ବିନା ଦୋଷରେ ମଧ୍ୟ ଆଜି ମୁଁ ଦୋଷୀ | Advocate Byomkesh Tripathy

Поділитися
Вставка
  • Опубліковано 1 лют 2025

КОМЕНТАРІ • 3,4 тис.

  • @MayadharaPatra-r3x
    @MayadharaPatra-r3x Рік тому +13

    ସତ୍ୟ ଧର୍ମ ନ୍ୟାୟ ଏ କଳିଯୁଗରେ ଲୁଚିଯାଏ |ଏଠି ଅନ୍ୟାୟ ରେ ଦଣ୍ଡ ପାଏ ,କେବଳ ଆକ୍ଷି ରୁ ଲୁହ ଝରାଇବା ସାର ହୋଇଥାଏଁ |ତେବେ ପରିବାର ଆପଣଂକୁ ଭୁଲ ଭାବି ପାରନ୍ତି, କିନ୍ତୁ ଆପଣଂକୁ ଏ ସମାଜରେ ନିଶ୍ଚୟ ସମ୍ମାନ ମିଳିବ |କାରଣ କୁଚକ୍ରୀ ସିନା
    ଚକ୍ରବ୍ୟୁହ ସଜାଇ ଅଭିମନ୍ୟୁ କୁ
    ମାରିବା ପରି କାର୍ଯ୍ୟ କରିଥାନ୍ତି |
    ହେଲେ ସତ ଯାଜୁଲ୍ୟମାନ ହୋଇ
    ରହିଥାଏ |ଆପଣଂକର ଜୟ ନିଶ୍ଚିତ |

  • @Xavier_png143
    @Xavier_png143 Рік тому +634

    "ଏକୁଟିଆ ମଣିଷ ହିଁ ଜୀବନରେ କିଛି ମହତ କାର୍ଯ୍ୟ କରିପାରେ । "
    - ସ୍ବାମୀ ବିବେକାନନ୍ଦ

  • @bibekanandanayak1987
    @bibekanandanayak1987 11 місяців тому +89

    ବ୍ୟୋମକେଶ ତ୍ରିପାଠୀ ଜଣେ ହୃଦୟବାନ ଏବଂ ଖୋଲା ଲୋକ।

  • @Nyakastyle
    @Nyakastyle Рік тому +1432

    ସାର ଙ୍କ ଖୋଲା କଥା କାହାକୁ ଭଲ ଲାଗେ like kara Good person

    • @simple10808
      @simple10808 Рік тому +17

      My favorite sir

    • @NrusinghaCharanRatha
      @NrusinghaCharanRatha Рік тому +13

      ଆତ୍ମାକୁ ବାଧିଲା ଭଳିଆ ସେଭଳି କିଛି ନହେଲେ,ଜଣଙ୍କ ଆଖିରୁ ଏଭଳି ଲୁହ ବାହାରିବନି। ଏ ଲୁହ ଅନ୍ତରାତ୍ମାର ଲୁହ,ଅଭିନୟର ଲୁହ ନୁହେଁ । ଆଇନ ବ୍ଯବସ୍ଥା କ'ଣ ଏଭଳି ଲୁହ ଗଡ଼ାଇବାପାଇଁ ଉଦ୍ଦିଷ୍ଟ ? ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...

    • @nirmalsahoo630
      @nirmalsahoo630 Рік тому +7

      ତୁମରି ଭଳି ଆଉ ୧୦ ଜଣ ହେଲେ ଏ ଆଇନ ବଦଳୀ ଜିବ 😂

    • @susantadas7649
      @susantadas7649 Рік тому +4

      ❤❤❤❤❤ Thanks 🙏🙏🙏🙏

    • @mtheater
      @mtheater Рік тому +5

      Good person Nku Hi Amti Karonti Au Kn Kariba Kuho Sabu Se Kalia Ro Lilla..

  • @rabimishra6815
    @rabimishra6815 Рік тому +141

    ଏମିତି Hero ଜଗତେ ନାଇ
    ଆପଣ ଙ୍କୁ ମୋର salute🎉

  • @biswalashis123
    @biswalashis123 Рік тому +166

    ବ୍ୟୋମକେଶ ତ୍ରିପାଠୀ ସବୁବେଳେ ପୁରୁଷଙ୍କ ସ୍ୱାର୍ଥ ରକ୍ଷା ପାଇଁ ଲଢେଇ କରି ଆସିଛନ୍ତି । ତାଙ୍କୁ ମୋ ତରଫରୁ ତଥା ସୋନପୁର ଜିଲ୍ଲା ତରଫରୁ ଅଶେଷ ଧନ୍ୟବାଦ୍ ।

    • @Sanju_1585
      @Sanju_1585 Рік тому

      Sonepur zilla lekhbar jaruri thila bhail

  • @likanray5831
    @likanray5831 Рік тому +21

    Sir ଯେବେ ଆପଣଙ୍କୁ ମୁଁ social media ରେ ଦେଖିଥିଲି ଆପଣ ଙ୍କୁ ମୁଁ ସେବେଠୁ ହୃଦୟ ରୁ ସମ୍ମାନ କରେ , ଆପଣ ସବୁବେଳେ ନ୍ୟାୟ କଥା କୁହନ୍ତି, କିଏ କହିଲା ଆପଣଙ୍କର କେହି ନାହାନ୍ତି, ଥରେ ଆସି କମେଣ୍ଟ ପଢନ୍ତୁ ଆପଣଙ୍କର କେତେ ବଡ଼ ପରିବାର ଆଉ ଆପଣଙ୍କୁ କେତେ ଭଲପାଆନ୍ତି ଟିକେ ଦେଖନ୍ତୁ,, ବହୁତ୍ ଦୁଃଖ ଲାଗିଲା sir ଆପଣଙ୍କ ଆଖିରେ ଲୁହ ଦେଖି, କେବେ ବି ନିଜକୁ ଏକଲା ଭାବନ୍ତୁ ନାହିଁ plz🙏🎉❤।

  • @babub4u901
    @babub4u901 Рік тому +51

    ବ୍ୟୋମକେଶ ସାର୍ ଜଣେ ଭଲ ଖୋଲା ହୃଦୟ ଲୋକ , ତାଙ୍କର ସମାଜ ପାଇଁ ହିତକର ବାର୍ତ୍ତା ମୋତେ ବୋହୁତ ଭଲ ଲାଗେ ।

