Government auctioned faith and emotion of devotees | The Quiver

Поділитися
Вставка
  • Опубліковано 3 жов 2024
  • #ଅର୍ପଣ_ଚାଉଳ_ବିକିଦେଲେ
    ନିଲାମ ହୋଇଗଲା ଭକ୍ତର ଭାବ ଓ ନୈବେଦ୍ୟ । ନେତା ମନ୍ତ୍ରୀଙ୍କ ରାଜନୀତି ପାଇଁ ବଳି ପଡ଼ିଗଲା ଭକ୍ତର ଭକ୍ତ ଆଉ ଶ୍ରଦ୍ଧା । ବିଶେଷ କରି ନବୀନଙ୍କ ଅହଂକାର ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରତି ଅବଜ୍ଞା ହିଁ ସବୁ ବିଗାଡ଼ି ଦେଲା । ଭକ୍ତିର ଅର୍ପଣ ଅଦରକାରୀ ହୋଇଗଲା । ଶେଷରେ ବିକି ଦେଲେ କାଳିଆ ସାଆନ୍ତଙ୍କ ପାଇଁ ଭକ୍ତ ଦେଇଥିବା ଅର୍ପଣ ଚାଉଳ । ୧୦ହଜାର ୩୨୨ କୁଇଣ୍ଟାଲ ଚାଉଳ ବିକି ପ୍ରଶାସନ ଆୟ କରିଛି ୨ କୋଟି ୮୬ ଲକ୍ଷ । ଏହି ନିଲାମ ସହ ଅର୍ପଣ ଚାଉଳ ରାଜନୀତିରେ ପଡ଼ିଲା ଯବନିକା । ଆଉ ଏ ପ୍ରସଙ୍ଗ ଉଠିବ ନାହିଁ ।
    #bjpodisha #cmmohanmajhi #bjdodisha #naveenpatnaik #puri #purijagannathtemple #jagannathtemple #jagannathdhampuri #lordjagannath #arpanachaula
    THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
    Get Touch With Us!
    --------------------------
    Subscribe "THEQuiverNews" in UA-cam! / @thequivernews
    Like us in Facebook: / thequiverofficial
    Follow us in Instagram: / thequivernews
    Follow us in Twitter: / thequivernews
    Visit our website: thequiver.in/
    Follow us in LinkedIn: / thequivernews
    #thequiver #thequivernews #odishapolitics

КОМЕНТАРІ • 1