@@ujwalamishra494 Amiti re agyan jagannath nka jinsa kehi b nei paribeni impossible..... Abe sapa jagiki rahichi.... Haan chori taw heichi kintu ratna bandar ra bahara patu au vitara ku kichi ansa chori kari chanti panda mane..... Au b 3 ta dham ru suna rupa hira moti sabu baharila kintu amo puri re jaha hele b ratna vandara khola haba 23' 2024 last court ru b anu mati milichi...... Au sara biswa dekhi ba pain apekhiya karichi kete pari mana ra jinsa sabu luchi rahichi jou raja maharaja mane sabu judha jeetiki hira nila manika suna aniki puri mandira re dana kari thile au ratna vandara re sei time re kucheiki rakhi thile... Raha mane.. Au sei sabu sebethu band hei rahichi..... Pravu nka icha re sabu jinsa sura khita thau..... Au jaldi ratna vandara khola jau..... Jay Jagannath ⭕❗⭕ ✨🙏
Ratnabhandar na kholajau karan purbe mahaprabhunka suna o ranta re lobhasakta hei shrimandir akraman heichi so ebe kholagale lokalochan re mahaprabhu nk suna rantare kalijuga manisa lobhasakta hei kichhi b heipare tenu risk niantuni malika re lekha achhi mahaprabhu nku rusia neijiba boli
During BJD regime Ratnabhandar will never be opened. Navenby PATNAIK will never take steps to open the Bhandar. Vote for BJP in 2024 and BJP will open the BHANDAR
"ଚେଇଁ ଶୋଇଥିଵ ଯିଏ ତାକୁ ଉଠେଇ ପାରିବ କିଏ" । ସରକାର ଚାବି ହଜେଇ ବାଟା ଗୋଟେ ମିଛ ବାହାନା,ସତ ରେ ରତ୍ନ ଭଣ୍ଡାର ରେ ରତ୍ନ ଅଛି କି ନାହିଁ , ତାହା ସନ୍ଦେହ,ନ ହେଲେ ସରକାର ଖୋଲିବାକୁ ଡରୁଛନ୍ତି କହିକି ? "ଅନ୍ଦର ତ କୁଛ କାଲା ହେଁ" ।
Absolutely right sir 👍
Au kichi nahi.. Sabu luti ki nei galeni.. Jadi ebe open karibe ta hele bahut asuvidha hab.. Sethi pai open karu nahanti..
