Argus Bada Khabar Live | ଅଯୋଗ୍ୟଙ୍କ ବଦଳରେ ଯୋଡି ହେବେ ଯୋଗ୍ୟ | 13 July 2024 | Argus News

Поділитися
Вставка
  • Опубліковано 7 сер 2024
  • Argus Bada Khabar Live | ରାଜ୍ୟରେ ରାସନ କାର୍ଡ ଦୁର୍ନୀତିକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବଡ ବୟାନ, ଅଯୋଗ୍ୟଙ୍କ ବଦଳରେ ଯୋଡି ହେବେ ଯୋଗ୍ୟ | 13 July 2024 | Argus News
    #argusnews #argusbadakhabar #odishanews #odianews #rasancard #live #livenews #krushnachandrapatra #odishalegislative
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNewsiOSApp
    Android App: bit.ly/ArgusNewsAndroidApp
    Live TV: argusnews.in/live-tv/
    Facebook: / argusnews.in
    UA-cam : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

КОМЕНТАРІ • 23

  • @HemantBehera-ve7mu
    @HemantBehera-ve7mu 26 днів тому +9

    ବିଜେଡି ଅଫିସର ମାନେ ଏବେ ବି ସକ୍ରିୟ ଅଛନ୍ତି ସେମାନେ ମନ୍ତ୍ରୀ ଙ୍କୁ ମାନିଲେ ହେଲା।

    • @stupidkabi4413
      @stupidkabi4413 26 днів тому

      Na manile chapal re pitiba....sala lancha neiki dhani lokanku ration card Kariba....

  • @nilamanikar954
    @nilamanikar954 26 днів тому +2

    ବଡ ଲୋକଙ୍କ ନାମରେ ରେସନ କାର୍ଡ ଅଛି। ପୁଳା ପୂଳା ରାସନ କାର୍ଡ ନକଲି। କମଳ ଯାକ ବାଳ କେତେ ବାଛିବ ?

  • @trilochanpatnaik6321
    @trilochanpatnaik6321 26 днів тому +3

    ରାସନ ନେଉଥିବା ପ୍ରତ୍ୟେକ ହିତାଧିକାରୀ ମାନଙ୍କ income ଦେଖି ରାସନ ଦିଆଯିବା ଉଚିତ ହେବ। କାରଣ ଦାମୀ ଗାଡ଼ି ଓ ବଡ଼ ବଡ଼ କୋଠା ଘରର ମାଲିକ ହେଇ ମଧ୍ୟ ମାଗଣା ରାସନ ନେଉଛନ୍ତି। ଏହା କେବଳ BJD ପ୍ରୀତି ଯୋଗୁଁ ସମ୍ଭବ ହେଇଛି।

  • @bikrampiroi4588
    @bikrampiroi4588 25 днів тому

    Jay jagannath🎉🎉🎉

  • @gandharbanayak5660
    @gandharbanayak5660 26 днів тому +4

    Aagnya jaja Puru re sabu chori sabu chora jajapuria neta❓pramila dali pranav das kusuma pranav balabantaray pds chaula bale bale darmasala re 2nd kusuma ehara karana jajapuria nku bada bada post re rakhiba e mananku CBI janch karajau🙏🙏🙏🙏

  • @pradeepkumarsinha803
    @pradeepkumarsinha803 26 днів тому +1

    ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
    ଆର୍ଗସ ଚ୍ୟାନେଲ ମାଧ୍ୟମରେ ମାନ୍ୟବର ଯୋଗାଣ ବିଭାଗ ମନ୍ତ୍ରୀଙ୍କୁ ତୁରନ୍ତ ପଦକ୍ଷେପ ନେବାପାଇଁ ଅନୁରୋଧ କରୁଛୁ ଯେତେ ଶୀଘ୍ର ସମ୍ଭବ ପୁରୀ ଜିଲ୍ଲାର ସମସ୍ତ NFSA ହିତାଧିକାରୀଙ୍କୁ ବକେୟା ଥିବା ଗହମ ,2022 ମସିହା ଫେବୃଆରୀ ମାସରୁ କ୍ରମାଗତ 5/6 ମାସ ପର୍ଯ୍ୟନ୍ତ ଗହମ ଯୋଗାଇ ଦିଆଯାଉ।
    ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।

  • @kailashrana5820
    @kailashrana5820 26 днів тому +1

    ଏଣୁ ଆକଳନ କରାଯାଉ ବିଜେଡି ସରକାର କେତେ ସ୍ଵଚ୍ଛ (?)ମୁଖ୍ୟମନ୍ତ୍ରୀ ବିଜେଡି ଦଳରମୁଖ୍ୟ ନେତା କେତେ ତାଙ୍କର ପାରିବାର ପଣିଆ (?) ଆଶ୍ଚର୍ଯ୍ୟ ଲାଗୁଛି ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହେଲେ କିପରି (?)ଯିଏ ମାତୃଭାଷା କୁ ଭଲପାଆନ୍ତି ନାହିଁ । ଯଶସ୍ଵି ନେତା ବିଜୁ ପଟ୍ଟନାୟକଙ୍କ ବିପକ୍ଷବାଦୀ ଚରିତ୍ର ତାଙ୍କର କୁଳାଙ୍ଗାର ପୁତ୍ର ।

