କଳା କାରନାମାର ହାଟ❗ଦେହ ବେପାର❗️

Поділитися
Вставка
  • Опубліковано 21 чер 2024
  • Welcome to fresh new vlog , in this video we are showing you a tribal village, it comes under Which is surrounded by mountains and dense forest . There are maximum number of people are daily labourers and less numbers of people depends on Cultivation . All the time there is fear of wild animals and reptiles . #triballife #odiavlog #charigarhvlogs #nightlife #video #foodvlog #villagevlog #villagelife #foodrecipe #tribalfood #mountainview #mountainvillage #mountain lifestyle #video #odisha #keonjhar #telkoi #odisha tribal life #truestory #groundreport #groundzero #underdevelopment #mountainlife #mountainlifestyle #tribalarea #uneducated #oldaged #mountainlifestyle #mountainview #odiavideo #tribalwomen #travelvlog #nopeopleinvillage #winterspecial #video #mountainlifestyle #tribalmarket #trivalmarketfood #travel #ranipanda #video #mountainlifestyle #villagelife #mahalmanda #desidrink #travelvlog #charigarhvlogs #redlight #redlightarea #sexualworker

КОМЕНТАРІ • 294

  • @prasantapattanaik862
    @prasantapattanaik862 8 днів тому +134

    ଗାଉଁଲି ହାଟ ଭଲ ଲାଗିଲା। ଜଁଗଲ୍ ଜାତ ଦ୍ରବ୍ଯ ଖାଣ୍ଟି ତଟକା ମିଳୁଛି। ଆଦିବାସୀ ହାଟ ଯୋଗୁଁ ସବୁ ଜଙ୍ଗଲି ଜିନିଷ ଓ ଆଦିବାସୀ ଜିନିଷ ମିଳେ। ଖାଇବା ଜିନିଷ ତ ସହଜେ ହାଟରେ ମିଳିଥାଏ।ଅନେକ ସ୍ଥାନରେ /ପାର୍କ ରେ ଓୟୋ ରେ ଦେହ ବ୍ୟବସାୟ ଆମେ ଶୁଣି ଥିଲୁ। କିନ୍ତୁ ଏଠି ଆଦିବାସୀ ହାଟରେ ଦେହ ବ୍ୟବସାୟ ଶୁଣି ଭାରି ଦୁଃଖ ଲାଗିଲା।ଏମାନେ ମଜା ପାଇଁ ଦେହ ସୁଖ ନେଉ ନାହାନ୍ତି। ବରଂ ଆର୍ଥିକ ଅସୁବିଧା ପାଇଁ ଏ ସବୁ କରୁଛନ୍ତି ଯାହା ସମାଜକୁ କଳୁଷିତ ଓ ରୋଗଗ୍ରସ୍ତ କରୁଛି। ସରକାର ଏ ସବୁର ନିରାକରଣ କରିବା କଥା। ଦୋକାନୀଙ୍କ ଦୋକାନଘର ଯୋଗାଇ ଦେଲେ ଭଲ ହୁଅନ୍ତା।ଆଉ ହେଲା ସରକାର ମଦ ବନ୍ଦ କଲେ ବି ଆଦିବାସୀଂକୁ ଏଥିରୁ ବାଦ୍ ଦେବା ଉଚିତ।କାରଣ ଏହା ତାଂକ କୋଉଳିକ ପାନୀୟ। ପାହାଡ଼ ଜଁଗଲ୍ ଭିତରେ ଏମାନଙ୍କ ଜୀବନର ଏକ ସ୍ଵତନ୍ତ୍ର ରୁଚି ଅଛି ଯାହା ଆଧୁନିକ ଜୀବନ ଚର୍ଯାରେ ନାହିଁ।

