Satta Ra Satranj | Senior Odia Journalists on CM Naveen Patnaik's silence after attack by BJP

Поділитися
Вставка
  • Опубліковано 20 вер 2024
  • #ରାଜ୍ୟ_ସରକାରଙ୍କୁ_ପ୍ରଶ୍ନ_ବାଣରେ_ଘାଇଲା_କରୁଛି_ବିଜେପି
    ବିଜେପିର ଘନଘନ ଟାର୍ଗେଟ, ହେଲେ ନବୀନ ନିରବ। ଖାଲି ରାଜନୈତିକ କାଉଣ୍ଟର କରୁଛନ୍ତି, ହେଲେ ମୁଦ୍ଦା କି ପ୍ରଶ୍ନର ଉତ୍ତର ରଖୁନାହନ୍ତି। ରତ୍ନଭଣ୍ଡାରରୁ ଚିଟଫଣ୍ଡ, ଖଣି ଦୁର୍ନୀତିଠାରୁ ବାବୁ ରାଜ୍। ପ୍ରାଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ନଡ୍ଡା, ଶାହ, ନବୀନ ସରକାର କଳା ଚିଠା ଖୋଲିବା ସହ ପ୍ରଶ୍ନ ବାଣରେ ଘାଇଲା କରୁଛନ୍ତି। ସିଧା ନବୀନଙ୍କୁ ଉତ୍ତର ମାଗୁଛନ୍ତି।
    #SattaraSatranj #VoteCharcha #BJP #NaveenPatnaik #Election2024 #OTV #OdishaTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 34

  • @RaviPatel-187
    @RaviPatel-187 4 місяці тому +6

    ଓଡିଶାବାସୀଙ୍କୁ ସୁଖଶାନ୍ତିରେ ରଖିବା ପାଇଁ ନବୀନ ସରକାର କଣ କଣ କରିଛନ୍ତି ତାହା ରାଜ୍ୟବାସୀ ଉଚିତ ଭାବେ ବୁଝିସାରି ଛନ୍ତି l

  • @SonaliNanda-i3u
    @SonaliNanda-i3u 4 місяці тому +8

    ନାଟକୀୟ ବିଜେପିକୁ ଉପଯୁକ୍ତ ଉତ୍ତର ଦେବାକୁ ରାଜ୍ୟବାସୀ ପ୍ରସ୍ତୁତ, ତେଣୁ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ।

  • @RakeshDalai-x6p
    @RakeshDalai-x6p 4 місяці тому +5

    ଓଡିଶାର ବିକାଶ ଏବଂ ରୂପାନ୍ତର ଆରମ୍ଭରୁ ରାଜ୍ୟ ବିଜେପି ଦଳ ସବୁବେଳେ ବାଧା ସୃଷ୍ଟି କରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି।

  • @user-el5gg8tg
    @user-el5gg8tg 4 місяці тому +5

    ନବୀନ ଙ୍କ ଜିଲ୍ଲା ବିକାଶରେ bjp ଦଳ ବାଧକ ହେଉଛିନ୍ତି. ତଥାପି ନବୀନ ପଟ୍ଟନାୟକ ବିକାଶ ପରେ ବିକାଶ କରୁଛନ୍ତି l

  • @Trupti-Animal
    @Trupti-Animal 4 місяці тому +7

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଦୁର୍ନୀତି ମୁକ୍ତ ଶାସନ ଏବଂ ବଳିଷ୍ଠ ନେତୃତ୍ବ ପାଇଁ ଓଡ଼ିଶାର ପ୍ରଗତି, ବିକାଶ ଓ ସମୃଦ୍ଧିର ବାସ୍ତବତା କୁ ଗ୍ରହଣ କରି ପାରୁନାହାଁନ୍ତି ରାଜ୍ୟ BJP ଦଳ.

