କେଉଁ କାରଣ ପାଇଁ ଟାଇଟାନିକ୍ ଜାହାଜ ଆଟଲାଣ୍ଟିକ ମହାସାଗର ରେ ବୁଡିଗଲା ‍।

Поділитися
Вставка
  • Опубліковано 27 лис 2024

КОМЕНТАРІ • 400

  • @bapunpatra3789
    @bapunpatra3789 6 місяців тому +74

    ସାର୍ ଯେମିତି ଟାଇଟନିକ ଦୁର୍ଘଟଣା ବିଷୟ ରେ କହିଲେ ଦୟାକରି ନାଶା ର କଳ୍ପନା ଚାୱଲା ମହାକାଶ ଅଭିଯାନ ଦୁର୍ଘଟଣା ବିଷୟ ରେ ଆମକୁ ଜନେଇଦିଆନ୍ତୁ ପ୍ଲିଜ୍ ପ୍ଲିଜ୍

  • @kilogram382
    @kilogram382 6 місяців тому +20

    Thank you so much sir. ଜାଣିବାକୁ ପାଇଲି ଟାଇଟାନିକ୍ ର ସବୁ କିଛି problem.

    • @PINASODIAPHYSICS-vm1fu
      @PINASODIAPHYSICS-vm1fu  6 місяців тому +3

      ସବୁ ଆପଣ ମାନଙ୍କ ପାଇଁ ବାନାଉଚି

    • @jagannathbaba4035
      @jagannathbaba4035 6 місяців тому

      ଥରେ ଗୋଟାଏ ଜାହାଜ ଗୋଟିଏ ଦେଶରୁ ଅନ୍ୟ ଏକ ଦେଶ କୁ ଯାତ୍ରା କରୁଥିଲା ।ଯାତ୍ରା ର କିଛି ଘଣ୍ଟା ପରେ ଜାହାଜ ର କ୍ୟାପଟେନ ଦେଖିଲେ ଏକ ଭୟଙ୍କର ଘୂର୍ଣି ବାତ୍ୟା ସେହି ଜାହାଜ ମୁହାଁ ହେଇ ଆସୁଛି ।ସେହି କ୍ୟାପଟେନ ଆସି ସମସ୍ତଙ୍କୁ କହିଲେ ଆଉ କିଛି କ୍ଷଣ ପରେ ଆମେ ସମସ୍ତେ ମୃତ୍ୟୁ ବରଣ କରିବା ସମସ୍ତେ ବ୍ୟସ୍ତ ହେଇ ପଡିଲେ କୌଣସି ଉପାୟ କି ବିକଳ୍ପ ବି ନହିଁ ।କରିବେ ଅବା କଣ ।ସେଠାରେ ଜଣେ ମାତ୍ର କର୍ମଚାରୀ ଥିଲେ ସେ ଥିଲେ ଓଡ଼ିଶା ର ସେ ସେହି ଜାହାଜ ର ସମସ୍ତ କର୍ମଚାରୀ ମାନଙ୍କୁ କହିଲେ ଆମ କାଳିଆ ଆମ ଜଗନ୍ନାଥ ଙ୍କୁ ପ୍ରାର୍ଥନା କର ନିଶ୍ଚିତ ରକ୍ଷା କରିବେ ତାଙ୍କର ଭରଷା ଥିଲା କିନ୍ତୁ ସେଠାରେ ଥିବା ଅନ୍ୟ ଅଣ ଓଡ଼ିଆ ମାନେ କହିଲେ ଜଗନ୍ନାଥ କିଏ ସେ କେମିତି ସେ କୋଉଠି ରୁହନ୍ତି । ଆମ ଓଡିଆ ଭାଇ ଜଣକ କହିଲେ ସେ ସବୁ ର ସମୟ ନାହିଁ ଆଗ ମହା ପ୍ରଭୁ ଜଗତର ନାଥ ଜଗନ୍ନାଥ ଙ୍କୁ ପ୍ରାର୍ଥନା କର । ସେ ନିଶ୍ଚିତ ଆମକୁ ବଞ୍ଚେଇ ଦେବେ ।ମୃତ୍ୟୁ ସମୟ ରେ ଅନ୍ୟ କୌଣସି ଉପାୟ ବି ନାହିଁ ଜାଣି ନ ଥିଲେ କି ଆମ କାଳିଆ କିଏ। ସମସ୍ତେ ମହା ପ୍ରଭୁ ଙ୍କୁ ପ୍ରଣାମ କରି ଅନାବର୍ ଅଶ୍ରୁ ରେ ଗୁହାରି କଲେ କିଛି ସମୟ ପରେ କ୍ୟାପଟେନ ଯାଇ ଦେଖିଲେ ମୃତ୍ୟୁ ଆଉ କେତେ ବାଟ କିନ୍ତୁ ସେତେବେଳେକୁ ସବୁ ସମସ୍ୟା ର ସମାଧାନ ହେଇ ସାରିଥାଏ । କେମିତି ସମ୍ଭବ ହେଲା ଏ ସବୁ କିଏ ସେ ଜଗନ୍ନାଥ କିଏ ସେ ଆମକୁ ଦୟା କଲେ ସେ ଓଡ଼ିଆ ଜଣକ କହିଲେ ଆମ କାଳିଆ ଆମ ମହା ପ୍ରଭୁ ଜଗନ୍ନାଥ କୋଟି କୋଟି ବିଶ୍ଵ ବ୍ରହ୍ମାଣ୍ଡ ର ମାଲିକ୍ ଯାହାଙ୍କ ଇଚ୍ଛା ରେ ଚାଲିଛି ସବୁ । ସେ ଚାହିଁଲେ ସବୁ ସମ୍ଭବ। ସେଇଠୁ ସେ ଜାହାଜ କମ୍ପାନୀ ର ମାଲିକ୍ ଏକ ଘଣ୍ଟି ଦେଲେ ମହା ପ୍ରଭୁ ଜଗନ୍ନାଥ ଙ୍କୁ ତାର ଓଜନ କହି ପାରିବି ନାହିଁ କିନ୍ତୁ ଦେଖିଛି ଗୋଟିଏ ଟ୍ରାକ୍ଟର ରେ ଧରିବ । ଜୟ ଜଗନ୍ନାଥ