    • @AsishkumarDas-ne5yw
      @AsishkumarDas-ne5yw 8 днів тому +1

      😊😊😊😊😊😊😊😊😊😊😊😊😊

    • @Bablu_33.
      @Bablu_33. 8 днів тому +1

      Halo brother this is village name and dist name written u

    • @naraharipatra-vu1kr
      @naraharipatra-vu1kr 8 днів тому +3

      Kk😊glfgtz cc gmk ଓ, ,ଔର ରୋରଡସ ସନ​@@AsishkumarDas-ne5yw

    • @mahavir453
      @mahavir453 7 днів тому +1

      JAI HO🙏🚩
      YE KON SI JAGAH HAI KOI TO BATAAIYE PLEASE

    • @KumudiniNahak
      @KumudiniNahak 7 днів тому

      😊😊😊😊😊😊😊😊😊😊😊😊😊😊

  • @niranjanbehura5258
    @niranjanbehura5258 12 годин тому +1

    ଆଦିବାସି ଲୋକ ବହୁତ୍ ସରଳ ଜଙ୍ଗଲ ଜାତ ଦ୍ରବ୍ଯ ଉପରେ ଏମାନେ ନିର୍ଭର କରିଥାନ୍ତି ଜୟ ଜଗନ୍ନାଥ

  • @bulubehera8570
    @bulubehera8570 2 дні тому +1

    Odisha ର original ରୂପ ଦେଖି, ବହୁତ୍ ବଢ଼ିଆ ଲାଗିଲା, ଏହି ହଉଚି ମଣିଷ ର ଜୀବନ, ବlସ୍ ମଜା ଆସିଗଲା, ଭାଈ ତୁମକୁ ଧନ୍ୟବାଦ୍ ଆମ ଓଡ଼ିଶା ର ମୂଳ ପିଣ୍ଡକୁ present କରିଥିବାରୁ ❤❤❤

  • @Papurath8
    @Papurath8 7 днів тому +11

    ଏମିତି ନାଁ ଲେଖେନା ମାଡ଼ ଖାଇବୁ,,, କଳା କାରନାମା କ'ଣ ଧନ୍ଦା ଚାଲିଛି ଏଠି

  • @alokbehera4660
    @alokbehera4660 8 днів тому +20

    ଭାଈ, ଆପଣଙ୍କର ନୂଆ ହଟ ଆଉ ନୂଆ ଜାଗା present କରୁଥିବା ରୁ ଆପଣଙ୍କୁ ବହୁତ ଧନ୍ୟବାଦ।from..BDK

    • @rameshmajhi4317
      @rameshmajhi4317 7 днів тому +1

      ହାଟ ଭଲ ଲାଗିଲା, କିନ୍ତୁ ଦେହ ବ୍ୟବସାୟ କଥା ହାଜମ ହେଉ ନାହିଁ

  • @PappuPapu-vf7ok
    @PappuPapu-vf7ok 8 днів тому +7

    ମା।।। ମିଛୁଆ

  • @munathewriter1234
    @munathewriter1234 День тому +1

    ହୁଁ ଭାଇ ଠିକ୍ କଥା ଟା ଦେଖେଇଥିବାରୁ thanks ଯେତେ ଶୀଘ୍ର ସମ୍ଭବ ମୋହନ ମାଝୀ ଙ୍କୁ ସେ ହାଟ ର ଦେହ ବେପାରୀ ମାନଙ୍କୁ ଜେଲ୍ ରେ ପୁରେଇ ବାର ବ୍ୟବସ୍ଥା ହେବ କେବଳ ଆପଣ ଭାଇ ଟିକେ ଭିଡିଓ କୁ viral କରନ୍ତୁ 👍👍👍👌👌

  • @sunilrauto5923
    @sunilrauto5923 8 днів тому +4

    ଆପଣ ଙ୍କ ଭଦ୍ର ବ୍ୟବହାର ବହୁତ୍ ଭଲ ଲାଗେ

  • @judhisthiranaik2503
    @judhisthiranaik2503 8 днів тому +6

    ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, କାରଣ ଗାଁ ଗହଳି ହାଟ ଦେଖାଉ ଥିବାରୁ, ବହୁତ ଭଲ ଲାଗିଲା l

  • @chandraisoren3615
    @chandraisoren3615 8 днів тому +22

    ଗାଣ୍ଡି ମରା ବେକାର ରେ ଆଦିବାସୀ ମାନଙ୍କୁ ବଦନାମ୍ କର ନାହିଁ ପ୍ରମାଣ ଦେଖା ହିନ୍ଜିଳା ହେଇଥିବେ

    • @user-cb8hs4di7v
      @user-cb8hs4di7v 4 дні тому

      FIR କରା ଯାଉ....ଆଦିବାସୀ ଏକ୍ଟ ଅନୁସାରେ

    • @ChandanKumar-gh6lr
      @ChandanKumar-gh6lr 4 години тому

      Report koridio yutube ku

  • @SukantaLenka-yj7kh
    @SukantaLenka-yj7kh 4 дні тому +3

    Apanankara video bahuta Ananda dia bhai❤❤

  • @dipakkumarpatra574
    @dipakkumarpatra574 2 дні тому

    Great bro

  • @jagadishdehuri1445
    @jagadishdehuri1445 8 днів тому +12

    ଭାଇ ତମ ଗାଁ ହାଟରେ ଦେହ ବେପାର ହୁଏ ତାମେ ଯାଇକି ଦେଖି ଥିଲକି ମିଛ କଥା ତମ କେଂଝେର ରେ ଦେହ ବେପାର ହୁଏ ଭାଇ ମିଛରେ ଯାଜପୁର TATA Mainci କୁ ବଦନାମ କରୁଛ

