ଗୁରୁବାର ଦିନ ଭାଗବତ ପଢନ୍ତି ନାହିଁ କାହିଁକି?Gurubara Dina Bhagabat Padhanti Nahi Kahiki

Поділитися
Вставка
  • Опубліковано 29 гру 2024

КОМЕНТАРІ • 795

  • @arunkumarmishra9212
    @arunkumarmishra9212 Рік тому +37

    ଭଗବାନ ଆଶୀର୍ବାଦ କରନ୍ତୁ, ଏଭଳି ଜ୍ଞାନର ଅଧିକାରୀ କୋଟିଏ ରୁ ଗୋଟିଏ ଅଛନ୍ତି

  • @laxmipriyamohapatra1270
    @laxmipriyamohapatra1270 Рік тому +67

    କେତେ ସୁମଧୁର ସ୍ୱର 🙏🏻କେତେ ସୁନ୍ଦର କଥା 🙏🏻ଜୟଗୁରୁ 🙏🏻🌺♥️🌺🙏🏻ରାଧେକ୍ରୀଷ୍ଣା 🙏🏻🌺♥️🌺🙏🏻

  • @gourabacharya3569
    @gourabacharya3569 Рік тому +66

    ହେ ପ୍ରଭୁ ଆପଣ ଙ୍କ ଏ କୁନି ଭକ୍ତ ଙ୍କୁ କୋଟି ପ୍ରଣାମ 🙏🙏🙏🙏

  • @rajalaxmimohapatra5995
    @rajalaxmimohapatra5995 Рік тому +33

    ଶ୍ରୀ କୃଷ୍ଣ ଙ୍କର ଜୟ ହେଉ🙏❤️🙏

  • @basantamanjarisahoo6673
    @basantamanjarisahoo6673 Рік тому +52

    ଶ୍ରୀ ଜଗନ୍ନାଥଙ୍କର ଜୟ ହେଉ
    💐🙏🏻💐🙏💐🙏🏾💐
    କିଶୋର ବାବାଙ୍କର ଭାଗବତ ପାଠ ଓ ଆଲୋଚନା ପାଇଁ ତାଙ୍କୁ କୋଟି କୋଟି ପ୍ରଣାମ🙏🏻🙏🏻।

  • @rabindranathpatra431
    @rabindranathpatra431 Рік тому +33

    ଭକ୍ତବତ୍ସଳ ବାସୁଦେବ ଏ କୁନି ଭକ୍ତପ୍ରବଙ୍କୁ ଅଶେଷ ଆଶିଷ ପ୍ରଦାନ କରନ୍ତୁ ।
    ଜୟ ଶ୍ରୀକୃଷ୍ଣ

  • @satishsatya6661
    @satishsatya6661 Рік тому +19

    ଧନ୍ୟବାଦ ଆପଣଙ୍କ ପିତା ମାତା ଙ୍କୁ କୋଟି ଦଣ୍ଡବତ 🙏🙏🙏🙏💞💞💞💞🌹🌹🌹🌹ଏ ଅଧମ ଦାସ ଜଣାଉଛୁ

  • @dhaneswardas548
    @dhaneswardas548 Рік тому +59

    ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ଏ କୁନି ପ୍ରବଚକ ଙ୍କୁ ମୋର ଭକ୍ତି ଭରା ନମସ୍କାର...
    ପ୍ରଭୁ ଜଗନ୍ନାଥ ତାଙ୍କର ମନ ସ୍କାମନା ପୂର୍ଣ୍ଣ କରନ୍ତୁ...

