Pranam Odisha : Kuni Prabachak Keshab Das Dwitikrishna | NandighoshaTV

Поділитися
Вставка
  • Опубліковано 3 лис 2024
  • #PranamOdisha #KuniPrabachaka #KeshabDasDwitikrushna #motivationalspeech #religiousvideo
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.c...
    UA-cam: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    DishTV Channel No: 1367
    Airtel Digital TV Channel No: 611
    TATASky Channel No: 1779
    hathw@y Channel No: 731
    Ortel Channel No: 707
    Videocon d2h Channel No: 840
    SITI Channel No: 17 & 458
    GTPL Channel No: 719
    SUN Direct Channel No: 667
    Asianet Channel No: 219

КОМЕНТАРІ • 1 тис.

  • @jyotirbidniranjangiri9143
    @jyotirbidniranjangiri9143 2 роки тому +17

    ଅନେକ ଜନ୍ମର ସଂସ୍କାର ର ଫଳ ସୋରୂପ ଦେଖିବାକୁ ମିଳୁଛି. ଏହି କୁନି ମହାତ୍ମା ଙ୍କ ପାଖରେ ତେଣୁକରି ❤️🌹🙏

  • @bipinsidhant5786
    @bipinsidhant5786 Рік тому +42

    ଏହା ହିଁ ଆମ ସନାତନ ଧର୍ମର ପରିଚୟ 🙏🙏🙏🙏ମୁଁ ଏ ସାନ ଭାଇ କୁ ହୃଦୟରୁ ବହୁତ ବହୁତ ❤❤❤❤ଭଲ ପାଇବା

  • @chinuvlog
    @chinuvlog 2 роки тому +74

    ଦୁନିଆ ରେ ସବୁଠୁ ବଡ ଠାକୁର ହେଉଛନ୍ତି ବାପା ମା ଜୀବନରେ କେବେ ଦୁଃଖ ଦେବେନି ବାପା ମା ଙ୍କୁ 🙏🙏🙏....

    • @gajinada4801
      @gajinada4801 Рік тому +1

      Q

    • @suryasadhika4157
      @suryasadhika4157 Рік тому

      ଯାହାର ବାପା ମା ଅଛନ୍ତି ସିଏ କହିପାରିବ ଦୁନିଆଁର ସବୁଠାରୁ ବଡ଼ ଦେବତା ହେଉଛନ୍ତି ବାପା ମା ଯାହାର ବାପା ମା ଛୋଟ ବେଳୁ ମରିଯାଇଛନ୍ତି ଆଉ ସିଏ ବହୁ କଷ୍ଟରେ ବଡ଼ ହୋଇଛି ସିଏ କାହାକୁ କହିବ ସବୁଠାରୁ ବଡ଼ ଦେବତା ବୋଲି ।

    • @ChaitanNayak-kf8rn
      @ChaitanNayak-kf8rn 11 місяців тому

      Chaitannyaykjaijanah

    • @BinodiniSethy-zi3yk
      @BinodiniSethy-zi3yk 8 місяців тому

      Op

    • @BinodiniSethy-zi3yk
      @BinodiniSethy-zi3yk 8 місяців тому

      Ml

  • @sejalmishra5227
    @sejalmishra5227 2 роки тому +83

    Wahhh. ବହୁତ୍ ସୁନ୍ଦର.. ସେଇ ପ୍ରଭୁ ଶ୍ରୀ ଜଗନ୍ନାଥ ହିଁ ତୁମର ଆଉ ତୁମ ପରିବାରର ଆଉ ତୁମ ଗୁରୁଜୀ ଙ୍କ ର ମଙ୍ଗଳ କରନ୍ତୁ. ଯିଏ କି ଆଜି ତୁମ ଭଳି ଏତେ ସୁନ୍ଦର କୁନି ପ୍ରତିଭାକୁ ସମାଜକୁ ପଠେଇଛନ୍ତି ସମାଜର କଲ୍ୟାଣ ପାଇଁ ତୁମର ଏହି ସୁନ୍ଦର ପ୍ରଭୁଙ୍କ କଥା ମାଧ୍ୟମ ଦେଇ.. Jay jagannath 🙏

