Nandighosha Diary | Sankar | Exclusive Interview With Kuni Prabachak Keshab Das Dwitikrishna

Поділитися
Вставка
  • Опубліковано 25 лис 2024

КОМЕНТАРІ • 1,9 тис.

  • @freefirelover6616
    @freefirelover6616 2 роки тому +485

    ଛୋଟ ପିଲାଙ୍କର ବେବହାର ଓ ତାଙ୍କର ପ୍ରବଚନ ଶୁଣି ବହୁତ ଖୁସିଲାଗିଲା.......😊😊
    ଧନ୍ୟବାଦ ନନ୍ଦିଘୋଷ ଡ଼ାଇରୀ...

  • @ranjankumardakua1484
    @ranjankumardakua1484 2 роки тому +51

    ମୋ ଆୟୁଷ ଆପଣଙ୍କୁ ଲାଗିଯାଉ ହେ କେଶବ 🛐🛐🛐⚫️❗️⚫️ମହାପ୍ରଭୁ ଘଣ୍ଟ ଘୋଡ଼େଇକି ରଖନ୍ତୁ ସବୁବେଳେ ଆପଣଙ୍କୁ 🙌🙌🙌

  • @sureshmalik2125
    @sureshmalik2125 2 роки тому +120

    ପ୍ରଣାମ କୁନି ବାବା ଆପଣଙ୍କ ପ୍ରବଚନ ଶୁଣି ବହୁତୁ ଆନନ୍ଦ ଲାଗିଲା ଆପଣଙ୍କୁ ଭଗବାନ ଆହୁରି ଜ୍ଞାନ ଦିଅନ୍ତୁ 🙏🙏🙏🙏

  • @kunjamohanmishra69
    @kunjamohanmishra69 Рік тому +17

    କୁନି ପ୍ରବଚକ ମହାଶୟ,ଆପଣଙ୍କ ଭଜନ ସବୁଦିନ ପାଇଁ ମନେ ରହିବ, ଯଥା ନୀଳ ନବଘନ।।।। ଜୟ ଜଗନ୍ନାଥ।

  • @Sikhyabharati
    @Sikhyabharati 2 роки тому +299

    କୁନି ପ୍ରବଚକଙ୍କୁ ହୃଦୟରୁ ପ୍ରଣାମ 🙏 ଆପଣଙ୍କ ଆଦର୍ଶ ଆଜିର ଛାତ୍ର ସମାଜ ପାଇଁ ପ୍ରେରଣାର ଉତ୍ସ ତଥା ସମାଜ ସଂସ୍କାରର ପଥ ପ୍ରଦର୍ଶକ, ଜୟ ଜଗନ୍ନାଥ 🙏

    • @biswajitbiswal4180
      @biswajitbiswal4180 2 роки тому +3

      Maousa baba boli sambodhana karantuni,pandita boli sambodhana karantu,baba nuha,aee baba baba kahi sarathi janma heichi,so a kuni pilati beda re aparagama,tanku pandita kuhantu

