Rok Thok Live | ଆଉ ଏକ ପରୀ | 24 Jan 2024 | Argus News Live

Поділитися
Вставка
  • Опубліковано 30 вер 2024
  • Rok Thok Live | ଆଉ ଏକ ପରୀ | 24 Jan 2024 | Argus News Live
    #ArgusNews #RokThok #Girl #Allegation #Police #Nayagarh #OdishaNews
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argusnews.in
    UA-cam : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

КОМЕНТАРІ • 767

  • @pratapjena1193
    @pratapjena1193 8 місяців тому +66

    ଭଗଵାନ ତୁମମାନଙ୍କୁ ସହିବ ନାହିଁ ତାମିଲ୍ ର କୁକୁର ହୋଇ ରହିବେ

  • @AGcreatechannel
    @AGcreatechannel 8 місяців тому +70

    ବିଜେଡି ହଟାଓ ଓଡିଶା ନାରୀମାନଙ୍କୁ ବଞ୍ଚାଓ

  • @shankardmishra121
    @shankardmishra121 8 місяців тому +89

    ଦୀପ ଲିଭିବା ପୂର୍ବରୁ ଅଧିକ ଜାଳିଥାଏ

  • @manasranjanjena3588
    @manasranjanjena3588 8 місяців тому +60

    ଆରେଷ୍ଟ କରାଯାଉ

    • @baikunthabehera3971
      @baikunthabehera3971 8 місяців тому

      MNU NABIN .VOTA VOTA MUNDA UPARE . LOKA VOTA DHEBE NA BANDHHA HOI JIBE . PARE SAMAYA HELE DHEKHIBA . ODIA TANKA KILLAKU TANKA ADAKU DAKUCHHANTI . MO MADHA CHIKEN BAAI KARICH .

  • @babulapatiarbabulapatiar8338
    @babulapatiarbabulapatiar8338 8 місяців тому +46

    ଧନ୍ୟବାଦ ଦୁର୍ଗାଶଷି

  • @dilippradhan361
    @dilippradhan361 8 місяців тому +47

    ଇରେ ମାଗିହା ବିଜେଡି ଶିଖି ଯାଇଛି ଭଉଣୀ ଗିଆ ମାନେ ଅଇନି ତା ବାଟରେ ଯାଉଛି

  • @biswanathmishra8119
    @biswanathmishra8119 8 місяців тому +138

    ଏ ଶଳା ବି ଜେ ଡି ଙ୍କୁ ଜୋତା ମାଡ଼ ଆବଶ୍ୟକ

  • @sushantapolei6322
    @sushantapolei6322 8 місяців тому +24

    ଓଡିଶାର ଲୋକମାନେ ଏ ଭିଡିଓ ଦେଖି ଆପଣମାନେ ଖୁସିତ ଏ ସରକାର ଆମର ଦରକାର ନାହିଁ ଆମର ଜୋଗି ସରକାର ଦରକାର

  • @kamalakantapanda8822
    @kamalakantapanda8822 8 місяців тому +24

    A ମହାଗିଆ ବିଜେଡି ନେତା ଙ୍କୁ ଗୁଳି କରି ଦିଅ.

  • @ShibasankarPradhan-rs5pj
    @ShibasankarPradhan-rs5pj 8 місяців тому +105

    Thank you ଦୂର୍ଗା ଶିସ ଭାଇ ଓ argus new team କୁ ସତକୁ ସାମ୍ନା କୁ ଆଣି ପୁରା ରାଜ୍ୟ ରେ ପ୍ରବାହିତ କରୁଥିବାରୁ।

  • @shankardmishra121
    @shankardmishra121 8 місяців тому +42

    କ୍ଷୀର ଉତୁରି ବା ପରେ ଚୁଲୀକୁ ଯାଏ

    • @baikunthabehera3971
      @baikunthabehera3971 8 місяців тому

      22 barsara chera upadi parile hela ...madha chiken tanka chera mullare mati dheba

  • @SaismitaMani
    @SaismitaMani 8 місяців тому +65

    ଏ ମା ଗିହା ର ଝିଅ ଅଛିକି ନାହିଁ

  • @babulapatiarbabulapatiar8338
    @babulapatiarbabulapatiar8338 8 місяців тому +20

    ଏ ମାଗିହା କୁ କାହିଁକି ଆଣିଛି ଶଳା ର କଥା ଶୁଣ
    ଗେଣ୍ତା ମୁହାଁ ପକ୍କା ହାରାମୀ

  • @lokanathjena1868
    @lokanathjena1868 8 місяців тому +21

    ନାରୀ ନେତ୍ରୀମାନେ ଦୟାକରି ସାହାଯ୍ୟ କରନ୍ତୁ ।

  • @ishwarbindhani1437
    @ishwarbindhani1437 8 місяців тому +14

    ନ୍ୟାୟ ପାଇଁ ଦୋଳ କଣ ମାକୁ କେବେ ବିଜେଡି ନ୍ୟାୟ ଦେଇ ନାହିଁ କି ଦେବ ନାହିଁ ଅପାରଗତା ସରକାର ବିଜେଡି ହଟାଅ ଓଡିଶା ବଞ୍ଚାଅ SSG ମା ମାନେ ସୁଧୁରିଯାଅ