  • @henaranibehera4658
    @henaranibehera4658 Рік тому +115

    ଧନ୍ୟ ତୁମ ବାପା ମାଆ ଙ୍କୁ ❤❤❤

  • @rashmikalamohanty3220
    @rashmikalamohanty3220 Рік тому +28

    ଭଗବାନ ତୁମର ମଙ୍ଗଳ କରନ୍ତୁ ବହୁତ ଆଗକୁ ଯାଅ ଜୟ ଜଗନ୍ନାଥ

  • @smitabiswal8173
    @smitabiswal8173 10 місяців тому +3

    ତୁମ ମାତୃ ଗର୍ଭକୁ ଧନ୍ୟ କରିଛ କୁନି ପ୍ରବଚକ କୋଟି ପ୍ରଣାମ ତୁମ ଜ୍ଞାନକୁ

  • @narayandalai9799
    @narayandalai9799 Рік тому +7

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🚩🌿 ରାଧେ🚩🌿 ରାଧେ 🚩🌿🍀🌻

  • @shivjyotshna2111
    @shivjyotshna2111 Рік тому +5

    Jay Jagannath Swami Nayan patha gami bhaba tume🙏🙏🙏🙏🙏🙏

  • @nirupamapanda8653
    @nirupamapanda8653 Місяць тому +1

    ଜୟ ଶ୍ରୀ ଜଗନ୍ନାଥ 🙏🙏🙏🪷
    ଦେବଅଂଶି କୁନି ପ୍ରବଚକ ଙ୍କୁ କୋଟି ପ୍ରଣାମ 🙏❤️

  • @pranatipadhal8941
    @pranatipadhal8941 3 місяці тому +1

    ଭଗବାନ ଆପଣ ଙ୍କୁ କୋଟି କୃପା ବୃଷ୍ଟି କରିଛନ୍ତି, ଏ ସଂସାର ରେ ଅନ୍ୟାୟ ର ମାତ୍ରା ଅଧିକ ହେବାରୁ, ଭଗବାନ ଆପଣ ଙ୍କୁ ଏ ଧରା ପୃଷ୍ଠରେ ଜନ୍ମ ଦେଇଛନ୍ତି, ମା ସରସ୍ବତୀ ମଧ୍ୟ ଆପଣଙ୍କ କଣ୍ଠ ରେ ରେ ବିଦ୍ୟମାନ, ଧନ୍ୟ ଆପଣଙ୍କ ମାତା ପିତା, କୋଟି ଜନ୍ମ ର ତପସ୍ୟା ବଳ ରେ ସ୍ୱୟଂ ଭଗବାନ ଙ୍କୁ ପୁତ୍ର ରୂପେ ଜନ୍ମ ଦେଇଛନ୍ତି

  • @mangulurammohanta6434
    @mangulurammohanta6434 7 місяців тому +2

    ଯୋଗ୍ୟ ମାତା ପିତାଙ୍କ ସୁଯୋଗ୍ୟ ସନ୍ତାନ....... ଅନେକ ଅନେକ ଶୁଭେଚ୍ଛା ସହ ଅନନ୍ତ ଶୁଭ ଅଭିନନ୍ଦନ ଓ ଅସୁମାରୀ ଶୁଭ କାମନା....... ଜୟ ଜୟ ଶ୍ରୀ ଜଗନ୍ନାଥ

  • @mamatadash8888
    @mamatadash8888 Рік тому +3

    Bhagawan tumaku koti parmaya diantu dhana, tumaku mor koti koti asirbad.bahut sundar.

  • @gangadhardas7558
    @gangadhardas7558 Рік тому +3

    Radhe Radhe here Krishna ❤❤❤❤❤

  • @binapanipanigrahi4831
    @binapanipanigrahi4831 Рік тому +4

    Tumaku koti koti pranam he sadhu mahatma jay jagannath jay panchasakha

  • @PujaSingh-qc8te
    @PujaSingh-qc8te Рік тому +5

    Radhe Radhe ❤ guru ji ❤🇮🇳🙏🚩 very very Nice ❤❤️❤️❤️❤️❤️❤️❤️❤️❤️💯💯💯💯💯💯💯💯❤️🇮🇳🚩🙏 Live 🙏🚩

  • @tejaswinikar6220
    @tejaswinikar6220 Рік тому +59

    ଗୋଟେ କଥା ପଚାରିବି ଯଦି କେହି ଜାଣିଥିବେ କହିବେ ମଣିଷ ର ମୁତ୍କ୍ତି ପାଇଁ ଭାଗବତ ପଠନ ଆଉ ଶ୍ରାବଣ କରିବା କିନ୍ତୁ ପଶୁ ପକ୍ଷୀ ଜୀବ ଜଗତ କୁ ଏଇ ମଣିଷ କେବଳ ରୁ କିପରି ମୁତ୍କି ମିଳିବ । ତାହା ଟିକେ କହିବେ

    • @Skumar_7173
      @Skumar_7173 Рік тому +9

      ସବୁ କର୍ମ ର ଫଳ 🙏ସେ ବି ଆଗ ଜନ୍ମ ରେ କାହାକୁ ହଇରାଣ ଓ ମାରି ଥିବେ 🙏

    • @PRIYAPAIKARAY
      @PRIYAPAIKARAY 9 місяців тому +4

      mukti kebala prabhunka bhakti bhaba katha re au niswarthapara karma kariba dwara

    • @SilipravapradhanSilipravapradh
      @SilipravapradhanSilipravapradh 8 місяців тому +2