    • @sachhisachhi35
      @sachhisachhi35 2 роки тому +1

      Jay JAGANNATH

    • @mitasahu8263
      @mitasahu8263 Рік тому

      @@biswajitbiswal4180 Wu

    • @rashmibalanayak8736
      @rashmibalanayak8736 Рік тому

      ​@@biswajitbiswal4180 12💐💐💐💐💐💐

    • @susamabalakamila7163
      @susamabalakamila7163 Рік тому

      ​@@biswajitbiswal4180㊗️㊗️

  • @ashutoshbarik5847
    @ashutoshbarik5847 2 роки тому +14

    କୃଷ୍ଣ ପ୍ରେମରେ ରତିଯାର
    ସେ ପ୍ରାଣୀ ଭବ ମଧ୍ୟେ ସାର
    🚩🚩🚩

  • @dasgopal6552
    @dasgopal6552 2 роки тому +61

    ନନ୍ଦିଘୋଷ ଟିଭି କୁ ମୋର ଧନ୍ୟବାଦ, ଏବଂ ତା ସହିତ ମୋର କୁନି ପ୍ରବଚକ ଙ୍କୁ ମଧ୍ୟ୍ୟ ଧନ୍ୟବାଦ, ଏ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ନିହାତି ଆବଶ୍ୟକ. ଆଉ ସଦାବେଳ ପାଇଁ ଆମୋ ଜଗନ୍ନାଥ ସଂସ୍କୃତି ବଜାୟ ରହିବ.ମୁଁ ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛିକି ତୁମୋ ଭବିଷ୍ୟତ ଆଲୋକମୟ ଏବଂ ଉଜ୍ୱଳମୟ ହେଉ ଏହାହିଁ ମୋର କାମନା ଜୟ ଜଗନ୍ନାଥ 🙏🙏🙏🙏🙏

  • @soumyavlogs_
    @soumyavlogs_ 2 роки тому +14

    ବହୁତ୍ ବହୁତ୍ ଧନ୍ୟବାଦ୍ କୁନି ପ୍ରବଚକ ଙ୍କୁ ସମାଜ ପାଇଁ ଭଲ ବାର୍ତ୍ତା ଦେଇ ଥିବାରୁ ଏବଂ ନନ୍ଦିଘୋଷ ଟିଭି କୁ ଅଶେଷ ଅଶେଷ ଧନ୍ୟବାଦ୍ ଏଭଳି କାର୍ଯ୍ୟକ୍ରମ କୁ ପରିବେଷଣ କରି ଥିବାରୁ🙏

  • @Mrmunna-sm6or
    @Mrmunna-sm6or 2 роки тому +10

    ଅତି ସୁନ୍ଦର ଭାବରେ ଉପସ୍ଥାପନ କରୁଛନ୍ତି କୁନି ପଣ୍ଡିତ।... ଜୟ ଜଗନ୍ନାଥ ମହାପ୍ରଭୁ...🙏🙏🙏

  • @Sonapradhana143
    @Sonapradhana143 2 роки тому +95

    ଇଏ ପିଲା ସାମାନ୍ୟ ପିଲା ନୁହେଁ ପ୍ରଭୁ ଙ୍କର ବହୁତୁ ବଡ ଭକ୍ତ 🙏🙏🙏🙏

  • @parameswarnayak7385
    @parameswarnayak7385 2 роки тому +75

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏

  • @ranjan_blogs
    @ranjan_blogs 2 роки тому +11

    ବହୁତ ସୁନ୍ଦର
    ନୂତନ ଅଧ୍ୟାୟ ପାଇଁ ମୁଁ ଅପେକ୍ଷାରେ ରହିଲି 🙏

  • @balakrushnarath4854
    @balakrushnarath4854 2 роки тому +46

    Wow ଶୁଣି ମନ ଖୁସି ହୋଇଗଲା ଧନ୍ୟ ତୁମ ବାପା ମା....
    ତୁମ ବାପା ମା ଙ୍କୁ ମୋର 🙏🙏🙏..
    ମାତ୍ର ମୋ ସାନ ଭାଇ ତୁମକୁ ମୋର ନିବେଦନ
    ବଡ ହେଲା ପରେ ଲୋଭ ର ବଶବର୍ତ୍ତୀ ହୋଇ ଭଣ୍ଡ ସାରଥୀ ଭଳି ନ ହୁଅନ୍ତୁ
    ଧନ୍ୟବାଦ ନନ୍ଦିଘୋଷ ଟିଭି

  • @mrsinu..125
    @mrsinu..125 2 роки тому +38

    ଧନ୍ୟ ତୁମ ପିତା ମାତା ଙ୍କୁ ଯେ ତୁମ ଭଳି ଶିଶୁ କୁ ଜୋ ଜନ୍ମ ଦେଇଥିବାରୁ
    ନିଶ୍ଵୟ ଜଗନ୍ନାଥ ଜଗତର ନାଥ ଙ୍କ ଅଶ୍ରିବାଦ ଆଛି
    ତୁମ ପାଖରେ !
    ପ୍ରବଚନ ସୁଣି ମନ କୁ ଶାନ୍ତି ଆସିଗଲା
    ଜୟ ଜଗନ୍ନାଥ।।।🙏🏼🙏🏼🙏🏼

