Lokamane tanka ray janeiba pain comments karanti Mu jouthi dekhuchhi tumara comments Kn comments queen haba Tamara bodhe kichhi kama nahi dinaara basi vedio dekhuchaa😂
Tamar maigiha bhim bapa lagi aamar swadhinta aahuri late hei thila sala maigiha sabu round table baithak ke jai thila British mankar band chuhibar lagi
HAPPY GANDHI JAYANTI 🙏
Happy Gandhi jayanti mu traveller Bhai ❤❤❤
Plz
Happy gandhi jayanti ❤❤
Bhai mobile number send kar pz
Plz
ଦେଖିବା ଆମ 🇮🇳 ତ୍ରିରଙ୍ଗା ପତାକା ପାଇ କେତୋଟି Like 👍 ମିଳିବ ?
Jay hind
Jay hind jay bharat ❤❤❤
ତ୍ରିରଙ୍ଗା
Jay hind ❤
🇮🇳 ତିରଙ୍ଗା ନୁହେଁ ❌ 🇮🇳 ତ୍ରିରଙ୍ଗା ✔️
କଳାପାଣି ଜେଲ ଭିଡ଼ିଓ explain କରିଥିବାରୁ ବହୁତ ବହୁତ ଧନ୍ୟଵାତ ଲବ ଦାଦା
ଭାବନ୍ତୁ ଟିକେ ଆଜି ଆମେ ଯେଉଁ ସ୍ଵାଧୀନ ପରିବେଶ ରେ ଜୀବନ କୁ ଉପଭୋଗ କରୁଛୁ ତା ପଛରେ କେତେ କେତେ ବୀର ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଆତ୍ମ ବଳିଦାନ ରହିଛି। କେତେ ଦେଶପ୍ରେମ ସେମାନଙ୍କ ଦେହ, ମନ, ଆତ୍ମାରେ ଭରି ରହିଥିଲା ଯେ ଦେଶ ପାଇଁ ନିଜକୁ ତିଳ ତିଳ କରି ଜାଳି ଦେବା କୁ ପଛାଇ ନଥିଲେ। ସେମାନଙ୍କୁ ସଶ୍ରଦ୍ଧ ପ୍ରଣାମ 🙏🙏🙏.
ଗାନ୍ଧୀ ଜୟନ୍ତୀରେ ମୋର ସମସ୍ତ ଓଡ଼ିଶା ବାସୀଙ୍କୁ ହାର୍ଦିକ ଶୁଭେଛା ଓ ଅଭିନନ୍ଦନ 🙏🙏🙏
Mui dakhi chi
Pati dia didi
Sastri ji jayanti
Hm
ଗାନ୍ଧୀ ଜୟନ୍ତୀ ❎ ଗାଣ୍ଡୀ ଜୟନ୍ତୀ✅😂😂😂😂😂
ଲବ ଭାଇ ବହୁତ୍ ସୁନ୍ଦର ଭିଡିଓ ଲାଗିଲା ❤❤❤❤like କର
ସତରେ ଆମ ସ୍ୱାଧୀନତା ସଂଗ୍ରାମୀମାନେ କେତେ କଷ୍ଟ ସହିଛନ୍ତି 😭😭😭ସେମାନଙ୍କୁ ମୋର କୋଟି କୋଟି ନମସ୍କାର 🙏🙏🙏🙏🙏🙏🙏🙏🙏🙏
😢😢
Gandhi au Neheru kete tharo jai chonti ??
