Це відео не доступне.
Перепрошуємо.

୩୦ରୁ ଅଧିକ କମ୍ପାନୀ ମାଲିକ ଥିଲେ ବବିଙ୍କ କର୍ମଚାରୀ, ତଦନ୍ତ କରିପାରେ ଭିଜିଲାନ୍ସ

Поділитися
Вставка
  • Опубліковано 12 лип 2024
  • #ReportersToday
    ୩୦ରୁ ଅଧିକ କମ୍ପାନୀ ମାଲିକ ଥିଲେ ବବିଙ୍କ କର୍ମଚାରୀ, ତଦନ୍ତ କରିପାରେ ଭିଜିଲାନ୍ସ
    #Odisha #NewsUpdate #PranabPrakashDas #BJD #BJDsarkar #polticalnews #prakash #RidersMineralPrivateLimited #RidersLogisticsLimited #OrivillaPropertiesPvtLtd #company #subratchhatoi #reporterstoday
    Reporters Today is one of the most popular Odia web channel. Our audience has a great base that we created by providing the latest news with the true spirit of journalism.
    🔺🔺🔺
    Reporters Today is a boutique media house conceptualized to promotes journalism which caters to bring difference to the society at large. Reporters Today came into existence after a lot of brain storming by social workers, citizen journalists, freelancers, academicians and the flag-bearers of the society to create a platform wherein the social issues could be discussed and strive together to bring an impact full change for the betterment and development of the society.
    🔺🔺🔺
    “ ଋିପୋର୍ଟର୍ସ ଟୁଡେ ” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
    🔺🔺🔺
    👇SUBSCRIBE NOW !!! 👇
    🔥🔥🔥 bit.ly/3PVNxLH 🔥🔥🔥
    🔴Visit Our Website: odianews.reporterstoday.com/
    🔴Read our daily newspaper "Mahabharata”:- mahabharataepaper.com/
    🔴UA-cam: / reporterstoday
    🔴Facebook: / reporterstodayofficial
    🔴Twitter: / reporterstodays
    🔴Instagram: / reporters_today
    🔺🔺🔺

КОМЕНТАРІ • 209

  • @ArunKumar-rh2tf
    @ArunKumar-rh2tf Місяць тому +83

    ଖୋଲିବା ଦରକାର୍ ନଲେ BJP ରୁ ଆମର ବିଶ୍ୱାସ ତୁଟି ଜୀବ

  • @rameshmohanty1211
    @rameshmohanty1211 Місяць тому +43

    ଏ ନୂଆ ସରକାର କିଛି କରିଲା ଭଳିଆ ଲାଗୁନି ।ଏମାନଙ୍କୁ ସବାଡ କରିବାକୁ ହେଲେ ଯୋଗୀ ବାବା ଭଳିଆ କଲିଜା ଦରକାର

  • @sangramkishoredasdas2424
    @sangramkishoredasdas2424 Місяць тому +5

    ଦୁର୍ନୀତି ବିରୋଧରେ ଆଜିର ଯୁବସମାଜ ଆନ୍ଦୋଳନ କରିବା ଦରକାର ।

  • @DillipKumar-zv5mw
    @DillipKumar-zv5mw 28 днів тому +3

    ବବି ଦାସ ଅତି ଅନ୍ୟାୟୀ ଲୋକ, ତାକୁ ଓ ତାର ଚାମଚା ମାନଙ୍କୁ ଆଜୀବନ କାରାଦଣ୍ଡ ଦରକାର

  • @sitarammohapatra10
    @sitarammohapatra10 27 днів тому +6

    ଖୁବ୍ ଶୀଘ୍ର ଏମାନଙ୍କ ବିଚାର କରାଯାଉ ବହୁତ୍ ଖୋଳ କଲେ ଏବେ ଟକେ ଦଣ୍ଡ ପାଆନ୍ତୁ

  • @duryodhanmahanta7766
    @duryodhanmahanta7766 Місяць тому +8

    ଓଡ଼ିଶାର ସମ୍ପତ୍ତି ଲୁଟି ଛନ୍ତି। ସବୁ କଳାକାରନାମାର ତଦନ୍ତ ହେଉ। ସବୁ ସର୍ବସାଧାରଣ ରେ ପ୍ରକାଶ ହେଉ ଓ ବ୍ଯାଜାପ୍ତି କରାଯାଉ। ଧନ୍ୟ ରେ ରାଜନୀତି।