  • @rabindraswain3695
    @rabindraswain3695 2 роки тому +73

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🙏🙏🌹

    • @sachhisachhi35
      @sachhisachhi35 2 роки тому

      Jay JAGANNATH

    • @priyambdadevi6374
      @priyambdadevi6374 2 роки тому

      @@sachhisachhi35 à11à at àÀ11aà asa ÀÀ1À AA AN a AM

    • @godcreation36
      @godcreation36 2 роки тому

      Jay Jagannath ⭕‼️⭕

    • @srinathdas8721
      @srinathdas8721 2 роки тому

      ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ କୃଷ୍ଣ ଜୟ ଶ୍ରୀ ରାମ

    • @pinkuchoudhury3831
      @pinkuchoudhury3831 Рік тому

      Gaybayhdjap Jina I

  • @bhabeshchintak2711
    @bhabeshchintak2711 2 роки тому +46

    ହେ ଭଗବାନ, ଧନ୍ୟ ପ୍ରଭୁ ତୁମେ, ଧନ୍ୟ ତୁମର ମହିମା, ଧନ୍ୟ ତୁମର ସୃଷ୍ଟି, କି କି ଲୀଳା ତୁମର ପ୍ରଭୁ, କେତେ ଭେଶ ରେ ଲୀଳା କରୁଥାଇ ହେ ପ୍ରଭୁ ....

  • @pabitramohandash9190
    @pabitramohandash9190 2 роки тому +19

    ଏହି ଆଧ୍ୟାତ୍ମିକ ସାକ୍ଷାତକାର ସମସ୍ତ ଙ୍କ ପାଇଁ ପ୍ରେରଣା ଦାୟକ।ଜୟ ଜଗନ୍ନାଥ ହରିବୋଲ ହରିବୋଲ 🙏

  • @ganapatipradhan2404
    @ganapatipradhan2404 Рік тому +6

    ଧନ୍ୟବାଦ, ସାଧୁବାଦ.....। ଏ ସାକ୍ଷାତକାର ପାଇଁ ଆପଣଙ୍କୁ ଅନେକ ଅନେକ ଜିନ୍ଦାବାଦ । ଆଦି ଶଙ୍କରାଚାର୍ଯ୍ୟ ମାତ୍ର ସାତ ବର୍ଷ ବୟସରେ ଜଗଦ୍ଗୁରୁ ହୋଇପାରିଥିଲେ । କେଶବଦାସ ଦ୍ବିତୀକୃଷ୍ଣ ଏ ବୟସରେ ଏମିତି ହେଲେଣି; ସନାତନ ହିନ୍ଦୁ ଧର୍ମର ସଂସ୍କାରକ କି ପ୍ରଚାରକ ହେବେ, ଭବିଷ୍ୟତ କହିବ । ଦେଖାଯାଉ ଜଗନ୍ନାଥଙ୍କ କ'ଣ ଇଚ୍ଛା ? ଜୟ ଜଗନ୍ନାଥ ।।

  • @laxmimahapatra1395
    @laxmimahapatra1395 2 роки тому +12

    You are God gifted kuni prabachaka.always God blessing u..... keep it

  • @SantoshKumar-oo7bm
    @SantoshKumar-oo7bm 2 роки тому +12

    A true drop of tear for God of the prabachaka in prabachan 100%changes the dirt and illusion from several hearts without any attempt