  • @raghumaninayak9593
    @raghumaninayak9593 8 місяців тому +11

    BJD ନେତା ଏତେ ତଳକୁ ଚାଲିଗଲେଣି,bjd hatao ଓଡ଼ିଶା ବଞ୍ଚାଅ

  • @nagensahoo6385
    @nagensahoo6385 8 місяців тому +17

    ଆମ ଓଡିଶା ରେ ଯୋଗୀ ସରକାର ରାଜନୀତି ଦରକାର..... ଦିଅ ଏଥର ବିଜେଡି ସରକାର କୁ ଭୋଟ ମୋର ପୁଣି ଏଥର ଭୋଟ ଫୋର ବିଜେପି ଏଥର ଆପଣ ମାନେ ସଜାଗ ହେଇକି ଠିକି ସରକାର ଙ୍କୁ ବାଛନ୍ତୁ ଆଉ ଦୃନୀତି ଗ୍ରସ୍ତ ସରକାର ଠୁ ବଞ୍ଚନ୍ତୁ......... ଜୟ ଜଗନ୍ନାଥ ଜୟ ଶ୍ରୀ ରାମ. ଜୟ ଜୟ ଶ୍ରୀ ରାମ

  • @prafullaojha8242
    @prafullaojha8242 8 місяців тому +18

    ସେ ମାଘିଆ ମୁଖିଆ ଓଡ଼ିଆ ବୁଝୁନି

    • @NareshKanhar-fj9mr
      @NareshKanhar-fj9mr 2 місяці тому

      ହଁ ରେ ଭାଇ ଏମାଗିଆ ମୁଖିଆତ ଓଡ଼ିଆ ବୁଝୁ ନାହାନ୍ତି କଣ ଭାଳଟା କରିବ ଏମୁଖିଆ

  • @benudharsahu5693
    @benudharsahu5693 8 місяців тому +20

    ଏଇଟା ତ ନବିନ ଓଡ଼ିଶା ଦେଖ ମହିଳାମାନେ

    • @baikunthabehera3971
      @baikunthabehera3971 8 місяців тому

      Semane select hauchhanti .jemite 2024 re bjd asiba .tatkhyanhate bhadare chalibe .kuhajiba buliba lagi golkundhha jibe ..then sarathi puja jari rahiba .

  • @Niranjansahoo249
    @Niranjansahoo249 8 місяців тому +17

    ଭାଇ ବିଜେଡି ବିଧାୟକ ଓ ପୋଲିସ୍ ସବୁ ବୋଧେ ଭଗବାନ ଅଛନ୍ତି ବୋଲି ଭୂଲି ଗଲେଣି ଆମ ମାନଙ୍କର ଭୁଲ ଆମେ ମାନେ bjd କୁ ଭୋଟ ଦଉଚୁ ଆମ ମାନକୁ ଶ୍ରୀ ଜଗନ୍ନାଥ ଭରସା ଜୟ ଜଗନ୍ନାଥ

  • @kmkproduction8294
    @kmkproduction8294 8 місяців тому +85

    ଥୁ ଥୁ ଥୁ ରେ ବିଜେଡ଼ି ଵାଲେ ଥୁ ଥୁ ଥୁ

  • @deepakkumarbehera5847
    @deepakkumarbehera5847 8 місяців тому +80

    Nayagarh dist , ପାଟି ଖୋଲିଲେ ନିରୀହ ଲୋକ ମାନଙ୍କୁ ତାଙ୍କ ନାମ ରେ କେସ ଦିଆଯାଉଛି. ସାଧାରଣ ଜନତା ସବୁ ଦେଖୁଥିଲେ ବି ସମସ୍ତଙ୍କ ପାଟି ଚୁପ୍. ଏହା ଦ୍ବାରା ରାଜ୍ୟ ର ଭବିଷ୍ୟତ କୁଆଡେ ଯାଇଛି ସମସ୍ତେ ଜାଣିବା ଦରକାର . ❤

  • @benudharsahu5693
    @benudharsahu5693 8 місяців тому +25

    ଗଣେଶ ଗୋଟିଏ ବେଶ୍ୟା ର ପୁଅ ତାକୁ କାହିକି ଏଠାକୁ ଆଣନ୍ତି

    • @gurucharanbarik7817
      @gurucharanbarik7817 8 місяців тому

      ପକା ମାଗୀହା ଗଣେଶ ଟା, ଶଳା ଟାଉଟର କଣ କହୁଛି ନିଜେ ଜାଣି ପାରୁ ନଥିବ 😂😂😂

  • @prafullaojha8242
    @prafullaojha8242 8 місяців тому +83

    ହେ ରାମ ଆପଣ ତ ପ୍ରାଣ ପ୍ରତିଷ୍ଠା ପାଇଲେ,ଆଉ ସହି ହେଉନି ଏ ଅତ୍ୟାଚାର l ଏଥର ଆପଣ ହିଁ ଏ ପାପୀ ଗାଲୁଆ ମାନଙ୍କର ବିଚାର କରନ୍ତୁ 🙏🏾🙏🏾🙏🏾

