BJD cites VFD & ADR reports to allege huge discrepancies in vote || Kalinga TV

Поділитися
Вставка
  • Опубліковано 23 жов 2024

КОМЕНТАРІ • 391

  • @maushumisoy904
    @maushumisoy904 2 місяці тому +149

    EVM ଦ୍ଵାରା ଏହି ପରି ଭୋଟ ଚୋରି ହୁଏ,

  • @bijaykumarpattnaik3987
    @bijaykumarpattnaik3987 2 місяці тому +88

    ସବ ଦୁର୍ନୀତିର ହୋଇଛି

  • @hiranyasahoo3548
    @hiranyasahoo3548 2 місяці тому +55

    ଆଉ ଥରେ ଭୋଟ ହେଉ

  • @PV12332
    @PV12332 2 місяці тому +89

    ବିଜେପି ପେଲା ଦଳ

    • @BinodBehera-mh3xo
      @BinodBehera-mh3xo 2 місяці тому +1

      କାହାକୁ ପେଲିଲା

    • @siddhalaxmi
      @siddhalaxmi 2 місяці тому +6

      ମମତା କୁପେଲିଲା ଯେ ସଭାଳିପାରିଲାନି ସେଥିପାଇଁ ବିଜେପି ଗଲେ

    • @BinodBehera-mh3xo
      @BinodBehera-mh3xo 2 місяці тому

      @@siddhalaxmi ଭଲ ନା

    • @siddhalaxmi
      @siddhalaxmi 2 місяці тому

      @@PV12332 ବିଜେପି ଵାଲା ସାଙ୍ଗ ହେଇ ପେଲିଲେ ମମତା ଶାନ୍ତି ହେଲେ ସେଥିପାଇଁ ବିଜେଡି ଵାଲା ପେଲି ପାରିଲେନି ବୁଲି ଗଲେ ଏବେ ଶାନ୍ତି ଅଛନ୍ତି ମମତା

  • @RojalinSasmal
    @RojalinSasmal 2 місяці тому +33

    Right

  • @mithunabhoi8732
    @mithunabhoi8732 2 місяці тому +90

    ଗୋଟିଏ ଥର ପଦ୍ମ ଫୁଲରେ ଚିପିଲେ
    ଦୁଇଟି ପଦ୍ମ ଫୁଲ EVM ମେସିନ ଭିତରେ ପଡେ😂😂😂😂😂

  • @prafullamaharana1672
    @prafullamaharana1672 2 місяці тому +61

    EVM ଦ୍ବାରା ଭୋଟଂ ଚୋରି କରାଯାଇଛି ବିଜେପି ହାରିବା ଜାଣି ଚୋରି କରିଛି । କିନ୍ତୁ ଠିକ୍ ଭୋଟ ହେଲେ ବିଜେପି ହାରୁଛି ।

  • @gautamsahoo559
    @gautamsahoo559 2 місяці тому +10

    ସୁପ୍ରିମ କୋର୍ଟର ୫୦୦ ଓକିଲ EVM ଭୋଟିଂ ବିରୁଦ୍ଧରେ ରାଲି କରି ସୁପ୍ରିମ କୋର୍ଟର ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ମୂଖ୍ୟ ବିଚାରପତି ଚନ୍ଦ୍ରଚୁଡ ଏମାନଙ୍କ ଅଭିଯୋଗ ର ଅଣଦେଖା କଲେ। ଯାହା ଫଳରେ ଭାରତର ଗଣତନ୍ତ୍ର ଉପରେ ବହୁତ୍ ଖରାପ୍ ପ୍ରଭାବ ପଡିଛି।

