Baijayant Pandaଙ୍କୁ ହରାଇବାକୁ Kendrapada ଦାୟିତ୍ୱରେ ଥିଲେ Ashish Singh, Sipra Mallickଙ୍କ ବଡ ବୟାନ ll
Вставка
- Опубліковано 4 жов 2024
- Baijayant Pandaଙ୍କୁ ହରାଇବାକୁ Kendrapada ଦାୟିତ୍ୱରେ ଥିଲେ Ashish Singh, Sipra Mallickଙ୍କ ବଡ ବୟାନ ll satyapatha
#odishapolitics #odishakhabar #sipramallick #baijayantapanda #bjd
ସତ୍ୟ ବାବୁ ଏଭଳି ସାକ୍ଷାତକାର କରନ୍ତୁ,
ଯଦି ବି ମାଡାମ ଟିକେଟ ପାଇଥାନ୍ତ ଜିତି ପାରି ଥାନ୍ତ କି, କେନ୍ଦ୍ରାପଡ଼ା ଲୋକ ଜାଣିଛନ୍ତି,
Right 👍👍👍
ଟିକେଟ ନବୀନ ପଟ୍ଟନାୟକ ଦିଅନ୍ତି ବିଜେଡ଼ି ନେତା କହି ବୁଲନ୍ତି କିନ୍ତୁ ପ୍ରକୁତରେ କିଏ ଦିଅନ୍ତି ଲୋକ ଜାଣନ୍ତି । ପଣ୍ଡିଆନ ବିନା ବିଜେଡ଼ି ର ପତ୍ର ହେଲେନା ଆଉ ଯେଉଁ ମାନେ ବରିଷ୍ଠ ନେତା ସେ ସବୁଙ୍କୁ ଚୁପ୍ କରି ଘରେ ବସାଇଥିଲେ ।
ମିଛ ଗୁଜବ କଥାକୁ ଅତି ସୁନ୍ଦର କାହାଣୀ ପ୍ରସ୍ତୁତ କରି ଖବର ଭାବେ ପ୍ରସାରଣ କରିବାରେ ଆପଣ ଏବଂ ଆପଣଙ୍କ ଟାଉଟର ଗଣମାଧ୍ୟମ ସଂସ୍ଥା ଆଜି ଓଡିଶାରେ ଗୋଟେ ପରିଚିତ ନାମ
Madam right katha
Good inc
ଏ ସବୁ ଆମ ଜଗନ୍ନାଥଙ୍କ ର strategy ... 😅
ସବୁଠୁ ଅଯୋଗ୍ୟ। ଭାଈ ଭଉଣୀ ଆସିଲେ ଧାଇଁ କେନ୍ଦ୍ରାପଡ଼ା କୁ ଲୁଟିବା ପାଇଁ।
Jay jaganath🙏🙏🙏🙏 pravu jaganath ank ra bahurupi semiti odisa basi ank bahurupi
ଜଣେ ସୁଯୋଗ୍ୟ ନେତ୍ରୀ ଙ୍କୁ କିପରି ବ୍ୟବହାର କରିଛନ୍ତି
ଗୁମର କଥାଟି କହିଛ ବିଜେଡିର ଆଉ ବାବୁ ରାଜ ଚଳିବନୀ ଚେର ଉପୁଡି ଗଲା 👍😜
Kendrapara ra udaharan police ra brabarata bahut thila BJD govt re
No case has been filed yet.Why ,Mr CM...
Asish sing ku cbi enquiry karajuu
BJD ଦଳ ଆମଦାନୀ ନେତା ଦ୍ଵାରା ସଫଳ ହେଲାନାହିଁ,୨୫ ବର୍ଷର ଶାସନ gadire ଥାଇ ନିଜ ଦଳର ନେତାଙ୍କ ଉପରେ ଭରଷା ନଥିଲା ।
Who is pandian why did you say pandian babu
Bjp ku vote deu boli 6 month rasta close karideithile . Naa police sunu thila naa collector naa CM nka grievance . New govt hela rasta open hela
ଠିକ କଥା କହିଲେ ମାଡାମ
Madam apan kebe BJD kebe congress kebe samajbadi kebe BJP apan kaudalar apan Jane subidha badi netri
Gapa bhala lagilani
Au tike bhala hei parithanta . Thik se gapa lekha hei parilani
In kendrapara 5 mlas of bjd out of 7.not bad performance
Ooh madam jadi eete tamar popularity thila ta hele tame independent stand kalani Congress ku gala jahaku birodh karuthila eebe ae kahani gapile kichi labha nahi
Ki gapa😂😂😂
Harila agaru news pai na thila😂😂😂
ସତ୍ୟ ନାୟକ ତୁ କୋଉ କୁଳର ନୁହେଁ
ତୋର କଣ aukat ନ ଥିଲା ଟିକେଟ କଣ ପାଇଁ ଦେବେ
Nije ta harigale
Maidem kharap Babi ba ni tome kohila Biju Patnaik kotha Barth Jana paduchi apna dalit community represent karunahathi apna nija Kara ku represent karuchanti aou BJD dalit representation karu thila kintu dalit samjha ku nehi.