  • @SomanathBiswal-g3s
    @SomanathBiswal-g3s Місяць тому +16

    ସବୁ ବବିର ନାମ ତାଙ୍କର

  • @user-qh6ws7eh5e
    @user-qh6ws7eh5e Місяць тому +38

    କାର୍ତ୍ତିକ ପୁଅ ପ୍ରକାଶ ବବି ଡାହାଣ ହାତକୁ ତୁରନ୍ତ ଗିରଫ କର😂

  • @tarunsamal4866
    @tarunsamal4866 Місяць тому +21

    ଜେଲ୍ ରେ ପଶାଓ ସମସ୍ତଙ୍କୁ

  • @PradeepKumar_yt
    @PradeepKumar_yt Місяць тому +26

    ଶଳା ଚୋର ସବୁ ଖାଇ ଗଲା ଟିକେଟ ପାଇ ଟଙ୍କା ନେଉଥିବାର

    • @amitsahoo9446
      @amitsahoo9446 28 днів тому

      Barsha priyadarshini thu tanka neini 😅😅

    • @newway4507
      @newway4507 27 днів тому

      ​@am😂😂itsahoo9446

  • @abhimanyurout4574
    @abhimanyurout4574 29 днів тому +2

    ଏକଥା,ନବିନବାବୁ,ଦେଖିପାରୁନଥିଲେ,ନବୀନ,ବାବୁକୁ,ପ୍ରଥମେ,ପଚାରିବାଦରକାର,ବେଲଜ୍ୟାନବିନ

  • @BapujiMLT
    @BapujiMLT Місяць тому +6

    ଚୋର ଘର କଣ ସବୁବେଳେ ଅନ୍ଧାର ରହିବ

  • @Lucy_Apaa
    @Lucy_Apaa 29 днів тому +2

    ସେଥିପାଇଁ ଓଡିଶା ର କୌଣସି କଲେଜ ଡାକ୍ତର ଖାନା କର୍ମଚାରୀ ନିଯୁକ୍ତ କରାଯାଇ ନାହିଁ ଓ ଓଡ଼ିଶା ର ବେକାର ସଂଖ୍ଯା ବଢିଯାଇ ଛି

  • @kmishraiit
    @kmishraiit Місяць тому +13

    ED ,CBI, VIGILANCE CAN OPEN THE SYNDICATE

  • @coolguruspiritual4660
    @coolguruspiritual4660 29 днів тому +2

    ସବୁ ଚାଲଖି ଧରାଯାଉ ... ଯେଉଁମାନେ ଭାବୁଥିଲେ ସମୟ ବୋଧେ କେବେ ପରିବର୍ତ୍ତନ ହେବା ନାହିଁ!! 😮

  • @sukumarrana9091
    @sukumarrana9091 23 дні тому +3

    ସମସ୍ତ ଦୁର୍ନୀତି ର ତଦନ୍ତ ହେବା ଦରକାର ।

  • @rajendraballavbehera2520
    @rajendraballavbehera2520 Місяць тому +9

    CBI investigation darkar

  • @GopinathMunda-jd1wb
    @GopinathMunda-jd1wb Місяць тому +6

    ନାମ ନେହୁଁ ସଳା

  • @abhiramdas9561
    @abhiramdas9561 Місяць тому +21

    CBI investigation jarrurat

  • @oldagecareshreekrishnaanan4887
    @oldagecareshreekrishnaanan4887 28 днів тому +1

    ଲୁଚିଛି ନା ଗୋଡ ଦିଟା ଦିଶୁଛି ସଂଗଠନ ସମ୍ପାଦକ ଙ୍କର ସବୁଟଙ୍କା ଓଡିଶା ଲୋକମାନଂକର ଏଠି ଗରିବର ଘର ନାହିଁ କିନ୍ତୁ ବାବୁଙ୍କର ମାଳ ମାଳ କମ୍ପାନୀ. ଆମେ ସବୁ ବୋକା ମାନେ ଆକୁ ଦେଖି ମରିବା କଥା. ସରକାର ନିରବ କାହିଁକି.

