In Conversation - BIKASH DAS

Поділитися
Вставка
  • Опубліковано 10 лис 2024

КОМЕНТАРІ • 87

  • @achyutanandasingha3280
    @achyutanandasingha3280 2 роки тому +1

    No one is comparable with you. You are you.

  • @mbgemsandjewelleryworkshop335
    @mbgemsandjewelleryworkshop335 6 днів тому

    ପ୍ରଣାମ 🙏🙏🙏

  • @sumantapradhan9491
    @sumantapradhan9491 2 роки тому +1

    Always evergreen

  • @manojdas1286
    @manojdas1286 Рік тому +1

    Badhia lagila apananku suni

  • @sisirincome
    @sisirincome Рік тому

    I was interested to listen to this artist. Didn't know he is still there.

  • @RomioDas-s5t
    @RomioDas-s5t 10 місяців тому +1

    ❤❤❤

  • @ajitkumardas3093
    @ajitkumardas3093 Рік тому +1

    🙏🙏🙏🙏🙏🙏sir

  • @ajayakumarbarik5132
    @ajayakumarbarik5132 2 роки тому +2

    Excellent sir excellent advice 👍 Prabhu Mangala karantu namaskar

  • @brundabanajena5094
    @brundabanajena5094 Рік тому

    ବହୁତ ଭଲ

  • @saqtimohanty9829
    @saqtimohanty9829 4 роки тому +8

    ଅପେକ୍ଷା ଥିଲା ବିକାଶ ଦାସଙ୍କୁ ମନଖୋଲା ଶୁଣିବାକୁ। He is traditionally modern. We have grown up listening to his original creations. PAANTHASAALA... echos in the heart of all Odias.

    • @FLARESgo
      @FLARESgo  4 роки тому

      Well said. Thanks for watching. /\

    • @minatidas9685
      @minatidas9685 3 роки тому

      God bless you.keep it up

  • @aishwaryasarangi1084
    @aishwaryasarangi1084 3 роки тому +1

    ସେ ଅଳ୍ପ କିଛି ସମୟର ଧ୍ରୁପଦ ଧାମ ଶୁଣିକି ମୋ ଲୋମଟାଙ୍କୁରୀ ଉଠିଲା

  • @mbgemsandjewelleryworkshop335
    @mbgemsandjewelleryworkshop335 6 днів тому

    ଭିଡ଼ିଓ ପୁରା ଦେଖିବାକୁ ବାଧ୍ୟ ହେଲି 🙏

  • @bapunsrikant
    @bapunsrikant 4 роки тому +5

    ଧନ୍ୟବାଦ ଫ୍ଲେୟାର୍ସ ଟିମ୍ ଏବଂ ଚ୍ୟାନେଲ୍ ।
    ବିକାଶ ସାର୍ ବହୁତ ଭଲଲାଗିଲା ଶେଷରେ ଯେଉଁ ଆପଣଙ୍କ ପ୍ରେରଣାଟି ଦେଲେ ,ଭଲଲେଖାଥିଲେ ସଂଗୀତ ପାଇଁ ଆହ୍ଵାନ କଲେ ।
    ପ୍ରଣାମ ଏବଂ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ବିକାଶ ସାର୍ ।

  • @l2svoicesargamlifeislyrics683
    @l2svoicesargamlifeislyrics683 2 роки тому +3

    The great creator of modern music,🙋

  • @sailendramaharana7554
    @sailendramaharana7554 Рік тому

    🙏🙏

  • @dnnayak8049
    @dnnayak8049 3 роки тому +2

    Very nic Something extraordinary.👌👌👌❤️❤️❤️

  • @aishwaryasarangi1084
    @aishwaryasarangi1084 3 роки тому

    Thank u so much flares

  • @____4371
    @____4371 4 роки тому +15

    ଏଇ ଚ୍ୟାନେଲ ର ମୁଖ୍ୟ କିଏ ?? ମୁ ଜାଣିବାକୁ ଚାଂହୁଛି । ସେ ନିହାତି ଜଣେ ପ୍ରକୃର ଓଡ଼ିଆ କଳା, ସଙ୍ଗୀତ କୁ ଭଲପାଉଥିବା ଲୋକ ଟିଏ ହେଇଥିବେ ।

    • @FLARESgo
      @FLARESgo  3 роки тому

      Thank you so much! This channel is supported by Lighthouse (media production company)