  • @chamatkarchitabhai3380
    @chamatkarchitabhai3380 3 місяці тому +16

    ଆପଣ ବହୁତ ତଥ୍ୟ ସଂଗ୍ରହ କରି ସୁନ୍ଦର ଭାବେ ଜଣାଇ ଦେଲେ। ଆପଣଙ୍କୁ ଅଶେଷ ଧନ୍ୟବାଦ 🌹

  • @AbedanaPradhan-p6k
    @AbedanaPradhan-p6k Місяць тому +4

    ଏଟାତ ସାଧାରଣ ଘଟୁଚି ସାର୍ , ପବିତ୍ର ବାଇବଲ ରେ ଅଛି ମହା ମହା କହିଲେ ବଡ଼ ବଡ଼ ଘଟଣା ଘଟିଇବ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ବାସ କର ଯିଏ ଯୀଶୁଙ୍କୁ ଯାଣି ନାହିଁ ତା ପାଇଁ ମହା ବିପଦ ଅଛି ଆପଣ ଛାତ ଘର କରିଥିଲେ ବି ରଖ୍ୟା ପାଇବ ନି

  • @SangramkasariYadav
    @SangramkasariYadav 5 місяців тому +6

    23:04 ସାର ଆପଣଙ୍କର ବୁଝେଇବା ଶୈଳୀ ଏତେ ସୁନ୍ଦର ତାହା ଭାଷାରେ ପ୍ରକାଶ କରି ହେବ ନାହିଁ thanks thanks thanks I love u sir

  • @amiya1k
    @amiya1k 6 місяців тому +13

    କେବେ ଠିକ୍ ସେ ଜାଣିନ ଥିଲି Titanic ଜାହାଜ ବିଷୟରେ ଆଜି ପ୍ରଥମ ଥର ଜାଣିବାକୁ ପାଇଲି, ଧନ୍ୟବାଦ sir

