RI ପରୀକ୍ଷାର୍ଥୀଙ୍କ ଆଖିରେ ଲୁହ ,କାନ୍ଦି କାନ୍ଦି କହୁଛନ୍ତି ଦେଢ଼ ଘଣ୍ଟା ନଷ୍ଟ କରିଦେଲେ ଆଉ ଦେଢ଼ଘଣ୍ଟାରେ କଣ କରିବି

Поділитися
Вставка
  • Опубліковано 17 лис 2024

КОМЕНТАРІ • 411

  • @drsenapatiscbmch4672
    @drsenapatiscbmch4672 Місяць тому +80

    ମୁଁ Dr Shiba Prasad Senapati ବର୍ତ୍ତମାନ୍ scb medical College and hospital Cuttack ରେ surgery resident dr ଭାବେ କାମ କରେ, ମୁଁ mbbs ପାଇଥିଲି 2011ରେ through odisha JEE exam. ସେହି exam re kichhi pila 8-10 lakh tanka ଦେଇକି exam ନ ଦେଇକି govt medical College re seat ପାଇଥିଲେ. ମୁଁ ଜାଣିବାରେ ପ୍ରାୟ 15-20 ପିଲା ସେମିତି ପାଇକି ଏବେ doctor achhanti. ମୁଁ ଏବଂ ମୋର ଅନେକ ସାଙ୍ଗ ମାନେ ଏସବୁ କଥା ଜାଣିଛନ୍ତି,ସେଇ ପିଲା ମାନଙ୍କୁ ମଧ୍ୟ ଆମେ ଭଲ ସେ ଜାଣିଛୁ. ଏବେ different hospital re kama karuchhanti as doctor. Odisha re sabu ସମ୍ବବ.2011 ମସିହାରେ govt mbbs seat ମାତ୍ର 450ଟି ଥିଲା, ସେଥିରେ b ghotala. ବହୁତ୍ ଗୁଡ଼ିଏ exam re emiti corruption ଚାଲିଛି. ଭଲ ପିଲା job ru ବାଦ୍ ପଡୁଛନ୍ତି.All should condemn this type of act.The concerned persons should be punished strongly.

    • @sabitadebatah7497
      @sabitadebatah7497 Місяць тому +5

      Sir mu jane junior teacher aspirant ama line re b seya heichi 10 lakh re post bikri heichi

    • @Akm12513
      @Akm12513 Місяць тому +3

      Karma always return sir

    • @jesslysharma6835
      @jesslysharma6835 Місяць тому +1

      Sir ei guda kauthi paisa deiki hue kuhatu na 😂

    • @drsenapatiscbmch4672
      @drsenapatiscbmch4672 Місяць тому

      @@Akm12513 yes

    • @bikashranjan789
      @bikashranjan789 Місяць тому

      Jami biki job paibi​@@jesslysharma6835

  • @kanhucharan143
    @kanhucharan143 Місяць тому +93

    Total exam cancel karajau
    Re exam karajau
    Au abhali exam centre mananku blacklist karajau

  • @badrinarayanmadala2943
    @badrinarayanmadala2943 Місяць тому +122

    Osssc ର chairman ku ଚୋପଲ ମାଳ ପକେଇକି road ରେ ବୁଲେଇବା kotha.. ପିଲାଙ୍କ future ସହ ଖେଳୁଛି sola..

    • @NARESHKUMARDALAI
      @NARESHKUMARDALAI Місяць тому +7

      Ye maa gihe nku pita

    • @UmakantaMirdha-b2h
      @UmakantaMirdha-b2h Місяць тому +5

      Cmt kam nuhe bhai ate pila apply kari chhanti kintu rally ku matra 150 pilaa tar parinam Amit heba

    • @bsoren1743
      @bsoren1743 Місяць тому +1

      Future sahita kheluchanti yemane..

    • @ABHIREACTION002
      @ABHIREACTION002 Місяць тому +2

      Cm b ethire a6i...a paryanta chup a6i😂😂😂mohan majhi...😂

    • @swarnasamal1923
      @swarnasamal1923 Місяць тому +2

      Thik

  • @pkbably6717
    @pkbably6717 Місяць тому +40

    Online ପରୀକ୍ଷା କରି technical problem କହି ପିଲାଙ୍କୁ ଠକୁଛନ୍ତି

    • @defenc143
      @defenc143 Місяць тому

      SMIT berhampur re Kain technical issues haunahi ta ....mag hack center re hi issu hauchi...jauthi technically Issu sethi currpution

