ହରିଜନ ଏକ ଛୋଟଜାତି ନୁହଁ ! ଦେଖନ୍ତୁ ପୁରାଣରୁ ପ୍ରମାଣ // History of Harijan // Harijan // Bishnu Ratnam
Вставка
- Опубліковано 7 лют 2025
- ହରିଜନ ଏକ ଛୋଟଜାତି ନୁହଁ ! ଦେଖନ୍ତୁ ପୁରାଣରୁ ପ୍ରମାଣ // History of Harijan // Harijan // Bishnu Ratnam
Jagannath friends, welcome to our channel BISHNU RATNAM.In this channel you can get more video based upon historical, devotional, mythology, cultural event and educational thoughts.
हरिजन
गोस्वामी तुलसीदास जी ने पंचम सोपान, सुंदरकांड : रामचरितमानस की चौपाई में "हरिजन" शब्द का सर्वप्रथम प्रयोग किया था, और वहाँ यह शब्द हनुमान जी के लिए किया गया था। जब हनुमान जी माँ सीता की खोज में लंका पहुँचे और जब वे माँ को अशोक वाटिका में मिले तब माँ उनसे मिलकर अत्यंत प्रसन्न हुए और ख़ुशी से उन्हें हरिजन कहा। यहाँ हरि अर्थात श्री राम और जन अर्थात हनुमान ।
अब पढ़े वह सुंदरकांड : रामचरितमानस की चौपाई:
हरिजन जानि प्रीति अति गाढ़ी। सजल नयन पुलकावलि बाढी ॥ बूड़त बिरह जलधि हनुमाना। भयहु तात मो कहुँ जलजाना॥1॥
भावार्थ: हनुमान भगवान राम के दूत बनकर लंका आए थे। भगवान का जन सेवक (हरिजन) जानकर माँ सीता को हनुमान से अत्यंत गाढ़ी प्रीति हो गई। जैसे एक माँ को अपने पुत्र से होती हैं। माँ सीता के नेत्रों में प्रेमाश्रुओं से जल भर आया और शरीर अत्यंत पुलकित हो गया (सीताजी ने कहा-) हे तात हनुमान! विरहसागर में डूबती हुई मुझको तुम जहाज हुए ॥1॥
श्री राम के इंतज़ार में माँ सीता अत्यंत व्याकुल हो गयी थी। हनुमान का • मिलन उनके साहस को बल दिया, उन्हें लगा कि भगवान का जन सेवक (हरिजन) अब प्रभु तक मेरी सुध पहुँचा देगा, और प्रभु राम जल्द इस बंधन से मुक्ति दिलाएँगे।
चौपाई पढ़ने के बाद आपको समझ में आ गया होगा की हरिजन कौन हैं। हरिजन तो हनुमान हैं जो प्रभु राम के सेवक हैं। हनुमान इतने शक्तिशाली की एक बार तो सूर्य को ही निगल गए थे। फिर बाद में ब्रह्मा और विष्णु के आदेश प छोड़ा।
इतना शक्तिशाली पुरूष के लिए प्रयोग किया गया यह शब्द आज कितना मलिन हो गया हैं।
ହରିଜନ
ଜାତି, ଶ୍ରେଣୀ କିମ୍ବା ଲିଙ୍ଗ ନିର୍ବିଶେଷରେ କୃଷ୍ଣଙ୍କର ସମସ୍ତ ଭକ୍ତଙ୍କୁ ସୂଚାଇବା ପାଇଁ ଭକ୍ତ ପରମ୍ପରାର ଗୁଜୁରାଟୀ କବି-ସାଧୁ ନରସିଂହ ମେହେଟ୍ଟା ହରିଜନ ବା 'ଭଗବାନଙ୍କ ସନ୍ଧାନ' ଶବ୍ଦ ପ୍ରସ୍ତୁତ କରିଥିଲେ। ମହାତ୍ମା ଗାନ୍ଧୀ, ବିଶେଷ ଭାବରେ ମେହେଟ୍ଟାଙ୍କ କାର୍ଯ୍ୟର ପ୍ରଶଂସକ, ପ୍ରଥମେ 1933 ମସିହାରେ ଦଳିତଙ୍କୁ ଚିହ୍ନିବା ପ୍ରସଙ୍ଗରେ ଏହି ଶବ୍ଦ ବ୍ୟବହାର କରିଥିଲେ। ଆମ୍ବେଦକର ଏହି ନାମକୁ ନାପସନ୍ଦ କରିଥିଲେ କାରଣ ଏହା ମୁସଲମାନମାନଙ୍କ ପରି ଏକ ସ୍ୱାଧୀନ ସମ୍ପ୍ରଦାୟ ଅପେକ୍ଷା ଏକ ବୃହତ ହିନ୍ଦୁ ରାଷ୍ଟ୍ର ସହିତ ସମ୍ପର୍କିତ ଥିଲା। ଏଥିସହ, ଅନେକ ଦଲିତମାନେ ପୃଷ୍ଠପୋଷକତା ତଥା ଅପମାନଜନକ ଶବ୍ଦ ପାଇଲେ, ଏବଂ ଖୋଜି ପାଇଲେ, କେତେକ ଦାବି କରିଛନ୍ତି ଯେ ଏହି ଶବ୍ଦ ପ୍ରକୃତରେ ଦେବଦାସଙ୍କ ପିଲାମାନଙ୍କୁ ଦର୍ଶାଏ। ଯେତେବେଳେ ଭାରତୀୟ ସ୍ୱାଧୀନତା ପରେ ଅସ୍ପୃଶ୍ୟତା ନିଷେଧ କରାଯାଇଥୁଲା, ପୂର୍ବ ଅସ୍ପୃଶ୍ୟତାକୁ ବର୍ଣ୍ଣନା କରିବା ପାଇଁ ହରିଜନ ଶବ୍ଦର ବ୍ୟବହାର ଅନ୍ୟ ଜାତିମାନଙ୍କ ମଧ୍ୟରେ ଦଲିତଙ୍କ ଅପେକ୍ଷା ଅଧିକ ସାଧାରଣ ହୋଇଗଲା |
for more videos you can go through this link
*ଶ୍ରାବଣ ମାସର ମହତ୍ତ୍ଵ
• ଶ୍ରାବଣ ମାସର ମହତ୍ତ୍ୱ||s...
*ଅକ୍ଷୟ ତ୍ରୁତୀୟା
• akshaya tritiya odia /...
*ଶ୍ରୀ କ୍ରିଷ୍ଣା ଜନ୍ମାଷ୍ଟମୀ
• ଜନ୍ମାଷ୍ଟମୀ//janmastham...
*ମଦନ ମୋହନ
• madan mohan||ଜଗନ୍ନାଥଙ୍...
*ରାକ୍ଷୀ ପୂର୍ଣ୍ଣିମା
• rakhi Purnima || ରାକ୍ଷ...
*ଚିତାଲାଗି ଅମାବାସ୍ୟା
• ଚିତାଲାଗି ଅମାବାସ୍ୟା//ch...
*ଜାତୀୟ ଜୀବନରେ ଜଗନ୍ନାଥ
• ଜାତୀୟ ଜୀବନରେ ଜଗନ୍ନାଥ//...