😂😂
ଷଷ୍ଠ ଶ୍ରେଣୀ ସାହିତ୍ୟ ବହିର ସଭର କର ବିଷୟରେ କଳା ପାଣି ପଢ଼ିଥିଲି। ଆଜି ଏ ଭିଡିଓ ଦେଖି ଭଲ ଲାଗିଲା ।
ଷଷ୍ଠ ବେଳେ ମୁଁ ବି ସଭର କର ବିଷୟରେ କଳା ପାଣି ଜେଲ୍ ବିଷୟରେ ପଢିଛି, ଯେତେବେଳେ ପଢିଲି ବହୁତ ଡର ଲାଗିଲା ଆଉ କଳା ପାଣି ଜେଲ୍ ର History ବିଷୟ ରେ ମଧ୍ଯ ଜାଣିବାକୁ ଚାହୁଁଥିଲି
ସତରେ ଆମସ୍ବାଧୀନତା ସଂଗ୍ରାମୀ କେତେ କଷ୍ଟ ସହିଛନ୍ତି ତାଙ୍କୁ ମୋର କଟିକଟି ନମସ୍କାର ଭାରତ ମାତକି ଜୟ🇮🇳🇮🇳🇮🇳🙏🙏
ଏବେକାର ଯଦି ସେମିତି ହୁଅନ୍ତା ଆଉ ନାରୀ ମାନେ ଧର୍ଷଣ ହୁଅନ୍ତେ ନି 😢
କଳାପାଣି ବିଷୟରେ କହିଥିବାରୁ ଧନ୍ୟବାଦ
Keonjhar ରୁ କେଉଁମାନେ ଦେଖୁଛନ୍ତି ❤😮😮
Mu ❤
Mu❤
Mubi dekhuchi ❤❤
Keonjhar kou jaga
@@bibek-info jhumpura
ବହୁତ୍ ଭଲ ବର୍ଣ୍ଣନା କରି ଥିବା ରୁ ମୋ ତରପରୁ ଲାଇକ ଗୋଟେ ହିଁ ମିଳୁଛି ତୁମେ ମଧ୍ୟ like kra
Tame b bahut sundar madam
@@RajibKaruan-e2z thanks
ଭାଇ ଙ୍କର ବହୁତ୍ ସୁନ୍ଦର ସୁନ୍ଦର video ଆଣୁଛନ୍ତି ତେଣୁ ବହୁତ୍ ମାତ୍ରାରେ like share comment କରନ୍ତୁ 🙏🙏🙏❤❤❤
h
ଯାହା ହଉ ଲବ ଭାଇ କାଲିଠୁ ଭିଡ଼ିଓ upload କରୁଛନ୍ତି ବହୁତ୍ ଖୁସି ଲାଗୁଛି😊😊ଏମିତି daily ଭିଡ଼ିଓ upload କରିବେ ଭାଇ 🥰👍
Tame anek video re coment kara
Tama comment sabu ade dekhuchi mun bohut jananka I'd re CMT daucha ... Carry on ❤
@@krushnanayak4090han 😂
Tame Samastanka Video Re Comment Kara Ki ?
Tamara Kichhi Kama Nahi ki ?
Hi
ମୟୂରଭଞ୍ଜ ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ ❤
Balesore ru dekhichii
Bangriposi ru dekhu6i
Kn pai like koribu
Mayourbhanj bro 🎉🎉
Mu bi@@rajanaik1312
କଳାପାଣି ଜେଲ୍ ଭିଡିଓ ଦେଖେଇଥିବାରୁ ଧନ୍ୟବାଦ ଲବ ଭାଇ.....!! ଜୟ ଜଗନ୍ନାଥ 🙏
ଧନ୍ୟବାଦ ଭାଇ ।
ବହୁତ ସୁନ୍ଦର ହେଇଛି ଭାଇ
ଶୁଣି ଥିଲି ହେଲେ ଲବ ଭାଇ ଦେଖାଇଲେ❤❤❤
Mind blowing video jay Jagannath 🙏 juhar labahansda Bro
Happy Gandhi jayanti
ବହୁତ ଦିନର ଅପେକ୍ଷା ଅନ୍ତଘଟିଲା
ଜୟ ଜଗନ୍ନାଥ
ମୟୂରଭଞ୍ଜରୁ କେଉଁମାନେ ଦେଖୁଛ ❤ ସେ ଗୋଟେ Like ହେଇଯାଉ !