      Bhagavata ku anusarana Kari jiba hatya na kale

    • @sumankumarrout8513
      @sumankumarrout8513 8 місяців тому +4

      Suna bh bhala karma kale tume punachha janma naba nichhaya au janma Mane kasta bhagaban manisa janma deithanti kn jua kheliba ku na chhori karibaku so karma jagata re karma madhyama re ame amaku nichha Joni ru uchha Joni ku neipariba hele mukti ra artha atma Saha param atma ra Milan jauta kebala hin kebal Prabhunka nama rasare hni heba jauta "hare Krishna hare Krishna Krishna Krishna hare hare hare rama hare rama rama hare hare " atika ku anabarata japa kale Tamara karma jagatara papa dhire dhire punya re parinata haba kebala ta nuhne manisa jagatare nijara karma bidhan ru tamaku mukti miliba jauta ku atama Saha paramatma ra Milan kuha jai .Jay jagannath

    • @rohanswain4429
      @rohanswain4429 8 місяців тому +1

      ​@@Skumar_7173xx

  • @ParulGita
    @ParulGita Рік тому +2

    Jay jagannath 🙏🙏🙏🙏🙏🙏 Radhe Radhe 🙏🙏🙏hare Krishna hare Rama 🙏🙏🙏🙏🙏

  • @prativarath7947
    @prativarath7947 Рік тому +3

    Jay Jagannath..Bahut sundar prabachan.🙏🏻🙏🏻🙏🏻🙏🏻🙏🏻

  • @Dwitikrishna.
    @Dwitikrishna. 11 місяців тому +1

    👃 Jai 🙏 shree 👃 jagannath 🙏 Swami 👃 Nayana 🙏 Patha 👃 gami 🙏 bhaba 👃 tume 👃🙏

  • @diptiranjanacharya7348
    @diptiranjanacharya7348 Рік тому +3

    Omm namha bhagabataye basudebay. Sundar prabachana.

  • @narayanrout9754
    @narayanrout9754 Рік тому +7

    Thank you so much beta for your posting of devotional thinking.very nice.mind blowing with heart touching.god bless to you to go ahead.

    • @pranamodiatv2639
      @pranamodiatv2639  Рік тому +2

      ଜୟ ଜଗନ୍ନାଥ

    • @mspapugaming4011
      @mspapugaming4011 Рік тому +1

      Don't say him beta se Jane santha jie ki purba janma ra adha rahithiba tapasya ku a janma re purana karuchanti
      Se tuma ama thu alaga. So tanku beta/ pua. Emtiti kuhanahin 🙏🙏🙏🙏🙏

  • @bhagyalatapradhan4061
    @bhagyalatapradhan4061 Рік тому +2

    କନଠ ସୋର ଓ ଗାୟନ ଶଇଳୀ ଖୁବ ସୁନ୍ଦର ।

  • @narayandalai9799
    @narayandalai9799 Рік тому +4

    ଜୟ ଜଗନ୍ନାଥ 🚩🚩🌺🌲🌳🌺🌲
    ଜୟ ହନୁମାନ 🚩🚩🌲🌿☘️🌳🌱🌺
    ଜୟ ପଞ୍ଚସଖା 🚩🚩🌳🌿☘️🌲🌱
    ଜୟ ଦାଓ ମହାରାଜା 🚩🚩🌿🌿🌲🌱
    ଜୟ ମାଁ ସୁଭଦ୍ରା 🚩🚩🌲🌲☘️🌳🌲🌱
    ଜୟ ସୁଦର୍ଶନ 🚩🚩🌲🌲🌺🌺
    ଜୟ ପତିତ ପାବନ ବାନା 🚩🚩

  • @krishnacreation5285
    @krishnacreation5285 Рік тому +4

    ବହୁତ ଭଲ ଲାଗେ କୁନି ପ୍ରବଚକ ଙ୍କ ପ୍ରବଚନ 🙏🏼🙏🏼🙏🏼ଈଶ୍ୱର ତୁମର ମଂଗଳ କରନ୍ତୁ ସଦା ସୁଖୀ ହୁଅ

  • @BhagabatMishra-s6k
    @BhagabatMishra-s6k Рік тому +3

    Jai Shree Radhe Krishna🌻🥀🌻🙏

  • @creatorapupun123
    @creatorapupun123 5 місяців тому +1

    ଓମ୍ ନମ୍ଃ ଭଗବତେ ବାସୁଦେବାୟ 🙏🏻🙏🏻🙏🏻🚩 ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🙏🙏🙏🚩