  • @soumyaranjanmohapatra7933
    @soumyaranjanmohapatra7933 Місяць тому +30

    ଏ ମାଘିଆ ବୁଢା ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ।। ୟାକୁ suspend କର

  • @jiturockez8572
    @jiturockez8572 Місяць тому +41

    ତା ମାନେ ଆଗରୁ ଖେଳୁଥିଲ..... ତମ ପୁଅ ଝିଅ ହୋଇଥିଲେ..... ତମ ପିଲାମାନକର କଣ ଅଛି ତମେ ତ ପଇସା ଦେଇ ଚାକିରୀ କରିବେ..... ସବୁବେଳେ ଏମିତି ହେଲେ କହିବେ ସର୍ବର ଡାଉନୁ... OMC ରେ ମଧ୍ୟ୍ୟ ହୋଇଥିଲା

    • @er.chaitanyaprasadmurmu6619
      @er.chaitanyaprasadmurmu6619 Місяць тому +2

      Sasta centre re exam koreile amti hebo TCS tata company ro Ion digital exam koreile tankor kebe ebe jaye server issue heini bank exam korouchi ion digital kebe service issue ebe jaye heini.

  • @brajakishoremohanty3930
    @brajakishoremohanty3930 Місяць тому +37

    ସେଣ୍ଟର୍ ଚାର୍ଜ ରେ ଯେଉଁ ବ୍ୟକ୍ତି ଥିଲେ ସେ ଉପରିସ୍ଥ ଅଫିସରଙ୍କ ସହିତରେ କଥା ହୋଇଜନାଇଛନ୍ତି କି? ସର୍ଭର ଡାଉନ୍ କୌଣସି ରେକର୍ଡ ରଖିଛନ୍ତିକି?

  • @Asuchhi_Mo_Kalia_Suna
    @Asuchhi_Mo_Kalia_Suna Місяць тому +57

    ଓଟିଭି ରିପୋର୍ଟର - ସେ ଝିଅ କାଇଁ କାନ୍ଦୁଛି 😂😂😂

    • @ashwinisahu6584
      @ashwinisahu6584 Місяць тому +12

      Exam thik se deinathiba bodhe 🎉🎉🎉

    • @sanjeebbagh4217
      @sanjeebbagh4217 Місяць тому +13

      ରାତି ଦିନ ପଡ଼ିଥିବ କଷ୍ଟ କରି ଦେଡ ଘାଣ୍ଟ ବେକାର ହେବ ତାହା ହେଲେ ସେ କଣ କାନ୍ଧିବ ନାହିଁ କି
      ବେକର୍ ସରକାର୍ ଛି ଛି BJP

    • @suryakantamishra-p2t
      @suryakantamishra-p2t Місяць тому

      ​@@ashwinisahu6584banda na bedha chuaa chura

  • @narenmajhi8089
    @narenmajhi8089 28 днів тому +1

    ପିଲାଙ୍କ ସାଙ୍ଗରେ ଖେଳିଛନ୍ତି ଆଉ କହୁଛି ଆମେ ପିଲାଙ୍କ ଭବିଷ୍ୟତ ସହ ଖେଳିବାନି କହୁଛି ହାରାମ୍ ଜାଦା

  • @Vinood900
    @Vinood900 Місяць тому +14

    OSSSC ଅଧ୍ୟକ୍ଷ ଜଣେ ନିହାତି ନିର୍ଲଜ ହେଇ ଥିବେ ନ ହେଲେ ପରମ ଲାଞ୍ଚ ଖିଆ ଅଫିସର ହେଇଥିବେ। Exam centre ହେବା ପାଈଁ କିଛି criteria ଥାଏ। ମନ ଇଚ୍ଛା କଣ ଦୋକାନ ଘରେ exam Centre ହେଇ ପାରିବ। ଉଚ୍ଚ ଶିକ୍ଷା ମନ୍ତ୍ରୀ ଏ ଚାପୁଡ଼ା ତମକୁ କେତେ ଦିନ ଆଉ Hangover ରେ ରହିବ। କିଛି କାମ ବି ଜାଣିଛ ନା ନାଁ କୁ ମନ୍ତ୍ରୀ ହେଇ ଯାଇଛ। ବହୁତ ଭାଷଣ ଦଉଥିଲ ଏବେ ଲୁଚି କି ଅଛ କଣ ପାଈଁ। ପରୀକ୍ଷାର୍ଥୀ ଙ୍କ ସହ ଆଉ କେତେ ଦିନ ଅନ୍ୟାୟ ଚାଲିବ।