  • @arunkumarsahoo
    @arunkumarsahoo 4 роки тому +2

    Satare bahut hrudayasparshi jivanee...
    🙏Bada Bhai

  • @gananath2001
    @gananath2001 2 роки тому

    Really I am inspired by your... journey Sir... love you

  • @tapanrout4138
    @tapanrout4138 2 роки тому

    ସଂଗୀତପାଇଁ ସମର୍ପିତବ୍ୟକ୍ତିତ୍ୱ ବିକାଶ ସାରଙ୍କୁ ମୋର କୋଟି କୋଟି ପ୍ରଣାମ ।

  • @manijadas
    @manijadas 3 роки тому +5

    Sana Mamu...you are a legend! There are many incidents i was not aware of! And knowing aja..I can imagine what you must have faced 🙏🏻🙌 Actually, I had a smile all through this interview! And what struggles you had for your passion and hats off to you! Love you! So proud of you and more so coz u r my Mamu🥰 love your classical composions always!!!
    Lots of love to you..stay blessed and create awesome music always!!!

  • @manojnayak3455
    @manojnayak3455 3 роки тому

    Huge fan of Bikash sir...." Panthasala " is my all time favorite...

    • @FLARESgo
      @FLARESgo  3 роки тому

      Thank you for watching!

  • @tapashbose3520
    @tapashbose3520 4 роки тому +4

    ମନ ମୋହି ନେଲ ବିକାଶ । ଦୀର୍ଘଜୀବି ହୁଅ 🌸💕

    • @FLARESgo
      @FLARESgo  4 роки тому

      thank you for watching /\

  • @amiyapani
    @amiyapani 4 роки тому +4

    Vikash Bhai Our Gita Sir.. Love you Bhai.

  • @arindamfankrishna336
    @arindamfankrishna336 2 роки тому

    Love you Bikash sir ♥️

  • @prasantabhola5828
    @prasantabhola5828 2 роки тому

    Bikasha sir hi love you

  • @jitendriyasingh842
    @jitendriyasingh842 3 роки тому

    Bahut Bhala lagila apananka Jeevan Sangharsha o safalata Kahani sunibaku.🙏

  • @nishithnanda9106
    @nishithnanda9106 4 роки тому +5

    Thank you so much FLARES for bringing a living legend Bikash Das before his fans and music lovers who wanted to know about him. #NishithNanda

  • @janardanjena9928
    @janardanjena9928 4 роки тому +5

    Good work team of in conversation.

  • @sampadnayak9584
    @sampadnayak9584 4 роки тому +3

    ଧନ୍ୟବାଦ ସମସ୍ତଙ୍କୁ ।
    ମନଖୋଲା କଥା । ବେଶୀ ଭଲ ଲାଗିଲା,ପ୍ରଶ୍ନ ସବୁ ଅନୁଚ୍ଚାରିତ । ନୂଆ ଉପଲବ୍ଧି ।
    ବିକାଶ ଭାଇଙ୍କ ଷ୍ଟୁଡିଓର ଠିକଣା ମିଳିବ କି?
    କିଛି ଗୀତ ଲେଖିଛି ,ନେଇ ଦେଖା କରିବି ବୋଲି ଭାବୁଚି ।
    ମୋ ନମ୍ୱର୍ 9437304816

    • @vivekdas756
      @vivekdas756 4 роки тому +1

      I'm really fortunate to have such great authentic&bonafied music lovers.

  • @lalchandpratapkumarsahoo2896
    @lalchandpratapkumarsahoo2896 3 роки тому +1

    ...one of the finest n legendary director of odisha..good music's for ever..🙏🙏🙏🙏🙏🙏🙏🙏🙏🙏🙏🙏

  • @bharatbhusandas4196
    @bharatbhusandas4196 4 роки тому +2

    Sophisticated audiance .

  • @pradeepbeherabehera7883
    @pradeepbeherabehera7883 3 роки тому

    I love u so much ....really u r genius

  • @rajalaxmisurobani5835
    @rajalaxmisurobani5835 4 роки тому +3

    Pranam to the legend

  • @mrutyunjaypatra7700
    @mrutyunjaypatra7700 2 роки тому +1

    Original composer

  • @Bikashdasofficial889
    @Bikashdasofficial889 2 роки тому

    Good morning sir

  • @sidharthatripathy6206
    @sidharthatripathy6206 3 роки тому +4

    Please mora bahut bada anurodha apananku Malaya Mishra nkarra interview tie karantu.

