ପ୍ରଥମ ଥର ମୋ ସାଘଂ AFRICA ରେ ଶାଢୀ ପିନ୍ଧିଲା || INDIA LIFE IN AFRICA

Поділитися
Вставка
  • Опубліковано 29 лип 2023
  • ପ୍ରଥମ ଥର ମୋ ସାଘଂ AFRICA ରେ ଶାଢୀ ପିନ୍ଧିଲା || INDIA LIFE IN AFRICA #labahansda
    My email address- labahansda97@gmail.com

КОМЕНТАРІ • 2,3 тис.

  • @babulipurty8166
    @babulipurty8166 10 місяців тому +248

    ମୋର ସାନ ଭଉଣୀ ବହୁତ ସୁନ୍ଦର କାର୍ଯ୍ୟ କରୁଛନ୍ତି ଆଫ୍ରିକା ମହାଦେଶରେ ରହି ଗରିବଲୋକଙ୍କ ସେବା କରୁଛି ମୁଁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁଛି ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ ମୟ ହେଉ।

  • @itssangramvlogs952
    @itssangramvlogs952 10 місяців тому +149

    କୋଉ କୋଉ ଭାଇ ମାନେ ଖୁସି ଅଛନ୍ତି ଲବ ଭାଇ ଓଡ଼ିଆରେ ବ୍ଲୋଗ ଆଣୁଛନ୍ତି ଗୋଟେ Like କର.

  • @jatanirock1548
    @jatanirock1548 10 місяців тому +29

    ଗର୍ବେ କହୁଚି ମୁ ଓଡିଆ
    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏

  • @chinmaycreation1117
    @chinmaycreation1117 10 місяців тому +50

    ଭାଇରେ ଯାହା ହୋଉ ତୁମେ ଆମ ଓଡ଼ିଆ ଭାଷାକୁ ଏତେ ବାଟରେ ପହଞ୍ଚେଇ ଥିବାରୁ ଜୟ ଜଗନ୍ନାଥ

  • @ICANPUBLICATION
    @ICANPUBLICATION 10 місяців тому +484

    Making a History I କେଉଁମାନେ ଚାହାନ୍ତି 2024 ପୂର୍ବରୁ ଏହି ଭାଇର 1 Million Subscriber ହେଇଯାଉ ବୋଲି

  • @GotiMuktiAndolan_Odisha
    @GotiMuktiAndolan_Odisha 10 місяців тому +858

    ମୋ ଦ୍ରୁଷ୍ଟିରେ ଏହି ଝିଅଟି ହେଉଛି ସମସ୍ତ ଭରତୀୟ ଯୁବତୀଙ୍କ ଏକ ଆଦର୍ଶ। ଏହାଙ୍କୁ ଆମ ପାଖରେ ପରିଚିତ କରାଇ ଥିବାରୁ ଶ୍ରଦ୍ଧେୟ ଲବଙ୍କୁ ଧନ୍ଯବାଦ

  • @srutihantal5445
    @srutihantal5445 10 місяців тому +18

    ଭ‌ଉଣି ହେଉଛ‌ନ୍ତି ସମ‌ସ୍ତ ଭାରତୀୟ ନାରୀ ଜାତିଙ୍କ ପାଇଁ ପ୍ରକୃତ ଶିକ୍ଷାର ଉଦାହରଣ ଆଉ ଲବ ଭାଇ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭ କାମନା ❤❤❤

  • @BaburamMurmu548
    @BaburamMurmu548 10 місяців тому +16

    ଏହି ଭଉଣୀ ସତରେ ଵହୁତ ମହାନ୍ ଓ ତାଙ୍କର କାର୍ୟ୍ଯ କଳାପ ବହୁତ ଭଲ। ତାଙ୍କ ପାଇଁ ଏକ Like 👍👍👍👍.

  • @Nilanchal673
    @Nilanchal673 10 місяців тому +126

    ଲବ ଭାଈ କୁ ଯେଉଁ ମାନେ ଭଲ ପାଉଛନ୍ତି Like ❤ ଗୋଟିଏ ହଉ

  • @Hidden_things_
    @Hidden_things_ 10 місяців тому +363

    ଭାଇ ତମେ ନିଜର ଯତ୍ନ ନେଉଥିଲା ତୁମ ପାଇଁ ଆମ ଓଡ଼ିଶା ର ଗର୍ବ ଓ ଗୌରବ ଆପଣ ❤ ଲବ ଭାଇ ପାଇଁ ଗୋଟିଏ 👍👍

    • @jitendranayak4464
      @jitendranayak4464 10 місяців тому +4

      ଭାଇ ବହୁତ ଭଲ ଲାଗିଲା ଆପଣ କୁ ଭଗବାନ ସବୁବେଳେ ଭଲ ରେ ରଖି ଥାନ୍ତୁ ଓଡିଶା କେବେ ଆସିବ ଭାଇ ଆମ ଙ୍ଗା ର ପକୃତିକ ସୁନ୍ଦର ବହୁତ ଭଲ କେବେ ଆସିଲେ ଟିକେ ଦୟାକରି ଆମ ପଟେ ଆସିବ