  • @SamanathKhara-vv5wy
    @SamanathKhara-vv5wy Місяць тому +1

    ଓଡିଶା ରେ, ନିୟମ କାନୁନ ବୋଲି କିଛି ନାହିଁ ତେଣୁ ଛାତ୍ର ଆନ୍ଦୋଳନ କରିବା ନିୟାତି ଜରୁରୀ ଯେମିତି ବାଂଲାଦେଶ ରେ ହେହିତିଲା ଓଡିଶା ରେ ମଦ୍ୟ ହେବାଦରକାର, osssc କୁ ଆମେ ସମସ୍ତେ ମିଶିକି ପାଣି ପିୟାହିବା, ଏମାନେ ମହାତ୍ମାଗାନ୍ଧୀ ହେଲେ ଆମେ ନାତୁରାମ ଗୋଡ଼େ ହେହିକି ମାରିବା

  • @brundabanmaharana3984
    @brundabanmaharana3984 Місяць тому +8

    * ଆର ଆଇ ,, ଚାକିରୀ ହେଉଛି ,,,
    ଏକ ଘୁହ ଖିଆ ଚାକିରୀ,,,,ଛି,,,
    ମୁଁ ଏକ ଜାଗା କିଣିଲି,,,,ମୋତେ ସେହି ଜାଗାର,, ଆର ଆଇ,, ହଜାରେ ଟଙ୍କା ଲାଞ୍ଚ ମାଗିଲା,,,ମୁଁ ଦେବାକୁ ବାଧ୍ୟ ହେଲି,,,
    କାରଣ,,,ସିଏ ମୋର ଦସ୍ତାବିଜ୍ କାଗଜର ନମ୍ବର କୁ ଖରାପ କରିଦେଇ ପାରେ,,,,

  • @rraitaofficial4037
    @rraitaofficial4037 Місяць тому +13

    ଓଡିଶାର ସମସ୍ତ ଛାତ୍ରଛାତ୍ରୀ ଆଉରି ସରକାର change କରିବାକୁ ପଡିବ...

    • @ramakantarout2484
      @ramakantarout2484 Місяць тому +1

      Hello this exam is conducted as per policy of old government agreement with agency not by current government

    • @sudhakargaranayak5349
      @sudhakargaranayak5349 Місяць тому

      Exam is conducted by old govt not current govt....

  • @ranjankumarmohanta2003
    @ranjankumarmohanta2003 Місяць тому +21

    OSSSC ର ଚେୟାରମ୍ୟାନ ଙ୍କୁ ଫାଶୀ ଦିଆଯାଉ .... ଓଡ଼ିଶା ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ....🙏🏻🙏🏻🙏🏻🙏🏻🙏🏻 ପିଲାଙ୍କ ଭବିଷ୍ୟତ ସହ ଏମିତି ଖେଳୁଛ କୁକୁରମାନେ ତମ ବଂଶ ବୁଡିଯିବ ....

    • @surajmeher4836
      @surajmeher4836 Місяць тому +1

      1 number Katha kahila Bhai

    • @mahii..8228
      @mahii..8228 Місяць тому

      Bhai jau kasto hauchi student mananku.... Emane bass AC re basi maza nebe au paisa re bikri hei kahibe, server issues....

  • @TIKASoren-tq6gl
    @TIKASoren-tq6gl Місяць тому +2

    ନିଟ ଘୋଟଲା ଯେମିତି ହେଲା, ଏଇଟି ବି ସେହି ପ୍ରକାର ଘୋଟଲା ହେଲା, ନିଟ ଘୋଟଲା ରେ ଧର୍ମେନ୍ଦ୍ର ପ୍ରଧାନ ଥିଲା, ଏଇଟା ରେ ଆଉ କେ ପ୍ରଧାନ ଥିବ ସେଥିପାଇଁ ଓଡିଶା BJP ସରକାର ହିଁ ଦାୟି,

  • @BiswanathPanda-d6n
    @BiswanathPanda-d6n Місяць тому

    ଏ ଭଳି ପରୀକ୍ଷିକ ଯଦି ସେଣ୍ଟର ରେ ରହିବେ ତେବେ ଦୁର୍ନୀତି କୁ ନିମନ୍ତ୍ରଣ କରି ଆଣୁଛନ୍ତି ଏଥି ପ୍ରତି ସରକାର ଦୃଷ୍ଟି ଦେବା ନିହାତି ଦରକାର ନହଲେ ସ୍ୱଚ୍ଛତା ରହିବନି !

