CBI Will Investigate Mamita And Nava Murder Case|ମମିତା ଓ ନବ ହତ୍ୟା ମାମଲା | The Quiver News
Вставка
- Опубліковано 3 жов 2024
- ପରୀ, ମମିତା ମେହେର, ନବ ଦାସ ହତ୍ୟା ମାମଲା ଏବେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ। ଏହି ତିନିଟି ବିବାଦୀୟ ମାମଲାର ତଦନ୍ତକୁ ବିଜେପି ଗ୍ରହଣ କରିନଥିଲା। ଏହି ତିନିଟି ବିବାଦୀୟ ମାମଲାର ତଦନ୍ତକାରୀ ଅଧିକାରୀ ଅରୁଣ ବୋଥ୍ରାଙ୍କୁ କାଠଗଡ଼ାକୁ ଟାଣି ଦେଇଥିଲା ବିଜେପି। ନିଜେ ମୋହନ ମାଝୀ ଏହି ସବୁ ହତ୍ୟାକାଣ୍ଡର ତଦନ୍ତ ନେଇ ପ୍ରଶ୍ନ ଉଠାଇଥିଲେ। ଏବେ ସେ କ୍ଷମତାରେ ଅଛନ୍ତି। ସେହି ସବୁ ହତ୍ୟାକାଣ୍ଡର ତଦନ୍ତକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଯିବେ ନା ଏହାର ସିବିଆଇ ତଦନ୍ତ କରିବେ।
#thequiver #thequivernews #odishanews #odishapolitics #politicalnews
#nabadas #pari #mamitamurdercase #cmodisha #mohanmajhi
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in UA-cam! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews