How Different Are The Former CM And The Present CM ? || EP 15 || Podcast With Odisha CM Mohan Majhi

Поділитися
Вставка
  • Опубліковано 8 лис 2024

КОМЕНТАРІ • 7 тис.

  • @nitish47
    @nitish47 4 місяці тому +35

    Thnak you argus channel to meet our new Cm❤❤

  • @cineworld2322
    @cineworld2322 4 місяці тому +137

    ଓଡ଼ିଆ ଭାଷାରେ ମୁଖ୍ୟମନ୍ତ୍ରୀ ଙ୍କ ଭାବପୂର୍ଣ୍ଣ ଆଲୋଚନା, ବହୁତ୍ ଖୁସି ଲାଗିଲା ... ଆମେ ଓଡ଼ିଆ ଭାରି ବଢିଆ , ଆଗକୁ ବଢନ୍ତୁ sir.. ସାରା ଓଡ଼ିଶାବାସୀ ଆପଣଙ୍କ ସାଥିରେ ଅଛନ୍ତି ...🙏👍

    • @KrushnaChDalai
      @KrushnaChDalai 4 місяці тому

      Besi katha kuhani majhi babu.... Kama kara...

    • @nareshbariha5132
      @nareshbariha5132 4 місяці тому

      ଭଲ କାମ କଲେ ସାଥୀରେ😊 ହେନ୍ତା ନି ହେଲେ ଚଠା ମାନେ ପଛେ ଥିସନ 😂😂😂

  • @odiabloggersandhya1187
    @odiabloggersandhya1187 4 місяці тому +194

    ସାର ଆପଣ ଜଣେ ଖୋଲା ହୃଦୟର ମଣିଷ ଆପଣଙ୍କୁ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ପାଇ ନିଜକୁ ଧନ୍ୟ ମନେ କରୁଛୁ 🙏🙏

  • @brundabanmandika5298
    @brundabanmandika5298 4 місяці тому +88

    ଅତି ସୁନ୍ଦର ଆଲୋଚନା କରିଥିଲେ ଆମ ମୁଖ୍ୟମନ୍ତ୍ରୀ ଆମେ ଏପରି ମୁଖ୍ୟମନ୍ତ୍ରୀ ପାଇଁ ଆମେ ଗର୍ବିତ।

  • @sarbeswarnayak3286
    @sarbeswarnayak3286 4 місяці тому +52

    ଖୁବ୍ ସୁନ୍ଦର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ....
    ଭଲ ଲାଗିଲା।
    ସେଥିପାଇଁ ଅଶେଷ ଧନ୍ୟବାଦ୍।
    ଜୟ ଜଗନ୍ନାଥ....

  • @rklhorortv3313
    @rklhorortv3313 4 місяці тому +478

    ଯେତେ ଶୁଣିଲେ ବି ଭାରି ଖୁସି ଲାଗୁଛି respected CM sir ଙ୍କ ମନ ଖୋଲା କଥା
    ଏତେ ସରଳ ଲୋକ ଟିଏ ମୁଖ୍ୟ ମନ୍ତ୍ରୀ ହୋଇ ପାରନ୍ତି
    Realy u are great sir ❤❤

    • @AkLion-s4q
      @AkLion-s4q 4 місяці тому +3

      Hn bala gote press conference aga rakahntu 1 yr pare ame janibu📌..amti godi channel ku interview re kichi labha nahi

    • @jaySriRam-z9p
      @jaySriRam-z9p Місяць тому

      ବାଣ୍ଡୁ ହେଇଚି

  • @bajuramsamad9009
    @bajuramsamad9009 4 місяці тому +161

    ବହୁତ ଭଲ ଲାଗିଲା ଏହି ଭଳି ମହାନ ନେତାଙ୍କର interview ନେଇଥିବାରୁ...ନୂଆ ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ

  • @rajdipmantri2282
    @rajdipmantri2282 4 місяці тому +264

    ଯାହା ହଉ ବହୁତ୍ ବର୍ଷ ପରେ ଆମ ମୁଖ୍ୟ ମନ୍ତ୍ରୀ ଙ୍କ ସହ ସିଧା ସଳଖ କଥାବାର୍ତ୍ତା ଶୁଣିବାକୁ ମିଳିଲା , ବହୁତ୍ ଖୁସି ଲାଗିଲା ❤❤❤

  • @prabhatkumardigal1402
    @prabhatkumardigal1402 4 місяці тому +183

    ଉଚ୍ଚ ହେବ ପାଇଁ କର ଯେବେ ଆଶା ଉଚ୍ଚ କର ଆଗ ନିଜ ମାତୃଭାଷା ଆମ ଓଡ଼ିଆ ଭାଷା କହି ପାରୁଥିବା ଆମ ଓଡ଼ିଆ ଭାଷା କହି ବୁଝି ପାରୁଥିବା ମୁଖ୍ୟ ମନ୍ତ୍ରୀ ଟିଏ ପାଇ ଆମେ ଆଦିବାସୀ ପରିବାର ବହୁତ୍ ଖୁସି ଜୟ ଜଗନ୍ନାଥ

    • @mrclassic6194
      @mrclassic6194 2 місяці тому +1

      Seithi pain ta bjp ru kehi musalman nahanti ,Bhai ku Bhai pari dekha

    • @was2zur-holle
      @was2zur-holle 11 днів тому

      A Bala katha kuhani

    • @mrclassic6194
      @mrclassic6194 11 днів тому

      @@was2zur-holle Kain kahile badhuchhi

    • @was2zur-holle
      @was2zur-holle 11 днів тому

      @@mrclassic6194 tu adivasi jungle re raha ,

    • @mrclassic6194
      @mrclassic6194 11 днів тому

      Mote first kaha tu mgh kau jugare banchuchhu

  • @anjalinayak2619
    @anjalinayak2619 4 місяці тому +73

    ମୁଖ୍ୟ ମନ୍ତ୍ରୀ ଙ୍କ କଥା ଶୁଣି ଖୁବ୍ ସୁନ୍ଦର ଲାଗୁଛି। ଏଭଳି ସୁନ୍ଦର ମଣିଷ ପଣିଆ ଥିଲେ
    ରାମ ରାଜ୍ୟ ହେବ ନିଶ୍ଚିତ

  • @ajitkumarnath6859
    @ajitkumarnath6859 4 місяці тому +205

    ଏତେ ସୁନ୍ଦର ଭାବେ ଖୋଲା ହୃଦୟ ରୁ ଏମିତି ମିଡିଆ ସାମ୍ନା ରେ କଥା ହେବା.. ସ୍ବାଗତ ଯୋଗ୍ୟ.. ମୋଦି ଜି ଙ୍କ selection ku salute.. ଏମିତି 24 ବର୍ଷ ରେ ଥରେ ବି Ex CM Nabin Patnaik loka kna Saha କେବେ କଥା ହେଇ ନାହାନ୍ତି।।

    • @AnilKanhar-u3m
      @AnilKanhar-u3m 4 місяці тому +2

      Ex CM nku odiya asunathila ki odiya bujhunathile au lokmane englis re katha heijanunathile ta sethipain kehin interview neunathile

    • @BijayalaxmiMajhi-oe5qn
      @BijayalaxmiMajhi-oe5qn 4 місяці тому

      Ri8

    • @Mr.Harimohan
      @Mr.Harimohan 4 місяці тому

      💯

    • @actiond7459
      @actiond7459 4 місяці тому

      ​@@AnilKanhar-u3m odisha ro sikhya yajana ku bjd sarkar khau thila auu english loko kemiti janibe

