Apan Khali bjd against re kahuchhanti, jadi nirapekhata achhi then question pacharantu kahiki ratna bandar alankar count Kara jauni, milk 450ml Kari, colour change Kari price kahiki badha gala Emergency fund kuade gala
I feel so happy that Odisha finally has journalists who are truly literate, skilled, and independent. In contrast, many TV journalists seem to bear the title in name only, lacking a genuine understanding of what journalism entails.
You perfectly said, why Mohan Sarkar is being afraid of taking strong action against so called Mafia. Also against corrupt ministers, IAS and IPS and such burocracts and so on.. I think Mohan Sarkar remaining under pressure from high command..
Very good point raised. Need strong action by present Government against 9:08 and corruption of BJD Govt. This Govt will be forced to take action if each and every conscious citizen and journalists raise this issue. Pandu need to go to jail
Really u r a inspiration for others.The givt should be impartial and deliver justice in right way to right person at right time. We the intelligent mass with you u sir. Jay Odisha
Ruben babu apana thik kahu chhanti, police station re police FIR rakhuni jadi rakhuchhi taku station diary karunahin lokanku vutauchhanti aji kaliass loke bahuta hairana heuchhanti paradeep lock police stetion katha ajaku 15 days heba kintu station diary hoi parinahin au kete daudibi a bjp sarakar amalare kahaku kahibi lazalaguchhi
Sir please discuss about Law & Order in Odisha. How State Police will grow as we listen about Maharashtra Police , there people can roam anywhere at 3am. Why odisha has failed and how it will achieve that level of safety.
ବହୁତ ଦିନ ପରେ ଏମିତି କଥା ଶୁଣିଲି।ଯାହା ଆମ ଓଡ଼ିଶା ରେ ପ୍ରଥମ। ଯାହା ଆଗକୁ ଆପଣ ଙ୍କ ଚେନାଲ ଦେଖିବାକୁ ରହିଲା।
Thanks, Rubem Sir, 🙏🙏🙏
Meny meny thanks to Ruben sir for your today's episode. Good evening.
You are absolutely right.
ଓଡିଶାର ଜଣେ କେହି ନିରପେକ୍ଷ ସାମ୍ବାଦିକ ଦେଖିବାକୁ ମିଳିଛି ଏତେଦିନ ପରେ ଯିଏ ସରକାର କୁ ପ୍ରଶ୍ନ ପଚାରିଛନ୍ତି।
Apan Khali bjd against re kahuchhanti, jadi nirapekhata achhi then question pacharantu kahiki ratna bandar alankar count Kara jauni, milk 450ml Kari, colour change Kari price kahiki badha gala
Emergency fund kuade gala
ଓଟିଭି ଆଉ ଅର୍ଗସ ଡାକୁ ନାହାନ୍ତି... ଆଉ ଡାକିବେ ନାହିଁ
ଓଡ଼ିଶାରେ ଜଣେ ନିରପେକ୍ଷ ସାମ୍ବାଦିକ ନାହିଁ ଧନ୍ୟବାଦ୍ ଆପଣଙ୍କ ନିରପେକ୍ଷ ସାମ୍ବାଦିକତା ପାଇଁ
ଆପଣ ଠିକ୍ ବିଷୟ ଉପସ୍ଥାପନ କଲେ। ସରକାର ନିଜର ନାମ ପ୍ରଚାରରେ ବ୍ୟସ୍ତ, ମାଫିଆ ଙ୍କ ଅଣ୍ଟା ଭାଙ୍ଗିବା ବେଳକୁ ତାଙ୍କ ସମୟ ସରିଯାଇଥିବା
ଧନ୍ୟବାଦ ରୁବେନ ବାବୁ
😅🎉
ରୁବେନ୍ ବାବୁ , ଆପଣ ଙ୍କ ର ଉପସ୍ଥାପନା ଯଥାର୍ଥ । ଧନ୍ୟବାଦ । Keep up your journey with your UA-cam channel .