  • @shreedharbarikmusic6832
    @shreedharbarikmusic6832 11 місяців тому

    ସୁର ସାର୍ ପ୍ରଣାମ ସଂଗୀତ କଳାର ଉନ୍ନତି ପାଇଁ କିଛି କରନ୍ତୁ। କେବଳ ରବିନ୍ଦ୍ର ମଣ୍ଡପ,କି ଜୟଦେବ ଭବନରେ ଭଜନ କାର୍ଯ୍ୟ କ୍ରମ କରିଲେ କି କଳାକାର ଙ୍କୁ ପୁରସ୍କାର ପ୍ରଦାନ କରିଦେଲେ ସଂଗୀତ କଳାର କ'ଣ ଉନ୍ନତି ହୋଇଗଲା ଯେତିକି ସ୍କୁଲ ଅଛି ଓଡ଼ିଶାରେ ପିଲା ସେଠି ଇତିହାସ ବହି ପଢୁଛନ୍ତି ଇତିହାସ ବହି ରେ ମହାତ୍ମାଗାନ୍ଧୀ ଙ୍କ ଜୀବନୀ ପିଲା ପଢୁଛନ୍ତି ମହାତ୍ମା ଗାନ୍ଧୀଙ୍କ ଅବଦାନ କ'ଣ ଇତିହାସ ବହି ରେ ଅଛି କିନ୍ତୁ ସେହି ଇତିହାସ ବହି କୁ ଯେତେବେଳେ ସପ୍ତମ ଶ୍ରେଣୀ ପିଲା ପଢୁଛନ୍ତି ସେଥିରେ ଆକବର ଙ୍କ ଜୀବନୀ ପଢୁଛନ୍ତି ସେଥିରେ ତାନ୍ ସେନ୍ ଙ୍କ କଥା ବି ଲେଖାଅଛି ଯେ ସେ
    ଆକବର ଙ୍କ ଦରବାର ରେ ମହାନ୍ ଗାୟକ ଥିଲେ କିନ୍ତୁ ସେ ଗାୟନ ପାଇଁ
    ଅନେକ ସୁମଧୁର ରାଗ ରାଗିଣୀ କରିଛନ୍ତି ଯଥା- ଦରବାରି କାନ୍ନାଡା, ମିୟାନ୍ ମଲ୍ହାର, ମିୟାନ୍ କି ସାରଙ୍ଗ, ମିୟାନ୍ କି ତୋଡି, ଇତ୍ୟାଦି ରାଗ ରାଗିଣୀ କରିଥିଲେ ଯାହା ଆଜି ସଂଗୀତ ମହାବିଦ୍ୟାଳୟ ର ପିଲା ମାନେ ପଢୁଛନ୍ତି କିନ୍ତୁ ସର୍ବ ସାଧାରଣ ପିଲା ଯେଉଁ ମାନେ ଇତିହାସ ବହି ରୁ ପ୍ରଥମେ ତାନ୍ ସେନ୍ ଙ୍କ ନା ପଢୁଥିଲେ
    କିନ୍ତୁ ତାଙ୍କ ପାଖରେ ତାନ୍ ସେନ୍ ଙ୍କ କୃତିତ୍ବ ପହଞ୍ଚି ପାରୁନାହିଁ ଯୋଉଥିପାଇ ଶିକ୍ଷ୍ୟା ବିଭାଗ କୋଣସି ଚେଷ୍ଟା କରୁନାହିଁ
    Point no2- ରୋଗର ଚିକିତ୍ସା ପାଇଁ ତିନି ପ୍ରକାର ମେଡିସିନ ଓଡ଼ିଶାରେ ଅଛି କିନ୍ତୁ ସଂଗୀତ ମାଧ୍ୟମରେ ମଧ୍ୟ ରୋଗର ଚିକିତ୍ସା ହେଇପାରିବ ଯାହାକୁ ମ୍ୟୁଜିକ୍ ଥେରାପି କହନ୍ତି ସେ ବିଷୟରେ ପଢ଼ିବା ପାଇଁ ଓଡ଼ିଶା ରେ ଗୋଟିଏ ମେଡିକାଲ କଲେଜ ଟିଏ ନାହିଁ ଯୋଉଠି ପିଲା ପାଠ ପଢ଼ି ପାରିବେ ଯେ ସଂଗୀତ ମାଧ୍ୟମରେ ରୋଗର ଚିକିତ୍ସା କିପରି କରାଯାଏ।

  • @ajitsahu5706
    @ajitsahu5706 2 роки тому

    Great singer bikash sir. 🙏

  • @sanjaynayak9081
    @sanjaynayak9081 2 роки тому +2

    Please make a video with Malaya Mishra

  • @PratyushkumarBehera-re5uw
    @PratyushkumarBehera-re5uw 3 місяці тому

    Malaya mishra nkara interview please

  • @pravakardash642
    @pravakardash642 4 роки тому +3

    Please take an interview of Sidhant mohapatra

  • @____4371
    @____4371 4 роки тому +3

    Legend 🙏🙏🙏🙏🙏

  • @dibyaswaruppanda6980
    @dibyaswaruppanda6980 4 роки тому +3

    👌👌👌

  • @arati.behera
    @arati.behera 3 роки тому +1

    Good

  • @jagannathswain6326
    @jagannathswain6326 4 роки тому +6

    Did he sing Panthashala???