    • @jayantasing1988
      @jayantasing1988 10 місяців тому +1

      Bhai tame Tama sanga ashita kemiti dekha hela kamete re kahiba

    • @banamitrabiswal3381
      @banamitrabiswal3381 10 місяців тому +1

      Tuma duijana ku antarika dhanyawad ❤

  • @sumantanayak30
    @sumantanayak30 9 місяців тому +29

    ଭାଇ ସେ ଭଉଣୀ ଙ୍କ କଥା ଶୁଣି ବହୁତ୍ ଭଲ ଲାଗିଲା ଟିକେ ଦୁଃଖ ଲାଗିଲା

  • @chandan581
    @chandan581 10 місяців тому +66

    ଆଗରୁ ଶୁଣି ଥିଲି ଆଦି ବାସି ଲୋକ ବହୁତ୍ ସରଳ
    ଏବେବି ସେମାନେ ବଦଳି ନାହାନ୍ତି ତୁମ ହୃଦୟା ଟା ବହୁତ୍ ବଡ଼ ଭଗବାନ ତୁମ ଦୁଇ ଜଣଙ୍କୁ ବହୁତ୍ ଆଶ୍ରୀ ବାଦ୍ କରନ୍ତୁ🙏🙏🙏

  • @teejgaming4969
    @teejgaming4969 10 місяців тому +279

    ବହୁତ ଭଲ ଲାଗିଲା ଆଫ୍ରିକା ଭିଡ଼ିଓ ଦେଖିକି ଅସକରୁଛି ❤ ଆହୁରି ଏମିତିକା ଭିଡ଼ିଓ ଆସୁ ❤❤❤ ଜୟ ଜଗନ୍ନାଥ

  • @anjusexpress9073
    @anjusexpress9073 10 місяців тому +363

    ଆଜି ଏ ଶାଢ଼ୀ ପିନ୍ଧେଏଇ ବହୁତ ଭଲ କାମ କରିଛନ୍ତି ଗୋଟେ👍🏻ଏହି traditional ପାଇଁ

  • @SkazimSkazim-qv3od
    @SkazimSkazim-qv3od 3 місяці тому +7

    ନିଜେ କଷ୍ଟ ଉଠାଇ ଅନ୍ୟ ପ୍ରତି ସେବା କରିବାର ଇଛାଶକ୍ତି ରଖି ମାନବିକତାର ପରିଚୟ ସୃଷ୍ଟି କରିଥିବା ଭଉଣୀ କୁ ଆନ୍ତରିକ ଅଭିନନ୍ଦନ ଶୁଭେଚ୍ଛା ,

  • @royalbikascreation5846
    @royalbikascreation5846 10 місяців тому +12

    ଲବ ଭାଇ ସେ ଝିଅଟି ବହୁତ୍ ସାହାଯ୍ୟ କରୁଛି ତମକୁ ବହୁତ୍ ଭଲ କାମ ।। #RoyalBikas reaction

  • @sigmamale324
    @sigmamale324 10 місяців тому +585

    This man hardworking 100%
    Attitude -0%
    Ego = 0%
    Angry = 0%
    Love you from balasore 💕

    • @Rani-pl4wk
      @Rani-pl4wk 10 місяців тому +11

      Sei didi ku kemithi janila bro

    • @subratsahoo6207
      @subratsahoo6207 10 місяців тому +8

      Kemiti janila bhai

    • @SmrtisnigdhaBehera
      @SmrtisnigdhaBehera 10 місяців тому +9

      Janichi ama parulia re tanka ghara

    • @PujaSwain-po6cg
      @PujaSwain-po6cg 10 місяців тому +8

      Bhai Tama Sangako bahut dhanyvad 🙏🙏🙏👌👍👍👍

    • @smartboychinku323
      @smartboychinku323 10 місяців тому +6

      Are bhai tanku kemiti janila😊

  • @odiavlogmalaysia9001
    @odiavlogmalaysia9001 10 місяців тому +215

    ଯୋଉ ମାନେ ଓଡ଼ିଶା ରୁ ଦେଖୁଛନ୍ତି 1 like ବୋହୁତ ଖୁସି ଲାଗିଲା ଆମ ଓଡ଼ିଶା ର ସଂସ୍କୃତି କୁ ବାହାର ଦେଶ ରେ represent କରିଲେ ଏମିତି ଭିଡିଓ କରିଚାଲ ଆମ ଓଡ଼ିଶବାସୀଙ୍କ suopprt ମିଳିବ ❤❤ but gote ଗୋଟେ କଥା କେବେ ଭୁଲି ବେନି ମାଲେସିଆ ଯେବେ ଆସିବେ ମୋ comments re reply ଦେବେ 🔥🔥🔥

  • @tapasranjanbhatra2668
    @tapasranjanbhatra2668 10 місяців тому +20

    ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ । ଏମିତି ଗୋଟେ ଝିଅ କୁ ପରିଚୟ କରେଇ ଶିକ୍ଷା ଦେଲା ସମସ୍ତଙ୍କୁ।🙏🏿🙏🏿🙏🏿🙏🏿

  • @sudamcharanhaiburu5327
    @sudamcharanhaiburu5327 9 місяців тому +3

    ଲବ ଭାଇ ଆପଣଙ୍କ କେଉଁ ଭଗବାନ ଜନ୍ମ ଦେଲାଯେ ପୃଥିବୀ ସାରା ବୁଲି ପାରିଲ ବହୁତ ବହୁତ ଧନ୍ୟବାଦ ଜହାରଗେ ଲବ ଭାଇ,