  • @pkpanda1371
    @pkpanda1371 2 місяці тому +19

    ମୂର୍ଖ ମତ ଦାତା ଜାଣିବା କଥା ଯେଉଁ ମାନେ ବିଜେପି ଦଳ ର ଭକ୍ତ.... ଭୋଟ ଜାଳି ଆ ତି... ବିଜେଡ଼ି ଦଳ ଅଭିଯୋଗ ଆଣି ନାହିଁ। ADR report ସନ୍ଦେହ କରୁଛି ଯେ ବିଜେପି ଦଳ ଭୋଟ ଜାଳି କରି ୧୮ଟି ଲୋକ ସଭା ସିଟ ନେଇଛି। ଏହି କାରବାର ରେ ଅମିତ୍ ଶାହା ମାଷ୍ଟର ମାଇଣ୍ଡ। କେନ୍ଦ୍ର ନିର୍ବାଚନ କମିଶନଙ୍କୁ କହି ଏହି ଅସାଧୁ କାରବାର କରା ଯାଇ ପାରେ। ବିଜେପି ଦଳ ର ଭକ୍ତ କର୍ମୀ ଜାଣିବା କଥା ଅମିତ୍ ଶାହା ଅନୀ ଦଳ ରୁ କେମିତି ନେତା କିଣା ବିକା କରନ୍ତି ଆଉ ତାଂକୁ କୁହା ଯାଏ ଚାଣକ୍ୟ।

  • @sricharansamal1243
    @sricharansamal1243 2 місяці тому +5

    ସବୁ ଭାଇ ଭଉଣୀମାନେ କହୁଛନ୍ତି ବିଜେଡିକୁ ଭୋଟ୍ ଦେଇଛୁ କିନ୍ତୁ ବିଜେପି କେମିତି ଜିତୁଛି ୨୦ଏମ୍ପି ସନ୍ଧେୟହେଉଛି ବହୁତ ବଡ଼ ସଡ଼ଯନ୍ତ୍ର କରିଛନ୍ତି ଇଲେସ୍ସନକମିସନ ହାତଅଛି ସବୁ ସମସ୍ତଙ୍କୁ କଳବଳ ଲଗାଇ ଏହିଭଳି ଘଟଣା କରିଛନ୍ତି

  • @ManojNanda-g7q
    @ManojNanda-g7q 2 місяці тому +16

    EVM hatao. Ballot paper ana

  • @jullysamal6626
    @jullysamal6626 2 місяці тому +37

    BJP EVM tampering kari ଜିତିଛି ବୋଲି ବଢିଛି ,ଜିତିବାକୁ ଅଧିକ ଦରକାର୍ ସେଇଟା ବଢିଛି

    • @BinodBehera-mh3xo
      @BinodBehera-mh3xo 2 місяці тому +2

      ତାହେଲେ ବିଜେଡି ମଧ୍ୟ 24 ଵର୍ଷ ଏପଟେ ସେପଟ କରି ଜିତିଥିବ

    • @KoramaniPanda-cg1vr
      @KoramaniPanda-cg1vr 2 місяці тому

      @@BinodBehera-mh3xo ବିଜେପି କଣ କଲେ ତମର କାହିଁକି ଫାଟୁଛି

    • @subhendumaharana4819
      @subhendumaharana4819 2 місяці тому

      ​@@BinodBehera-mh3xo24 barsa tale vote kipari hauthila janicha ? Bjp sabu independent body ku nija control re rakhiki e sabu kama karuchi ...

    • @nkgamingakash
      @nkgamingakash 2 місяці тому

      Are bhai vote ki chi chori haini bjd ganda gola Kari 51 ta seat win karichi kintu mu jhaku pachari chi vote kaha ku daba samaste kahile bjp ku dabe kintu tahapi bjd tanka thu jabardast Kari vote naichi mu nije dekhi chi

    • @jullysamal6626
      @jullysamal6626 2 місяці тому

      @@nkgamingakash bhul katha bjp ku kehi ଭୋଟ ଦେଇନାହାନ୍ତି ,୨୫ p bjp

  • @KAMALCREATOR2.O
    @KAMALCREATOR2.O 2 місяці тому +16

    ଠିକ୍ ❤😅

  • @pkpanda1371
    @pkpanda1371 2 місяці тому +14

    ବିଜେପି ବିଧାୟକ ସରୋଜ padhy ବେଇ ମାନ....! ସଇତାନ। ବିଜେଡ଼ି ଦଳ ଭୋଟ ଜିତି ଆସିଥିବା ସମୟ ରେ ADR report ସନ୍ଦେହ କରି ନ ଥିଲା। ଓଡିଶାରେ ବିଜେପି ଦଳ ର ସଂଗଠନ ନ ଥିଲା। ୨୦୨୪ରେ ଲୋକ ସଭା ନିର୍ବାଚନ ମଣ୍ଡଳୀ ରେ ୧୮ଟି ଆସନ ଆସନ ଜିତିବା ସନ୍ଦେହ। ଯେଉଁ ବିଜେପି ନେତା ଲୋକ ସଭା ନିର୍ବାଚନ ରେ ଜିତି ଛନ୍ତି ସେମାନେ ସରପଞ୍ଚ ହେବା ଯୋଗ୍ୟତା ନାହିଁ। ଅମିତ୍ ଶାହା ଭୋଟ ଜାଳି ଆତି ର ମାଷ୍ଟର ମାଇଣ୍ଡ।
    ସରୋଜ padhy ବେଇ ମାନ ଟା।