  • @sanjuktamahanta5753
    @sanjuktamahanta5753 Місяць тому +52

    Online re problem houchhi to offline re exam kalani kan pai 😡

    • @Asuchhi_Mo_Kalia_Suna
      @Asuchhi_Mo_Kalia_Suna Місяць тому +2

      Offline କଲେ ଆମେ କେମିତି hack ରେ ପାଇବୁ 😂

    • @subashchandramajhi6561
      @subashchandramajhi6561 Місяць тому

      Right

    • @bikashranjan789
      @bikashranjan789 Місяць тому

      offline re ta question leak hei jiba

    • @sanjuktamahanta5753
      @sanjuktamahanta5753 Місяць тому

      @@bikashranjan789 gotie dinore hi ofline exam karagole question paper leak kuadu hebo. Aau jodi leak heibi jauchhi to se 100℅ answer key mone to rakhi pariboni na ! Sethi pai se copy kariba pai try to karibo na, aau se copy karuthiba time re baki student kan bhakua heiki taku dekhuthibe na kan? Complean karibany ki?

    • @bikashranjan789
      @bikashranjan789 Місяць тому

      @@sanjuktamahanta5753 mu ta sabu mane rakhi debi answer sheet

  • @anilbagh6029
    @anilbagh6029 Місяць тому +1

    ମୋହନ ସରକାର ଏମାନଙ୍କୁ ବହିଷ୍କାର କରାଯିବା ଦରକାର,

  • @Sona44-c1t
    @Sona44-c1t 23 дні тому

    Online exam ବନ୍ଦ କରାଯାଉ offline exam କରାଯାଉ🙏 online exam ରେ ବେସୀ ଗଡବଡ଼ ହେଉଛି😢

  • @GkguruRoyal
    @GkguruRoyal Місяць тому +63

    1 lakh pila aasa osssc office aau chairman ku jaalli dei aasiba.

    • @bijayakumardehury8834
      @bijayakumardehury8834 Місяць тому +6

      Total chairman ra paribar ku jaleiba

    • @GkguruRoyal
      @GkguruRoyal Місяць тому

      @@bijayakumardehury8834 Thhik katha.

    • @debasishpanda3825
      @debasishpanda3825 Місяць тому +1

      Pagala na kana sethipain chakiriii darkar sabu tama mannkuuu Manisha mariba sesare patha padha mana dei chakiriii miliba namilile chasa kara , business kara tanka Rojagara pain bahut bata achiii hele kahaku mariba katha uthanii

    • @GkguruRoyal
      @GkguruRoyal Місяць тому +4

      @@debasishpanda3825 Sunn Amiti pila nka future saha kheliba looka kou terrorist thhu bi kam nunha. Se mari jiba vala.

    • @bsn8527
      @bsn8527 Місяць тому

      ​@@debasishpanda3825Question Gotie time re Chaliba Au Band haba Katha ...Kintu Center Bala Jetebele nai Sete ele Question Chalei Paruchanti mane...Sei Sanstha upore Kan Bharasa Rahiba???😡😡Sei Sanstha ku Exam Dituo OSSSC deichi...Aji Nuhe Bahut Turcher heleni pila...Agaru Emiti Kahi nathile Ebe Kahuchanti..Nihati Setiki Kasta heichi😡😡

  • @swastiprasaddas5508
    @swastiprasaddas5508 Місяць тому

    ଆଜ୍ଞା, ଏ କ'ଣ ଅଧିକାରୀ ଆଉ ବ୍ୟବସ୍ତା କେତେ ଖରାପ ହୋଇଗଲାଣି! ଏକ ଛାତ୍ରୀ ର ଭବିଷ୍ୟତ ଜାଣିଶୁଣି ନଷ୍ଟ କରାଯାଉଛି, ଅଧିକାରୀଙ୍କ ମାନବିକତା ଆଉ ଏକ ପରୀକ୍ଷା ର ପୋର୍ଟକଲ କଣ ହଜିଗଲା. ବିଭାଗ ପୁରା ଦାୟିତ୍ୱ ନେଇ ପିଲାଙ୍କୁ ନ୍ୟାୟ ଦିଅନ୍ତୁ. ଆମ ଓଡିଶା ରେ ଏ ପ୍ରକାର ଅବବ୍ୟବସ୍ତା ପ୍ରଚୁର ବ୍ୟାପି ଲାଣି.

