Naveen Patnaik Out, VK Pandian Jailed for Corruption in Odisha । The Politics Odia
Вставка
- Опубліковано 14 жов 2024
- #୨୦୨୯ରେ_ନବୀନଙ୍କୁ_ହେବ_୮୨
ନବୀନ ପଟ୍ଟନାୟକ ଆଉ କେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ , ଦୁର୍ନୀତି ମାମଲାରେ ଜେଲ ଯିବେ ଭି.କେ ପାଣ୍ଡିଆନ୍ #pacharuchhiodisha #thepoliticsodia #bjpodisha #mohanmajhi #naveenpatnaik #vkpandian #pranabprakashdas
Watch the latest update on Naveen Patnaik's downfall and VK Pandian's corruption charges in Odisha. Stay updated with the latest news from Cuttack, Berhampur, and Rourkela on The Politics Odia!
Stay tuned to uncover the latest political scandal in Odisha as Naveen Patnaik steps down from his position, leaving VK Pandian to face charges of corruption and possible imprisonment. Watch as the power dynamics shift in the state and the repercussions of this shocking turn of events unfold. Don't miss out on this gripping tale of politics and justice. Subscribe now for more updates!
Naveen Patnaik, VK Pandian, Corruption, Odisha, Scandal, Politics, Bribery, Arrest, Jail, Investigation, Fraud, Misconduct, Government, India, CBI, Enforcement Directorate, Money laundering, Kickbacks, Nepotism, Scam.
The Politics is Odisha's leading news and current affairs Digital channel. Odisha's No1 media house. Get the latest Political News, Breaking News, Trending politics, Debate, current affairs, entertainment, technology, and health updates from The Politics Odia. News Editor Sunil Jena.
For the latest Odisha News Follow us:
Website:- www.thepolitic...
Instagram:- / thepoliticsodia
Facebook:- / thepolitics.live
Twitter :- / thepolitics13
#thepoliticsodia #OdiaNews #OdishaNews #LatestOdiaNews #BreakingNewsOdisha #OdishaUpdates #OdishaPolitics #OdiaEntertainment #OdishaSports #OdishaWeather #OdishaBusiness #BhubaneswarNews
#CuttackNews #PuriNews #RourkelaNews #BerhampurNews
Naveen out
ଗର୍ବ ଓ ଅହଂକାର କୁ ଜଗନ୍ନାଥ ଭାଙ୍ଗି ଦେଲେ ।
ତମେ ଯୁଆଡ଼ୁ ଟଙ୍କା ପାଇଲ ତାକୁ ଟେକିଲ😂😂😂😂😂😂😂😂😂😂
ଦିନେ ପାଣ୍ଡିଆନ ପେଳ କୁ ଚାଟୁଥିଲ
NARKA PAIN BJD SABU KAMA KARICHI.
"ଲଙ୍କା ରେ ହରି ଶବ୍ଦ " ଆଶ୍ଚର୍ଯ୍ୟ !
Is BJD corrupption mince? .
Good news
ବିଜେପି ସରକାର ଏ ନିଉଜ ବାଲାକୁ
କିଣି ନେଇଛି ଭଲ ବିଜେପି ରେ ଗୁଣ ଗାନକରି ବାରୁ ଧନ୍ଯବାଦ ବହୁତ ସୁଦର
ଦାନ୍ତ ଚିପି ନିଠେଇ କଥା କୁହନ୍ତୁନି।
ସାହସ ତ ଆପଣଙ୍କର ଅଛି।
ବହୁତ ଯୋଗ୍ଯ ଆପଣମାନେ।
ଏବେ ସରକାର ଆପଣଙ୍କର ।
ମିଷ୍ଟର ଭୈରବ କାର୍ତିକେୟ ପାଣ୍ଡିଆନ ଙ୍କ ଭ୍ରଷ୍ଟାଚାର ଖୋଳି ତାଡି ବାହାର କର।
ବାନ୍ଧିବା କଥା ତ ବାନ୍ଧ।
ଚଙ୍ଗୁ ମଙ୍ଗୁ ଏବେ ବି confuse ହେଉଛନ୍ତି କାହା support ରେ କହିବୁ ବୋଲି
ଧନ୍ୟରେ ଚଙ୍ଗୁ ମଙ୍ଗୁ 😂
ନିର୍ଲଯ୍ୟା ଓ ଭୀରୁ କାପୁରଷ ମିଡିଆ ବାଲା, ତମେ ଏ ପ୍ରସ୍ନ ନବୀନ ପଟନାୟକଂକୁ ପଚାର! ନବୀନ ନିଜେ କିଛି କରି ପାରନ୍ତି ନାହଁ, ସେ ଓଡିଆ ଲୋକଂକୁ ବିଶ୍ବାସ କରନ୍ତିନି ତେଣୁ ପାଣ୍ଡିଆନ କୁଂ ଧରି କାମ ଚଳାଉଛନ୍ତି, ଯଦି ତମର ସତ ସାହାସ ଅଛି ଏ ପ୍ରସ୍ନ ନବୀନଂକୁ ପଚାରୁନ କାହିଁକି?