  • @alokbiswal55
    @alokbiswal55 2 роки тому +66

    ହେ ପ୍ରବଚକ ଆପଣଙ୍କୁ ପ୍ରଣାମ.. ଆପଣଙ୍କ ଜନ୍ମ ଦାତା ଏବଂ ଦାତ୍ରୀ ଙ୍କୁ କୋଟି କୋଟି ପ୍ରଣାମ. 🙏🏻

  • @rajuranumasti
    @rajuranumasti 2 роки тому +7

    କୁନି ପ୍ରବଚକ ତୁମକୁ କୋଟି କୋଟି ପ୍ରଣାମ 🙏🙏🙏 ଜଗନ୍ନାଥ ପ୍ରଭୁ ତୁମକୁ ଆଶ୍ରିବଦ କରନ୍ତୁ🙏🙏🙏

  • @puspashreekhusi5206
    @puspashreekhusi5206 2 роки тому +10

    Tq nandighosa tv n Sankar sir🙏 emiti mohan episode gift deithibaru👍mora kuni prabachaka nku koti koi dhanyawad n pranam 🙏jay Jagannath 🙏🙏

  • @laxmidharbehera738
    @laxmidharbehera738 Рік тому +13

    କୁନି ପ୍ରବଚକ ହେଉଛନ୍ତି ଓଡ଼ିଶାର ଗର୍ବ ଜଗନ୍ନାଥ ସବୁବେଳେ ତାଙ୍କୁ ଭଲ ରେ ରଖନ୍ତୁ 🙏🙏🙏

  • @mihirrout787
    @mihirrout787 2 роки тому +78

    ବାଲ୍ୟ କାଳୁ ଧନ ଧର୍ମ ମୁଁ ସନ୍ଚିବି
    😳😳😳😳😳
    ଆପଣଙ୍କ କଥା ଶୁଣି ମନ ଶାନ୍ତି ହେଇଗଲା
    ଆପଣଙ୍କ ପିତା ମାତା ମହାନ 🙏
    🙏JAY HO CHOTE PANDIT 🙏

  • @sarba4172
    @sarba4172 Рік тому +1

    Proud of you dear....Very intelligent boy....Wish you to become the brightest leader in future...

  • @Gopabandhu91
    @Gopabandhu91 2 роки тому +12

    ମହାପ୍ରଭୁ ତୁମଙ୍କୁ ଆଶ୍ରିବାଦ କରନ୍ତୁ
    ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻

  • @chandramanisahoo8945
    @chandramanisahoo8945 2 роки тому

    God bless you kuni prabachaka keshaba ch das thanks nadighosha dairy

  • @gourishankarmishra929
    @gourishankarmishra929 2 роки тому +281

    ମହାପ୍ରଭୁଙ୍କ ଆଶୀର୍ବାଦ ଏ କୁନି ସାଧକ ଙ୍କ ସାଧନା ରେ ସିଦ୍ଧି ପ୍ରଦାନ କରୁ।

    • @basantaparida6781
      @basantaparida6781 2 роки тому

      Í

    • @gyanabandhusahoo4830
      @gyanabandhusahoo4830 2 роки тому

      Vai after 10year I wished to meet with you I will able to complete the all documents of kesab das 😂😂😂😂 skahtta bhagban

    • @OdiaTech24knowledge
      @OdiaTech24knowledge 2 роки тому

      Wait and Watch🤣🤣🤣

    • @sachhisachhi35
      @sachhisachhi35 2 роки тому +2

      Jay JAGANNATH Jay SHREERAM Jay Sita RAM Jay sanaatan Dharma

  • @ajayakumarbeherabehera1097
    @ajayakumarbeherabehera1097 2 роки тому +1

    Ae pila sure God jay Jagannath, apnku more koti koti pranam

  • @shatabdi8725
    @shatabdi8725 2 роки тому +5

    Dhanyabad Nandighosh tv emti bishista byaktitwa nku ama agaku aniba lagi🙏 Jay Jagannath