  • @NilimaKar-y6e
    @NilimaKar-y6e 4 місяці тому +5

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୃଢ଼ ନେତୃତ୍ଵ ଏବଂ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟ ଦକ୍ଷତା ବଳରେ ଆଜି ଆମ ଓଡ଼ିଶା ଉନ୍ନତୀ ର ଶୀର୍ଷ ସ୍ଥାନରେ ଅବସ୍ଥାନ କରିସାରିଲାଣି ।

  • @Deepali2024
    @Deepali2024 4 місяці тому +4

    ଇଏ ନବୀନ ସ୍ପର୍ଶ।‌ ବିକାଶର ଗତି ଆଗରେ ବାଧାବିଘ୍ନ ହୋଇଯାଇଛି ତୁଚ୍ଛ।‌ ନବୀନ ଓଡ଼ିଶାରେ ଅସମ୍ଭବ ବୋଲି କିଛି ନାହିଁ ।‌

  • @RaghunathMohanty-v4t
    @RaghunathMohanty-v4t 4 місяці тому +5

    ଓଡ଼ିଶାର ଐତିହ ସ୍ଥଳୀ ର ରୂପାନ୍ତରଣ ଆଜି ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବିରୋଧୀ ଦଳୀୟ ସ୍ବାର୍ଥ ପାଇଁ ହିନ ରାଜନୀତି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

  • @20NEW-MUSIC
    @20NEW-MUSIC 4 місяці тому

    ଏଠାରେ ବହୁ କମେଣ୍ଟସ୍ AI ଦ୍ବାରା ବିଜେଡି ପୋଷ୍ଟ କରୁଛି।

  • @kailashbehera1112
    @kailashbehera1112 4 місяці тому +1

    Otv वालो याद रखो वैजयंत पंडा दो लाख से ज्यादा भोटेसे हारने वाले है केंद्रपाड़ा मे !!

  • @sarojakanta4907
    @sarojakanta4907 4 місяці тому +2

    Modi ketethar interview deichanti

  • @udayanathsamantara9005
    @udayanathsamantara9005 4 місяці тому +1

    Birodhi Prasanna ra kichhi value nahi so c .m care karunahanti

  • @basudevnayak1947
    @basudevnayak1947 4 місяці тому +4

    Rahul gandhi is openly challenging to Modi for debate. Why modi is avoiding 😂😂

  • @sarojakanta4907
    @sarojakanta4907 4 місяці тому +2

    Otv BJP tv

  • @ChittaranjanParida-pq1im
    @ChittaranjanParida-pq1im 4 місяці тому +1

    Tame otv Bala June 4 ku wait kara
    Sabu janijiba

  • @pramoddash7396
    @pramoddash7396 4 місяці тому

    Please respect your C.M and God bless you

  • @PratapMangaraj-l8y
    @PratapMangaraj-l8y 4 місяці тому

    ଘୋଷିଲେ ଦି ତିନ ଦିନ ଲାଗିଯିବ

  • @pranabeshmohanty9455
    @pranabeshmohanty9455 4 місяці тому +1

    Bradra loka sahita bhadrak loka jukti karanti . Abhadra jukti Kari nijara lava Kan. Asam cm bhadrami Jani nahanti answer daba darkar nahi.

  • @pabitranath5075
    @pabitranath5075 4 місяці тому +1

    Choro chori karichi boli chup maune sanmati lakhyanam nabini ra

  • @sanjaynath2482
    @sanjaynath2482 4 місяці тому +6

    ନବିନ ପଟନାୟକ ରାଜନୀତି କରିବା ପାଇଁ ଇଚ୍ଛା ନାହିଁ କେବଳ ପାଣ୍ଡୁର ବଡ ଧରଣର ଚାଲ

  • @sudhansunayak8910
    @sudhansunayak8910 4 місяці тому +1

    Are sambadika many a bar and mane
    Tumo pari bhakua manaku laza lagiba Katha
    Kahiki TV re Tuma mafia muha dekhauachha
    Pura khali ki kahuna jemiti Jagadev kahila.

  • @kishorchsrichandan307
    @kishorchsrichandan307 4 місяці тому

    Is CM able to face interview. How many days before CM address any press meet. Secretariat and other places closed for media.

  • @santoshnanda7811
    @santoshnanda7811 4 місяці тому +1

    After election BJP n BJD will start their
    Live-in-relationship.

  • @SumiKumari-vu5od
    @SumiKumari-vu5od 4 місяці тому +3

    ଓଡିଶାର BJP ଦଳ କେବେବି ଉନ୍ନତି ଚାହିଁନାହାନ୍ତି କିମ୍ଵା କିଛି କାର୍ଯ୍ୟ କରି ନାହାନ୍ତି କିନ୍ତୁ ରାଜ୍ୟର ବିଜୁ ଜନତା ଦଳ ଲୋକଙ୍କ କଲ୍ୟାଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ଉଚିତ ପଦକ୍ଷେପ ନେଇଛନ୍ତି।