  • @subhasinirout9542
    @subhasinirout9542 Рік тому +141

    ଯେତେ ଧନ୍ୟବାଦ ଦେଲେ ବି କମ ପଡିବ ।ସାର ଆପଣ ମହାନ ପ୍ରଭୁ ଜଗନ୍ନାଥ ଶକ୍ତି ଦିଅନ୍ତୁ

  • @bivaassankardaas9146
    @bivaassankardaas9146 Рік тому +17

    ଆଲୋଚନା ଅତ୍ୟନ୍ତ ହୃଦୟସ୍ପର୍ଶୀ ଏବଂ ବହୁତ ଭଲ ଲାଗିଲା ମଧ୍ଯ ...👏👏👏

  • @ChitaranjanDas-b2g
    @ChitaranjanDas-b2g 4 місяці тому +15

    ବ୍ୟାମକେଶ ଭାଇକୁ ହୃଦୟ ରୁ ନମସ୍କାର ଯେତେ କହିଲେ ଶବ୍ଦ କମ ପଡିବ ଆପଣ ଆଗକୁଆଗାଁକୁ ଯାଆନ୍ତୁ ପ୍ରଭୁ ଜଗନାଥ ଙ୍କ ପାଖରେ ପ୍ରାଥନା କରୁଛୁ

  • @MBT840
    @MBT840 Рік тому +931

    ଭାଇ ଙ୍କୁ ହୃଦୟରୁ ସମ୍ମାନ କରେ, ଏବଂ ତାଙ୍କ ଲୁହର କାରଣ ଯିଏ ହୋଇଥିବ,ତାଙ୍କ ପରିବାର ରେ ଏମିତି ଝଡ଼ ଆସିବ ଆଉ ସିଏ ଦିନେ ଏକୁଟିଆ ମୁହଁ ଲୁଚେଇ କାନ୍ଦିବ,,ଲୁହ ପୋଛି ବାକୁ ତା ପରିବାର ରେ କେହି ନଥିବେ, ଓକିଲ ଭାଈ ଙ୍କ ପାଇଁ ତ ବହୁତ ଲୋକ ଅଛନ୍ତି, ତାଙ୍କ ଲୁହ ର ମୂଲ୍ୟ ଦେବାକୁ ପଡିବ ନିଶ୍ଚିତ

    • @babamambagaming9821
      @babamambagaming9821 Рік тому +6

      ❤❤❤❤❤❤

    • @hemantdehury6650
      @hemantdehury6650 Рік тому +23

      ତୁମକୁ ଶତ ଶତ ପ୍ରଣାମ ବ୍ୟାମୋକେଶ ସାର..... ଆଜି ଅନୁଭବ ହେଲାକି "All that glitters is not gold " ଆପଣଙ୍କ ବାଗିଆ ମଣିଷ ଟି ଭିତରେ ଏତେ ଯେ ଦୁଃଖ ଥାଇପାରେ, ଜଣା ନଥିଲା l ଆହୁରି ଜୋସ ରେ, ଆହୁରି ଅଧିକା ଶକ୍ତି ନେଇ ଲୋକଙ୍କୁ ନ୍ୟାୟ ଦେବାରେ ଲାଗି ପଡନ୍ତୁ l ସମାଜ ଆପଣଙ୍କ ଠାରୁ ବହୁତ କିଛି ପାଇବା ପାଇଁ ଅପେକ୍ଷ୍ୟା କରି ବସିଚି l ଆମେ ଆପଣଙ୍କ ପଛରେ ଅଛୁ, ଆମର ଭଲ ପାଇବା ଆପଣଙ୍କ ପଛରେ ଅଛି, ଆମର 100% ସପୋର୍ଟ ଆପଣଙ୍କ ପାଇଁ ଅଛି l We love you thee Byamokesh bhai...❤❤❤❤

    • @ramanasisa5025
      @ramanasisa5025 Рік тому +16

      ଧର୍ମ ର ଜୟ ପାପ କ୍ଷୟ ହୁଏ ଧର୍ଯ୍ୟ ଧରନ୍ତୁ ଆଜ୍ଞା ଆଗକୁ ମାଡି ଚାଲନ୍ତୁ

    • @devilskk1955
      @devilskk1955 Рік тому +11

      ଠିକି କହିଛ ଭାଇ

    • @pramilanayak7325
      @pramilanayak7325 Рік тому +3

      🙏🙏🙏👌👌👌👌👌👌

  • @rajnikantabarik4679
    @rajnikantabarik4679 Рік тому +61

    ଆପଣ ଏକା ନୁହନ୍ତି ସାର୍ ଆପଣଙ୍କ ସାଙ୍ଗରେ ସତ୍ୟ,ଧର୍ମ ଏବଂ ଭଗବାନ ଅଛନ୍ତି

  • @purnapanigrahi2021
    @purnapanigrahi2021 2 місяці тому +10

    ପୁରୁଷ ସମାଜ ଆପଣଙ୍କ ପାଇଁ ଗର୍ବିତ ବ୍ୟାମକେଶ ବାବୁ

  • @sukantakmr432
    @sukantakmr432 Рік тому +25

    ଆପଣଂକୁ ହୃଦୟରୁ ନମସ୍କାର.. ଅପଣଙ୍କ ଅଜାଣତରେ ଅପଣଙ୍କ ସହିତ ବହୁତ ବଡ ପରିବାର ଅଛନ୍ତି.. ଓଡିଶା ର ବହୁତ ଲୋକ ଆପଣଙ୍କୁ ଭଲ ପାନ୍ତି... ସଂଗ୍ରାମ ଜାରି ରଖନ୍ତୁ ସାର... ଜୟ ଜଗନ୍ନାଥ 🙏🙏🙏

  • @tourwithmp2562
    @tourwithmp2562 Рік тому +94

    ମୁଁ ଏଇ ଭାଇଙ୍କୁ ବହୁତ୍ ଥର ଅନୁଭବ ମହାନ୍ତି ଙ୍କ କେସ ରେ ଦେଖିଛି but ଏଇ ତାଙ୍କର ଜୀବନ ବିଷୟରେ ଜାଣି ସତରେ ଦୁଃଖ ଲାଗିଲା।
    ଆଉ ସେ ଜଣେ ବହୁତ୍ ଭଲ ମଣିଷ ଟେ ଜାଣିବାକୁ ମିଳିଲା।
    Thank you ଧରିତ୍ରୀ