  • @SanthoskumarHota
    @SanthoskumarHota Місяць тому +7

    Vigilance department must interfere by the Hon'CM

  • @RadhakntJai-pt6ix
    @RadhakntJai-pt6ix 25 днів тому +2

    E D ରେ ଦିଆଯାଉ

  • @bimalkantatripathy2776
    @bimalkantatripathy2776 29 днів тому +1

    କୌଣସି ରାଜନୈତିକ ଉଦ୍ଦେଶ୍ୟ ନ ରଖି, ଯିଏ ଦୁର୍ନୀତିରେ ସଂପୃକ୍ତ ଥିବ,ତାହା ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର।

  • @akpanda833
    @akpanda833 Місяць тому +5

    Refer Bobby & Pandian case to CBI . Vigilance can not do it

  • @NarayanGond-gz3bn
    @NarayanGond-gz3bn 18 днів тому +1

    ଓଡ଼ିଶାର ସବୁ ଜାଗା ସରକାର କବଜା କରି ଜାଗା ବିକ୍ରି ପରେ ପ୍ରତିଶ୍ରୁତି ପୂରଣ ହେବ ଏପର୍ଯ୍ୟନ୍ତ କିଛି କରି ନାହାନ୍ତି

  • @dillipkumarkumar1959
    @dillipkumarkumar1959 Місяць тому +7

    A mana ku odisha ru bidya kara jau

  • @user-ku6bo6do1s
    @user-ku6bo6do1s Місяць тому +1

    ସତ ତ ସାମ୍ନାକୁ ଆସୁନି ହେବ କଣ ??ପୁଣି କୁଆଡେ କଣ ମୋଡ ନେଉଛି କି କଣ ଦେଖ ।
    ରାଜନୀତି ଭାଇ ଭାରି ଗୋଳିଆ
    ଭିତରେ ଭିତରେ ଭାରି ଅଳିଆ ।

  • @sukumarrana9091
    @sukumarrana9091 23 дні тому +2

    CBI enquiry is too much necessary to reveal the truth.

  • @bhajarajdeep3039
    @bhajarajdeep3039 Місяць тому +13

    BJP ku vote debar eta parinam

    • @PinkyHandha
      @PinkyHandha Місяць тому

      Parinam kn se Babi ate tanka kahuthila gariba loka nku hairana kari jaga jamibadi sabu lutila hele bi tame emiti Katha kahiparucha..etiki nija ku dhanya mano kara je BJP asila boli chari karuthiba neta mananka bisaya re janiparila Babi Das kemiti lutera boli

  • @JangynaMaharana
    @JangynaMaharana Місяць тому +3

    Dhanyabad,sar

  • @sujatasahoo3717
    @sujatasahoo3717 Місяць тому +1

    👌👌👍👍

  • @Rkd6122
    @Rkd6122 Місяць тому +1

    Let's see what kind of steps are being taken by the vigilance dept 😮

  • @rabindranathbarik664
    @rabindranathbarik664 Місяць тому +4

    When ED or cvi investigation to VK Pandian we are waiting also odissa all peoples .

  • @SoniBehera-jl1ps
    @SoniBehera-jl1ps 26 днів тому +1

    Right

  • @girijasankarshaw9561
    @girijasankarshaw9561 Місяць тому +1

    ଏମାନଙ୍କୁ ଆରରେଷ୍ଟ କରାଯାଉ 🙏🙏🙏q

  • @niranjanpanda8574
    @niranjanpanda8574 Місяць тому +1

    No vigilance Only CBI & ED.