  • @rocksonu7675
    @rocksonu7675 Рік тому +5

    ତମେ ଆମ ଓଡ଼ିଆ ଜାତି ପାଇଁ ଗର୍ବ ଓ ଗୌରବ ❤ଜୟ ଜଗନ୍ନାଥ 🙏

  • @sunshinemeryrashmi3738
    @sunshinemeryrashmi3738 2 роки тому +16

    God bless u beta🙋‍♀🙋‍♀🙋‍♀Jay Jagannath Mahaprabhu🙏🙏

  • @suryakantibehera5200
    @suryakantibehera5200 2 роки тому +4

    କେବଳ ସେ କୁନି ମହାନ୍ ପ୍ରବଚକ ନୁହନ୍ତି, ସୁନ୍ଦର କଣ୍ଠଶିଳ୍ପୀ ମଧ୍ୟ 🙏

  • @Manashmallick-t
    @Manashmallick-t 2 роки тому +5

    Kuni prabachaka Bapa & Maa nku koti koti pranam. Amiti pila ku sanskara dei duniaku anithibaru. Jay Jagannath. Sunyamahaprabhu

  • @bhagabankumbhar4578
    @bhagabankumbhar4578 2 роки тому +4

    ମହାନ୍ ବାଲ୍ୟ ପ୍ରବଚକ ଆପଣ ବହୁତ୍ ମହାନ୍ ମୁଁ ଆପଣଙ୍କୁ 🙏🙏🙏🙏🙏🙏🙏🙏🙏🙏🙏 ବହୁତ ବହୁତ ପ୍ରଣାମ କରୁଛି ଓ ଧନ୍ୟବାଦ ଜ୍ଞାପନ କରୁଛି

  • @santoshel34...41
    @santoshel34...41 2 роки тому +5

    God bless you , kuni prabachak❤️❣️❣️
    Thakure tamaku sabubele bhala re rakhantu 🙏🪔
    Jay Jagannath 🙏🪔🌺

  • @renukantasahu4174
    @renukantasahu4174 Рік тому +1

    Bahut bahut khushi lagala sunikari jaya sri ram

  • @sibaramsahoo4802
    @sibaramsahoo4802 2 роки тому +30

    God bless you,such a brilliant child 🙏

  • @abhaykumarsethi4897
    @abhaykumarsethi4897 Рік тому +1

    Very nice and learning full speech by such a great little one speaker. God Wii always blessed you🙏🙏

  • @user-fh9tw7mi2c
    @user-fh9tw7mi2c 2 роки тому +20

    କୁନି ପ୍ରବଚକ ଙ୍କୁ ବହୁତ ବହୁତ ଧନ୍ୟବାଦ । ଏସବୁ ପୂର୍ବ ଜନ୍ମର ସଂସ୍କାର ଦ୍ବାରା ସମ୍ଭବ । ଜୟ ଜଗନ୍ନାଥ 🙏🌹🌹🌹🙏🙏🙏🙏🙏

  • @AbinashNaik-ey8kr
    @AbinashNaik-ey8kr Рік тому +13

    ଭବିଷ୍ୟତର ହିନ୍ଦୁ ଧର୍ମର ମହାନ୍ ପ୍ରଚାରକ 🙏 ଭଗବାନ ଜଗନ୍ନାଥ ଘଣ୍ଟ ଘୋଡାଇ ଚକ୍ର ଆଢୁଆଳ କରି ରଖିଥାନ୍ତୁ

  • @chinmayabehera613
    @chinmayabehera613 2 роки тому +23

    Evergreen interview sankar bhai.... Best episode of nandighosha diary 👍👍👍

  • @bijaysenapati5344
    @bijaysenapati5344 2 роки тому +5

    ଆଧ୍ୟାତ୍ମିକ କୁ ବି ଆଜିକାଲି କମେଡି କରିଦେଲେଣି
    ଧନ୍ୟ ଏ ସାମାଜ 🙏🙏🙏🙏🙏

  • @satyasibatripathy5993
    @satyasibatripathy5993 2 роки тому +31

    ଭଗବାନ୍ ଙ୍କ କୃପା ଅଛି ତମ ଉପରେ କୁନି ପ୍ରବଚକ !!
    ଜୟ ଜଗନ୍ନାଥ 🚩

  • @madhusudanmohanty4293
    @madhusudanmohanty4293 2 роки тому +6

    Keshabdas dwititikrushna is an un challageable speaker a terrific God given child

  • @gobindadalei7253
    @gobindadalei7253 2 роки тому +18

    Really you are so talented sankar sir...always love you...

