Women In Odisha Stands In A Huge Que For Linking Aadhar Card For Subhadra Yojana ||SUNSTARTV||

Поділитися
Вставка
  • Опубліковано 3 лис 2024

КОМЕНТАРІ • 137

  • @jitubisoyi2029
    @jitubisoyi2029 Місяць тому +49

    ନବିନ ବାବୁକୁ ହରେଈ ଓଡିସା ବାସି ବହୁତ ଭୂଲ୍ କରିଦେଲେ

    • @ArupamaBiswal-f7k
      @ArupamaBiswal-f7k Місяць тому +3

      Women's were utilised to gather make show box during Nabin's government political campion to encourage Mr Pandu.But theirs identities were not updated. Only Balleye bolleye.

  • @pravakarpradhan1571
    @pravakarpradhan1571 Місяць тому +45

    ଆଳୁ , ପିଆଜ ,ଡାଲି ର ମୂଲ୍ୟ ବଢ଼େଇ ଲାଭ ପଇସାରେ ଶୁଭଦ୍ରା ଯୋଜନା

    • @amarbag5933
      @amarbag5933 Місяць тому +1

      ଆରେ ଭାଇ 2023 ଜୁଲାଇ ଅଗଷ୍ଟ ଦୁଇମାସ 🍅 ଟମାଟୋ କିଲୋ 200ଟଙ୍କା ରେ ବିକିଲେ ସରକାର ଥିଲା BJD ତୁମେ କୋଉଠି ଥିଲ ଭାଇ 2015 ଅଗଷ୍ଟ ସେପ୍ଟମ୍ବର ଦୁଇ ମାସ ପିଆଜ କିଲୋ 180 ବିକିଲେ ସରକାର ଥିଲା BJD

  • @JujhiaPradhan
    @JujhiaPradhan Місяць тому +9

    ଭୋଟ ନେଲା ବେଳେ ଆଧାର ଲିଙ୍କ କରି ଭୋଟ ନେଲେ ନି

  • @gourangapattanayak
    @gourangapattanayak Місяць тому +21

    ମୋଦି କହିବାରୁ ଭୋଟ ଦେଇଛେ ମାନେ ଭୋଗିଵାନି ତ ଆଉ କିଏ ଭୋଗିଵ

  • @HarapriyaNaik-m1j
    @HarapriyaNaik-m1j Місяць тому +5

    ଆରେ ମୁର୍ଖ ମହିଳା ମାନେ ସରକାର କହିନାହାନ୍ତି ତୁମମାନଙ୍କୁ ଯେ ଖରାରେ ଏମିତି ହୁଅ ବୋଲି। ସରକାର ତୋ କହିଛନ୍ତି ଆରାମରେ ଆବେଦନ କର।ଏହାର ସେସ ତାରିଖ ନାହିଁ ବୋଲି। ତୋମେ ମାନେ ଏମିତି ମରୁଛ କାହିଁକି। ବିନା କାରଣରେ ସରକାରଙ୍କୁ ଦୋଷଦେବା କର।

  • @BibunaBibhuti
    @BibunaBibhuti Місяць тому +5

    Right

  • @bidyabhusanmohanty387
    @bidyabhusanmohanty387 Місяць тому +11

    ସରକାର ଭାଙ୍ଗିଲେ ସେତିକି ମଧ୍ୟ ମିଳିବ ନାହିଁ

  • @TanujaRana-hx3kk
    @TanujaRana-hx3kk Місяць тому +1

    Di thik kahile

  • @sishirkarna9418
    @sishirkarna9418 Місяць тому +2

    Vala haiche

  • @ParadhinDhal
    @ParadhinDhal Місяць тому +1

    Very good

  • @Krishna14kk
    @Krishna14kk Місяць тому +4

    ଟଙ୍କା ୫୦୦୦୦ ପାଇଁ ଯଦି ଦହଙ୍ଗଜ ହଉଛ ମାତ୍ର ୫୦୦୦୦ ହଜାରେ ପାଇଁ କାଇଁ ଖରାରେ ଯାଉଛ କଳା ପଡ଼ିଯିବ 🤔