@@ujwalamishra494 Amiti re agyan jagannath nka jinsa kehi b nei paribeni impossible..... Abe sapa jagiki rahichi.... Haan chori taw heichi kintu ratna bandar ra bahara patu au vitara ku kichi ansa chori kari chanti panda mane..... Au b 3 ta dham ru suna rupa hira moti sabu baharila kintu amo puri re jaha hele b ratna vandara khola haba 23' 2024 last court ru b anu mati milichi...... Au sara biswa dekhi ba pain apekhiya karichi kete pari mana ra jinsa sabu luchi rahichi jou raja maharaja mane sabu judha jeetiki hira nila manika suna aniki puri mandira re dana kari thile au ratna vandara re sei time re kucheiki rakhi thile... Raha mane.. Au sei sabu sebethu band hei rahichi..... Pravu nka icha re sabu jinsa sura khita thau..... Au jaldi ratna vandara khola jau..... Jay Jagannath ⭕❗⭕ ✨🙏
ଆମେ ୪ କୋଟି ଓଡିଆ ଦାବି କରୁଛୁ ଯେ ଭନଡାର ଖୋଲାଯାଉ
Nhi mu karuni
@@debanandasahoo9400 tu Jaa dadan khati
ସବୁ ସେଇ ମଣିମା ଙ୍କ ଇଚ୍ଛା 🙏🚩 ନବୀନ ପଟ୍ଟନାୟକଙ୍କ ଆଗ୍ରହ ନାହିଁ।
Bhai nabin pattnaik is just a cm Sri Jagannaath is world king
@@ranjan977856 it's right answer bro 🤜
@ranjan977856 not cm bro just a normal person
ରତ୍ନ ଭଣ୍ଡାର ରେ ରତ୍ନ ଅଛି କିମ୍ବା ନାହିଁ ସେ କଥା ମହାପ୍ରଭୁ ଙ୍କୁ ଜଣା
ଏଇ ସରକାର ___________ମରା ସରକାର, ଆଉ କିଛି ନାହିଁ, ସବୁ ଶେଷ ହୋଇଯାଇଛି 😢😢😢😢😢😢
ସେ କଥା ନାହିଁ ଭାଈ ଏପର୍ଯ୍ୟନ୍ତ କିଏ କେତେ ନେବେ ସେଟା ଠିକ୍ ହୋଇନି ବୋଲି , ରତ୍ନ ଭଣ୍ଡାର ଖୋଲା ଯାଉନି।
Thik katha te kahi le
ଅନ୍ୟ ସେବାୟତ ମାନଙ୍କର ମତ ନିଅନ୍ତୁ,otv ଏହା ଉପରେ ଗୁରୁତ୍ୱ ନିଅନ୍ତୁ
ରାଜା ଚାହିଁ ଲେ ରତ୍ନ ଭଣ୍ଡାର ଖୋଲା ହୋଇ ପାରିବ । ମାତ୍ର ରାଜା ଚାହୁଁ ନ ଥିଲା ଉଳିଆ ମନେ ହୁଏ । ଏହା ନବମ ଆଶ୍ଚଯ୍ୟ ଭଳି ଆ ଲାଗୁଛି । All are keep silent.
Kharap bhabibenahin Bhai Ajika date re Rajamanankar kaunisi mane nahin kebal akhsyarika artha au kichi nahin
ରତ୍ନ ଭଣ୍ଡାର ଆଉ କଣ ଅଛି, ଏ ପଣ୍ଡା ମାନେ ଆଉ କଣ ରଖି ଥିବେ, ଏମାନେ ଠାକୁର ସହ ଖଟୁଲି ଖାଇସାରିଲେଣି
ପ୍ରଭୁଙ୍କଠାରୁ ଆଜ୍ଞା ଆଣି ରତ୍ନ ଭଣ୍ଡାରଘର ଖୋଲନ୍ତୁ
ରତ୍ନ ଭଣ୍ଡାର ରେ କିଛି ଥିଲେ ତ ଖୋଲିବେ କିଛି ନାହିଁ
ପଣ୍ଡିଆନ ର ଇଚ୍ଛା ହେଲେ ନିଶ୍ଚୟ କୋଲିବ
Bhai jhakas
ଜୟ ଜଗନ୍ନାଥ 🚩🚩🚩🙏🙏🙏
ଜୟଶ୍ରୀ ଜଗନ୍ନାଥଙ୍କୁ କୋଟି ପ୍ରଣାମ୍🙏👍
ଏ ବିଜେଡି ନେତା ମନ୍ତ୍ରୀ ସବୁ ଲୁଟି ନେଇଛନ୍ତି ତେଣୁ ଜାଣିକି ଖୋଲୁନାହାନ୍ତି. ଖୋଲିଲେ ତାଙ୍କ ଜୀବନ ଯିବ
Bilkul thik katha kahuhanti...