  • @sangrampuhana2944
    @sangrampuhana2944 2 місяці тому +18

    Chora bjp

  • @sivaprasadjena2407
    @sivaprasadjena2407 2 місяці тому +5

    ଆଗରୁ ବିଜେପି ଜାଣିଥିଲା ଏହି ପାଞ୍ଚଟି ରାଜ୍ୟରେ ସେ ଯଦି ଭଲ ନ କରିବ ସେ ସରକାର କରିପାରିବେ ନାହିଁ l ତେଣୁ................😂

  • @jitendrapanda5262
    @jitendrapanda5262 2 місяці тому +7

    କିଏ ଶୁଣିବ ଏହି ବାଳ କଥାକୁ

  • @SangramBeuria
    @SangramBeuria 2 місяці тому +6

    24ବର୍ଷ ବିଜେଡି ଜିତୁ ଥିଲା ସେତେବେଳେ ଇଭିଏମ୍ ନଥିଲା

    • @Tkstars_Melodies
      @Tkstars_Melodies 2 місяці тому +4

      ADR report bjd ର ନୁହେଁ ଭାଇ

    • @PrakashKumar-ps5md
      @PrakashKumar-ps5md 2 місяці тому +2

      Harila pare samaste a katha kuhanti bhai😂😂😂

    • @manas058
      @manas058 2 місяці тому

      Thanks

  • @kakarot5232
    @kakarot5232 2 місяці тому +12

    Sir Ame odissa loka sabubele kahuthilu deithilu vote sankha but asila fula

    • @Davidbhaiii
      @Davidbhaiii 2 місяці тому +2

      Thik katha.... maximum BJD supporter achanti

  • @gyanranjanpradhan5312
    @gyanranjanpradhan5312 2 місяці тому +8

    Au thare election hau

  • @BalabhadraRana-fr6ss
    @BalabhadraRana-fr6ss 2 місяці тому +4

    ଠିକ ହେଇଛି ବିଜେପି ଜିତିଛି

  • @KarunaKar-i5p
    @KarunaKar-i5p 2 місяці тому +10

    Jay Jagannath

  • @binakanaik3123
    @binakanaik3123 2 місяці тому +13

    12.6% vote ଓଡିଶା ରେ ବଢିଛି

  • @Ambassador_Christ
    @Ambassador_Christ 2 місяці тому +12

    ଦୁର୍ନୀତି ର ଅନ୍ୟନାମ???

    • @issacmanasranjan7288
      @issacmanasranjan7288 2 місяці тому +4

      BJP

    • @Ambassador_Christ
      @Ambassador_Christ 2 місяці тому

      @@issacmanasranjan7288 ଯାହା କୁହ ବିଜେପି ଗୋଟେ ଏମିତି ଦଳ ମନେ ରହିବ ଇତିହାସ ରେ 😔

    • @laxmanhembram7550
      @laxmanhembram7550 2 місяці тому +2

      BJP

  • @LIFE.748
    @LIFE.748 2 місяці тому +3

    ଏ ଲେଖଶ୍ରୀ ମାଳିସାହି ରେ ଗିହଣା ଖାଇବ wait କର

  • @LIFE.748
    @LIFE.748 2 місяці тому +3

    ଆଜି 25ବର୍ଷ ପରେ ଚୁରି ହେଇଗଲା। BJD ପାଗଳ ହୋଇ ଗଲାଣି

  • @felixnayak6317
    @felixnayak6317 2 місяці тому +11

    2014 ପରେ ଯେତେ ଇଲେକସନ ସବୁ EVM ଜାଲିଆତି ଦ୍ବାରା ମୋଦି ଯିତି ଆସୁଛି! କିନ୍ତୁ କଣ କରିହେବ, ସୁପ୍ରୀମ କୋର୍ଟ ମୋଦିର ହାତ ମୁଠାରେ!