  • @swarnapravamajhi6011
    @swarnapravamajhi6011 Місяць тому +5

    Na nia paisa kie kohuchi khara re kasta paibaku

  • @bibhutiprasad7771
    @bibhutiprasad7771 Місяць тому +6

    ଆଗରୁ ଆଧାର କାର୍ଡ ଏବଂ ବ୍ୟାଙ୍କରେ ରହିଯାଇଥିବା ତ୍ରୁଟିଗୁଡିକୁ ସଂଶୋଧନ କରିବାକୁ କଣ ସରକାର ମନା କରିଥିଲେ କି ! ନିଜର ଭୁଲକୁ ମାନନ୍ତୁ ଅଯଥାରେ ସରକାରଙ୍କୁ ଦୋଷ ଦିଅନ୍ତୁନି l

  • @dillippradhan3536
    @dillippradhan3536 Місяць тому +10

    Bjp Sarkar 50 deba 1000 neba

  • @fzranjit2994
    @fzranjit2994 Місяць тому +4

    କିଛି ମିଳିବନି ମାଉସୀ ଘରକୁ ପଳାଅ

  • @kumarraja2957
    @kumarraja2957 Місяць тому +3

    ପ୍ରଥମେ ତ କଣା କରିକି ଆସିଥଲେ ଭୁଷ କରି ବାହାରି ଜାଇ ଥାନ୍ତା କାହିଁକି ମୋଜା ଆଉ କଷ୍ଟ କର । ସେମିତି କିଛି ପାଇବାକୁ ହେଲେ କଷ୍ଟକର ହେଲା । ଗରିବ ଲୋକଙ୍କୁ ଦେଖ ସେ ବାହାର ରାଜ୍ୟରେ 12 ଘଣ୍ଟା ଛିଡା ହୋଇ କାମକରୁଛନ ତାକୁ କଷ୍ଟ ଲାଗେନାହିଁ କି । ତାକୁବି ଲାଗେ ହେଲା ।

  • @mrutyunjayaacharya
    @mrutyunjayaacharya Місяць тому +7

    ମହିଳାଙ୍କ ନାକ କାଟିଵେ

  • @tapannaik1404
    @tapannaik1404 Місяць тому +9

    ମାଉସୀ ତତେ ଜଣାନାହିଁ ୧୦ . ୧୫ ହଜାର ପାଇଁ ଓଡ଼ିଶାର ଅନେକ ଭାଉ ଭଉଣୀମାନେ ତାମିଲନାଡୁ ଗୁଜରାଟ ଆନ୍ଦ୍ରପ୍ରଦେଶ ବାଙ୍ଗାଲୋର ଯାଇ ୧୨ ଘଣ୍ଟା କାମ କରୁଛନ୍ତି ତତେ ଜଣାନାହିଁ

  • @Kanduri-x6l
    @Kanduri-x6l Місяць тому +6

    ସାଇଟ ଖୋଲୁନୀ ସାଇବର ରେ 😂😂😂😂

  • @chintamanisahoo3056
    @chintamanisahoo3056 Місяць тому +4

    Kain nabaku asucha ki....sabu magena khaeba...

  • @jaganayaanlifestyle
    @jaganayaanlifestyle Місяць тому +1

    Nani 👍👍👍👍👍

  • @1992madhu
    @1992madhu Місяць тому +5

    Ate din kauthi suethila bhauja tama aadhar card thik karini

  • @bibhuprasaddash4231
    @bibhuprasaddash4231 Місяць тому +2

    17 jayen wait karantu modi sir asili debe,,,,😮😮😮

  • @BasantaBehera-gl3li
    @BasantaBehera-gl3li Місяць тому +7

    ଭୋଟ ଦେଇଛ ମର ଏ ଥର

  • @LaxmiDhar-fi5ok
    @LaxmiDhar-fi5ok Місяць тому +2

    24ବର୍ଷ ଖାଇଲ ସେଥିରେ ପେଟ ପୁରିଲା ନାହିଁ 3ମାସ ହଉ ହଉ ପେଳ ଚୁଚୁମୁଛ ସେଥିରେ କ'ଣ ଖିର ବାହାରିବ ଦୁଧ ରୁ ସିନା ଖିର ବାହାରିବ

    • @JagabandhuMalik-ck5fj
      @JagabandhuMalik-ck5fj Місяць тому

      ତୋ ମାଇକିଣାର ଦୁଧରେ ହାତ ମାଇଲେ କ୍ଷିର ବାହାରିଵ।

  • @abhimanyudash8360
    @abhimanyudash8360 Місяць тому +2

    Stylish bali asichhanti.mahalia paiba pain. Emane mahal is Millie pichu khaibe..