  • @bigyanranjnpradhan9669
    @bigyanranjnpradhan9669 Місяць тому

    ଅମିତ୍ ଶାହା ଦେଇଥିବା କଥା ରଖନ୍ତୁ

  • @gangadharpatra8104
    @gangadharpatra8104 Місяць тому +1

    Real fact

  • @manmohanjena3500
    @manmohanjena3500 Місяць тому +2

    Immediately action should be taken against him

  • @sridharapradhan2758
    @sridharapradhan2758 Місяць тому +9

    Guru chhandala dassa paddichi

  • @BISWANATHOfficial000
    @BISWANATHOfficial000 Місяць тому

    କିଛି ହେବ ନାଇ

  • @swadeshpalei8296
    @swadeshpalei8296 Місяць тому +3

    Are BJP bi news channel ku paisa dai Amit karuchii

  • @biswajitsahoo8249
    @biswajitsahoo8249 17 днів тому +1

    Trust me nothing will change whatever the government it will be in Odisha or in any states of India

  • @prafullapradhan3860
    @prafullapradhan3860 21 день тому +1

    Ama Odisha re Ae Bhrastachar nka ra Kichhi Hella Parikaagu Nanhi

  • @user-gh5iv6zp4t
    @user-gh5iv6zp4t 28 днів тому +1

    1 no CM kichi janiparileni kemiti 1 no award kie deuthila 1 no dala kemilti Lutepat Kari Biswobikhata heuthile kemiti Biju babu upare Thai garba karuthibe

  • @kumarbirendrasahu
    @kumarbirendrasahu Місяць тому

    କିଛି ହବ ନାହିଁ

  • @mohanhembram427
    @mohanhembram427 Місяць тому +1

    ରାଜଭବନ ସମ୍ମୁଖରେ ଯାହା 7 ତାରିକ୍ ଘଟିଲା ସେ ଖବର ବାହାର କରିବାର ଦମ୍ କାହିଁ ଖାଲି ବବି ବବି

  • @kabitasahoo8385
    @kabitasahoo8385 Місяць тому

    🙏👍❤ My God.

  • @laxmidharnayak4191
    @laxmidharnayak4191 Місяць тому

    . Vigilance must enquire the scam and take strong actions.dhanyabad

  • @RajaDas-pp1ez
    @RajaDas-pp1ez 23 дні тому +1

    ସବୁ BJD neta ଙ୍କୁ target 🎯 କର, ଖାଲି ବବି ଦାସ କଣ ପାଇଁ ।।।।।

  • @user-vv3mg1nd6n
    @user-vv3mg1nd6n Місяць тому

    Wait and see

  • @user-re4eq6mi1y
    @user-re4eq6mi1y 11 днів тому +1

    Ba ba ba ba ki maja.😢😮

  • @user-xf7in2xg9o
    @user-xf7in2xg9o Місяць тому

    Take action immediately

  • @Business-inodia
    @Business-inodia Місяць тому +1

    Odisha Vigilance Department kana souchanti ki? Kuadegale Babu Mane?Ate news corruption ra asuchi ta Vigilance Odisha ra kana karuchanti?

    • @gurucharanbarik7817
      @gurucharanbarik7817 27 днів тому

      କେବଳମାତ୍ର ନାଭି ରେ ଦୁଇ ବୁନ୍ଦା, ତା ପରେ ନିଦ୍ରା. ଆମ vigilance dept😂😂😂😂😂

  • @bagunsingh9206
    @bagunsingh9206 Місяць тому

    ମିଛ କଣ ପାଇଁ କହୁଛ

  • @ullashchandraparida2252
    @ullashchandraparida2252 Місяць тому

    Good news

  • @arunapradhan927
    @arunapradhan927 12 днів тому +2

    Chora nka paisa company sabu ku siz karajau

  • @KedarJena-ki9el
    @KedarJena-ki9el Місяць тому

    Investigation need immediately

  • @lingarajpanda896
    @lingarajpanda896 Місяць тому

    Mohan majhi sarkar laguchi kichi kari paribani anurodh karuchi cm nku jaldi cbi enquary karantu