  • @subratbehera8293
    @subratbehera8293 7 днів тому +1

    Very nice blog bhai

  • @silisili5649
    @silisili5649 8 днів тому +2

    Jay jagannath 🚩🚩

  • @biruamamalaxmi541
    @biruamamalaxmi541 8 днів тому +14

    Galua ସୁକିନ୍ଦା areea ରେ ରହିକି ଗାଲୁ ମାରୁଚୁ

    • @bholanathmarndi7264
      @bholanathmarndi7264 5 днів тому +2

      ତାକୁ ବଡେଇ ବା ଦରକାର ମିଛ ପ୍ରଚାର କରୁଛି
      ନିଜ vedio ଯେମିତି ବେସି ଦେଖିବେ ବୋଲି

  • @Hanan-to7ex
    @Hanan-to7ex 5 днів тому

    I love my Odisha❤❤❤

  • @SukindadisumBabuofficial
    @SukindadisumBabuofficial 6 днів тому +11

    ଥରେ କେଉଁଝର ରେ ମାଡ଼ ରୁ ବଂଚିଥିଲୁ ,ଏବେ ଯାଜପୁର ରେ ମାଡ଼ ଖାଇବୁ .ଆମ ଯାଜପୁର କୁ ବଦନାମ କରୁଛୁ / ଏଇ ଲୋକଟାକୁ ଯାଜପୁର ରେ ଯେହୁଁତି ଦେଖିବ ମାର m g ku

  • @user-hq1gj6xb5y
    @user-hq1gj6xb5y 8 днів тому +7

    ମାଡଖିଆ ମିଛଟାରେ ଵଦନାମ କରୁଛୁ ଏ ହାଟକୁ

    • @reactionwithrahul1
      @reactionwithrahul1 8 днів тому

      Yaa ku longola kori pitibe sola .se hatoku aau thore jau

  • @SK24NYK
    @SK24NYK 6 днів тому

    Awesome bahi good work genuine videos

  • @rebatimishal2986
    @rebatimishal2986 3 дні тому

    Nice video

  • @pratappatra8489
    @pratappatra8489 7 днів тому

    Jay jagannatha 🙏🙏🙏🙏

  • @Pravatdiamond
    @Pravatdiamond 7 днів тому

    Good 👍👍👍👍🎉🎉🎉🎉❤❤

  • @bibegal
    @bibegal 8 днів тому

    VERY nice

  • @ranjitdigal323
    @ranjitdigal323 8 днів тому +2

    Good 👍

    • @CharigarhVlogs1614
      @CharigarhVlogs1614  8 днів тому

      🙏🙏🙏🙏🙏🙏 share this video and subscribe this channel 🙏🙏🙏🙏

  • @DhanaramBeshra
    @DhanaramBeshra 8 днів тому +8

    Koujoga bhai

  • @nasannsrstudio4985
    @nasannsrstudio4985 8 днів тому +1

    ବହୁତ ସୁନ୍ଦର ହେଇଚି ସାର ଭିଡ଼ିଓ ଟା

  • @hsinformationandvlogs8057
    @hsinformationandvlogs8057 2 дні тому

    ଦେହ ବ୍ୟବସାୟ ମିଛ କଥା ଭଳି ଲାଗୁଛି.....