  • @justentertainment3576
    @justentertainment3576 10 місяців тому +1252

    ଭାଇ ଙ୍କ ପାଇଁ ଯୋଉ ମାନେ ହୃଦୟ ର ଭୋଲ ପାଇ ବା ଓଛି ଗୋଟେ like ହୋଇ ଯା ଆଉ

  • @rasanandasahu6758
    @rasanandasahu6758 10 місяців тому +32

    ଆଫ୍ରିକାକୁ ଯାଇ ଓଡ଼ିଆରେ ଭିଡ଼ିଓ କରିବା ଏବଂ ସେଥିରେ ସଫଳ ହେବା ଅସମ୍ଭବ ଲାଗୁଥିଲେ ମଧ୍ୟ ତମେ ତାକୁ ସଫଳ କରିଛ | ଅନେକ ଧନ୍ୟବାଦ |

  • @user-cf8om9mo5z
    @user-cf8om9mo5z 10 місяців тому +3

    Salute you sister, u are great

  • @mydailylifeliving8048
    @mydailylifeliving8048 9 місяців тому +2

    N K Das Balasore
    A big salute to Laba Hansda & Anupama Mandi for their courage & dedication. May god always be with you & both of you be successful in your mission.

  • @Rk-zw1cq
    @Rk-zw1cq 10 місяців тому +462

    After listen her, she is the second Draupadi Murmu (ଦ୍ରୌପଦୀ ମୁର୍ମୁ ). I salute you sister

    • @lostsmile07
      @lostsmile07 10 місяців тому +5

      mo Bala draupadi murmu sala odisha re train accident hela kichi bi ta bisaya re kahipani

    • @sumantachandrakantahembram2654
      @sumantachandrakantahembram2654 10 місяців тому +3

      Anupoma marandi westbangal ro jhio

    • @rmraju9.0official
      @rmraju9.0official 10 місяців тому +1

      Exactly bro

    • @user-vl3jg3cr6z
      @user-vl3jg3cr6z 10 місяців тому +2

      ​@@lostsmile07tu bala sudhuribuni

    • @lostsmile07
      @lostsmile07 10 місяців тому +1

      @@user-vl3jg3cr6z tu to bhala na kahunu train accident ta odisha re hela ta pai se kn kahila India bahara loko Twitte kale se kn kichi kahila ku khali na kn odisha ru mu asichi.. bhai re nija swartha pare kehi kahari nuhanti re. auto bodo heija dele janibu..

  • @Sached299
    @Sached299 10 місяців тому +73

    ଆଉ 2 ମାସ ଭିତରେ ଲବ ଭାଇ ଓଡିଶା ର 1 ନମ୍ବର vlogger ହୋଇଯିବେ 🙏

    • @trilochananayak2590
      @trilochananayak2590 10 місяців тому +1

      🙏ଜୟ ଜଗନ୍ନାଥ 🙏
      No1ହୋଇଗଲେ ତ👌
      ଆମେ tv ଦେଖା ବନ୍ଦ କରି ଲାବା ଭାଇ ଭିଡ଼ିଓ ଦେଖୁଛୁ ❤️❤️❤️

  • @ffshortsvideo6068
    @ffshortsvideo6068 10 місяців тому +64

    ମୋ ଦୃଷ୍ଟି ରେ ଏଇ ଝିଅ ରିଏଲ୍ ଭଗବାନ୍ ମୁ ଲାଇଫ ରେ ଏମିତିବି ଝିଅ ଥିବେ ବୋଲି ଭାବିଣ ଥିଲି ସେ ଝିଅ ଓ ଲବ ଭାଇ କୁ ଧନ୍ୟବାଦ

  • @nandalalsingh5398
    @nandalalsingh5398 10 місяців тому +3

    ଖୁବ୍ ସୁନ୍ଦର ବହୁତ ଭଲ ଲାଗିଲା ଏ ଭିଡିଓ ଟି । ସାଙ୍ଗ ବିଷୟରେ ଆଲୋଚନା କରିଥିବାରୁ ଧନ୍ୟବାଦ । ଜୟ ଜଗନ୍ନାଥ ‌🙏🙏🙏

  • @odiastatus2.058
    @odiastatus2.058 10 місяців тому +129

    ଯୋଉ ମାନେ ଓଡ଼ିଆ ଥରେ କହିଦିଅ ଜୟ ଜଗନ୍ନାଥ 🙏🙏🙏

    • @RKAnitajourney
      @RKAnitajourney 10 місяців тому +2

      ଜୟ ଶ୍ରୀ ଜଗନ୍ନାଥ ❤😊🙏

    • @babitasahu5376
      @babitasahu5376 10 місяців тому +2

      Jay Jagannath 👏 👏

    • @bharatbag5346
      @bharatbag5346 10 місяців тому +2

      Jay jagannath 🙏🚩❤️

    • @trilochananayak2590
      @trilochananayak2590 10 місяців тому +2

      🙏🚩ଜୟ ଜଗନ୍ନାଥ 🚩🙏

    • @barsha521
      @barsha521 10 місяців тому +2

      Jay jagannath 🙏

  • @chefpabitratofan741
    @chefpabitratofan741 10 місяців тому +143

    Proud to be a ଓଡ଼ିଆ ଭାଇ ତମ ପାଇଁ ଆମେ ଗର୍ବିତ ।ଭଉଣୀ ଙ୍କୁ ହୃଦୟ ରୁ ଧନ୍ୟବାଦ୍ ସମସ୍ତଙ୍କ ପାଇଁ ଆଦର୍ଶ । ଜ୍ଞାନ କୁ ସବୁବେଳେ ବାଣ୍ଟିବାକୁ ଚେଷ୍ଟା କରନ୍ତୁ ।