  • @arabindaprusti4841
    @arabindaprusti4841 2 роки тому +97

    ଏହି କୁନି ପ୍ରବଚକଙ୍କୁ ମୋର କୋଟି କୋଟି ପ୍ରଣାମ।ଜୟ ଜଗନ୍ନାଥ।

  • @pravaschandramangaraj9889
    @pravaschandramangaraj9889 2 роки тому +87

    ଜଣେ ମହାନ୍ କୁନି ପ୍ରବଚକ କଂ ସମୁଖ ରେ ଗୋଡ ଉପରେ ଗୋଡ ରଖି ବାର୍ତ୍ତାଳାପ କରିବା କେତେ ସଂଶ୍ରୁତି ଶିକ୍ଷା ମିଳୁଛି, ଏପରି ଅହଂକାର ଛାଡନ୍ତୁ।

    • @kumudinikanhar6197
      @kumudinikanhar6197 Рік тому +3

      Thank you kuni bhakta

    • @chinmaybarik7688
      @chinmaybarik7688 Рік тому +1

      Bhai tuma right katha kahecha

    • @mrnoob3312
      @mrnoob3312 Рік тому

      Seta to aama Odia culture...bhaii..agaku jauchi...😀

    • @DAKOTA1940s
      @DAKOTA1940s Рік тому +1

      ଆରମ୍ଭ ରୁ ମୋ ମନ ରେ ସମାନ ଭାବନା ସୃଷ୍ଟି ହେଲା🙏🏻😒..

    • @satyasibatripathy5993
      @satyasibatripathy5993 Рік тому

      ଆଜ୍ଞା ଆପଣ ସତ କହିଛନ୍ତି 👍🙏🙏

  • @sahadevmallick726
    @sahadevmallick726 2 роки тому +111

    ଏମିିକା ପିଲା ଆମ ଓଡ଼ିଆ ଭାଷା ପାଇଁ ଗର୍ବ। ଭଗବାନ୍ ଜଗନ୍ନାଥଙ୍କ ପାଖରେ ଏତିକି ଗୁହାରୀ ତାଙ୍କୁ ଆହୁରି ଜ୍ଞାନର ଅଧିକାରୀ କରନ୍ତୁ

  • @gitanjlikar8232
    @gitanjlikar8232 2 роки тому +243

    ଆମ ଓଡ଼ିଶାର ଗର୍ବ ଓ ଗୌରବ କୁନି ପ୍ରବଚକ.... ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସର୍ବଦା ତୁମ ସାଥିରେ ଥାଉ.... 🙏

  • @kishorkumarbeherakishor1405
    @kishorkumarbeherakishor1405 2 роки тому +32

    ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜୟ
    🚩🙏🚩🌱🌹🌳
    ଆମ ଓଡିଶାର ଗର୍ବ କୁନି ପ୍ରବଚକଙ୍କ ପ୍ରତି ଅନ୍ତର ଆତ୍ମାରୁ ଆଶିର୍ବାଦ🙏🌱🌹🌳

  • @evaranipadhihari5868
    @evaranipadhihari5868 2 роки тому +38

    Ate chhota heiki Ate sundar gayan, sundar bakya, Aapanku koti koti pranam.

    • @trilochanpradhan3129
      @trilochanpradhan3129 2 роки тому

      Trilochan prabhu tumara mangala karantu kunl prabachakanku auhuri uparaku niantu

  • @thesomanathbarikofficial
    @thesomanathbarikofficial 2 роки тому +22

    ଆପଣ ଜଗନ୍ନାଥ ସଂସ୍କୃତି ସହିତ ଏମିତି ଯୋଡ଼ିହୋଇ ରହିଥାନ୍ତୁ ଧନ୍ୟବାଦ 💯

  • @swagatikanayak768
    @swagatikanayak768 2 роки тому +21

    ତୁମ ପାଇଁ ସାରା ଓଡିଶା ବାସୀ ଗର୍ବିତ... 🙏ଜଗନ୍ନାଥ ତୁମକୁ ସାହା ହୁଅନ୍ତୁ 🙏

  • @bapibarikbapi1765
    @bapibarikbapi1765 Рік тому +15

    ପ୍ରଭୁ ଜଗନାଥ ଙ୍କର ସମ୍ପୂର୍ଣ ଆଶୀର୍ବାଦ ତୁମ ସହିତ ଥାଉ 🙏🙏🙏🙏🙏🙏🙏🙏🙏🙏🙏🙏🙏
    ତୁମ ଆଶ୍ରିବାଦ ଆମ ସହିତ ଥାଉ 🙏🙏🙏🙏🙏🙏
    ଜୟ ଜଗନାଥ ସ୍ୱାମୀ 🙏🙏🙏r