*ରଥ ଯାତ୍ରା
• ବିଶ୍ବ ପ୍ରସିଦ୍ଧ ରଥଯାତ୍ର...
*ଶରଣାଗତ ଭକ୍ତ
• sri Chaitanya mahaprab...
*ଏହି ଅଳି ଶ୍ରୀ ଛାମୁରେ
• ehi Ali sri chhamure||...
*ଚନ୍ଦନ ଯାତ୍ରା
• Video
[{THANKS FOR WATCHING]}
for you
#ହରିଜନ
#harijan
#bishnu_ratnam
#gurudivas
#GuruDibasBhasan
#TeachersDayspeech#bishnu_ratnam
#ଗୁରୁଦିବସଭାଷଣ
#lordjagannath
#shorts
#OdiaFilm
#OdiaHealthTips
#AkshayTrutiya
#AigharaPurnima
#AkhayaTrutiya
#AnlaNabami
#AnantaChaturdashi
#AnlaEkadashi
#Ashokastami
#ChaitraShuklapakshaChaturdashi
#Dusshera
#InduPurnima
#JahniOsha
#KartikPurnima
#KamadaEkadashi
#KartikaBrata
#KukkutiBrata
#NarakaChaturdashi
#KaliyadalanaEkadashi
#shorts
#LakshmiPuja
#GaneshPuja
#GaneshPuja
#GarbhanaSankranti
#RakshiPurnima
#ChaitraPurnima
#ChaitraMangalbarOsha
#ChandanYatra
#KrishnaJanmastami
#BhismaEkadashi
#JhulanaYatra
#Diwali
@BISHNU RATNAM
Jaya. Shreeram
I am a harijan i am a proud💪
😊😊😊😊❤
ସମାଜରେ ସମସ୍ତଙ୍କୁ ଏକ କରାଯାଇ ଜାତିପ୍ରଥା କୁ ଉଠାଯାଉ ଓ ଆମକୁ ଯୋଉ କହୁଛନ୍ତି କୋଟା ରେ ଚାକିରୀ ପାଉଛ ସେ କୋଟା ଉଠାଯାଉ
ତମ CASTE ର ଝିଅକୁ SC & ST ପିଲାଙ୍କୁ marriage କରିବ ତୋ 1ST କୁହ.... ତାପରେ ବାକି କଥା ଜାଣିବ
Majak chal raha hai jati pratha ku utha jau.
ଭାଇ କୋଟା ଯୋଉ ଦିନ ଉଠିବା କଥା ବିଚାର ହେବ ସେହି ଦିନ ଏହି କୁଜି ନେତାଙ୍କ ଛାତି ଫାଟିଯିବ
ଜାତି ପ୍ରଥା କୋଉ ମାନେ କରିଲେ ଏହି କିଛି ନେତା ଭୋଟ ପାଇଁ ଜାତି ପ୍ରଥା କରିଲେ
ଆମ ହିନ୍ଦୁ ସମାଜ ଆଜି ଏତେ ତଳକୁ ଖସିଚି କଣ ନାଁ ଏହି ଜାତି ପ୍ରଥା ପାଇଁ ଆମ ସନାତନ ଧର୍ମ ରେ 4 ଜାତି ଯେମିତି ଅଛି ସେମିତି ମୁସଲମାନ ଙ୍କ ଜାତିରେ 4 ପ୍ରକାର ଜାତି ଅଛି ସେ କେବେ କହିନାହାନ୍ତି କି ମୁଁ ଏଯାତି ସେ ଜାତି ର ତାଙ୍କୁ ପଚାରିଲେ ସେ କହିବେ ଆମେ ମୁସଲିମ ବୋଲି
ଏ ସମୟ ରେ ଟଙ୍କା ଥିବା ଲୋକ ହେଇଉଛି ବଡ଼ ଜାତି।
ଆଉ ଯାହା ପାଖରେ ଟଙ୍କା ନାହିଁ ସେ ଛୋଟ ଜାତି।
ଯେତେସବୁ ଅହଂକାରୀ ଲୋକମାନେ ଏମିତି ଭାବନ୍ତି
Sata katha hela tanka pakhare thiba loka dhani kintu jati chhota, semanka pakhre manisapania n thaye thare 100 tanka maagi dekhantu.
ଠିକ କଥା ଆଜ୍ଞା
@@G.S.BROTHER💯 Right brother
ଆଜ୍ଞା ପଈସା ପାଇଁ ନୁହଁ ହରିଜନ ସନାତନ ହିନ୍ଦୁ ଧର୍ମ ହୋଇ ଗୋ ହତ୍ୟା ଏବଂ ମାଂସ ଖାଉଛନ୍ତି ଆମ ଓଡ଼ିଶାରେ ଗାଁ ଗାଁରେ ଦେଖନ୍ତୁ ତେଣୁ ହରିଜନ ଲୋକଙ୍କୁ ଘୃଣା କରନ୍ତି
Proud to be a harijan damba jati love❤ from korput
Same place
ବହୁତ ସୁନ୍ଦର ଉପସ୍ଥାପନା
ଏବେ ବି ଗାଆଁରେ ଜାତିପ୍ରଥା ଚଳୁଛି, ନୁହେଁ କି।
Ha
ହଁ ଏହି ଜାତି ଭେଦ ପାଇଁ କେତେ ଝିଅ,ପୁଅ ମରି ଯାଉଛନ୍ତି 😢 ଯେଉଁ ମାନେ ଜାତି ଭେଦ କରିଛନ୍ତି ସେ ମାନେ ପାଗଳ ମଣିଷ ଙ୍କ
ଜାତି ଲୋକ ରକ୍ତ କ'ଣ ନାଲି ଆଉ ଅଜାତି ଲୋକ ଙ୍କ ରକ୍ତ ନେଳିଆ
ଜାତି ହେଉଛି ଏକ କର୍ମ ❤❤ ଜାତି ମାନେ ଛୋଟ ବଡ଼ ନୁହଁ love from W. O DISHA
Bhai Jati Name Re 5/6Mahabharata Serial Hai Banaidele Baki rahichi Ramayana
@@Krishna-cr2dp you
What the cast is karma then plz give me ur sister hand I will marry her
@@mr.Dolamanibhue2016 Kan Apana Ku Bispas Heuni Ki Tike Mahabharat Book Ra Story Abom Tv Serial Story Ku Dekha tu Akash Patal Difference Achi
@@Ramcccc75 sorry men not sister
ଏହି ବହି ସବୁ ମନୁବାଦୀ ଗ୍ରନ୍ଥ,।
ମୁଁ ଗୋଟେ ବ୍ରାହ୍ମଣ ପରିବାର ପିଲା କିନ୍ତୁ ମୁଁ ଗୋଟେ ହରିଜନ ଝିଅ କୁ ବାହା ହେଇଛି