  • @subhrajitmohanty8262
    @subhrajitmohanty8262 3 дні тому +1

    ବହୁତ ବଢିଆ ଲାଗିଲା ଭିଡିଓ ଟି ,ଧନ୍ୟବାଦ

  • @AnandBiswal-m3r
    @AnandBiswal-m3r 6 місяців тому +13

    Sir ନମସ୍କାର, ଆପଣ ବହୁତ୍ ଭଲ ଭାବରେ ବୁଝାଇଲେ, ଧନ୍ୟବାଦ
    ଯଦି ଏମିତି ସମସ୍ତ ଗୁରୁଜନ ବୃନ୍ଦ ବୁଝେଇବେ ଆମ ଦେଶ ଶିକ୍ଷା ଓ ଜ୍ଞାନବିଜ୍ଞାନ ର ବିକାଶ ହେବା ସଙ୍ଗେ ସଙ୍ଗେ ସବୁଠାରୁ ବିକଶିତ ରାଷ୍ଟ୍ରରେ ପରିଣତ ହେବ
    ଜୟ ଭାରତ

    • @PINASODIAPHYSICS-vm1fu
      @PINASODIAPHYSICS-vm1fu  6 місяців тому +1

      ଧନ୍ୟବାଦ୍ ଆପଣଙ୍କ ଏପରି ଭାବନା ପାଇଁ, ମୋର video କୁ ସମସ୍ତଙ୍କୁ ଦେଖିବାକୁ କୁହନ୍ତୁ ଆଉ ମୋର channel ର growth ପାଇଁ ସହଯୋଗ କରନ୍ତୁ, ଆଗକୁ ଆହୁରି ଭଲ ଶିଖିବା ଭଳିଆ ଜିନିଷ ବତେଇବି ଆଗାମୀ ଭିଡିଓ ରେ

  • @agstarcreations.t.9312
    @agstarcreations.t.9312 4 місяці тому +8

    Bohut sundar lagila SIR ❤❤❤

  • @govindmajhi4289
    @govindmajhi4289 6 місяців тому +13

    ବହୁତ ସୁନ୍ଦର ଭାବରେ ଆପଣ‌ ଵୁଝୋଉଛନ୍ତି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ନ ବୁଝିବା‌ ଲୋକ ମଧ୍ୟ ବୁଝି ପାରିବେ

  • @tapaskumar2808
    @tapaskumar2808 6 місяців тому +10

    ବହୁତ ସୁନ୍ଦର ଭାବେ ବର୍ଣନା କରି କହିଲେ sir

  • @gourangaseth8025
    @gourangaseth8025 2 місяці тому +2

    ବହୁତ ସୁନ୍ଦର ଭାଇ ଧନ୍ୟବାଦ।

  • @panditmoharaj2687
    @panditmoharaj2687 6 місяців тому +6

    ଅତି ସୁନ୍ଦର ଉପସ୍ଥାପନା ମହାଶୟ 🎉🎉🎉
    ବହୁତ ଭଲ ଲାଗିଲା ❤❤❤
    ଅଶେଷ ଅଶେଷ ଧନ୍ୟବାଦ ସାର୍ 🎉

  • @ratikantajena1986
    @ratikantajena1986 4 місяці тому +2

    ସୁନ୍ଦର ଭାବରେ ବୁଝାଇଲେ 🙏

  • @UmeshRaj-md2dr
    @UmeshRaj-md2dr 3 місяці тому +3

    😮😮😢😢 ବହୁତ୍ ଭଲଖବରଟିଏ ଦେଇଛନ୍ତି ଆପଣ🙏🙏🙏🙏🙏

  • @Prema-n4y2j
    @Prema-n4y2j 3 місяці тому

    Sir କୋଟି ଜୁହାର
    Heavy knowledge ❤

  • @madanmohansahu7094
    @madanmohansahu7094 4 місяці тому +2

    ସବୁ ଠିକ ଯେ ବହୁତ ସ୍ପୀଡ଼ କଥା ବୁଝିବାକୁ ସମୟ ଲାଗୁଛି ଉପସ୍ଥାନ ବହୁତ ଭଲ ଅଛି l

  • @bishnuprasadnayak8469
    @bishnuprasadnayak8469 3 місяці тому

    ଧନ୍ୟବାଦ 🙏🙏ବହୁତ ସୁନ୍ଦର 👍👍🌹🌹

    • @PINASODIAPHYSICS-vm1fu
      @PINASODIAPHYSICS-vm1fu  3 місяці тому

      ଆପଣଙ୍କ ମତରେ ବହୁତ ଭଲ, ସେଥିପାଇଁ ଆପଣଙ୍କୁ ମଧ୍ୟ ଧନ୍ୟବାଦ୍

  • @PurnaChandraSwain
    @PurnaChandraSwain 6 місяців тому +2

    Bht badhiya explanation. Awesome!!