  • @kedarsendhal7353
    @kedarsendhal7353 2 місяці тому +3

    Right 👍

  • @bmalesu2838
    @bmalesu2838 2 місяці тому +14

    BJP ଏଇଥିପାଇଁ କଂଫିଡେନ୍ସ ରେ ରହିଲା, ଅଯଥା ନୁହଁ ସାତ ମାନିନିଅ, ADR ର ତଥ୍ୟ 100% correct

  • @tapaswinikhutuli5227
    @tapaswinikhutuli5227 2 місяці тому +9

    ତୁମେ ବିଜେପି ଵାଲେ ଜିତିଲ ଯେ କାଣା ଘୋଡା କରୁଛ ସଲେ ଭତ୍ତା 3000 ଦେବୁ କହିଲ ଆଉ ଲୋକଙ୍କୁ ଠକି ଦେଇ ଭୋଟ ନେଲ ତୁମେ ସବୁ ବିଜେପି ଵାଲେ ଗୁହ ଖାଉଛ

    • @BinodBehera-mh3xo
      @BinodBehera-mh3xo 2 місяці тому +1

      ବିଜେପି ବାଲେ ଜଦି ଗୁହ ଖାଉଛନ୍ତି ଆଉ ତୁ କଉ ଦଳର କି . କେନ୍ଦ୍ର ଜୁ ଚାଉଳ ଦଉଛି ତୂ ଖାଉଛୂ କି ନାହିଁ ସେଇଟା ବିଜେପି ର ତୁ ଗୁହ ଖାଉଛୁକି

    • @dallydhala4796
      @dallydhala4796 2 місяці тому

      କେହି କାହାର ଜମି ବିକି ଚାଉଳ ଦେଉନି ସବୁ ଥିରେ ଜି ଏସ ଟି କରି ଲୋକ ପଇସାରେ ଖେଳ

    • @KoramaniPanda-cg1vr
      @KoramaniPanda-cg1vr 2 місяці тому

      @@BinodBehera-mh3xo ଏ ମାଗିଆ ପରମ ବିଜେପିଆ ଶଳା

    • @CrazySid2.0
      @CrazySid2.0 2 місяці тому

      ​@@BinodBehera-mh3xo are Bhai lokanane 300 unit free, bhata 3000,chit fund Paisa ferasta pain bjp ku vote kale....tame nija kuha kana kichi ta palana hela....
      Nyaya katha kuha...micha kahi election jitiba kan thik

    • @BinodBehera-mh3xo
      @BinodBehera-mh3xo 2 місяці тому

      @@CrazySid2.0 ଆରେ ଭାଇ ତୁମ ଘରର ଯିଏ ମୁଖିଆ ପରିଶ୍ରମ କଲେ ପଇସା ଆସେ ନା ବିନା ପରିଶ୍ରମରେ ପଇସା ଆଣନ୍ତୀ

  • @anusayamohanty1775
    @anusayamohanty1775 2 місяці тому +1

    Right😢

  • @bhagyaranjantripathy377
    @bhagyaranjantripathy377 2 місяці тому +11

    Evm gadbadi odisha BJP

  • @aravindapattanayak2966
    @aravindapattanayak2966 2 місяці тому +1

    It' s a very sensitive and serious matter.
    It is undemocratic, injustice and illegal.
    People should raise their voice strongly

  • @bijayparida8085
    @bijayparida8085 2 місяці тому +1

    ବିଜେପି କୁ ଗୋଟିଏ ଭୋଟ ଦେଲେ ସେଏ 2ଇଟାହେଲା

  • @gitarani2831
    @gitarani2831 2 місяці тому +1

    EVM, କୁ, ଭରଷା, କରି, ମୋଦି, ନବିନ୍, ସାର୍, କୁ, ଟାର୍ଗେଟ୍, କରିଥିଲା, ଏହିଥର, ଓଡିଶାରେ, ଆମେ, ସରକାର, କରିବୁ, ନବିନ୍, ର, ଏସ୍, ଫାଇ, ଡେଟ୍, କହିଥିଲେ, ମୋଦି, ୧୦ବଷॆଜିଏ, ଓଡିଶାରେ, ହାରିଛି, ଆଜି, ଜିତିବ, ବଲି, କେମିତୀ, ଜାଣିଲା, ସବୁ, EVM କରିଛି, ଭଗବାନ୍, ସହିବନୀ, ମୋଦି, ତୋର, ପଦ, ଜୀବ

  • @kakarot5232
    @kakarot5232 2 місяці тому +4

    Ryt

  • @UmeshSwain-b6r
    @UmeshSwain-b6r 2 місяці тому +1

    Dharna darkar

  • @dasharathi2271
    @dasharathi2271 2 місяці тому +5

    ADR Report kana bhula ki, jadi bhula aau thare count heu

  • @nibarranjanbhuyan4568
    @nibarranjanbhuyan4568 2 місяці тому +2

    ଆଗରୁ କୋଉଠି ସୋଇଥିଲେ

  • @bidyabhusanmohanty387
    @bidyabhusanmohanty387 2 місяці тому +1

    ଘୋର ସନ୍ଦେହ ଲାଗୁଛି

  • @satyabrataparida2508
    @satyabrataparida2508 2 місяці тому +1

    ବଜେପି ନିହାତି ହେର ପେର କରିଛି

  • @karunakarmohanty89
    @karunakarmohanty89 2 місяці тому +4

    ଇଭୀଏମ ଜାଞ୍ଚ କରାଯାଉ

  • @PramodKisan-on7qi
    @PramodKisan-on7qi 2 місяці тому +1

    Election aur ek bar hona chahie

  • @theperfectlaw922
    @theperfectlaw922 2 місяці тому +6

    Bjp and eci very bad

  • @KoramaniPanda-cg1vr
    @KoramaniPanda-cg1vr 2 місяці тому +18

    ଭୋଟ ଗୁଡିକ ରହିଗଲା ପରେ ପରସ୍ପର ଭିତରେ ଅବାଧ ସମ୍ପର୍କ ରଖି ଭୋଟ ସନ୍ତାନ ଗୁଡିକ ଜନ୍ମ ନେଲା ଏଣୁ ଗଣତି ସମୟ ରେ ଅଧିକ ଆସିଲା

    • @yeeshubehera5687
      @yeeshubehera5687 2 місяці тому +1

      😂😂😂

    • @BinodBehera-mh3xo
      @BinodBehera-mh3xo 2 місяці тому +3

      କଣ୍ଟ୍ରୋଲ ରୁମୁରେ ସିସିଟିଭି ଲାଗିଥିଲାନା ନାହିଁ

    • @KoramaniPanda-cg1vr
      @KoramaniPanda-cg1vr 2 місяці тому +2

      @@BinodBehera-mh3xo କଣ୍ଟ୍ରୋଲ ରୁମ ସିସିଟିଭି ଲାଗିଥିଲା କିନ୍ତୁ evm ଭିତରେ ଲାଗି ନଥିଲା ଏଣୁ ଭୋଟର ମାନେ ଖେଳ କରି ଛୁଆ ଜନ୍ମ କଲେ ବୁଝିବ ନା

    • @BinodBehera-mh3xo
      @BinodBehera-mh3xo 2 місяці тому

      @@KoramaniPanda-cg1vr 24 ଵର୍ଷ ଧରି ବଜେଡି ବୋଧେ ଏମିତି ଭୋଟ ଚୋରି କରିକି ଜିତି ଯାଉଥିଲା . ଚୋର ହିଁ ଯାଣେ ଚୋରି କଥା

    • @KoramaniPanda-cg1vr
      @KoramaniPanda-cg1vr 2 місяці тому

      @@BinodBehera-mh3xo ପୋଲିଙ୍ଗ ହେଲା ଏକ ହଜାର ଗଣତି ବେଳେ କେମିତି ରେ ଭକ୍ତ ବାବୁ ବାହାରୁଚି ଏକ ହଜାର ଦୁଇ ଶହ????
      ନିର୍ବାଚନ କମିଶନର ତଥ୍ୟ ହିସାବ କହୁଛି

  • @MunaBhai-qh9fl
    @MunaBhai-qh9fl 2 місяці тому +2

    ଜୟ ଜଗନ୍ନାଥ 🙏🏻 ଜୟ ବିଜେଡି 🙏🏼 ବିଜେପି ସରକାର ଚୋର ସରକାର ଆଉ ଥରେ ଭୋଟ ଗଣତିହେଉ

  • @sukantadalapati3845
    @sukantadalapati3845 2 місяці тому +2

    Sure EVM ra khela heicji 💯%

  • @biswabhusannayak5807
    @biswabhusannayak5807 2 місяці тому +1

    Ballot vote thick

  • @Favoritepainvlog
    @Favoritepainvlog 2 місяці тому +1

    Evm Golmal heichi

  • @lokanathhooo
    @lokanathhooo 2 місяці тому +3

    ଘୋଟାଲା ହୋଇଚି

  • @anupahembram1019
    @anupahembram1019 2 місяці тому +1

    Evm check karajau

  • @RahulRahul-st7cj
    @RahulRahul-st7cj 2 місяці тому +4

    ଇଲେକ୍ସନ କମିସନର କାହିଁକି ଚୁପୁ ବସିଛନ୍ତି

  • @akshayakurout4136
    @akshayakurout4136 2 місяці тому +3

    BJP chora Dala

  • @PabitraMahakul-g4g
    @PabitraMahakul-g4g 2 місяці тому +1

    Election commission khela kari chi

  • @SoumenWorld744
    @SoumenWorld744 2 місяці тому +1

    100% tampering heichi

  • @TrilochanDas-j1v
    @TrilochanDas-j1v 2 місяці тому +3

    ମୋଦି ଓଡିଶା କୁ ବାରମ୍ବାର ଆସୁଥିଲା ସେଥିପାଇଁ

  • @suraimurmu3128
    @suraimurmu3128 2 місяці тому +1

    Evm ବନ୍ଦ ହେଲେ ବିଜେପି କେବେ ହେଲେ ଜିତି ପାରିବ ନାହିଁ

  • @HarapriyaJena-n7p
    @HarapriyaJena-n7p 2 місяці тому +3

    Satakhathakohuchanti.kalingaTVre.ok

  • @SonalikaBehera-c7p
    @SonalikaBehera-c7p 2 місяці тому +1

    Puni thare election's hau

  • @arjunbehera2391
    @arjunbehera2391 2 місяці тому +1

    EVM ଘୋଟାଲା

  • @Loveislife1997
    @Loveislife1997 2 місяці тому +1

    Vote aau thare hau

  • @dukhishyampradhandukhishya3024
    @dukhishyampradhandukhishya3024 2 місяці тому +9

    Election Commission bi BJP ra chatukar au chela

  • @SuperArunsahoo
    @SuperArunsahoo 2 місяці тому +2

    Go to court and declared win

  • @Birendranayak-i2i
    @Birendranayak-i2i 2 місяці тому +1

    ଲଜ୍ୟା ଲାଗୁନି BJD କୁ

  • @Raja-c9j
    @Raja-c9j 2 місяці тому +1

    Bjd କାହିଁକି ଟାର୍ଗେଟ କରିବ ଦିଲ୍ଲୀ ରେ ମାସେ ଯାଏ evm ବିରୋଧରେ ଅନେକ ଓକିଲ ସାଧାରଣ ଜନତା ମନ୍ତ୍ରୀ ନେତା ଅନ୍ଦଲୋନ କରୁ ଥିଲେ ସେତେବେଳେ ମରି ଥିଲା କି? ଆଗରୁ ଯୋଗ ଦେଇ ଥାଆନ୍ତା ମୁ ବି bjd ର ଆଜି ବି bjd କିନ୍ତୁ ଆଜି କାହିଁକି ଯାଞ୍ଚ କରିବ

  • @Mr-Chagulu-xyz
    @Mr-Chagulu-xyz 2 місяці тому +2

    Odisha loka ekata hele puni bjd asiba

  • @MugaTandi
    @MugaTandi 2 місяці тому

    ଆଉ ଥରେ ଭୋଟ ହଉ ଗୋରସ ପାଣି ଜଣା ପଡ଼ିବ 😊

  • @srustidhardey5817
    @srustidhardey5817 2 місяці тому +1

    25ବର୍ଷ ପରେ

  • @payalentertainment877
    @payalentertainment877 2 місяці тому +3

    Full tempering

  • @kalandicharantripathy3316
    @kalandicharantripathy3316 2 місяці тому +1

    ତେବେ ଆପଣ ମାନୁଛନ୍ତି ଯେ ଇ ଭି ଏମ ରେ ଗଡବଡ ହୋଇଛି

  • @arucharanpradhan5502
    @arucharanpradhan5502 2 місяці тому +2

    ମକ୍ ପୋଲ ବେଳେ ଏଜେଣ୍ଟ ମାନେ କୁଆଡ଼େ ଯାଇଥିଲେ? ଗଣତି ସମୟରେ ମଧ୍ୟ ଏଜେଣ୍ଟ ମାନେ ରହୁଥିବେ। ଭିତରେ କି ଖେଳ ଖେଳୁଛନ୍ତି ଜଗନ୍ନାଥଙ୍କୁ ହିଁ ଜଣା।

  • @user-bh8xl6tk1j
    @user-bh8xl6tk1j 2 місяці тому +1

    240 ta seat ru 130 ta seat re less than 500 votes margin 😮 ward member vote re bi emanka thu adhika difference re jitanti. What a coincidence se puni 240 ta seat ru 130 mane 54% ghotala pura ghotala

  • @shashabindukar6340
    @shashabindukar6340 2 місяці тому +2

    Kendra karichi

  • @sarojkumarsahoo9268
    @sarojkumarsahoo9268 2 місяці тому

    ଲେଖା, ଲେଳୀନ ମହାନ୍ତି,ହୁୟମ ମହାପାତ୍ର ଓରଫ ଲୁଙ୍ଗି ମହାପାତ୍ର,ଘୁଷୁରୀ ପତ୍ର, ଅମଙ୍କଙ୍କ ଜୀବନ କେବଳ ପ୍ରେସ ମେଟ୍ ରେ ଯିବା😂😂use and throw 😂😂😂😂

  • @SuchismitaRout-o2f
    @SuchismitaRout-o2f 2 місяці тому +1

    Sasana Kariba boli chori Kari jitiba ,,laja laguni bisa khai mariba time asilani

  • @RaghunathGond-ge7og
    @RaghunathGond-ge7og 2 місяці тому +3

    ସତ୍ କତା ତ ବିଧାୟକ ଆଓ ampi ଆଗହା ଥିଲେ ବିଜେଡ଼ି ର

  • @LaxmidharSamal-gt1pg
    @LaxmidharSamal-gt1pg 2 місяці тому +1

    Please call to Election commission for BJD Govt win dream Odisha.

  • @prasantakumar2497
    @prasantakumar2497 2 місяці тому +1

    ଲେଖାଶ୍ରୀ ମାଡାମ ଆପଣ ସୁପ୍ରିମ କୋର୍ଟ ଯାନ୍ତୁ. ବିଜେପି ସବୁ ଶଳା ଚୋରି କରି ଜିତିଛି.

    • @manas058
      @manas058 2 місяці тому

      Tome Shala thekhuthela 1yers old byodata Lekha shree medam

  • @pramilasahoo1131
    @pramilasahoo1131 2 місяці тому +1

    ହାରିଲେ EVM ଆଉ ଜିତିଲେ ଓଡ଼ିଶା ବାସୀ ମାନକ ଭଲ ପାଇବା ଆଉ ତାମିଲ କୁକୁର BJD କୁକୁର କଳିଙ୍ଗ

  • @debashismallick93
    @debashismallick93 2 місяці тому +1

    BJD ଆଗରୁ ଏଭଳି ଜିତିଥିଲେ ହାରାମି bjd ନେତା କେତେ ସତୀ ଜଣା ପଡୁଚି

    • @sasmitaroutsoni626
      @sasmitaroutsoni626 2 місяці тому

      😏Na bjd kahiki sati hau thila tori bou sati boli kali ghara pacha ade ghia khau thila😂😂

  • @chandandash8369
    @chandandash8369 2 місяці тому +1

    We want re-election

  • @srimayeemansingh6197
    @srimayeemansingh6197 2 місяці тому

    ଭଲ ହୋଇଛି

  • @JagabandhuSwain-u6y
    @JagabandhuSwain-u6y 2 місяці тому +1

    Balta,vota,hau

  • @SahadevSethi-g3s
    @SahadevSethi-g3s 2 місяці тому +1

    Chor bala chori karibe

  • @PrakashBehera-xf6pd
    @PrakashBehera-xf6pd 2 місяці тому +3

    No one was attending BJP meetings during election rallies

  • @gopalkrishnapattnaik5313
    @gopalkrishnapattnaik5313 2 місяці тому +2

    What about Postal ballots ??