Bhala kama Tia karicha bhai 👏👏👏Jay Jagannath ❤️⭕‼️⭕🙏
Bhala karicha 😊emiti samastankara bhaba aana rahiba darkar
Thanks
Ap konsa caste ka ho ap@@nikichoudhury3280
@@SweetSandhyarani03ap konsa caste ka ho
ଭାଇ ମୁଁ ଗୋଟେ ହରିଜନ ପୁଅ ଆଉ ମୁଁ ଗୋଟେ ବ୍ରାହ୍ମଣ ଝିଅ କୁ ବାହା ହେଇଛି
Me tooo
ତମ ଶାଳି ମୋତେ ଦବ 😁🤣
Are bhai bhala karicha ,Semiti ea sala nka maa,bhauni,maipanku neiasa
Barat jaiki
ଗୋଟିଏ ବ୍ରାହ୍ମଣ ପୁଅ ଅନ୍ୟ ଜାତି ରେ ବାହା ହେଲେ କିଛି ଅସୁବିଧା ନାହିଁ କିନ୍ତୁ ଆପଣ ବ୍ରାହ୍ମଣ ଝିଅ କୁ ବିବାହ କରିଛନ୍ତି ଆପଣ 2ଗୁଣ ହେଲେ ଆପଣ ପତ୍ନୀ 4ଗୁଣ ଏହା ଶାସ୍ତ୍ରରେ ଲିପିବଦ୍ଧ ଆପଣଙ୍କ ଜୀବନ ବିପଦ ଅଛି ?ଦେଖନ୍ତୁ
ଜୟ ଜଗନ୍ନାଥ ନିରାକାର ଧର୍ମ ରେ କୁହାଯାଏ ଜାତି ବର୍ଣ୍ଣ ଛୋଟ ବଡ଼ ନାହିଁ ଆମେ ସମସ୍ତେ ଏକ ଜାତି କୋଉଠୀ ଅଛି ପୁରାଣ ଶାସ୍ତ୍ର ଅନୁଯାୟୀ କୁହାଯାଏ 🙏🏼
ମୁଁ ଆଦିବାସୀ ହରିଜନ ପୁରାଣ ପଢ଼ିଛି । କୌଣସି ଜାତି ଛୋଟ ନୁହେଁ
Tor bhaouni ke SC cast ra pila bibaha kari bi deba ki😂
@@Ramcccc75 ତମେ କେମିତି ଜାଣିଲ ମୋର ଜଣେ ଭଉଣୀ ଅଛି ବୋଲି
❤❤❤❤❤❤❤❤❤🎉🎉🎉🎉
ମଣିଷ ଭଲ କି ଖରାପ ଦେଖ। ଜାତି ରୁ କ'ଣ ମିଳିବ
ହରିଜନ ପୁରାଣ ବି ଅଛି। ଏହାକୁ ନିହାତି ପଢିବା ଦରକାର। 🤍🥺🤍
Jay Jagannath maha Prabhu 🙏🙏🙏🙏🙏🙏🙏 my hehuchi harijan au garbit madhya Jay Jagannath maha Prabhu 🙏🙏🙏🙏🙏
ଜୟ 🚩🌴ଶ୍ରୀ 🌿🚩ଜଗନ୍ନାଥ 🚩
ଜୟ 🚩🌴ଶ୍ରୀ 🌿🚩ବଳଭଦ୍ର 🚩
ଜୟ 🌿🚩ମାଁ 🌿🚩ସୁଭଦ୍ରା 🚩
ଜୟ🌿🚩 ଶ୍ରୀ🌿🚩 ହନୁମାନ 🚩🌿
ଜୟ 🌿🚩ଶ୍ରୀ 🚩🌿ପତିତପାବନ 🌿🚩ବାନା 🌿🚩🙏🙏🙏
Thanks bhai.mu chanhuthili kie aama jati ra prakruta satya ku janantu lokanku.aja jati bahut uchhare.bahut loka satya najani ama kaibarta jatiku harijana ba chhota jati kahuchhanti.ama jatira paita achhi.mo ajaa pindhuthile.au ebe bi mo dedhasura pindhuchhanti.❤❤❤
Aap konsa caste ka ho 🎉
ଦୁଇ ଜାତି ଭିତରେ ବିବାହ କର , ତା ସହ ଦୁଇ ଜାତି ର ଲୋକ ଖାଦ୍ୟ ମିଶି ଖାଇବେ, ତେବେ ଯାଇ ଜାତି ପ୍ରଥା ସମାପ୍ତ ହେବା।
କିଛି ଲାଭ ନାହିଁ ବର୍ତ୍ତମାନ ସେୟା ହିଁ ଚାଲିଛି କିନ୍ତୁ certificate ରେ obc, sc, st, ଏସବୁ
Verry nice video
ମୁଁବେରାଗିଜିଆ ହରିଜନଘରେ ବହୁ ହେଇ ବହୁତଖୁସିରେ ଅଛି
I am proud of my harijan cast 🤟
Jay shree Jagannath 🙏🙏🙏
ଆଲ୍ଲାଜନ ଗୋଟେ ଜାତି ଅଛନ୍ତି , ଆମ ଦେଶରେ ! ସେମାଙ୍କର ଇଜ୍ଜତ ନାହିଁ, ଆଉ ସେମାନେ ବହୁତ ଧନ ପିପାସୁ |
Bhagwan nka pakhare sabu saman
ମୁସଲମାନ ଭଳିଆ ହୁଅ ସେମାନେ ତାଙ୍କର ଧର୍ମ ପ୍ରତି କେତେ ନିଷ୍ଟବାନ ତାଙ୍କର କାଇଁ ଜାତି ନାହିଁ , ହିନ୍ଦୁ ଧର୍ମ ରେ ହିଁ ଜାତି ପ୍ରଥା ଆସୁଛି, ସମସ୍ତେ ମାନେ ରଖ ସନାତନ ହେଲା ଆମ ଧର୍ମ ଆଉ ହିନ୍ଦୁ ହେଲା ଆମର ଜାତି, ଜାତି ଜାତି ହେଇ ନିଜ ନିଜ ଭିତରେ ବାଣ୍ଟି ହୁଅ ନାହି, ନହେଲେ ଏବେ ଯାହା ପରିସ୍ଥିତି ହେଲାଣି ଭାରତରେ ଆଉ ଥରେ ମୁସଲମାନ ଶାସନ ଚାଲିବ, ମୁସଲମାନ ମାନେ ସନାତନ ଧର୍ମ କୁ ଲୋପ କରିବା ପାଇଁ ଚେଷ୍ଟା କରୁଛନ୍ତି, ଆମ ଭାରତ କୁ ମୁସଲମାନ ଦେଶ କରିବା ପାଇଁ ଚେଷ୍ଟା କରୁଛନ୍ତି, ସେଥି ପାଇଁ ନିଜ ନିଜ ଭିତରେ ବାଣ୍ଟି ହୁଅ ନାହିଁ, ଆମ ଧର୍ମ କୁ ରକ୍ଷା କରିବା ଆମ ସମସ୍ତଙ୍କର କାମ ହର୍ ହର୍ ମହାଦେବ
ସମସ୍ତ ଙ୍କୁ ମୋର ଅନୁରୋଧ ଯେ ସେସମୟର କଥା ଅଲଗା ଥିଲା।ଏବେ ସମସ୍ତେ ହିନ୍ଦୁ କହି ନିର୍ମଲତା ଓ ସ୍ବଚ୍ଛତା ପାଳିଲେ ପୁଣି କ'ଣ ପାଇଁ ହରିଜନଙ୍କୁ ମନ୍ଦିର ରେ ପ୍ରବେଶ ନିଷେଧ। ହରିଜନ ଶବ୍ଦ କାହିଁକି ଓ କିଏ ରଖିଥିଲେ।
Jay Sri Krishna
ତୋମେ ମାନେ ଯେଉଁ ମାନେ ସବୁ ହିନ୍ଦୁ ହିନ୍ଦୁ ହେଉଛ କେବେ ଇତିହାସକୁ ଭଲକି ପଢିବାକୁ ଚେଷ୍ଟା କରିଛ କି?