ଏବେ ମ୍ଳେଛ ମାନଙ୍କର ଶାସନ ଚାଲିଛି । ସେମାନେ କେମିତି ପ୍ରଭୁଙ୍କର ରଘୁନାଥ ବେଶ କରିବାକୁ ଚାହିଁବେ । ପ୍ରଭୁ ଶ୍ରୀରାମ ସତ୍ୟ , ନ୍ୟାୟ ର ପ୍ରତୀକ , ଯେଉଁ ଦିନ ମହାପ୍ରଭୁଙ୍କ ର ରଘୁନାଥ ବେଶ ହେବ ସେହିଦିନ ଏ ମ୍ଳେଛ ମାନଙ୍କର ସଂହାର ହେବ ।
ଆଉ ସରକାର ଜଗନ୍ନାଥ ଧାମ ରେ ନାହିଁ, 24 ବର୍ଷ ହେଇ ଗଲାଣି କଣ ସରକାର ଙ୍କ ନିଦ ଭାଙ୍ଗୁନି, ସରକାର ରତ୍ନଭଣ୍ଡାର ଖୋଲିଲେ ସରକାର କର୍ମ କର୍ତା, ନେତା P C ପାଇବେନି. ହେ ଜଗନ୍ନାଥ ମହାପ୍ରଭୁ ତୁମ୍ଭେ ଵିଚାର କରନ୍ତୁ . 🙏 ଜୟ ଜଗନ୍ନାଥ 🙏
ଓଁ ପରଂବ୍ରହ୍ମ ଶ୍ରୀଗୁରୁ ଅଚ୍ୟୁତ ଶରଣ ହରି
ସରକାର ରତ୍ନ ଭଣ୍ଡାର ର ସମସ୍ତ ରତ୍ନ କୁ ହଡ଼ପ କରିଛନ୍ତି, ତେଣୁ ଚାବି ଖୋଲି ଦେଲେ ଅସଲ କଥାଟି ଧରାପଡ଼ି ଯିବ। ଏଥିରେ କିଛି ସେବାୟତ ସଂଶ୍ଳିଷ୍ଟ ଅଛନ୍ତି।
ଓଡ଼ିଆ ରେ ଲୋକ କଥା ରହିଛି.....
ଆଲୋ ମୁତୁରୀ ଆଲୋ ମୁତୁରୀ ତୋର ମୋର ଶୋଇବା ।
ତୁ ତ ମୁତୁରୀ ମୁଁ ତ ମୁତୁରୀ ହେଁସ କାହିଁ ପାଇଁ ଧୋଇବା।।
ଆଉ ଗୋଟେ ଏ ଆଶ୍ଚର୍ଯ୍ୟ ଆଡ଼କୁ ଆଙ୍ଗୁଠି ନିର୍ଦ୍ଦେଶ କରୁଛି, ।
ସରକାର ନୁହେଁ କି କେହି ନାହିଁ ସେ ହିଁ ଖୋଲିବେ ଯିଏକି ଜଗତର ନାଥ ଜଗନ୍ନାଥ ହିଁ ଖୋଲିବେ ମଣିମା ନ ଚାହିଁଲେ କିଛି ହୋଇ ନାହିଁ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🅾️❗🅾️🙏🙏🙏
Oo9
Oo
Ooo
ଭାଇ କଣ ସବୁବେଳେ ଆଉ ସବୁ ବର୍ଷ jaganath swain mahapatra ମତ ରଖିବେ ଆଉ କଣ କେହି ସେବାୟତ ନାହାଁନ୍ତି
Tankara suna adhika
Chief badagrahi
@@akashmohapatra26389:11
ଜଗନ୍ନାଥ ମନ୍ଦିରର ବାସ୍ତବିକ ମାଲିକ ସିନା ଜଗନ୍ନାଥେ ହେଲେ ଭୌତିକ ମାଲିକ ହଉଛନ୍ତି ସରକାର ଆଉ ତାଙ୍କ ପ୍ରତିନିଧି ଅମଲା।
Dhanyabad mahana mahana bhai . Jay jagannath
ଜଗନ୍ନାଥ ଙ୍କ ଇଚ୍ଛା ହେଲେ ନିଶ୍ଷୟ ଖୋଲା ହେବ , ସବୁ ତାଙ୍କରି ଇଚ୍ଛା
ରତ୍ନ ଭଣ୍ଡାର ନ ଖୋଲିବାଟା ଆମେ ସମସ୍ତେ ଦାୟୀ,ସେଥିପାଇଁ ଜାଗ୍ରତ ହେବା ଆବଶ୍ୟକ ।
ଜୟ ଜଗନ୍ନାଥ ❤
ସବୁ ସେଇ 5t ମୁଖ୍ୟଙ୍କ ଇଚ୍ଛା,
ଜୟ ଜଗନ୍ନାଥ
ଯଥା ଶୀଘ୍ର ରତ୍ନ ଭଣ୍ଡାର ଖୋଲାଯାଉ ।
Au kichhi nahi bhai sabu ehi sebayata mane khaisarileni😢
ଆଜି ଭଳି ଦିନରେ ଜଗନ୍ନାଥ ସ୍ୱାଇଁ ମହାପାତ୍ର (ଜଗୁନି ଭାଇନା) କହିପାରିବେ କି ରତ୍ନ ଭଣ୍ଡାର ସମସ୍ତ ଆଭୁଷଣ ଠିକ୍ ଅଛି ତ ?ନାଁ ଏ ସମ୍ପର୍କରେ ସେ କିଛି ଜାଣି ନାହାନ୍ତି।
Au kichi nahi sethi..