  • @RajkishoreBehera-gy3qx
    @RajkishoreBehera-gy3qx Місяць тому +1

    Direct Account pay kariba katha account no upare

  • @Pinku.beheraPinku
    @Pinku.beheraPinku Місяць тому +3

    Ea hauchi ama double enjine sarkar.....Kan apan Mane khusita.....

  • @sibukumar6632
    @sibukumar6632 Місяць тому +1

    ଆରମ୍ଭ 5ବର୍ଷ ଏଇ ଭଳିଆ ହବ

  • @abhimanyudash8360
    @abhimanyudash8360 Місяць тому +1

    Emanankara lobo chhadi nahin.

  • @BlackdevilNight143
    @BlackdevilNight143 Місяць тому

    ଭାଇ କଣ କହିବି ଲୋକ ମାନଙ୍କୁ ଟଙ୍କା ଦେଲେ କିଳା ନ ଦେଲେବି କିଳା 🤦‍♂️🙆🤔

  • @susantapanda1634
    @susantapanda1634 Місяць тому +1

    Link darakar nahi

  • @jiturockez8572
    @jiturockez8572 Місяць тому +2

    ଭୋଟ ଦେଇଛନ୍ତି... ଏବେ ଭୋଗ 😄😄😄

  • @pramodkumarvlogs4429
    @pramodkumarvlogs4429 Місяць тому +2

    17 ତାରିଖ ପୂର୍ବରୁ ଯେଉଁମାନେ Apply କରିବେ ସେହିମାନେ ପ୍ରଥମେ 5000/- ଟଙ୍କା ପାଇବେ. 17 ତାରିଖ ପରେ ଯେଉଁ ମାନେ Apply କରିବେ ସେମାନେ ପର୍ଯ୍ୟାୟ କ୍ରମେ 5000/- ଟଙ୍କା ପାଇବେ.
    1-ମହିଳା ଦିବସ
    2-ରକ୍ଷା ବନ୍ଧନ
    ଜୟ ଜଗନ୍ନାଥ

    • @mundariipilproduction1376
      @mundariipilproduction1376 Місяць тому

      ତୁ ବାଳ ଟା ଜାଣି କହୁଛୁ ବେ 👎👎👎👎👎👎👎👎

  • @SanjayKumar-zl1ib
    @SanjayKumar-zl1ib Місяць тому +1

    Didi bjp sarker tamaku 50 hajar debo janaku 50,000 dele rajakasa re sunapapodi thiba bhabishyatare khaibo magana khia sabu gaijaguali jadi CM hebo jaha hebo januthiba

  • @babajeesamal6821
    @babajeesamal6821 Місяць тому +1

    କିଛି ମାଗଣା ନୁହେଁ । ଆପଣ ମାନେ ଭାବନ୍ତୁ ଯେତିକିନିୟମ୍ ଜନତାନ୍ କପାଇନ୍ ସେତିକି ନେତା ଙ୍କପୈନ୍ ଅଛିକି ? ଯଦି ଥାନ୍ତା ତେବେ ଭାରତରେ କେତେ ଯୋଗ୍ୟନେତ ଅଛନ୍ତି ? ଆପଣ ଭୋଟ ଦେଲେ ସେମାନେ କ୍ଷମତା ପାଇଲେ ଯାହାଦ୍ଵର୍ଵ୍ ସେମାନେ ସହ ସହ କୋଟି ଝାମ୍ପିନେବେ । ଆପଣ ମାନେ କାଉ ତେଣୁ ଅପଣଂକ ପାଇଁ ମୁଢି ପକାଇ ସେମାନେ ଚାଟିବବେ ରାଜାକୋସ। ଆପଣକୁ ୫୦ ଦେଲେ କିନ୍ତୁ ୫୦୦ କେମିତି ନେବେ ସେ ଯୋଜନା ବି ଆସିବ ଅପେକ୍ଷ୍ୟା କରନ୍ତୁ । ସେତେବେଳେ ଲୁହପୋଛ୍ହିବକୁ କେହିନ୍ଥିବେ। ଏ କଥା ମୁଁ କହୁନି ଏହାପ୍ରେ କେତେ ଏସ ଟି କର ଜନତା ଙ୍କୁଦେବକୁ ପଡିବ । ସେକଥା କିଏ କହିବ ? ଯୋଜନା ନୁହେଁ । ଯୋଜନା ନାମରେ ଜନତା ଙ୍କୁ ଶୋଷଣ ବେହିଆ ଜନତା ପାଟି ଠାରୁ ଅଧିକ କେହି ଜାଣିନି। ଏମାନେ ୫୦ ଦେବେ ନେବେ୫୦୦ ।ବାକି ୪୫୦ ଆପଣ ଙ୍କ ପଇସା କୁ ଚାଟି ଦେବେ । ତେଣୁ ମୁଁ ଜଣେ ସଚେତନ ନାଗରିକ ହିସାବରେ ଅନୁରୋଧ କରୁଛି ଆପଣମାନେ ସମସ୍ତେ ଏକ୍ସଵରେ କୁହନ୍ତୁ ଆମକୁ ଯୋଜନ ଦରକାର ନାହିଁ । ରୋଜଗାର ଦରକାର। ଇଂଦ୍ସ୍ତ୍ରିକର ପ୍ରତି ଓଡ଼ିଆ ପରିବାରକୁ ଯୋଗ୍ୟତା ଅନୁସାରେ ନିଯୁକ୍ତି ଦିଅ । ଏଥିରେ ଜନତାର ଲାଭହେବ। ଜୟ ଜଗନ୍ନାଥ