  • @narayandalai9799
    @narayandalai9799 Рік тому +2

    ଜୟ 🌴🚩ଶ୍ରୀ 🚩🌴ପଞ୍ଚସଖା 🌴🚩🚩🌴ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️

  • @dasarathipatra6545
    @dasarathipatra6545 2 роки тому +31

    ଧନ୍ୟ ସେ ବାପା ମା ଙ୍କୁ

  • @gitanjalisahoo-zs2pj
    @gitanjalisahoo-zs2pj Рік тому +2

    Sankar babu apnank prasna ku dhanybad

  • @abhimanyunayak4423
    @abhimanyunayak4423 2 роки тому +16

    Thanks for nandighosh TV and our best comedian Sankar sir

  • @biplabadhal6143
    @biplabadhal6143 2 роки тому

    Bahut sundar bahut bhala lagila
    Bhala pravachana dela
    Mana Ananda heigala
    Bahut khusi lagila
    Nandi ghosa channel ku bahut bahut dhanaya bad
    Jay Jagannath 🙏🙏

  • @ritankumarsahoo
    @ritankumarsahoo 2 роки тому +27

    ବହୁତ୍ ବଢିଆ ଲାଗିଲା, ଆନନ୍ଦ ଅନୁଭବ କଲି

  • @narottammallik2660
    @narottammallik2660 Рік тому +20

    ବାଃ ଧନ୍ୟ ସେ ବାପା ମା ଯିଏ ଅପଙ୍କୁ ଜନ୍ମ ଦେଇଛନ୍ତି।ଆପଣଙ୍କ ଠୁ ବହୁତ୍ କଥା ଶିଖିବାକୁ ମିଳିଲା।ଜୟ ଜଗନ୍ନାଥ 🙏🙏🙏🙏

  • @tofanpradhan871
    @tofanpradhan871 2 роки тому +6

    ଜୟ ଜଗନ୍ନାଥ ହେ ଜ୍ଞାନେନ୍ଦ୍ର ତୁମ ଚରଣରେ ମୋର କୋଟି ପ୍ରଣାମ 🙏

  • @MunaBhai-qh9fl
    @MunaBhai-qh9fl Рік тому

    ବହୁତ ସୁନ୍ଦର ଜୟ ଜଗନ୍ନାଥ

  • @gitanjlikar8232
    @gitanjlikar8232 2 роки тому +16

    ଏତେ କମ୍ ବୟସ ରେ ଏପରି ଈଶ୍ୱର ବିଶ୍ବାସୀ, ସତରେ ଅବିଶ୍ବସନୀୟ । ଭବିଷ୍ୟତ ତୁମର ଉଜଳମୟ ହେଉ। କାଳିଆ ର ଆଶୀର୍ବାଦ ସର୍ବଦା ତୁମ ସହ ଥାଉ। ଜୟ ଜଗନ୍ନାଥ ....

  • @dillipbehera7446
    @dillipbehera7446 2 роки тому +2

    କୋଟି କୋଟି ପ୍ରଣାମ ବହୁତ ସୁନ୍ଦର କଥା 🙏🙏🙏🙏🙏🙏🙏🇮🇳

  • @aayasmohanty2272
    @aayasmohanty2272 2 роки тому +5

    Jay Jagannath pravu 🙏 e pila hauchi real devotee......e pila ti ku bht kichi sikhibara achi 🙏

  • @narayandalai9799
    @narayandalai9799 Рік тому +1

    ହର 🌳🚩ହର🚩🌴🌻 ମହାଦେବ🌴☘️🌻🌺🌳🌱🍀🌿☘️🌴🌳

  • @sanjaysa397
    @sanjaysa397 2 роки тому +25

    Lot's of thank you Nandhigosh TV Channels for given this type of programmes....It's a unique n Guru Deba Blessing along with God gifted Kuni Prabachaka....Keep the it up for ever. Jai Jagannatha

  • @Jayasri-do2fl
    @Jayasri-do2fl Рік тому

    Tuma pada tale koti pranam.🙏🙏🙏🙏😘😘😘😘

  • @sudhirkumarmishra6845
    @sudhirkumarmishra6845 2 роки тому +16

    Namaste for ur spiritual program. God bless to all of your staff members.