  • @rojalinsamal9561
    @rojalinsamal9561 Місяць тому +31

    ଡବଲ ଇଞ୍ଜିନ ଧମକା।

  • @keshrihans
    @keshrihans Місяць тому +15

    ଏ ବୁଡା ମିଛ କହୁଛି

  • @nareshbehera6824
    @nareshbehera6824 Місяць тому

    ଏବେ ପଲାଙ୍କ ଭବିଷ୍ଯତ ଆଉ ଖେଳିବାନି , ଆଉ ଖେଳିବାନି ଅର୍ଥ କଣ ?.ଆଗରୁ ଖେଳୁ ଥିଲେ ବୋଧ ହୁଏ

  • @Anantanaikananta
    @Anantanaikananta Місяць тому +18

    ସବୁ bjp ବାଲାଙ୍କ ପାଇଁ ହେଇଛି

    • @saisuryaofficial2552
      @saisuryaofficial2552 Місяць тому

      ତୋ ମା କୁ ପଚାରି ବୁଝିନେ 🤣🤣କୋଉ ବିଜେପି ଵାଲା ପେଲିକି ତୋତେ ଜନ୍ମ କଲା 🤣🤣

    • @lalithembram7294
      @lalithembram7294 Місяць тому +1

      To maa bia pain houchi

    • @Raunakroy1003
      @Raunakroy1003 Місяць тому +1

      Han

    • @suryakantamishra-p2t
      @suryakantamishra-p2t Місяць тому

      Andhabhakt nka gandi podila kichhi ta

  • @jhasketanpradhan602
    @jhasketanpradhan602 Місяць тому +9

    ସବୁ ଖେଳ ସରିଛି ନାଟକ ବାଜି ଲୋକ ଦେଖାଣିଆ

  • @bhagirathitarai9981
    @bhagirathitarai9981 Місяць тому

    ଧନ୍ୟରେ ବ୍ୟବସ୍ଥା

  • @HaraprasadRana-fm1uu
    @HaraprasadRana-fm1uu Місяць тому

    ସବୁ ଟଙ୍କା ର ଖେଲ ସାର୍ ପରୀକ୍ଷା ଦେଇ କିଛି ଲାଭ ମିଳିବ ନାହିଁ ସବୁ ସେଟ ହଇ ସରି ଜାଇ ଅଛି ସମସ୍ତ କୁ ଜଣା ନାମ କୁ ପରୀକ୍ଷା ଅଟେ

  • @dilongamango8184
    @dilongamango8184 Місяць тому +2

    ସବୁ off-line କର,,, ମୁଁ ବାଳ ପାଇଁ Onlline ରେ exam କରୁଛ.?? Onlline ମାନେ ସବୁଆଡ଼େ same server problem ରହୁଛି, ହେଲେ ସବୁବେଳେ ଆଡେ exam dele , ଏମାନଙ୍କର exam ଦେବାରେ server problem kmt ରହିଲା କୁହନ୍ତୁ.??

  • @SukmanHarijan-er6wl
    @SukmanHarijan-er6wl 5 днів тому

    ଯୀଶୁ ଖ୍ରୀଷ୍ଟ ଶାନ୍ତି ଦେଵେ

  • @haraprasadmahanta4657
    @haraprasadmahanta4657 Місяць тому

    ଯିଏ ପରୀକ୍ଷା ଦାୟିତ୍ଵ ବହନ କରୂଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଦରକାର

  • @sarbanigoswami5329
    @sarbanigoswami5329 Місяць тому +6

    High court re case koribaku podibo au kichi bata nahi

  • @Asuchhi_Mo_Kalia_Suna
    @Asuchhi_Mo_Kalia_Suna Місяць тому +32

    ମୋର ୧୦୦ଟା ques ଠିକ ଅଛି.. ଯାହା ହୋଉ ମୋର ସୁରୁଖୁରୁରେ hack ହେଇଗଲା.. ମୁଁ ଖାଲି ବସିଲି ମୋ computer ଆପେ ଆପେ ଚାଲିଲା... 😁
    ତୁମେ ମାନେ ଖାଲି exam ଦିଅ ଯିଏ ପାଇବା କଥା ପାଇବେ 😂😂

  • @m2study696
    @m2study696 Місяць тому +9

    ଏ ମାଗିଆ osssc ର ସବୁ ଭୁଲ୍

  • @Sidhantapradhan1
    @Sidhantapradhan1 Місяць тому

    ସରକାରର ଗୋଲାମ ଗୋଦି ମେଡ଼ିଆ ହିଁ ପଚାରୁଛନ୍ତି କଣ ହେଇଛି ବୋଲି ଆରେ ଭାଇ ତମେ ସିଧା ମୁଖ୍ୟମନ୍ତ୍ରୀ osssc ଙ୍କୁ ଯାଇକି ସମସ୍ୟା ଜଣାଉନ ପିଲାଙ୍କର ପରିଶ୍ରମ କେମିତି ନଷ୍ଟ ହେଉଛି

  • @ଲକ୍ଷ୍ମୀନାରାୟଣ

    ପିଲାଙ୍କ ଭବିଷ୍ୟତ ଆଉ ନାହିଁ....
    ସବୁ ଏ ରାଜ ନେତା ଙ୍କ ରାଜନୀତି ସାମ୍ନାରେ ବଳି ପଡ଼ିଯିବ....