    • @desi_comedy_1k
      @desi_comedy_1k 10 місяців тому +2

      Ama ade barsa houchi bahut jor

  • @user-pi8py8td9d
    @user-pi8py8td9d 10 місяців тому +1

    ଭାଇ,ସେଇ ସାନ୍ତାଳୀ ଦିଦୀଙ୍କୁ,ଆଉ ତମକୁ
    ବହୁତ୍,ବହୁତ୍ ଧନୟବାଦ୍। କାହିଁକି ନା ଆମ ଓଡ଼ିଶାରୁ ବିଭିନ୍ନ ଦେଶକୁ ଯାଇ, ଆପଣ ଆମ ଭାରତ ଲକଙ୍କୁ ଭେଟିବା ସହିତ,ହେଲ୍ପ କରୁଛନ୍ତି । ଆପଣ ହେଲ୍ପ ପାଉଛନ୍ତି । ଆଉ
    ସେହି ଦିଦି ଗରିବ ଗାଁରୁ ଯାଇ , କେନିୟା ରେ
    ଗରିବ ଲୋକଙ୍କୁ ଦୁଃଖ,କଷ୍ଟ ସହି ସେବା କରୁଛନ୍ତି। ଆଉ ସେହି ଦେଶ ବିଷୟରେ କିଛି
    ସୁବିଧା,ଅସୁବିଧା ଉପରେ ନେଇକି ସେହି ଦିଦିଙ୍କ ବିଷୟରେ କହିଲେ ,share କଲେ ଆଉ ସେଠାକାର ପରିବେଶ,ବା ବାବା ଦେଇଥିବା ଘର ବିଷୟରେ କହିଲେ ,
    ତୋ ଏଇଟା ନିଶ୍ଚିତ ପୁଅଙ୍କୁ ହଉ କିମ୍ବା ଝିଅଙ୍କୁ
    ହଉ ନିଶ୍ଚିତ ଭାବରେ ଏହିଭଳି ମନ ଭାବ
    ଆସିବ,ମନକୁ ଛୁଇଁବ ଆଉ ରହିବ । ଏହି ଭଳି ଭଲ,ଭଲ ଭିଡିଓ ବନ ଉଚ, ସେହି ବିଡିଓ ଗୁଡାକ ଆମେ ଘରେ ବସି ଆରାମରେ ଦେଖି ପାରୁଛୁ, ଜାଣିପାରଛୁ ଏହିଭଳି ଭିଡିଓ ଗୁଡ଼ାକ ଦେଖ ଉ ଥିବାରୁ ଭାଉତ୍,ବହୁତ୍ ଧନ୍ୟବାଦ୍ । God bless you
    ଜୟ ଜଗନ୍ନାଥ।❤❤❤

  • @upendralifestyle5916
    @upendralifestyle5916 10 місяців тому +8

    ଭାଇ ଆପଣଂକୁ ବହୁତ ବହୁତ ଧନ୍ୟବାଦ ଭଗବାନ ଆପଣଙ୍କୁ ଆହୁରି ଶକ୍ତିଶାଳୀ କରନ୍ତୁ

  • @avengerslover1651
    @avengerslover1651 10 місяців тому +37

    ହିଁ ଭାଇ...! ସେ ଗଛ ର ନାଁ ଟା ' ପଳାଶ ' ...! ବହୁତ୍ ବଢିଆ ଝିଅ....! ଭାରତ ଛାଡ଼ି ଥିଲେ ବି , ଭାରତୀୟ ଗଛ ର ନାଁ ଭୁଲିନି..!❤

  • @desistaylenarendra
    @desistaylenarendra 10 місяців тому +61

    ଲବ ଭାଈଙ୍କୁ thank you ଆମ ଇଣ୍ଡିଆନ ଝିଅ ଆଫ୍ରିକା ରେ ମାନବ ସେବାକରିଥିବାରୁ ।

  • @rundumunda1301
    @rundumunda1301 10 місяців тому +1

    ବହୁତ୍ ସୁନ୍ଦର ଲାଗୁଚ ଭିଡିଓ

  • @sanjaynayak1462
    @sanjaynayak1462 10 місяців тому +6

    ଭାଇ ଆମ ପାଇଁ ବଡ଼ ଗର୍ବ love you ଜୟ ଜଗନ୍ନାଥ 🙏🙏

  • @OBOSTADHILA
    @OBOSTADHILA 10 місяців тому +63

    ମୁଁ ଗର୍ବ ଅନୁଭବ କରୁଛି | କାହିଁକି ନା ଆମ ଅନୁପମା ଦିଦି ଆମ ମହାପୁରୁଷ ଗୋପବନ୍ଧୁ ଦାସଙ୍କ‌ କଥା କୁ ବଞ୍ଚାଇ ରଖିଛନ୍ତି‌ |ଗୋପବନ୍ଧୁ ଦାସ କହିଥିଲେ -ମାନବ ସେବା ହିଁ ପରମ ଧର୍ମ |🙏🙏🙏

  • @LaxmidharDehuri-qy7fh
    @LaxmidharDehuri-qy7fh 10 місяців тому +108

    ଭାଇ ତମ ସାଗଂ ବହୁତ୍ ଭଲ ଲାଗୁଛନ୍ତି ❤❤❤❤❤ ସତରେ ଆମ ଓଡ଼ିଶାର ଗର୍ବ ଗୌରବ ର ଗୋଟିଏ ଗୋଟିଏ ହିସା୍ ଜୟ ଜଗନ୍ନାଥ 😍😍😍😍😍😍😍😍🥰🥰🥰🥰🙏🙏🙏🙏🙏