@@harajuwanofficial5873 mu bhai
Bahut bhal lagila
ଯାଜପୁରରୁ କେଉଁ ମାନେ ଦେଖୁଛ👍କର
ଜୋହାର ଗେ ଦାଦା 🙏🙏🙏
Maja aasu chi vdo 😮😮😮
Bhai ଆଣ୍ଡାମାନ ବିଷୟରେ ଏତେ ସବିଶେଷ ବିବରଣୀ ତଥ୍ଯ agaru କେହି ଦେଇନଥିଲେ. ଏତେ ସୁନ୍ଦର ଉପସ୍ଥାପନା ଦେଖି ଆପଣଙ୍କ ପ୍ରତି ଭଲପାଇବା ଚାରିଗୁଣ ବଢ଼ିଗଲା. ❤❤
ମୟୂରଭଞ୍ଜ ଜିଲ୍ଲାରେ ଦେଖୁଛି। ଲାକିକର❤❤❤❤
କିଏ କିଏ ସବୁ ଲବ ଭାଇ ଙ୍କ ଭିଡ଼ିଓ ଦେଖିବାକୁ ଭଲ ପାଅ❤🎉like କର👍🏻👍🏻
ମତେ ଟିକେ କେହି ଜଣେ ହେଲେ ମଧ୍ୟ ସପୋର୍ଟ କରନ୍ତୁ plz 😭💔😔
Plz
❤u
Thank
Lokamane tanka ray janeiba pain comments karanti
Mu jouthi dekhuchhi tumara comments
Kn comments queen haba
Tamara bodhe kichhi kama nahi dinaara basi vedio dekhuchaa😂
Mu vabuthili kala Pani kebe dekhib odia bloger re boli , thanks laba bro
Nice information video ❤❤❤
ଭାଇ ଏତେ ସୁନ୍ଦର ଭିଡିଓ ଛାଡ଼ିଥିବାରୁ ଧନ୍ୟବାଦ
Jay Jagannath 🙏🙏🙏
Laba Bhai very nice 👍👍👍
କୋଉ ମାନେ ଲବ ଭାଇ ଙ୍କ ଭିଡ଼ିଓ କୁ ଫାଷ୍ଟ୍ ରୁ ଦେଖିଛ ଲାଇକ୍ କର👍🏻👍🏻
😂
Bedhei jhia sabu video re Kali aara comments aage dekhibaku miliba
Time keteta lick dei6
@@sushilchakisushil557Eata katha mun bi dekhuchi sabuthi😂
Kichi kama nahi ki 😂
Love from Odisha, Mayurbhanj 😊❤️❤️❤️❤️❤️
ମତେ ଟିକେ କେହି ଜଣେ ହେଲେ ମଧ୍ୟ ସପୋର୍ଟ କରନ୍ତୁ plz 😭💔😔
Plz
4ମାସ ଅଛି support କରିଦିଅ
Kn heichhi
Kn helaki Bhai
Kn hela ki bhai
ଜୟ କଳାହାଣ୍ଡି
ଜୟ ମା ମାଣିକେଶ୍ଵରୀ,................❤
ଓଡ଼ିଶା ର ନମ୍ବର୍ one traveller ଆମ ଲବ ଭାଇ ଭାଇ ଙ୍କୁ ସପୋର୍ଟ କରନ୍ତୁ.❤❤❤
ମୋ ଲବ ଭାଇ ପାଇଁ ହୃଦୟ ଭରା like ହଉ ସାଙ୍ଗ ମାନେ❤ 0:26
Jay jagannath🙏🙏
Nice bhai 😊
Adi napay video da
Johar Dada 🙏
Tamar maigiha bhim bapa lagi aamar swadhinta aahuri late hei thila sala maigiha sabu round table baithak ke jai thila British mankar band chuhibar lagi
ଧନ୍ୟବାଦ ଭାଇ
BHAI NICE VIDEO🎉🎉ମାଡ଼ି ଚାଲ ଲବ ଭାଈ🎉🎉
କାହାର UA-cam Channel ଅଛି 🤔
ଆଉ Grow ହେଉଛି କି ନାହିଁ...🤔📈
ନାହିଁ
Mora achii..tk tips dia
ଜୟ ଜଗନ୍ନାଥ ଭିଡିଓ ବୋହୁତ ଭଲ ଲାଗିଲା
Jay Jagannath Bhai ❤❤
ବହୁତ ଦିନରୁ ଭାଇ ଜୟ ଶ୍ରୀ ରାମ ❤️❤️❤️
ଲବ ଭାଇ.... ଦୁଃସାହାସିକ ଭିଡ଼ିଓ ପାଇଁ thankyou...❤❤
ଲବ ଭାଇ 👍👍👍
ଲବ ଦାଦା ଆଡି ଭାଗି ନଙ୍କାଗେ ଭିଡିଓ upload ମେ
Good ଇବେନିଙ୍ଗ ଲବ bhai🙏🙏❤️❤️