  • @balaramghosh4921
    @balaramghosh4921 2 роки тому +7

    ଭଗବାନଙ୍କ ଆଶୀର୍ବାଦ ସଦାସର୍ବଦା ତୁମ ଉପରେ ରହୁ

  • @lababehera6765
    @lababehera6765 2 роки тому +17

    କେଶବ ଦାସ ଙ୍କୁ ମୋର ନମସ୍କାର ଜୟଶ୍ରୀ ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କ କି ଜୟ

  • @bnmcreations4670
    @bnmcreations4670 2 роки тому +64

    ସାନ ସିନା ବହୁ ତ କଥା ଶିଖିବାକୁ ମିଳିଲା ଜୟ ଜଗନ୍ନାଥ 🙏

    • @ashiskumargochhayat7764
      @ashiskumargochhayat7764 2 роки тому +1

      Jay jagannath

    • @godzillagaming6490
      @godzillagaming6490 2 роки тому +1

      Jay Jaganath 🙏

    • @sanjibkumar8898
      @sanjibkumar8898 2 роки тому +1

      Hmmm tu sikhi jai Einstein heijibu

    • @dipikadas8949
      @dipikadas8949 2 роки тому +3

      Hello there who is the guy here sanjib he replied me in my comment and that's seems he gets jealous on this boy ....kemti comment karichhi dekha...gote chhota chhua ku sahi paruni

    • @sonu-thesaviour4087
      @sonu-thesaviour4087 2 роки тому

      @@sanjibkumar8898 to bapa bhali samaste chapal silei karibe ki ??
      Nija aukat nahi boli au kahara sahi prunu😂😂

  • @santoshel34...41
    @santoshel34...41 2 роки тому +5

    Ete Kom age ru apanka pakhre bahut gyana achi - kuni prabachak ❤️❤️
    Thakure ahuri gyana ra Barsha karantu apanku
    Kuni prabachak 🙏🥀

  • @matiasirofficial8130
    @matiasirofficial8130 2 роки тому +2

    ଅତି ସୁନ୍ଦର ଉପସ୍ଥାପନା ସହିତ ଉଚ୍ଚ କୋଟୀର ପ୍ରବକ୍ତା କୁନି ବାବା ।
    ଆମ ପାଇଁ ପ୍ରେରଣା ।

  • @swatisuchitrasahoo1143
    @swatisuchitrasahoo1143 2 роки тому +10

    କୁନି ପବଚକ ହେଉଛନ୍ତି ଆମ ଓଡ଼ିଶାର ଗବॆଓ ଗୌରବ ଆମେ ତାଙ୍କ ପାଇଁ ଗର୍ବିତ। ଜୟ ଜଗନ୍ନାଥ 🙏🙏🙏..

  • @mrnewtron4057
    @mrnewtron4057 2 роки тому +11

    Dui Jana goda upara goda pakai basu6anti Jay jaganatha...🙏🏻🙏🏻🙏🏻

  • @nrusinhatripathy6930
    @nrusinhatripathy6930 2 роки тому +3

    ଆରେ ଆପଣ ଦୁଇ ଜଣ ଦିଦି ଙ୍କୁ ମୋର ବହୁତ୍ ବହୁତ୍ ଧନ୍ୟବାଦ୍।ମୋର ଏହି କୁନି ଭକ୍ତ ଙ୍କ ସହିତ ଆପଣ ମାନେ ସୁନ୍ଦର କଥା ବାର୍ତ୍ତା ହୋଇ ଥିବାରୁ ମୁଁ ଆପଣଙ୍କ ରୁଣ ଇ।

  • @bhabeshchintak2711
    @bhabeshchintak2711 2 роки тому +27

    ଧନ୍ୟ ପ୍ରଭୁ ଜଗନ୍ନାଥ, ଧନ୍ୟ ତୁମର ଲୀଳା, ଧନ୍ୟ ତୁମର ସୃଷ୍ଟି , କୋଟି କୋଟି ପ୍ରଣାମ ପ୍ରଭୁ ,

  • @AamaGaonAamaMati
    @AamaGaonAamaMati 2 роки тому +25

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବଃ ତୁମେ 🙏🙏🙏

  • @gourangabiswal6962
    @gourangabiswal6962 2 роки тому +6

    " ମୁଁ ଯା ଠାରେ ହୁଅଇ ସଦୟ
    ଜ୍ଞାନ ତା ହୃଦରୁ ଉଦୟ"
    ଭାଗବତ ରେ ଶ୍ରୀକୃଷ୍ଣ ଘୋଷଣା କରିଥିଲେ ଓ ଦ୍ୟୁତିକୃଷ୍ଣ ମହାତ୍ମା ଙ୍କ ଜରିଆରେ ପ୍ରମାଣିତ କରାଇଛନ୍ତି।
    ଭଗବତ ବିଦ୍ୱାସ ଅନ୍ଧ ବିଶ୍ୱାସ ଯେଉଁମାନେ ଟିଭି ରେ ଚିଲ୍ଲଉ ଚାଙ୍କ ପାଇଁ ଦ୍ୟୁତିକୃଷ୍ଣ ପ୍ରମାଣ ପତ୍ର।
    ଜୟଗୁରୁ ଜୟ ଜଗନ୍ନାଥ