  • @rabindranathpradhan4378
    @rabindranathpradhan4378 Рік тому +2

    Jay Sri Jagannath Swami Nayana Patha gami bhaba tume prabhu 🙏🙏🙏🙏

  • @padmeswarmahanta7512
    @padmeswarmahanta7512 Рік тому +8

    ଓଁ ନମଃ ଭଗବତେ ବାସୁଦେବାୟ 🙏🙏🙏🙏🙏🙏🙏

  • @sarojinisahoo2320
    @sarojinisahoo2320 Рік тому +2

    Jay Shreeya Ram🙏
    Kuni pandita nka dibya
    gyana suni prana prafulita hei jauchi.

  • @girijashankarmishra7131
    @girijashankarmishra7131 Рік тому +7

    Jay jagannath, Very sweetest, bow my head to your outstanding performance. 🙏 🙏

  • @BinapaniMohanty-f8j
    @BinapaniMohanty-f8j Рік тому +7

    ଭଗବାନ ଏହି କୁନି ଭକ୍ତଙ୍କୁ ଭଲରେ ରଖନ୍ତୁ ❤🙏🕉️

    • @pranamodiatv2639
      @pranamodiatv2639  10 місяців тому +1

      ଜୟ ଜୟ ଜଗନ୍ନାଥ ଧନ୍ୟବାଦ

  • @nolightinthedarkroom
    @nolightinthedarkroom Рік тому +2

    Jaisita ram, bhagabaan ka Krupa ,Bakra bachala🚩🐚🙏🏻🙏🏻

  • @Trilochan7077
    @Trilochan7077 5 місяців тому +3

    Dhany times kuni bhakta👌👌👌👌👌🙏❤❤❤❤❤🙏🙏🙏🙏🙏🙏🙏

  • @AshokkumarBadamali-s5u
    @AshokkumarBadamali-s5u 2 місяці тому +2

    ଖୁବ୍ ସୁନ୍ଦର୍ ବର୍ଣ୍ଣନା ,ବିଶ୍ଲେଷଣ

  • @rabinarayanmishra4451
    @rabinarayanmishra4451 Рік тому +1

    ଋଷି ପରମ୍ପରାର ଶେଷ ମହାନ୍ ଆଧ୍ୟାତ୍ମିକ ଜ୍ଞାନଗୁରୁ କ୍ରାନ୍ତିକାରୀ ବେଦୋଦ୍ଧାରକ ଆର୍ଯ୍ୟସମାଜ ପୁନଃ ପ୍ରତିଷ୍ଠାତା ସମାଜ ସଂସ୍କାରକ ପବିତ୍ର ଆତ୍ମା ଯୋଗଜନ୍ମା ମାର୍ଗ ଦର୍ଶକ ଆଜନ୍ମ ବ୍ରହ୍ମଚାରୀ ଦର୍ଶନାଚାର୍ଯ୍ୟ ଅମର୍ ସଂନ୍ୟାସୀ ମହର୍ଷି ଦୟାନନ୍ଦ ସରସ୍ୱତୀଜୀଙ୍କର ସେହି ବେଦ ଓ ବେଦାଙ୍ଗ ରୁ ଉଦ୍ଧୁତ ଶାଂରାସ ସତ୍ୟ ଜ୍ଞାନ ଓ ବେଦ ଜ୍ଞାନର ଅମର୍ ଅମ୍ଳାନ ଗ୍ରନ୍ଥ ସତ୍ୟାର୍ଥ ପ୍ରକାଶରେ ସ୍ପଟ୍ ଉଲ୍ଲେଖ ରହିଛି ବର୍ତ୍ତମାନର ରାମାୟଣ ମହାଭାରତ ଭାଗବତ୍ ଭଳି ଅସଂଖ୍ୟ ଗଳ୍ପ ଭେଜାଲ୍ ଉପନ୍ୟାସ ପୁସ୍ତକକୁ ଅନାର୍ଶ ପୁସ୍ତକ ବୋଲି ତର୍କ ପ୍ରମାଣ ଏବଂ ବିଜ୍ଞାନ ଭିତ୍ତିକ ପ୍ରମାଣ ଦେଇସାରିଛନ୍ତି। ଦୟାକରି ସମସ୍ତେ ଅଧ୍ୟୟନ କରି ଏହି ପାଖଣ୍ଡ ଧୂର୍ତ୍ତ ଅବିଦ୍ବାନ ଭଣ୍ଡ ମାନଙ୍କ ଦ୍ଵାରା ପରିଚାଳିତ ବେଦ ବେଦାଙ୍ଗ ବିରୋଧି ଗଳ୍ପ ଉପନ୍ୟାସ ଠାରୁ ଦୂରରେ ରୁହନ୍ତୁ,ଏହାର ଓଡ଼ିଆ ଅନୁବାଦ ଧର୍ମଗ୍ରନ୍ଥ ଷ୍ଟୋର କିମ୍ବା ଶ୍ରୁତିନ୍ୟାସର ଅଧ୍ୟକ୍ଷ ସ୍ବାମୀ ସୁଧାନନ୍ଦ ସରସ୍ବତୀଜୀ ଙ୍କ ଠାରୁ ସଂଗ୍ରହ କରନ୍ତୁ ଏବଂ ଈଶ୍ଵରଙ୍କର ପଞ୍ଚମହାଯଜ୍ଞ ଯଥା-ସ୍ୱାଧ୍ୟାୟ ଅଗ୍ନିହୋତ୍ର ଦାନ ସେବା ପରୋପକାର ବୃକ୍ଷରୋପଣ ଗୋଶାଳା ସ୍ଥାପନା ବା ସେବା ପିତା-ମାତା ବୟୋଜ୍ୟେଷ୍ଠ ଗୁରୁଜନ ମାନଙ୍କ ସେବା ପ୍ରାଣୀ ମାନଙ୍କର ସୁରକ୍ଷା ଯୋଗାଇ ଦେଇ ଆଗାମୀ ଜନ୍ମ ଉଚ୍ଚକୂଳରେ କିମ୍ବା ମୋକ୍ଷ ପ୍ରାପ୍ତି ନିମନ୍ତେ ପ୍ରଯତ୍ନ କରନ୍ତୁ, କାରଣ ଈଶ୍ଵରଙ୍କର କୌଣସି ଋପ ଲିଙ୍ଗ ଏବଂ ଆକୃତି ନଥିବା ସ୍ଥଳେ କିଛି ସନାତନ ବୈଦିକ ବିରୋଧୀ ଧର୍ମାବଲମ୍ବୀ ମାନଙ୍କର ପ୍ରାଶ୍ଚାତ୍ ସଂମ୍ପ୍ରଦାୟ ମାନଙ୍କ ଦ୍ଵାରା ହିନ୍ଦୁ ଧର୍ମର ପତନ ଦିଗରୁ ଉତ୍ଥାନ ସକାଶେ ପ୍ରୟାସ କରନ୍ତୁ, ଏବଂ ଈଶ୍ଵରଙ୍କର ମୂଖ୍ୟ ନାମ ଓ୩ମ୍ ଏବଂ ଚାରି ବେଦର ମନ୍ତ୍ର ସଂଖ୍ୟା କୋଡ଼ିଏ ହଜାର ତିନିଶହ ଅଣାଅଶୀ ମଧ୍ୟରୁ ଏକ ମାତ୍ର‌ ମନ୍ତ୍ର ଗୁରୁ ମନ୍ତ୍ର ତାହା ହେଉଛି ଗାୟତ୍ରୀ ମନ୍ତ୍ର ଜପ ତପ ଏବଂ ଧ୍ୟାନ କରି ଈଶ୍ଵର ଙ୍କର ସାନିଧ୍ୟ ଲାଭ କରନ୍ତୁ। ଧନ୍ୟବାଦ୍ ନମସ୍ତେ 🙏🙏

  • @sanjaynayak714
    @sanjaynayak714 Рік тому +4

    Dhanya tuma Bapa Maa nku

  • @Pratapkumarmaharana2518
    @Pratapkumarmaharana2518 10 місяців тому +1

    ତୁମେ ରାମ ନାରାୟଣ ତୁମେ କୃଷ୍ଣ ନୀଳାଦ୍ରିଶ
    ତୁମେ ମୋକ୍ଷ ପରମାତ୍ମା ପରମ ଅମୃତ ରସ 🙏

    • @pranamodiatv2639
      @pranamodiatv2639  10 місяців тому +1

      ଜୟ ଜଗନ୍ନାଥ ଧନ୍ୟବାଦ

  • @rojinanayak3704
    @rojinanayak3704 Рік тому +2

    Jay shree krishna, Chaitanya, prabhu Nityananda,
    Shree adweta gadadhara ,sribash adi goura bhakta Vrinda ki jay
    ..............🙏👐🙏