2029 re Masika bharta miliba 3200 jota BJP bharta deuthiba
Data achi na gapucha asiki
ଖାଲି ଓଡିଶା ପାଇଁ ସପନ ଦେଖିଥିଲେ ବିଜୁ ବାବୁ ତାକୁ ସାକାର କରୁଥିଲେ, ଶଙ୍ଖ ଵାଲା,, ସ, ଓଡିଶା ଲୁଟୁଛନ୍ତି ଚବିଶ ବର୍ଷ, ଓଡ଼ିଆଙ୍କ ସରଳତାର ସୁଯୋଗ ରେ, ସେଥିପାଇଁ ଓଡିଶା ବାସୀ ସଜାଗ ହେଇଗଲାଣି ଆଉ, ନୁହେଁ,
ଶଳା ପଇସାଖିଆ... ମୁଣ୍ଡବିକା ତମ କୁ ଦେଖେ କିଏ
Naveen Patnaik ku lajya laguni, again power ku asiba chhi,chhi, tada khai ki asiba
pandian ku nuhe navin ku kara arrest
Thank u sir.Beautiful Analysis both of you.
ଧନ୍ୟବାଦ
@@thepoliticsodia. Biju patnaik nku bharat ratna upare gote news karantu.
Nabeen ko pehele jailmaydako
ମହାଶୟ, ଆଜି ଯାଏଁ ଭାରତ ରେ କେତେ ନେତା ଓ କେତେ IAS ଅଧିକାରୀ ଦୁର୍ନୀତି ପାଇଁ ଦଣ୍ଡିତ ହେଇଛନ୍ତି ଟିକେ କହିବେ ? ଲାଲୁ ଯାଦବ କେବଳ ଜଣେ ବ୍ୟତିକ୍ରମ। ହେଲେ କ'ଣ ହେବ? ଏବେ ମଧ୍ୟ ଗୋଟିଏ ରାଜନୈତିକ ଦଳ ର ସଭାପତି ଭାବେ ସଗର୍ବରେ ଭାରତ ସାରା ବୁଲୁଛନ୍ତି । ଆମ ଦେଶରେ ଦୁର୍ନୀତି ନିରୋଧ ଆଇନ୍ ବଡ଼ ଦୁର୍ବଳ । ତେଣୁ ଏପରି କପୋଳ କଳ୍ପିତ କାହାଣୀ ର ମିଛ ଅବତାରଣା କରି ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁ।
ସମୟ ଆସିଗଲାଣି ଆଉ ବେଶି ବିଳମ୍ବ ହେବନାହିଁ। ସରକାର ତାଙ୍କର ସୁରକ୍ଷା କବଚ ପ୍ରସ୍ତୁତ କରିସାରିଲା ପରେ ଅସଲ ଖେଳ ଆରମ୍ଭ ହେବ ।
Bjp must take strong actions against pandu. Thanks for your analytical presentation.
ଫୁଲ ବକ ବାସ ବନ୍ଦ କର 🥱🥱🥱
ବାକଟ ଗୋଳିଆ
କିଛି ହେବନି। 26000 କୋଟି ମାରିଲେ ଭି ଏଠିକାର Britania law ପଢ଼ି Barister ହେଇଥିବା ଓକିଲ ମାନେ Bail nei ଆସିବେ। ୟେ ଦେଶ କୁ ଜୁହାର। ୟାଙ୍କ ନେତାଙ୍କୁ ଜୁହାର। ଏବଂ 4pillers ସମ୍ବାଦପତ୍ର ଙ୍କୁ ମଧ୍ୟ ଯିଏ 24 ବର୍ଷ ପରେ ମୁହଁ ଖୋଲନ୍ତି । ବୋଧହୁଏ ସରକାର ନ ବଦଳିଥିଲେ news ବାଲା ମଧ୍ୟ ବାଟ
ଓଗାlଳୀ ନ ଥାନ୍ତେ। ଧନ୍ୟ ହୈ ତମ
4 ସ୍ତମ୍ୱିୟ ବାଳତନ୍ତ୍ର।
ଅରେ ତମେ ଦୁଇଟା ପାଣ୍ଡିୟାନର ଗୁଣଗାନ କରୁଥିଲ।ଏବେ ପାଣ୍ଡିୟାନଙ୍କୁ ବିରୋଧ କରୁଛ।
ସେଇ କଥାତ। ଏ ଦିଟା ସେଇ ନା ଆଉକିଏ?