  • @madanmallik5714
    @madanmallik5714 6 днів тому

    ଭାଇ ତୁମକୁ ଦେଖି ବହୁତ ଖୁସୀ ଲାଗୁଛି
    ତୁମେ ଜଣେ ଭାଗ୍ୟବାନ
    ଭଗବାନ ତୁମକୁ ଭଲରେ ରଖିଥାନ୍ତୁ
    ଧନ୍ୟବାଦ

  • @Unkown_sidhi
    @Unkown_sidhi 8 місяців тому +2

    She is the real heroine in real life&also the heroine of daman❤

  • @RaghunathMurmu-fo1sm
    @RaghunathMurmu-fo1sm 10 місяців тому +74

    ଆମ ଓଡ଼ିଶା ର ଓଡ଼ିଆ, ଲୋକ ସବୁଥିରେ ଆଗୁଆ ,ସବୁ ଦେଶ ରେ କାମ କରି ପାରିବେ ,ଆଉ କାମ କରୁଛନ୍ତି ମଧ୍ୟ.... ଜୟ ଜଗନ୍ନାଥ

  • @Sidharth_vlogs..
    @Sidharth_vlogs.. 10 місяців тому +54

    ଭାଈ ଏ ଭଉଣୀ କୁ ଦିଲ ସେ ଧନ୍ୟବାଦ ❤️🙏

  • @pravashpatro8339
    @pravashpatro8339 9 місяців тому +1

    ଭାଇ, ତୁମର ଏହି ଭିଡ଼ିଓ ସବୁ ଦେଖି ବହୁତ ଖୁସି ଲାଗିଲା। ମାସାଇ community ବିଷୟରେ ଅନେକ କିଛି ଜାଣି ହେଲା। ବହୁତ ଧନ୍ୟବାଦ ଓ ଆଶୀର୍ବାଦ ମଧ୍ୟ।

  • @user-ix6es2yu5k
    @user-ix6es2yu5k 4 місяці тому +1

    ସାନ ଭାଇ ତୁମ ପାଇଁ ବହୁତ ଅଜଣା କଥା ଜାଣିହେଉଛି
    ଅଶେଷ ଧନ୍ୟବାଦ
    Jagannath tumar mangalakarantu

  • @suvhalxmikrisnavlog1313
    @suvhalxmikrisnavlog1313 10 місяців тому +58

    ଜାତି ବିଷୟ ରେ ବହୁତ୍ ବଡିଆ ମେସେଜ ଦେଇଥିବାରୁ ଧନ୍ୟବାଦ ଲବ ଭାଇ good morning 🌅🌅🌅🌅

  • @newdigantaodisha
    @newdigantaodisha 10 місяців тому +136

    ଭଉଣୀ ଙ୍କର ସଂଘର୍ଷ ମୟ ଜୀବନ କାହାଣୀ ଶୁଣି ବହୁତ୍ ଭଲ ଲାଗିଲା ହୃଦୟ ରୁ ଗୋଟିଏ
    Salute ❤❤

  • @saisankar9717
    @saisankar9717 10 місяців тому +1

    Beautiful lady and beautiful thought . I really like her 🙏

  • @bapibapi5335
    @bapibapi5335 10 місяців тому +2

    ଦିଦୀ ତୁମକୁ ହୃଦୟରୁ ନମସ୍କାର

  • @papunexpress236
    @papunexpress236 10 місяців тому +33

    ଲବ ଭାଇ ମୁଁ ଆଉ କିଛିକହିବିନାହିଁ ଖାଲି ଭିଡିଓ କେତେବେଳେ ଆସିବ ଅପେକ୍ଷା କରିଥିଲି ଅପେକ୍ଷାର ଅନ୍ତଘଟିଛି ❤❤❤ବହୁତ୍ ବହତ୍ ବହୁତ୍ ଅଗକୁଜାଓ ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା,,,ଜୟ ଜଗନ୍ନାଥ

  • @aadhikari7615
    @aadhikari7615 10 місяців тому +9

    ବହୁତ ଭଲ ସାଙ୍ଗ ଟିଏ ପାଇଛ 👌ଯିଏକି ସାଧାରଣ ମଣିଷ ମାନଙ୍କ ସେବାରେ ଲାଗିଛି। 🙏ଆମ ଓଡିଆରେ ଗୋଟିଏ କଥା ଅଛି ମାନବ ସେବା ହିଁ ମାଧବ ସେବା 🙏ସେ ଭଉଣୀ ଦୁଃଖୀ ଜନ ମାନଙ୍କର ସେବା କରୁଛନ୍ତି 🙏ତାଙ୍କୁ ମୋ ତରଫରୁ ଧନ୍ଯବାଦ କହିଦେବ 🙏ତୁମକୁ ମଧ୍ଯ ଅନେକ ଅନେକ ଧନ୍ଯବାଦ ଭାଇ 🙏ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏

  • @biswanathnaik8822
    @biswanathnaik8822 9 місяців тому

    ହୃଦୟରୁ ପ୍ରଣାମ ଦୁଇଜଣ ଅତିଥିଙ୍କୁ

  • @Sorenvisualpresent
    @Sorenvisualpresent 10 місяців тому +3

    ଏହା ପ୍ରେରଣା ଦାୟକ ଯିଏ ସାହାଯ୍ୟ କରିବାକୁ ଆଗ୍ରହୀ ସେ ଯଉଠୀ ହେଲେ ବି କାମ କରିବ , ଭଲ କାମ କରୁଛ ଭଉଣୀ, ଆଉ ଆମର ପ୍ରିୟ ଲବ ଭାଇ ପାଇଁ ଦିଲ୍ସେ ସେଲୁଟ ❤ କେତେ ସଂଘର୍ଷ ହେଲେବି ହାରି ନଥାନ୍ତି , ଭୋକ ଉପାସରେ👍👍।Love From mayurbhanj

