Subroto Bagchi On Donating Rs 340 Crore To Set Up Health Facilities In Odisha

Поділитися
Вставка
  • Опубліковано 11 кві 2021
  • Subroto Bagchi On Donating Rs 340 Crore To Set Up Health Facilities In Odisha
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: khabar.odishatv.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    UA-cam: goo.gl/Ehz6OP
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 2,1 тис.

  • @shikshamahodadhi
    @shikshamahodadhi 3 роки тому +909

    ଆପଣଙ୍କ ପରି ବ୍ୟକ୍ତି ଯଦି ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୁଅନ୍ତି ବିଶେଷ ଭାବେ ମୁଁ ଖୁସି ହେବି

  • @hrudanandasahoo9601
    @hrudanandasahoo9601 3 роки тому +221

    ଆପଣଙ୍କୁ ମୁଖ୍ୟମନ୍ତ୍ରୀ ହବା ଦରକାର ସାର୍👏👏👏👏

  • @sushreesangita4827
    @sushreesangita4827 3 роки тому +94

    ହୃଦୟ ରୁ ସାଲ୍ୟୁଟ ଆପଣଙ୍କୁ ସାର୍। 🙏🙏🙏

  • @pruthwirajrana7268
    @pruthwirajrana7268 3 роки тому +120

    ଓଡିଶାର ଆପଣ ହେଉଛନ୍ତି ଗୋଟିଏ ସୁଯୋଗ୍ଯ ସନ୍ତାନ । ନିଜେ ବଡ ବ୍ଯକ୍ତି ହେଲେ ମାତୃଭୂମି ପାଇଁ କିଛି କରିବା କଥା ଯାହା ଆପଣ କିଛି ଅର୍ଥ ମାଧ୍ଯମରେ ଓଡିଶାର ମାଁ ମାଟି ପାଇଁ କରିଛନ୍ତି । ଆପଣଙ୍କୁ ବହୁତ ବହୁତ ଧନ୍ଯବାଦ ।

    • @behera8908
      @behera8908 3 роки тому +1

      ନା ନା, ଖାଲି ଟଙ୍କା ଦେଇନାହାନ୍ତି, ବହୁତ ଗୁଡେ ଭଲ ଶିଖିବା କଥା ମଧ୍ୟ କହିଛନ୍ତି...

  • @BantyMusicOdia4477
    @BantyMusicOdia4477 3 роки тому +449

    ପ୍ରକୃତ ମାତୃଭୂମି ପ୍ରେମୀ ଜଣେ ବ୍ୟକ୍ତିତ୍ୱ 🙏🙏🙏🙏🙏

    • @gaganbehera7401
      @gaganbehera7401 3 роки тому

      Apananku sata sata namscar

    • @sanghamitradas371
      @sanghamitradas371 3 роки тому +3

      Nabina bi Orissa ku bhala paee... Orissa bhasaku bhala paeee... sethipai ta bhala oriya kahe...

    • @suraj_creatins_official1962
      @suraj_creatins_official1962 3 роки тому

      @@sanghamitradas371 🤣🤣😂😂🤣🤣🤣😂🤣🤣

    • @saisports5325
      @saisports5325 3 роки тому

      God bless you

    • @F56980
      @F56980 3 роки тому +1

      ଟଙ୍କା କେଉଁଠୁ ପାଇଲ

  • @surjitnahak7980
    @surjitnahak7980 3 роки тому +320

    ଓଡିଶା ରାଜ୍ୟ ର ଗୋଟିଏ ସୁଯୋଗ୍ୟା ସନ୍ତାନ ଆପଣ ଆପଣଙ୍କର ମାଟି ମା ପାଇଁ ଗୋଟିଏ କର୍ତ୍ତବ୍ୟ କରିଛନ୍ତି ସେଥିପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଗନ୍ନାଥ ଆପଣକୁ ଓ ଆପଣଙ୍କର ପରିବାର ର ମଙ୍ଗଳ କରନ୍ତୁ ଆପଣ ଓଡ଼ିଶାର ଅନ୍ୟ ମାନଙ୍କ ପାଇଁ ମାର୍ଗଦର୍ଶକ

    • @parikshitabai2876
      @parikshitabai2876 3 роки тому +1

      Correct

    • @gyanchand8026
      @gyanchand8026 3 роки тому

      🙏🙏🙏

    • @prasantapanda2132
      @prasantapanda2132 3 роки тому

      ଓଡ଼ିଶା ରାଜ୍ୟ ର ଗୋଟିଏ ସୁଯୋଗ୍ୟ ସନ୍ତାନ ମାନୁଛୁ କିନ୍ତୁ ସାର୍ ଆପଣ ପଞ୍ଚିମ ଓଡ଼ିଶା ରେ ଜନ୍ମ ହୋଇ , ପୂର୍ବ ଓଡ଼ିଶା ରେ କ୍ୟାନ୍ସର ମେଡିକାଲ କଲେ ।। ଆମ ପଞ୍ଚିମ୍ ଓଡ଼ିଶା କୁ ଅଣଦେଖା କରୁଛନ୍ତି ।ଦୁଃଖ ଦାୟକ କଥା ।।

    • @sportforce7625
      @sportforce7625 3 роки тому +1

      ❤️❤️❤️

    • @newshow9338
      @newshow9338 3 роки тому

      Han bhai badhia trick black money ku white karibara.