  • @debiacharya1936
    @debiacharya1936 11 місяців тому +5

    ବହୁତ ହୃଦୟ ବିଦାରିକ କଥା ,ମା ଆପଣଙ୍କୁ ସାହାଯ୍ୟ କରିବେ ନିଶ୍ଚିତ ।

  • @musicalwithkhusi-zm8ip
    @musicalwithkhusi-zm8ip Рік тому +144

    ଏ ଭଳି ନାରୀ ପ୍ରାଧାନ୍ୟ ସମାଜ ରେ ମଧ୍ୟ ଆପଣ ଆମ ପୁରୁଷ ମାନଙ୍କ ପାଇଁ ଲଢ଼ୁଛନ୍ତି ଆପଣଙ୍କୁ ଭଗଵାନ ଖୁସିରେ ରଖନ୍ତୁ 🙏

    • @bsbroadband9679
      @bsbroadband9679 11 місяців тому +3

      Ladhuchanti ladhantu but gote request nyaya paain he ladhantu jemity tripathy sirnka paain kou jhio jemity bali na padijau

  • @sweetsitu462
    @sweetsitu462 Рік тому +474

    ସତ୍ୟ ର ପଥ ସବୁବେଳେ କଷ୍ଟ ହୋଇଥାଏ..ଶେଷରେ ସତ୍ୟ ର ଜିତ୍ ହୋଇଥାଏ!! You are a great person sir...🙏

  • @adhira.12M
    @adhira.12M 11 місяців тому +86

    ଆପଣଙ୍କୁ କୋଟି କୋଟି ପ୍ରଣାମ ଆଗକୁ ଆଗକୁ ଏମିତି ବଢ଼ି ଚାଲନ୍ତୁ ଆଉ ଅନ୍ୟାୟ ବିରୁଦ୍ଧରେ ଲଢି ଚାଲନ୍ତୁ ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସାହା ଭରଷା ହୁଅନ୍ତୁ salute 🫡🫡🫡 sir ଆପଣଙ୍କୁ

    • @smrutimishra6433
      @smrutimishra6433 9 місяців тому +1

      Honest re sabubele JAY..

    • @trailokyamishra2760
      @trailokyamishra2760 8 місяців тому +1

      ବିରଳ ବ୍ୟକ୍ତିତ୍ବ, ଅନ୍ତରରୁ କୋଟି କୋଟି ପ୍ରଣାମ ଆଗକୁ ଚାଲନ୍ତୁ ଦିନେ ନା ଦିନେ ଆପଣ ନିଶ୍ଚୟ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ, ଜୟ ଜଗନ୍ନାଥ 🎉🎉🎉

  • @anantadharua56
    @anantadharua56 Рік тому +178

    ଜୀବନ ରେ ଏମିତି ସମୟ ଆସେ ଭୂଲ ନ ଥିଲେ ବି ଦୋଷ ଲଦି ଦିଆଯାଏ

  • @rajanikantapanda987
    @rajanikantapanda987 Рік тому +65

    ଆପଣ ଲଢନ୍ତୁ ସାର୍।ଦୁନିଆଁ ଦିନେ ଆପଣଙ୍କୁ Salute ମାରିବ।ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ।ଜୟ ଜଗନ୍ନାଥ ସ୍ୱାମୀ❤

  • @bratatisamal938
    @bratatisamal938 11 місяців тому +2

    ଏତେ ସୁନ୍ଦର୍ ଓକିଲ କଥାରେ ମଧୁର

  • @tribenimajhi2611
    @tribenimajhi2611 Рік тому +20

    You are great Tripathi babu
    ଭଲ ଲୋକ ସବୁବେଳେ କଷ୍ଟ ପାଏ

  • @kalpanapanda9095
    @kalpanapanda9095 Рік тому +97

    ହୃଦୟରୁ ଆପଣଙ୍କୁ ସମ୍ମାନ କରୁଛି, 🙏ପରିବାରକୁ ନିଵେଦନ ଭାଇଙ୍କ ପାଖରେ ଛିଡା ହୁଅନ୍ତୁ। 🙏

    • @anantagopalpanigrahi6722
      @anantagopalpanigrahi6722 Рік тому

      Right

    • @anantagopalpanigrahi6722
      @anantagopalpanigrahi6722 Рік тому

      Right

    • @DebendraRout-rb6oc
      @DebendraRout-rb6oc Рік тому

      ଏ ଦୂନୀୟାରେ ଅନ୍ୟମାନେ ସିନା ବିନା ଦୋଷରେ ଦେଷୀ ସଜେଇ ଦେଇଥାନ୍ତି , ହେଲେ ନିଜ ଲୋକେ ଯେବେ ଦୋଷି ବୋଲି କହିଥାନ୍ତି ଭାରି କଷ୍ଟ ଲାଗେ ମୃତ୍ୟୁର ପାହାଚ ପାଖେ ଛଡ଼ା ହେଲା ପରି ଲାଗେ । ଭାଇନାଙ୍କୁ ଏତେ କଷ୍ଟ ଦିଅ ନାହିଁ । ଭାଇନାଙ୍କ ପରିବାରକୁ ଅନୁରୋଧ . . . ଜୟ ଜଗନ୍ନାଥ

    • @grentertainment2611
      @grentertainment2611 11 місяців тому

      Correct

  • @kumarendupardia1043
    @kumarendupardia1043 11 місяців тому +3

    ମିଛ ମାୟା ଏ ସଂସାର କେହି ନୁହଁଇ କାହାର।।
    ଏ କଳଙ୍କିତ ସମାଜ୍ ରେ ସତ୍ୟ ର ସ୍ଥାନ ନାହିଁ।
    ବଞ୍ଚି ଥିବା ପର୍ଯ୍ୟନ୍ତ ସଙ୍ଘର୍ଷ କରିବାକୁ ପଡ଼ିଥାଏ।
    ଧର୍ମ ଆଶ୍ରିତ ମଣିଷ ଏ ସଂସାର ରେ କଷ୍ଟ ପାଇଥାଏ। ଜୟ ଜଗନ୍ନାଥ 🙏🙏

  • @biswajitpadhi4803
    @biswajitpadhi4803 Рік тому +131

    ଭାଇ ମାନଙ୍କ ମଧ୍ୟରେ ସର୍ବ ଶେଷ୍ଠ, ପୁଅମାନଙ୍କ ମଧ୍ୟରେ କୁଳର ଉଜ୍ୱଳ ତାରକା

    • @sabitaprusty8035
      @sabitaprusty8035 Рік тому +3

      ମଣିଷ ମାତ୍ର କେ ଦୁଃଖ କ କାହା ଜୀବନ ରେ ରହିଥାଏ! କିନ୍ତୁ ,ଯିଏ ଦୁଃଖ କଷ୍ଟ ଦେଇ ବଞ୍ଚିବି ଶିଖୀ ଥାଏ ସେ ପାକୃତି ମଣିଷ! ଠାକୁର ମଙ୍ଗଳ କର ନ୍ତୁ?