  • @narayandalai9799
    @narayandalai9799 Рік тому +3

    ଜୟ 🌴🚩ଶ୍ରୀ 🚩🌴ପଞ୍ଚସଖା 🌴🚩🚩🌴ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️

  • @sahootulasi7059
    @sahootulasi7059 3 місяці тому +1

    Ati sunder bani 🙏

  • @jyotsnamayeebehera3616
    @jyotsnamayeebehera3616 Рік тому +4

    Radhe Radhe ❤❤❤❤

  • @bharatibhoi5730
    @bharatibhoi5730 Рік тому +2

    ହେପ୍ରଭୁ, ଆପଣଙ୍କର ଏଇ କୁନି ଭକ୍ତ ଟିକୁ କୋଟି କୋଟି ପ୍ରଣାମ...🌸🙏🙏🙏🌸
    ସେମୋର, ମନ ସ୍କାମନା ପୂର୍ଣ୍ଣ କରନ୍ତୁ।

  • @prasanasahoo9004
    @prasanasahoo9004 2 місяці тому +1

    Prabhu kuni prabachaku agei agei niantu Jay jaganantha

  • @tarunanahak5836
    @tarunanahak5836 Рік тому +1

    May god bless you beta jiban calapatha re vijayi hua ❤️👍❤🙌

  • @SAIPRITYLAGNAROUT
    @SAIPRITYLAGNAROUT 9 місяців тому +2

    Tuma bapa bou ku koti namasakara

  • @sanjuktabhuyan6507
    @sanjuktabhuyan6507 Рік тому +3

    Jay Jagannath Jay Panchasakha nka Charanare Ananta koti pranam 🙏🙏🙏🙏🙏🌺🌺❤️❤️

  • @Adityafoodandvlogs
    @Adityafoodandvlogs 10 місяців тому +1

    ଏଇ ଜନ୍ମ ମୃତ୍ୟୁ ଚକ୍ର ରୁ ମୁକ୍ତି ଦିଅ ପ୍ରଭୁ 🙏🙏

  • @arunswain2701
    @arunswain2701 8 місяців тому +1

    ଜୟ ଜଗନ୍ନାଥ ପ୍ରଭୁ କୋଟି କୋଟି ପ୍ରଣାମ 🙏🏿🙏🏿🙏🏿

  • @biswajitbarik6403
    @biswajitbarik6403 Рік тому +2

    Radhe Krishna 🙏🙏🙏

  • @sumantbehera5066
    @sumantbehera5066 8 місяців тому +1

    ସୁନ୍ଦର ଓ ମଧୁର କଣ୍ଠସ୍ବର ରେ ଭଗବତ୍ କଥା ର ଉପସ୍ଥାପନ କରି ଥିବା ରୁ ବହୁତ ବହୁତ ସାଧୁବାଦ୍।

    • @pranamodiatv2639
      @pranamodiatv2639  8 місяців тому +1

      ଜୟ ଜଗନ୍ନାଥ ଧନ୍ୟବାଦ ଆପଣଙ୍କ ମତାମତ ପାଇଁ

  • @arundhatisahoo7835
    @arundhatisahoo7835 5 місяців тому +1

    Jay shree bhagabata Jay shree bhagabata Jay shree bhagabata Jay shree radhe Krishna Jay shree radhe Krishna Jay shree radhe Krishna Jay shree Ram Jay shree Ram Jay shree Ram Jay shree Jagannath Jay shree Jagannath Jay shree Jagannath om namah bhagabata vasudevay 🙏🙏🙏🙏🙏🙏🙏❤️❤️❤️❤️❤️❤️❤️🌷🌷🌷🌷🌷🌷🌷🌹🌹🌹🌹🌹🌹🌹

  • @MyTemplesTourandTravel
    @MyTemplesTourandTravel Рік тому +2

    ବହୁତ ବଢିଆ, ଜୟ ଜଗନ୍ନାଥ,👌👌

  • @krushnachandrabehera314
    @krushnachandrabehera314 Рік тому +2

    🙏ଜୟ ଜଗନ୍ନାଥ ଧନ୍ୟ ଧନ୍ୟ ତୁମେ

  • @khusirajalaxmidiptiexpress5041

    🙌ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭଵ ତୁମେ 👏

  • @Skumar_7173
    @Skumar_7173 Рік тому +63

    ଏ ପୂର୍ବ ଜନ୍ମର ଫଳ 🙏ଯେଉଁଠୁ ହରି ନାମ ଶେଷ କରି ଛାଡ଼ି ଥିଲେ ଏ ଜନ୍ମରେ ସେଇଠୁ ଆରମ୍ଭ କରୁଛନ୍ତି 👍ଜୟ ଜଗନ୍ନାଥ