  • @Ama_loka_nata356
    @Ama_loka_nata356 3 роки тому +33

    Sir ଆପଣଙ୍କ ଭଲି ବ୍ୟକ୍ତିତ୍ୱ କୋଟିଏ ରେ ଗୋଟିଏ ।Great sir🙏🙏🙏

  • @vladimirlenin..russianprem5616
    @vladimirlenin..russianprem5616 3 роки тому +61

    ଯଦି ସବୁ ଓଡିଆ ଯେଉଁ ମାନେ କି ବଡ ଚାକିରିଆ ...ସେମାନେ ଯଦି ଏମିତି ବଦାନ୍ୟ ହେବେ.
    ତାହଲେ ଏ ଉତ୍କଳପ୍ରଦେଶ ପୁଣି ନିଜ ଗରିମା କୁ ଫେରିପାରିବ.
    ଧନ୍ୟବାଦ @ବାଗଚି ଦମ୍ପତି🤗

  • @BantyMusicOdia4477
    @BantyMusicOdia4477 3 роки тому +280

    ଆପଣ ହେଉଛନ୍ତି ଜଣେ ପ୍ରକୃତ ଲୋକ ପ୍ରେମୀ ଗରିବ ଙ୍କ ଦୁଃଖ ବୁଝୁଥିବା ବ୍ୟକ୍ତି.. ମୋର ଭୂମିଷ୍ଠ ପ୍ରମାଣ 🙏🙏

  • @prakashsahani6011
    @prakashsahani6011 3 роки тому +261

    ଆପଣଙ୍କୁ ମୋର ପ୍ରଣାମ🙏🙏🙏🙏 ଓଡିଶା ର ମୁଖ୍ୟମନ୍ତ୍ରୀ ହେଲେ ମୁଁ ବହୁତ ଖୁସି ହେବି

  • @manojsahoo1105
    @manojsahoo1105 3 роки тому +20

    ସାର୍ ଆପଣଙ୍କ ଓଡ଼ିଶା ବାସୀ ଙ୍କ ପାଇଁ ଅବଦାନ ଅନନ୍ୟ । ଅନ୍ୟମାନଙ୍କ ପାଇଁ ପ୍ରେରଣା ର ଉତ୍ସ । ବହୁତ୍ ବହୁତ୍ ଧନ୍ୟବାଦ

  • @kishoripradhan6560
    @kishoripradhan6560 3 роки тому +23

    I have never witnessed a humble and selfless person like you. You are a gem. May God bless ur children with same quality.

  • @debabratagiri2774
    @debabratagiri2774 3 роки тому +105

    ବାସ୍ତବରେ ଆପଣ ଜଣେ ପ୍ରକୃତ ମାନବ ପ୍ରେମୀ🙏🙏🙏

  • @bilasabhisek
    @bilasabhisek 3 роки тому +121

    He is a self made man..We all respect him and proud to say that he is an ODIA. A big salute to you sir.🙏

  • @rrao5183
    @rrao5183 3 роки тому +10

    Tears rolling from my eyes. I always consider people like you as my hero.i heartily salute you . Emiti samastanka hrudaya hau. Jay jagannath swami nayana patha gami bhaba tume

  • @debasishmohapatra3444
    @debasishmohapatra3444 3 роки тому +14

    ଏତେ ଦିନ ପରେ ଖୁସି ଖବର ଟେ ମିଳିଲା ବାଗଚି ବାବୁ 🙏🙏🙏

  • @bikashswain6091
    @bikashswain6091 3 роки тому +180

    ଆପଣଙ୍କ ପରି ବ୍ୟକ୍ତି ଯଦି ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୁଅନ୍ତି ବିଶେଷ ଭାବେ ମୁଁ ଖୁସି ହେବି !!

  • @dhirenmohapatra4584
    @dhirenmohapatra4584 3 роки тому +79

    ଆପଣଙ୍କର ମଂଗଳ ହେଉ । ଭଗବାନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଥାଉ ।

  • @r.s3070
    @r.s3070 3 роки тому +4

    Great salute to you sir. ...you are real dredicative hiro of odisha. ..🙏🙏thank you sir to the core of my heart. .really you both are creats a beautiful example to our new generations. ..

  • @laxmipriyatripathy9077
    @laxmipriyatripathy9077 3 роки тому +17

    ଆପଣ ସବୁବେଳେ ମୋର ପ୍ରିୟ ଆପନଙ୍କ ପାଇଁ ମୋ ମନରେ ସବୁବେଳେ ସମ୍ମାନ ରହିଛି। ସତରେ ଆପନଙ୍କ ଚିନ୍ତା ଧାରା ବହୁତ୍ ଭଲ। 🙏🙏

    • @dharamakhara8200
      @dharamakhara8200 3 роки тому

      Sir, Apannko badany chiro smaronyio hoi rahu..

    • @dharamakhara8200
      @dharamakhara8200 3 роки тому

      Sir, Apannko badany chiro smaronyio hoi rahu..

