ପାଲାରେ ଗଣିତ ସୂତ୍ର || ଗାୟକ ବିଦଗ୍ଧ ନିଶିକାନ୍ତ ପଣ୍ଡା II ODIA PALA II UPAHAR TV

Поділитися
Вставка
  • Опубліковано 27 січ 2025

КОМЕНТАРІ • 23

  • @vladimirputin6530
    @vladimirputin6530 3 місяці тому

    ପ୍ରଣାମ 🙏

  • @gadadharkar3527
    @gadadharkar3527 Рік тому +5

    ଗଣିତ ସୁତ୍ର ଅନୁଯାୟୀ ପାଲା ପରିବେଷଣ ପାଇଁ ଗାୟକ ମହାଶୟ ଧନ୍ୟଵାଦାର୍ହ।

  • @amit_ganjam
    @amit_ganjam Рік тому +2

    ପଣ୍ଡିତ ନିଶିକାନ୍ତ ପଣ୍ଡାଙ୍କ ପାଲା ପରିବେଷଣ ଅନନ୍ୟ। 🙏

  • @TilottamaSahu-p2n
    @TilottamaSahu-p2n 3 місяці тому

    Jay Jagannath very nice bahut Sundar pala paribesan sirnku bahut bahut dhanyawad Jay Jagannath

  • @santoshpanda3434
    @santoshpanda3434 Рік тому +1

    ପ୍ରଣାମ ମହୋଦୟ l ଓଡ଼ିଆ ସାହିତ୍ୟ ର ଅମୁଲ୍ୟ ସମ୍ପଦ ସବୁକୁ ଲୋକଲୋଚନ କୁ ଆଣି ଥିବାରୁ ସାଧୁବାଦ l

  • @kabimaharana8432
    @kabimaharana8432 Рік тому +2

    ଅତି ସୁନ୍ଦର ଶିକ୍ଷା ଏମିତି ଦେଉ ଥାଆନ୍ତୁ

  • @pramodkumardash8287
    @pramodkumardash8287 Рік тому +1

    ପଣ୍ଡିତ ନିଶିକାନ୍ତ ପଣ୍ଡା ଙ୍କୁ ସାଦରେ ପ୍ରଣାମ, ଆପଣଙ୍କ ଗଣିତ ପାଲା ଟି ପ୍ରସଂଶା ଯୋଗ୍ୟ.

  • @sanjayakumarpadhi3205
    @sanjayakumarpadhi3205 6 місяців тому +1

    Sundar pala paribesan sir

  • @dashmukesh6681
    @dashmukesh6681 Рік тому +6

    ଏମିତି ଗୀତ ପରିବେଷଣ କଲେ ପାଲା ସମସ୍ତେ ଦେଖିବେ, ଅତି ଉତ୍ତମ ପଣ୍ଡା ଆଜ୍ଞା

  • @sarojinisatapathy1501
    @sarojinisatapathy1501 11 місяців тому

    ଆତ୍ମା ପବିତ୍ର ହେଲା

  • @AdityaJk-f9f
    @AdityaJk-f9f 4 місяці тому

    ❤❤❤

  • @ashishkumarswain1397
    @ashishkumarswain1397 Рік тому +1

    ମୁଁ ଏମିତି ପଢ଼ିଥିଲି ଗଣିତ। ବହୁତ ବଢ଼ିଆ ଉପସ୍ଥାପନା।

  • @mrutunjayabehera7070
    @mrutunjayabehera7070 Рік тому +4

    Nice😮

  • @FutureInnovateHub
    @FutureInnovateHub Рік тому +3

    ସୁନ୍ଦର ଉପସ୍ଥାପନା

  • @antaryamirout304
    @antaryamirout304 Рік тому +3

    You have done phd on wild Jasmine flower.

  • @bonoshsahoo7894
    @bonoshsahoo7894 6 місяців тому

    ମୋ ବାପା ମତେ ପିଲା ବେଳେ ଏ ପ୍ରଶ୍ନ ପଚାରିଥିଲେ ।।।
    ବାପା ପୁଅ ଜଣେ
    ତଳି ମାରିଲେ ପଣେ
    ଶଙ୍ଖସାରୁ ପରି ଧୋଇଲେ
    ମୁଣ୍ଡିଆ ଉପରେ ଥୋଇଲେ
    ସାତ ଶନିବାରେ କଡ଼ାଏ କଡ଼ାଏ
    କେତେ ଶନିବାରେ ରୋଇଲେ????????ଉତ୍ତର ଅପେକ୍ଷା ରେ

  • @BNMohapatra1964
    @BNMohapatra1964 10 місяців тому

    ପଣ କହାଣ କଡା ଗଣ୍ଡା ପଣକିଆ ବିଷୟରେ ଜାଣିଥିଲେ, କିଛି ତଥ୍ୟ ଦିଅନ୍ତୁ।

  • @ullashpradhan8130
    @ullashpradhan8130 Рік тому +3

    Sir,apananku koti koti pranam.nutana bisayabastu paribesana Kari ama odia sahitya jagayaku rudhimanta karichhanti.ebhali pala suni nathili.pranam.

  • @pradipmallik7372
    @pradipmallik7372 Рік тому +2

    Very nice

  • @bijaypasupalak4630
    @bijaypasupalak4630 Рік тому +3

    ଅତି ସୁନ୍ଦର ପାଲା ପରିବେଷଣ

  • @pratapmahapatra2994
    @pratapmahapatra2994 Рік тому

    ବହୁତ ସୁନ୍ଦର ପାଲା ପରିବେଷଣ

  • @ranjitsingh-i2l
    @ranjitsingh-i2l 2 місяці тому

    ବହୁତ ସୁନ୍ଦର ଲାଗିଲା ପାଲା