    • @dipakrishna4939
      @dipakrishna4939 Рік тому +4

      Right 👍

    • @urmibalapani
      @urmibalapani Рік тому +3

      L

    • @akshayakumarrout564
      @akshayakumarrout564 Рік тому +1

      😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊

    • @binapanimallik4628
      @binapanimallik4628 Рік тому +1

      💯 right

    • @AjayPani-du4xr
      @AjayPani-du4xr Рік тому

      ​@@dipakrishna4939🎉i 😢😂😂😂😂🎉🎉😂😂🎉😢😅😢😢b Dr,

  • @sagarranjandasdas1042
    @sagarranjandasdas1042 Місяць тому

    Deli bhagabat patha kare jay Jagannath⭕❗⭕🙏

  • @santoshsabat451
    @santoshsabat451 Рік тому +1

    Dhanya tuma guru o Mata pita god bless you

  • @minatimohanty9498
    @minatimohanty9498 Рік тому +2

    🙏 Om Namah Bhagabate Basudevay

  • @subhasreemishra3516
    @subhasreemishra3516 Рік тому +4

    Ati Sundar🙏🙏🙏🙏🙏

  • @madhuchhandanayak1204
    @madhuchhandanayak1204 Рік тому +3

    Jay Jagannath Swami 🙏🌹🌹🌷🌷🙏🌺🌺🌺🌺🌺🌺🌺🌹🌹🌷🌷🙏

  • @sureshchandrajogania5208
    @sureshchandrajogania5208 10 місяців тому +1

    ଓଁ ନମଃଭଗବତେ ବାସୁଦେବ ୟା

  • @CBVlogs1143
    @CBVlogs1143 Рік тому +8

    ଜୟ ଜଗନ୍ନାଥ 🙏🙏🙏🙏
    ଏ କଳିଯୁଗରୁ ତରିବା ପାଇଁ
    ତମ ପ୍ରବଚନ ହି ସାହା

    • @pranamodiatv2639
      @pranamodiatv2639  Рік тому +3

      ଜୟ ଜୟ ଜଗନ୍ନାଥ ଧନ୍ୟବାଦ

  • @bishnupriyabehura6863
    @bishnupriyabehura6863 3 місяці тому

    Kuni bhagwan nku more koti koti pranaam 🙏🙏🙏🙏🙏 he Krishna Jay Shree Krishna 🙏🙏

  • @SiddharthKumar-mf1yt
    @SiddharthKumar-mf1yt 4 місяці тому +2

    Hare Krishna hare ram

  • @sarojsatapathy3872
    @sarojsatapathy3872 2 місяці тому

    Satare mo bhabana thu bi bahut sundar katha
    Mu bhagwan nku kemiti je dhanyabad debi janiparuni❤