ଏହି ଦେଶରେ ଆମ ପୂର୍ବ ପୁରୁଷ ମାନେ କିପରି ଥିଲେ ଏହା କେବେ ଜାଣିବାକୁ ଚେଷ୍ଟା କରିଛ କି?
ଜାଣିବା ଉଚିତ୍ ଯେ, ଆମ ସମସ୍ତଙ୍କ ପୂର୍ବ ପୁରୁଷମାନେ ପୂର୍ବେ ପ୍ରକୃତିର (ଅର୍ଥାତ ମାଟି,ପଥର,ଜଳ,ବାୟୁ ଇତ୍ୟାଦିର) ପୂଜକ ଉପାସକ ଥିଲେ। ସେମାନେ କୌଣସି ଦେବାଦେବୀ ମାନଙ୍କ ମୂର୍ତ୍ତୀର ପୂଜକ ନଥିଲେ। କିନ୍ତୁ କାଳ କ୍ରମେ ଭାରତରେ ବ୍ରାହ୍ମଣମାନେ ଅଭ୍ୟୁତାନ କରି ନିଜକୁ ଈଶ୍ବରଙ୍କ ସହ ସମାନ କରି ଏହି ଅଶିକ୍ଷିତ ସମାଜକୁ ୪ଟି ଶ୍ରେଣୀରେ ବିଭକ୍ତ କଲେ। ଏବଂ ବିଭିନ୍ନ ଦେବା ଦେବୀ ମାନଙ୍କ ଖୋଦିତ ମୂର୍ତ୍ତୀ ନିର୍ମାଣ କରି ସେମାନଙ୍କୁ ଅସ୍ତିତ୍ବ ଦେବା ପାଇଁ ବିଭିନ୍ନ ଶାସ୍ତ୍ରଗୁଡିକ ରୋଚନା କଲେ ଏବଂ ଏହି ତିନୋଟି ଶ୍ରେଣୀର ଲୋକଙ୍କ ଉପରେ ଶାସନ କରିବାକୁ ଲାଗିଲେ।
ତୋମେ କହୁଛ ଯେ ଭାରତକୁ ହିନ୍ଦୁ ରାଷ୍ଟ୍ର କରା ଯିବା ଉଚିତ୍,କିନ୍ତୁ କେବେ ଭାବିଛ କି ହିନ୍ଦୁ ରାଷ୍ଟ୍ର ହେଲେ କାହାର ଲାଭ ହେବ।କେବଳ ହିଁ କେବଳ ସେହି ବ୍ରାହ୍ମଣ ମାନଙ୍କର। ତୋମେ ଆଜି ଯେଉଁ ହିନ୍ଦୁ ହିନ୍ଦୁ ବୋଲି ନିଜକୁ ଗର୍ବ କରୁଛ,ଥରଟେ କେବେ ଜାଣିବାକୁ ଚେଷ୍ଟା କରିଛ କି ନିଜ ଜେଜେବାପା ମାନଙ୍କର ଜେଜେବାପା ମାନଙ୍କ ଅବସ୍ଥା ସେହି ସମୟରେ କିପରି ଥିଲା। ସେମାନେ ସେତେବେଳେ ବ୍ରାହ୍ମଣବାଦ ସମାଜରେ ରହି କେତେ କଷ୍ଟ ଭୋଗିଥିଲେ ଜାଣିଛ କି ତୋମେ। ସେମାନଙ୍କୁ ନୀଚ ଜାତିର ଲୋକ କହି ବହୁ ନିର୍ଯ୍ଯାତନା ଦିଆଯାଉଥିଲା। କୌଣସି ବିଷୟରେ ମଧ୍ୟ ସେମାନଙ୍କର ସ୍ବାଧୀନତା ନଥିଲା।
ଏହି କଥା କଣ ଭୂଲି ଯାଇଛକି ମୋ ଭାଇ ଓ ଭଉଣୀ ?
କିନ୍ତୁ ତୋମେ ଆଜି ପୁଣି ଅଲାଜୁକତା ସହ ସେହି ବ୍ରାହ୍ମଣବାଦକୁ ଆନନ୍ଦରେ ନିମନ୍ତ୍ରଣ କରୁଛ........
I like you sir
🎉🎉🎉
Satakatha bhai
ଆଉ ତମେ ଏସବୁ ଦେଖିଥିଲ ନୁହେଁ କି?
@@rajendramuduli6009
ତୁ ଛୋଟ ଛୁଆ ଟେ। ପ୍ରଥମେ ଯାଇ ନିଜ 10th Class Complete କରେ। ପରେ ଆସି କମେଣ୍ଟ୍ କରିବୁ । ଠିକ୍ ଅଛି
Supar
Mote jati re hadi kuhanti sethire mor problem nahi ...mote jati re chandal kuhanti sethi re mor problem nahi ...mote Ochua kora jauchi sathire bhi mor problem nahi ...ama jati loke Mala mutra sofa karanti ...mo jati Luka e bhumi swach kari jhadu karanti ...mo jati luko ghore dine laxmi thakurani asi thile ...mo jati ro pratistha pai shree mandira re chandal hataru brahmana chodei khaiba niyam hoichi ...mo jati ku praya nicha nazar re dekhu chanti ... nijaku bada mo jati bhai ku sana kahuchanti ... bhagwan manusya bhitare achi manab seba hin param seba parmaatma prapta ro marga boli pilathu sikhichi... nije aghe bhala manisha hua pare jati pratha ...sadharan manisha pania nahi tumamanka bhitare ...chandal kule janma heichi...Shree Shree Rudrachandi Maa Kali mora Ishta debi ...mo samna re ma jati ku Hinaa kahiba kali maa thare Bali debi ....Jay Maa Danda Kali ...
ଆମକୁଏବେବି ଗ୍ରାମାଅଞ୍ଚଳରେ ମନ୍ଦୀରକୁ ଯିବାକୁଦିଅନାହିଁ କାହିଁକି ଏମିତି କରାଯାଉଛି
ତାହେଲେ ତମେ କିଛି ଲୋକ ମିଶି ନିଜେ ଗୋଟିଏ ମନ୍ଦିର କରି ପୂଜା କର କିଏ ମନା କରୁଛି,,, ମୋ ଗାଁରେ ଗ୍ରାମଦେବତୀଙ୍କ ମୁଖ୍ୟ ପୂଜାରୀ ଜଣେ ହରିଜନ
Bhai mo bhi gote harijana pua I am from kalahandi but hindu dharma re bhagwaan kahinahanti ki aita bada jati aita chhota jati boli . bhagwan samstankara aau aame tankara bhakta
Laxmi purana padhu chha ta.