  • @mayureshkumar4831
    @mayureshkumar4831 Рік тому +6

    କୁନି ପ୍ରବଚକଙ୍କୁ ମୋର ପ୍ରଣାମ 🙏 । ହେଲେ ତାଙ୍କ ସାମ୍ନାରେ ଯୋଉ ଦୁଇଟି ଆଙ୍କର ଅଛନ୍ତି ତାଙ୍କର ବସିବା ଶୈଳୀ କୁ ଧନ୍ୟବାଦ 🙏

    • @beheratribeheratri8294
      @beheratribeheratri8294 11 місяців тому

      ସେମାନଙ୍କର ଟଙ୍କା ଦରକାର 🤔🤔🤔ଖାଲି ଲୋକ ଦେଖାଣିଆ 👆👆👆👆

  • @pradipta20022009
    @pradipta20022009 2 роки тому +11

    ଧନ୍ୟ ତମ ପିତା ମାତା । ଜୟ ଜଗନ୍ନାଥ ପ୍ରଭୁ

  • @niranjanapatnaik
    @niranjanapatnaik 2 роки тому +4

    ସଦା ସର୍ବଦା ଜଗନ୍ନାଥଙ୍କ ଆଶ୍ରିତ ହେଇକି ରୁହ! ଜୟ ଜଗନ୍ନାଥ..🙏🏻

  • @raghunarhkarjee947
    @raghunarhkarjee947 Рік тому +4

    ଆମ ସନାନ୍ତନ ଧର୍ମ ର ମହାତ୍ୱ କେତେ ଏଇଥିରୁ ଜଣା ପଡୁଛି !ଜୟ ଜଗନ୍ନାଥ 🚩🚩🚩🚩🚩

  • @subratlifestyle9266
    @subratlifestyle9266 2 роки тому +6

    Bhagvan nka abatara ete chota ru ete Gyana mahana god bless you beta 🙏🙏

  • @jagannathnayak8813
    @jagannathnayak8813 Рік тому +5

    Kuni prabachak's prabachan is very intereting & encouraging for devotional thought.A prabachak like him only at eleven years age is very rare.l bless him.Jay Jagannath.

  • @snkarbhr
    @snkarbhr 2 роки тому +7

    Thank you Nandighosa TV for such a beautiful program. Keshab is an Enlightened child. Mote bht gyan milila tankaku suni. Jay Jagannath

  • @ranjanpanda7159
    @ranjanpanda7159 2 роки тому +9

    ଓଡ଼ିଆ ମାନଙ୍କ ର ଗର୍ବ ପ୍ରଭୁ ଜଗନ୍ନାଥ l

  • @hareshkumarpatel4586
    @hareshkumarpatel4586 2 роки тому +7

    Sanskriti ରେ ପୋଖତ ତେଣୁ ତାକଂ ଓଡିଆ କହିବା ଟା ବହୁତ ଭଲ ଲାଗୁଛି ତାପରେ ଠାକୁର କଂ ଆଶୀର୍ବାଦ। ତାକଂର ଜୟହେୟୁ।

  • @vloggingwithhawa
    @vloggingwithhawa 2 роки тому +3

    କିଛି ଶିଖିବାର ଅଛି ତ ଏ କୁନି ପିଲା ଠୁ ଶିଖ ଜୟ ଜଗନ୍ନାଥ 🙏🙏

    • @saratchandramallick6671
      @saratchandramallick6671 2 роки тому +1

      ଏ ପିଲା ସବୁ ଅମାନବୀୟ ଅବଜ୍ଞାନିକ କଥା ଓ ବିଜ୍ଞାନ କଛିନାହି ଼ସିଖିଲକଣ

  • @legendrider800
    @legendrider800 2 роки тому +19

    ଜଗତର ନାଥ ପ୍ରଭୁ ଜଗନ୍ନାଥ ଙ୍କର ଜୟ ହଉ 🙏

  • @jollyrouts.s.r633
    @jollyrouts.s.r633 Рік тому +3

    A kuni prabachaka nku mora koti koti pranam 🙏🏻🙏🏻😘😘..god bless you 🤲🕉️🕉️😭🧘jai jagannath ⭕‼️⭕