  • @user-nt5qc1wh5j
    @user-nt5qc1wh5j 25 днів тому

    ଭଲ ପଦକ୍ଷେପ

  • @goutambabu1350
    @goutambabu1350 25 днів тому

    ସବୁରି ମୂଳ ହେଲା ଡିଲର ତାଙ୍କ ପରେ ଯୋଗାଣ ଅଧିକାରୀ କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଦରକାର

  • @manoranjsahoo9197
    @manoranjsahoo9197 26 днів тому +1

    Jitney jaldi ho ghotla bajao kay upper action hona cha he hay

  • @chinmayapradhan919
    @chinmayapradhan919 25 днів тому

    କିଛି ଛୋଡ଼ି ପାରିବନି ସବୁଦାଲା ସମାନ କସେଣ୍ଟର ଯାଞ୍ଚ କରୁନଥିଲାକି ଯେମିତ ଯୋଗାଣ ମନ୍ତ୍ରୀ କହୁଥିଲା ଧାନ କଟଣୀ ଛତନି ନାହିଁ ତା ପରେ କକହିଲେ ଧାନ ର ମାନ୍ ଦେଖି କଟା ହବ ସେଭଳି ଭଡ ଭଡା ହଉଛନ୍ତି ସବୁ ଧନ ମଣ୍ଡିରେ କ୍ୟାମର ଲାଗିବ ଆମ ଯୋଗାଣ ମନ୍ତ୍ରୟ ଜାଣିନାଁହାନ୍ତି 2022 ରୁ କ୍ୟାମେରା ଲାଗିଛି କିଛି ତଦାରଖ କରି କହିବା କଥା

  • @gajendranathjena356
    @gajendranathjena356 24 дні тому

    ବିଜେଡିରମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଙ୍କୁ ପ୍ରଶ୍ନ ପଚାରନ୍ତୁ ନବିନ ଜବାବ ଦିଅ ବିଜେଡି ସଭାପତି ଜବାବ ଦିଅ ବିଜେଡି ଚୋର ନବିନ ମୁଖମନ୍ତ୍ରୀ ଦଳସଭାପତୀ ଦୁର୍ନିତି ହଡପ ପଛରେ ପ୍ରତ୍ୟକ୍ଷ ରାଜନୀତିରେ ସକ୍ରିୟ ଥିବା ଗାଣ୍ଡିମାରିବାକୁ ସରକାର ଶପଥ ନେଇଥିଲା ଶଳା ନବିନ ଏହି ବାବଦର ଉତ୍ତର ଦିଆଯାଉମହୁଆ ସରକାର