  • @ss_somu
    @ss_somu 3 роки тому +123

    ବାଗ୍ଚି ଦମ୍ପତି- ପବିତ୍ର ଆତ୍ମା ଙ୍କୁ ମୋର ପ୍ରଣାମ 🙏

  • @PRANK9876
    @PRANK9876 3 роки тому +77

    ଓଡ଼ିଶା କୁ ଆପଣଙ୍କ ପରି ନେତା ଦରକାର।। ଆପଣ ନିର୍ଦଳୀୟ ଠିଆ ହୁଅନ୍ତୁ।। ଆମେ ଆପଣ୍କ ସାଥିରେ ଅଛୁ

  • @snehasisjena8714
    @snehasisjena8714 3 роки тому +4

    Your love for Odisha is truly commendable sir!!!! May God bless you with immense prosperity and an ever lasting tranquility of mind. 🙏

  • @Pshree
    @Pshree 3 роки тому +3

    Before i knew him as an entrepreneur, business leader, an excellent orator, a social reformer. But now i came to know about his humanitarian work. You are really really a generous person sir. Mother Odisha would be feeling extreme Proud to have a son like you🙏🙏🙏

  • @purnachandrabehera720
    @purnachandrabehera720 3 роки тому +59

    ଆପଣଙ୍କ ମହାନତା ପାଇଁ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ ପଡିବ

  • @birendrabarik7564
    @birendrabarik7564 3 роки тому +13

    ଭୂମିଷ୍ଠ ପ୍ରଣାମ ସାର୍...ଆପଣଙ୍କ ପରି ହୃଦୟବାନ ମଣିଷ ଏ ଦୁନିଆଁରେ ବହୁତ କମ ଦେଖିବାକୁ ମିଳନ୍ତି ।

  • @kedarnathknown-unknown3105
    @kedarnathknown-unknown3105 3 роки тому +2

    A Standing Salute to you sir....🙏🙏🙏

  • @rishikesh4340
    @rishikesh4340 3 роки тому +1

    ଆପଣଙ୍କୁ କୋଟି ପ୍ରଣାମ ସାର୍ ଆପଣ ପ୍ରକୃତରେ ମାନବ ପ୍ରେମୀ ଆପଣଙ୍କ ଠାରୁ ବଡ଼ ବଡ଼ ଧନୀ ଲୋକ ଶିଖିବା ଦରକାର୍ ।🙏🙏🙏

  • @pareshsahoo1136
    @pareshsahoo1136 3 роки тому +34

    ଆପଣ ଜଣେ ମହାନ ଲୋକ ଆପଣଙ୍କ ପରି ଲୋକ ମିଳିବେନି ,,,,ଜୟ ଜଗନ୍ନାଥ

  • @avengerslover1651
    @avengerslover1651 3 роки тому +45

    ଆପଣଂକୁ ହୃଦୟରୁ,ଭୂମିଷ୍ଠ ପ୍ରଣାମ୍ ସାର୍

  • @tapubably3899
    @tapubably3899 3 роки тому +4

    ସାର ଆପଣଙ୍କୁ କୋଟି ପ୍ରଣାମ ଆଉ ହାର୍ଦିକ ଅଭିନନ୍ଦନ..... ଆପଣଙ୍କର ଏହି ବିଶାଳ ହୃଦୟରେ ଥିବା ବଦାନ୍ୟତା.... ଓଡିଶାବାସୀଙ୍କ ଭଲପାଇବା.... ନିଶ୍ଚୟ ଭାବରେ ଏକ ଭଲ ମଣିଷର ପରିଚୟ ଦିଏ... ଆମେ ଆପଣଙ୍କଠାରୁ ନିଶ୍ଚୟ ଶିଖିବୁ ସାର.... ଆପଣ ତଥା ଆପଣଙ୍କ ପରିବାରକୁ ଭଗବାନ ସହାୟ ହୁଅନ୍ତୁ...

  • @mr.sushantapalsir9027
    @mr.sushantapalsir9027 3 роки тому +6

    Sir ଆପଣ ତ ବଲାଙ୍ଗୀର ର ଲୋକ. ବରଗଡ ରେ ଯେନ କ୍ୟାନ୍ସର ହସ୍ପିଟାଲ ପାଇଁ ଦାନ କରନ୍ତୁ

  • @dmblogyt9941
    @dmblogyt9941 3 роки тому +45

    Thank you so much sir. ଆପଣ ହେଉଛନ୍ତି ଜଣେ ପ୍ରକୃତ ମଣିଷ ଯାହା ଆମ ସମାଜରେ ଶିକ୍ଷା ଜାଗ୍ରତ କରାଇବ।

    • @gyanchand8026
      @gyanchand8026 3 роки тому

      🙏🙏🙏🙏🙏🙏🙏🙏🙏

  • @lipunrout6335
    @lipunrout6335 3 роки тому +136

    Bjd , bjp ସବୁ ଖାଇଯିବେ ସାର୍ ।
    ସାର ଆପଣ ହିଁ ମହାନ 🙏🙏🙏🙏🙏🙏
    ଆପଣଙ୍କୁ ଅନେକ ଅନେକ ଧନ୍ଯବାଦ 💐💐💐💐💐💐

    • @bsparida
      @bsparida 3 роки тому +3

      ଭାଇ ଆପଣ କଂଗ୍ରେସ ରେ ବୋଧେ

    • @lipunrout6335
      @lipunrout6335 3 роки тому +1

      ଭଂଜସେନା 🤣🤣🤣🤣

    • @SkyMixOfficial
      @SkyMixOfficial 3 роки тому +2

      Sata katha 😭

    • @gyanchand8026
      @gyanchand8026 3 роки тому

      Sat re bhand mane sabu khai debe😭 😭😭😭😭😭😭😭

    • @debasishmishra7366
      @debasishmishra7366 3 роки тому +1

      Bhai Sabu corona paisaa......jetiki khaichi hajam kariparuni taa....banti karuchi...dana na ree...