100/right congratulations to you🌹
ବହୁତ ବଢିଆ ଆଜ୍ଞା 👍ଆପଣ ଏମିତି ହିଁ ପ୍ରଶ୍ନ କରନ୍ତୁ ଯୋଉଁ ପର୍ଯ୍ୟନ୍ତ ସରକାର ଦୁର୍ନୀତି ଖୋର ଅଧିକାରୀ ଙ୍କ ବିରୋଧ ରେ କୌଣସି ପଦକ୍ଷେପ ନେଇନାହାନ୍ତି।
ମୁଁ ବିଜେପିର ଜଣେ ଦୃଢ଼ ସମର୍ଥକ ଭାବରେ ମୋଦିଜୀଙ୍କୁ ପ୍ରଶ୍ନ କରୁଛି କୁଆଡେ ଗଲା ଆପଣଙ୍କ ନିର୍ବାଚନ ପୂର୍ବ ପ୍ରତିଶୃତି ? ଆପଣ କଣ ନବୀନ ପରି ମିଛୁଆ ରାଧୁଆ କି ? ମାଫିଆ ଓ ଭ୍ରଷ୍ଟାଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଭୟ ନା ଲୋଭ ରହୁଛି ? ଓଡିଶାବାସୀଙ୍କ ଧୈର୍ଯ୍ୟକୁ ଅଧିକଦିନ ପରୀକ୍ଷା କରନ୍ତୁନାହିଁ !
Next election re au BJP nathiba
ଧନ୍ୟବାଦ your argument is justify
Fantastic analysis Rubenji. People in Odisha are of the view, nothing will happen to ex dummy chief.
Timely and true. Honest journalist.
🙏
ପ୍ରଧାନମନ୍ତ୍ରୀ ନିର୍ବାଚନ ସମୟରେ ଓଡ଼ିଶାର ମୁଖ୍ୟ ମାଫିଆର ଅଣ୍ଟା ଭାଙ୍ଗିଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ , ବିଜେପି ସରକାର ଆସିବା ପରେ ମୁଖ୍ୟ ମାଫିଆର ଅଣ୍ଟା ଭାଙ୍ଗିବା ପୂର୍ବରୁ ,ବିଜେପି ମନ୍ତ୍ରୀ , ନେତାମାନେ ମାଫିଆର ଅଣ୍ଟା, ଗୋଡ଼, ହାତ ଇତ୍ୟାଦିରେ ତେଲ ମାଲିଶ୍ କରୁଛନ୍ତି। ଧନ୍ୟରେ ମୋଦୀ sir ,ଧନ୍ୟରେ ମୋହନ Sir ।
ଏ ସରକାର କିଛି କରିପାରିବେ ନାହିଁ କାରଣ ଏହା ଉପର ସ୍ତରରେ ବଡ଼ ଡିଲ ହୋଇଛି
That means mutual govt chalichi..
BJP kahuthila Sabu corruption ra inquiry heb
ସାର୍ ଆପଣ ନିରପେକ୍ଷତା ସାମ୍ବାଦିକତା କରୁଥିବାରୁ ଆପଣ ଙ୍କୁ ଆଉ ଓଟିଭି ,argus ନିଉଜ୍ ଆପଣଙ୍କୁ ଡାକିବାକୁ ସାହସ କରିବେନି
ଅଶେଷ ଅଶେଷ ଧନ୍ୟବାଦ। ବହୁତ ସୁନ୍ଦର ସଠିକ୍ ଓ ସମୟୋପଯୋଗୀ ଉପସ୍ଥାପନା। ଆପଣ ଜଣେ ମାତ୍ର ସରକାର ଙ୍କୁ ଯୁକ୍ତି ଯୁକ୍ତ ପ୍ରଶ୍ନ କରିଛନ୍ତି। ଅନ୍ୟମାନେ କେବଳ ସ୍ଵାର୍ଥ ପାଇଁ ତେଲେଉ ଛନ୍ତି। ପ୍ରକୃତ ଘଟଣା ଲୋକଲୋଚନକୁ ଆଣୁ ନାହିଁ। ନ୍ତି। କାର୍ଯ୍ୟକ୍ରମ ଚାଲୁ ରଖନ୍ତୁ। ନମସ୍କାର।
I feel so happy that Odisha finally has journalists who are truly literate, skilled, and independent. In contrast, many TV journalists seem to bear the title in name only, lacking a genuine understanding of what journalism entails.
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ 🙏 ଆପଣଙ୍କ ଯାଦୁ ଓ ଚମତ୍କାରୀ ପତ୍ରକାରିତା ଯୋଗୁ ଆମେ ବିସ୍ମିତ 🙏🙏🙏
Ri8 bro 😄👌👌
Mohan government is slogan & worst government.
Only difference is that one group of party workers is replaced by another group.