  • @jayadevsahoo8311
    @jayadevsahoo8311 10 місяців тому +16

    ଲବ ଭାଇ ୟୁଟ୍ୟୁବରେ ଆମ ଓଡ଼ିଶାର ସଂସ୍କୃତି ଓ ପରମ୍ପରା କୁ ସାରା ବିଶ୍ବରେ ପହଞ୍ଚାଉଛନ୍ତି।
    ଲବ ଭାଇ ତମେ ଆମ ଓଡ଼ିଶାର ଗର୍ବ।
    ଆମ ଅନୁପମା ଭଉଣୀଙ୍କ ଜୀବନ ସାରା ଭାରତର ସମସ୍ତ ନାରୀମାନଙ୍କ ପାଇଁ ହେଉଛି ପ୍ରେରଣା ର ଉତ୍ସ।
    ଅନୁପମା ମାରାଣ୍ଡିଙ୍କ ଲୋକଙ୍କୁ ସେବା ଓ ସାହାର୍ଯ୍ୟ କରିବାର ଆତ୍ମବିଶ୍ବାସ ସତରେ ମହାନ।
    ପ୍ରଭୁ ଜଗନ୍ନାଥ ତୁମକୁ ସବୁବେଳେ ଖୁସିରେ ରଖନ୍ତୁ।
    ଜୟ ଜଗନ୍ନାଥ। ଜୟ ମା ବିରଜା।
    ଜୟ ଓଡ଼ିଶା। ଜୟ ହିନ୍ଦ୍। ❣️🇮🇳❣️

    • @netrabhanudansana956
      @netrabhanudansana956 Місяць тому

      ଜୟ ଅନୁପମା
      जय हो अनुपमा बहन कि

  • @AyubKhan11765
    @AyubKhan11765 10 місяців тому +50

    ବହୁତ୍ ବଢିଆ ଲାଗିଲା ଲବ ଭାଇ..... ସେ ଦିଦି କୁ ମଧ୍ୟ ବହୁତ୍ ଧନ୍ୟବାଦ୍...ସେ ତୁମକୁ ବହୁତ୍ ସହର୍ୟ କରିଥିବାରୁ ଆମେ ମଧ୍ୟ ବହୁତ୍ ଖୁସି ହେଉଚୁ କି ତମକୁ ସେ ଭଉଣୀ ବହୁତ୍ ସହlର୍ୟ କରିଥିବାରୁ ତାଙ୍କୁ ମଧ୍ୟ ବହୁତ୍ ଧନ୍ୟବାଦ୍ ସେ ତମର ବହୁତ୍ ଯତ୍ନ ନେଉଥିବା ରୁ ତମର ସବୁ ଭିଡ଼ିଓ ଗୁଡାକ ବହୁତ୍ ଭଲ ଲାଗିଲା ଭାଇ ହୃଦୟ ର ସହିତ ବହୁତ୍ ଧନ୍ୟବାଦ୍ ❤❤❤❤ ଜୟ ଜଗନ୍ନାଥ 😊😊😊

  • @padminibankara8222
    @padminibankara8222 9 місяців тому

    Very good sister apanka ସମାଜ ସେବା ବହୁତ୍ ଭଲ ଲାଗିଲା ଅନି ବି ତୁମ ଭଳି ମଣିଷ ମାନକର ମାନବୀୟ ତା ଭରି ରହିଛି 🙏

  • @idiot_Youtube1
    @idiot_Youtube1 10 місяців тому +1

    Thanks making india proud in there❤

  • @sandipkumarnahak2691
    @sandipkumarnahak2691 10 місяців тому +82

    ମୁଁ ଭଗବାନ ଙ୍କ ପାଖରେ ପ୍ରାର୍ଥନା କରୁଛି ଆପଣଙ୍କ ଙ୍କୁ ଭଲରେ ରଖନ୍ତୁ ଆଉ ଶକ୍ତି ଦିଅନ୍ତୁ ଆପଣଙ୍କ ଆମ ପାଇଁ ନୂଆ ନୂଆ ଭିଡ଼ିଓ ଆଣିବେ 🙏🙏🙏🙏🙏🙏🙏🙏 ଜୟ ଜଗନ୍ନାଥ

  • @pradeepnayak3511
    @pradeepnayak3511 10 місяців тому +20

    ବହୁତ୍ ବଢିଆ ଲାଗିଲା ତୁମ video
    ସବୁଠୁଁ ଭଲ ଲାଗିଲା ଟୁଙ୍ଗୁରୁ ଭେଣ୍ଡି।😊😊

  • @dibakarofficial9952
    @dibakarofficial9952 10 місяців тому +1

    God bless you bro keep growing bro 💗❤❤❤

  • @hrudanandasahuofficial
    @hrudanandasahuofficial 10 місяців тому

    ଏଝିଅକୁ ଧନ୍ୟବାଦ

  • @akashsanta3999
    @akashsanta3999 10 місяців тому +22

    ଭାଇ ମୋତେ ସବଠୁ ଭଲ ଲାଗିଲା ତମ ସାଙ୍ଗ ର ଘୋର ଆଉ ତମ ସଙ୍ଗୋବି ବହୁତ୍ ଭଲ video ଦେଖି ଭଲ ଲାଗିଲା ❤️❤️❤️👍👍👍