  • @forgetforget8557
    @forgetforget8557 8 місяців тому +20

    Very good job Dear Durgashis babu and Argus team

  • @ashwinisahu6584
    @ashwinisahu6584 8 місяців тому +19

    DURNITI RA SESHA SIMA🎉🎉🎉🎉

  • @HrushikeshNayak-u8n
    @HrushikeshNayak-u8n 7 місяців тому +8

    ,ଏ ସରକାର ହଟିଲେ ଓଡ଼ିଶା ବାସୀ ବଂଚିବ ତା ନ ହେଲେ ନିରୀହ ମହିଳା ସଂଖ୍ୟା କମିଯିବା ପରେ ଆଉ ନାରୀ ମାନଙ୍କ ବିନାସ ଘଟିବ ସେତେଵେଳେ ନାରୀମାନେ କଳ୍କୀ ରୁପ ଧାରଣକରି ପାପି ମାନଙ୍କ ବିନାସ କରିବେ । ସେ କଳି ଯୁଗ ଲପଟ ପାପି ପୁରୁଷ ବେଳ ଥାଉଁ ଥାଉଁ ସୁଧୁରି ଝିଅ ମାନଂକୁ ସନମାନ ଦେଇସିଖ। ସମସ୍ତ ଙ୍କୁ ଅନୁରୋଧ ପର ଝିଅ ମାନଂକୁ ସନମାନ ଦିଅ ନିଜ ମା ତାରିଣୀ ଭଳି ଭାବ ଜୟ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ବିଜେପି ସରକାର ଜିନ୍ଦାବାଦ ମୋଦି ସରକାର ଜିନ୍ଦାବାଦ ଜୟ ଭାରତ ଜୟ ଶ୍ରୀରାମ ରାମ ରାମ ଜୟ।🎉❤🚩🏯🇳🇵😭😭😭😭😭🌹🎥👍🙏🙏🙏🙏🙏🙏

  • @rameshrao6605
    @rameshrao6605 8 місяців тому +13

    Yogi sarkar heyi thile na tama absta pura kharap heyi janta 😢😢

  • @chhabindrapradhan7555
    @chhabindrapradhan7555 8 місяців тому +8

    ଦଳୀୟ ହିସାବରେ ଉଚିତ୍ ଅଞ୍ଜନା ମ୍ୟାଡମ ସମୟରେ ଜାନକୀ ବାବୁ ନ୍ୟାୟ ପାଇଥିଲେ , ଏଇ 24 ରେ ବିଜେଡି ଓ ତାଙ୍କ ଅଫିସରମାନେ ପାଇଯିବେ ।

  • @nagensahoo6385
    @nagensahoo6385 8 місяців тому +16

    ବିଜେଡି ସରକାର ସବୁଠୁ ଚେର ଠକ ଆଉ ଗୁଣ୍ଡାରାଜ ର ସରକାର 24କି 25ବର୍ଷ ଶାସନ ରେ ରହିଲେଣି ତ ସେଥିପାଇଁ ତାଙ୍କ ଗାଣ୍ଡି ବେଶି ଫୁଲି ଗଲାଣି ଆଉ ତାଙ୍କ ମନ ଇଚ୍ଛା କାମ ଆଉ ଲୋକଙ୍କ କୁକୁର ଙ୍କ ପରି ବ୍ୟବହାର କରୁଛନ୍ତି.... ନବୀନ ସରକାର ହଟାଓ ଓଡ଼ିଆ ବଞ୍ଚାଓ......... ମୋର ପୁଣି ଏଥର ବିଜେପି ସରକାର

  • @PrakashSahoo-sk3gw
    @PrakashSahoo-sk3gw 8 місяців тому +14

    Justice for Nayagarh girls

  • @SarajkumarGuiya
    @SarajkumarGuiya 8 місяців тому +14

    Sarkar change Kariba sarkar

  • @Sahooramakanta-yj4vx
    @Sahooramakanta-yj4vx 8 місяців тому +12

    Odisha need Yogi administration

  • @SuryaPrakashSwain-un7cq
    @SuryaPrakashSwain-un7cq 8 місяців тому +7

    😢ଶେଷ ସମୟ ଆସିଗଲାଣି ତ ଵହୁଡ‌ଉଧତାମି ହୋଇଗଲେଣି

  • @HaldharSuna-b1q
    @HaldharSuna-b1q 8 місяців тому +12

    Odisa basi 2024 re a thara sathik jabab debe jay shreeram🎉

  • @rintupradhan2663
    @rintupradhan2663 8 місяців тому +6

    Arun sahu and tuku sahu and other asami should be send to central gail

  • @deepakbarik325
    @deepakbarik325 8 місяців тому +19

    Bjd ku vot dele amiti haba. Bjd maagihaa neta netri maananka jia bahuku giha jaau .