  • @chinmayabiswal407
    @chinmayabiswal407 Місяць тому +2

    ସବୁ ମାଗୀହା ଏକ ସିଏ BJP ହଉ କି bjd

  • @abhiabhi2511
    @abhiabhi2511 Місяць тому

    Student ମାନେ ଗୋଟେ ବଡ଼ ଆନ୍ଦୋଳନ କରିଲେ ଜାଣିବେ ସରକାର

  • @girishchandrasahoo5391
    @girishchandrasahoo5391 Місяць тому +3

    Dhanya re Govt, dhanya tuma officer,dhanya tuma manegement.

  • @BibhisanTiriya
    @BibhisanTiriya Місяць тому

    ମୋହନ ସରକାରଙ୍କୁ ବଦନାମ କରୁଛନ୍ତି ଏଇ ଅଫିସର

  • @gopeshkumarbhoi4887
    @gopeshkumarbhoi4887 Місяць тому +12

    Offline re exam karuna kahin ki

  • @lipinabaral4327
    @lipinabaral4327 Місяць тому +1

    Off line exam haba darkar

  • @BiswaPradhan-x9o
    @BiswaPradhan-x9o День тому

    ସାର ଆପଣ ଖରାପ କହୁଛନ୍ତି

  • @pravakarmishra8813
    @pravakarmishra8813 Місяць тому

    Off line examination is more transparent than on line my views

  • @nyayabantaamat
    @nyayabantaamat 19 днів тому

    RI exam should be once again in all over Odisha

  • @rasmitarai2609
    @rasmitarai2609 Місяць тому +3

    Very sad….😢 Time ra mulya Kebala Jie prepare Karachi se janipariba

  • @lipinabaral4327
    @lipinabaral4327 Місяць тому +1

    Cansal karajau exam puni gote date diantu off line exam hau

  • @Diptimayeepandavloge
    @Diptimayeepandavloge Місяць тому +1

    ସଡ ଯନ୍ତ୍ର ଚାଲିଛି

  • @adityapani9065
    @adityapani9065 Місяць тому

    Jou sir, camera samna jaha kohuchhonti thik kahuchhanti...jaharo problem heichi taku bujho first re❤❤❤❤

  • @jaydhanraj8864
    @jaydhanraj8864 Місяць тому

    ସବୁ କରପଟେ ଡ ୟେଇ ଠାରେ । ସରକାର ୟେ ସବୁ ଙ୍କୁ ସସ୍ପେଣ୍ଡ କରି ଘରକୁ ପଠାଇ ଦେବା କଥା ।

  • @dillipkumarsahoo1133
    @dillipkumarsahoo1133 Місяць тому +8

    ଗଲା ହାତରୁ ଚାକିରି ଗଲା,(RI)😭 ଭଲ ଉପରି 2ପଇସା ମିଳି ଥାଆନ୍ତା 😭😭😭🤪🤣😂

    • @bijayamishra739
      @bijayamishra739 Місяць тому

      Bhai a samaya re ahuri dukha kahiki daucha😂😂😂

    • @SandhyaraniDas-yb4fq
      @SandhyaraniDas-yb4fq Місяць тому +1

      Hahaha 🤣🤣🤣

    • @dillipkumarsahoo1133
      @dillipkumarsahoo1133 Місяць тому +1

      @@SandhyaraniDas-yb4fq 🤪😂🤣 ଧନ୍ୟ ବାଦ ମେଡମ୍ 👍🫶👌

    • @SandhyaraniDas-yb4fq
      @SandhyaraniDas-yb4fq Місяць тому +1

      @@dillipkumarsahoo1133 are pilanka ra ye dukha time re majak karani 🙆‍♀️🤦‍♀️😂

    • @dillipkumarsahoo1133
      @dillipkumarsahoo1133 Місяць тому

      @@SandhyaraniDas-yb4fq ମୁଁ ଦୁଃଖିତ 🙏 😭😂 ଗୋଡ଼ ଆଉ ଚୁଡ଼ି ପିଟିକି କାନ୍ଦିବି ଯାଉଛି 😭😭😂🤪🤣

  • @saratpradhan2503
    @saratpradhan2503 Місяць тому +1

    The problem will not be solved by weeping.