  • @ssahu5635
    @ssahu5635 8 днів тому +1

  • @user-yn2wp5bw1t
    @user-yn2wp5bw1t 8 днів тому +7

    Aau dine Jodi aamo jati bisoyare negetive ward kahibo tebe v careful understand

  • @kalicharannaik7270
    @kalicharannaik7270 8 днів тому +2

    Good

    • @CharigarhVlogs1614
      @CharigarhVlogs1614  8 днів тому

      🙏🙏🙏🙏🙏🙏 share this video and subscribe this channel 🙏🙏🙏🙏 🙏🙏🙏

  • @laxmankilaka5836
    @laxmankilaka5836 8 днів тому +1

    Moza lagila hato dehki❤❤❤

  • @ShivaramBehera-wo8ft
    @ShivaramBehera-wo8ft 8 днів тому +3

    God bless you my dear brother 💞

  • @KulamaniBhuyan-xj8vi
    @KulamaniBhuyan-xj8vi 8 днів тому +3

    Nice looking beautiful video

    • @CharigarhVlogs1614
      @CharigarhVlogs1614  8 днів тому +1

      🙏🙏🙏🙏🙏🙏 share this video and subscribe this channel 🙏🙏🙏🙏🙏🙏

  • @sonukhansonukhan8387
    @sonukhansonukhan8387 7 днів тому +1

    Welcome. Tata manies. Hats ra. Maga. Khub. Sunder. Swagat. Bhai

  • @MR_K_T_BOY
    @MR_K_T_BOY 8 днів тому +1

    ଆପଣଙ୍କର ପ୍ରତ୍ୟେକ ଭିଡ଼ିଓରେ ଆଦିବାସୀ ଜୀବନ ଶୈଳୀ ଓ ତାଙ୍କ ସମସ୍ୟା ଦେଖାନ୍ତି ଏହି ପ୍ରୟାସ ପାଇଁ ବହୁତ ଧନ୍ୟବାଦ ଏବଂ ଏହି ଭିଡିଓ ରି ଟାଇଟେଲ କିଛି ନୂଆ ନୁହେଁ ଦେହ ବେପାର ପ୍ରାୟ ଜାଗାରେ ହେଉଛି ଏଣୁ ଏଥି ପ୍ରତି ପ୍ରଶାସନ ସଜାଗ ହେବା ଦରକାର ଆପଣ ଜନଜାତିଙ୍କ ସମସ୍ୟା ଏଭଳି ଦେଖାନ୍ତୁ

  • @IKrishnaKamara
    @IKrishnaKamara 8 днів тому +3

    Love From Keonjhar Swampatna Sir ❤🎉

  • @danceswuani2kmg696
    @danceswuani2kmg696 5 днів тому +1

    Ete michha kn pain' kahucha

  • @TaniTanveerTribal
    @TaniTanveerTribal 8 днів тому +2

    Love from Thakurmunda, Mayurbhanj ❤

  • @abhayamohanty9300
    @abhayamohanty9300 8 днів тому +2

    Han Hou Valla.👍👍

    • @CharigarhVlogs1614
      @CharigarhVlogs1614  8 днів тому

      🙏🙏🙏🙏🙏 share this video and subscribe this channel 🙏🙏🙏🙏🙏🙏

  • @user-jp2zk5hc1m
    @user-jp2zk5hc1m 8 днів тому +3

    Good evening sir ❤

    • @CharigarhVlogs1614
      @CharigarhVlogs1614  8 днів тому +1

      🙏🙏🙏🙏🙏 share this video and subscribe this channel 🙏🙏🙏🙏

  • @Rusumajhi3010
    @Rusumajhi3010 8 днів тому +2

    ଆଜ୍ଞା ତୁମେ ଭଲ ଜିନିଷ ଦେଖୁଛ ମୋତେ ଭଲ ଲାଗେ ତୁମ କଥାରେ ଭଲ ଲାଗେ। I Like you.

  • @baijayantipingua9830
    @baijayantipingua9830 8 днів тому +6

    Bhai amebi se ariaku au se hataku jau kahi ameta dekhi nahu ki jani nahu deha bepara hua buli bina pramanara kahi kahuchhanti