  • @bhagyarathiprusty9982
    @bhagyarathiprusty9982 2 роки тому +18

    Jay Jagannath. This kuni balak keshaba is the Gift of God. He is the proud of his parents. he is not only a prophet but also one ABTARI PURUSH who wil keep name of Odisha as wel as whole world. Namste

  • @kumarchandan3045
    @kumarchandan3045 Рік тому +3

    ❤Jay Jagannath Mohaprabhu 🙌🏻 Apona nku Bhagwan Sadeb amiti Bhala re Asribaad dei rakhantu 🙏🏻

  • @SubasSahooSubusumu
    @SubasSahooSubusumu 2 роки тому +26

    Thank you Nandighosa TV for such a beautiful program. This type of program really impart on our society. At least our kids and younger generation learn Bhakati Yoga. Regarding Prabachaka, when you surrender to Mahaprabu then he only drive to you. You can not utter a single word about him without his blessings. He is blessed by Mahaprabhu Jaganatha. God bless you Maharaja Keshab Das

  • @wordsofinspiration9994
    @wordsofinspiration9994 2 роки тому +10

    ହାତ ଯୋଡ଼ି ନମସ୍କାର କଲେ ଭଲ ହୁଅନ୍ତା
    ଯେତେବେଳେ ନମସ୍କାର ଜଣାଉଛନ୍ତି। ଏହା ହିଁ ଆମ ସଂସ୍କାର 🙏 ଏହା ପ୍ରତି ଟିକେ ଗୁରୁତ୍ଵ ଦେଲେ ଭଲ ହୁଅନ୍ତା।

    • @gitanjalisahoo8172
      @gitanjalisahoo8172 2 роки тому

      Bhai se hata jodi namaskara karichhanti apana tike dekhantu

  • @stylestar486
    @stylestar486 2 роки тому +6

    ଓଁମ୍ କେଶବାୟ ନମୋ ନମଃ ,ମହଙ୍ଗା ବଗାର ,4 ଯୁଗର ମହାମନ୍ତ୍ର ନାମ ସଂକୀର୍ତ୍ତନ ହୁଏ ,ଜୟ ଜଗନ୍ନାଥ 🙏🙏🙏

  • @lifeofpk4412
    @lifeofpk4412 2 роки тому +7

    Basibaara angabhangi janauchhi je Kia kete sikhita aau kete sanskari....Jay Jagannath 🙏

  • @jyotiprakash13
    @jyotiprakash13 2 роки тому +12

    ପ୍ରଣାମ ଓଡିଶା ରେ ପ୍ରଣାମ ଟିକେ ନାହିଁ ଉପସ୍ଥାପିକା ଙ୍କର ଧନ୍ୟ ରେ ତୁମେ,,,

    • @nboy9584
      @nboy9584 2 роки тому

      ତାଙ୍କ ହାତରେ କୁକୁର ଗେହୀ ଦେଇଛି 😜😜

    • @mkay6921
      @mkay6921 2 роки тому +2

      e a morden jugara sudden jhia semane kn janibe

    • @jhilirauta5098
      @jhilirauta5098 2 роки тому

      tu kana ta kire pranam dekhinu

    • @jyotiprakash13
      @jyotiprakash13 2 роки тому

      tu kani ta kire hath ku jaki kari kie pranam kahe ,duijan anchor pranam and namste kahiba bele tanka hath keuthi achi bhal se dekh . tu kan kahibu tu jaha sikhi thibu sei hi kahibu .

  • @nrusinhatripathy6930
    @nrusinhatripathy6930 2 роки тому

    ହଁ ପରା ମୁଁ ହିଁ ଏହି ଭକ୍ତ ମାନଙ୍କ ପାଇଁ ଅର୍ଚ୍ଚନା ଲୀଳା ଓ ହେତୁ ବାଦି ଲୀଳା କରୁଛି।

  • @easy2u.s.
    @easy2u.s. Рік тому +6

    ସୁନ୍ଦର ଉପସ୍ଥାପନା |ଜୟ ଜଗନ୍ନାଥ 🙏🙏🙏🙏🙏

  • @shankarpatra-sm6qb
    @shankarpatra-sm6qb Рік тому +1

    ଧନ୍ୟ ତମ ପିତା ମାତା.... ଜୟ ଜଗନ୍ନାଥ 🙏

  • @jagannathsamantaray4098
    @jagannathsamantaray4098 2 роки тому +14

    Keshab is the blessing of Lord Jagannath

  • @muraligouda4058
    @muraligouda4058 2 роки тому +2

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🌹

  • @mikun3601
    @mikun3601 2 роки тому +15

    Ai pila jananka Charana Ram das nka bhalia exact mate laganti ...Multi talented...best of luck bhai 😀

