍ତୁ ଜାଣିଲି ତା ଭଉଣୀ ସେ ଯାହା ହେଉ ତମ ମାଧ୍ୟମ ରେ ଜାଣି ପାରିଲି
N u don't worry ଆଗକୁ ମାଡ଼ି ଚାଲ
ଜୟ ଜଗନ୍ନାଥ 🙏
ବହୁତ୍ ବଢିଆ ଭାଈ ଆପଣଙ୍କ video ବହୁତ୍ ଭଲ ଲାଗୁଚି ଏମିତି video ସବୁବେଳେ ବନାଓ ଆଓ ଜଗନ୍ନାଥଙ୍କ ପାଖରେ ମୋର ପ୍ରାଥନା ବହୁତ୍ ଆଗକୁ ଯାଅ
ଆଜି ଯଦି କିଲିପୁଲ ଷ୍ଟାର ହେଇଛି କେବଳ ଇଣ୍ଡିଆ ଲୋକଙ୍କ ଦୌରା ମନ ଦୁଃଖ କରନି ଜୟ ଜଗନ୍ନାଥ
Ki bala star ho . Se sala kie mu kai janini ka🙂😆🙂😆🙂
hi ❤❤❤❤❤❤❤❤❤your new subscriber from odisha Kendrapara
ଯଦି ଆମେ ପ୍ରକୃତ ରେ ଓଡ଼ିଆ ତାହାହେଲେ ଆଉ kili paul video ଦେଖିବା ନାହିଁ ଯଦି ବି short feed re ଅସୁଚି ତାହାହେଲେ Dislike te ଦବା। Love you Laba Bhai always support you ❤
ବେସି ଦୁଃଖ ଲାଗିଲା ଭାଇ।
କଣ କରିବା, ଆମେ ତମରି ସାଙ୍ଗରେ ଅଛୁ।
Don't worry Laba bhai.. once you will be good Celebrity then Kili Paul will miss you.
ଲବ ଭାଇ ତୁମେ ହିଁ ଆମ ପାଇଁ Celebrity..
ଅନ୍ୟ celebrity ଙ୍କ ପଛରେ ପଡ଼ିବା ଦରକାର ନାହିଁ।
ଭାଇ ଅତି ଦୁଃଖର ବିଷୟ ମାତ୍ର ତୋମେଯମା ଆର ମାନିବାଲୋକ ନୁହେଁ। ବହୁତ ବହୁତ ଧନ୍ୟବାଦ
ଭାଈ ଭଲରେ ଥାଅ ଭଗବାନ ତୁମକୁ ଭଲରେ ରଖିଥାନ୍ତୁ ଜୟ ଜଗନ୍ନାଥ
Tme ama pai valuable but value jahara se deyuni se kn value able hobo..... love 💓😘 u bhai jai jagannath
Don't give him much importance. U are doing best . May God bless you.
Jay jagannath 🙏🙏
Jay maa Samalei 🙏🙏
Love from jharsuguda Bro ❤️❤️
Salute to you bro for your enthusiasm and courage . Visiting Tanzania and that too to his village is itself a great achievement .
Good job brother more important in this type of people do your job achieve your dreams ❤❤
Jay jagannath 🙏🙏 , god bless you vai sabubele Khushi re rahiba vai , enjoy your life and happy journey vai
Good effort❤
ହଉ ମନ ଦୁଃଖ କରନାହିଁ ବହୁତ ଆଗକୁ ଯାଇ ମଧ୍ୟ ଖୁସିରେ ଦେଖା କରିଥିଲେ ଖୁସି ଲାଗିଥାନ୍ତା ଏବେ ଲାଗୁଚି ଆମରି ଭାରତୀୟ ଙ୍କ ପ୍ରିୟ ସେ ପୁଣି ଦେଖା କଲେନହିନ୍ ଯେତେ ଅହଙ୍କାରୀ ଯେତେ ସ୍ୱାର୍ଥ ପର ହଉ ପୁଅ ଛାଡ଼ ମନ ଦୁଃଖ କରନି ❤❤❤❤
Laba bhai nka pain gote like heijau 😉❤️
Don't worry, leave them you carry on your own. Bahut baddhia 🎉
Bhai we love your innocence, keep it up!! One day u will achieve more heights than Kili Paul.
Jay Jagannath 🙏
Definitely
Exactly
ଧନରେ ଵିଡୁଓ ଦେଖି ବହୁତ ଖୁସି ଲାଗିଲା ଆଗକୁ ଆଗକୁ ଯାଅ ଠାକୁର ସମସ୍ତ କୁ ଭଲ ରେ ରଖନ୍ତୁ ମିସ୍ ୟୁ ❤❤
❤
bhai many many thanks u . bahut difficult bahut effort
ତୁମେ ଠିକ କହିଲ ଭାଇ... ମଣିଷ femous ହେଲା ପରେ ଗର୍ବ ଆଉ ପଇସା କୁ ଲୋଭ କରେ....😢😢😢😢😢😢😢କିନ୍ତୁ kili poll ଯାହା ତୁମେ କରିଲ ତୁମେ ଦିନେ ନା ଦିନେ... ପସ୍ତେଇବ...