  • @sushirkumarmahapatra3221
    @sushirkumarmahapatra3221 9 місяців тому +3

    jay jagannath pranam❤

    • @pranamodiatv2639
      @pranamodiatv2639  9 місяців тому +1

      ଜୟ ଜଗନ୍ନାଥ ଧନ୍ୟବାଦ

  • @sanjayjena7147
    @sanjayjena7147 Рік тому +3

    କେତେ ସୁନ୍ଦର କଥା ❤

  • @SusantaRout-ji5uj
    @SusantaRout-ji5uj 5 місяців тому +1

    ଜୟ ଜଗନ୍ନାଥ କେତେ ସୁମଧୁର ଶ୍ବୋର କେତେ ଆନନ୍ଦ

  • @jayashreemoharana4444
    @jayashreemoharana4444 10 місяців тому +1

    OMM NAMO BHAGWATE BASHUDEBAY NAMAH 🌹🙏🙏🌹

  • @indadipro2920
    @indadipro2920 Рік тому +3

    Jay jagannath🙏🙏

  • @laxmikantabaral9204
    @laxmikantabaral9204 Рік тому +2

    Jay sri krushna ,🙏🙏🙏🙏🙏

  • @arunsadangi8157
    @arunsadangi8157 Рік тому +2

    Jai gurudev 🙏

  • @jagadanandapal248
    @jagadanandapal248 Рік тому +2

    JAY SRIKRISHNA

  • @jigyansurout5253
    @jigyansurout5253 Рік тому +1

    Om na ma bhagabate basu devaya

  • @geetanjalisubudhi7570
    @geetanjalisubudhi7570 Рік тому +3

    Jay shree Krishna 🙏

  • @InnovateAware
    @InnovateAware Рік тому +2

    Radhe radhe 🙏❤️🙏

  • @HareKrushna-f3d
    @HareKrushna-f3d 11 місяців тому +1

    ଆଃହା,ପ୍ରଭୁଙ୍କୁ ମୋର କୋଟୀ କୋଟୀ ପ୍ରଣାମ ଜଣାଉଛି ।

  • @ashalatarout5000
    @ashalatarout5000 Рік тому +1

    Jai sree ram Gurudeb 🙏🙏🙏🙏🌹🙏🌹

  • @jyotilenka5289
    @jyotilenka5289 Рік тому +1

    Hare Krishna Prabhu bahut badhia swara

  • @sanjuktaranimisra7480
    @sanjuktaranimisra7480 Рік тому +1

    Pua re dhanyabad tate. Jay guru 🙏

    • @pranamodiatv2639
      @pranamodiatv2639  Рік тому

      ଜୟ ଜୟ ଜଗନ୍ନାଥ ଧନ୍ୟବାଦ

  • @urbashimaharana2012
    @urbashimaharana2012 4 місяці тому

    beta tumar pita mata dhany tuma gyan baniku pranam a putraku sabu maa ku milu❤

  • @suryakantamishra2215
    @suryakantamishra2215 Місяць тому

    Prabhu Baliyarbhuja koti koti Pranam 🙏

  • @sandhyaranimallick5663
    @sandhyaranimallick5663 Рік тому +2

    Bhagabata sunila bele bi lokamane goda upare goda pakei basuchanti ,esabu prati dhyan dele bhala haba,Jay shree Krishna 🙏

  • @npravasamal8267
    @npravasamal8267 Рік тому +1

    Radhe Krishna guruji 🙏

  • @binodinijena5161
    @binodinijena5161 Рік тому +2

    Bahut sundar 👌

  • @swarnalatanayak6756
    @swarnalatanayak6756 7 місяців тому +1

    Pranam 🙏

  • @dhirendrakumardas5853
    @dhirendrakumardas5853 Рік тому +13

    ଓଁ ନମଃ ଭଗବତେ ବାସୁଦେବାୟ,🙏🌹🌺🌅🛕🚩 ଜୟ ଦିତିକୃଷ୍ଣ 🎉🙏🌹🌺🌅🍎🍊🍓🥭🍅🍋💃🪔🛕🚩

  • @narayandalai9799
    @narayandalai9799 Рік тому +2

    jay🚩🌿 matajee🌿🚩🌻🌻🌲🌴🌱🍀🌲☘️🌿🚩🌴🌲🌻🌱🍀☘️🚩🌿omm☘️🌿🌱🚩 namaha🚩🌿🌱🍀 sibaya🍀🌿🌱🚩🌲🍀🌿

  • @pramilasahoo6652
    @pramilasahoo6652 10 місяців тому +1

    Jay jaganntha 🙏 bahuta dundara

  • @RamaChandraNayak-m2i
    @RamaChandraNayak-m2i 9 місяців тому +1

    Jai shree Krishna Jai shree radhe Radha

  • @mohitakumarnayak2316
    @mohitakumarnayak2316 Місяць тому

    Jai duti Krishna keshaba namaha

  • @pitabasbehera6214
    @pitabasbehera6214 Рік тому +3

    Dhanya tuma bapa , maa nku ❤️❤️

    • @pranamodiatv2639
      @pranamodiatv2639  Рік тому +1

      ଜୟ ଜଗନ୍ନାଥ ଆପଣଙ୍କୁ ସାଧୁବାଦ

  • @MadhusudanTripathy-zo5es
    @MadhusudanTripathy-zo5es Рік тому +2

    Omnamah bhagabate basudebaya namah 🙏

  • @nutansabat8790
    @nutansabat8790 Рік тому +1

    ଜୟ ଜୟ ବାଲ୍ୟ ମହାରାଜାଙ୍କ ର ଜୟ

  • @kanaklataprusty5570
    @kanaklataprusty5570 10 місяців тому +2

    Dhanya tuma bapa maa