    • @anantagopalpanigrahi6722
      @anantagopalpanigrahi6722 Рік тому

      ​@sabitaprusty8035 Right

    • @durgaprasadpanda9065
      @durgaprasadpanda9065 Рік тому +1

      i like u sir

  • @kusapradhani5313
    @kusapradhani5313 Рік тому +27

    ସତ କହିବା ଲୋକ ସମସ୍ତ ଙ୍କ ଶତ୍ରୁ ।ସାହାସ ର ସହିତ ଆଗେଇ ଚାଲନ୍ତୁ । ଜଗନ୍ନାଥ ନିଶ୍ଚୟ ସହାୟ ହେବେ।

  • @chandrasekharpardia1374
    @chandrasekharpardia1374 2 місяці тому +5

    ଏକୁଟିଆ ମଣିଷ ହିଁ ଆଗକୁ ବହୁତ୍ କିଛି କରିପାରେ ସାର୍🙏🙏 ଆପଣ ଭାବନ୍ତୁନି ଏକୁଟିଆ ଅଛି ବୋଲି ଆମେ ଅଛୁଁ ଆପଣଙ୍କ ସାଥିରେ ସାର୍ 🙏🙏😥😥

  • @ashokkumarpatra7377
    @ashokkumarpatra7377 Рік тому +4

    ସବୁ ସମସ୍ୟା ର ସମାଧାନ, ଜାଣିଥା ଇଷ୍ଟ ପ୍ରତିଷ୍ଠାନ। ଧର୍ଯ୍ୟ ଧରିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ୍। ଖୁବ୍ ଶୀଘ୍ର ମଙ୍ଗଳ କୋଳରେ ବସିବାକୁ ଯାଉଛନ୍ତି। 👍

  • @pintuvillagetour
    @pintuvillagetour Рік тому +62

    ସାର୍ ଜଣେ ସଚ୍ଚୋଟ ଓ ରୋକ୍ ଠୋକ୍ କହିବା ସହୃଦୟ ବ୍ୟକ୍ତି ❤❤💐💐👍👍

  • @odiacomedyforu2896
    @odiacomedyforu2896 8 місяців тому +3

    ବ୍ୟୋମକେଶ ତ୍ରିପାଠୀ ଙ୍କୁ କୋଟି କୋଟି ନମନ୍ ଓ ଶୁଭେଚ୍ଛା ଜଣାଉଛୁ , ଆଗକୁ ବଢିବା ନିମନ୍ତେ ପ୍ରଭୁ ସହାୟ ହୁଅନ୍ତୁ !

  • @thorhulk6755
    @thorhulk6755 Рік тому +131

    😢ଭାଇ ଙ୍କୁ ହୃଦୟରୁ ସମ୍ମାନ କରୁଛି 🙏👍

  • @liliptamohanty8405
    @liliptamohanty8405 Рік тому +186

    You are the real hero....nobody can take your place sir ...who said you are alone ...lakhs of people are with you

  • @harekrushnapagal1405
    @harekrushnapagal1405 10 місяців тому +4

    ଜୟ ଜଗନ୍ନାଥ ଜୟ
    ସାରେ ଆପଣ ଧର୍ମ ଯଦି ଥୀଵେ ଆଗାମୀ ଦିନରେ ଆପଣଙ୍କର ଜୟ ଜଗନ୍ନାଥ ହେବ ଜୟ

  • @asitadas5840
    @asitadas5840 Рік тому +21

    ଭଦ୍ରବ୍ୟକ୍ତିଙ୍କ ସ୍ପଷ୍ଟ କଥାବାର୍ତ୍ତା ଶୁଣିବାକୁ ଖୁବ ଭଲଲାଗେ
    "ଜୟ ଜଗନ୍ନାଥ"

  • @SasmitaPanda-x3n
    @SasmitaPanda-x3n Рік тому +73

    ମଣିଷ ଜୀବନ ହିଁ ସଂଘର୍ଷ ଜୀବନ, ଏଇଥିରେ ହିଁ ଖୁସି ଥାଏ.. 🙏🙏🙏🙏

  • @PrakashOfficial-wv4yt
    @PrakashOfficial-wv4yt 8 місяців тому +12

    ଆପଣଙ୍କୁ ହୃଦୟରୁ କୋଟି ପ୍ରଣାମ ସାର୍ 🙏🙏

  • @krushnakantarana6459
    @krushnakantarana6459 Рік тому +28

    ବହୁତ ଦୁଃଖିତ...😢
    ଏ ସମାଜ ବଡ଼ ବିଚିତ୍ର.. ସାର 🙏

  • @brajakishorbhuyan5428
    @brajakishorbhuyan5428 Рік тому +30

    ଦୋଷୀ ପଛେ ଖସି ଯାଉ ନିର୍ଦ୍ଦୋଷ ଦଣ୍ଡ ନପାଉ, ଆମ ସମ୍ବିଧାନ ର ମୂଳମନ୍ତ୍ର, କିନ୍ତୁ ବ୍ୟତିକ୍ରମ.

  • @friend9449
    @friend9449 11 місяців тому +2

    ଆପଣଙ୍କର ବିଚାର ଧାରା ପ୍ରଶଂସନୀୟ ଭାଈ

  • @satyanarayan7842
    @satyanarayan7842 Рік тому +18

    ପ୍ରତ୍ୟେକ ମଣିଷ ର ନିଜ ବ୍ୟକ୍ତିଗତ ଜୀବନ ଅଛି ବ୍ୟୋମକେଶ sir ଜଣେ ବି ମଣିଷ ଆଜି ବି ସେ ଗୋଟେ ଛାତିରେ ପଥର ରଖି ବଞ୍ଚିଥିବା ମଣିଷ ଆଉ ଜୀବନ ରେ ସଂଘର୍ଷ କଣ ଆଉ ସଫଳତା କଣ ତାଙ୍କ ପାଦ ଚୁମୁଛି ଆଉ ତାଙ୍କ ଆଦର୍ଶ ରେ ମୁ ଅନୁପ୍ରଣୀତ

  • @bigyanisahoo427
    @bigyanisahoo427 Рік тому +58

    ଜୟ ଜଗନ୍ନାଥ ଙ୍କ ପାଖରେ ମୋର ପ୍ରାର୍ଥନା ବ୍ୟୋମକେଶ ଭାଇ ଙ୍କୁ ସୁବୁ ସଘର୍ଷ ରେ ସଫଳତା ଦିଅ ପ୍ରଭୁ 🙏🙏🙏