Odia song re reels kole strike mariba
ua-cam.com/video/LrwQCgdrOS0/v-deo.html
Ame b ready achhu. Just wait for odia songs reels.
I agree with you bhai. But ae youtuber baki odisha youtuber ku kete help kariba dekhiba. Ea b Ranga dekheiba
@@backtofood8901 mu laba bhai ku parsanaly katha haichi... Laba bhai... Kebe bi ego auu garba karanti nahi... Samastanka sahita bhala re katha huanti❤🙏🏿
ଭାଇ ସାରା ଓଡ଼ିଶା ତମ ସାଙ୍ଗରେ ଅଛନ୍ତି କିଛି ଚିନ୍ତା କରନି ମୋର ତରଫରୁ ❤❤❤❤❤❤❤❤❤❤❤❤❤❤❤❤ like and comment ସମସ୍ତ ଙ୍କ ବିଶ୍ୱାସ ଚିନ୍ତା କରନି ❤❤😂😂
Bhai very very love u jatra tumar safal hau Jay jagannath🙏🙏🙏🙏
Don't worry for that brother... We are here for you #Puri❤😊
Jai jagannath ❤ jai maa samalei ❤ love from Western odisha
Odisha ru tumaku hardik abhinandan bhala re ruha. Bahara khabar emiti aama ku dekhau thiba. Jay jagannath. Take care.
ଜୟ ଜଗନ୍ନାଥ .......ଓଡ଼ିଆ ବlସି ସମସ୍ତେ ତମ ସହିତ ଅଛନ୍ତି.....❤
Don't worry Bhai now a Day Ur a Big Celebrity of Our Odisha ❤❤❤❤
Ur a inspiration for all youngsters ... I hope one day i will meet you
Love From ODISHA ❤️❤️
I love ur simplicity, and ur honesty u r a very good person i really love u
ଦୁଃଖ କରନା,ଭାଇ | ସେମାନେ ଯେମିତି ଉଠିଛନ୍ତି ସେମିତି ଖସିବେ | ଅପେକ୍ଷା କର |
Mu bi Kili pall ra fan ..kintu tama Katha suni Abe tanka upare raga asuchi.....god bless U Bhai...
Don't get disheartened brother because of kili paul. I wish you will achieve high level status better than him. People like them will be looking for you. So keep going on. You are really doing good 👍🏻 which we are not aware of it in detail. Hats off 👏 to you. 🙌 👏👏🥰👍🏻👍🏻JAI JAGANNATH 🙏🏻🙏🏻🙏🏻🙏🏻🙏🏻🙏🏻🙏🏻
We are proud of u Laba bhai.. You are the most dynimic person of odisha❤❤
Dukha karani Bhai ❤❤❤❤❤
❤ଭାଇ ବହୁତ ସୁନ୍ଦର ହୋଇଛି ଧନ୍ୟବାଦ ନୂଆ ଦୃଶ୍ୟ ନୂଆ ଜାଗା ଆମକୁ ଦେଖାଇ ଛନ୍ତି ଧନ୍ୟବାଦ
Bhai Don't give them more importance.. because they don't know how to give respect to their fans.Great job doing my brother Love...keep it up🥰
I'm always with you 👍
Lot's of love from kendrapara odisha ❤️
Bhai tamku koti koti parnam Kari chu that's Matt's tuna sange buli bar acchi bhrr can try
ଭାଇ ହିନ୍ଦୀରେ ଗୁଟେ ତାର ଭିଡିଓ ବନାନ୍ତୁ ତା ବିଷୟରେ ଆମ ଭାରତ ଲୁକ ଜଣାନ୍ତୁ ତାର ବ୍ୟବହାହାର କେମିତି ଜୟ ଜଗନ୍ନାଥ
ua-cam.com/video/8zlEo0zG4Rw/v-deo.html
Yes ବନେଇବା କଥା
ମାଡ଼ି ଚାଲ ଲବ bhai ବହୁତ୍ ଆଗକୁ ଯିବ jay jagarnnath ❤❤
bhai odia kahucha au jay jaganath kahila sethi jogu..proud on u.
Don't worry, you deserve more and bigger celebrity
ଭାଇନା ଦେଖା କରିବା ଅନୁଚିତ । ଏମାନେ ବଦମାସ ଲୋକ । ଜୟ ଜଗନ୍ନାଥ 🚩
Odisha re ete tallented loka achanti hele tamaku ta bada bada star mana nka saha video kariki viral habara achi.. Do search for real tallent & promote them.. it ll help to grow the odisha..
ମୁଁ ତମ ସାଗରେ ଅଛି ଆମର ଯେତିକି ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ ମୋର ଅନୁରୋଧ please like share comment କର ଏହି ଆମ ଓଡ଼ିଆ ଭାଇକୁ
କଉ ସାଗ ଭାଜି ସାଗ ନା ସଜନା ସାଗ 😂😂😂
Don't worry Bro ! He may be a celebrity in his own world but not bigger than you in any sense.