Jai shree jagannath Swami Nayana Patha gami bhaba tume Jai shree ram ji ki jai 🙏🙏🙏🙏🙏🙏🙏
Thikh MLA Election time rae,khola heba,apakhyaa kara,thikh ei time rae,ara year ku khola heba,JAY JAGANNATH 🙏🙏
ହିସାବ ଦେବାକୁ ହେବ, ନ ଖୋଲିଲେ କିଏ ହିସାବ ମାଗିବ 🙏🙏🙏🙏🙏
ଖାଲି ହୋଇ ଯାଇଥିବା ବୋଧେ,ଟିଭି ରେ ଚର୍ଚା କରି କରି ବେପାର ଚାଲିଛି ସୋସିଆଲ ମିଡ଼ିଆ ରେ
ସବୁ ସେଇ ପାଣ୍ଡିଆଙ୍କ ଇଚ୍ଛା
ଆପଣ ସିଧା ଯାଇ ଶ୍ରୀ ମନ୍ଦିର ପ୍ରଶାସକ ଙ୍କୁ ପ୍ରଶ୍ନ କରନ୍ତୁ। ସାଧାରଣ ଭକ୍ତ ଦଇତାପତି ସେବାୟତ ମହାରାଜା ସମସ୍ତେ ଭଣ୍ଡାର ର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରୁଥିଲା ବେଳେ ଆପଣ ସେଥିପ୍ରତି ଦୃଷ୍ଟି ଦେଉନାହାନ୍ତି କଣ ପାଇଁ।
ରତ୍ନ ଭଣ୍ଡାର ଗୃହ ଖୋଲା ନ ଯିବା ପାଇଁ ଦାୟୀ କିଏ ? ସଂପୂର୍ଣ୍ଣ ସୁନା ବେଶ ଠାକୁର ନହେବା ପାଇଁ ଦାୟୀ କିଏ, ସରକାର ନା ଠାକୁର ରାଜା ନା ଜନସାଧାରଣ ନା ଆଉ କିଏ । ଏ ବାବଦରେ ସମସ୍ତେ ନିଦ୍ରା ମୁଦ୍ରାରେ ପ୍ର ତେୟ ହେବା ,
Agyan Thik katha Ratna bhandara khola jau Sara odisha basi Dekhante .