  • @RabindaRout-m4r
    @RabindaRout-m4r 8 місяців тому +11

    Bjd magiadal

    • @Mediatictapan
      @Mediatictapan 8 місяців тому

      Bjd ସଳା ଙ୍କୁ ଓଡିଶାରୁ ତଢିବା ଦରକାର ଏଇ ନେତା ମାନେ କୁକୁର ଏଇ ଡିବେଟ ରେ ବସିଥିବା ସଳା ବିଜେ ଡି ନେତା ତାର ଝିଅ କୁ ବଳାତ୍କାର କରାଯାଉ ସିଏ ବୁଝିବ ଆଇନ୍ ତା ବାଟରେଯିବ

  • @gudlyvlogs5696
    @gudlyvlogs5696 8 місяців тому +8

    ବିଜେଡ଼ି କି ଭୋଟ ଦିଅ ଏମିତି ହବ ଆହୁରି ଆଗକୁ

  • @prasantapurohit3646
    @prasantapurohit3646 8 місяців тому +8

    ଓଡିଶା ରେ ଯୋଗି ପରି ଶାସନ ଦରକାର

  • @sureshchandradash6900
    @sureshchandradash6900 8 місяців тому +5

    ଆପଣ ତାକୁ ବାବୁ କଣ ପାଇଁ ଡାକୁଛନ୍ତି, ଓଡ଼ିଶାରେ ବ୍ରିଟିଶ ହଂଗାମା ଶାସନ ଚାଲିଛି. SSG ଗ୍ରୁପ କଣ ଚିନ୍ତା କରୁଛନ୍ତି

  • @suryanarayansahu5375
    @suryanarayansahu5375 5 місяців тому +2

    ହେ ମହାଶୟ ଏ ଦେଶରେ ଏ ରାଜ୍ୟ ର ଗୁଣିଗାନି ସମ୍ମାନୀୟ କର୍ମଚାରୀ ତଥା ପ୍ରଧାନମନ୍ତ୍ରୀ ରାଜ୍ୟର ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ରାଜ୍ୟର ରାଜ୍ୟ ପାଳ ଏ ଗଣତନ୍ତ୍ର ଦେଶରେ ଏସବୁ ଦୁଃଖ ତୁରନ୍ତ ସମାଧାନ କରିବାକୁ ଅନୁରୋଧ। ରାମରାଜ୍ୟ ପ୍ରତିଷ୍ଠା କେବେ ?

  • @LaxmiChandraKhat-pv4bz
    @LaxmiChandraKhat-pv4bz 7 місяців тому +7

    Joy ARGUS The King news of ODISHA.

  • @prasantapurohit3646
    @prasantapurohit3646 8 місяців тому +4

    ବିଜେଡ଼ି ହଟାଅ ଓଡିଶା ବଞ୍ଚାଅ

  • @tophanmahapatra1291
    @tophanmahapatra1291 4 місяці тому +1

    ହଇରେବିଜେଡିଗଣେସମାଘିଆତୋମାଇପକୁତୋଝିଅକୁଗେହିଲେସେଏଟାବିସାମାନ୍ୟକଥା

  • @chittaranjanpanigrahi8666
    @chittaranjanpanigrahi8666 8 місяців тому +4

    ଅର୍ଗସ ଚାନେଲ ରେ ଏତେ ଦୁର୍ନୀତି, ରେପ୍, ହତ୍ଯା, ଦଲାଲୀ, ଲାଂଚ କାରବାର ବିଷୟ ଲୋକ ଲୋଚନକୁ ଆଣିଲା ପରେ ରାଜ୍ଯରେ ପୋଲିସ୍ ଏବଂ ନ୍ଯାୟପାଳିକା କାହିଁକି suo moto ଆକସେନ ନେଉ ନାହିଁ ???
    ଲାଗୁଛି ଶଂଖ ଦଳ ଏବଂ ସଂପୂକ୍ତ ବିଭାଗୀୟ ମାନକଂ ର ଘରେ ଝିଅ ଏବଂ ମହିଳା ନାହାଁନ୍ତି ??

  • @akshyachahattaray4645
    @akshyachahattaray4645 8 місяців тому +10

    Justice for Nayagarh girl

  • @p.k_77
    @p.k_77 8 місяців тому +3

    କ୍ଷୀର ଉତୁରିଲେ ଚୁଲିରେପ ଡେ ।ମରଣ କାଳେ ବିପରୀତ ବୁଦ୍ଧି । ଏ ଶଳା ବିଜେଡି ଦଳିଆ ଗୁଣ୍ଡା ଧର୍ଷଣ କାରୀଆ ଏମିତିକି ତାଙ୍କୁ ସର୍ପୋଟ ଦେଉଥିବା ଲୋକଙ୍କ ସେଇଆହବ । ଦୂର୍ଗାଶିଶ ଭାଇ ପୁଣି ସେ ବିଜେଡି କୁକୁର କୁ ଆମ ସାମ୍ନା କୁ ଆଣିଲେ । ଭାଇ ମୁଁ ମଧ୍ୟ ସତ କହି ପୋଲିସ ହାତରେ ପଡ଼ିଯାଇଛି। ୧୭ଦଫା ବିଶିଷ୍ଟ କେସ ଖାଇଛି । ବିନଦୋଷରେ ଜେଲଜିବା ଥୟ ।ଅନୁଗୋଳ ଜିଲ୍ଲା କିଆକଟା ଥାନା ଟୁ ସ ର ଗାଁର ଶିଶୁ ବଳୀ ଘଟଣାର ଦିବେଟ୍ ଓ ତଦନ୍ତ କରାଯାଉ ।