  • @-zone-143
    @-zone-143 10 місяців тому +29

    One like for Anupama Marandi(mother Teresa) what a brave girl, helpfull lady❤❤

  • @puspanjalinaik164
    @puspanjalinaik164 10 місяців тому +2

    ବହୁତ୍ ବଢିଆ, ଭଗବାନ ଆପଣ ଙ୍କୁ ବହୁତ୍ ଭଲ ରେ ରଖନ୍ତୁ l Jay Jagannath 🙏 🙏🙏🙏

  • @bibekanandachakra3487
    @bibekanandachakra3487 10 місяців тому +1

    Thanks ଲବ for your good information to everyone indians

  • @kabitatoika
    @kabitatoika 10 місяців тому +6

    ବିଡିଓ ଟିକୁ ଦେଖି ବହୁତ ଭଲ ଲାଗିଲା ଏଥି୍ର ଜଣା ପଡୁଚି କି ଯେ ତାଂକର character ରେ ବହୁତି ହିଁ ଭଲ ଜଣା ପଡୁଛି । ଯିଏକି ଆମ India ର ଦିଦି ଶାଢି ପିନ୍ଧା ବେସଭୁଷା ବହୁତ ସୁନ୍ଦର ଦେଖା ଯାଉଛନ୍ତି ।

  • @O_G.ESPORT16-SHORT
    @O_G.ESPORT16-SHORT 10 місяців тому +27

    ଯିଏ ଭାଇ କୁ ଓଡ଼ିଶା ର no1vloger

    • @iamalone558
      @iamalone558 10 місяців тому +1

      AAP kehe na kya chahate ho 😂

  • @itsmebiswajit91roul37
    @itsmebiswajit91roul37 10 місяців тому +2

    Enjoy 😊

  • @trilochananayak2590
    @trilochananayak2590 10 місяців тому +6

    🙏ଜୟ ଜଗନ୍ନାଥ 🙏
    ଲାବା ଭାଇ ପ୍ରତେକ ଦିନଭଳି ଆଜିର ଭିଡ଼ିଓ ବହୁତୀ ରାମଣୀୟ ❤️
    ଏ ଭଉଣୀଙ୍କୁ ବହୁତ ବହୁତ ଧନ୍ୟବାଦ ଯାହା ହଉ ବିଦେଶ ରେ ରହି ମାନବ ସେବାରେ ନିଜକୁ ନିୟଜିତ କରିଛନ୍ତି ପୁଣି ବହୁତ କଷ୍ଟ କରି 🙏
    ମାନବ ସେବା ହିଁ ମାଧବ ସେବା 🙏

  • @sundarmohanmarndi7979
    @sundarmohanmarndi7979 10 місяців тому +21

    ବହୁତ ଭଲ ଲାଗୁଛି ଶାଢି ପିନ୍ଧି କରି ତ ସାଙ୍ଗ❤❤❤❤

  • @KUMARmurmu777
    @KUMARmurmu777 10 місяців тому +91

    Good morning Dada & Didi 🎉🎉
    This is very nice message to our society
    🤗🤗👍👍👍👍👍

  • @subashchandradas7781
    @subashchandradas7781 10 місяців тому

    ଭାଈ ଆପଣଙ୍କ ଭିଡ଼ିଓ ବହୁତ ଭଲ ଲାଗିଲା ❤🎉 ଧନ୍ୟବାଦ

  • @odishatrends1265
    @odishatrends1265 10 місяців тому +1

    Truly a Brave girl ❤

  • @BK_Anupama
    @BK_Anupama 10 місяців тому +34

    बहुत अच्छा अनुपमा जी ❤
    आप एक सच्ची समाज सेवी हो।
    Thank you LABA bro also

  • @purnanayak5383
    @purnanayak5383 10 місяців тому +42

    Salute Lababhai and salute to your lady friend for her high ambition,Lord JAGANNATH bless you,🎉🎉🎉🎉

  • @thedepression1248
    @thedepression1248 10 місяців тому +3

    Jai Bhim
    Johar
    I proud of you my Dear Brother.......

  • @sbkisku9679
    @sbkisku9679 5 місяців тому +1

    ଜଣେ ଭାରତର ସାନ୍ତାଳୀ ଝିଅ କେନିଆରେ ଲୋକଙ୍କ ସେବା କରୁଛି ବହୁତ ବଡ କଥା,ଲବ ଭାଇ ତୁମକୁ ମାନିବାକୁ ପଡିବ।

  • @BhumisRupa-tm8qu
    @BhumisRupa-tm8qu 10 місяців тому +21

    ଭାଇ ମାନେ ଶୁଭ ସକାଳ ଲବ ଭାଇ କୁ ଓଡିଶା ସାରା ଲୋକ ବହୁତ ଭଲ ପାଉଛନ୍ତି ଜୟ ଜଗନ୍ନାଥ 🙏🙏

  • @hoknowledgeodisha
    @hoknowledgeodisha 10 місяців тому +11

    ଦମନ ଫିଲ୍ମ ଭଳି ଲାଗୁଛି ❤❤❤ Love from Mayurbhanj

  • @pintuvillagetour
    @pintuvillagetour 10 місяців тому +1

    ବହୁତ ଶୀଘ୍ର ଲବ ଭାଈ VLOGGER ବିଶ୍ଵ ରେକର୍ଡ କରିବାକୁ ଯାଉଛି 👍👍👌👌❤️❤️

  • @bideshipardhan2381
    @bideshipardhan2381 10 місяців тому +2

    ଯା ହେଉ ଭାଇ ଭିଡିଓ ଭଲ ଲାଗୁଚି ଏମିତି ଆହୁରି ଏମିତି ବନାନ୍ତୁ ଭାଇ ଆପଣ ସେଠାରେ ଜବ କରୁଛନ୍ତି 👍ଧନ୍ୟବାଦ ମୁଁ ଓଡିଶା ରୁ କେନ୍ଦୁଝର ବଡବିଲ ରୁ 👍ଧନ୍ୟବାଦ 👍