    • @CollectionMusic-oj5lc
      @CollectionMusic-oj5lc 4 місяці тому

      Good bro

  • @gp-creations
    @gp-creations 4 місяці тому +158

    ବହୁତ୍ ସୁନ୍ଦର୍ ମଣିଷ ଏବଂ ଆଶା କରୁଛୁ ଓଡ଼ିଶାର ଆଗାମୀ ଭବିଷ୍ୟତ ଉଜ୍ଜ୍ୱଳ ହେବ।

  • @ashirbad4188
    @ashirbad4188 4 місяці тому +44

    ପ୍ରଥମ ଥର ଓଡ଼ିଆ କହୁଥିବା ମୁଖ୍ୟମନ୍ତ୍ରୀ ଙ୍କ ସାକ୍ଷାତ କାର ଦେଖି ବହୁତ୍ ଖୁସି ଲାଗିଲା... ରାଜ୍ୟ ରେ ଯେଉଁ ଚିଟ ଫଣ୍ଡ/ ଖଣି ଦୁର୍ନୀତି/ନିଯୁକ୍ତି ଦୁର୍ନୀତି ହେଇଛି.. ତା ଉପରେ ବି ଟିକେ ଧ୍ୟାନ ଦେବା କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ🙏🏻

  • @ashokkumar-fs9jf
    @ashokkumar-fs9jf 4 місяці тому +96

    ଧନ୍ୟବାଦ ସାର🎉
    ଆପଣ କୁ ମୁଖ୍ୟମନ୍ତ୍ରୀ ଭାବରେ ପାଇ
    ଓଡ଼ିଶା ଆଜି ଗର୍ବିତ 🎉
    ❤ଜୟ ଜଗନ୍ନାଥ❤ ଜୟ ଶ୍ରୀ ରାମ❤
    ଜୟ ଭାଜପା🎉

  • @gangadharbeura3159
    @gangadharbeura3159 4 місяці тому +156

    ମୁଖ୍ୟମନ୍ତ୍ରୀ ସାର୍ ଆପଣଙ୍କ ହୃଦୟ ବହୁତ ବିଶାଳ। ଆପଣଙ୍କୁ ସେ IIC ବହୁତ ଖରାପ ବ୍ୟବହାର କରିଥିଲା। ଆପଣ ତାକୁ କ୍ଷମା କରିଦେଇ ଆପଣଙ୍କ ମହାନତାର ପରିଚୟ ଦେଇଛନ୍ତି। ଆପଣଙ୍କୁ ମୋର କୋଟି କୋଟି ପ୍ରଣାମ।

  • @Rahulcreator99
    @Rahulcreator99 4 місяці тому +109

    ଆମେ ବହୁତ ଖୁସି ଯେ , କେତେ ବର୍ଷ ପରେ ଓଡ଼ିଆ କହୁଥିବା ମୁଖ୍ୟମନ୍ତ୍ରୀ ଙ୍କୁ ପାଇଛୁ, ଧନ୍ୟବାଦ ସନମନୀୟ ମହୋନ ଚରଣ ମାଝୀ ସଆର

  • @debakibehera9700
    @debakibehera9700 4 місяці тому +22

    🙏 ମଦ ବନ୍ଦ କରି ଏକ ସୁନାର ଓଡ଼ିଶା ଆରମ୍ୱ କରନ୍ତୁ, ଜଗନ୍ନାଥ ଆପଣକୁ ଦୀର୍ଘ ଜୀଵୀ କରନ୍ତୁ

  • @kumarbulu6251
    @kumarbulu6251 4 місяці тому +2037

    ଦୀର୍ଘ ୨୫ ବର୍ଷ ପରେ ଓଡ଼ିଆ ଭାଷାରେ ଜଣେ ମୁଖ୍ୟମନ୍ତ୍ରୀ କଥା ହେଉଛନ୍ତି ବହୁତ୍ ଖୁସି ଲାଗୁଛି.

    • @Manu-nz8gx
      @Manu-nz8gx 4 місяці тому +43

      Yes

    • @Govindasoren
      @Govindasoren 4 місяці тому +49

      ସେମାନେ ସାନ୍ତାଳୀ ହେଇ କେତେ ସୁନ୍ଦର ଓଡ଼ିଆ କହୁଛନ୍ତି

    • @kcpatnaik265
      @kcpatnaik265 4 місяці тому +8

      Can I get the Email ID of Hon'ble Chief Minister to apprise him of any emergency local problem! Thanks & regards.

    • @nsahoo548
      @nsahoo548 4 місяці тому +29

      Odia bhasa re heigale kan heijiba???? Kan cm post na seita odia language class teacher post... Lol😅😅😅

    • @girishkch6678
      @girishkch6678 4 місяці тому

      ​@@nsahoo548 ore chudi LOL odisha cm hoie odiya janiva minimum requirement..

  • @ମୋ-ଓଡିଆ-ସସ୍କାର-1
    @ମୋ-ଓଡିଆ-ସସ୍କାର-1 4 місяці тому +145

    ମୁଁ ବହୁତ ଖୁସି ଏମିତି ମୁଖ୍ୟମନ୍ତ୍ରୀ ଓଡିଶାରେ ଜନସାଧାରଣ ଙ୍କ ଆଦର୍ଶ, ବହୁତ ଧନ୍ୟବାଦ ଜଣାଉଛି ଓଡ଼ିଶା ର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କୁ। ମୋ ହୃଦୟ ରୁ ଧନ୍ୟବାଦ ଜଣାଉଛି

  • @sujitcreation1719
    @sujitcreation1719 4 місяці тому +134

    ଆପଣଙ୍କ ପରି ମୁଖ୍ୟମନ୍ତ୍ରୀ ପାଇଁ ଆମେ ବହୁତ୍ ଖୁସି । ସବୁବେଳେ ଓଡ଼ିଶା ବାସୀଙ୍କ ସହିତ ରହିବେ ତାଙ୍କର ସବୁ ସମସ୍ୟାର ସମାଧାନ କରିବେ । ଜୟ ଜଗନ୍ନାଥ 🙏🙏

  • @Ashishkumar-uq2xf
    @Ashishkumar-uq2xf 4 місяці тому +28

    ସାର ଆପଣ ଙ୍କ ଏତେ ସୁନ୍ଦର ମନ୍ତବ୍ୟ ଶୁଣି ବହୁତ ଖୁସି ଲାଗିଲା , ଆପଣ ଙ୍କ ଏମିତି ସେବା ମାନବୃତି ରହୁ ଏତିକି ଜଗନ୍ନାଥ ଙ୍କ ପାଖରେ ପ୍ରାଥନା , ଭଗବାନ ଆପଣକୁ ଶାରୀରିକ ମାନସିକ ଶକ୍ତି ପ୍ରଦାନ କରନ୍ତୁ .🎉😊

  • @bishnucharansahoo6665
    @bishnucharansahoo6665 4 місяці тому +245

    ଏ inerview ଟି ଶୁଣି ଆଉ ଦେଖି ସାରିଲା ପରେ, ମୋ ପାଖରେ ଆଉ ଭାଷା ନାହିଁ କିଛି ଲେଖିବାକୁ.....
    I proud of you sir ....