  • @biswaranjanparida297
    @biswaranjanparida297 3 місяці тому +2

    ଏ ଗଣେଶ ସାହୁ, ଛତରଖିଆ, ଭଡୁଆ, ମୁର୍ଖ, ଶଳା କୁ ଯୋତା ମାଡ ଦରକାର।

  • @dinabandhusenapati5847
    @dinabandhusenapati5847 8 місяців тому +4

    ଏଭଳି ବି ଜେ ଡି ନେତା ମାନେ ଯେଉଁ ସାପ ପୋଷିଛନ୍ତ ସେହି। ସାପ ଯେ ତବଏଳଏ ଛୋଟ ମାରିଲେ ସେ। କାହାକୁକହୀବେ

  • @DilipkumarNaik-l9t
    @DilipkumarNaik-l9t 8 місяців тому +8

    Thank u for argush news

  • @ashwinisahu6584
    @ashwinisahu6584 8 місяців тому +6

    Nabina sashanare sabu durniti😂😂😂

  • @Raja.Arya.1959
    @Raja.Arya.1959 7 місяців тому +3

    ନୟାଗଡ଼ ଏକ ଅନ୍ଧାରୀ ରାଜ୍ୟ

  • @JRTUDUBABU737
    @JRTUDUBABU737 7 місяців тому +7

    JUSTICE FOR NAYAGARH GIRL 🙏🙏🙏

  • @biswanathsitha5142
    @biswanathsitha5142 7 місяців тому +2

    ଯେଉଁମାନେ bjd ku ଭୋଟ ଦେଉଛନ୍ତି ,କେବଳ ଟଙ୍କା ଆଶାରେ,, କିନ୍ତୁ ଓଡ଼ିଶା ବାସୀଙ୍କର bjd ku ଭୋଟ ଦେବାକୁ ଇଚ୍ଛା ନାହିଁ ,, ଜନତାଙ୍କର ଗୋଟିଏ ଭୁଲ୍ ଭୋଟ କୁ ବିକୁଛନ୍ତି ଆଉ ସବୁବେଳେ ମାଗଣା ମିଳିବାକୁ ଅନେଇ ରହୁଛନ୍ତି ।।।।।

  • @sanjaymohanty-rp7bb
    @sanjaymohanty-rp7bb 3 місяці тому +2

    ଓଡ଼ିଶାରେ ମାଘିଆ ପୋଲିସମାନେ ବି ବିଜେଡିର ବାଣ୍ଡ ଚାଟୁଚି। ଯେଉଁ ପୋଲିସ ଗରିବମାନଙ୍କୁ ଉପଯୁକ୍ତ ନ୍ୟାୟ ଦେଇପରୁନି ସେ ପୋଲିସଙ୍କୁ ମଧ୍ୟ ଗୋଳିକରି ମାରିଦେବା ଉଚିତ୍। ମୋ କଥା ଯଦି କାହାକୁ ଖରାପ ଲାଗିଥିବ ମୋତେ ମେସେଜ କରିବେ

  • @AashirvadMahadevka
    @AashirvadMahadevka 8 місяців тому +16

    Durga bhai you are great 👍 i salute you and your argus team ❤❤❤❤🙏🙏🙏🙏🙏

  • @AjayAmanta-x1l
    @AjayAmanta-x1l 5 місяців тому +1

    ଦୁଗାଭାଇ,,,ଏ,,ଆଇନିଜିବିମୁଖଟା,,ତାରଝିଅନାଈବ୍ରୀଧେ,,,ଜଦିଅଛିତାଲେତାସଦ୍ଵିତ ଦୂବ,,ଆଇନିତାବାଟେକେତବାଟଜିବଦେଖୀବା,,,,,ଦୂଇରେସଲା,ବିଜେଡି,,କୁକୁର

    • @AjayAmanta-x1l
      @AjayAmanta-x1l 5 місяців тому +1

      ଆଇନିଜିବି,,ପୁଲିସିବାଲା,,ତମେବିସଲାସେଇଆ,,ଆଉରଦୀଲା,,ବିଜେଡିସରକାର,,ମୁଖୃକଦିବକାଦୀକୁ

  • @hareshpradhan4227
    @hareshpradhan4227 8 місяців тому +7

    Ganesh Sahu jhia heithile?

  • @thanadisari9173
    @thanadisari9173 2 місяці тому +2

    ଏ ମାନଙ୍କୁ ସମସ୍ତ ଓଡ଼ିଶାର ଲକ ଏ କତ୍ର ହୋଇ ଏ ଦୁଷ୍କର୍ମ କାରି ବିଜେଡି ଦଳର ହାରାମି ମାନଙ୍କୁ ଚପଲରେ ପିଟିବା କଥା ଏ ମାନଙ୍କର ଝିଅ ଓ ଭଉଣୀ ମାନଙ୍କୁ ମଧ୍ୟ୍ୟ ଏ ବିଜେଡି ଵାଲା ଏ ମିତି କରୁଥିବେ ପରା ଆଉ କହୁଥିବେ ଆଇନ ତା ବାଟରେ ଯିବ

  • @sureshchandradash6900
    @sureshchandradash6900 8 місяців тому +3

    ଗାଲୁଆଟା, ଏହା ଶାସକ ଦଳର କାର୍ଯ୍ୟ ଓଡିଶା ସାରା.