  • @sisiranaik9741
    @sisiranaik9741 10 місяців тому +22

    ଶେଷ ବାର୍ତ୍ତା ବହୁତ ସୁନ୍ଦର ଥିଲା ❤❤❤

  • @Dhemssaherobabula
    @Dhemssaherobabula 10 місяців тому +28

    🇮🇳🇮🇳🇮🇳ଶୁଭ ସକାଳ , ଜୟ ଜଗନ୍ନାଥ ,🇮🇳🇮🇳🇮🇳

  • @sdkumarcollegelifestyle
    @sdkumarcollegelifestyle 10 місяців тому +1

    Dill Se Mayurbhanjia.....❤❤❤

  • @maheswardas7315
    @maheswardas7315 10 місяців тому +1

    Good job bro ଆମ ତରଫରୁ ଦିଦି ଧନ୍ୟବାଦ୍

  • @jayhindvlogs5512
    @jayhindvlogs5512 10 місяців тому +10

    ଭାଇ ସାଙ୍ଗ ଭଳି ସାଙ୍ଗ ଟେ ପାଇଚ ବହୁତ ବଢିଆ...1 no

  • @ajayakumarmohanty9582
    @ajayakumarmohanty9582 10 місяців тому +25

    Your friend's(girl)life style and work is very interesting.very very thanks.

  • @lipundas7364
    @lipundas7364 10 місяців тому +1

    Laba bhai super Bhai 👍💯👀

  • @SulamiMajhi-zh7oh
    @SulamiMajhi-zh7oh 9 місяців тому +1

    ମତେ ପଶୁ ପାକି ସହ ବହୁତ ଇଚ୍ଛା 🌹

  • @footballdamotivation4108
    @footballdamotivation4108 10 місяців тому +52

    One of the fastest growing channel. ..because of love and affection of you all..❤

  • @YsPrabesh
    @YsPrabesh 10 місяців тому +21

    ବହୁତ sunder ଭାଇ ❤❤❤❤❤
    ଭାଇ santali ଭଉଣୀ ଓଡ଼ିଆ ସିକେଇଦିଅ ନା ❤

  • @MuSangram9778
    @MuSangram9778 10 місяців тому +4

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ । ଜୟ ଜଗନ୍ନାଥ❤❤❤❤❤ ଆଗକୁ ବଢ଼ି ଚାଲ❤❤❤

  • @sunilbage3461
    @sunilbage3461 10 місяців тому +2

    Thank you Madam for spreading Humanity from India to Africa ❤❤❤

  • @hemant5525
    @hemant5525 10 місяців тому +34

    ଏହି ଭଉଣୀ ଙ୍କ କାଯ୍ୟ କଳାପ ବହୁତ ଭଲ ଲାଗିଲା। ଏମିତି କେନିଆ ଦେଶର ଲୋକମାନଙ୍କୁ ସେବା କରୁ ଥାଆନ୍ତୁ । ସେ ଭଉଣୀ ଙ୍କୁ ମୋର ନମସ୍କାର।

  • @manoranjansingh5209
    @manoranjansingh5209 10 місяців тому +13

    ତୁମ ସାଙ୍ଗ ଠାରୁ ଆଜିକାଲି ର ଝିଅ ମାନେ ବହୁତ ବହୁତ ପ୍ରେରଣା motivation ହେବେ

  • @abantikaswain1546
    @abantikaswain1546 10 місяців тому +1

    😂😂❤ really heart touching
    .. jana b padilani ate vala concept ate unique content apana choose karichanti.. so good God bless ❤❤Nice se didi nku b bhagaban valare rakhantu ..

  • @prasadkumarpatra3065
    @prasadkumarpatra3065 10 місяців тому +2

    Bhai Video ti Bahut Bhala lagila

  • @user123nameful
    @user123nameful 10 місяців тому +34

    Big salute to you @Anupama Mandi. Can't imagine how a single girl from india is staying in villages of Africa ❤

  • @Mahendragondvlog
    @Mahendragondvlog 10 місяців тому +32

    ତମକୁ କୋଟି କୋଟି ଧନ୍ୟବାଦ୍ ଭାଇ

  • @Chinmayeepani2023
    @Chinmayeepani2023 9 місяців тому

    It's a very very very inspirational video, thank you so much brother

  • @sibasmjajpuria
    @sibasmjajpuria 4 місяці тому

    ଭଲ ଲାଗିଲା ଦିଦି ଙ୍କୁ ଧନ୍ୟବାଦ ମୋର ଏଇଭଳି କାମ ପସନ୍ଦ ଓଡ଼ିଆ ଭାଷା ସବୁ ଦେସରେ କରୋନା ଭଲି ବ୍ୟାପୁ ଜୟ ଜଗନ୍ନାଥ ଆମ ଓଡ଼ିଆ ଭାରି ବଢିଆ