  • @kunubanua5714
    @kunubanua5714 Рік тому

    ଅତି ସୁନ୍ଦର 🙏🙏

  • @Subratofficial-ky7et
    @Subratofficial-ky7et 2 роки тому +6

    ବହୁତ ସୁନ୍ଦର ଜୟ ଜଗନ୍ନାଥ ହରିବୋଲ 🙏

  • @snehamanjarisarangi6813
    @snehamanjarisarangi6813 4 місяці тому +1

    Jay keshab Das jee.

  • @dilipkumarray6601
    @dilipkumarray6601 2 роки тому +58

    Salute little sanyasi ,u r roll model of humanity. Thanks God.

    • @priyanandajethi9460
      @priyanandajethi9460 2 роки тому +1

      Mote aei kuni prabachk pilatiu aete valalageje. O God kanhiki mo pilamananku aeimiti shakti delani pravu Keshab Das ku koti koti pranam

    • @sunamaniroutray6673
      @sunamaniroutray6673 2 роки тому

      L sentdiscard

  • @jyostnaranirout3682
    @jyostnaranirout3682 Рік тому

    Nandighosa chanel ku bahut bahut dhanyabad shanka bhainku mandhya

  • @MrTiyu
    @MrTiyu 2 роки тому +4

    Ete dina pare....bahut bhala episode ta dele...thnxs Nandigosh🙏

  • @ashamanirana212
    @ashamanirana212 2 роки тому +3

    Kesab das is a devotional speaker. Thank sanasina Dana ta mahan.

  • @sanjaykumarmohanta4835
    @sanjaykumarmohanta4835 2 роки тому +74

    Thanks to Nandighosa TV for this type of episode

  • @yourfavorite6705
    @yourfavorite6705 5 місяців тому +1

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ

  • @rashmitabehera6607
    @rashmitabehera6607 2 роки тому +5

    Jai jagannath swami.. God bless you beta 🙏 thank you so much for this video.

  • @abhayaprusty5710
    @abhayaprusty5710 Рік тому +1

    Nandighosh TV ku dhanyabad Other episode na chhadi epari video chhadi Baku Anurodha🙏

  • @nboy9584
    @nboy9584 2 роки тому +30

    ତୁମ କଣ୍ଠରେ ସତରେ ପ୍ରଭୁ ନିଜେ ଆସି ବାସ କରିଛନ୍ତି

  • @kalpanabiswal2464
    @kalpanabiswal2464 Рік тому

    Bahut vala god bless y🙏

  • @sen....gungun....4590
    @sen....gungun....4590 2 роки тому +10

    Waaa beta ❤️god bless uuu.... really bhala lagila

  • @laxmiprasadbissoyi7955
    @laxmiprasadbissoyi7955 Рік тому +1

    🙏🙏🙏🙏 ଧନ୍ୟ ପ୍ରଭୁ ତୁମ ଲୀଳା ଧନ୍ୟ ସେହି ମା ବାପା ସଂସାର ପାଇଁ ଗୋଟେ ବରଦାନ ଦେଇଚ

  • @hasantamajhi4095
    @hasantamajhi4095 2 роки тому +14

    God bless you beta 😍 carry on carry on

  • @SagarDas-cb6rc
    @SagarDas-cb6rc 2 роки тому

    Hare
    Krishna
    Radhey
    Radhey👍👍👍😘😘😘🙏🙏🙌🙌🙌😭😭😭😭😭😭🥰🥰🥰❤❤❤❤❤❤😘😘😘🙏🙏🙏🙏🙏🙏🙏🙏🙏🙌🙌🙌🙌🙌