Protection ପାଇଁ ବୋଧେ ସରକାର ଡରିଥାଇ ପାରନ୍ତି ଏହା ମୋର ମତ l
ଜୟ ଜଗନ୍ନାଥ 🙏🙏🙏
ଆଊ ନାହିଁ ବୋଲି (ମୋର ବିଶ୍ବାସ ହଉନି)otv ତମେ ୧୦୦୦ ବର୍ଷ ଧରୀ 🗞️ କରିଥାଅ
ଜଗୁନୁ ଭାଇ ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🌹🌹🌹🌹🌹🌹🌹
Mo 🙏⚫‼️⚫🙏ra Jaguni nana 🙏🙏asesa prananama Jaguni nana
ସରକାର କଣ ପାଇଁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲୁନାହାନ୍ତି.....? ହେ ନାଥ ସରକାର ଖାଇ ଦେଇନି ତ ସବୁ କିଛି .....? ⭕️❗️⭕️🙏🙏🙏
ସେବାୟତ ନୁହନ୍ତି ତ ଲୁଟେରା....କହିବା ତ ଠିକ୍ ନୁହେଁ... କିନ୍ତୁ ଟିକେ ଭିତିରିଆ ଭାବିଲେ ଜାଣିପାରିବେ ଯେ କେତେ ଲୋକ ମାନଂକୁ ପ୍ରଭୁ 🙏 କଁ ନାଁ ରେ ଲୁଟୁଛନ୍ତି
ଜଗନ୍ନାଥଙ୍କର ଇଛା ବିନା କିଛି ବି ହେବ ନାହିଁ
ଆଉ କଣ ଅଛି ଯେ ଖୋଲିବ ଥାଉ
Apsulutly right Bhandara khola haba uchit
ସୁନାଟା ସମସ୍ତଙ୍କୁ ଭଲଲାଗେ ।
Jai jagannath..naa kholibaa bhala..sara biswa pai bipada asijibaa....
ଆଜ୍ଞା ଠାକୁରଙ୍କ ପାଦ ବା ଶ୍ରୀପୟର ସୁନା ହେଶରେ ସମ୍ପୂର୍ଣ୍ଣ ଭାବରେ ଦେଖି ହେଉ ନାହିଁ କାରଣ ପଣ୍ଡା ମନେ ପାଦ ପାଖରେ ବସିଲେ,ତଳେ ଯେଉଁ ଭକ୍ତ ମାନେ ଯାଉ ଛନ୍ତି ଠାକୁର ଙ୍କୁ ସମ୍ପୂର୍ଣ୍ଣ ଭାବରେ ଦେଖିବେ କେମିତି ?
Asa karuchi surakhita thiba Prabhu nkara Mulyaban Sampati.
JAY Jagannath swamy nayan pathagami bhabatume bless all people s live in world 🌎
ଏଇ ରିପୋର୍ଟର ଟିକେ ଅଧିକା ନିଲଠେଇ ହେଇକି ପ୍ରଶ୍ନ ପଚାରୁଛ୍ତି
Jai Jagannath🙏
ଗୁଡ଼େ ଗପ ଅଳ୍ପ ମିଛ
ଭାଇ ରତ୍ନ ଭଣ୍ଡାର ରେ ସାପ ନାହାନ୍ତି। ସାପ ଯଦି ଅଛନ୍ତି ସେ କଣ ସୁନା ଖାଇ ବଞ୍ଚୁଛନ୍ତି।
ସବୁ ଦଇତା ପତି ଆଉ ବ୍ରାହ୍ମଣ ଖାଉଛନ୍ତି କେହି ଜାଣି ପାରୁନାହାନ୍ତି 😮 ଜଲଦୀ ରତ୍ନ ଭଣ୍ଡାର ଖୋଲ ସତ ଆଗକୁ ଆସୁ।
ରତ୍ନ ଭଣ୍ଡାର ରେ ରତ୍ନ ଥିଲେ ତ, ସବୁ ଗାଏବ। କେବେ ଖୋଲିବ ଅପେକ୍ଷା ରେ ରୁହନ୍ତୁ।
Khola ta heini gaebe kemiti heba. Murkha
Ratnabhandar na kholajau karan purbe mahaprabhunka suna o ranta re lobhasakta hei shrimandir akraman heichi so ebe kholagale lokalochan re mahaprabhu nk suna rantare kalijuga manisa lobhasakta hei kichhi b heipare tenu risk niantuni malika re lekha achhi mahaprabhu nku rusia neijiba boli
ଏମାନେ କି ସେବକ,କି ସେବା କରୁଛନ୍ତି କି....! ମାସ କୁ ମାସ ତ ୫୦୦୦୦/- ରୁ ୧୦୦୦୦୦/- ଟଙ୍କା ଦରମା ନେଉଛନ୍ତି! ଏଇଟା କି ସେବା ହ..! ନିଃସ୍ୱାର୍ଥପର ସେବା ନା ସ୍ବାର୍ଥ ପର ସେବା..! ସବୁ ଏଠି ଲୁଟୁ ଛନ୍ତି..!