@@padminipattnaik2300 aasigala aau gote gyana deba pae
Me Bhi Harijan Hun 💓 Dharm Ek Hai ❤ Satya Sanatan Dharm Jay Shree Ram 🚩🕉️ 🚩 Or Jagat Me Har Inshaan Manushya Jati Ke Hain Or Sanatan Dharma❤Ke Ansh Hain Hindu, Muslim,Christian,Sikh Or Jitne Bhi Dharm Hain Sab Sanatan Dharm Ke Ansh Hain 🚩 Jese India Me Jitne State Hain Sab India Ke Ansh Hain Sab Saman Hain Sab Indian Hain Wese Sab Manushya Ek Hain Or God Ke Parivar Ke Hain Or Ek Hi Parivar God Ke Sab Hain Manushya,Janbar,Ped Jitna Bhi Hain Ek Hi Lekin Jati Manushya Jati Hai Thodina Billi Kutte Ye Sab Thodina Hain ❤❤
Mu gote bhi harijana ..jhia I am proud of my harijana cast ...❤️❤️
ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ରାମ ଜୀ ଜୟ ଜୟ ଶ୍ରୀ ହନୁମାନ ଜୀ ଜୟ
ସାରା ଭାରତୀୟ ହିନ୍ଦୁସ୍ତାନୀ ଓଡ଼ିଶା ଵାଶି ହିନ୍ଦୁ ସମାଜ ହିନ୍ଦୁ ଧର୍ମ ହିନ୍ଦୁ ସାଧୁ ସନ୍ଥ ସନ୍ନ୍ୟାସୀ ମହାପୁରୁଷ ମାନେ ଯଦି ସବୁବେଳେ ଶାନ୍ତିରେ ସୁରକ୍ଷା ରେ ରହିବେ ଭାରତ ମାତା ରେ ରାମ ରାଜ୍ୟ ରେ
ତେବେ ଅତିଥରେ ଘଟିଥିବା ସଵୁ ରାଜନୈତିକ ରାଗ ହିଂସା କୃଧ ଜାତି ଭେଦ ଉଚ୍ଚ ନୀଚ ଛୁଆଁ ଅଛୁଆଁ ଧନୀ ଗରିବ ଭେଦଭାବ ଭୁଲି ଯାଈ ଆମେ ସବୁ ହିନ୍ଦୁ ଧର୍ମ ହିନ୍ଦୁ ସମାଜ ହିନ୍ଦୁ ସାଧୁ ସନ୍ଥ ସନ୍ନ୍ୟାସୀ ମହାପୁରୁଷ ମାନେ ଏକ ହେଵା ସମୟ ବହୁତ ଗଡି ଗଲାଣି ନେଡି ଗୁଡ଼ି କହୁଣିଙ୍କୁ ଵୁହି ବାକୁ ଯାଉଛି
ଜୟ ଜଗନ୍ନାଥ ନମ୍ଃ
Dhanyabad apananku.
ହରିଜନ ମାନେ ବ୍ରାହ୍ମଣ କୁ ପଇତା ଦାନଦେଇ ଛନ୍ତି ଆରେ କଉ ବ୍ରାହ୍ମଣ ନବଗୁଣୀ ପିନ୍ଧିଛି ସେ ନବଗୁଣିପଇତା କାହାର ଜାଣିଛ ଏହରିଜନ ଙ୍କର
Bramana na hele ehi dunia chalibani tu kana jani bu paita mane kana tu murka
@@sumanhota1275ବାଲ ନା ଆଉ 😂
କିଏ କହିଲା ବେ ହରିଜନ ମାନେ ବ୍ରାହ୍ମଣ ମାନଙ୍କୁ ପଇତା ଦେଇଛନ୍ତି? ଗାଣ୍ଡି ମାରିବାକୁ ଆଉ ଲୋକ ମିଳିଲେ ନାହିଁ? କଳି ଯୁଗ ପ୍ରାରମ୍ଭରେ କିଏ ପ୍ରଥମେ ଜଗନ୍ନାଥ ଙ୍କୁ ପୂଜା କଲା? ତା ପରେ ଯାଇ ବ୍ରାହ୍ମଣ ମାନେ ପୂଜା କରିଛନ୍ତି ଜଗନ୍ନାଥ ଙ୍କୁ l କିଏ କହିଲା ଖାଲି କହିଦେଲେ ହବ
କିଏ କହିଲା ହରିଜନ ଛୋଟ ଜାତି ନୁହଁ ?ପ୍ରଥମେ ହରିଜନ ମାନଙ୍କୁ ଗଣ୍ଡା ଜାତି କହୁଥିଲେ ଏବେ ସିନା କିଏ ହରିଜନ ଲେଖୁଛି କିଏ ମହାନନ୍ଦ ଲେଖୁଛି କିଏ ବାଗ, ତାଣ୍ଡି, ସୁନା...ତ ଆଉ କିଏ କିଏ ଆଉ କଣ କଣ ଲେଖୁଛନ୍ତି କହିଲା କଣ ନା ହରିଜନ ଛୋଟ ଜାତି ନୁହେଁ ପ୍ରମାଣ କଉଠି ଦେଖେଇଲ ନି ଖାଲି କହିଦେଲେ ହବ? ଏମିତି ତ ଶଳା ଜାକିର ନାଏକ ଭାରି ଭଣ୍ଡ କଥା କୁହେ ଆମ ହିନ୍ଦୁ ଗ୍ରନ୍ଥ ମାନଙ୍କ ବିଷୟରେ କିନ୍ତୁ ଲେଖା ପ୍ରମାଣ ଦେଖାଏ ନାହିଁ କଣ ଏମିତି କହିଲେ ହବ ଜମାରୁ ହବନି...... ଜୟ ଜଗନ୍ନାଥ...... 😳
@@uksvvc4516 ବ୍ରାହ୍ମଣ କୁ ଭଗବାନ ବାନ୍ତି କରିଛନ୍ତି ହରିଜନ କୁ ଜନ୍ମମ କରିଛନ୍ତି ନାଏକ ମାନେ ନବରଂଓ ଆନଂ ତମଭଳିଆ ଜୀରନୁହେଁ
ଜାତିପ୍ରଥା ଉଠାଯାଉ ଭଗବାନ ତ ଜାତିପ୍ରଥା ସୃଷ୍ଟି କରିନାହାନ୍ତି ମଣିଷ କାହିଁକି ଜାତି ଭେଦଭାବ କାହିଁକି ବାରଣ କରୁଚି ଜାତି ଭେଦ ଭାବ କେଉଁ ପୁରାଣରେ ନାହିଁ ମଣିଷର ରକ୍ତ ତ ଗୋଟିଏ ରଙ୍ଗର ଏସବୁ ନିୟମ ଯେତେକ ମୂର୍ଖ ମଣିଷ ଅନ୍ଧ ବିଶ୍ୱାସନନୀୟ ହିସାବରେ କରିଆସିଛନ୍ତି ପୂର୍ବ କାଳରୁ
Tahale samashte jau jhia ku pasand karibe baha hebe au😅
ତେବେ ସରକାରଙ୍କୁ ଏତିକି ନିବେଦନ ସରକାରୀ କୋଟା ଉଠେଇ ଏ ଛୋଟୋ ଜାତିମାନଙ୍କର ଇଜ୍ଜତ ରଖନ୍ତୁ
Tere ko upper wala ne certificate dekar bheja he kya ham lok bahat bode jati ke lok hai . Abe kamina tum lok ta jyada nich kam karte ho.