  • @LovelyGramophone-lu9zf
    @LovelyGramophone-lu9zf Місяць тому +1

    ଆପଣ ଯାହା କହିବେ ସବୁକିଛି ବାସ୍ତବ କହିବେ ଆଜ୍ଞା ଆପଣଙ୍କୁ ହୃଦୟର ସହିତ ଧନ୍ୟବାଦ,,,!🙏

  • @sangrambhol1981
    @sangrambhol1981 Рік тому +92

    Sir ଙ୍କ ଜୀବନ ର କୁ ନେଇ ସିନେମା କଲେ ଭଲ ଲାଗିବ । ଦୁନିଆ ଲୋକ କିଛି ଶିଖିବେ ।sir is strong man ଜୟ ଜଗନ୍ନାଥ।

  • @sadhanugursandi8798
    @sadhanugursandi8798 Рік тому +20

    ପୁରୁଷ କୁ କେହି ବୁଝି ପାରନ୍ତି ନାହିଁ କଣ କରିବା ..ହେଲେ ବି sir ଆମର ବାଘ ଫରି ବନ୍ଛିଛି ବାଘ ସବୁ ବେଳେ ଏକୁଟିଆ ...❤❤

  • @SangramTube
    @SangramTube 11 місяців тому +2

    ଆପଣଙ୍କର ବ୍ୟକ୍ତିତ୍ୱ ମହାନ୍😢 🙏ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସହାୟ ହୁଅନ୍ତୁ ଆଶୀର୍ବାଦ କରନ୍ତୁ ଯେମିତି ଆପଣ ଆହୁରି ଆଗକୁ ବଢ଼ନ୍ତୁ। ଜୟ ଜଗନ୍ନାଥ 🙏

  • @Jaya....
    @Jaya.... Рік тому +54

    ସତରେ ଶୁଣିକି ବହୁତ ଦୁଃଖ ଲାଗିଲା. ଏ ଲୁହ ମିଛର ଲୁହ ନୁହେଁ. God bless you

  • @rajeshdash6166
    @rajeshdash6166 Рік тому +13

    ପରିବାର ଲୋକ ଆପଣଙ୍କ ସହ ନାହାନ୍ତି ଶତ, ହେଲେ ଓଡ଼ିଶା ର ପ୍ରତିଟି ପରିବାର ରେ ଆପଣ ଆଜି ଜଣେ ଭଲ ମଣିଷ ଭାବେ ପରିଚିତ ।
    ହୁଏତ ଏହାହିଁ ଭଗବାନ ଙ୍କ ଇଚ୍ଛା ଥିଲା, ଏହା କୁ ଜାଣି ବାକିତକ ଜୀବନ ଖୁସି ରେ ରୁହନ୍ତୁ ସାର ।
    God bless you
    Go ahead 👍

  • @Bsmallarts11
    @Bsmallarts11 4 місяці тому +1

    ନିରାଟ ସତ୍ୟ ଓ ହୃଦସ୍ପର୍ଶୀ କଥା କହିଛନ୍ତି ଆଜ୍ଞା great sir

  • @balaramdora8134
    @balaramdora8134 Рік тому +21

    ଆପଣଂକ ସାହାସ ଓ ଦୃଢ଼ତା କୁ ହୃଦୟରୁ ସମ୍ମାନ ପ୍ରଦାନ କରୁଛି

  • @ollywoodcomedylifestyle7811
    @ollywoodcomedylifestyle7811 Рік тому +14

    ଭାଇ ଆଜିକାଲିର ଦୁନିଆଁରେ ଖୋଲା ଲୋକ ତୁମ ପରି ବିରଳ .... ମୁଁ ଭାବୁଛି ଜଣେ ଯଦି କିଏ ତୁମ ହାତ ଧରେ ବହୁତ ଭଲ ହୁଅନ୍ତା ... ଏକା ଚାଲିବା ବହୁତ କଷ୍ଟ ତଥାପି ଆପଣ ଜଣେ ସମାଜ ସଂସ୍କାରକ ...

  • @snigdhamohanty1199
    @snigdhamohanty1199 10 місяців тому

    ସାର ଧର୍ଯ୍ୟ ଧରନ୍ତୁ ଆଜ୍ଞା 🙏🏿😭

  • @butuswain2716
    @butuswain2716 Рік тому +17

    Sir ଆଜି ଆପଣଙ୍କ ଅତୀତର ଘଟଣା ବିଷୟରେ ଶୁଣି ମୁଁ ମର୍ମାହତ sir ଆପଣ ଏକା ନୁହନ୍ତି ମୋ ଭଳିଆ ଓଡିଶାର ଅଗଣିତ ବୋମକେଶ ପ୍ରେମୀ ଆପଣଙ୍କ ସହିତ ଛିଡା ହୋଇ ରହିଥିବ ❤️❤️❤️❤️❤️🙏🙏🙏🙏🙏

  • @kumarjaga6872
    @kumarjaga6872 Рік тому +107

    A big mystery behind this brave person... Salute to u sir🙏... Justice to be justified definitely... ଜୟ ଶ୍ରୀଜଗନ୍ନାଥ 🙏🙏🙏...

  • @JAYANTAPRASHAN
    @JAYANTAPRASHAN 5 місяців тому +2

    ଯାହା ସାଙ୍ଗରେ କେହି ବି ନ ଥାନ୍ତି ତାଙ୍କ ସାଙ୍ଗରେ ଭଗବାନ ଥାନ୍ତି l ଆପଣ ଦୁଃଖ କରନ୍ତୁ ନାହିଁ l କେହି ନା କେହି ଆପଣଙ୍କୁ ଖୁବ୍ ଶିଘ୍ର ସାଥ୍ ଦେବେ l ଧର୍ମର ହେବ ଜୟ ପାପର କ୍ଷୟ l

  • @Anilyamu
    @Anilyamu Рік тому +19

    ଆପଣଙ୍କୁ ମାନିଗଲି ..sir...ଆପଣ ଆଗେଇ ଚାଲିଛନ୍ତି....ପଛ କୁ ଫେରି ଚାହିଁନାହାନ୍ତି ଆପଣ ମହାନ୍ love you sir..🎉🎉🎉