  • @KhagapatiNaik-ud8ps
    @KhagapatiNaik-ud8ps 2 місяці тому

    ବହୁତ ସୁନ୍ଦର ତଥ୍ୟ 🙏🙏

  • @bigankumardas-fv4vj
    @bigankumardas-fv4vj 6 місяців тому +3

    Dhany bad

  • @gkmultimediachannel5354
    @gkmultimediachannel5354 6 місяців тому +2

    ବହୁତ ବହୁତ ଧନ୍ୟବାଦ ❤❤❤❤❤❤sir

  • @ajitbehura891
    @ajitbehura891 6 місяців тому +2

    Beautiful explanation, Very Informative, and helpful for Odiya people

  • @Afterjob
    @Afterjob 6 місяців тому +1

    ଆଜ୍ଞା ଆଜିକାଲି ଖଣ୍ଡିଆ ଭୂତ କାହିଁକି ଦେଖା ଯାଉନି ଏବଂ କେଉଁ କାରଣରୁ ଖଣ୍ଡିଆ ଭୂତ ହୁଏ ସେହି ବିଷୟରେ ଗୋଟେ ଭିଡିଓ କରନ୍ତୁ

  • @bipinparida4321
    @bipinparida4321 5 місяців тому +3

    Jay Jagannath 🙏🌹🙏
    thank you sir

  • @pramodbhadra6920
    @pramodbhadra6920 Місяць тому

    Excellent information about the drowning of Titanic sir
    Thank you very much sir for this incident
    Stay blessed sir

  • @LingarajMohanty-mt1oy
    @LingarajMohanty-mt1oy 4 місяці тому

    Bahut bahut sunder bhabare bujhei dele sir really salute of you 🙏🙏🙏🙏

  • @suredra1350
    @suredra1350 6 місяців тому +3

    Thanks sir good information

  • @nirmalkumarsethi7912
    @nirmalkumarsethi7912 5 місяців тому +1

    ସାର, ଏହି ଟାଇଟନିକ ଜାହାଜରେ ଜଣେ ଭାରତୀୟ ମହିଳା ଥିଲେ ,ତାଙ୍କ ନାଁ ଟି କଣ? କୁହନ୍ତୁ।

  • @hiteshpattnayak1908
    @hiteshpattnayak1908 Місяць тому

    Bhutu vola video banitebaru Thanks for your 😢sir

  • @Kalundia436
    @Kalundia436 6 місяців тому +4

    ବହୁତ୍ sundar bhaba ରେ bujheile dhanya bad

    • @PINASODIAPHYSICS-vm1fu
      @PINASODIAPHYSICS-vm1fu  6 місяців тому

      ମୁଁ ଜାଣି ଖୁସି ହେଲି, ସମସ୍ତଙ୍କୁ ଦେଖିବାକୁ ଆଉ share କରିବା ପାଇଁ କ୍କୁହନ୍ତୁ, subscribe ମଧ୍ୟ କରିବାକୁ କୁହନ୍ତୁ

  • @rabindrarout6441
    @rabindrarout6441 5 місяців тому +2

    Sir, ଅନ୍ଧାର ରୁ ବାହାରିବା ଭଳିଆ ଲାଗୁଛି ଆପଣଙ୍କ ଭିଡିଓ ଦେଖି 🙏

  • @debendrakumarmalik4232
    @debendrakumarmalik4232 4 місяці тому

    Thank you so much sir 🙏🙏 vala msg ti jani parilu aji amemane bahut khusi lagila.