  • @subhashreesubhasmitamohapa9765
    @subhashreesubhasmitamohapa9765 3 роки тому +5

    No words to express my gratitude to you

  • @odiainstantlearning2242
    @odiainstantlearning2242 3 роки тому +10

    ଦିନେ ଓଡିଶା ବାସୀ ବି Appolo ହାତକୁ ଜମି ଟେକି ଦେଇଥିଲେ ଆଉ ୟାର ଫଳ ସ୍ଵରୂପ ଆଜି ନିଜର ପରିବାର ର ଶବ ସେଠି ବନ୍ଧା ପଡୁଛି...ପରିସ୍ଥିତି ଆଜି ସେତିକି ଗମ୍ଭୀର... ଆମକୁ negative ଭାବିବାକୁ ବାଧ୍ୟ କରୁଛି...କଣ ହବ ଏ Hospital ??? କାହାକୁ ଦରକାର ଏ ହସ୍ପିଟାଲ ଯୋଉଠି ପ୍ରତି 5 km ରେ ଗୋଟେ ମଦ ଦୋକାନ ର ଵ୍ୟଵସ୍ଥା କରାଯାଉଛି ଯୋଉଠି ପ୍ରତି 100m ରେ ଗୋଟେ ଗୁଟକା ଦୋକାନ ଖୋଲା...

    • @odiainstantlearning2242
      @odiainstantlearning2242 3 роки тому

      @Rabi Das ଆପଣ ଦୁଇଟା ଡ଼ଙ୍ଗାରେ କେବେ ଏକାସଙ୍ଗେ ଯାତ୍ରା କରିଛନ୍ତି କି??

  • @bapisahoo7956
    @bapisahoo7956 3 роки тому +108

    ସତରେ sir ଆଜି ଆପଣଙ୍କ ର ଏ ଭିଡ଼ିଓ ଦେଖିବା ପରେ ମୋର ମନେପଡିଗଲା ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଲେଖାଟି, ମିଶୁ ମୋର ଦେହ ଏ ଦେଶ ମାଟିରେ ଦେଶ ବାସି ଚାଲି ଯାନ୍ତୁ ପିଠିରେ ଗୋପ ବନ୍ଧୁ ଦାସ ଙ୍କ ଏହି ଲେଖାଟି ଆଜି ସମସ୍ତ ଓଡିଶା ବାସି ଙ୍କ ପାଇଁ ଅଲୋଡ଼ା ହେଇଯାଇଛି କିନ୍ତୁ ଆପଣଙ୍କ ଭଳି ମହାନ ବ୍ୟକ୍ତିତ୍ୱ ଙ୍କ ପାଇଁ ଆଜି ଏ ଲେଖାଟି ଜୀବନ୍ତ ପାଲିଟିଛି, ହେ ଭଗବାନ ସଦୃଶ ମଣିଷ ଆପଣଙ୍କୁ ଚିର ନମସ୍ୟ ଆପଣ ଓଡିଶା ଜାତି ପାଇଁ ଗର୍ବ ଓ ଗୌରବ ଭଗବାନ ଆପଣଙ୍କୁ ସଦାସର୍ବଦା ଭଲରେ ରଖନ୍ତୁ, ମୋ ମା କ୍ୟାନ୍ସର ର ରୋଗରେ ଆରପାରି କୁ ଚାଲିଗଲ ସେ ଦୁଃଖ କଣ ମୁଁ ଜାଣିଛି ସେ କଷ୍ଟ କଣ ମୁଁ ଜାଣିଛି ଏ ହସ୍ପିଟାଲ ହେବା ପରେ ହୁଏତ କ୍ୟାନ୍ସର ମହାମାରୀ ରେ କାହାର ଜୀବନ ଯିବନି.........

  • @shikshamahodadhi
    @shikshamahodadhi 3 роки тому +120

    ମୋ ମତରେ ଆପଣ ଜଣେ ମହାପୁରୁଷ ସାର୍।।

  • @alamjsp
    @alamjsp 3 роки тому +1

    Great Man Open Hearted really loves people , You achieved your Golden Goal now ,You are the real Hero of poors ,Thank you Eeswar Allah gives u more healthy life to both of you Enjoy Life with poors