  • @deepakkumarmishra5267
    @deepakkumarmishra5267 Рік тому +10

    ଅତି ସୁନ୍ଦର ବ୍ୟକ୍ତିତ୍ଵ ଆକର୍ଷଣୀୟ ମଣିଷ ଟିଏ ମୁ ମୋ ନନା ଙ୍କ ମାଧ୍ୟମ ରେ ଚିହ୍ନି ଥିଲି ପୁରୁଷ ଙ୍କ ପାଇଁ ଜୀବନ ଦାତା ୨୦୨୪ ଅନ୍ତତ ପରିୱାର ଲୋକ ନିହାତି ଆବଶ୍ୟକ ଅତି ସୁନ୍ଦର ଚରିତ୍ର ବିଶିଷ୍ଟ ବ୍ୟକ୍ତିତ୍ୱ 🎉🎉🎉🎉❤🎉🎉🎉🎉

  • @arunchandrahota9072
    @arunchandrahota9072 9 місяців тому +2

    ବ୍ୟୋମକେଶ ବାବୁଙ୍କ ଚିନ୍ତାଧାରା ସମୟପୋଯୋଗୀ। ବିଭିନ୍ନ ଆଟ୍ରିସିଟି ଏକ୍ଟ ର ଦୂରୁପଯୋଗ ବିରୁଦ୍ଧରେ ତାଙ୍କର ସଂଗ୍ରାମ ଓ କାର୍ଯ୍ୟକ୍ରମ, ପ୍ରପୀଡିତ ନାଗରିକଙ୍କ ପାଇଁ ଆଲୋକ ର ଉତ୍ସ।

  • @adarmanijena6431
    @adarmanijena6431 Рік тому +7

    ମୁଁ ମଧ୍ୟ ବିନା ଦୋଷ ଦୋଷୀ ହୋଇଯାଇଛି,, ଆପଣଙ୍କ ସାହାଯ୍ୟ ବିନା ମୁଁ ଅଧୁରା,,

  • @BhalSanjay
    @BhalSanjay Рік тому +27

    ପ୍ରଭୁ ଜଗନାଥ ବାମକେଶ ଭାଇ ଙ୍କର ମଙ୍ଗଳ କରନ୍ତୁ ଭାଇ ତମ ସାଥିରେ ଆମେ ଅଛୁ

  • @JayakrushnaNayak-v2s
    @JayakrushnaNayak-v2s 11 місяців тому +3

    ସାର ଆପଣଙ୍କ ଚଲାପଥ ମଙ୍ଗଳ ହେଉ ଜୟ ଜଗନ୍ନାଥ 🙏🌹

  • @maheswarparida8629
    @maheswarparida8629 Рік тому +7

    ପ୍ରଭୁ ସାଇ ରାମ ତୁମ କୁ ସହାୟକ ହେବେ। ମୋର ସାଇ ଙ୍କ ପାଖରେ ପ୍ରଥନା।
    ଜୟ ଶ୍ରୀ ସାଇ ରାମ
    ଜୟ ଶ୍ରୀ ସାଇ ରାମ
    ଜୟ ଶ୍ରୀ ସାଇ ରାମ

  • @biswaamat8488
    @biswaamat8488 Рік тому +6

    ବ୍ଯମକେଶ ସାର । ମୁଁ ହୃଦୟ ରୁ ନମସ୍କାର କରୁଛି । ଧନ୍ଯବାଦ ।

  • @gajendranathjena356
    @gajendranathjena356 4 місяці тому +1

    ବ୍ୟୋମକେଶ ତ୍ରୀପାଠୀ ମହୋଦୟ ମୋର ହୃଦୟରୁ ଅଭିନନ୍ଦନ ଜଣାଏ😮 ପ୍ରଥମରୁ କରିଥିବା କର୍ମର କଷଟି ପଥରରେ ନିଜକୁ ସମ୍ଭାଳି ନେବାର କ୍ଷମତା ହାସଲ ନେଇ ନିଜର ମତ ଅତି ମର୍ମପର୍ଶି .ଏବଂ ଭଗବାନ ଏକମାତ୍ର ଭରଷା😮

  • @AkshitrutiyaBharati
    @AkshitrutiyaBharati 5 місяців тому +3

    ଧନ୍ୟ ବାଦ ବୋମକେସ ତ୍ରିପାଠୀ ଜଜ୍

  • @KshamasagarMahapatra
    @KshamasagarMahapatra Рік тому +12

    ଭଗବାନ୍ ତୁମର ମଙ୍ଗଳ କରନ୍ତୁ ଜୟ ଜଗନ୍ନାଥ ❤❤❤

  • @NiharkantaPatra
    @NiharkantaPatra 3 місяці тому

    ବ୍ୟୋମକେଶ ଵାଵୁ ଙ୍କର ନିର୍ଦ୍ଦେଶ ଲୋକ ଙ୍କ ପାଇଁ ଏ ସ୍ବାଗତ ଯୋଗ୍ୟ କାମ ନିଶ୍ଚିତ ଜୟ ହେବ

  • @himeshpatraentertainment
    @himeshpatraentertainment Рік тому +65

    Byomakesh Sir Is A Good Person
    Real Hero in Odisha
    Salute 🙏 Byomkesh Sir
    I Am Proud Of You ki Apana Bhali Manisha Ama Odisha Re Janma Hoichhanti

  • @hemantapatra8910
    @hemantapatra8910 Рік тому +18

    ଭାଇ ଆପଣଙ୍କୁ ଭଗବାନ ସାହା ପ୍ରଭୁଙ୍କ ପାଖରେ ପାର୍ଥନା ଆପଣ ବହୁତ ଭଲରେ ରହିବେ 🙏🙏🙏🙏

  • @dillipkumarbarik9135
    @dillipkumarbarik9135 10 місяців тому +1

    ଆପଣଙ୍କ ଭଳି ଜଣେ ଅନୁଭବୀ ଲୋକ ଓ ସେ ପୁଣି ଓକିଲାତି ପେସାରେ ଥାଇ କି ବି, ଏ ପୁରୁଷ ମାନଙ୍କ ପାଇଁ ନ୍ୟାୟ ର ଲଢେଇ ଲଢୁଛନ୍ତି ତା ଠାରୁ ବଡ଼ କଥା ଆମ ପାଇଁ ଆଉ କଣ ଅଛି, ଆମେ ସମସ୍ତେ ଆପଙ୍କ ସହିତ ପାଖରେ ଅଛୁ. ଆପଣ ନିଶ୍ଚିତ ଜିତିବେ👌💪