    • @AbhishekPradhan-q6b
      @AbhishekPradhan-q6b 4 місяці тому +2

      Modi bhali na heu kahli.katha kuha kapila

    • @whatisthis1900
      @whatisthis1900 4 місяці тому

      Alajya Nabin thu ta dher bhala manisha Mohan😊​@@AbhishekPradhan-q6b

    • @Golden.Chords
      @Golden.Chords 4 місяці тому +4

      ଭାଷା ନାହିଁ ବୋଲି କଣ English ର ମା ଭଉଣୀ କରିବେ ନା କଣ

    • @Parameswarmajhi949
      @Parameswarmajhi949 4 місяці тому

      Right❤❤

    • @Deepak-k-m-o
      @Deepak-k-m-o 4 місяці тому +1

      ​@@AbhishekPradhan-q6bକ୍ରୀତଦାସ

  • @Ojhabhai24
    @Ojhabhai24 4 місяці тому +125

    ଅତି ସୁନ୍ଦର ଆଲୋଚନା ଏମିତି ରୁହନ୍ତୁ ସବୁଦିନ ଲୋକଙ୍କ ଭଲ ପାଇବା ବାଢ଼ିବା ସହିତ ନବୀନ ପଟ୍ଟନାୟକ ଙ୍କୁ ଲୋକ ଭୁଲିଯିବେ

    • @Yuthfggf
      @Yuthfggf 4 місяці тому +1

      Who is nabin Pattanayak

    • @nareshbariha5132
      @nareshbariha5132 4 місяці тому

      Tui ta chhua aau kana karbu jaani kari 😂😂😂​@@Yuthfggf

  • @RameshKumar-xo9eu
    @RameshKumar-xo9eu 4 місяці тому +81

    ମୁଖ୍ୟମନ୍ତ୍ରୀ ହେବେତ ଏମିତି. Sir ଙ୍କ ଭଳି, ଲୋକଙ୍କ ସରକାର, ଆମ ସରକାର, ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ, ଭବ ତୁମେ ଭବ ତୁମେ 🙏

  • @radhakrushnabissoyi
    @radhakrushnabissoyi 4 місяці тому +11

    ସାର ଆପଣଙ୍କ କଥା ଶୁଣି ମୋତେ ବହୁତ ଖୁସି ଲାଗୁଚି 🌹🙏

  • @Villagemastie
    @Villagemastie 4 місяці тому +117

    ସୁନା ହୀରା ହେବାକୁ ଚାହୁଁ ନାହିଁ... ପବିତ୍ର ମାଟି ହେବାକୁ ଚାହୁଁଛି... Whaaa🙏... ଅତି ସୁନ୍ଦର cm sir.... Apanankara personality 🙏

  • @whatisthis1900
    @whatisthis1900 4 місяці тому +121

    25 years pare Odisha ra CM nka interview dekhili🙂 khusi lagila

  • @mahendranag3155
    @mahendranag3155 4 місяці тому +181

    ତ୍ରିନାଥ ବିଷୟରେ ଯାହା କହିଲେ ସାର୍ ମୋତେ ବହୁତ୍ ବହୁତ ଖୁସି ଲାଗିଲା ସାର୍ ଆପଣ ବହୁତ ମହାନ୍।ଭଗବାନ ଆପଣଙ୍କୁ ଶକ୍ତି ଦିଅନ୍ତୁ।

  • @GIRISHACHANDRA-wm3cv
    @GIRISHACHANDRA-wm3cv 4 місяці тому +31

    ଯା ମନ ଯେପରି ତା ପାଇଁ ସେପରି
    ଫଳ ଥୋଇଥାଏ ବିଶ୍ବ
    ଉଚ୍ଚ ମନା ଉଚ୍ଚେ ଅମୃତ ଲଭଇ...
    ଜୟ ଜଗନ୍ନାଥ
    କର୍ମ ହିଁ ଧର୍ମ।
    ଭୁଲି କି ଗଲୁ ଓଡ଼ିଆ ତୁ ପରା ସିଂହ ଶାବକ?

  • @himansu.01
    @himansu.01 4 місяці тому +586

    ଓଡ଼ିଶା ବାସୀ କେବଳ ପରିବର୍ତ୍ତନ ଚାହାଁନ୍ତି..
    ବାର୍ତ୍ତା ରେ ନୁହେଁ ବରଂ କାର୍ଯ୍ୟରେ ବିଶ୍ଵାସ ରଖନ୍ତି..
    ଖୁବ୍ ସୁନ୍ଦର୍ ଉପସ୍ଥାପନା...❣️🙏

    • @akcreation9113
      @akcreation9113 4 місяці тому +15

      Heba laguchi

    • @Lowdevicevloger143
      @Lowdevicevloger143 4 місяці тому +9

      Haba laguchi because tankara jhalak sie dekhei chhanti when he was bidhayak ❤❤

    • @himansu.01
      @himansu.01 4 місяці тому +11

      @@Lowdevicevloger143 ... ଆଶାନୁଯାୟୀ ଫଳପ୍ରଦ ହେଉ... 🙏 ଓଡ଼ିଶାବାସୀ ପ୍ରତିଶ୍ରୁତି ନୁହେଁ ବରଂ ପ୍ରତିବଦ୍ଧ ସଂପୂଣ୍ଣ ରୂପେ ଦେଖିବା ପାଇଁ ଏଇ ନିଷ୍ପତି ରଖିଛନ୍ତି ନୂଆ ସରକାର ଙ୍କ ପାଖରେ..
      ଆଉ ଏହି ଉନ୍ମାଦ ନିଶ୍ଚିତ ନୂଆ ଶୃଙ୍ଗାରଭିମୁଖୀ ହେବ ✓କହିବା କିଛି ଅତ୍ୟୁକ୍ତି ହେବ ନାହିଁ 🪩🥇

    • @ajitmajhi4701
      @ajitmajhi4701 4 місяці тому +4

      Jai jagaath
      Apanka thru bahut Asa rakhichanti ama odisha basi Sarbada niriha dukhi gariba, samanya loka nku sahayata karantu Bhagwan apankara Mangala karibe

    • @pradoshpusti
      @pradoshpusti 4 місяці тому +1

      Perfect...

  • @DwarikanathNayak-y9n
    @DwarikanathNayak-y9n 4 місяці тому +155

    ଆଲୋଚନା ବହୁତ ହୃଦୟ ଶ୍ରପ୍ସି , ଓଡିଶା ନିଶ୍ଚିତ ଭାବରେ ଅଗ୍ରଗତିଶୀଳ ହେବ ମୋର ବିଶ୍ଵାସ , ଜୟ ଶ୍ରୀରାମ 🙏🙏🙏

    • @AkLion-s4q
      @AkLion-s4q 4 місяці тому

      Banda taa haba..ei BJP hindu muslaman karibe athu 5 yrs..

  • @Prasanbabukavlogs
    @Prasanbabukavlogs 4 місяці тому +107

    ଏତେ ଖୁସି ଲାଗୁଛି ଯେ ମୁଁ ଭାଷାରେ ବ୍ୟକ୍ତ କରି ପାରୁନି ଆମର ଜଣେ ଓଡ଼ିଆ ଆଦିବାସୀ ସମ୍ପ୍ରଦାୟର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ଭାଷଣ

  • @kumarabhi5572
    @kumarabhi5572 4 місяці тому +19

    ଜୟ ଜଗନ୍ନାଥ 🙏🏽 ମୁଁ ବହୁତ ଖୁସି ସତରେ ଓଡିଶାରେ ଓଡିଆ ମୁଖ୍ୟମନ୍ତ୍ରୀ ପାଇ କି

  • @roshnimohapatra2797
    @roshnimohapatra2797 4 місяці тому +77

    ସବୁ ର ମୂଳ ରେ ଚକାଡ଼ୋଳା ର ଆଶୀର୍ବାଦ ......ଜୟ ଶ୍ରୀ ଜଗନ୍ନାଥ

  • @PRABEENKNOPFF
    @PRABEENKNOPFF 4 місяці тому +250

    ବହୁତ ଦିନ ପରେ ପ୍ରକୃତ ଓଡ଼ିଆ ମୁଖ୍ୟମନ୍ତ୍ରୀ ଦେଖୁଛୁ ଆମେ ମାନେ। ଜୟ ଜଗନ୍ନାଥ 🙏🙏🙏

  • @SatrughanNayak-qf1rt
    @SatrughanNayak-qf1rt 4 місяці тому +630

    ଆପଣ ଙ୍କ ବହୁତ୍ ବଡ଼ ହୃଦୟ, ତ୍ରିନାଥ ବାବୁଙ୍କୁ କ୍ଷମା କରି ଦେଲେ, ସେ IIC ସାର୍ ଭଲ ପୋଲିସ୍ ହୋଇଦେଖାଇବା ଦରକାର୍ ସରକାର ଯେ କୌଣସି ଦଳର ହୋଇପାରେ କିନ୍ତୁ ଜନତା ଙ୍କ ବିଶ୍ଵାସ ଯେମିତି ପୋଲିସ୍ ଉପରୁ ନ ଉଠୁ