Pandian ku arrest kara
ଶଳେ ତମର କେତେଟା ମୁହଁ
Bjd,maghiaknu,laja,saram,nahini
ମାଗିଆ ଚାନେଲ
Tame rajaniti kariba
Hanu marrila bele sata khaila
Bijubabunka pua boli 24 barsh rahile,prakutare nabin odianku bahut niyuna bhabanti.
What corruption done by Non Odiya IAS & IPS Officer in Odisha since 24 years with join hands with BJD.
Kelekarisarakaranabenapatanayaka
U have no issue except Pandian who has out of picture now. Don't waste ur valuable time.Ur channel is giving importance to that person.
Nabin mehentara hebaku upjukta ki?
Right sir ❤
ଧନ୍ୟବାଦ
ବେଧ ଛୁଆ ମାନଙ୍କୁ ଆପଣ କୁହାଯାଏ ନାହିଁ
Dadanta hoithile hoi sarithantani, e parjyant nathant, kichhi karibani BJP karan vairabh pandian jogun BJP jitichhi
When will he be jailed?
Only CBI enquiry needed for pandu and associates
Kedarnath re 228kg Sona chori upare gote bi hau
Nabin sipathy re c m thile se kan rajnite karib
Right bro.
Agaru ta kn piuthala 2 ta pandiank ku abe kn heichidelani paisa ki
Balona
Not only Pandian , Naveen Patnaik is one Dakayat sardar who stolen all khani , panni,Bali, and Ratna.etc. from Odiiisha.
munda 2 janakaro kama karuni
Mangu/pangu
Kaha chhta re olta
Katha helani
Yemiti kahi Bjd
Ku tali talanta kari
Kichhi habani. Top level it is settled. Son of Amit and Pandu are partners in business. You only talk like this and try to increase your trp
ନବିନ, ସରକାର, ଓଢିଶାରେ, ନହେଲେ, ମୁ, ମରିଜିବୀ, ୨୯ରେ, ନବିନ, ସାର୍, ହବ,
Naveen no hele bjd re au Kia hebe cm apon nku ate thinta kahiki Kia cm he bojai nabeen
😂😂😂😂😂 କଣ ନଶୁଣିଲା କାନ ।
pagala 2 jana
Faltu katha
ପାଣ୍ଡିଆ ଆମର ଯୋଇଁ ପୁଅ, ତାର ବଳ କିଏ ଓପଡ଼ିବ ଦେଖିବା ତାର କିଏ କଣ କରିବ
ପାଣ୍ଡୁ ତ ସମସ୍ତଙ୍କ ଜ୍ୱାଇଁ.... ଶଳା ଚୋର
ପାଣ୍ଡୁ ଆସନ୍ତା ନିର୍ବାଚନ ରେ ଜିତି ଯାଉ ଆଉ ଆମକୁ ଶାସନ କରୁ,,,,ତାହା ଆମ ଓଡ଼ିଶା ବାସୀ ଅନେଇକି ବସି ଛନ୍ତି,,,
Arebhai bad bad kath adau beshikuhani kaanchhodiba katha chhodile janapadiba tumar power kete
He alone is not to blame ,his wife too.However ,he appears to be under protection,so no arrest is possible in 5 years...
Tame duijana kou dala ra age kiha
Nabin patnayak kar kehi chhodi parbeni
aapana karo brain kama karuni
Aita kan nua katha
Dalalchalan
Nabin pandian nanadharile tama khadya hajam heuni mohan sarkar babadare news paribeshan kara kete Dina padachata hoi rahiba
Mani Baku padiba tuma 2 janku
Mohan Majhi ajogya cm BJP ra micha pratisruti ku odissa Janata bujhileni BJP hatao odissa bachao
Your God is Pandian & Super God is Nabin.Thank you.
Egura ra mg chanal kale bjd aje bjp
Amar।darakar nabin।sarakar
Nabin,houchi,barana,sankar,pila
Jadi yeha thhik kathha huye .bjp au kebe odisa re jiti paribani
ଗୁସୁରୀ ଗୁହ ଖାଉଛି
ଏମିତି social ମେଡିଆରେ ଭୁକୁଥିବ, ନା ସତରେ କିଛି action ନେବ ନୂଆ ସରକାର ।