  • @laxmidharswain4028
    @laxmidharswain4028 3 роки тому +6

    👏ବାଗଚି ସାର, ମୁଁ ଆପଣଙ୍କୁ ବହୁତ ଭଲ ପାଏ ହେଲେ, ଆପଣଙ୍କ ଏ ଅର୍ଥ ଦାନ ବୋଧେ ବ୍ୟର୍ଥ, ଏହି ଅର୍ଥ ଯଦି ଆପଣ କୌଣସି ଆୟୁର୍ବେଦ ଚିକିତ୍ସାଳୟକୁ ଦାନ କରିଥିଲେ ବହୁତ ଭଲ ହୋଇଥାନ୍ତା, ଆମେ ଯେତେ କ୍ୟାନସର ରୋଗୀ ଦେଖୁଛୁ, ସେମାନଙ୍କୁ ଦେଖିଲେ ଜଣାପଡୁଛିଯେ ସେମାନଙ୍କର କିଛି ହୋଇନାହିଁ, କିନ୍ତୁ ହସ୍ପିଟାଲ ଯାଇ ଫେରିଲା ପରେ ଜଣାପଡୁଛି ଯେଉଁ ଲୋକ ଆଉ କୋଡିଏ ତିରିଶ ବର୍ଷ ବଂଚିବା କଥା, ସେ ଲୋକ ଚାରି ଛ ମାସ ଭିତରେ ମରିଯାଉଛି,

  • @sonalidash2666
    @sonalidash2666 3 роки тому +26

    ମୁଁ ଆପଣକୁ ଅନେକ ସମୟରେ ମନରେ ଖୋଜୁଛି । ଥରେ ଦେଖା ହେଲେ ମୁଁ ଆପଣକୁ ଠୁ ପାଦ ସ୍ପର୍ଶ କରି ଆଶ୍ରୀ ବାଦ୍ ନିଅନ୍ତି । ଆପଣ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ହେଲେ ଓଡ଼ିଶା ରାଜ୍ୟ ବୋହୁତ ଆଗକୁ ବଢ଼ିବାରେ ସହଯୋଗ କରିପାରିବେ ବୋଲି ମୋର ବିଶ୍ବାସ ରହିଛି । ମୁଁ ଆପଣକୁ ସ୍ବାଗତ ଜଣାଉଛି ।

    • @Evergreenentertainment758
      @Evergreenentertainment758 3 роки тому +1

      ଠିକ କହିଲେ

    • @amitkumardungdung5684
      @amitkumardungdung5684 3 роки тому +1

      Sir, ଆପଣ ମୁଖ୍ୟମନ୍ତ୍ରୀ ହେଲେ ଓଡିଶା ଦ୍ରୁତ ଗତିରେ double ବିକାଶ ହେବ l

  • @pintucreation7428
    @pintucreation7428 3 роки тому +35

    ପ୍ରଭୁ ବଳଦେବ ଜୀଉଙ୍କ ଅପାର କରୁଣା ତୁମ ପ୍ରତି ଅଛି ସାର୍ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ 🙏

  • @kailashrout7016
    @kailashrout7016 3 роки тому +2

    Respected Bagchi sir
    I'm a retired Army person is contributing my sincere thanks on behalf of retired persons from Utkal Odisha for your contribution for needy and seeking human beings suffering in this disease. May god bless u for more then 100 years so that such type of help will get the society again and again. I pray to Lord Jagannath for your long life. regards sir.

  • @jaydevnathsharma4425
    @jaydevnathsharma4425 3 роки тому +1

    Really down to earth sir, very humble may lord Jagannath reciprocate more valuable things in ur life for this valuable gift to the people of Odisha

  • @earthisbeautiful2527
    @earthisbeautiful2527 3 роки тому +28

    ଆପଣଙ୍କର ମହାନ୍ ଚିନ୍ତାଧାରା ଆଉ ସମାଜ ସେବା ପାଇଁ ଆପଣଙ୍କୁ କୋଟି କୋଟି ପ୍ରଣାମ Sir । 🙏🙏🙏 ଜଗନ୍ନାଥ ଆପଙ୍କୁ ସୁସ୍ଥ ଆଉ ଖୁସି ରେ ରଖନ୍ତୁ। ବନ୍ଦେ ଉତ୍କଳଜନନୀ। ଜୟ ଜଗନ୍ନାଥ।

  • @saumyaranjan2791
    @saumyaranjan2791 3 роки тому +37

    Sir ଆପଣକୁ ସତ ସତ 🙏🙏🙏 ଆପଣଙ୍କ ଭଲପାଇବା ଓଡ଼ିଆ ମାଟି ପ୍ରତି ଓଡିଆ ମାନଙ୍କ ପ୍ରତି ସତରେ ଅତୁଳନୀୟ. ସତରେ ମଥା ଆଜି ଆପଣଙ୍କ ଚରଣରେ ନଇଯାଉଛି. ସତରେ ଆପଣଙ୍କ ଅବଦାନ ଆଉ madama ଙ୍କ ସପୋର୍ଟ ଆଜି ଓଡ଼ିଶାବାସୀଙ୍କୁ କର୍ତ୍ତବ୍ୟର ମୂଲ୍ୟବୋଧ ଶିଖେଇଛି🙏🙏🙏 ଆକ୍ଷିରେ ଲୁହ ଆସିଯାଉଛି ଆପଣଙ୍କ ନିଷ୍ଟା ଆଉ କର୍ତ୍ତବ୍ୟ କଥା ଭାବିଲେ.

  • @sujataacharya4729
    @sujataacharya4729 3 роки тому +2

    Really Sir, you are a great person 🙏🙏

  • @simadribadatya6816
    @simadribadatya6816 3 роки тому +3

    We salute your effort...Odisha is proud to having son like you....Great motivation for us to do betterment of the society ..