    • @dogworld5106
      @dogworld5106 4 місяці тому +36

      ମୁଁ ହେଇ ଥିଲେ ମାଲକାନଗିରି ପଠେଇ ଦେଇ ଥାଆନ୍ତି ସତରେ 😊

    • @pramodGharami
      @pramodGharami 4 місяці тому +12

      Manonio mohon sir great aji emiti cm Amo orissa re heichi ame orissa basi ta pai khusi Amo vote bekar gola nahi sir dirghaau hou

    • @KEONJHAR-MSWBABU
      @KEONJHAR-MSWBABU 4 місяці тому +5

      Right bro❤❤❤

    • @KEONJHAR-MSWBABU
      @KEONJHAR-MSWBABU 4 місяці тому

      IIC ku malkangiri ku pathao kete dama acchi... Mu pathei debi sanyasamantu ta gandire guli packing karajiba

    • @Mr_Mukund...
      @Mr_Mukund... 4 місяці тому +18

      Amo Adiwasi heart semiti hin

  • @GIRISHACHANDRA-wm3cv
    @GIRISHACHANDRA-wm3cv 4 місяці тому +6

    ଶିଵଜ୍ଞାନେ ଜୀବ ସେବା।ସେବା ହିଁ ଧର୍ମ।

  • @bhagirathibarik402
    @bhagirathibarik402 4 місяці тому +111

    ଏଥିରୁ ଠିକ ଠିକ ଠଉରେଇ ହୁଏ ଆମ ନୂଆ ମୁଖ୍ୟମନ୍ତ୍ରୀ କେତେ ଶାନ୍ତ ସରଳ ଆଉ ଜନ ପ୍ରତିନିଧି ...🙏🙏🙏🙏 ଧନ୍ୟବାଦ ଅର୍ଗସ୍ ଏବଂ ଉପସ୍ଥାପକ

  • @binodinibehera6345
    @binodinibehera6345 4 місяці тому +57

    ଧନ୍ୟବାଦ ମୁଖ୍ୟମନ୍ତ୍ରୀ sir, ଆଶା ଏଥର ଓଡିଶା ର ପ୍ରଗତି ନିଶ୍ଚୟ ହେବ

    • @nareshbariha5132
      @nareshbariha5132 4 місяці тому

      no1 state ହିସାବେ ଖାଲି ନବୀନ ପଟ୍ଟନାୟକ୍ ପୁରସ୍କାର ପାଇଛନ.ଦେଖମା ଯେ 😂😂😂କେତେ ବିକାଶ କରବା ଯେ 😂😂

  • @bharatkumbhar8207
    @bharatkumbhar8207 4 місяці тому +30

    ବହୁତ ସୁନ୍ଦର ଆମ ମୁଖ୍ୟମନ୍ତ୍ରୀ ସାର ❤🎉 ଅଭିନନ୍ଦନ , ନିଶ୍ଚିତ ରୂପେ ଆମ ରାଜ୍ୟ ଓଡ଼ିଶା ର ଉନ୍ନତି ଓ ପରିବର୍ତ୍ତନ ଆଗାମୀ ଦିନ ରେ ହେବ ଏହା ଆମ ବିଶ୍ୱାସ ।

  • @rajendramohapatra8265
    @rajendramohapatra8265 2 дні тому

    A milestone in Argus Digital Podcast.

  • @sashibhusanpatel1544
    @sashibhusanpatel1544 4 місяці тому +40

    ବହୁତ ସୁନ୍ଦର ଆଲୋଚନା ଆମର ମୁଖ୍ୟମନ୍ତ୍ରୀ mohan sir

  • @rashmiranjanbehera2776
    @rashmiranjanbehera2776 4 місяці тому +91

    ପ୍ରଭୁ ଜଗନ୍ନାଥ ଦୟାରୁ ଓଡ଼ିଆଙ୍କୁ ଅତି ସୁନ୍ଦର , ଲୋକପ୍ରିୟ ଓ ମହାନ୍ CM ମିଳିଛି, ଜୟ ଜଗନ୍ନାଥ।👏💐🙏🙏

  • @rajkishorebehera3086
    @rajkishorebehera3086 4 місяці тому +99

    ଧନ୍ୟବାଦ ପ୍ରଥମେ ଅରଗସ୍ ଚ୍ୟାନେଲ କୁ ଆମ ମୂଖ୍ୟମନ୍ତ୍ରୀ କୁ ସାକ୍ଷାତ କରିଥିବାରୁ

  • @astrojayantakumar1975
    @astrojayantakumar1975 2 місяці тому

    ଅତି ସୁନ୍ଦର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାଳାପ

  • @baradaprasannabhuyan4723
    @baradaprasannabhuyan4723 4 місяці тому +43

    ଆଜି ନିଜକୁ ବହୁତ୍ ଖୁସି ଲାଗୁଛି କାରଣ ମୋ ମତଦାନ ସଠିକ୍ ଥିଲା। Thank u sir 🙏♥️

  • @santoshganjamvlog
    @santoshganjamvlog 4 місяці тому +123

    ସାର୍ ଆପଣଙ୍କୁ ଅନୁରୋଧ ଓଡ଼ିଶା ରେ ମଦ ବନ୍ଦ କରାଯାଉ ❤❤

    • @GitaraniJana-x2s
      @GitaraniJana-x2s 4 місяці тому +3

      Prathamey Keonjhar ry mada band karntu😂😂😂

    • @sipuskumar8064
      @sipuskumar8064 29 днів тому

      ରାଇଟ 👌🏻

    • @sipuskumar8064
      @sipuskumar8064 29 днів тому

      ଆଗ ଲାଞ୍ଚ ମୁକ୍ତ ସରକାରୀ ଅଫିସ ହେଉ ଆଉ ମଦ ଦୋକାନ ରେ ନିଆଁ ଲଗା ଜାଉ 🙆🏻‍♂️😂🙆🏻‍♂️

    • @sipuskumar8064
      @sipuskumar8064 29 днів тому

      ତାପରେ ୟେ ସରକାର କୁ ମୁ ହୃଦୟର ରୁ ସନମାନ ଦେବୀ ❤️

    • @jatadharimahapurusatruespe2666
      @jatadharimahapurusatruespe2666 9 днів тому

      Bhai a au kichhi kara se jinisa karani

  • @sukantakumarmallick7913
    @sukantakumarmallick7913 4 місяці тому +40

    ସାର ଆପଣ ଶିକ୍ଷା ଉପରେ ଫୋକସ ରଖିବା.. ସ୍ୱାଗତ you are great Sir 🙏

  • @pintumeher7686
    @pintumeher7686 4 місяці тому +1

    I didn't expect this much of faithful and promise talk from our cm mohan sir , just luv it and hope to see odisha will rise in upcoming days.