  • @pabitrakumarsahoo2632
    @pabitrakumarsahoo2632 6 місяців тому +1

    ଧନ୍ୟବାଦ sir

  • @udaynaik9237
    @udaynaik9237 6 місяців тому +3

    Beutiful description with Enalisis titanic ship

  • @hemantagamanga4117
    @hemantagamanga4117 6 місяців тому +2

    TQ sir

  • @AshritaMandingi-e1s
    @AshritaMandingi-e1s 29 днів тому

    🙏 sir thank you so much sir !bahut bhala bhujaichhanti sir 🙏

  • @bhaskarpradhan8114
    @bhaskarpradhan8114 6 місяців тому +3

    ଜାଣି ନଥିଲି ,ଭଲ ଲାଗିଲା ଧନ୍ୟବାଦ୍ sir

  • @AlekhaKanhar-r9q
    @AlekhaKanhar-r9q 6 місяців тому +1

    ଧନ୍ୟବାଦ ସାର୍ 🙏🙏🙏

  • @narendrasethi8806
    @narendrasethi8806 6 місяців тому +2

    Thank you veryuch for the detailed information.

  • @rabindranaik1363
    @rabindranaik1363 5 місяців тому

    Sir bahut sundar bhabe apon kahile example deiki nice 👍 sir you are great sir

  • @pilukumarrout9539
    @pilukumarrout9539 6 місяців тому +2

    Bahut badhia episode.thank you sir

    • @PINASODIAPHYSICS-vm1fu
      @PINASODIAPHYSICS-vm1fu  6 місяців тому +1

      Dhanyabad, samastanku dekhibaku kuhantu aau channel lu subscribe kariba pai kuhantu, apana mananka pai agaku bahut bhala topic neiki asibi

    • @BasistaBishoyi
      @BasistaBishoyi 6 місяців тому

      Iiidiii​@@PINASODIAPHYSICS-vm1fuh ki mi

  • @PratimaOram-b6i
    @PratimaOram-b6i 4 місяці тому

    Sir aapnaku Mora bahut bahut dhanyabad sir aapna emiti pranjala bhabe bujheile bujhiki bahuta kichhi sikhibaku Milila . Namaskaar sir

  • @maheswatasethi5024
    @maheswatasethi5024 6 місяців тому +2

    Very nice Sir

  • @BS_CREATION405
    @BS_CREATION405 6 місяців тому +3

    Thank you so much sir for your important information 🥰✨

  • @BilasiniNaik-su5ff
    @BilasiniNaik-su5ff 5 місяців тому +2

    Thankyou, very, monch, sir, sambalpur, 🎉😢

  • @rashmiraja9620
    @rashmiraja9620 6 місяців тому +2

    Bahut bhala episode thila sir....

  • @sumitraputhal1466
    @sumitraputhal1466 6 місяців тому

    UA-cam re sabuthu bhala video aji dekhili .. thanks 👍😊

    • @PINASODIAPHYSICS-vm1fu
      @PINASODIAPHYSICS-vm1fu  6 місяців тому +1

      Thanks a lot, jani khusi heli, ahuri bhala topic neiki agaku asibi, share kara friends mananku aau mo channel ra growth pai support kara

    • @sumitraputhal1466
      @sumitraputhal1466 6 місяців тому

      @@PINASODIAPHYSICS-vm1fu most welcome 😊

  • @hemantaraita3346
    @hemantaraita3346 6 місяців тому +2

    Thank. U. Sir

  • @RAKESHDALEI123
    @RAKESHDALEI123 4 місяці тому

    You are great sir ....❤ Thank you sir

  • @bhawaniprasad7235
    @bhawaniprasad7235 4 місяці тому

    Thank you for such a good information provided.

  • @latambaripradhan9035
    @latambaripradhan9035 6 місяців тому +2

    Thanks sir...