ରୁବେନ୍ ବାବୁ ଯେଉଁ ଦୁଇଟି ବିଷୟରେ କହିଲେଣି ତାହାର ଉତ୍ତର କେହି ଦେବେ କି ବିଜେପି ପକ୍ଷରୁ
START RAID
Right
Sir namskar,one episode about contractual& out sourcing employee as new govt,had promised to regulise before election
True..We all need Truth
U r doing more than as a odia....thank you
ଯାହା କହୁଛନ୍ତି ରୁବେନ ବାନାର୍ଜୀ।
ଆମ ମୋହନ ସରକାର
ସେଥିରେ କିଆଁ ହେଉଛନ୍ତି ଅରାଜି!?!
ଜୟ ଜଗନ୍ନାଥ!!!
ଆପଣଙ୍କୁ ଆନ୍ତରିକ ଧନ୍ୟବାଦ 🎉
.
ଧନ୍ୟବାଦ୍ ସାର୍ ଆପଣ ଏହିଭଳି ନିରପେକ୍ଷ ସାମ୍ବାଦିକତା କରନ୍ତୁ ଏବଂ ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ ଜାରିରଖନ୍ତୁ ।
Right Bhai
ଏ ସରକାର କିଛି କରି ପାରିବ ନାହିଁ
ବହୁତ ସୁନ୍ଦର କଥା
True Ruben jee
U are saying correct
ରାଜ୍ୟପାଳ ଙ୍କ ପୁଅ ପ୍ରସଙ୍ଗ ତ ପାଶୋର ଗଲାଣି...
ଏବେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ଙ୍କ ପ୍ରତି ଆଇନ ର ତଥା କଥିତ ଜଗୁଆଳି ମାନେ ଯେଉଁ ଅମାନୁଷିକ ଓ ନିର୍ଦ୍ଦୟ ଅତ୍ୟାଚାର କରିବାର ଅଭିଯୋଗ ହୋଇଛି... ପ୍ରଥମ ଦୃଷ୍ଟିରେ ଏହା ସତ୍ୟ ପ୍ରତିଭାତ ହେଉଛି.. ଏ ନେଇ ସରକାର ଏଇ ସମ୍ବେଦନ ହୀନ କର୍ମଚାରୀ ଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ ସ୍ୱରୂପ କାର୍ଯ୍ୟରୁ ଅବ୍ୟାହତି ଦେଉଛନ୍ତି ନା ସାମୟିକ ଅନ୍ତର କରି ପୁଣି ଗେଲ୍ହା ପୁଅ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା...
ଏ ଦିଗରେ ସରକାର ଙ୍କୁ ନିରନ୍ତର ପ୍ରଶ୍ନ ଆପଣଙ୍କ ଠାରୁ ଆପଣଙ୍କ ଠାରୁ ଅପେକ୍ଷା ରଖୁ...
Dhanyawad Reuben sir 👌,
Bhala Prasanna pachari le, Dekha jaaun Keve Uttar miluchi,
ମୋହନ ସର୍କାର ଏକ ଦୁର୍ବଳ ସରକାର..... ଲୋକଙ୍କ ଆଶାର ବିପରୀତ......
କେବଳ ସୁଭଦ୍ରା ଯୋଜନା କରି ବାଃ ବାଃ......
କିଛି କେନ୍ଦ୍ରୀୟ ନେତାଙ୍କ ଖେଳଣା କଣ୍ଢେଇ ହୋଇଛି.......
ଏମିତି ହେଲେ ଲୋକଙ୍କ ଆସ୍ଥା ହରାଇବ
Morning shows the day.
ବଢ଼ିଆ କଥା କହିଲେ ରୁବେନ ଦା ।
Thank you ruben jo Sar.
Wise video
ଓଡିଶା ରେ ସବୁ ମାଈ ଅଛନ୍ତି ପାଣ୍ଡୁ କୁ ଡ଼ରୁଛନ୍ତିସେ ସରକାର ହେଉ ବା ସାଧାରଣ ଜନତା
ଧନ୍ୟବାଦ ସାର୍
You perfectly said, why Mohan Sarkar is being afraid of taking strong action against so called Mafia. Also against corrupt ministers, IAS and IPS and such burocracts and so on.. I think Mohan Sarkar remaining under pressure from high command..
ଯେତେ ଧନ୍ୟବାଦ ଦେଲେ ବି କମ ହେବ sir. ❤😊
Many many thanks to you
Sir namaskar good 👍👍👍👍👍👍
ପ୍ରଶ୍ନ ପଚାରିବା ଜାରି ରହୁ
You are very right sir.