  • @sanjibkumarbarik1713
    @sanjibkumarbarik1713 2 місяці тому +2

    ଆଉ କିଛି ଲାଭ ନାଇ ଲୋ 😀😀

    • @Davidbhaiii
      @Davidbhaiii 2 місяці тому

      Bala dekhichanti budha

  • @netranetra4111
    @netranetra4111 2 місяці тому +4

    ମିଛ ଖବର କାରଣ ବିଜେଡି ଆଗରୁ ଏଭଳି କରି ଜିତୁ ଥିଲା କି

    • @sangramkumarkalu9052
      @sangramkumarkalu9052 2 місяці тому +2

      Andavakta

    • @jullysamal6626
      @jullysamal6626 2 місяці тому +1

      ତୁ କିଏ କିରେ, BJD ra quality nahi ki ଜିତିବାର

    • @jullysamal6626
      @jullysamal6626 2 місяці тому

      Hau EVM tampering ମିଛ କି ସତ୍ ଧରପଡ଼ିବ,bjp କେଡେ଼ chalak

    • @Davidbhaiii
      @Davidbhaiii 2 місяці тому +1

      Hoye mg taha hele vote kemiti badila

    • @jullysamal6626
      @jullysamal6626 2 місяці тому

      @@netranetra4111 ADR ମିଛ kaheni

  • @SunilPradhan-ww6sb
    @SunilPradhan-ww6sb 2 місяці тому +1

    Are ye ta lekha bjp ra mukha patra.

  • @pramodkumarswainswain4317
    @pramodkumarswainswain4317 2 місяці тому +1

    Authare vote 🗳 haba darkar

  • @pravakarnaik2481
    @pravakarnaik2481 2 місяці тому +1

    Election commissioner please reply how can be possibled this matter?

  • @sabitamohanty4383
    @sabitamohanty4383 2 місяці тому +2

    Election camoisanor bjp ra chatukar. Chora.

  • @dasharathi2271
    @dasharathi2271 2 місяці тому +3

    Bjp neta ADR Report ku tike dekha, tume ete bikala heucha kana pain😅😅😅

  • @BinodiniRoutBinodiniRout
    @BinodiniRoutBinodiniRout Місяць тому

    Right ✅️

  • @brajasundarsahoo1590
    @brajasundarsahoo1590 2 місяці тому +3

    BJD କେମିତି 51 MLA seat ପାଇଲା ଆଉ BJP କେମିତି 18 MP seat ଏବଂ ରାଜ୍ୟରେ କେମିତି ସରକାର କଲା ସେ ପ୍ରଶ୍ନ PM ଏବଂ election commission ଙ୍କୁ ପଚାରିଲେ ଠିକ୍ ରେ କହି ପାରିବେ

    • @chandandash8369
      @chandandash8369 2 місяці тому +1

      Election commission thik thile emiti huanta ki?????

  • @pradeepbastia4517
    @pradeepbastia4517 2 місяці тому +1

    authare vote heu

  • @djevent4497
    @djevent4497 2 місяці тому +4

    ଅଙ୍ଗୁରୁ ଖାଇ ନ ପାରିଲେ ଅଙ୍ଗୁରୁ ଖଟା, ସେମିତି bjd ନ ଜିତି ପାରିଲା ଠୁ ଚୋରି ସନ୍ଦେହ , 😂😂😂

    • @Samarjitsamantaraysanubhai
      @Samarjitsamantaraysanubhai 2 місяці тому

      4 koti vote kouthu adhika asila kahilu

    • @djevent4497
      @djevent4497 2 місяці тому

      @@Samarjitsamantaraysanubhai bhai odisha re total loka 4 core au tamr ahuri adhika 4 core ଆସିଲା kouthu 😂😂😂 ହାରିଲା ପରେ ବାଉଳା ରେ ଔଷଧ ଜାଗା ରେ ତାଟିଆ କାମୁଡୁଛ 😂😂😂

  • @KamallochanBehera-u1s
    @KamallochanBehera-u1s 2 місяці тому +1

    Odisha basi nku pacha ru bjd ?

  • @sushantajena3014
    @sushantajena3014 2 місяці тому +1

    E vm hati le vote thik haba

  • @tapasconductingffghhhgddgk9617
    @tapasconductingffghhhgddgk9617 2 місяці тому

    ଲେଖା ଭାବୁଛି ସିଏ mp ହବ