Es insane ko acche se check karo sayad upper wala ne isko aadhaar card alag se bana ke diya hoga.
Au brahman mane aji dina thu bhika magibe nahi...
Tame thik kahichha ta purbaru ame jati pati na bhabiki brahmana ghara tukel ku harijan pua bibaha Karu aau harijana tukel ku Brahmana pila bibha ha Karu tapare Kota kana sabu uthijiba
Jay Jagannath Bhai sabu jati Bhagaban nkar putra or putri.Bhagaban nkar Ansa.
Bhagaban nkar pakhare sameste saman.
ବ୍ରାହ୍ମଣ, କରଣ, ପ୍ରଧାନ, ଇତ୍ୟାଦି ବଡ଼ ଜାତି, ସେମାନେ କେବେ ନିଜ ଜୀବିକା ଛାଡ଼ିବେ ନାହିଁ, ବ୍ରାହ୍ମଣ ର ମୁଖ୍ୟ ଜୀବିକା ଜାଗ ଯଜ୍ଞ ପୂଜା କରି ଛୋଟ ଜାତି ଠୁ ପଇସା ଆଦାୟ କରିବା, ବ୍ରାହ୍ମଣ ଶ୍ରାଦ୍ଧ କରି ଛୋଟ ଜାତି ଘରେ ଖାଉ ନାହିଁ କାହିଁକି, ପଇତା ମାରା ହୋଇଯିବ,
Ati sundar dhanyabad apananku
🙏Jay Jagannath 🙏
God bless you with your advice sir
Thank you so much for your support and nice reacts on our post 🙏🙏
❤❤❤❤❤❤❤❤Jaya Jagannath
ହିନ୍ଦୁ ସମାଜରେ ଜାତିପ୍ରଥା କେବଳ ମୁସଲମାନମାନଙ୍କ ବଦମାସୀ ରୁ ଉତ୍କଟ ହେଲା। ଅର୍ଥାତ୍, ପୂଜକ ଗୋଷ୍ଠୀ ନିଷ୍ଠାର ସହ ପୂଜା ନିମନ୍ତେ ଛୁଆଁ ଅଛୁଆଁ ର ନିୟମ ମାନି ବିଧାନ କରୁଥିବା ବେଳେ, ମୁସଲମାନ ଅନ୍ୟ ମାନଙ୍କ ମନରେ ବିଷ ଚହଟାଇଲା ଯେ ଉଚ୍ଚ ଜାତିର ଲୋକେ ଛୁଆଁ ବାରୁଛନ୍ତି। ଏବଂ ସରଳମନା ହିନ୍ଦୁ ଏହାକୁ ବାରମ୍ବାର ଶୁଣି ବିଶ୍ବାସ ମଧ୍ୟ କଲା। ହିନ୍ଦୁ ଧର୍ମ ରେ ଜାତି ବାରଣ ନାହିଁ । ଶୁଦ୍ର ଛୋଟ ନୁହେଁ କି ବ୍ରାହ୍ମଣ ଉଚ୍ଚ ନୁହେଁ। ସମସ୍ତେ ସମାନ କିନ୍ତୁ ନିୟମ ମାନି ଚଳିବା ଦରକାର।
😂😂😂😂😂
Ama dharma karma re hi achhi kaunashi puja patha re nahin
Sat karma hi sat dharma🎉
କିଛି ନାହିଁ ଏ କମେଣ୍ଟ ରେ ଭଲ ଲେଖିବେ କିନ୍ତୁ ତମ ଛାଇ କୁ ଘୃଣା କରିବେ .... କେବଳ ଗୋଟେ ଉପାୟ ଧର୍ମ ପରିବର୍ତନ
Hmm bhai
Ye b thik
Jadi dharma paribartana kari baku chahuncha tahale manerakha tuma bapa au tanka pitru purusa ku chhadi tume alaga sharma re jaucha
ହଁ ଏୟା କୁହ,,,କୋଉ ଶଳାଟି ତମ ଛାଇକୁ ଦେଖି ଘୃଣା କରୁଛି ଟିକେ କହିବ କି?? ଖାଲି କଥା କଥିତ ମୁଖ୍ୟ ବିଷୟ ହେଲା ଯାହା ପାଖରେ ଟଙ୍କା ଅଛି ତା ପାଖରେ ଦୁନିଆ ଅଛି ଖାଲି ତମ ଭଳି କେତେଟା ଏମିତି ହେଉଛନ୍ତି ସମସ୍ତେ ଏମିତି ନୁହେଁ
@@smeethff2373 ପରିବର୍ତ୍ତନ ତ ନୀୟମ ବାପ ଜେଜେ... ଆହୁରି ପୁରୁଣା କୁ ଯଦି ଯିବା ସେମାନଙ୍କ ର ଆରମ୍ଭ ସ୍ଥଳ କଣ ସମାନ ପାଇବ କି ?
ମଣିଷ ଆଦି ମାନବ ରୁ ମଣିଷ ତ ସେ ତା ନୂତତ୍ବ ଭିତରେ ବଞ୍ଚିଛି ବଞ୍ଚିବ।
ଜାତି ପ୍ରଥା ଭୁଲ।ହେଲେ ଜେନ ମାନେ ସବୁବେଳେ ଥୁକୁଛନ (ଛେପ)ଯେ ଇଟା କେ ପରିବର୍ତ୍ତନ କର।ସବୁବେଳେ କାଁହେଲାଯେ ପରଚ ପରଚ ଥିକୁ ଛନେ।ଏଇଟା ମାନେ ହୀନ କର୍ମ ।ପରିବେଶ କେ ଠିକ୍ କର ସବୁ ପିଲାକେ ସବୁ ଟୁକେଲ ଵିହା ହେବେ ଜାତି ପ୍ରଥା ନାଇ ରହେ ।
Jai bhim jai ganda❤❤❤❤❤
Aap konsa caste ka ho
Thik katha guruji😊😊
ଯିଏ ଯିଏ ସବୁ ଜାତି ସମାନ କହୁଛ ସେମାନେ ତାଙ୍କ ଝିଅ କୁ ହରିଜନ ଲୋକଙ୍କୁ ଦେବକୀ , ଯଦି ଦବ ତାହାଲେ କଥା କୁହ,ନହେଲେ ମୋବାଇଲ୍ ରଖିଦିଅ।।।
🎉🎉🎉
Jayjagannath 🙏🙏🙏
🙏🙏
Thanks big bro
Sansarare duiti jati a6nti Jane purusa aujane stri.samasta jati saman.Alekha mahima saranam.