  • @satyabannaik4539
    @satyabannaik4539 25 днів тому

    ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ସରକାର ତାଙ୍କର ଖାଉଟି କାର୍ଡ କାଟି ସାରିଲେଣି l ସେଇଥିପାଇଁ ଅଯୋଗ୍ୟଲୋକଙ୍କ ହାତରେ ଶାସନ ଡୋରି ଥିଲା ବର୍ଷ ବର୍ଷ ଧରି l ସବୁ ଜାଗାରେ scam. ମନଇଚ୍ଛା ଶାସନ ଚାଲୁଥିଲା l କେବଳ ଦଳୀୟ ଲୋକଙ୍କୁ ହିଁ ମିଳୁଥିଲା l ଘର ପାଇଁ ଲୋକଙ୍କୁ ପଇସା ଲାଞ୍ଚ ମାଗୁଥିଲେ l ପଇସା ଲାଞ୍ଚ ନ ଦେଲେ ଘର ନାହିଁ l ଲୋକଙ୍କୁ ସରକାରୀ ଜାଗାଜମି ରେ ଘର କରିଥିବା ଲୋକଙ୍କୁ ଜମି ପଟ୍ଟା ଦେଇଥିଲେ କେବଳ ଭୋଟ ପାଇବା ପାଇଁ l ଯାହା ହେଉ ସତ କଥା ଆଜି ପଦାକୁ ବାହାରିଲା ଓ ଉଚିତ ପଦକ୍ଷେପ ନୂଆ ସରକାର ନେଲେ l ଗାଡି, building ଥାଇ ଲୋକମାନେ ration card ହାତେଇଥିଲେ ଓ 24 ବର୍ଷ ହେଲା କୁଇଣ୍ଟାଲ କୁଇଣ୍ଟାଲ ଫ୍ରି ଚାଉଳ ନେଇ ଉଦରସ୍ତ କରି ସାରିଛନ୍ତି l ସେତେବେଳେ ଯେତେ କହିଲେ କେହି ବି ଶୁଣିବାକୁ ନ ଥିଲେ l ସମସ୍ତ ଯୋଗାଣ ଅଫିସର ଓ ଡିଲର ମାନଙ୍କୁ ହଟାଯାଉ l ଏହା ସବୁଠାରୁ କେବଳ ଓଡ଼ିଶାରେ ବଡ଼ scam କହିଲେ ଅତ୍ୟୁକ୍ତି ହେବ ନାହିଁ l ସେଇଥିପାଇଁ 24 ବର୍ଷ ଧରି ଗୋଟିଏ ଶାସନ ଚାଲି ଆସୁଥିଲା l ସବୁ ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଜେଲ ପଠାଅ l military ରୁ retirement ହୋଇ pension ପାଉଥିବା ଲୋକ ବି ଟଇଲେଟ ପାଇଛନ୍ତି କେମିତି ? ସେ ବିଜେଡି ର ବଡ଼ ଚାଟୁକାର ଥିଲେ l ସେ ଲୋକ କରୋନାରେ 2021 ରେ ସିଧା ଟୁଣ l ବୋହୁ ବିଜେଡି ସରପଞ୍ଚ ସିଟରେ ଦେଢଶୁର ତା ସିଟରେ ବସି ରାଜ କରୁଥିଲା କିନ୍ତୁ ସେ ବୋହୁ ଅଛି ଦେଢଶୁର 2021 ଖତମ l ଧନ୍ୟ କହିବ l ଯାହା ହେଉ ସରକାର ବଦଳ ହେଲା l ଏବେ ସବୁ ଅଯୋଗ୍ୟ କାର୍ଡ ଧାରୀଙ୍କ ସ୍ୱାହା l ଇଏ କଂଗ୍ରେସଲୋକ ତାକୁ ଦିଅନା, ସିଏ ବିଜେପି ଲୋକ ତାକୁ ଦିଅନା, ୟେ ସବୁ କରି ପ୍ରକୃତ ହିତାଧିକାରୀ ମାନେ ଘର ଓ ଫ୍ରି ଚାଉଳ ପାଇଲେ ନାହିଁ l ରାଜ୍ୟପାଳ ରଘୁବୀର ଦାସ ଙ୍କୁ ଧନ୍ୟବାଦ l ସେ ହିଁ ବିଜେପି ପାଇଁ ସତ କଥା ଲୋକ ଲୋଚନକୁ ଆଣିଲେ ଓ ଲୋକ ବୁଝିଲେ l କିନ୍ତୁ ଉଚିତ ଲୋକ କୁ ହିଁ ମିଳୁ ସେ ଯଉ ଦଳର ହେଇଥାଉ ନା କାହିଁକି ? ବର୍ଷା ଯୁଆଡେ ଛତା ସିଆଡେ l କେବଳ ଭୋଟ ହାତେଇବା ନାଁ ରେ ଲୋକଙ୍କୁ ସରକାରୀ ଜମିର ପଟ୍ଟା ବି ଦେଇଦେଲେ l ଭୋଟ ଖତମ ନୂଆ ସରକାର come & ଘରଦ୍ୱାର ଯେତେ enclosement ରେ ଥିଲା ସରକାରୀ ବାବୁଙ୍କୁ ସବୁ ଜଣା ଥିଲା ତେଣୁ ସେହି ଅଫିସର ମାନେ ହି ସେହି ଜାଗାର ଚି଼ହ୍ନଟ ଆଗେ କରି ସେ ଜାଗାକୁ ରାତି ଅଧରେ ମାଟିରେ ମିଶାଇ ଦେଲେ ନିଜର ଚାକିରୀ ବଞ୍ଚାଇବା ପାଇଁ ଆଉ ଲୋକେ ଏହା ଦେଖି ଭାବୁଛନ୍ତି ଯେ ଗରିବ ଲୋକଙ୍କଘର ଭାଙ୍ଗି ଦେଉଛନ୍ତି ନୂଆ ସରକାର l ଏତ ଭାଇ ରାଜନୀତି ପଶାପାଲିର ଖେଳ l ଲୋକ କିନ୍ତୁ ବିଲକୁଲ ରାଗିବାଟା ଏକଦମ ସ୍ୱାଭାବିକ କଥା l ଯେ କେହି ରାଗିବ l ରାଜନୀତି ଯେ କେତେ ଖରାପ ଲୋକ ଭାବନ୍ତି ଏହି ନେତା ହିଁ ମୋର ସବୁ କିଛି କିନ୍ତୁ ଏମାନେ କାହାର ନାହିଁ l ଆଜି ଏ ଦଳରେ ତ କାଲି ସେ ଦଳରେ କେବଳ ବିଚରା ଗରିବ ଲୋକଟି ରାଜନୀତିର କୁତୁରମିଆଁ ବୁଦ୍ଧି ବୁଝି ନ ପାରି ହନ୍ତସନ୍ତ ହେଉଛି l

  • @SanjayDehury-ve7nr
    @SanjayDehury-ve7nr 26 днів тому +2

    Sabu dikhani Ku bikuchhanti

  • @sarojmohanty1617
    @sarojmohanty1617 26 днів тому

    BJD ra jogya hithadhikari : jahara 2 mahala ghara thiba. Ghare AC lagithiba. 2 ru 3 ta bike thiba Semane jogya hitadhikari.

  • @ashishpatnaik5171
    @ashishpatnaik5171 25 днів тому

    Negative journalism

  • @amitabhdas1640
    @amitabhdas1640 26 днів тому +1

    Ashok panda,Annta narayan area tarzama Kara jau