  • @BharatiDas-e3l
    @BharatiDas-e3l 2 місяці тому +2

    ଏ ବିଜେଡି ବାଲା ପରମ ମାଆଗିହା ଦଳ। ଯାହା ଦେଖା ଗଲାଣି ବିଜେଡିର ଭିତିରିଆ ତାଙର ମାଆ ଭଉଣୀ ଙୁ ବି ଛାଡିନଥିବେ। ମାଆ ଗିହା ଦଳ ବିଜୁ ଜନତା ଦଳ।

  • @sunilpatra3475
    @sunilpatra3475 5 місяців тому +2

    ଭାଈ ଏ news ବାଲା ଆମୋ ଓଡ଼ିଶା କୁ ଦରକାର .....

  • @pareshchandragiri165
    @pareshchandragiri165 7 місяців тому +2

    ଏ ଯେଉଁ ବିଜେଡି ନେତା ଏ ଦୁଃଖ କଥା ଶୁଣି ଯେଉଁ ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶୁଣୁ କି ଉତ୍ତର ରଖ ଆଉ ଗୋଟାଏ କଥା ପୁଲିସ ସାହେବ ମାନେ ଏପରି ଜନତା ସେବା କରିବେ ତାହେଲେ କମ୍ ଜରୀ ଜନତା ଶକ୍ତି ଶାଳୀ ଲୋକ ଠାରୁ କିପରି ମୁକ୍ତି ପାଇବେ ତାହା ପୋଲିସ ଭାଇ ମାନେ ବିଚାର କରଂତୁ ହୁଏତ ଆପଣଙ୍କ ଚାକିରି ଗଲାପରେ ଏ କଷ୍ଟ ଆପଣଂକ ପରିବାର ବର୍ଗଙ୍କୁ ନହେବ ଧାନ ଦିଅନ୍ତୁ ପୋଲିସ ଭାଇ ମାନେ ମୋର ଅନୁରୋଧ ଶାସକ ହେଉ ବା ବିରୋଧୀ ହେଉ ଆପଣଙ୍କ ବିଚାର ଧାରାକୁ ସ୍ବାଧିନତା ରଖିଲେ ସମସ୍ତ ପାଇଁ ମଙ୍ଗଳ ହେବ।ଜୟ ଜଗନ୍ନାଥ ସ୍ବାମୀ ରକ୍ଷା କର ନିରିହ ଲୋକଙ୍କୁ।

  • @muralisahu5263
    @muralisahu5263 7 місяців тому +4

    Durgasis sir nku bahut bahut dhanyabad
    Thank you Argus news

  • @choudhuridprasad6459
    @choudhuridprasad6459 4 місяці тому +1

    ଦୁର୍ଗା ଶିଷ ବାବୁ ଆପଣଙ୍କୁ କୋଟି କୋଟି ପ୍ରଣାମ, Jay Jagannath Swami

  • @pruthirajpal4155
    @pruthirajpal4155 8 місяців тому +6

    Justice for nayagod girl

  • @youngboy3304
    @youngboy3304 8 місяців тому +6

    BJD hataa o

  • @parsuramjena7119
    @parsuramjena7119 7 місяців тому +2

    This is the really NAVEEN ODISHA. Figur. Naveen babu answer it. Where are ur Apan mane khushi taa.. Madam ur voice very good if his sister mother. And daughter what answer Mr gentlemen.and medicall test.

  • @ksbm2682
    @ksbm2682 8 місяців тому +3

    ଧର୍ମ ଛଡା ଗୁଡା କୁ ଧର୍ମ ଛାଡି ଗଲାଣି

  • @prafullaojha8242
    @prafullaojha8242 8 місяців тому +4

    ଆଇନ ପେଳରେ ଯାଉଛି

  • @pratapdash4863
    @pratapdash4863 8 місяців тому +4

    ଅତି ଅନ୍ୟାୟ

  • @baikunthabehera3971
    @baikunthabehera3971 8 місяців тому +6

    No.1 chanell aama argus chanell .dhhanya badha dhurga babu .niriha ku nyaya dhiantu