  • @pravatkumarpanda9947
    @pravatkumarpanda9947 Рік тому +1

    ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏❤️❤️❤️❤️

  • @sudhansubalabarad8929
    @sudhansubalabarad8929 2 роки тому +12

    All credit goes to his parents.kuniprabachaka go ahead ...

  • @malatipatra1362
    @malatipatra1362 2 роки тому

    Dhanyabad kuni prabachaka keshaba das good very good All the very best beta God bless you 💜👍👍👍💜🇮🇳🇮🇳🇮🇳💜

  • @suchismita6669
    @suchismita6669 2 роки тому +22

    Bahut sundar presentation 👌👌🥰🥰

  • @raghumanidandasena8190
    @raghumanidandasena8190 6 місяців тому

    ବହୁତ୍ ସୁନ୍ଦର୍ କୁନି ପ୍ରବଚକ ଜୟ ଜଗନ୍ନାଥ

  • @ktworld5929
    @ktworld5929 2 роки тому +13

    God bless to u and ur all family members 🙏🙏🙏jay jagnath🙏🙏

  • @rabindrabindhani9103
    @rabindrabindhani9103 2 роки тому

    ଜୟ ଜଗନ୍ନାଥ ମହାପ୍ରଭୁଙ୍କ କୃପା ଲାଭ କରିବା ପାଇଁ ଅନୁମତି ର ଦରକାର ନାହିଁ ଅନୁଭୂତି ଆତ୍ମ ବିଶ୍ୱାସ , ପିତା ମାତାଙ୍କ ସୁପ୍ରେରଣା ।

  • @lipsanayak7389
    @lipsanayak7389 2 роки тому +22

    So proud of you 😊☺️☺️...keep it up beta😊😊God bless you always 🙏🙏🙏

  • @brajabandhusahoo6043
    @brajabandhusahoo6043 Рік тому

    ବହୁତ ଆଗେଇ ଯାଅ ବାବା ଜଗନ୍ନାଥ ସହାୟତା କରିବେ.

  • @pramilsahu1957
    @pramilsahu1957 2 роки тому +15

    ଏଠି ଦିଇଟା ସହରୀ ଘୁଷୁରି କୁ ଗାଁ ର ସାଧୁ ଭଗବାନ କଦଳୀ ଦେଉଛନ୍ତି କିନ୍ତୁ ଘୁଷୁରି ମାନେ ଖାଲି ଆଲାଜକେ ବାଧ୍ୟ ହୋଇ ଶୁଣୁଛନ୍ତି

    • @a.lokanathpatro8210
      @a.lokanathpatro8210 2 роки тому +1

      ସାଦର ଅଭିନନ୍ଦନ ଆପଣ କଥା ଗୁଡ଼ିକ ଟିକିଏ ଭାବି ଚିନ୍ତି ଲେଖନ୍ତୁ କାରଣ ଏପରି ଭାଷା ପ୍ରୟୋଗ କରନ୍ତୁ ନାହିଁ ଯେ ଆମେ ସେମାନଙ୍କ ପରି କାର୍ଯ୍ୟ କର୍ମ ନକରି ବେଶୀ ଦେଖାଇ ହେଉଛ ମନୁଷ୍ୟ ମାନେ ଏପରି ଗୁଣ ଗାନ କରି ପ୍ରଶଂସା କରନ୍ତୁ ନାହିଁ ସବୁ ତଳେ ପଡ଼ିଯିବ ଏଣୁ ଜାଗ୍ରତ

  • @banamalinayak9917
    @banamalinayak9917 2 роки тому +1

    Wow he jagannath jagatar nath mu jou bhaliaa b thae dukha nahi pravu.. Mu besi khusi ethipain j odisare janma heichhi jouthi sree narayan jagannath basa karanti.. Koti koti pranam pravu 😭😭😭😭🙏🙏🙏🙏 he pravu puni jadi janma thae emiti tamari pakhe janma dia au krupa kara mu jemiti apanankar nama sabu bele dharuthibi jai jagannath 🙏🙏🙏