Bahut ,Bahut Dhanyabad Labahai kalapani jel Dekheila
ଜୟ ଶ୍ରୀଜଗନ୍ନାଥ*🙏Bro.....👍
Jai jagannath odisha mayurbhanj baripada dukura supar video happy gandhijayanti
Badhia❤ ଲାଗୁଛି bhai video ❤
ଜୟ ଜଗନ୍ନାଥ 🙏 🙏 🙏 ଭାଇ
Bahut sundar laba bhai ❤️❤️❤️
Bohut bodhia laba bhai😊😊
ଅଶେଷ ଅଶେଷ ଧନ୍ୟବାଦ୍ ଲବ ବାଃବୁ। ᱟᱹᱰᱤ ᱟᱹᱰᱤ ᱥᱟᱨᱦᱟᱣ ᱞᱚᱵᱚ ᱵᱟᱵᱩ ।
ଭଲ ଲାଗିଲା ଭାଇ
Bahut bahut dhanybaad laba vai🙏🙏
Thank you Labh Bhai
Respect for all freedom fighters ❤
Bahut bhala lagila video laba bhai ❤️
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
ମତେ ଟିକେ ସପୋର୍ଟ କରନ୍ତୁ plz 😭💔😔
ଜୟ ଜଗନ୍ନାଥ ଭାଈ
I like historical place videos rather than other videos. It's a great learning platform for new generation.
Very nice 👍 Good bless you laba Bhai
ମା ଭାରତୀଙ୍କ ଜଣେ ସୁଯୋଗ୍ୟ ବୀର ପୁତ୍ର ବୀର ସାବର୍ କର୍ ଙ୍କ ଅବଦାନ ମହାନ୍ 🙏🙏🚩🚩
କୋକା କୋଲା ପେପସି ଲବ ଭାଇ ଶେକସି❤❤❤
ସେମିତି କୁହନି ଜମା
Kaumane laba bhai nka video ku apekhya karithila dil se gote like heijau👍👍👍
Bauth bauth bhalo lagila lobha bhai
Love from Rayagada orissa ❤️❤️ jay jagannath
Nice video laba bhaiya,
ଲଵ ଭାଇ କଳା ପାଣିଜେଲ ଦେଖାଇରୁ ଧନ୍ୟବାଦ💖💖💖💖💖💖🙏🙏
bhai kalapani jail story very ensting
ଭଲ ଲାଗୁଛି 😊😊😊
Great to see you again who always try to give us something unknown and mysterious things ❤
Love you bhai. Form jharsuguda
Good Evening Laba bhai❤❤❤❤🎉🎉🎉
Jai jagannath Loba Bhai
ଭାଇ ତମ ଯିବନ ବହୁତ ଭଲ ସବୁଆଡେ ବୁଲିପାରୁଚ
Laba Bhai very nice picture
ଲବ ଭାଇ ବହୁତ୍ ଭଲ ଲାଗିଲା ଭିଡିଓ। କଳାପାଣି ଜେଲରେ ଏବେ ବି କଣ ଆଗ ଭଳି ଦଣ୍ଡ ମିଳେ କି।
Aji tama video dekhi akhi ru luha chali asila bhai 😢😢
Aadi napay video loba dada,,
🎉🎉🎉🎉🎉🎉
❤❤❤❤❤❤
👍👍👍👍👍👍
ଜୟଜଗନାଥ ଲବଭାଇ
Jai jagannath..great work laba babu
Good evening laba Bhai
Jay jagannath ⭕‼️⭕🙏
Loba Bhai super video ❤❤❤
Thank you laba Bhai dasahara now coming few days.
Love you laba dada 🎉❤️🎉❤️🎉❤️🎉❤️🎉❤️🎉❤️🎉❤️
Bohuto bholo hei chhi🎉🎉🎉🥰🥰🥰🥰🥰🥰😊😊😊😊
ଏଇଟା ମର ଦେଖିବାର ଥିଲା
Johar lobo babu
3:20 bhalo lagila video 😊😊😊
HAPPY GANDHI JAYANTI ❤❤❤ AND 1 MILLION SUBSCRIBERS LABA BHAI CONGRATULATIONS 🎉🎉🎉