You are aversatile genius ❤
You Are Pride Of Odisha Dear🥰 You have a Real Divine Soul U Know Dear. Lord Jagannth Bless You 😇🙌🙌🙌😍
ଲବ ଭାଇ କିଲି ପାଉଲ୍ ଘରକୁ ତୁମେ ପାଇଥିଲ ସେଇଟା ଆମ ପାଇଁ ବହୁତ ଖୁସିର କଥା କିନ୍ତୁ ସେ ଘରେ ଥାଇକିବି ତୁମକୁ ଦେଖା ଦେଲା ନାହିଁ, ଏହି କଥା ଜାଣିଲା ପରେ ବହୁତ୍ ଦୁଃଖ ଲାଗିଲା, ସତରେ ଲବ ଭାଇ କିନ୍ତୁ ଆମେ ତୁମ ପାଇଁ ସବୁ ବେଳେ ବହୁତ୍ ଖୁସି ଅଛୁ ଆଉ ସବୁ ବେଳେ ଖୁସିରେ ରହିବା କିନ୍ତୁ ତୁମେ ମନ ଦୁଃଖ କର ନାହିଁ ତୁମେ ତୁମ ତରଫରୁ ୧୦୦% ଚେଷ୍ଟା କରୁଥିଲ କିଲି ପାଉଲ କୁ ଦେଖା କରିବା ପାଇଁ ଆଉ ତୁମେ ହାରିନ ତୁମେ ଜିତି ଯାଇଛ କାହିଁକି ନା ତୁମେ ତୁମର BEST ❤❤ଦେଇଥିଲ l କଣ କରିବା ବହୁତ୍ ଦୁଃଖର କଥା ଯେ ଆମେ ଯେଉଁ ମାଟିରେ ଜନ୍ମ ନେଇଛୁ ସେଇଠି ହିଁ ମିଶିଯିବା ତେଣୁ କିଲି ପାଉଲ ଭଳି ଲୋକ ମଧ୍ୟ ନିଜ ଗର୍ବ ରେ ନିଜେ ହିଁ ତଳକୁ ଖସି ଯିବ,, ଏତେ ଗର୍ବ ଦେଖେଇବାର ନଥିଲା ସେ ଭୁଲି ଯାଉଚି ଯେ ଯେଉଁମାନଙ୍କ ପାଇଁ ଆଜି ସେ ଏତେ ଉପରକୁ ଯାଇ ପାରିଛି ସେଇଠୁ ଖସିବାକୁ ତାକୁ ବେଶୀ ସମୟ ଲାଗିବନି ତେଣୁ ଯିଏ ଯେମିତି କରିବ ସେ ସେମିତି ହିଁ ପାଇବ ତା ମାନେ ନୁହଁ ଯେ ସେହି ଭଳି କାମ କରି ସମସ୍ତଙ୍କ ପାଇଁ ହିର ପାଲଟି ଯିବ ଏହା ତ କଦାପି ସମ୍ଭବ ନୁହଁ ତେଣୁ ଯାହା ହେଲା ଛାଡ଼ି ଦିଅ ଆମ ପାଇଁ ତୁମେ କେତେ କଷ୍ଟ ଉଠେଇ, କେତେ ପଇସା ଖର୍ଚ୍ଚ କରି ତାକୁ ଦେଖା କରିବାକୁଯାଇଛ ତାହା ମଧ୍ଯ ନିଜ ପାଇଁ ନୁହଁ କେବଳ ଆମରି ପାଇଁ ତେଣୁ ସତରେ ଲବ ଭାଇ ତୁମେ ଆମ REAL HERO 💜 ❤️ 💜 ❤️ ଆମେ ସବୁ ବେଳେ ତୁମପାଇଁ ପ୍ରଭୁ ଜଗତର ନାଥ ଶ୍ରୀ ଶ୍ରୀ ଜଗନ୍ନାଥ ଠାକୁର ଙ୍କ ପାଖରେ ଆମର ଏହାହିଁ ପ୍ରାର୍ଥନା ଯେ ତୁମକୁ ପ୍ରଭୁ ସଦା ସର୍ବଦା ଖୁସିରେ ରଖନ୍ତୁ ଦୀର୍ଘାୟୁ କରନ୍ତୁ ଏବଂ ତୁମକୁ ପ୍ରତିଟି ବାଧା ବିଘ୍ନ ରେ ସାହା ହୁଅନ୍ତୁ ଶକ୍ତି ଦିଅନ୍ତୁ ❤❤❤❤❤❤
LEGEND NEVER DIE❤❤❤
👍
Who legend 🤣
@@bikashkalta34 jie youtube kala sie legend
@@selfmotivator5731 Achha🤣
Tumi ekjon bokachoda
Proud for this men❣️✨
Ok ଭାଇ ଆମେ ସବୁବେଳେ tuma ସହିତ ଅଛୁ ll ମନ ଦୁଃଖ କରନ୍ତୁ ନାହିଁ ❤❤❤❤
I appreciate your video.. . I pray to god u go ahead & stay comfortable zone always ❤...... Our support always with you.... ❤god bless u bro. 😊