  • @bijayakumarbehera3267
    @bijayakumarbehera3267 7 місяців тому +2

    CBI କୁ ଦିଆଯାଉ

  • @Raja.Arya.1959
    @Raja.Arya.1959 7 місяців тому +1

    ମରିଯାଆ ଆମ ରାଜ୍ୟରେ ସମସ୍ତ ଜନସାଧାରଣ ମଣିଷ ହୋଇନାହାନ୍ତି।

  • @nilanchalasahoo2895
    @nilanchalasahoo2895 2 місяці тому +1

    ଦୁର୍ଗାଶିସ ଭାଇ ଏ ଗଣେଶ ମାଗିହା କୁ କେବେ ଡିବେଟ୍ ଡାକିବ ନାହଁ

  • @Sahoo983
    @Sahoo983 8 місяців тому +2

    ଗଣେଶର କୁ ଦିବେଡ ରେ ବସାଉଛନ୍ତି କାହିଁକି ମେଣ୍ଟାଳ ଟା ଏଇଟା

  • @RajanSamad-t3h
    @RajanSamad-t3h 3 місяці тому +1

    ଅତି ଅନ୍ୟାୟ ଅତ୍ୟାଚାର ହେଉଛି ଓଡ଼ିଶାରେ

  • @ganeswarbehera-fj6yu
    @ganeswarbehera-fj6yu 2 місяці тому +1

    ଭାଇ ଏ ଅନ୍ୟାୟ ସବୁର ଅନ୍ତକେବେହେବ ।ଏହାର ବିଚାର କରିବ କିଏ । ହଜିଯାଇଛି ମଣିଷ ପଣିଆ । ସାଧାରଣ ମଣିଷ ଆଜି ଲୁଣ୍ଠିତ, ନିଷ୍ପେସିତ,ନୀଜ୍ୟାତିତ । ପ୍ରଭୁ ଜଗନ୍ନାଥ ଏହାକୁ ବିଚାର କର ମହାପ୍ରଭୁ ।

  • @BhubaneswarBehera-nr8ir
    @BhubaneswarBehera-nr8ir 8 місяців тому +5

    Jastis for nayagarh girl 🙏

  • @dashingdebasish3312
    @dashingdebasish3312 8 місяців тому +25

    No 1 fearless channel of odisha❤

  • @nilanchal58
    @nilanchal58 8 місяців тому +3

    ଓଡ଼ିଶା ର ଆଇନ୍ BJD ବାଟରେ ଯାଉଛି ଆଉ ଦେଶ ର ଆଇନ୍ BJP ବାଟରେ ଯାଉଛି l ଓଡ଼ିଶା ର ପୋଲିସ୍ ମାନେ ନେତା ମନ୍ତ୍ରୀ ଙ୍କ ପାଦ ଚାଟୁଛନ୍ତି ସେମାନେ କଣ କରିବେ l

  • @biswaranjanparida297
    @biswaranjanparida297 3 місяці тому +1

    ପୂର୍ବତନ ସରପଞ୍ଚ ସୌମ୍ୟରଂଜନ ବାବୁ ଜଣେ ଯୋଗ୍ୟ ବ୍ଯକ୍ତି। ବିଧାୟକ ହେବାର ସବୁ ଯୋଗ୍ୟତା ତାଙ୍କର ଅଛି। ଅରୁଣ ସାହୁ ଗୋଟେ ଅଯୋଗ୍ୟ। ବିଧାୟକ ହେବାର କୌଣସି ଯୋଗ୍ୟତା ତାର ନାହିଁ । ସୌମ୍ୟ ବାବୁଙ୍କୁ ବହୁତ ଧନ୍ଯବାଦ।

  • @diptipanda6303
    @diptipanda6303 8 місяців тому +1

    ତାମିଲି କୁକୁର ବିଜେଡିନେତା ଵିଜେଡି କୁକୁର ପୋଲିସିକୁତା

  • @SamirDas-v8h
    @SamirDas-v8h 2 місяці тому +1

    Thank you ଦୁର୍ଗା ଶିସ ସାର

  • @rkp6786
    @rkp6786 8 місяців тому +2

    These are happening repeatedly crime due to liberal indian laws & with out any Hard punishment.indian constitutional laws should be followed/adopted as like Arabian &Gulf countries punishment laws.

  • @premchandnayak6607
    @premchandnayak6607 7 місяців тому +2

    ହେ ଭାଗବାନ... ଏହାଠାରୁ ଆହୁରି ଦୁଖଃର ବିଷୟ କଣ ଅଛି... ଜଗତର ନାଥ ଜଗନ୍ନାଥ 🛕 ଙ୍କ ପରି ରାଜ୍ୟ ରେ ରହି ଏହିଭଲି ଦୁର୍ନୀତି କହିକି ପ୍ରଭୁ.... କଣ ପାଇଁ ପ୍ରଭୁ ଆଖି ବନ୍ଦ ରଖିଛନ୍ତି....
    ମତେ ତ ଲାଜ ଲାଗୁଛି ପ୍ରଭୁ କି ମୁଁ ଆପଣ ଙ୍କ ପରି ଗୋଟେ ପବିତ୍ର ସ୍ଥାନରେ ଜନ୍ମ ନେଇ ଏହି ସବୁ ଦେଖିବାକୁ ମିଳୁଛି.....
    ଜାଗତର ନାଥ ଶ୍ରୀ ଜଗନ୍ନାଥ 🛕 ତୁମେ ହିଁ ରକ୍ଷା କର୍ତ୍ତା, ତୁମେ ହିଁ ନ୍ୟାୟ କର୍ତ୍ତା, ତୁମେ ହିଁ ସୃଷ୍ଟି କର୍ତ୍ତା ତୁମେ ହିଁ ବିନାଶ କର୍ତ୍ତା... ପ୍ରଭୁ, ନ୍ୟାୟ ଦିଅ ପ୍ରଭୁ ନ୍ୟାୟ ଦିଅ.... 🙏

  • @RajanaNayak-r6t
    @RajanaNayak-r6t 8 місяців тому +2

    Abemantribadhalantu,botaasuchi,dharamrajayaheo

  • @amrjitbiswal7243
    @amrjitbiswal7243 8 місяців тому +4

    ସମାପ୍ତ

  • @forgetforget8557
    @forgetforget8557 8 місяців тому +3

    Name is Ganesh but he is great basted son of his father and he is eating bjd capsules

  • @Babita-e8e
    @Babita-e8e 2 місяці тому +1

    Sir ସୁପର ହିରୋ ଏମିତି ସବୁ ବାହାର କରନ୍ତୁ 🙏

  • @majhibhai8346
    @majhibhai8346 8 місяців тому +5

    Thanks Aurgus....

  • @pabitragaigaria4609
    @pabitragaigaria4609 8 місяців тому +5

    Justice for nayagarh girl

  • @laxmidharsenapati3313
    @laxmidharsenapati3313 2 місяці тому +1

    ଏ ସଳା ବବି ଦାସ ପାଣ୍ଡିଆ ଆଉରି ଅନେକ ଭକୁଆ ନେତା ମନ୍ତ୍ରୀ ଅଫିସର ମାନଙ୍କୁ ତୁରନ୍ତ ମୋହନ ସରକାର ଜେଲ୍ ପଠାନ୍ତୁ ନଚେତ୍ ସାରା ରାଜ୍ୟବାସୀ ଏମାନଙ୍କୁ ଗୋଡ଼େଇ ଗୋଡ଼େଇ ବାଡାନ୍ତୁ।ଏ ବେଧ ଛୁଆ ମାନେ ବଞ୍ଚି ରହିଲେ ଆମ ରାଜ୍ୟ କୁ ଲୁଟି ଖାଇବେ।ନଷ୍ଟ ଭ୍ରଷ୍ଟ କରି ଦେବେ।ଏ ସଳା ପୋଲିସ ବି ସେମାନଙ୍କ ସାଙ୍ଗରେ ଗାଣ୍ଡି ମାରିବାକୁ ସାଧାରଣ ଜନସାଧାରଣ ମାନଙ୍କୁ ମାରୁଛି।ବି ଜେ ଡି ସରକାର ନା ବାଳ ସରକାର। ମୋହନ ସରକାର ଏମାନଙ୍କୁ ତୁରନ୍ତ ଗିରଫ କରି ଜେଲ ହାଜତକୁ ପଠାନ୍ତୁ। ସଳା ପାଣ୍ଡିଆ ନବୀନ ପଟ୍ଟନାୟକ ଅଫିସର ରାଜ୍ ଚଲାଈଥିଲା। ଆରେ ସଳା ପୋଲିସ ତ ତୁମରି କଥା ରେ ନ୍ୟାୟ ସାଧାରଣ ଲୋକଙ୍କୁ ଦବ କିଏ। ସାରା ରାଜ୍ୟବାସୀ ଏମାନଙ୍କୁ କେହିବି ଛାଡ଼ନ୍ତୁ ନାହିଁ।ଆମ ରାଜ୍ୟ ରେ ଅନେକ ମା ଭଉଣୀ ମାନଙ୍କୁ ଧର୍ଷଣ କରି ଏମାନେ ମାରିଛନ୍ତି କେହି ବି ଜଣେ ନ୍ୟାୟ ପାଇଲେ ନାହିଁ।

  • @ashokkumarmohanty6865
    @ashokkumarmohanty6865 7 місяців тому +2

    Durgasis bhai and your team great

  • @pramodkumarsahoo7149
    @pramodkumarsahoo7149 5 місяців тому +1

    ଆମେ ଗୁହାରି କରିବା ଜାହାକୁ ସେମାନେ ଘଇତ।କରିଛନ୍ତି ତାହାକୁ ଆମକୁ ନ୍ୟାୟ ମିଳିବ କିପରି '

  • @deepakbarik325
    @deepakbarik325 8 місяців тому +2

    Police bjd ra posaa kukura.

  • @BasantkumatSundaray
    @BasantkumatSundaray 3 місяці тому

    ଦୁଗାଶୈବାବୁ ଆମଓଡିସାରେକଣଧମୈନାହଁଏଘଟଣାକୁଆହୁରୀଆଘକୁନିଅ❤❤❤❤❤❤❤

  • @niranjanpradhan4800
    @niranjanpradhan4800 5 місяців тому +1

    ଆଉ ପାଞ୍ଚ ବର୍ଷ ଜଦି ଓଡ଼ିଶା ରେ ବିଜେଡି ସରକାର କରିବ
    ଓଡ଼ିଶା ରେ ହଜାର ହଜାର ପରି ବାହାରିବ

  • @tophanmahapatra1291
    @tophanmahapatra1291 4 місяці тому

    ମାଘୀଆଅରୁଣସାହୁଆଖିରେବାଣ୍ଡମଡାହୋଇଛିବିଜେଡିଓଡିଶାରୁଉଠାଇଦବାଦରକାର