  • @binodbiharisamantaray3976
    @binodbiharisamantaray3976 Рік тому +68

    ଜଗନ୍ନାଥ ସାହସ ଓ ଶକ୍ତି ଦିଅନ୍ତୁ ।ଜୟ ଜଗନ୍ନାଥ

  • @kumarajayofficial
    @kumarajayofficial Рік тому +31

    Sir ଙ୍କର ସତ ଖୋଲା କଥା ଆଖି ଲୋହ ରୁ ସ୍ପଷ୍ଟ କରିଦେଇଛନ୍ତି ହୃଦୟ ଭଙ୍ଗା 💔💔💔😭😭🏆💔👍👍👍👍

  • @bishnupriyadas431
    @bishnupriyadas431 11 місяців тому

    ଭାଙ୍ଗିଯିବାର ଚମକରେ ଆପଣ ଦୀପ୍ତିମାନ ହେଇଛନ୍ତି ।ଆପଣଙ୍କ ପ୍ରତି ଆମର ଭଲପାଇବା ଓ ସମ୍ମାନବୋଧ ଚିର ଅକ୍ଷୁର୍ଣ୍ଣ ରହିବ। ମହାପ୍ରଭୁ ଶ୍ରୀଜଗନ୍ନାଥ ସଦା ସହାୟ ହୁଅନ୍ତୁ ।

  • @rajendraacharya4331
    @rajendraacharya4331 Рік тому +14

    ବହୁତୁ ବଢିଆ. ବହୁତୁ ଭଲ ମଣିଷ . Good human being. ଓଡିଶାରେ ଏପରି ଲୋକ ବିରଳ. 🙏

  • @kiskuraj1583
    @kiskuraj1583 Рік тому +50

    Sir don't cry .You don't fill along. You have GOD with you. You are a real Hero.

  • @pademkrisani7758
    @pademkrisani7758 10 місяців тому +2

    You are the real Hero good sir 👍💯 Jai shree Ram 🙏

  • @numerologistsannjoy5996
    @numerologistsannjoy5996 Рік тому +73

    ଏଇଟା 100% ସତ କଥା ଯେ ଜେଲରେ ନିର୍ଦୋଷ ଲୋକ 60% ଅଛନ୍ତି. ବିନା ଦୋଷରେ ଜେଲ ଭୋଗୁଛନ୍ତି 🙏🙏🙏

    • @mednamedna8345
      @mednamedna8345 11 місяців тому

      Mu v nije jail jaichi bina doso re

    • @sudarsanrout6549
      @sudarsanrout6549 10 місяців тому

      thik bhai mu bina doshare jail jaichhi

    • @totalsilent
      @totalsilent 8 місяців тому

      Thik katha sir

    • @rameshchandrasahoo8872
      @rameshchandrasahoo8872 8 місяців тому

      Police investigation thick na kari paisa nei court chalan kari diyanti

    • @hiteshkumarsahoo373
      @hiteshkumarsahoo373 7 місяців тому

      60% nuhen 80% nirdosh re achhanti. Only for the cause currpted ladies so govt should take immediate action

  • @Babulexpress782
    @Babulexpress782 Рік тому +34

    କିଏ ନଥିଲେ ମୁ ଅଛି ସାର, ପୁରା ଓଡିଶା ର ଲୋକ ଆପଣଙ୍କ ପାଖରେ ଅଛନ୍ତି l ଆମେ ଆପଣଙ୍କ ପରିବାର l ଆପଣ ମନ ଦୁଃଖ କରନ୍ତୁନି l 🙏🏻🙏🏻

  • @prafullasahu1687
    @prafullasahu1687 2 місяці тому +4

    ସାରଙ୍କ ମନ୍ତବ୍ୟ 100% ଠିକ୍ ଥିଲା ଠିକ୍ ଅଛି ଆଉ ଠିକ୍ ରହିବ ।

  • @saswatisaumyamallick2405
    @saswatisaumyamallick2405 Рік тому +11

    ଜୟ ଜଗନ୍ନାଥ ସାର ସାର ଆପଣ ଙ୍କ life ବିଷୟରେ ଜାଣି ବହୁତ ଦୁଃଖ ଲାଗିଲା ସରଳ ଲୋକଙ୍କୁ ସବୁବେଳେ ପରୀକ୍ଷା ଦେବାକୁ ପଡ଼େ ଡେରି ହେଲେ ପଛେ ସତ୍ୟ ର ସବୁବେଳେ ଜିତ ହୋଇଥାଏ ଆପଣ ଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ ସାର ଭଗବାନ ଆପଣ ଙ୍କୁ ସବୁ ବେଳେ ଭଲରେ ରଖିଥାନ୍ତୁ ଜୟ ଜଗନ୍ନାଥ sir

  • @ramraibandia1070
    @ramraibandia1070 Рік тому +10

    ଦୁନିଆର ପ୍ରକୃତ ବୀର ଓ ହିରୋ ଅଟନ୍ତି ଆପଣ ❤

  • @PNEWS-do4ig
    @PNEWS-do4ig 9 місяців тому +1

    ଧନ୍ୟବାଦ ସାର ଆପଣଙ୍କ ପରି ସଚୋଟ ଇମାନଦାରି ସମାଜ ସେବୀ କୁ

  • @parthasarathisahu6420
    @parthasarathisahu6420 Рік тому +13

    ଅନୁଭବୀ ହିଁ ବୁଝିପାରିବ ଅନୁଭବ ର କଥା (The Body Will Be Shine If The Character Is Fine)

  • @ranjankumarpatra2284
    @ranjankumarpatra2284 Рік тому +13

    ପ୍ରଭୁ ଜଗନ୍ନାଥ ଆପଣ ଙ୍କୁ ଧର୍ଯ୍ୟ, ଶକ୍ତି, ସାହସ ଦିଅନ୍ତୁ ଓ ଆପଣଙ୍କ ଚଲା ପଥ କୁସୁମିତ କରନ୍ତୁ , ଜୟ ଜଗନ୍ନାଥ q🙏

  • @AbhimanyuPattayat
    @AbhimanyuPattayat 4 місяці тому +2

    ବ୍ୟାମକେଶ ସାର ଙ୍କ ତୁଣ୍ଡରୁ ବିଗତ ଘଟଣା, ଶୁଣିବାପରେ ମୋତେ ମଧ୍ୟ ଦୁଃଖ ଲାଗୁଛି, ଈଶ୍ୱର ତାଙ୍କୁ ବହୁତ ଶକ୍ତି ଦିଅନ୍ତୁ ଏତିକି କାମନା କରୁଚି ପ୍ରଭୁଙ୍କ ଚରଣାର ବିନ୍ଦରେ, ଜୟ ଶ୍ରୀ ରାମ

  • @AKSAHU-pz1qt
    @AKSAHU-pz1qt Рік тому +36

    I request all Writers, Producers & Directors to make a film about the life history of Byomakesh Sir.