  • @roshnimohapatra2797
    @roshnimohapatra2797 Рік тому +4

    ସାନ ସିନା କଳେବର
    ଅଶେଷ ଭକତି,
    କଳା ଠାକୁର ତୁମକୁ
    ଦିଅନ୍ତୁ ଶକତି।
    ଜୟ ଶ୍ରୀ ଜଗନ୍ନାଥ 🙏

  • @subhransuroutray6291
    @subhransuroutray6291 2 роки тому +6

    Really this boy is god gifted, mahan atma aau tike bada huantu samaste janiparibe

  • @lilypattanayak2042
    @lilypattanayak2042 Рік тому

    Kuni prabchàk nku more koti koti pronam🙏🏻
    Joy jagannath🎉

  • @atalpradhan2956
    @atalpradhan2956 2 роки тому +3

    Proud of odisha of you keshaba

  • @nibeditapradhan-do2ey
    @nibeditapradhan-do2ey Рік тому

    Ati sundar katha kahibara soili...kuni pravachan Kati Kati pranam 🙏🙏

  • @daluramsingh5007
    @daluramsingh5007 2 роки тому +4

    Very nice programme.thanx to Nandighosh Tv

  • @srikantapaikaray5016
    @srikantapaikaray5016 2 роки тому

    Bahut sundar achara ,au ucharana au swora madhy apnakar .Pura prasiddh apana sara odisha re.

  • @little99969
    @little99969 2 роки тому +5

    Really god gifted.God bless you

  • @suhanishalini4041
    @suhanishalini4041 2 роки тому +2

    Bhagwan tumara mangala karantu ati sundar ati sundar 🙏🙏🙏

  • @bikashdash4152
    @bikashdash4152 2 роки тому +60

    This is the result of good deed in previous life. Jay Jagannath

  • @mantusahu8079
    @mantusahu8079 Рік тому

    Kuni prabachak keshav das nku Mora sata koti sata koti pranam jay Jagannath Swami 🙏🙏🙏🙏🙏

  • @pradeepparida5468
    @pradeepparida5468 2 роки тому +16

    Jay Jagannath Swami 🙏❤️🙏

  • @ChhabilaMunda
    @ChhabilaMunda Рік тому +1

    Jay Kuni Guruji 🙏 Jay Jagarnath

  • @padmajapattnaik7352
    @padmajapattnaik7352 2 роки тому +16

    LORD JAGANNATH IS WITH YOU DEAR TINY PRAVACHAK
    GOD BLESS YOU 🙌
    BECOME A FANTASTIC DOCTOR IN FUTURE.
    GOD WILL FULFILL YOUR DREAMS

  • @nrusinhatripathy6930
    @nrusinhatripathy6930 2 роки тому

    ଜୟ ଶ୍ରୀ କେଶବ।

  • @bibhutibhusanharichandan3074
    @bibhutibhusanharichandan3074 2 роки тому +5

    Nice talented little Sanyasi. Thanks a lot.

  • @gyanchand8026
    @gyanchand8026 2 роки тому +7

    କୁନି ବାବା ଜଣେ ଜୁହାର 🙏🙏🙏🙏🙏

  • @kamakhipradhan4221
    @kamakhipradhan4221 2 роки тому

    Kuni prabachaka is great.jai jagannath.god bless your life

  • @sahusk2004
    @sahusk2004 2 роки тому +4

    ବହୁତ ସୁନ୍ଦର

  • @KishoreJena-dl5fe
    @KishoreJena-dl5fe 11 місяців тому

    Jaya sree krishna 🙏 🕉 pravu jaya keshaba maharaj jay kunibaba 🙏🙏🙏🚩🚩

  • @Sudharanjanmahakud
    @Sudharanjanmahakud 2 роки тому +5

    🙏 ପ୍ରଭୁ ଜଗନ୍ନାଥ ଓ ଗୁରୁସ୍ବାମୀଙ୍କର କରୁଣା ଦୃଷ୍ଟି ସବୁଦିନ ପାଇଁ ଥାଉ।ଆପଣ ଏମିତି ଧର୍ମଚର୍ଚ୍ଚା ଓ ସତସଙ୍ଗ ମାଧ୍ଯମ ରେ ସନାତନ ଧର୍ମ ର ପ୍ରଚାର ପ୍ରସାର କରି ଚାଲନ୍ତୁ। 🙏

  • @lilypattanayak2042
    @lilypattanayak2042 Рік тому

    Kuni prabchàk nku more koti koti pronam🙏🏻

  • @dipikadas8949
    @dipikadas8949 2 роки тому +15

    My father loves him very much...He never missed a single episode of his..😊Kuni prabachaka

