ମୋହନଙ୍କ ଜୋରଦାର ଝଟକା,ହଜିଗଲା ନବୀନ ଅଫିସରଙ୍କ ନିଦ | Terachha Baana | ତେରଛା ବାଣ |
Вставка
- Опубліковано 29 вер 2024
- ମୋହନଙ୍କ ଜୋରଦାର ଝଟକା ,ହଜିଗଲା ନବୀନ ଅଫିସରଙ୍କ ନିଦ | Terachha Baana | ତେରଛା ବାଣ |
Join this channel to get access to perks:
/ @terachhabaana
For Advertisement, contact us at - News13Odisha@gmail.com
ଧନ୍ୟବାଦ ପ୍ରିୟ ମୂଖ୍ୟମନ୍ତ୍ରୀ ଙ୍କୁ, ଉପଯୁକ୍ତ ପଦକ୍ଷେପ ।
ଜିଲ୍ଲାପାଳ ଓ SP ମାନଙ୍କୁ ମୋହନ ମାଝିଙ୍କ ଛାଟ ସିଧା ନବୀନ ଓ ପାଣ୍ଡିଆ ପିଠିରେ ବାଜିଲା ! ବହୁ ପୂର୍ବରୁ ହେବାର ଥିଲା !
ନୂଆ ମୁଖ୍ୟମନ୍ତ୍ରୀ ଉଦାହରଣ ହେଲା ଭଳି କାମଟିଏ କରି ଓଡ଼ିଶାବାସୀଙ୍କୁ ଦେଖାଇଦେଲେ।
ସାଧାରଣ ବଦଳି ଯଥେଷ୍ଟ ନୁହେଁ । କର୍ତ୍ତବ୍ୟରେ ନିଷ୍ଠା ରଖୁନଥିବା ଦୁର୍ନୀତିଗ୍ରସ୍ତ ଅଫିସର ମାନଙ୍କୁ ସର୍ଭ ମାଧ୍ୟମରେ ଚିହ୍ନଟ କରି ତଣ୍ଟିଆ ମାରି ଘରକୁ ପଠାଇ ଦେବା ଉଚିତ ।
ଚମତ୍କାର ଉପସ୍ଥାପନା।
ବିପିନ୍ ସାର୍ ବିରି ମାଡ଼ ଦେଖି କୋଳଥ ଆପେ ଆପେ ଚେପଟା ହୋଇ ସାରିଲାଣି। Very beautiful analysis sir thanks for awareness 🙏 Jay Jagannath ❤
ଇଏମୋଦି ହୋସିଆର ସାବଧାନପିଅଣ୍ଟ ଖୋଲିଫାପାତି ଦେଲା ଲୋ
ଚବିଶ ପଚିଶ ବର୍ଷର ଅଭ୍ୟାସ କଣ ଏତେ ଶୀଘ୍ର ଅଫିସର ମାନେ କଣ ଛାଡ଼ି ପାରିବେ? BJD ଅମଳରେ ମନ୍ତ୍ରୀ ମୂଖ୍ୟ ସଚୀବ ଙ୍କ ଅଫିସ କୁ ଆସି ଛିଡା ହୋଇ କିଛି ରିପୋର୍ଟ ଦେଉଥିଲେ। ଏହାର ନଜିର ଅଛି। ବିପିନ ବାବୁ ନିଶ୍ଚୟ ଜାଣିଥିବେ ଓ ମନେ ରଖିଥିବେ।
Mohan babu done right.
Don't sleep your words from mouth,as senior citizen
Officer nka garbha ebe kamiba agaru dasa masara garbha heithila
Very beautiful idea taken by CM . Thanks sir for awareness Jay Jagannath ❤👍🙏🌹
Great mohan sir 🙏🙏
ପୁରୁଣା ଅଭ୍ୟାସ ପରିବର୍ତ୍ତନ ପାଇଁ ଟିକେ ସମୟ ଲାଗିବ
Very nice action
Verry Good
Right
Chakiriru Bahar karidele ,thik re kama karibe 🙏 samaste. Sad. Gadi, ghara, phone, oderly, peon etc ra badabhyasa heijaichi. Everyone wants only facilities and salaries but they don't want to contribute or work. Shameful and shameless educated people. I am getting emotional. My 2cents 🙏 🙏🙏🙏
This shows beginning of a new era and Pandian era seems going to over.
🙏👍❤
Odisha BJP fal cohr look
ଅଫିସର ମାନେ କେଉଁ ଦଳର ନୁହ l ଆପଣ ନବୀନ ଙ୍କ ଡର ମୋହନ ସାର ସରକାର ରେ ସୃଷ୍ଟି କରୁଛନ୍ତି l negative news ଅପେକ୍ଷା positive news କଲେ ଓଡିଶା ବାସୀଙ୍କ ପାଇଁ ଭଲ l
ଅତି ସୁନ୍ଦର ଉପସ୍ଥାପନା
Officer kana odisha chhadi ki paleile.....bakbas.....thik nuhen...
ବଦଳି କଣ ????
ନବୀନ ଆଉ ପାଣ୍ଡିଆନ ଝାରପଡ଼ା ସରକାରୀ ପିଞ୍ଜରା ରେ କେବେ ?
ଜାମୁକୋଳିଆ ବାବୁ ???
ନବୀନ ମଲେ ଓଡିଶା ବଂଚିବ
ଏ କଥା ମୁଁ ଜାଣି ଥିଲି, ଭାଇ।
The person।who receive as salary from public fund they should obey the government rule
24 barsa ra kala karnam dharaadijiba.
Bipin Bhai I like ur true and impartial talk
Detective nuhen dictator
👌👌👌👌👌
Mohan Majhi is not accepted by his own party members as a leader. He doesn't have the administrative capability to handle any situation. BJP has kept some pet dog types journalists to praise him. You are talking nonsense.
ନବୀନ ଚୋର। ନବୀନ ସରକାର ୫୦/୭୦ ପରିବାରର ନାୟ ଦେଇନାହାନ୍ତି ବିଜେଡି। ୧୫ ସିଟ ପାଇବା କଥା, ମାତ୍ର ଟଂକା, ମଦ, ପୋଲିସ୍ ଲଗାଇ ୫୧ କରିଦେଲେ ସେହି ପାଇଁ ନବୀନ ସରକାର ଧନ୍ଯବାଦ।
ମୂଖ କୁ ପାଠୁଆ କେମିତି ମାନିବେ
Tu magia ratire video kn pain karuchhu. Tate bhala bhabare jana rajya shasana taku tike bujei debu. Au thare jadi emiti ratire video Kariba to ghare jai maribi . Jaha karantu tanku karibaku diantu tome bjd dala pachhare kukuranka pari bulutaha
Sundar upasthapana. Aage badho.... @adhikakatha