  • @OmkarSha-rw9ky
    @OmkarSha-rw9ky 4 місяці тому +102

    କେଓଁଝର ଜିଲ୍ଲା ରେ ଆପଣ ନା ବୋହୁତ ଲୋକ ପ୍ରିୟ ବୋଲି ସୁଣି ଥିଲି ଆଜି ଆପଣ ସାମ୍ବାଦିକ କୁ ଯେପରି ଉତ୍ତର ଦେଉଛନ୍ତି ସୁନ୍ଦର ଅତି ସୁନ୍ଦର ❤

  • @dhaneswardas548
    @dhaneswardas548 4 місяці тому +62

    ଅର୍ଗସ୍ ର ନୂଆ ମୂଖ୍ୟ ମନ୍ତ୍ରୀ ଙ୍କ ସହ ସାକ୍ଷାତକାର ବହୁତ ଭଲ ଲାଗିଲା। ଦୟାକରି ପୂର୍ବ ମୂଖ୍ୟ ମନ୍ତ୍ରୀ ଙ୍କ ସହ ଏକ ସାକ୍ଷାତକାର ନେଲେ ଭଲ ହୁଅନ୍ତା।

    • @rajkishorebehera3086
      @rajkishorebehera3086 4 місяці тому +7

      ନବୀନ ପଟ୍ଟନାୟକ କୁ ନନ୍ଦିଘୋଷ ସାକ୍ଷାତ କରିବ

    • @35746hh
      @35746hh 4 місяці тому +3

      ଓଡିଶା ଟିଭି କୁ ବାଇଟ ଦେବେ ନି ex-CM

    • @padmasahoo9288
      @padmasahoo9288 4 місяці тому

      Emane hauchhanti godi media .emane bhala lokanka bhala kathaku dekheibeni.khali michha apa prachara karibe

    • @Manu-nz8gx
      @Manu-nz8gx 4 місяці тому

      ​@@rajkishorebehera3086ଅପେକ୍ଷା ରହିଲା

    • @Argusdigital.official
      @Argusdigital.official  Місяць тому

      Thank you

  • @swarnanjalimishra8715
    @swarnanjalimishra8715 4 місяці тому +32

    ଅତି ସୁନ୍ଦର କଥା ବାର୍ତ୍ତା ଆମ ମୁଖ୍ୟ ମନ୍ତ୍ରୀ ଙ୍କର।ଧନ୍ୟବାଦ ଅର୍ଗସ।

  • @MotiramKosta
    @MotiramKosta 3 місяці тому +1

    Education life ✨🌝🧡 jibanara prakruta sata katha. ❤😊🙏❤️‍🩹☄️🫀✍️Jai maa saraswati 😊❤ good teacher.❤❤ super excited for everyone 😊 thank you sir ❤️😍.

  • @subodhkumarsahoo5349
    @subodhkumarsahoo5349 4 місяці тому +326

    ସରଳ ଶୁଦ୍ଧ ସ୍ଵଭାଵ ମଣିଷ ଆମ ମୁଖ୍ୟମନ୍ତ୍ରୀ l

  • @kushadhwajanahak186
    @kushadhwajanahak186 4 місяці тому +48

    ବହୁତ ସୁନ୍ଦର ଉପସ୍ଥାପନା ଏତେ ବର୍ଷ ପରେ ଆଜି ଓଡ଼ିଶା ଜଣେ ଓଡ଼ିଆ ମୁଖ୍ୟ ମନ୍ତ୍ରୀ ପାଇଛି,

  • @samarendrasahoo5230
    @samarendrasahoo5230 4 місяці тому +109

    ପ୍ରକୃତ ରେ ଅନୁଭବୀ ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ ମୋହନ ଚରଣ ମାଝୀ

  • @Dillip-dm1hh
    @Dillip-dm1hh 4 місяці тому

    ତୁମ୍ଭର ନିଜ ବାକ୍ୟ ଶୁଣି ଓ ନିଷ୍ଠାପର କର୍ତ୍ତବ୍ୟ କୁ ଧନ୍ୟବାଦ ଜୟ ଜଗନ୍ନାଥ

  • @nirmalrwiibehuria6543
    @nirmalrwiibehuria6543 4 місяці тому +52

    ସୁନ୍ଦର ପ୍ରଶ୍ନ ଓ ଉପସ୍ଥାପନା
    ଉଦାହରଣ ଫିଲ୍ମ ନାୟକ
    ଗୋଟେ ଦିନର ମୁଖ୍ୟମନ୍ତ୍ରୀ
    ଠିକ୍ ଜାଗାରେ ଠିକ୍ ସମୟରେ ପ୍ରୟୋଗ ହେଇଛି

    • @whatisthis1900
      @whatisthis1900 4 місяці тому +2

      Nabin bhalia spineless comedian pare ta Mohan ama pai dheer dheer bhala🙂🙂

  • @jogeshsahu4936
    @jogeshsahu4936 4 місяці тому +65

    ବହୁତ୍ ଧନ୍ୟବାଦ୍ ସାର। ଏମିତି ଆମକୁ ମୁଖ୍ୟମନ୍ତ୍ରୀ ଦରକାର ଅଛି ଓଡିଶା କୁ ❤❤❤❤।

  • @maminasahoo1356
    @maminasahoo1356 4 місяці тому +94

    ମୋ କେନ୍ଦୁଝରର ହ୍ରୁଦୟ❤
    ମୁଁ ହୀରା କିମ୍ବା ସୁନା ହେବାକୁ ନୁହେଁ, ମୋ ଓଡ଼ିଶାର ମାଟି ସହ ମିଶି ମାଟି ହେବାକୁ ଚାହେଁ ❤🙏💐

  • @bubuart91
    @bubuart91 Місяць тому +1

    ❤ you are great sir 👍 Mohan Charan Majhi 🙏🙏💐

  • @bhikurana9755
    @bhikurana9755 4 місяці тому +25

    Thanks for argus news ❤❤❤ ଆମ ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦର ବାର୍ତ୍ତା ପହଞ୍ଚାଇଥିବାରୁ

  • @sujitkumardas8230
    @sujitkumardas8230 4 місяці тому +32

    ଅତିସୁନ୍ଦର question ପଚାରୁଛନ୍ତି ସାମ୍ବାଦିକ ବାବୁ ଜଣଙ୍କ। ଯେପରି question ସେପରି ଉତ୍ତର Both are Great Person 👌👌👌👌🙏🙏🙏🙏

  • @soudaminipattnaik7100
    @soudaminipattnaik7100 4 місяці тому +195

    ସାର୍ ଆପଣ କଂସମସ୍ତ ପ୍ରଶ୍ନ ର ଉତ୍ତର ରୁ ଜଣା ପଡିଲା ଯେ ଆପଣଙ୍କ ପାଖରେ ମହାନ୍ ହ୍ରୁଦୟ ଅଛି ଏଇଟା ଆପଣଙ୍କ ଉଦାରତା ଆପଣଙ୍କ ଭଳି ସିଏମ୍ କୁ ପାଇ ଆମେ ଓଡିଶା ବାସୀ ବହୁତ ଗର୍ବିତ 🙏🙏

  • @rasmitabehera4938
    @rasmitabehera4938 4 місяці тому

    Jaha hou sar,nk katha suni ବହୁତ୍ ଖୁସି ଲାଗୁଚି,ଆମର ସବୁ ଅସୁବିଧା ଦୂର ହେବା ,ମୋହନ sir nk ଉପରେ ଆମର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି,sir ଜାହା କହୁଛନ୍ତି କରିକି ଦେଖାଇ ଦିଅନ୍ତୁ ଯେମିତି ସମସ୍ତେ ନବୀନ sir ଙ୍କୁ ଭୁଲି ଯିବେ

  • @lalitghosal1014
    @lalitghosal1014 4 місяці тому +33

    ବହୁତ ସୁନ୍ଦର ଆଉ ବହୁତ ଖୁସି ଲାଗିଲା ଯେ ପ୍ରଥମ ଥର ଲାଗି ଜଣେ ଓଡ଼ିଶା ର ହୃଦୟସ୍ପର୍ଶୀ ମୁଖ୍ୟମନ୍ତ୍ରୀ କୁ ଏମିତି podcast ସୁନ୍ଦର ବାର୍ତ୍ତା ଦେଉଛନ୍ତି।

  • @rakeshpradhan2079
    @rakeshpradhan2079 4 місяці тому +93

    ପଚିଶି ବର୍ଷ ପରେ ଆମ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ରେ କହିବାର ସାରା ଓଡ଼ିଶା ଦେଖିଲା। ଜୟ ଜଗନ୍ନାଥ
    Good news for Odisha....
    Within 5 years everything changes in Bjp Government
    Everybody see Honorable CM speech
    We are proud of our honorable CM.