    • @bholanathmarndi7264
      @bholanathmarndi7264 5 днів тому

      ବାଡେଇ ପକାଅ ମିଛ ପ୍ରଚାର କରୁଛି

  • @krushnachandramunda2130
    @krushnachandramunda2130 7 днів тому +1

    Bhai re deha bepar kahuti hauchi ame ta janinu hata side ama ghara

    • @bholanathmarndi7264
      @bholanathmarndi7264 5 днів тому

      ବାଳ ଲୋକ ta ସବୁ ଯେମିତି janichhi

  • @BtdigitalDisom
    @BtdigitalDisom 8 днів тому +1

    ଆପଣଙ୍କ ପ୍ରୟାସ ପାଇଁ ବହୁତ୍ ବହୁତ୍ ଧନ୍ୟବାଦ ଖଣି ଇରିଆରେ ଦେହ ବେପାର କିଛି ନୂଆ କଥା ନୁହେଁ ଆପଣଙ୍କ ପ୍ରତେକ ଭିଡିଓ ରେ ଆଦିବାସୀ ଗାଁ ର ସମସ୍ୟା ଓ ତାଙ୍କର ଜୀବନ ଶୈଳୀ ଦେଖାନ୍ତି ଏଣୁ ଏଭଳି କାର୍ଯ୍ୟ କରି ଆଦିବାସୀଙ୍କ ସମସ୍ୟା କୁ ଲୋକ ଲୋଚନକୁ ଆଣୁ ଥାନ୍ତୁ 👍👍👍👍

  • @sashibhusanhembram7235
    @sashibhusanhembram7235 8 днів тому +13

    Adibasinku bodnam karantu nahi.nija chanel ku promot karibapain.proman kariparibe ki,deha bepara hauchi bali. Bhagya bhala police apanaku dakinahi.

    • @CharigarhVlogs1614
      @CharigarhVlogs1614  8 днів тому +1

      🙏🙏🙏🙏🙏🙏 share this video and subscribe this channel 🙏🙏🙏🙏🙏

    • @bholanathmarndi7264
      @bholanathmarndi7264 5 днів тому

      ​@@CharigarhVlogs1614promot kariba pain michha prachar karantu nahi na hele ମାଡ khaibe

  • @rameswarsoren9096
    @rameswarsoren9096 8 днів тому +13

    ନା ଭାଇ ସେଭଳି କିଛି ନାହିଁ ମୁଁ ସେଠିକାର ଲୋକାଲ ପିଲା।

    • @Papurath8
      @Papurath8 7 днів тому +2

      ଏ ଶଳା ଆମ ହାଟକୁ ବଦନାମ କରୁଛି

    • @user-cb8hs4di7v
      @user-cb8hs4di7v 4 дні тому

      ଗୁଡେ଼ଇ ଗୁଡେ଼ଇ ପିଟ...ଏ ସଳା ଟାକୁ

    • @dbrothertourist2452
      @dbrothertourist2452 2 дні тому

      Aeita kou jagare hato houchhi.. jaga na ta kn bhai

    • @user-uh9se6gs6b
      @user-uh9se6gs6b 37 хвилин тому

      Bhai Eita Kouthika Hato ki?