ସଂସାର ମଧ୍ୟରେ ଦୁଇଟି ଜାତି
କିଛି ନାହଁ... //ମଣିଷ ଗୋଟେ //ସରଳ ଲୋକ ଙ୍କ ବିଶ୍ୱାସ ସହ ଅନ୍ଧ ବିଶ୍ୱାସ ପୁରାଣ
ନିଜକୁ ଏତେ ଛୋଟ ବୋଲି ଭାବିବା ଭୁଲ
No hele kalijuga kemiti soribo
Bahut bahut bhal lagila agya
Dhanyabad 🙏
ଆପଣଙ୍କ ଚାନେଲ ମାଧ୍ୟମରେ ଭାରତୀୟ ସମ୍ବିଧାନକୁ ଓଡ଼ିଆ ଭାଷାରେ ପ୍ରସାରଣ କଲେ ଜନତା ତାଙ୍କର ହକ ଅଧିକାର ଜାଣିବେ ଯେଉଁମାନେ ସରକାର ଗାଦିରେ ବସି ଦୁର୍ନୀତି କରୁଛନ୍ତି ସେମାନେ ଦୁର୍ନୀତି କରିବାକୁ ଡରିବେ ତାହେଲେ ଯାଇକି ଦେଶ ଉନ୍ନତି ହେବ
Jai jagannath
ହରିଜନ ଜାତି ମାନେ ବ୍ରାହମାନ କୁ ପଇତା ଦାନଦେଇ ଛନ୍ତି ଆରେ କ ଉ ବ୍ରାହ୍ମାଣ ନବଗୁନି ପିନ୍ଧିଛିସେ ନବଗୁଣିପଇତ କାହାର ଜାଣିଛ ଏ ହରିଜନ ଙ୍କର୍ ଏକ ଲକ୍ଷ୍ୟ ଘର ସମାଜ ଜାତି କି ଶାନ୍ତ ଜାତିରେ ଜାଣିନି ରେ ଏଲୀନ ଛାଡୀଜୀବା ରଙ୍ଗ ତୋର ତୋର 12000 ଟଙ୍କିଆ ଡ୍ରେସ୍ ପିନ୍ଧିଥିଲେ ବି225 ଟଙ୍କିଆ ତଳେ
Right
ସରକାର କୋଟା ରଖିଥିବା ରୁ ଜାତିପ୍ରଥା କଥା ଉଠୁଚି ତେଣୁ କୋଟା ଉଠାଯାଉ ତା ପରେ ସବୁ ଜଣା ପଡିବ କରା ନାମା
😂😂😂😂😂
ଜୟ ଜଗନ୍ନାଥ? 🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Bibah ksherare be 5 barsha
Kahala arthat
5 barsha agaru❤❤❤❤❤
ମାଁ ଗ୍ରାମ ଦେବୀ ତ ହରିଜନ ଜାତି ଏଥିରେ ହରିଜନ ଜାତି ଛୋଟ କ'ଣ ମହତ୍ବ।
ଆମେ ହରିଜନ ବଡ଼ ଲୋକ କାହିଁକି ଆମକୁ ଦେଖିଲେ ଘୁଞ୍ଚି ଜାନ୍ ଯେପରି ଡେଢ଼ ସୋସୁର କୁ ଘୁଞ୍ଚି ଜାନ୍ତି
Sata katha amiti kn pain
(ହିନ୍ଦୁ ଧର୍ମ) ରେ ଜାତି ବାଦ ହିଁ ଭରପୁର ଆଜିବି ଅଛି ତମ ପୁରାଣ ଶାସ୍ତ୍ର କୌଣସି ସତ୍ୟ ତା ହିଁ ନହିଁ
ଗାନ୍ଧୀ ନିଜକୁ ହରିଜନ ଭାବେ ସମ୍ବୋଧନ କରି ନ ଥିଲେ କାହିଁକି? କଣ ଗାନ୍ଧୀ ହରି ଙ୍କ ଜନ ନ ଥିଲେ?
ଜୟ 🚩🍀ଶ୍ରୀ 🌴🚩ନୀଳ ☘️🍀ମାଧବ 🚩🍀🌱🌿ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️
Jay bhim 🙏🙏
Jay shree Ram
ବହୁତ ଆଲୋଚନା ନ କରି ହରିଜନ ପୁଅ କୁ ବାମଣ ଝିଅ ସହିତ ବାହା କରିଦିଅ,
Harijana jhia ku Baha Dio ..mu Baha hebi no problem....😂👍
@@heyu....5920 band naa
@@RanjanKumar-bg1zb tu chuss basiki tora besi darkar hauchi ... Sethipae band band hauchu ..
@@heyu....5920 ତୁ ମ ବାଣ୍ଡ ଲୋକ ତ
@@heyu....5920 ତ ଆ ଡେରେଷେ ଦେଲୁ ତଘରେ ଯାଇକିକରିକିଆସିବି
Jai Jagannath swami nayana patha gami bhava tume
ଆପଣ ମାନେ ହିଁ ଜାତି ଭେଦ କୁ ପ୍ରଶୟ ଦେଓ ଛନ୍ତି
JAY SHREE LAXMI NARAYAN NAMAH🙏🙏🙏🙏🙏🙏🙏🙏🙏
Damba harijana
❤❤❤❤🙏🙏🙏
Omm hari
ନାରି ପୁରୁଷ ଦୁଇଜାତ
Jay jagannath 🙏🙏🙏
କଣ ପାଇଁ ଏହିପରି ଭିଡ଼ିଓ ପ୍ରସାରଣ କରୁଛନ୍ତି କଣ ଆପଣ ସମ୍ବିଧାନ ପଢ଼ୁନାହାନ୍ତି କି? ଅନୁଚ୍ଛେଦ 13 ପଢନ୍ତୁ ଅଯଥାରେ ଏହିପରି ଆସାମ୍ବୀଧାନୀକ ଭିଡ଼ିଓ ପୋଷ୍ଟ କଲେ ଅଭିଯୋଗ ଦିଆଯିବ
Video ku dekhi bahut bhala lagila🙏🙏🙏🙏🙏🙏🙏🙏
ଧନ୍ୟବାଦ୍ 🙏
ଜାତି ପ୍ରଥା ଏଠି ମଣିଷ କୃତ ନୁହେଁ ଏହା ସୃଷ୍ଟି ସର୍ଜନା ରୁ ହି ଅଛି ତେଣୁ ନିଜେ ନିଜ ଜାତି ପ୍ରତି ଗର୍ବ କର କାରଣ ଆମେ ଆମ କର୍ମ ହିସାବ ରେ ଜାତି କୂଳ ରେ ଜନ୍ମ ଗ୍ରହଣ କରିଛନ୍ତି କାରଣ ଜାତି ରେ ଜାତ ହୁଏ ମଣିଷ ତେଣୁ କୌଣସି ମଣିଷ ଜାତ ହେବା ପରେ ନିଜ ଜାତି କୁ ନୀଚ ଭାବିବା ଅନୁଚିତ ଦେବତା ହେଲେ ମଧ୍ୟ କର୍ମ ଅନୁସାରେ ଉଛ ବା ନୀଚ ଵର୍ଗ ରେ ଜାତ ହୁଅନ୍ତି ଯାହା ଆଜି ମଧ୍ୟ ପ୍ରମାଣ ଦଣ୍ଡଯାତ୍ରା ର ଭୁକ୍ତାମାନେ ଯେଉଁମାନେ କି ଇନ୍ଦ୍ର ବରୁଣ କୁବେର ଙ୍କ ପୁତ୍ର ମାନେ !!