Very good point raised. Need strong action by present Government against 9:08 and corruption of BJD Govt. This Govt will be forced to take action if each and every conscious citizen and journalists raise this issue. Pandu need to go to jail
My suggestion to you sir plz put everyday vedio in this channel
My best journalist.....
Absolutely Right
Really u r a inspiration for others.The givt should be impartial and deliver justice in right way to right person at right time.
We the intelligent mass with you u sir.
Jay Odisha
ଠିକ କଥା ସାର 👍🏻👍🏻👍🏻
Next episode bharatpur police case
Apana pura thik katha kahichhanti
👍👍
RUBEN BABU,,,,,This Govt is not Capable to Run with This CM also ministers ,,,,,,Needs a Efficient CM with strong voice......People of Odisha Wants
Bharatpur Army officer police case ka bare mei kuch boliye
Mr ruben babu namskara. Ahi aalochana tiku sarakara dekhantu sikhantu. Padakhyap niantu tahele odisa basi khusihebe.
Thank you sir....
Thanq sir, u r a great journalist।
Next episode bharatpur police case pls
ମୋହନ ସରକାର କିଛି ପାରିବେ ନାହଁ,
👏👏
I have hope for Odisha through your journalism.
👌👌👌
Thank you sir
ବହୁତ ସୁନ୍ଦର ପ୍ରୟାସ
Right sir
Hats off to your good work Ruben babu. We will support you, please keep it up. We will fund you if needed to expose the truth
Thanks sir
Jay jay ho
Very right sir 👍
Right sir ❤
You are 100% correct, still i have confidence something will be happened.
U are great Sir for your presentation
U r great ❤
🙏🙏
All is well.
Bhai mu tv news dekhiba chhadideichhi. Aapanka program mote bahut bhala lagila.
👌
Right question sir, We all know each and every MLA or MP take 5 pc of the total sanctioned amount. Everyone knows this, but everyone is mute.
ମୋଦୀ ମାଫିଆ ଙ୍କ ସର୍ଦ୍ଦାର।ଦେଶରେ ଯେତେ ଦୁର୍ନୀତି ଗ୍ରସ୍ତ ନେତା ଥିଲେ ସମସ୍ତେ ବିଜେପିରେ।ଯେଁଉ ମାନକ ନାମରେ ସିବିଆଇ ଇଦି କେସ କରିଥିଲେ।ସିଏଜି ଯେଁଉ ଅବୈଧ ହିତାଧିକାରୀ କାଳିଆ ଯୋଜନାରେ ୭୫୦ କୋଟି ଟଙ୍କା ନେଇଛନ୍ତି ବୋଲି କହିଛି ।ବାସ୍ତବରେ ଆଜିର ରାଜନୀତିରେ କେହି ଅବୈଧ ହିତାଧିକାରୀ ନାହାନ୍ତି।ଭୋଟ ପାଇଁ ସମସ୍ତ ବୈଧ।ରାଜନୀତିକ ଦଳମନେ ଭୋଟରେ ଯେଁଉ ପ୍ରତିଶ୍ରୁତି ଦେଇଛନ୍ତି ଓ ଜିତିଲା ପରେ ତାହା ଆଂଶିକ ପୂରଣ କରୁଛନ୍ତି ବା ମୋଟେ ପୁରାଣ କରୁନାହାନ୍ତି ସେହି ମାନେହିଁ ଅବୈଧ ହିତାଧିକାରୀ।
Totally agree bth u....
I support you and salute to your analysis
Suben sir Right journalist
Sir plz one episode about bharatpur police station
Proud of you sir
Good analysis BJp government is doing nothing only Jumla and no efficient work
Ruben babu apana thik kahu chhanti, police station re police FIR rakhuni jadi rakhuchhi taku station diary karunahin lokanku vutauchhanti aji kaliass loke bahuta hairana heuchhanti paradeep lock police stetion katha ajaku 15 days heba kintu station diary hoi parinahin au kete daudibi a bjp sarakar amalare kahaku kahibi lazalaguchhi
We welcome your channel.
We expect impartial news from you.
Namaskar.
Yes sir u always and Honestly Discussed.
Sir please discuss about Law & Order in Odisha. How State Police will grow as we listen about Maharashtra Police , there people can roam anywhere at 3am. Why odisha has failed and how it will achieve that level of safety.
Rightly said . Carry on .