    • @mandakinimohanty9406
      @mandakinimohanty9406 2 роки тому +2

      Very nice God bless you

    • @dipikadas8949
      @dipikadas8949 2 роки тому

      @@mandakinimohanty9406 Thank you Madam 🥰🙏

    • @r-ch-sahu3931
      @r-ch-sahu3931 2 роки тому

      Where are you from ...come to Mahanga

    • @sanjibkumar8898
      @sanjibkumar8898 2 роки тому

      Why don’t you love him..one day he will be ur. _____\\>

    • @dipikadas8949
      @dipikadas8949 2 роки тому

      @@sanjibkumar8898 he will be your ? What ?

  • @maheswarmohanty9113
    @maheswarmohanty9113 Рік тому

    Ati sunder.Jay Jagannath 🙏🙏🙏

  • @mamasaswoti7639
    @mamasaswoti7639 2 роки тому +6

    God bless you dear 🙏..Tame bahut agaku jiba future re...Jay shree Jagannath 🙏

  • @kunjamohanmishra69
    @kunjamohanmishra69 Рік тому

    ଲୀଳା ବିଦୃତ କଳେବର,ଦେବେ ମାନବେ ଅଗୋଚର।,।।।ଏ ତ ନିଜେ କେଶବ ଏହାଙ୍କ ବିଷୟରେ ମୁଁ ଅତି ମହାସାଗର ଗୋଟିଏ ମାତ୍ର ରେଣୁ କୋଟିଏ ଭାଗ କଲେ ଯେତିକି ହେବ, ମୋ ଜ୍ଞାନ ସେତିକି ।,।।।।।ଜୟ ଜଗନ୍ନାଥ।

  • @ranjeetsahu2862
    @ranjeetsahu2862 2 роки тому +5

    Very wonderfully. Jay Jagannath

  • @nrusinhatripathy6930
    @nrusinhatripathy6930 2 роки тому

    ହଁ ଏହି ନିରୋଳା ଭକ୍ତ ମାନଙ୍କୁ ମୁଁ ସ୍ୱୟଂ ଭକ୍ତି କରି ଥାଏ। ହଁ ସେମାନଙ୍କ ଆଉ ମୋ ଭିତରେ କୌଣସି ଅନ୍ତର ନଥାଏ।

  • @tilottamadas4428
    @tilottamadas4428 2 роки тому +2

    Ultra modern Ladies... Emane odisha
    Culture ra representative...

  • @smitamohanty3302
    @smitamohanty3302 Рік тому +5

    Very beautiful voice

  • @bichitrajena9486
    @bichitrajena9486 2 роки тому +1

    ଭଲ ଲାଗିଲା ପ୍ରଭୁ କେଶବ ଙ୍କ ଶିଷ୍ୟ

  • @GuruSwamifamily
    @GuruSwamifamily 2 роки тому +9

    Guru Swami 🌺 🌻 🌼 🙏

  • @KishoreJena-dl5fe
    @KishoreJena-dl5fe 11 місяців тому

    Jayajaganath 🙏 🕉 kuni kasab baba 🙏🙏🙏🚩🚩apana jayajaganath pravu apana nku krupa karantu ahuri madhiya agaku jantu odisha pain apana garva gourab jaya uktala janani🎉🎉🎉🎉

  • @anandakumar2825
    @anandakumar2825 Рік тому +1

    ❤😊

  • @radheshyamparija8543
    @radheshyamparija8543 2 роки тому +4

    Dhanya se Mata pita 🙏🙏🙏🙏actually ame ama chua kuin atleast bhagabat rastare naba ku chesta kariba katha

  • @sasmitamund7921
    @sasmitamund7921 Рік тому +2

    So excellent pravachana🙏🙏🙏🙏🙏🙏🙏

  • @Goslow3037
    @Goslow3037 2 роки тому +17

    It's good that even to a teen age boy , anchors behaving respectively.

  • @BhagyabantaAdbang
    @BhagyabantaAdbang 4 місяці тому

    ❤❤❤❤❤ Jay jagannath chakadola karunasagarahari❤❤❤❤❤❤ tumacharanare koti koti namaskar kunibaba 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @dillippatra1026
    @dillippatra1026 2 роки тому +9

    Sudhara voice ❤❤❤❤❤

  • @priyadarshanipuala6650
    @priyadarshanipuala6650 2 роки тому +4

    Bohut sundar prabachan god bless you bro Jay jagannath