  • @sasmitamallik9414
    @sasmitamallik9414 4 місяці тому +117

    ମହାମହିମ ଶ୍ରୀ ମୁଖ୍ୟମନ୍ତ୍ରୀ ମହୋଦୟ ଆମ ଓଡ଼ିଶା ରୁ ଗୋରୁ ଚାଲାଣ ବନ୍ଦ କରାନ୍ତୁ JAY JAGANNATH 🚩💕

  • @BallabhiBehera
    @BallabhiBehera 2 дні тому +1

    ସାର୍ ପ୍ଲିଜ୍ ବିଧବା ଅଵଳା କ ପାଇଁ ଅଧୀକା ର ଦିଅନ୍ତୁ ସାର

    • @BallabhiBehera
      @BallabhiBehera 2 дні тому

      ଦେଢଶୁର ମତେ ଘର ଭାଗ ଦେଉ ନାହିଁ ହୋଇ ରାଣୀ କରୁଛନ୍ତି ମତେ ସାହାଯ୍ୟ କର ସାର୍

  • @subratgfor3379
    @subratgfor3379 4 місяці тому +153

    ଇଏ ହଉଛନ୍ତି ପ୍ରକୁତ ମୁଖ୍ୟମନ୍ତ୍ରୀ ଆମ ରାଜ୍ୟ ଓଡିଶା ❤❤

  • @Subhashree55510
    @Subhashree55510 4 місяці тому +31

    ଆପଣଙ୍କୁ ଆମର ମୁଖ୍ୟମନ୍ତ୍ରୀ ଭାବରେ ପାଇ ବହୁତ ଖୁସି। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସବୁବେଳେ ରହୁ। ଜୟ ଜଗନ୍ନାଥ

    • @bsf9619
      @bsf9619 4 місяці тому

      Can start govt English medium school?

  • @birendrakumarpradhan9263
    @birendrakumarpradhan9263 4 місяці тому +41

    ରାଜ୍ୟର ଉନ୍ନତି ଆଣିବାକୁ ହେଲେ ନିଶା ନିବାରଣ ଜରୁରୀ ଆବଶ୍ୟକ । ଏଥିପାଇଁ ସମସ୍ତେ ସ୍ବର ଉତ୍ତୋଳନ କରିବା ଉଚିତ୍ । ଜୟ ଶ୍ରୀ କୃଷ୍ଣ ନାରାୟଣ । ଧନ୍ଯବାଦ୍ ଆଜ୍ଞା ନମସ୍କାର ।

  • @subhashreesasmal9434
    @subhashreesasmal9434 4 місяці тому +3

    Khola hrudaya ra sir🎉🎉....god bless u cm sir🎉🎉....

  • @VillageLoverSatyapriya
    @VillageLoverSatyapriya 4 місяці тому +23

    ବହୁତ ଖୁସି ଲାଗିଲା ଏମିତି ଏକ interview ଦେଖିକି ସର୍ବପ୍ରଥମେ ଏ ସାମ୍ବାଦିକ ଭାଇଙ୍କୁ ବହୁତ ଧନ୍ୟବାଦ ଯାହାଙ୍କର ପ୍ରଶ୍ନରେ ଜନତା ତରଫରୁ ଜବାବ ର ବାସ୍ନା ମିଳୁଛି ନାଁ କି ଅନ୍ୟ କିଛି ଅଲାଯୁକ ସାମ୍ବାଦିକ ଙ୍କ ପରି....ଆଉ ଖୁସି ଲାଗିଲା ଆମ ନୂତନ ମୁଖ୍ୟମନ୍ତ୍ରୀ ଙ୍କର ଉତ୍ତର ସବୁ...ଏତେ ସୁନ୍ଦର ସରସ ବାକ୍ୟର ବ୍ୟବହାର ରେ ନିଜର ମନ୍ତବ୍ୟ ଉପସ୍ଥାପନା କରିଥିବାରୁ... ମହାଭାରତ ର ଗୋଟେ କଥା ମନେପଡ଼ିଗଲା କର୍ଣ୍ଣ ଯେବେ ଅଙ୍ଗ ପ୍ରଦେଶର ରାଜା ହେଇଥିଲେ ତାଙ୍କୁ ପ୍ରଥମେ କେହି ଗ୍ରହଣ କରିନଥିଲେ କିନ୍ତୁ ତାଙ୍କର ସାହସ ଆଉ ଦକ୍ଷତା ପାଇଁ ସେ ସମସ୍ତ ପ୍ରଜା ଙ୍କର ମନ ଜିଣିପାରିଥିଲେ ସେମିତି ଆପଣଙ୍କ ପାଇଁ କେତେକ ସମାଲୋଚନା ଅଛି କି ଆପଣ ହିନ୍ଦୀ କହିପାରୁନାହାନ୍ତି...ଇତ୍ୟାଦି କିଛି ଅଙ୍କୁଶ... ହେଲେ ବିଶ୍ୱାସ ଅଛି ଆପଣ ଏ ଅଙ୍କୁଶକୁ ଉଲଂଘନ କରି ଆଗକୁ ବଢିବେ ଆଉ ସାରା ଓଡ଼ିଶାର ପ୍ରିୟ ପାତ୍ର ହେବେ... ଜୟ ଜଗନ୍ନାଥ 🙏

  • @dhaneswarpatra1921
    @dhaneswarpatra1921 4 місяці тому +64

    ଓଡ଼ିଶା କେବେ ଭାବିନଥିଲା ଆପଣ ଙ୍କ ଭଳି ଜଣେ ସଚ୍ଚୋଟ ମଣିଷ ଙ୍କୁ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଭାବେ ପାଇବ ବୋଲି। proud to get a chief minister like u sir

  • @vickymishra82
    @vickymishra82 4 місяці тому +56

    ସଂଘର୍ଷ ହିଁ ସଫଳତା ର ଚାବିକାଠି, କେବେବି କାହାକୁ underestimate, crtisize କରିବା ନୁହଁ, ନୂତନ ଜନତା ଙ୍କ ମୁଖ୍ୟମନ୍ତ୍ରୀ ଙ୍କୁ ହୃଦୟରୁ ନମସ୍କାର 🙏🏻

  • @MadanmohanBarik-b7c
    @MadanmohanBarik-b7c 2 дні тому

    ଆମ ଓଡ଼ିଶାକୁ ଏମିତି ମନ୍ତ୍ରୀ ଦରକାର୍।ସାର୍ ଆପଣଙ୍କୁ ପ୍ରଣାମ 🙏ଯାହା କରିବେ ବୋଲି କହିଛନ୍ତି ତାହାହିଁ କରୀକି ଓଡ଼ିଶା ବାସୀଙ୍କୁ ଦେଖେଇ ଦିଅନ୍ତୁ ସାର୍।ବହୁତ୍ ଲୋକ ବହୁତ୍ କଥା କହୁଛନ୍ତି କିନ୍ତୁ ଆପଣ କଣ ଭଲରେ ଦେଖେଇ ଦିଅନ୍ତୁ ଭକୁଆ କୁଜି ନେତାଙ୍କୁ।
    🙏🙏🙏🔱ହର ହର ମହାଦେବ🔱🙏🙏🙏