  • @rajakishoresahoo5876
    @rajakishoresahoo5876 Місяць тому +2

    Maa giha sarkar

  • @manasbehera4012
    @manasbehera4012 Місяць тому

    ଲକ୍ଷପତି ଦିଦି ଜୋଜନା ଦେଢ ଲକ୍ଷକୁ ସୁଭଦ୍ରା ଜୋଜନା ପଚାସ କହି ଭୁଆଁ ଵୁଲୋଉଛି

  • @ayushmanmohanty4795
    @ayushmanmohanty4795 Місяць тому +2

    Aau jemiti aagaru kebe yojana heini..

  • @BijaySahoo-r9i
    @BijaySahoo-r9i Місяць тому +2

    Lazy sarkar chi

  • @betexshyamsundar990
    @betexshyamsundar990 Місяць тому +1

    ସମସ୍ତେ ଜାଣି ରଖିବା କଥା. 50000ନୁହଁ. 40000ପାଇବ. 4ବର୍ଷ ରେ 40000.ତାପରେ ନିର୍ବାଚନ. ତେଣୁ ଜୁମଲା ଦଳ ଜୁମଲା କରି 5ବର୍ଷ ଘୋଷାରି ନେଇ ଯିବ

    • @sudamcharanprusty
      @sudamcharanprusty Місяць тому

      ଠିକ କଥା। ଏ ଟା ସମସ୍ତେ ଭାଇରାଲ କରନ୍ତୁ

  • @DivyomTripathy
    @DivyomTripathy Місяць тому +2

    Apply nakari Ghare basi ganiba😂😂😂

  • @lambodardas4439
    @lambodardas4439 Місяць тому +1

    Tanka pachas hajar nuhe 45000 hajatr faba

  • @amitabsamal4118
    @amitabsamal4118 Місяць тому +1

    28 rs daily sathi pain pita mara sabu Business man haijiba.
    MP ladli bhena kari Govt bhikari.
    Maharastra abasta saya.
    Shubdhra yogna Odisha ku authara 20 yrs pachaku naijiba karja ra buddi jiba Odisha.
    Ratna bhandar loot kariba Gujrati Odia nka 28 rs dai daily .

  • @DulabDaku
    @DulabDaku Місяць тому +1

    Are Bina link re modheyo hobo Khali sorokarnku doso deuchonti

  • @Vijaydebrazdash
    @Vijaydebrazdash Місяць тому

    ସତ

  • @bijayanayak5068
    @bijayanayak5068 Місяць тому

    Gote khusi auu

  • @thehumblekitchen9225
    @thehumblekitchen9225 Місяць тому +1

    50.000 ,kahuchi dauchi 5000
    Puni ete hairan

  • @gopalsenapati1045
    @gopalsenapati1045 Місяць тому +3

    Kain jaichu ta ghare raha ja😂

  • @jiturockez8572
    @jiturockez8572 Місяць тому +1

    ସୁଭଦ୍ରା ଯୋଜନା ହେଲେ କଣ ହେବ....... ସୁଭଦ୍ରା ମାନେ ଏଠି ତ କଷ୍ଟ ପାଇଲେଣି 😄😄😄😄

  • @narayanimajhi6171
    @narayanimajhi6171 Місяць тому +1

    5000 tonka re ku pirtikar koribe pilamankoro

  • @NaikAsha573
    @NaikAsha573 Місяць тому

    ମା ମାଉସି ମାନେ ସଚେତନ ହୁଅ. ମାହାଳିଆ ପଇସା ପାଇଁ ଏତେ ଅସୁବିଧା.