କର୍ମ ରେ ଆତ ଜାତ ହଇII ପ୍ରାଣୀ ଉଚ୍ଚ ନୀଚ କୁ ଲୋଭଇI
ଢୋଲ ଢାଲନା ଶୁଦ୍ର ପଶୁ ନାରୀII ସକଲ ତାଡନା କେ ଅଧିକାରୀ
ଯାହା ଅତୀତ ବା ଘୋଟି ଯାଇଛି ତାହା ପଛରେ ନ ଗୋଡେଇ ଆଗାମୀ ଭବିଷ୍ୟତ ପାଇଁ ମଣିଷ କୁ ଶାସ୍ତ୍ର ଶିକ୍ଷା ଦିଏ ମଣିଷ ନିଜ କର୍ମ କୁ ଉଚମାନ କରିବା ଦ୍ୱାରା ସମସ୍ତ କର୍ମ ବନ୍ଧନ କୁ ଏଡ଼ାଇ ହୁଏ
ମମ ଦୋଷ ନବିଦ୍ୟତେ
ମୋର ଦୋଷ ନ ଧରାଯାଉ
Tumko sahi se pata he tumhare caste kgahe to bataihe tumhare bansaj ka pehela purush ka naam kya hai
Pata hai par batana jaruri nehi
Right sir
🙏🙏 Jay Jagannath
ସମସ୍ତ କଥା ଠିକ ଲାଗୁଛି
Right answer 👌
ପ୍ରକୃତ ଇତିହାସ ଟିକେ ଜାଣୁନ ସାର
T̺u̺ b̺o̺d̺h̺e̺ e̺t̺i̺h̺a̺s̺a̺ l̺e̺k̺h̺i̺c̺h̺u̺
ହରିଜନ
ଜୟ🌿🚩 ଶ୍ରୀ🌴🚩 ପଞ୍ଚସଖା
ଜୟ🚩🌱 ଶ୍ରୀ 🚩🌱ଅଚ୍ୟୁତାନନ୍ଦ🌿🚩 ଦାସ
ଜୟ 🌱🚩ଶ୍ରୀ 🚩🍀ଜଗନ୍ନାଥ🌿🚩 ଦାସ
ଜୟ 🌱🚩ଶ୍ରୀ 🌱🚩ଯଶବନ୍ତ 🌿🚩ଦାସ
ଜୟ 🍀🚩ଶ୍ରୀ 🌱🌴ବଳରାମ 🌿🚩ଦାସ
ଜୟ 🍀🚩ଶ୍ରୀ 🍀🚩ଶିଶୁ 🌿🚩ଅନନ୍ତ🌿🚩 ଦାସ 🙏🙏🙏
ଏଦୁନିଆରେ ବଡଜାତି ହେଉଚି ଟଙ୍କ।
Bhai ame harijana, Ama epatare chhuna chhuni bheda bhaba prabala, Mandira ku uthei deou nanhanti, Ama Hrudaya ku bahuta kasta hua, Karana ame helu Harijana 😢😢😢😢😢😢😢😢😢😢😢😢😢😢😢😢😢😢😢
ଜାତି ଧର୍ମ କଣ କିଏ ଛୋଟ ନୁହେଁ କି କିଏ ବଡ ନୁହେଁ କିନ୍ତୁ ଯାହାର ଜାତିରେ ସେ ତାହାର ସମାଜର ଭିତରେ ହିଁ ରହିବା ଏଇଟା ହେଉଛି ନିଜ ଯାତି ନିଜ ସମାର କର୍ତ୍ତବ୍ୟ କିଏ କମେଣ୍ଟ କରି କହୁଛି ମୁଁ ହରି ଜନପିଳା ଆଉ ମୁଁ ବ୍ରାହ୍ମଣ ଝିଅକୁ ବାହା ହୋଇଛି କୋଉ ବ୍ରାହ୍ମଣ ତୁମକୁ । ତା ଝିଅକୁ ଦେଇଛି ତୁମର ହରିଜନ ଝିଅ କୁ ଅଲଗା ଜାତିକୁ ତୁମେ କାହିଁକି ବାହାଘର ଦେଉନ ତୁମ ସମାଜରପୁଅକୁ କାହିଁକି. ବାହା କରାଉଛ ତୁମେ କାହିଁକି ବଡ ପଣିଆ ଦେଖାଇ ହେଉଛ ତାହାହେଲେ ସମାଜ କାହିଁକି ସବୁ ଜାତିର ରହିଛି ତୁମେ ଶାସ୍ତ୍ର ଭିତରକୁ ଯାଇ ନାହିଁ ହରିଜନ ଭାଇ ମାନେ ମୋର ଜାତି ମୁଁ ନିଜେ କହିବା କୁ ଚାହୁଁ ନାହିଁ କିନ୍ତୁ ସିମା ବାହାରକୁ ଗଲେ ଯିଏ ବି ତୁମକୁ କହିବ ସିମା ବାହାରକୁ ଭଗବନ ବି ସମସ୍ତେ କହିବେ ହେଲା
Thanks
Good advice ❤❤🎉
Thank you 🙏
Sabhe jadi samaan, bhal katha, pahela sarkaar e kota system ke uthei dau, kn hela j reservation raheba
ଯେଉଁ ଦିନ ଯାଏଁ ଆମ ଦେଶରେ ଭେଦଭାବ ରହିବ ଜାତି ପ୍ରଥାକୁ ନେଇ ହିନ୍ଦୁ ଧର୍ମ ସମ୍ପୂର୍ଣ୍ଣ ଲୋପ ପାଇଯିବ ଲୋକମାନେ ଅନ୍ୟ ଧର୍ମକୁ ଚାଲିଯିବେ ଯେଉଁଠି ସମ୍ମାନ ନାହିଁ ସେଠାରେ ରହିକି ଲାଭ କିଛି ନାହିଁ
Right 👍
ଆଜ୍ଞା ଆପଣ ଯେଉଁ କଥା କହିଲେ ଶ୍ରୀକୃଷ୍ଣ ଙ୍କ ଅଂଶରୁ ବଳି କୈବର୍ତ୍ତ ତ ଶ୍ରୀରାମ ଙ୍କ ଗୋଡ଼ ଧୋଇଛି ଆଉ ଆପଣ କହୁଛନ୍ତି ଶ୍ରୀକୃଷ୍ଣ ଆଗେ ଆସିଥିଲେ ନା ଶ୍ରୀରାମ କୁହନ୍ତୁତ ବୁଝାଇ
ନାରାୟଣ ହିଁ ସ୍ୱୟଂ କୃଷ୍ଣ 🙏ଭଗବାନ ବିଷ୍ଣୁ ଏଵଂ ଧୀବର ର କଥୋପ କଥନ ଏଇଠି ବର୍ଣ୍ଣନା ହୋଇଛି
Bhal heta jati bhab sabu eka hele bhalaheta chhota kehi nuhe bhai sabu eka
ବହୁତ ଭଲ କଥା ଆମକୁ ତ ଶୁଣେଇଲ, ଘରେ, ତମ ସମାଜରେ ସେଇଟା ଚାଲୁଚି କି ? ତମ ଗାଁ ରେ ପରା ହରିଜନମାନେ ମନ୍ଦିର ରେ ପସିପାରୁନାହାନ୍ତି !!!
ଆମ ଗ୍ରାମର ଗ୍ରାମଦେବତୀଙ୍କ ମୁଖ୍ୟ ପୂଜାରୀ ଜଣେ ହରିଜନ ଆସି ଥରେ ଦେଖିକି ଯାଅ
Mu puraan janini...mu janichi..manisa gote .