  • @raghunathasethi9866
    @raghunathasethi9866 Рік тому +6

    ସାର ବୀର ପୁରୁଷ କେବେ କାନ୍ଦନ୍ତିନି,,, ଆପଣ କାହିଁକି ଲୁହ 😢🙏👍👍👍👍👍👌👍

  • @KumarDipak-o7h
    @KumarDipak-o7h 2 місяці тому

    ସାର ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜୟ ଜଗନ୍ନାଥ 🙏🙏🙏🙏🙏 ଆମେ ସମସ୍ତେ ଆପଣଙ୍କ ସାଥିରେ ଅଛୁ କେବେବି ଏକା ବୋଲି ଭାବିବନି ସାର

  • @suchismitadasrihanshirout3879
    @suchismitadasrihanshirout3879 Рік тому +48

    You r a great person for this society....Salute to you sir ..

  • @pitabasmohanty6960
    @pitabasmohanty6960 Рік тому +20

    ଜଣେ ଅନୁଭବୀ ହିଁ ଆପଣଙ୍କ ଦୁଃଖ ବୁଝିପାରିବ ସାର ।

  • @chittaranjanmohapatra6786
    @chittaranjanmohapatra6786 2 місяці тому

    ବ୍ୟୋମକେଶ ବାବୁ ଙ୍କୁ ହୃଦୟରୁ ଅଭିନନ୍ଦନ ତାଙ୍କ ସଂଗ୍ରାମ ସଫଳ ହେଉ, ତାଙ୍କ ମନ୍ଦ ପାଞ୍ଚିଥିବା ଏବଂ ତାଙ୍କୁ ମିଥ୍ୟା ଧର୍ଷଣ ମାମଲା ରେ ଫସାଇ ଥିବା ବ୍ୟକ୍ତି ନିଶ୍ଚିତ ଦୈବ ଦଣ୍ଡ ପାଇବେ, ଯେ ପାଞ୍ଚେ ପର ମନ୍ଦ, ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ,, ଆମ ପରମ ଶାସ୍ତ୍ର ର ଏହି ଦିବ୍ୟ ବାଣୀ କେବେ ଅନ୍ୟଥା ହେବନାହିଁ 🌹🌹ଜୟ ଶ୍ରୀଜଗନ୍ନାଥ 🌹🌹

  • @babarout2435
    @babarout2435 Рік тому +5

    ସାର୍ ଙ୍କୁ ହୃଦୟ ରୁ ଜୟ ଜଗନ୍ନାଥ, ଗୋଟେ କଥା ମୁଁ ଭାବୁଛି ଆଗରୁ ଥିଲା ଯେ କି କୌଣସି କେସ ରେ ମାନେ କେସ ଟି ଶେଷ ଶୁଣାଣି ହେବାକୁ ବହୁତ ସମୟ ଲାଗୁଥିଲା, ହୁଏତ ବର୍ତ୍ତମାନ ବି ସେଇଆ ଚାଲିଛି...ଗୋଟେ ଜମି କେସ ଦେଖନ୍ତୁ, jia କେସ କରିଛି ବା ଯାହାର ଜମି ତାର କେସ କ୍ଲିୟର ହେବାକୁ ବହୁତ ସମୟ ଲାଗୁଛି , huata se କେସ ଟି ସରୁନାହିଁ ଆଉ ଜମି ର ମାଲିକ ସମୟ ଯାଇଁ, ତାଙ୍କ ପିଲା ଙ୍କ ସମୟ v ପଳାଉଛି..Government କଣ amitika rule କରନ୍ତୁ ଯେକି ସବୁ କେସ ରେ କିଛି ନିର୍ଦ୍ଧାରିତ ସମୟରେ ସାରିବା ପାଇଁ ,ahadwara ବହୁତ ଲୋକ କଷ୍ଟ ରୁ ବଞ୍ଚିତ ହୁଅନ୍ତେ

  • @sidharth463
    @sidharth463 Рік тому +17

    Sir ଆପଣଙ୍କୁ ହୃଦୟରୁ ପ୍ରଣାମ ❤

  • @pk5993
    @pk5993 10 місяців тому +1

    Byomkesh bhai satare ପ୍ରକୃତରେ ଆଇନ ପଢ଼ିଛନ୍ତି, ନିଃସ୍ଵାର୍ଥପର ଆଇନ, you are great man

  • @krupasindhubehera7584
    @krupasindhubehera7584 Рік тому +32

    ହୃଦୟରୁ ପ୍ରଣାମ ସାର୍

  • @arabindabehera95
    @arabindabehera95 Рік тому +21

    ସୁନା ଓ ସମ୍ପର୍କ ଦୁଇଟି ଯାକ ମୂଲ୍ୟବାନ ।
    ସୁନାରେ ଖାଦ ମିଶିଲେ ସେ ମଜବୁତ୍ ହୋଇଥାଏ । ସମ୍ପର୍କରେ ଖାଦ ମିଶିଲେ ସମ୍ପର୍କ ଦୁର୍ବଳ ହୋଇଥାଏ ।
    🙏 Kunal 🙏

  • @DukhabandhuNaik-p3b
    @DukhabandhuNaik-p3b 4 місяці тому

    ଭାଇ ରେ ଧରିତ୍ରୀ news ଚେନେଲ କୁ ବହୁତ୍ ବହୁତ ଧନ୍ୟବାଦ୍ ଜଣାଉଛୁ ଭାଇ ଆଜି ଗୋଟେ ଏମିତି ଖବର ପହଞ୍ଚେଇଛ ଲୋକ ଙ୍କ ପାଖ କୁ ବହୁତ୍ ଖୁସି ଲାଗିଲା ଯିଏ ଭିଡିଓ ଦେଖି ବ ସତରେ ଆଖିରୁ ଲୁହ ଆସିଗଲା ମୋ ତର ଫରୁ ସାର୍ ଙ୍କୁ ଦିଲ୍ ସେ ସଲାମ ❤❤

  • @gobindamurmu-ci3ni
    @gobindamurmu-ci3ni Рік тому +45

    କଣ କହିବି ଭାଇ ତମେ ବହୁତ୍ ମହାନ ଲୋକ ଭଗବାନ୍ ତମକୁ ଭଲରେ ରଖନ୍ତୁ

  • @srsahoo1
    @srsahoo1 Рік тому +98

    Very brave and right person......
    Salute you Sir 🙏