  • @PrabhakarSamal-wd2kr
    @PrabhakarSamal-wd2kr 25 днів тому

    ସାର୍ ଆପଣଙ୍କୁ ମୁଁ ଶତ ଧନ୍ୟବାଦ ଜଣାଉଛି। ମାନିବାକୁ ପଡ଼ିବ ଆପଣମାନଙ୍କର ଏକ୍ସପ୍ରିଏନସ୍ । କେମିତି ବୁଡିଲା ଟାଇଟନିକ୍ ଜାହାଜ , ତାର ତଥ୍ୟ ସଂଗ୍ରହ କରି ଭିଡିଓ ଦ୍ଵାରା ଏମିତି ସୁନ୍ଦର ଶୈଳୀରେ ପ୍ରକାଶ କରିଛନ୍ତି, ଯେ କୌଣସି ଲୋକ ବି ସହଜରେ ବୁଝି ପାରିବ । ସାର୍ ଆପଣଙ୍କର ଏମିତି ଆଉ କିଛି ଭିଡିଓ ଅପେକ୍ଷା ରେ ରହିଲି । ଜୟ ଜଗନ୍ନାଥ।

    • @PINASODIAPHYSICS-vm1fu
      @PINASODIAPHYSICS-vm1fu  25 днів тому

      Mora you tube channel " PINAS ODIA PHYSICS" ku subscribe karidiantu aau sethire thiba sabu vdo dekhantu

  • @bschannal3824
    @bschannal3824 4 місяці тому

    Bahut sundar teaching sir

  • @shyamabandhusahoo6548
    @shyamabandhusahoo6548 6 місяців тому +1

    Beautiful explanation sir

  • @bapunpatra3789
    @bapunpatra3789 6 місяців тому +1

    Movie dekhiki ame problem bujhipari nathilu kintu apana bahut sundar bhabe amaku janei dele thank you

  • @nintyanandanaik716
    @nintyanandanaik716 2 місяці тому +1

    Many many thanks your description on titanic ship

  • @akshyanaik1973
    @akshyanaik1973 2 місяці тому

    Very nice information.

  • @KrusnachandraAcharya
    @KrusnachandraAcharya 2 місяці тому +2

    Thank u sar

  • @sarojkumarbehera6151
    @sarojkumarbehera6151 6 місяців тому +2

    Thanks sir❤️

  • @damusingbhatara3894
    @damusingbhatara3894 6 місяців тому +2

    Splendid ......🙏🙏🙏😭😭sri

  • @dasharathinayak6425
    @dasharathinayak6425 6 місяців тому +1

    Awesome Sir. Thanks

  • @rajanipadhan3502
    @rajanipadhan3502 6 місяців тому

    Thank you sir for great information...

  • @ChandrasekharSanta-mt1bj
    @ChandrasekharSanta-mt1bj 4 місяці тому

    ଧନ୍ୟବାଦ sir details ଭାବେ ବୁଝାଇବାରୁ 🙏🙏🙏🙏😭😭😭

  • @JayasinghMajhi-ds4hb
    @JayasinghMajhi-ds4hb 5 місяців тому

    Thanks for your teaching sir

  • @soubhagyapradhan4219
    @soubhagyapradhan4219 6 місяців тому +1

    ଆପଣ ଟିକିଏ ହରବରେଇ ଯାଉଛନ୍ତି।

  • @bikashsahoo5558
    @bikashsahoo5558 2 місяці тому

    ❤❤❤❤ Jay shree Ram sir.sundar v.. story

  • @SudarshanDihu
    @SudarshanDihu 6 місяців тому +1

    Beautiful

  • @NARENDRAKUMARNAIK-v5r
    @NARENDRAKUMARNAIK-v5r 6 місяців тому +2

    Thank you sir 🙏

  • @rashmikar3059
    @rashmikar3059 2 місяці тому

    Thank you sir, thank you very much.

  • @kailashchandrajena4989
    @kailashchandrajena4989 6 місяців тому +1

    Good subject to learn .

  • @BhuleswarPradhan-hk8dh
    @BhuleswarPradhan-hk8dh 6 місяців тому

    Danyabad bad shir

  • @prafulkumardash7430
    @prafulkumardash7430 5 місяців тому

    Mode of speach is excellent Sir

  • @PrakashOram-uu5ey
    @PrakashOram-uu5ey 5 місяців тому

    Sir apanka bujjeiba bahut vala lagila

  • @sarambotv8270
    @sarambotv8270 6 місяців тому +1

    Good information sir🙏

  • @rameshswain2010
    @rameshswain2010 4 місяці тому

    Thank you for your special story

  • @prashanttadingi7362
    @prashanttadingi7362 2 дні тому

    ବାଇବେଲ ରେ ଲେଖାଯାଇଛି। ପ୍ରଥମ ତୀମଥି 1:19 ଯେତେ ସତର୍କ ହେଲେ ବି ଜାହାଜ ବୁଡି ଥାନ୍ତା କାରଣ ସେମାନେ ସର୍ଗ ର ପରମେଶ୍ଵର ମଧ୍ୟ କିଛି କରି ପାରିବ ନାହିଁ ଏହା ସେମାନେ କହିଥିଲେ