  • @bhagyadharpradhan2124
    @bhagyadharpradhan2124 Місяць тому

    ଚୋର ଘର ସବୁବେଳେ ଅନ୍ଧାର ରହେ ନାହଁ

  • @sushantanayaksushi441
    @sushantanayaksushi441 Місяць тому +1

    ASO mada news tike dekhao

  • @susantabaliarsingh7854
    @susantabaliarsingh7854 Місяць тому +1

    Odisha ku khola Kari khaigale

  • @alokpahi455
    @alokpahi455 Місяць тому

    Odisha CBI Parabani

  • @bidesipradhan1215
    @bidesipradhan1215 26 днів тому +1

    ଇଏ ସବୁ ଓଡିଶା ଶ୍ରମିକ ଖଟି ଖିଆ ଲୋକ ମାନ ଙ୍କର ଠକି ତଣ୍ଟି ଚିପି ଲୁଟ କରି ଖାଉ ଥିଲେ

  • @bijayapppradhan4563
    @bijayapppradhan4563 Місяць тому

    ଅମ୍ବାନୀ ବୋଉ ପୂରା ପେଲେଇପୁଅ।

  • @jihosiyamandal9999
    @jihosiyamandal9999 Місяць тому

    Id ତଦନ୍ତ ଏହୁbjd babungkarsrs କାରନାମା

  • @satyajitmallick804
    @satyajitmallick804 Місяць тому

    Bhai kichii habani drunti khore mla mp nka ra bcz tanka prbala acchiii sabu khasijibe ok eita mora final answer

  • @alokpahi455
    @alokpahi455 Місяць тому

    Tama parbni SBI

  • @Business-inodia
    @Business-inodia Місяць тому +1

    Is this Boboby is more talented than Daud .

  • @user-el9hb6yz3r
    @user-el9hb6yz3r Місяць тому

    Subha dino dekhuchi na kon vigilance

  • @babyvlogs4128
    @babyvlogs4128 Місяць тому

    Arrest na hela parjyanta ame chadibu nahu ED red kari

  • @dsd4230
    @dsd4230 Місяць тому

    ସବୁ ବବି ଖୋଳ କରିଦେଇଛି. ଜନସାଧାରଣ ଭାବୁଥିଲେ ବବିଟା ଭଲ ପିଲା ହେଲେ ଯାହା ଜଣାପଡୁଛି ମହାକାଳ ଫଳ.

  • @BHARATCHANDRASAHOO-mw9oc
    @BHARATCHANDRASAHOO-mw9oc Місяць тому

    ଅନୁଗୋଳ ଜିଲ୍ଲା ରୁ ଜିଲ୍ଲାପାଳ ସ୍ୱାଇଁ କୁ ଧରି ଟେଣ୍ଡର ଫିକ୍ସିଂରେ ବବି ଓ ପଣ୍ଡିଅନ କୁ କୋଟିକୋଟି ଟଙ୍କା ଖାଇଛନ୍ତି । ତତସହିଟ ଠିକାଦାର ମାନେ ନିମ୍ନ ମନର ଓ କାମ ପରିମାଣ କାମକରି ଠିକାଦାର , ବବି ଦାସ ,ପାଣ୍ଡୁ ,ନିର୍ବାହୀ ଯନ୍ତ୍ରୀ ଠାରୁ କନିଷ୍ଠ ଯନ୍ତ୍ରୀ ବ୍ୟାପକ ଭାବରେ ଖାଇ ଛନ୍ତି ତଦନ୍ତ ସାପକ୍ଷ ।ପରିକ୍ରମା ଓ ଆମ ଓଡ଼ିଶା ନବୀନ ଓଡ଼ିଶା ରେ ମିଳିଥିବା ଅନୁଦାନ କୁ ସରପଞ୍ଚ କୁ ନ ଜଣାଇ ପିଓ ଙ୍କୁ ଧରି BDO 2/3 ଅଂଶ ଖାଇ ଛନ୍ତି ଏଥିରେ ମଧ୍ୟ ପାଣ୍ଡୁ ଓ ବବି ଖାଇ ଛନ୍ତି CBI କିମ୍ବା ଭିଜିଲାନ୍ସ ତଦନ୍ତ ପାଇଁ ଦେଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏ ସମସ୍ତଙ୍କୁ ଜେଲ ପଠାଇବାକୁ BJP ଭୋଟ ଦେଇଛନ୍ତି କାମ ନା କରି ଭାଷଣ ଦେବାକୁ ଭୋଟ ଦେଇ ନାହାନ୍ତି ।

  • @Goutam306
    @Goutam306 Місяць тому

    ବବି ଦାସ କୁ arrest କର ଶୀଘ୍ର

  • @sanju7678
    @sanju7678 Місяць тому

    Mohan sir, my dear CM. Ehh Bobby Das pura corrupted. Sir. Aku pura jivan jail darkar. Jaihind. Jai Sriram