ଶରକାର କହୁଛି ମୋତେ ଦିଅ ।
Jay jaggsnatha
Jay jagannath 🙏
ଆପଣ ଠିକ୍ କହିଛନ୍ତି ଗୋସାଇଁ 🙏🙏🙏
Jay Jagannath Swarna Priya Madhab.
Jay jagannath swami 🙏🙏🙏🙏
Jay jagnnath swami 😊
Bhandar kholiba darkar
Jay jagannath 🙏 thik katha kahichanti 😊
During BJD regime Ratnabhandar will never be opened. Navenby PATNAIK will never take steps to open the Bhandar.
Vote for BJP in 2024 and BJP will open the BHANDAR
Jay Jagannath Swami 🙏🙏🙏
Jay jagannath swami
Jay Jagannath 🙏🌹🙏
Upare upare samaste kahuchanti khola jau kintu bhitare bhitare kehi chahantini khola jau karana ta bhitare aau kichi nahi sabu gayab hei sari lani
କିଛିବି ଆଉ ନାହିଁ ଭିତରେ ସବୁ ନେଇଯାଇ ଛନ୍ତି
ଭିତରେ କିଛି ଥିଲେ ସିନା ମିଳିବ 🤣🤣🤣 ସରକାରଙ୍କ ସହାୟତା ରେ ସବୁ ଖୋଳ ହେଇଗୋଲାନି
Jay Jagannath 🙏🌷🌼🙏🌷🌹🙏
ଆଉ ବାଳ ଟା ଅଛି, ପଛପଟୁ ସୁଡ଼ଙ୍ଗ କରି ସବୁ ନେଇ ସାରିଲେଣି ...
Jay shree jagannath ⭕❗⭕🚩🙏❤️
Jay jagannath ❤
Jay Jagannath ♥️🙏
Jay shree jagannath bjd sabu khai deichhi Prabhu loknatha bichar karibe odishabasi chahuchhanti ratna bhandar kholajau Jay shree jagannath
Right
It is wise to open the ratna vandar
କିଛି ଘଟିବ ନାହିଁ ଯେତେବେଳେ ମୋଗଲ ମାନେ ଆକ୍ରମଣ କରିଥିଲେ ସେତେବେଳେ କିଛି ହେଉ ନ ଥିଲା ତ
ସବୁଅଳଙ୍କାରଜାଗାରେ'ଚନ୍ଦନ'ଳାଗିଲେଚଳିବ'କି?
Ratna bhandara kholiba nihari jaruri.prabhunka alankar samastanka samna ku asu samaste janantu aama prabhunka jinisha
Ratha ghara nihati khola haba katha
Jay jagannath 🙏
🙏🙏🙏🙏
Asanta Barsha suna beswa belaku jemiti prabhu Jagannath sunare chauli Hebe prabhu nkara suna prabhu nka kama re lagu taku thaile kn heba😢
Acchi acchi boli kie nae jau chora alankar au sarkar mana bujhiba
R8
❤
Ratna bhandar bhitare jinsha achi ki nahi dekha.
Jaldi khola jau ratnavandra
JAI JAGANATHA. mahana mahana suna aau kana thiba Ratna Bhandara re j Ratna Bhandara sarakar kholibe ? Prabhunka Ratna Palanka para bhangi jaichhi j maramati heba.
When government will change in odisha that time may be it can happen.
Otv ର ଆଉ ଭଡା nahi