  • @hrudanandaparamanik9416
    @hrudanandaparamanik9416 Місяць тому

    ଦୁଇ ଥର ପଦ୍ମ ଦୁଇଗୁଣ ବିକାଶ......

  • @trailokyabehera158
    @trailokyabehera158 Місяць тому

    Kou jaga aita

  • @anitamohanta6660
    @anitamohanta6660 Місяць тому +3

    Mu exam hin delini. Jibar subidha no thibaru

  • @gsentertainments5174
    @gsentertainments5174 Місяць тому

    First time in odisha

  • @jyotsnamayeebehera4388
    @jyotsnamayeebehera4388 Місяць тому

    All students are good but their examination not good due toserver down so facing problem

  • @bubulivlogs
    @bubulivlogs Місяць тому

    Online hau ki offline sabu thire problem

  • @purnasingh7201
    @purnasingh7201 Місяць тому +1

    The ExamShould be postponed in that Center

  • @PrabirPradhan-n1v
    @PrabirPradhan-n1v Місяць тому

    Why do not select good centers and reputed firms.

  • @BabaJCBBaba-e8w
    @BabaJCBBaba-e8w Місяць тому +1

    ଏମାନଙ୍କ ଗାଣ୍ଡିରେ ଫୁଟା ତେଲ ଢାଳି ଦିଅ ରେ,,,,, ସବୁ ଠିକ୍ ହେଇଯିବ,,,,😅😅

  • @MaaDuga
    @MaaDuga Місяць тому +2

    High court re peteson 7 days bhitore dakhol korajau stay hoijibo😮😮😮😮😮😮😮

  • @sarojkumarbehera273
    @sarojkumarbehera273 Місяць тому

    Se Sar aau OSSSC Exam Conduct karuthiba Chairman ku aaga Badantu then Jaha jaha..kn sabu chalichi odisha re..

  • @RakeshDas-es8vq
    @RakeshDas-es8vq Місяць тому +2

    Ki sarkar asila j sabuthire ghotala

  • @GkguruRoyal
    @GkguruRoyal Місяць тому +22

    Osssc Chairman saswat sabu corruption karuchhi money painm .Amiti small institutions ku cntr kari job bikri karuchhi.

    • @sishirrout9026
      @sishirrout9026 Місяць тому +1

      Right,emiti be gote institution re center heichi,apan Jani paribeni exam centre kouthi achhi boli

    • @AbinashSahu-ft2zm
      @AbinashSahu-ft2zm Місяць тому +1

      Saswat mishra most corrupted

  • @sujul2001
    @sujul2001 Місяць тому +1

    କରପସନ ସାରିଲେ ପରୀକ୍ଷା ହେବ

  • @litupradhan6200
    @litupradhan6200 Місяць тому

    Cancel the exam ri

  • @soumyaranjanmohapatra7933
    @soumyaranjanmohapatra7933 Місяць тому

    ମୋହନ ସରକାର କୁ ଅନୁରୋଧ ଯେ ଏଇ ସେଣ୍ଟର୍ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କର

  • @alekhnayak7523
    @alekhnayak7523 Місяць тому +13

    ତ banda ଟା ଡାଉନ୍ ହେଇଚି ନା

    • @gagen2903
      @gagen2903 Місяць тому

      Thki kahilo bhai

  • @Artitanty769
    @Artitanty769 28 днів тому

    Ofline exam sabuthu best thila 🥲👍

  • @sri1047
    @sri1047 Місяць тому +2

    ତମେ କେମିତି ଆଉଥରେ ପରୀକ୍ଷା କରିପାରିବ 😂😂😂

  • @satatchandramaharana2999
    @satatchandramaharana2999 Місяць тому

    A magical Ku madam darakar

  • @Mr.Funny.09
    @Mr.Funny.09 Місяць тому +1

    ଏ ସବୁ ଏ ରଙ୍ଗ ମିସ୍ତ୍ରୀ ସରକାର ର କାମ 👍🏻😂

  • @ramakantarout2484
    @ramakantarout2484 Місяць тому

    Bhai simply check cctv and clear doubt

  • @entertainmentandenjoyablevlogs
    @entertainmentandenjoyablevlogs Місяць тому +2

    Cancel kara

  • @Vinood900
    @Vinood900 Місяць тому

    ଏଇଟା କେଉଁ ସେଣ୍ଟର୍, ସେଣ୍ଟର ନା ଦୋକାନ ଘର, shutter ଲାଗିଛି। ଛି ଛି OSSSC। କେତେ ଆଉ ଦୁର୍ନୀତି କରିବ।