  • @ChittaranjanSankhua-oy9ke
    @ChittaranjanSankhua-oy9ke 8 днів тому +2

    ହାଟ କେଉଁ ଜାଗାରେ

  • @user-nz8tg9jf9b
    @user-nz8tg9jf9b Годину тому

    Jay Shree Ram 🧘🏻📖🙏

  • @user-pd2oo9lu5f
    @user-pd2oo9lu5f День тому

    Nua nua jaga hata dekeila dhanyabad

  • @kishorpradhan2019
    @kishorpradhan2019 6 днів тому +1

    ହାଟ କୋଉ ଜାଗା ତାନାକନ

  • @beherapurnachandra1387
    @beherapurnachandra1387 8 днів тому

    Thank you bro

  • @user-vd5nc1dp5g
    @user-vd5nc1dp5g 8 днів тому +5

    Kain Gaon Bajar Dada

  • @SanatParida-vr9pp
    @SanatParida-vr9pp 8 днів тому +1

    Verygoodhats

  • @kalpatarugauntia2942
    @kalpatarugauntia2942 8 днів тому +2

    କେଉଁ ବଜାର ଭାଇ

  • @santoshbehera507
    @santoshbehera507 2 дні тому

    Mu July 12 re Telkoi jibi tk dekha kariba ok❤❤

  • @SanjayKumar-uz3qi
    @SanjayKumar-uz3qi 4 дні тому

    ପ୍ରକୃତ ରେ ହାଟ ଟା ଦେଖି ବହୁତ ଖୁସି ଲାଗିଲା ନୁଆଁ ନୁଆଁ ଜିନିଷ ସବୁ ଜାଣି ବାକୁ ମିଳିଲା

  • @International303
    @International303 8 днів тому +1

    Thank you

  • @nasannsrstudio4985
    @nasannsrstudio4985 8 днів тому

    ଆଦିବାସୀ ଙ୍କ ଓ ତାଙ୍କ ଜୀବନ ଶଏଲି ଦେଖାନ୍ତି ଏବଂ ଆଦିବାସୀ ଗାର ସମଷ୍ୟା ର ସମାଧାନ କରିବା ନିମନ୍ତେ ଲୋକ ଲୋଚନ କୁ ଆଣନ୍ତି ସବୁଖଣି ଅଞ୍ଚଳ ଭଳି ଏଖଣି ଅଂଚଳରେ ହାଟ ଓ ଗାଁ ଭାଁ ଦେହ ବେପାର ହୁଏ ଏଇଟା କିଛି ନୁଆଁ କଥା ନୁହଁ ଏଣୁ ଆଦିବାସୀ ଙ୍କ ସମଷ୍ୟା ଦେଖାଇବାର ପ୍ରୟାସ ଜାରି ରଖନ୍ତୁ 🙏

  • @Naranmarndi46
    @Naranmarndi46 День тому

    ଆମ area କୁ ଆସ ପୁଅ ବହେ ମାଡ଼ ଖାଇବୁ

  • @SandeepKumarbal764
    @SandeepKumarbal764 8 годин тому

    Bhai micha kain kahucha

  • @villagersproud3221
    @villagersproud3221 8 днів тому +1

    Bhai kanjipani hata bazar dekhaile bhala huanta

  • @dhaneswarbarik-dx4ol
    @dhaneswarbarik-dx4ol 7 днів тому +1

    ସବୁ ଠିକ୍ ଅଛି, କିନ୍ତୁ କୋଉ କ୍ଲାସ୍ ଯାଏଁ ଯାଇଚ...ସେଇଟାକୁ ସୁନୁସୁନିଆ ଶାଗ କୁହାଯାଏ,କହିଲା କ'ଣ ନା ସୁନି ସୁନି ଶାଗ...

  • @sarojiniparida777
    @sarojiniparida777 8 днів тому +2

    Jay jagannath sir mulika ki prakara jinisa o kou kamare lage

  • @sunil2du....1996
    @sunil2du....1996 7 днів тому

    Bhai kaubara hata hua

  • @baburajnahakbaburajnahak8425
    @baburajnahakbaburajnahak8425 8 днів тому +2

    ଜୟ ଜଗନ୍ନାଥ 😅❤

    • @CharigarhVlogs1614
      @CharigarhVlogs1614  8 днів тому

      🙏🙏🙏🙏🙏 share this video and subscribe this channel 🙏🙏🙏🙏

  • @singblack-fs8tt
    @singblack-fs8tt 3 дні тому +1

    Adibasi manoku badonam koruchu bapogiha

  • @naranmajhi6192
    @naranmajhi6192 3 дні тому

    Bhala vlogs tiari kara

  • @barshamarndi7562
    @barshamarndi7562 8 днів тому +2

    Jaha jana paduchhi tame v badhe jaithila.....

  • @subratkumarswain4217
    @subratkumarswain4217 8 днів тому +4

    Bbsr side re balakati gote Village achi. Asuna blog Kariba. Tamaku tuition karibe epata haatua aau ଲଙ୍ଗଳା କରି ଚଡ଼ିବେ

  • @MangolSoy
    @MangolSoy 8 днів тому

    a ken hat

  • @Dev.vlogs-5989
    @Dev.vlogs-5989 8 днів тому +2

    Total bhida nahi kanhi michha kahuchha

  • @puspendrakumar4390
    @puspendrakumar4390 3 дні тому

    E ta kau jagar hata bhai

  • @MahadebakumbharVlog
    @MahadebakumbharVlog День тому

    Ken ବଜାର ken dist

  • @gulshankumarofficial1595
    @gulshankumarofficial1595 8 днів тому +12

    ଦେହ ବ୍ୟବସ୍ୟା ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ

    • @rrunitgang7344
      @rrunitgang7344 6 днів тому

      ଭାଇ ସେମିତି କିଛି ହୁଏ ନାହିଁ, ମୁଁ ଏହି ଗ୍ରାମ ର ପିଲା,

    • @bholanathmarndi7264
      @bholanathmarndi7264 5 днів тому

      ମିଛ ପ୍ରଚାର କରୁଛି ନିଜ vedio ଲୋକ ଦେଖିବା ପାଇଁ ଏମିତି କରୁଛି

  • @naranmajhi6192
    @naranmajhi6192 3 дні тому

    Bhai apanaka village kauthhi

  • @ErGaneshOfficial
    @ErGaneshOfficial 6 днів тому

    Kauthi Ae hata taa bhai

  • @rajeshmohanty7175
    @rajeshmohanty7175 7 днів тому

    Ata koujaga hata

  • @nareshpradhan5401
    @nareshpradhan5401 8 днів тому +4

    Mo thumbnail dekhiki dari jouchi sabu vlog ro .