  • @Tapas-ip9on
    @Tapas-ip9on 4 місяці тому +45

    ଆପଣଙ୍କର ଚିନ୍ତା ଧାରା ଏମିତି ସବୁଦିନ ରହିଥାଉ Mohan sir i'm proud of you

  • @HrushikeshTripathi
    @HrushikeshTripathi 4 місяці тому +66

    ଜୟ ବଜରଂଙ୍ଗ୍ ବାଲି ଜୟ ମାଁ ତାରାତାରିଣୀ ଙ୍କର କୃପା ଶଦୈବ୍ ଆପଣଙ୍କ ପ୍ରତି ଏ ମୋର ବହୁତ୍ ବହୁତ୍ ପ୍ରାର୍ଥନା
    ଜୟ ସିତାରାମ୍ ଜୟ ସିତାରାମ୍

  • @situkantasundaray473
    @situkantasundaray473 4 місяці тому +76

    ଶାନ୍ତ, ଶରଳ, ଲୋକଙ୍କ ଦୁଃଖ ବୁଝିପାରୁଥିବା ମୁଖ୍ୟମନ୍ତ୍ରୀ ଆମେ ଆଜି ପାଇଛୁ ସବୁ ସେଇ ଜଗତର ନାଥ ଜଗନ୍ନାଥଙ୍କ ଲୀଳା ଆପଣ ଦୀର୍ଘାୟୁ ରୁହନ୍ତୁ ଆଉ ଆପଣଙ୍କ ପରିବାର ମଧ୍ୟ ଭଲରେ ରୁହନ୍ତୁ ଆମର ଆଶା ଓ ଭରସା ଆପଣ ଜଣେ ଭଲ ମୁଖ୍ୟ ମନ୍ତ୍ରୀ ହୋଇ ଲୋକଙ୍କ ମୌଳିକ ସୁବିଧା ଯୋଗାଇଦେବେ

  • @ChandrayMajhi-we9rm
    @ChandrayMajhi-we9rm 20 днів тому

    ଅତି ସୁନ୍ଦର 🥰🥰🥰🥰 ବାର୍ତ୍ତା

  • @akankshanayak247
    @akankshanayak247 4 місяці тому +598

    " ମୁଁ ସୁନା କି ହୀରା ହେବାକୁ ଚାହୁଁ ନାହିଁ, ଓଡ଼ିଶା ହେଉଛି ମୋର ମାଁ ଓ ମୁଁ ସେ ମାଟି ହେବାକୁ ଚାହୁଁଛି।" ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଏହି ପଦୁଟିଏ କଥା ମୋର ମନ କିଣି ନେଲା। ଆଶା କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜ କଥା ରଖିବେ ଓ ଓଡ଼ିଆ ଲୋକ ଏବଂ ଓଡ଼ିଶା ପାଇଁ ବହୁତ କିଛି ଭଲ କାମ କରିବେ।

    • @conscious_nationalism
      @conscious_nationalism 4 місяці тому +5

      Beautiful lines ❤❤

    • @hemichhare
      @hemichhare 4 місяці тому +6

      Media Bala script lekhideichhanti😅

    • @sidhikumari9025
      @sidhikumari9025 4 місяці тому

      ​@@hemichharehm Tu jaiki lekhizhilu bodhe jemity atamo Nebaeen jjane lekhidele se padhivi paruno thile

    • @kodidatascientist6978
      @kodidatascientist6978 4 місяці тому +5

      To the pm sir only bhubaneswar, Cuttack, puri development hi nahi amaraa koraput, rayagda, ramnaguda develop karantu.

    • @Globoindia
      @Globoindia 4 місяці тому

      Yes

  • @PrakashBishi-hx7qz
    @PrakashBishi-hx7qz 4 місяці тому +47

    ବହୁତ୍ ବହୁତ୍ ଧନ୍ୟବାଦ୍ ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆପଣ ଏମିତି ମୁଖ୍ୟ ମନ୍ତ୍ରୀ ବାଛି ଛନ୍ତି ଓଡ଼ିଶା ନିଶ୍ଚୟ ପରିବର୍ତ୍ତନ ହେବା ଆପଣଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଭଳରେ ରଖନ୍ତୁ

  • @prahaladsahu5406
    @prahaladsahu5406 4 місяці тому +170

    ମୋହନବାବୁ ସବୁବେଳେ ଆଦରଣୀୟ , ଜୟ ବିଜେପି , ଜୟ modiji

  • @bebypatel2339
    @bebypatel2339 4 місяці тому +2

    Bhala lagila cm sir, ❤❤kede sundar katha kahuchhanti🎉🎉🎉

  • @chatpatacook6328
    @chatpatacook6328 4 місяці тому +19

    ବହୁତ ଖୁସି ଲାଗିଲା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ କଥା ଧନ୍ୟବାଦ

  • @anusuyaswain3664
    @anusuyaswain3664 4 місяці тому +11

    ବାଃ , ଅତି ସୁନ୍ଦର ହୃଦୟ ଆମ ନୂଆ ମୁଖିଆ ମୋହନ ବାବୁଙ୍କର । ଦିର୍ଘଦିନ ପରେ ଶୁଦ୍ଧ ଓଡ଼ିଆ ଭାଷା ଅନ୍ତକରଣ ରେ ମୁଖ୍ଯ ମନ୍ତ୍ରୀ ଙ୍କ ଭାସଣ ସୁଣିବାକୁ ମିଳିବ ।

  • @sumankumarsahoo9443
    @sumankumarsahoo9443 4 місяці тому +113

    ସାର୍ ଆଗ ଦଣ୍ଡ ମୁକ୍ତ ଅଞ୍ଚଳ ଉଠାନ୍ତୁ ତାପରେ ପାଠ ହେବ। କଥାରେ ଅଛି ପରା ଛାଟ ବାଜିଲେ ପାଠ ଆସେ। (ଭୁଲ୍ ଥିଲେ କ୍ଷମା ଦେବେ)🙏🙏🙏 ଯେଉଁମାନେ ମୋ କଥାରେ ରାଜି laik👍 କର

    • @birendrakumarpradhan9263
      @birendrakumarpradhan9263 4 місяці тому +1

      ଶିକ୍ଷା ନିମନ୍ତେ ଏହା ଅପରିହାର୍ଯ୍ୟ । ଏଥିପାଇଁ ବ୍ୟାପକ ସ୍ବର ଉତ୍ତୋଳନ କରିବା ଉଚିତ୍ । ଜୟ ଶ୍ରୀ କୃଷ୍ଣ ନାରାୟଣ ।

    • @abhisekmishra343
      @abhisekmishra343 4 місяці тому +1

      Soto kotha abe teacher au student relationship modern heigola ni....