  • @RakeshSahu-lg5ph
    @RakeshSahu-lg5ph Місяць тому

    Odisha sarkar nideshre cbi red karajau

  • @kailashchandrarout2551
    @kailashchandrarout2551 26 днів тому

    ତାକୁ ଶୀଘ୍ର ଅରେଷ୍ଟ କର।

  • @RajeshPothal-dk1oe
    @RajeshPothal-dk1oe 10 днів тому

    Mo nam re beshi nuha 1. 2taa company karidia bhagwan tumar Mangal karibe

  • @amulyapradhan3476
    @amulyapradhan3476 Місяць тому

    Cbi

  • @gurucharanabehera2791
    @gurucharanabehera2791 20 днів тому

    Ea jail jibaa darkar

  • @baishnab9446
    @baishnab9446 Місяць тому

    ବବି ଦାସ କୁ ଗିରପ କରାଯାଉ

  • @Sushikumarghana
    @Sushikumarghana 29 днів тому

    ଯାଜପୁର ର deltavo private limited gote thaka kampani

  • @user-fw3ir9fh4e
    @user-fw3ir9fh4e 11 днів тому

    Sp trade ventures pvt company achi

  • @bijayamaharana937
    @bijayamaharana937 27 днів тому

    Bhala samaja seba karuchanti boli kahuthile abe samaste janantu , sarkar bahar karantu ,

  • @amitkumarnayak5345
    @amitkumarnayak5345 27 днів тому

    But where is pandyan total invisible ?

  • @TirtharajIsha
    @TirtharajIsha 28 днів тому

    Pandian ra relatives namere aneka properties o truck

  • @user-hu7vf4tt6k
    @user-hu7vf4tt6k Місяць тому

    ଅତି ଶୀଘ୍ର ତଦନ୍ତ କରାଯାଉ ନହେଲେ BJP କୁ ବି ଲୋକ ଆଉ ଭରସା କରିବେନି...

  • @samarendramohanty1038
    @samarendramohanty1038 Місяць тому

    ବବି କୁ ଜେଲ ପଠାଓ

  • @subashchandrapatra3128
    @subashchandrapatra3128 Місяць тому

    Naveen Pattanaik best n clean chief minister.What bobby did he doesn't know?

  • @engineeringacademy1345
    @engineeringacademy1345 29 днів тому

    Baripada ade b dekho boby link eithi b ochhi

  • @user-bd3me5cj2q
    @user-bd3me5cj2q Місяць тому

    mohan sir ate late kahinki naunahanti action gote pare gote purantu jharpada re

  • @user-ye8kp4dk8v
    @user-ye8kp4dk8v Місяць тому

    Tar sapati sarkar sikaardia

  • @makarjaynaren8356
    @makarjaynaren8356 Місяць тому

    Cbi ତଦନ୍ତ ଜରୁରୀ ଅଟେ।

  • @SashibhusanDas-ru3qw
    @SashibhusanDas-ru3qw Місяць тому

    Thanxs topeople

  • @rameshrao6605
    @rameshrao6605 25 днів тому

    Turanta karjya anustana hba drkar 😡😡

  • @PareshMohabhuin
    @PareshMohabhuin Місяць тому

    Cbi kauthi suithila ete tanka hadap hela bele

  • @laxmidharmohanty1251
    @laxmidharmohanty1251 Місяць тому

    babböy fasi 1:01 1:02 1:02

  • @hurshikeshmathan9565
    @hurshikeshmathan9565 Місяць тому

    C.B.I janch karaibaku Manyabar C.M. nku anurodh, karan ghotala heithiba tanka Odisha ra aganita janata nka ra tanka, Odisha ra aganita janata jou payee B.J.P ku bachhijanti, taha turant heba darkar

  • @atishmalik6534
    @atishmalik6534 26 днів тому

    Emananka suna kaati diantu

  • @shivaprasadjena8656
    @shivaprasadjena8656 Місяць тому

    Ho ho hoei labha nahi jadi case diary karanajaei cbi I'd vigilance nagajaei jadi Babi ku arrest nakarajaei jaeil patha najaei sarakara tatpara nahanti tebe kichhi labha nahi