    • @CharigarhVlogs1614
      @CharigarhVlogs1614  8 днів тому

      🙏🙏🙏🙏🙏🙏 share this video 🙏🙏🙏🙏❗❗

  • @nayak-vv9wq
    @nayak-vv9wq 8 днів тому +3

    Title change kara

  • @naranmajhi6192
    @naranmajhi6192 3 дні тому

    Ama area bisayare kon amti kahuchhu

  • @KABITASINGH-bv1dx
    @KABITASINGH-bv1dx 8 днів тому

    Bhai sorat hata dine jiba nihanti

  • @PappuPapu-vf7ok
    @PappuPapu-vf7ok 8 днів тому +1

    ମା।।। ଞଭରକହୁଚି

  • @SunilKumarSahu-tg6pr
    @SunilKumarSahu-tg6pr 8 днів тому

    Sundar Hata ❤

  • @sanjayakumarmallick-bq2kv
    @sanjayakumarmallick-bq2kv 22 години тому

    Se machha valia nuhe ,seita jalanga machha,

  • @pratappatra8489
    @pratappatra8489 7 днів тому

    Kamakya agar haat dekhaya

  • @BTSArmy-hr1wn
    @BTSArmy-hr1wn 8 днів тому +1

    👌ଭଲ ଖବର ଦେଖାଅ ଭାଇ, ଭଲ କରିଛ

  • @varietube623
    @varietube623 8 днів тому +2

    Bahut bhala lagila hata❤

  • @Basanta962
    @Basanta962 8 днів тому +1

    Lemboo 10 tankare 6ta hele market re 10 tankare 2ta

  • @musicxyz9406
    @musicxyz9406 8 днів тому +2

    Bhai jajpur ra duburi hato ki hato name tk kuho bhai

    • @CharigarhVlogs1614
      @CharigarhVlogs1614  8 днів тому

      🙏🙏🙏🙏🙏🙏 ଆଜ୍ଞା କହିଛି and share this video and subscribe this channel 🙏🙏🙏🙏🙏🙏

  • @user-pg5wp7cs6s
    @user-pg5wp7cs6s 8 днів тому +2

    Apanankara hajeidebe

  • @sri.sahu1705
    @sri.sahu1705 3 дні тому

    UA-cam wala helping kole heboni emank pain .. UA-cam ro poisa komu6i deboni kahaku ...na..

  • @snehasinku4042
    @snehasinku4042 8 днів тому +1

    Mana ichha kohuchu

  • @sanatansahoo2284
    @sanatansahoo2284 3 дні тому

    Kou hata

  • @samirranjan6076
    @samirranjan6076 8 днів тому +1

    Michha kahuchha bhai mu tata mines re 16 years rahilani se hata ku sabu Saturday jauchhu emiti kebe sunini ,ethhi kola kholi deha bepara heuchhi jahibata thik heuni kie kahila semananka bite record kari dekhantu nachet kouthhi heuchhi video karantu kahathhu suniki gote aria name badanam karantuni plz mind karibeni emiti kahiba bhala helani

  • @kishorechkisan1111
    @kishorechkisan1111 4 дні тому

    କଲାକାରନାମା ଆଓ ଦେହବେପାର. କାହିଁ କିଲେଖିଛୁ

  • @roadking.786
    @roadking.786 8 днів тому +2

    Kaun sa jagah bhai sahab

    • @CharigarhVlogs1614
      @CharigarhVlogs1614  8 днів тому

      🙏🙏🙏🙏🙏 all details are available in Description And share this video and subscribe this channel 🙏🙏🙏🙏🙏🙏🙏

  • @nandakishor8413
    @nandakishor8413 23 години тому

    Se sabu America ru imported heic

  • @user-jt5vj1ny4t
    @user-jt5vj1ny4t 8 днів тому

    ଟାଟାମାଇଂନିଗ୍ ହାଟରେ ଦେହବେପାରହୁଏନା

  • @basicteach788
    @basicteach788 9 годин тому

    ମିଛ viedo ପକାଅନି