  • @stupidkabi4413
    @stupidkabi4413 2 роки тому +5

    He punya atmaa aapan nku koti koti pranam... Aapana nka pakhare alokika sakti achhi....Aapana nka prabachana uchhakotira.... Jay jagannath🙏🙏🙏🙏

  • @debjanidas2358
    @debjanidas2358 Рік тому +3

    Wish you a bright devotional future little saint

  • @rasmitamajhi148
    @rasmitamajhi148 2 роки тому +4

    Wow so beatiful kuni baba 🙏🏻🙏🏻🙏🏻 jay jaganatha

  • @niladrisamal5401
    @niladrisamal5401 Рік тому

    A sankara bhai katha suni hasi hasi mu gaduchhi A sankara bhaira sabu gyana achhi se jau katha tanka patiru bharuchhi sabu jaka hasi hasi mana khusi heijauchhi sankara bhai god bless you

  • @chandankar4103
    @chandankar4103 2 роки тому +8

    Very good episode thank you for nandighosha diary team

  • @subhasmitajena7821
    @subhasmitajena7821 2 роки тому

    Hare Krishna 🙏🏻🙏🏻🙏🏻
    Radhe Radhe 🙏🏻🙏🏻🙏🏻

  • @biswaranjansahoo6573
    @biswaranjansahoo6573 2 роки тому +40

    Its amazing, little SANTHA is great and salute for his personality and deep devotional knowledge 🙏

  • @ମୋHasa
    @ମୋHasa 6 місяців тому +1

    Jai Jagannath ❤

  • @mahendrapradhani2925
    @mahendrapradhani2925 2 роки тому +4

    The great kuni prabachk. Keshab
    Koti pranam.🙏🙏🙏

  • @jyostnaranirout3682
    @jyostnaranirout3682 Рік тому

    Koti koti pranam kuniprabachaka apananka katha bahut bhala lagila thanks to shankara bhai

  • @sitakantamishra47
    @sitakantamishra47 2 роки тому +5

    ଧନ୍ଯ ତୁମ ପିତା, ମାତା ଧନ୍ଯ ତୁମେ ।। ବହୁତ ଆଗକୁ ଯାଅ ସାରା ବିଶ୍ୱ ରେ ନାଁ କର ।।ସନାତନ ସଂସ୍କୃତି କୁ ବହୁତ ଆଗକୁ ନିଅ ।।🙏🏻🙏🏻🙏🏻🙏🏻ତୁମଜ୍ଞାନ ପାଇଁ ।।

  • @girishchandramishra3966
    @girishchandramishra3966 2 роки тому +4

    This is actual show and proper utilization of time hats up to the channel.

  • @vloggingwithhawa
    @vloggingwithhawa 2 роки тому +67

    ବୟସରେ ସିନା ସାନ କିନ୍ତୁ ଭଗବାନ୍ ଅଜ୍ଞାତ ଜ୍ଞାନ ଦେଇଛନ୍ତି ଏ ପିଲା କୁ 🙏🙏🙏

  • @liladulalipradahan3002
    @liladulalipradahan3002 Рік тому

    Thanks. Both. Of. You

  • @biswabhusanrath2814
    @biswabhusanrath2814 2 роки тому +6

    Khub sundar karyakrama. Dhanyabad. Jay Jagannath. 🙏🙏🙏

  • @sushilasathapathy4019
    @sushilasathapathy4019 Рік тому +1

    हरे कृष्ण राधे राधे प्रभु जी कोटि-कोटि दंडवत

  • @sonisahoo395
    @sonisahoo395 2 роки тому +10

    Very intelligent Student like God Gifted 👌

  • @RakeshSamal4757
    @RakeshSamal4757 Рік тому +1

    Dhanya sae bapa maa nku j amaku ae vali ratna odisha ku veti daechanti .

  • @badalnayak2636
    @badalnayak2636 2 роки тому +6

    Salute nandigosh tv and all team, background music is very beautiful

  • @Santosh_entertainment_958
    @Santosh_entertainment_958 9 місяців тому +1

    He pravu jay jagannath 🙏