    • @kamalakantamohanta829
      @kamalakantamohanta829 4 місяці тому +2

      ମାରିବା ଶିକ୍ଷ୍ୟା ନୁହଁ

    • @MamadalabeheraBehera
      @MamadalabeheraBehera 4 місяці тому

      Right

  • @biswaranjanmohapatra2518
    @biswaranjanmohapatra2518 4 місяці тому +2

    ରାମ ରାଜ୍ୟ ଆଗମନ ର ସଂକେତ 🎉
    ମୋହନ 🎉 ବାସ୍ତବରେ ମହାନ୍ 🎉
    ମନ 🎉 ମୋହିବେ ମୋହନ 🎉
    ମୋହନ ସରକାର 🎉 ମହାନ୍ ସରକାର 🎉
    ଜୟ ଜଗନ୍ନାଥ 🎉 🎉 🎉

  • @ADAS_Sainik_School
    @ADAS_Sainik_School 4 місяці тому +32

    ❤❤❤❤ବହୁତ୍ ବହୁତ୍ ଧନ୍ୟବାଦ୍। ଏମିତି ମୁଖ୍ୟମନ୍ତ୍ରୀ ଦରକାର୍ ଓଡ଼ିଶା ପାଇଁ❤❤❤

  • @srinibaspal6574
    @srinibaspal6574 4 місяці тому +18

    ଅତି ସୁନ୍ଦର ବାର୍ତ୍ତା l ଧନ୍ୟ ବାଦ ମୁଖ୍ୟମନ୍ତ୍ରୀ ଙ୍କୁ ଓ ଧନ୍ୟ ବାଦ ଅର୍ଗଶ ନିଉଜ ,,,

  • @odiabhainapmvlogs
    @odiabhainapmvlogs 4 місяці тому +47

    ବହୂତ ଖୁୀସି ଲାଗିଲା ୨୫ ବର୍ଷ ପରେ ଓଡିଆ CM ପାଈଲା ଓଡିଶା Thank you 🙏all Odisha basi ❤

  • @PrasantaMallick-v3d
    @PrasantaMallick-v3d 3 місяці тому

    ଧନ୍ୟବାଦ ଆପଣ ଙ୍କୁ 🙏🙏🙏

  • @sagarsethi8477
    @sagarsethi8477 4 місяці тому +393

    ଏମିତି ମୁଖ୍ୟମନ୍ତ୍ରୀ ଦରକାର ସବୁ ରାଜ୍ୟ ପାଇଁ। ଯିଏ କି ନିଜ ଭାଷା କହିପରୁଥିବ ଓ ବୁଝିପରୁଥିବ।

    • @abmobilepapa
      @abmobilepapa 4 місяці тому +18

      Sabu rajya re thile khali odiaha re na thile

    • @skshitish
      @skshitish 4 місяці тому +9

      Katha re nuhae Kama re biswas rakha

    • @prof.satyajitdas
      @prof.satyajitdas 4 місяці тому +1

      Asu asu khani kholichaliki durniti badheichaliba with zero employment.

    • @gaganbiharinayak8713
      @gaganbiharinayak8713 4 місяці тому

      ଅନ୍ୟ ସବୁ ଜାତି ଲୋକେ ଥିଲେ ଯେଉଁ ମାନଙ୍କର ନିଜ ଦେଶ କି ରାଜ୍ୟ ପାଇଁ ଦରଦ ଅଛିକି ?କହିଲେ 3 ଟା ପ୍ଲଟ 6 ଟା ଫ୍ଲାଟ୍ ଯିଏ ରଖିଛନ୍ତି ସେ କହୁଛନ୍ତି ଆମେ ଘୋଡ଼ା ଦୌଡ଼ିବା ଭଳି ସବୁଥିରେ ଆଗରେ । ଘୋଡ଼ା ଆମେ ଗଧ ନୁହଁ କିନ୍ତୁ କହିପାରିବ । ଦଉଡି ଦଉଡ଼ି କେଉଁଠି ଅଛ ? ଅଧେ ଦୁର୍ନୀତି କରି ଅଧେ ଅନ୍ୟ ବ୍ୟବସାୟ ଛଡେଇ ନେଇ । ଅଧେ ଜେଲରେ ଅଧେ ବିମାରିରେ ।

    • @prof.satyajitdas
      @prof.satyajitdas 4 місяці тому +3

      Modi fans gujarat ra development dekhinia au Odisha ra dekhinia..if Odisha ra Bhubaneswar fully developed only within last 10years then thik achi na Modi ra gujarat ra Dholera au gift City ta till now under construction project will be completed by 2042 n as per finance sign sei duita failure adaku run karuchi..bhai jaiki dekhinia kou city kte developed loka nku pachariki khali bhasana re mati gale kichi hbni.. odisha 1 no. Re thila hi other aspects re rapidly growing state hisab re ebe kan haba abastha dekhineba

  • @soumyaranjannayak6022
    @soumyaranjannayak6022 4 місяці тому +23

    ଅତି ସୁନ୍ଦର episode... ବହୁତ ଭଲ ଲାଗିଲା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହୃଦୟର ଖୋଲା କଥା ଶୁଣି

  • @Nilu_nilamani_vlog
    @Nilu_nilamani_vlog 4 місяці тому +14

    ବହୁତ୍ ସୁନ୍ଦର୍ ହୃଦୟ ଥିବା ମଣିଷ ଟିଏ l ଆଶା କରିବୁ ଓଡ଼ିଶା ଉନ୍ନତିରେ ରେ ଆପଣ ଖୁବ୍ ଆଗେଇନେବେ l

  • @babubhuyan5422
    @babubhuyan5422 4 місяці тому +1

    ଓଡିଶା ଗଞ୍ଜାମ ଜିଲ୍ଲା ରେ ସବୁଠୁ ଅଧିକ ମଦୁଆ ଶୀଘ୍ର ବନ୍ଦ କରନ୍ତୁ sir 🙏🙏🙏🙏🙏🙏

  • @prakashnayak9182
    @prakashnayak9182 4 місяці тому +247

    ଜୟ ଜଗନ୍ନାଥ sir ମୋର ବିନମ୍ର ପ୍ରାଥନା ମୋ ଭଳି ଅନେକ ଦାଦନ ଶ୍ରମିକ ଙ୍କ ଙ୍କୁ ଓଡିଶା ରେ ନିଯୁକ୍ତି ଦିଆ ଯାଉ

    • @shaitansingh9698
      @shaitansingh9698 4 місяці тому +5

      Bepar badi pain rasta kholiba a sarkar, apan sabu ready ruhantu

    • @jamunatudu8761
      @jamunatudu8761 4 місяці тому +4

      Kichi koriparibu nahi lekhi ki deuchi

    • @shaitansingh9698
      @shaitansingh9698 4 місяці тому +1

      @@jamunatudu8761 tame Tama nija culture re acha na paisa lobhare convert hei jaicha??

    • @orissaplayers
      @orissaplayers 4 місяці тому

      Thumaku mukhyA mantri chakirre dhala

  • @jamesrajeshdas6567
    @jamesrajeshdas6567 4 місяці тому +36

    Excellent ଆଲୋଚନା ମାନିବାକୁ ପଡ଼ିବ ଏକ ଦୃଢ଼ ମୂଖ୍ୟମନ୍ତ୍ରୀ , ଜଣେ ଆମ୍ ଆଦମୀ ମୂଖ୍ୟମନ୍ତ୍ରୀ ........ ନିଶ୍ଚିତ ଓଡ଼ିଶାର ଭାଗ୍ୟ ପରିବର୍ତ୍ତନ ହେବ ...........

  • @arajunmaharana6147
    @arajunmaharana6147 4 місяці тому +7

    What a kind hearted great personality of our Hon'ble C M Sj Mohan Sir has ? I feel our C M is Just like the incarnation of Lord Shrikrushna (Mohan Sir )
    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୁଖ ନିଃସୃତ ସୁମଧୁର ବାଣୀ ଶୁଣି ବେନି ନୟନରୁ ମୋର ଆନନ୍ଦାଶ୍ରୁ ସ୍ୱତଃ ଝରି ପଡ଼ୁଛି ଧାର ଧାର ହୋଇ l ଅନ୍ତଃ ହୃଦୟର ନିଭୃତ କୋଣରୁ ଆପଣଙ୍କୁ କୋଟି କୋଟି ପ୍ରଣାମ ସାର୍ l
    🙏ଜୟ ଶ୍ରୀଜଗନ୍ନାଥ ସ୍ୱାମୀ 🙏