  • @sibaprasadbehera9789
    @sibaprasadbehera9789 Місяць тому +1

    Only Modi ji jindabad

  • @santihansda9365
    @santihansda9365 Місяць тому

    ସରକାର କୁ ଦୁସଦେଲେ କଣ ହବ

  • @smproductionvideochanel1556
    @smproductionvideochanel1556 Місяць тому

    Balo jajana

  • @SibaDas-lq8mz
    @SibaDas-lq8mz Місяць тому

    Thik heichhi 😅😅😅😅

  • @sanjaymaharana6744
    @sanjaymaharana6744 Місяць тому

    Jai shree Ram 🚩🪔

  • @BlackdevilNight143
    @BlackdevilNight143 Місяць тому

    ଆରେ ମାଉସୀ ଯଦି ଏତେ ଖରା ଲାଗୁଚି ଯାଉନୁ ଘରେ ସୁଇପଡ଼ିବୁ କାହିଁକି apply କରୁଛ ଆରେ ମାଉସୀ ଜୀବନରେ କଷ୍ଟ ନ କଲେ ଫଳ ମିଳେନି 😛😋🤫

  • @kapilcharanmohanty9673
    @kapilcharanmohanty9673 Місяць тому +2

    Magana mililba ,tk kasta Kari wait Kari Ani ,mantri samastanka gharaku jai cheque deidele lokamananka subidha huanta ,asanta election re bahut vote deiparanri

  • @rajendrabhatra146
    @rajendrabhatra146 Місяць тому +2

    Poisa Melina mausi bikar

  • @milunapanigrahi1184
    @milunapanigrahi1184 Місяць тому

    Are didi 50,000 ate 100000 hoithile rati sara anthibaku padithanta amara Cuttack ame sabudina jauchu

  • @niranjanpalnsp509
    @niranjanpalnsp509 Місяць тому

    Naveen Pattnaik best cm in world 🌍🌎

  • @ArpitaRout-fs5vt
    @ArpitaRout-fs5vt Місяць тому

    Lokmannku kichhi karibaku vhari kasta

  • @sanjaybarick6336
    @sanjaybarick6336 Місяць тому +3

    ଏବେ ଜାଣନ୍ତୁ 😂

  • @debasisacharya8954
    @debasisacharya8954 Місяць тому

    Vote kemiti deithila 😊

  • @srabanakumar8490
    @srabanakumar8490 Місяць тому +3

    Tamaku kie kahuchhii aasa buli tamara prabala money

  • @Chandrama.1379
    @Chandrama.1379 Місяць тому

    Ase BJP jab odisa me sarkar bana tab hamare odisa wale bahut khush huye abhi shubhadra yojana ke liye bahut khush he aur abhi rasan card ke liye bhi bhaut khush he abhi lamba line laga ke khushi lo maja lo abhi bhag dor kara karo shubhe 5 baje se sam ke 5 baje tak khare raho aur maja lelo hamara odisha logo ko aise hi paresan karte raho tabh bi maja ayega samajne wale samajh jao aur sochne wale sochte raho hamare odisha me acha din a gya abhi Tamilnadu,banglore,gujrat jane ko nahi parega sarkar itna paisa de raha he ki as aram kar lo

  • @manojmohanty8545
    @manojmohanty8545 Місяць тому +2

    Sala line re chhida hei sabu karucha. Aga jojana padga tamku bi milibani

  • @ashokpraharaj2492
    @ashokpraharaj2492 Місяць тому +4

    ଆମେ ତ ଭୋଟ ଦେଇଛୁ ଆଉ କଣ କରିବା

  • @pravakarpradhan1571
    @pravakarpradhan1571 Місяць тому

    Ki dyas ଯୋଜନା ?