  • @DebiMohapatra-c9k
    @DebiMohapatra-c9k 5 місяців тому

    Thanks for information

  • @Bargarh11
    @Bargarh11 6 місяців тому +1

    😢😢😢

  • @DebarajNaik-jh7nm
    @DebarajNaik-jh7nm 3 місяці тому

    Very nice explanation

  • @ranjankumarnayak1211
    @ranjankumarnayak1211 6 місяців тому +1

    Good

  • @uldharbhatra4701
    @uldharbhatra4701 4 місяці тому

    ସୁପର

  • @ssmirbehera8647
    @ssmirbehera8647 6 місяців тому +1

    Nice, Thank you so much

  • @jagannathbaba4035
    @jagannathbaba4035 6 місяців тому +1

    First jagannath moha Prabhu next science

  • @manojmohapatra798
    @manojmohapatra798 6 місяців тому +1

    Very smart idea

  • @pradeeptakumarpanda1054
    @pradeeptakumarpanda1054 6 місяців тому +2

    Thanks too much sir

  • @kariamarandi9397
    @kariamarandi9397 6 місяців тому +1

    Thank you sir😊😊😊😊

  • @ganeshvlogs531
    @ganeshvlogs531 6 місяців тому +1

    Very nice video sir 🙏🙏🙏🙏

  • @SurprisedDrums-sm3ck
    @SurprisedDrums-sm3ck 6 місяців тому

    Bahut Sundar Katha kahile Bhai. Mu Ae Titanic Jahaja Bisayare Utube re Dekhichhi. Bahut Sundar lagila Apananka Katha.

  • @shibanidehury231
    @shibanidehury231 27 днів тому

    Thank u very much sir🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @gauttamsahoo8834
    @gauttamsahoo8834 6 місяців тому +1

    ଭଲ ଲାଗୁଛି ❤🎉

    • @PINASODIAPHYSICS-vm1fu
      @PINASODIAPHYSICS-vm1fu  6 місяців тому +1

      ଧନ୍ୟବାଦ୍, ମୋର channels ର promotion ପାଇଁ support karantu

  • @Nature_Beuty9443
    @Nature_Beuty9443 6 місяців тому +2

    Bujheibara saili bahut bhala bt gote katha ku bar bar repeat kariki bas video ta ku lamba karuchanti

  • @livingstoneraita
    @livingstoneraita 6 місяців тому +1

    Bout Sundar babore call karichanti sir ❤️💕

  • @lokanathpualalokanath
    @lokanathpualalokanath 4 місяці тому

    Jai jagannath

  • @manaskumarsahoo2806
    @manaskumarsahoo2806 4 місяці тому

    Jay Jagannath 🙏🙏

  • @purusottamhemram1122
    @purusottamhemram1122 6 місяців тому +1

    🙏🙏🙏

  • @Himansukumarpradhan
    @Himansukumarpradhan 6 місяців тому +1

    ❤❤❤❤❤

  • @tapasrout5102
    @tapasrout5102 Місяць тому

    Niceeeee Explains

  • @PINASODIAPHYSICS-vm1fu
    @PINASODIAPHYSICS-vm1fu  6 місяців тому +3

    Photography pai dark room re light on kariki photo uthajauthila Titanic re.
    Lookout pakhare binocular nathila tenukari lookout mane ratire duration ru iceberg dekhiparile nahi
    Majhire bhul re New Delhi kahithili actually Newyork jauthila

  • @satyakumar349
    @satyakumar349 6 місяців тому

    Sir Apananka bhali kehi bi Ameti bojheiki kahi paribe ni.
    Thank you sir ❤