  • @rajkishoredas6322
    @rajkishoredas6322 3 роки тому +42

    ବାସ୍ତବ ରେ ଆପଣ ଜଣେ ମହାନ୍ ବ୍ୟକ୍ତିତ୍ଵ🙏🙏🙏

  • @sonyhappyvlogs4922
    @sonyhappyvlogs4922 3 роки тому +14

    Great sir 🙏🙏🙏 Tq u so much sir

  • @tejranluv3324
    @tejranluv3324 3 роки тому +1

    U r really great sir .....🙏🙏🙏 Apananka pari amti bada hrudayara Manisa odishare kehi nathibe.......u r really really great sir......🙏🙏🙏🙏🙏🙏🙏 Vagwan apanankar magala karantu.......

  • @malaykumarpradhan9124
    @malaykumarpradhan9124 3 роки тому +1

    Really we are proud of you.... God bless you sir..

  • @friend9449
    @friend9449 3 роки тому +20

    ପ୍ରକୃତ ମାନବ ପ୍ରେମୀ ସୁବ୍ରତ ବାକ୍ଚି ସାର୍ ଏବଂ ସୁସ୍ମିତା ବାକ୍ଚି ମାଡାମ

  • @prakashbiswal8573
    @prakashbiswal8573 3 роки тому +58

    Each word of Bagchi Sir reflects his love for Odisha.

  • @kalicharanmishra2444
    @kalicharanmishra2444 3 роки тому +3

    ଆପଣ ଙ୍କ ଚିନ୍ତାଧାରା ମହାନ୍ ସାର୍ 🙏🙏🙏🙏

  • @mitunakumarjena6609
    @mitunakumarjena6609 3 роки тому +2

    Your Thought is Unique Sir..Great Salute...🙏💐

  • @user-ie3hj7yo5i
    @user-ie3hj7yo5i 3 роки тому +14

    ଜଗନ୍ନାଥ ଆପଣଙ୍କ ଜୀବନ ସୁଖମୟ କରନ୍ତୁ।
    ଏହା ହିଁ ମୋର ଈଶ୍ବରଙ୍କ ନିକଟରେ ପ୍ରାର୍ଥନା।
    ଓଡିଶା ରେ ବହୁତ କୋଟିପତି ଅଛନ୍ତି...କିନ୍ତୁ ଆପଣଙ୍କ ଭଳି ବ୍ୟକ୍ତିତ୍ୱ ବିରଳ

  • @akhilkumarnayak6577
    @akhilkumarnayak6577 3 роки тому +22

    Salute for great man 🙏🙏🙏👍👍

  • @rathdecorator1856
    @rathdecorator1856 3 роки тому +1

    ଧନ୍ୟବାଦ,

  • @satyanarayanpanda7138
    @satyanarayanpanda7138 3 роки тому +1

    We the people of odisha indeed indebted to you being learnt the benevolent attitude within you is a divine quality in a man it is very rare nowdays very appreciable deeds.

  • @Anshika.asmita
    @Anshika.asmita 3 роки тому +6

    We all are very much grateful to u sir...bcs our health is our most auspicious wealth...this will also a big step towards the development of our Odisha...thanks a lot sir....

  • @user-xg1we3ot3i
    @user-xg1we3ot3i 3 роки тому +3

    ନିଶ୍ଚିତ ଭାବେ ଆପଣ ଜଣେ ମହାନ୍ ବ୍ଯକ୍ତି ସାର୍.. କିନ୍ତୁ ଆପଣ ସରକାରୀ ସଂସ୍ଥାକୁ ଦାନକରି ଭୁଲ୍ କଲେ, କାରଣ ଆପଣ ଦେଲେ କିନ୍ତୁ ନେତା ମନ୍ତ୍ରୀ ଏହାର ପାଇଦାନେବେ ତେଣୁ ସିଧାସଳଖ ଗରିବମାନଙ୍କୁ ସାହାଯ୍ୟ କରିଥିଲେ ଗରିବ ଲୋକଟି ତାର ଶେଷନିଃଶ୍ଵାସ ପର୍ଯ୍ୟନ୍ତ ଆପଣଙ୍କ ଗୁଣଗାନ କରିଥା'ନ୍ତା...

  • @P2S7T
    @P2S7T 3 роки тому +1

    I am proud of you Sir n your family. Great work 🙏🙏🙏

  • @ajitkumarunique
    @ajitkumarunique 3 роки тому

    Great Salute of You and Your Family,,,, ୟାଙ୍କୁ ଦେଖି ଚୋର ନେତା ମନ୍ତ୍ରୀ ଆଉ ସବୁ ଚାଲାଣ କାଟୁ ବାବୁ ମନେ ଦେଖନ୍ତୁ,,, ଏଇଟା କୁ କୁହା ଯାଏ ମଣିଷପଣିଆ, ଆଉ ସବୁ ହାରାମି ଚାଲାଣ କାଟି,, pc ଖାଇ ଓଡିଶା ର ଲୋକଙ୍କୁ ବର୍ବାଦ କୋଲ.... Thanks Bagchi Sir

  • @odishaboyz5749
    @odishaboyz5749 3 роки тому +3

    U R great sir, I specifically thank you and your family from my core of Heart. You are the real HERO. God bless you.