  • @achyutanandasingha3280
    @achyutanandasingha3280 2 роки тому +1

    Aapanka ph. No dele Katha hebaku ichha achhi.

  • @sidharthatripathy6206
    @sidharthatripathy6206 3 роки тому +3

    Malaya Mishra kana dakile aasunahanti ki

  • @soumyaranjanpattanaik.2223
    @soumyaranjanpattanaik.2223 4 роки тому +3

    _________________________________
    ବିକାଶ ଦାସ I
    " ବିକାଶ...
    ତମ ଅନ୍ତର୍ନିହିତ
    କଳା ବିକଶିତ,
    ଆଗାମୀ ପୀଢୀ
    ଲାଗି ତମେ
    ଗୋଟେ ଆଲୋକିତ
    ଉଦାହରଣ ପଥ I
    ଦାସ...
    କଳାପ୍ରେମୀ ତମେ
    ଜାଣେନା ମୁଁ... ,
    କଳା ତମର...
    ନା ତମେ କଳାର ଦାସ I "
    * ସୋରି ଶକ୍ତିମାନ I
    _________________________________

    • @ammatv7673
      @ammatv7673 4 роки тому +2

      Sorry to say knowledgeable persons are neglected in Odisha ( mostly )

    • @soumyaranjanpattanaik.2223
      @soumyaranjanpattanaik.2223 4 роки тому +1

      " @@ammatv7673, ଠିକ୍ କଥା ☺️ I ".

    • @saqtimohanty9829
      @saqtimohanty9829 4 роки тому +3

      ପାନ୍ଥଶାଳା..., ବଢ଼ିପାଣି..., ମାର ହରିଆ... ସେ cassetteର ଗୀତ ସବୁ ଆମକୁ high school ବେଳେ ପାଗଳ କରିଥିଲା । ବିକାଶ ଦାସଙ୍କୁ ସମ୍ମାନ ଓ ଶୁଭେଛା , ତାଙ୍କ ଠାରୁ ଆହୁରି ନୂଆ ଗୀତ ଆଶା ।

    • @soumyaranjanpattanaik.2223
      @soumyaranjanpattanaik.2223 4 роки тому +1

      " @@saqtimohanty9829, ଆପଣ ଠିକ୍ କଥା କହିଛନ୍ତି 😊 I ".

    • @FLARESgo
      @FLARESgo  3 роки тому +1

      Thank you so much!

  • @sidharthatripathy6206
    @sidharthatripathy6206 3 роки тому +3

    Malaya Mishra nku dakile ki sir.se kana kahile

  • @____4371
    @____4371 4 роки тому +7

    Sitaram agrawal (producer) au Bikash sir nka combination bahut bada bada hit song deichhanti .

  • @pramodmallik
    @pramodmallik 3 роки тому

    ବିକାଶ ସାର ଙ୍କ ସଙ୍ଗୀତ ସାଧନା ର ଇତିହାସ ଶୁଣିଲେ ମୁଣ୍ଡ ଆପେ ଆପେ ନଇଂଯାଏ।ସଙ୍ଗୀତ ପ୍ରତି ଏତେ ଭଲ ପାଇବା ସଙ୍ଗୀତ ଉପରେ ଜୀବନ ବ୍ୟାପି ସାଧନା କରିବା ଏହା ନିଶ୍ଚିତଭାବେ ଓଡ଼ିଆ ସଙ୍ଗୀତ ଜଗତ ପ୍ରତି ଏକ ମହାନ ଅବଦାନ ଏଥିରେ ସନ୍ଦେହ ନାହିଁ।ସେ ଦୀର୍ଘଜୀବି ହୁଅନ୍ତୁ ସର୍ବଦା ସୁସ୍ଥ ରୁହନ୍ତୁ ଆଉ ସଙ୍ଗୀତ ସାଧନାରେ ନିଜକୁ ନିୟୋଜିତ ରଖନ୍ତୁ।ବିକାଶ ବାବୁଙ୍କୁ ମୋର ପ୍ରଣାମ।

  • @dkrdpr4075
    @dkrdpr4075 2 роки тому

    Hii

  • @pramodkumarpanda
    @pramodkumarpanda 3 роки тому +1

    Mob of Bikash das

  • @Kalpesh968
    @Kalpesh968 2 роки тому

    Love You Bikash sir ❤️❤️❤️