  • @Mitu-Mitali
    @Mitu-Mitali Місяць тому

    ଦେଖ ପଇସା ମିଳୁଛି କି ଆଉ କଣ ମିଳୁଛି

  • @bbsenapati2245
    @bbsenapati2245 Місяць тому

    Mohan babu kou Jagarnath. Se laxmi ku hairan nakari Subhadra ku hairan karuchanti

  • @basudevmallick598
    @basudevmallick598 Місяць тому

    Tama ghare nei ki dei asibe, kaliya jojana re bodhe Decoment neu nathile, kalia jojana re kebala panchayat re pau chanti, ehi jojana re samaste paibe, sethi pai vida heba

  • @prasannabehera1461
    @prasannabehera1461 Місяць тому

    Dinare gale Khara re Thia ratire gale Rati anidra Jhola Bahari padilani😂

  • @JhoonySingh
    @JhoonySingh Місяць тому

    Khorare to khen khen bholo hosuchu to tention kon haa haa haa polei chalo kosto koroni

  • @manojmohanty8545
    @manojmohanty8545 Місяць тому +2

    Dala chakata hei mara. Kahaku milibani

  • @maamangal3403
    @maamangal3403 Місяць тому

    Kalia jogana nabinsarkar deuthile loka mane ate hairan heinathile a sarkar tanka 50.000 ku bhatia bhali debe sethire loka mane nahni nathi ba hairan hightlight kouthu kou jae

  • @harapriyamalik1491
    @harapriyamalik1491 Місяць тому

    Bjd jindabad

  • @aniltarai9892
    @aniltarai9892 Місяць тому +6

    Tama ku laja laguni kahucha

  • @askprasad4554
    @askprasad4554 Місяць тому

    Aahure bjp ku vote dea
    Sabuthi subhadra apply re tanka nouchant

  • @dillippradhan3536
    @dillippradhan3536 Місяць тому +2

    Agaku mariba

  • @tikchandisari3648
    @tikchandisari3648 Місяць тому

    50000 Pai jibana jahipare Nije menat kara nija paisa re family posh ok

  • @khanukhatua6919
    @khanukhatua6919 Місяць тому

    God's hat bimdhuchhilinere triangle heisamayaswami streenkranast

  • @atuldigal2686
    @atuldigal2686 Місяць тому

    Tume kanhiki hau jau heucho. Amoro darokaro nahi boli monakaruno. Tume Jodi subidha upaya janicho tebe sarokaonko upodesta heiki ruho. Sarokaronko jojona ku tike samhalibaku padibo. Khali baula hele heboni.

  • @jitusahoo9510
    @jitusahoo9510 Місяць тому

    Jauchho kahi sarkar upare nirbhar
    Kahiki neje kasto karo
    Pola khaiba bando karo

  • @PrasantaBhuyan-ww2hm
    @PrasantaBhuyan-ww2hm Місяць тому

    BJP mge sarakara out karo,Kalia joyana re Emiti problem heinathila

  • @HRUSIKESHSETHI-y9j
    @HRUSIKESHSETHI-y9j Місяць тому +1

    ବ୍ୟସ୍ତ ହୁଅନାହିଁ ସୁଭଦ୍ରା ସବୁଠିକ ହେଉଛି

  • @ArupamaBiswal-f7k
    @ArupamaBiswal-f7k Місяць тому +1

    Why ?During last 25years why your records are not updated ?who has told to submit today ?It is a on going process. Please don't worry. The medias responsibility to compensate the mattress

  • @nikisahoo6266
    @nikisahoo6266 Місяць тому

    Achcha hua abhi dhup mein Khade raho aap log BJP Sarkar ko vote dekar achcha hua aap log ko

  • @bbsenapati2245
    @bbsenapati2245 Місяць тому

    Laguchi odisha re Note bandhi hoigala. Dhik BJP

  • @lambodardas4439
    @lambodardas4439 Місяць тому

    Tame mane odisha neta pasand nuhe gujurat neta pasand

  • @ashishranjanmohapatra7546
    @ashishranjanmohapatra7546 Місяць тому

    Bjp ku vote dia nama nia

  • @JituSe-w5c
    @JituSe-w5c Місяць тому +1

    Tate kia a baila

  • @lambudhar8556
    @lambudhar8556 Місяць тому +1

    Tome arramre ghare ruha amane bjd mailina

  • @karunakarmohanty89
    @karunakarmohanty89 Місяць тому

    ପୁଣି ନବୀନ

  • @RanjanKhasala
    @RanjanKhasala Місяць тому

    Murhka montri

  • @KrushnaMuduli-yu6nv
    @KrushnaMuduli-yu6nv Місяць тому +1

    Majhi.tumaku.gudadeba

  • @maamangal3403
    @maamangal3403 Місяць тому

    E gote sarkar anka agaru bodhe sarkar kehi nathile

  • @ajayadash8309
    @ajayadash8309 Місяць тому

    Kahiki asicha nabaku tumaku laja nahi

  • @MituJena-f5p
    @MituJena-f5p Місяць тому

    Bjp ku vote dela name nia