  • @mohanty1965
    @mohanty1965 3 роки тому +5

    ବାଗଚୀ ଦମ୍ପତିଙ୍କର ଏହି ମହତ ତ୍ୟାଗ ଅନ୍ୟ ମାନଙ୍କୁ ପ୍ରେରଣା ଯୋଗାଉ। ସମାଜରେ ଥିବା ଆର୍ଥିକ ସ୍ୱଚ୍ଛଳ ବର୍ଗର ବ୍ୟକ୍ତି ବିଶେଷ ବାସ୍ତବ ସମାଜ ସେବା ପ୍ରତି ଆଗ୍ରହ ପ୍ରକାଶ କରିବେ ବୋଲି ଆଶା। ବାଗଚୀ ଦମ୍ପତିଙ୍କୁ ଅଶେଷ ଧନ୍ୟବାଦ ଓ ପ୍ରଣାମ।🙏।

  • @niranjanmohapatra849
    @niranjanmohapatra849 3 роки тому +3

    ଆପଣ ସମସ୍ତଙ୍କ ପାଇଁ ପ୍ରେରଣା. ଜୟ ଜଗନ୍ନାଥ.

  • @girishrambehera505
    @girishrambehera505 3 роки тому +3

    This is the reason you're our superhero sir....we are always indebted of you🙏🙏🙏🙏

  • @sitambabu5646
    @sitambabu5646 3 роки тому +18

    Great work ...but why not in other parts of odisha if it has a hospital already

  • @amiyatripathy6512
    @amiyatripathy6512 3 роки тому +7

    Such a great personality nd honesty...

  • @vickysatapathy8136
    @vickysatapathy8136 3 роки тому +2

    Great people always stay in heart..❤

  • @bharatmatakijay161
    @bharatmatakijay161 3 роки тому

    ହୃଦୟରୁ ଧନ୍ୟବାଦ ଆପଣଙ୍କୁ,ସାର୍ ଆପଣ କହିଲେ ଆପଣ ମାଲିକ ନୁହନ୍ତି , ଆପଣ interference କରିବେନି,ଏବେ ଓଡିଶାରେ ମେଡିକାଲ୍ ମାନଙ୍କରେ ଯେମିତି ଡାକ୍ତର ନର୍ସ ମାନଙ୍କର ଦାଦାଗିରି ଚାଲିଛି,କଣ ଜଣେ ସାଧାରଣ ବା ଗରିବ ଲୋକ ଠିକ ସେବା ପାଇବ ତ, ଭଗବାନଙ୍କୁ ଜଣା ,ଯଦି ଆଉ କିଛି ପଇସା ଅଛି ତେବେ ଆମ ପାଇଁ, ଛୋଟ ମୋଟ ରୋଜଗାର ର ବ୍ୟବସ୍ଥା କର ଆମେ ଉପକୃତ ହେବୁ ନିଜ ପରିବାରକୁ ଛାଡ଼ି ଓଡ଼ିଶା ବାହାର କୁ ଆସିବୁନି🙏🙏🙏🙏 ,

  • @Irtiel
    @Irtiel 3 роки тому +27

    Thank you sir , for doing support our state ❤️

  • @teachervloggerjunoon5867
    @teachervloggerjunoon5867 3 роки тому +5

    Great thought❤️❤️Hats off to you sir🙏🙏🙏🙏

  • @puchkifunny
    @puchkifunny 2 роки тому

    ପୃଥିବୀ ର ବଡ଼ ବଡ଼ ଧନୀ ବ୍ୟକ୍ତି ଯାହାଙ୍କର ପାଖରେ ଶହ ଶହ ହଜାର ହଜାର କୋଟି ଟଙ୍କା ର ସମ୍ପତ୍ତି ରହିଛି ସେମାନେ ବାଗଚି ପରିବାରଙ୍କ ଠାରୁ ମଣିଷ କାହାକୁ କୁହାଯିବ ଶିଖିବାର ଆବଶ୍ୟକତା ରହିଛି,,
    I salute bagchi family 🙏🙏🙏🙏🙏

  • @bijayakumarmellaka7119
    @bijayakumarmellaka7119 3 роки тому +10

    ଆପଣଙ୍କ ପାଇଁ ମୁଁ ଗର୍ବିତ । ଆପଣଙ୍କ ଭଳି ମହାନ୍ ବ୍ୟକ୍ତିଙ୍କ ପାଇଁ ଓଡ଼ିଶା ଗର୍ବିତ ।

  • @kundanbiswal9028
    @kundanbiswal9028 3 роки тому +3

    Thank you sir ❤️. You and ur wife have a such great heart..

  • @MaheshMohanVlogs
    @MaheshMohanVlogs 3 роки тому +5

    True inspiration. Sir.. Lockdown tym re apanka sahajog ku kebe bhuli paribuni. ❤🙏 Jay jagannath sir. Apanaka thu prerana nei anek loka odisha tatha desa pain bhala kama karantu. 🙏

  • @bapunarana2270
    @bapunarana2270 3 роки тому +1

    ସୁନ୍ଦର ଚିନ୍ତାଧାରା ସାର୍ 🙏 ଆପଣଙ୍କ ପରି ବଦାନ୍ୟ ବ୍ୟକ୍ତି ଓଡ଼ିଶାରେ ବିରଳ🙏🙏🙏

  • @sanjaykumarsamal954
    @sanjaykumarsamal954 3 роки тому

    Sir.. Hats off for your believe and endeavour to give a new direction in the mind of people that encourage millions of people around the globe. Running short of words to express my gratitude..
    World still persist few people like you..
    I am damn sure your noble work definitely motivate more and more people of odisha...
    Millions of thanks for your initiative..