  • @cricketking2894
    @cricketking2894 Місяць тому +3

    Jie chakiri paiba se set hei jaichi. Tame sabu gharaku ja

  • @rajesh-jrcu
    @rajesh-jrcu Місяць тому

    Institute name kan

  • @pramodonimishra1908
    @pramodonimishra1908 Місяць тому

    ଟଙ୍କା ର କରାମତି

  • @tebitha1235
    @tebitha1235 Місяць тому

    RI alga conduct kra jau supervisor bi alga au sabu alga krajau emiti combine nhi ebong CBT mode re nhi writeen test heu

  • @swapnilraja1409
    @swapnilraja1409 Місяць тому

    😢😢😢 ସବୁ ଛୁଆ କାନ୍ଦିବେ

  • @45unknownguy
    @45unknownguy Місяць тому +2

    State re dui dui jan deputy CM kan karuchanti????

  • @aswinipradhan2237
    @aswinipradhan2237 Місяць тому

    ଏ ଶଳେ ଅଧାଖଣ୍ଡିଆ ନ୍ୟୁଜ କାବିଁକି ଦେଖାନ୍ତି ଥନ୍ଡା ତ ପିଇଲେ ଫାଇଦାରେ ରହିଲେ ଅସୁବିଧା କଣ

  • @ChandraBehuria
    @ChandraBehuria Місяць тому +1

    Bhai gote student conflict Kariba against government

  • @susilpanda4226
    @susilpanda4226 Місяць тому +2

    Ete jadi server problem heuche sabuade kai j online karucha exam full security re same time re offline exam Karbar katha

  • @sonuashutosh26
    @sonuashutosh26 Місяць тому +2

    3:23 yeh jimiti dakuchi jimiti bhitarey bhoji chalichi kaidei paleiba😂😂😂😂

  • @sibumohanta4936
    @sibumohanta4936 Місяць тому

    1.30 mint time. Setiki re answer deihouni ki. Semanko pain kn 3 ghanta debe ki.

  • @bashisthamahakur9287
    @bashisthamahakur9287 Місяць тому

    On line re extra time kauthu anibe sir

  • @PrabirPradhan-n1v
    @PrabirPradhan-n1v Місяць тому

    Why such type of farce?

  • @sakti6493
    @sakti6493 Місяць тому +6

    ସବୁ ମୋହନ ସରକାର କୁ ବଦନାମ କରିବା ପାଇଁ। ନବୀନ ବେଳେ ଏମିତି କାହିଁକି ହେଉନଥିଲା। ନବୀନ ଅଫିସର ମୋହନ କୁ ବଦନାମ କରିବାକୁ କାମ କରୁଛନ୍ତି।

  • @susant__21
    @susant__21 Місяць тому +1

    Jadi server down heochi tahele offline exam karaona

  • @SuniBhoi-js8it
    @SuniBhoi-js8it Місяць тому

    Reexam hau....offline

  • @DamayantiMohanta-kl2dd
    @DamayantiMohanta-kl2dd Місяць тому

    This is the education system of odisha😢

  • @brahmanandaroul3193
    @brahmanandaroul3193 Місяць тому

    OSSSC ର ଚାଲବାଦୀ ଧରାପଡୁଛି, NEET ଭଳି OSSSC ରେ ଚାଲିଛି l

  • @dkishan-mi5cq
    @dkishan-mi5cq Місяць тому

    Fully actions for osssc chairman

  • @priyabratmajhi291
    @priyabratmajhi291 Місяць тому

    This is a crime

  • @kandramajhi7555
    @kandramajhi7555 Місяць тому

    Sabu exam offline korajau

  • @BabluBhoi-b1c
    @BabluBhoi-b1c Місяць тому

    Leak kara jauchhi questions server down naa re

  • @funnyy9120
    @funnyy9120 Місяць тому

    ମଘିଆ ଏତେ ଅବ୍ୟବସ୍ଥା osssc ର,ଛି ମଘିଆ,ପାଠ ନ ପଢ଼ିବାର ଥିଲା,କିଛି ବି ଠିକସେ ଚାଲୁନାହି,exam ଠିକସେ ହେଉନାହିଁ,ରେଜଲ୍ଟ ରେ ହେରଫେରି,,question ଲିକ୍,computer hack,ଛି ଯାଉଛି ak 47 ଆନିକି କେତେ ଜଣ ଙ୍କୁ ମାରିଦେବି osssc ରେ atom bomb ପକେଇଦେବି , ତାପରେ ଯାଇକି ସମସ୍ତେ ଚେତିବେ

  • @SusantaKumarpattayat
    @SusantaKumarpattayat Місяць тому +2

    Bjd ନିତି ଛାଡି ନାହିଁ