  • @ajittripathy8798
    @ajittripathy8798 3 роки тому +26

    Naveen babu nka pare mu apanku ama odisha ra Mukhyamantri bhabare dekhibaku chahinbi🙏

    • @hsiq5502
      @hsiq5502 3 роки тому +1

      Thik, I think so

  • @friendcreationvideoofficia3867
    @friendcreationvideoofficia3867 3 роки тому +16

    ଭଲ ହେଲା ସାର ବାକି ଆପଣ ପାଟଣାଗଡ ର ହେଇ ଭୁବନେଶ୍ୱର ଆଡ଼େ କଲେ ଯେ ହେଟା ଟିକେ ଅସୁବିଧା ହେଲା ବାଗିର ଲାଗଲା ଇନେ ପାସେ ଆସେ ଟିକେ କରି ଥିଲେ ଆରୁ ଟିକେ ଭଲ ହେଇ ଥିତା ବାକି 👌👌🙏🙏

    • @piyushmoharana9700
      @piyushmoharana9700 3 роки тому +2

      Odisha ra Rajdhani Bhubaneswar....Central point....Patna garh ru sabu place ku communication achiki

    • @ranjankumarsahu8412
      @ranjankumarsahu8412 3 роки тому

      You are right bro...

    • @ramdas18717
      @ramdas18717 3 роки тому +1

      @@piyushmoharana9700 🙏, thik kahichhanti sir, hele Balangir, Bargarh, best options , kahikina sabuthu besi cancer praban jaga Bargarh.., Communication well connected by Railway, NH, Jharsuguda Airport...

    • @ramdas18717
      @ramdas18717 3 роки тому +1

      @@piyushmoharana9700 odisha ra rajadhani BBSR, but cancer ra rajadhani Bargarh

  • @parthelevate369
    @parthelevate369 3 роки тому +2

    God bless you. Each words has a meaning

  • @kingstar3109
    @kingstar3109 3 роки тому

    First Time m Salute Sir.M Really proud of you Sir.

  • @debanandapatro6754
    @debanandapatro6754 3 роки тому +18

    ସାର୍ ଆପଣ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ମୁଁ ଖୁସି ହେବି

  • @biswajitsahoo8093
    @biswajitsahoo8093 3 роки тому +8

    Salute sir apananka pari loka ahi duniare bht kam jagannath mahaprabhu apananku apananka paribarara samastanku mangalare rakhantu 🙏🙏

  • @sanjuSingh-qb4ks
    @sanjuSingh-qb4ks 2 роки тому +1

    ଗାନ୍ଧୀ,ଗୋପବନ୍ଧୁ ଙ୍କ ପରି ମହା ମାନବ ଏବେବି ଜନ୍ମ ହେଉ ଛନ୍ତି , ଏକଥା ଆପଣଙ୍କ ଠାରୁ ପ୍ରମାଣିତ ହେଉଛି ।ଆମ ପାଇଁ ନମସ୍ୟ ।ଜଗନ୍ନାଥ ଆପଣଙ୍କୁ ସୁସ୍ଥ ଓ ଦୀର୍ଘାୟୁ କରନ୍ତୁ ।

  • @sfactstv9965
    @sfactstv9965 3 роки тому +1

    Apanku bahut bahut dhanyabad sir 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @tapannpsahoo8874
    @tapannpsahoo8874 3 роки тому +4

    Great work....Great inspiration🙏

  • @bikrampatra7501
    @bikrampatra7501 3 роки тому +9

    God bless U Sir... 🙏

  • @sunilsahoo7434
    @sunilsahoo7434 3 роки тому

    Good human being... Salute for your dedication and service... Proud to be an Odia..

  • @ashishsundaray3146
    @ashishsundaray3146 3 роки тому +1

    Great Humanity 👍 I got your fan for this........

  • @hsiq5502
    @hsiq5502 3 роки тому +13

    He should be the next chief minister of Odisha

  • @sureshchandradas88
    @sureshchandradas88 3 роки тому +13

    It needs a great great heart to become a true patriot like Mr. Bagchi . Only a few can achieve like him in this Kaliyug ☔☔☔☔

  • @sukantakumarjena9046
    @sukantakumarjena9046 3 роки тому +1

    Really u r the great sir, unlimited salute

  • @SmartGyanSamantaray
    @SmartGyanSamantaray 3 роки тому +1

    I respect both of you from the core of my heart.

  • @pravakarbehera9525
    @pravakarbehera9525 3 роки тому +3

    Thanks a lot sir🌷🥀🌹🌻

  • @sushreesonalisahoo8059
    @sushreesonalisahoo8059 3 роки тому +7

    Great personality ❤👍

  • @subhendukumarrout3036
    @subhendukumarrout3036 3 роки тому +3

    The man with golden heart.salute you sir.

  • @dhaneswargouri5664
    @dhaneswargouri5664 2 роки тому +1

    ମୁଁ ଆପଣଙ୍କ ପାଇଁ ଓଡ଼ିଆ ଭାବେ ଗର୍ବିତ ଅନୁଭବ କରୁଛି ଜୟ ଜଗନ୍ନାଥ l