Very inspiring...appreciate to the actor Mr NAri Panda for directing his family and his child's in a correct direction and make his childs educated...God bless you Mr Nari Panda
Bohut khusi lagila nari bhainka khusi ra paribara video dekhi thakuranka pakhare atiki prathana ta sukhara paribara re kahara najara na lagu jay jagannth
@@AnchorKrishnaKumardaitari panda ku blog re anani..nahele tamara view kamiba ...sala ede ganjada taa seita ..sura routray jou kahile seita bhikari taa .....10 fev re kendrapara ra jagannathpur arteswara Mahadev Mandir re 5 day konark padiba ..jadi kichi help chanhiba ..room pain mate MSG karibe ..sei pakhare mo relative nka ghara
ସାନ ଝିଅ MOST TALENTED, ସୁସଂସ୍କ। ରୀ ପରିବାର, God bless your ନରି ଭାଇ, ବଡ଼ ଝିଅକୁ ଶୁଭଆଶୀର୍ବାଦ❤
ନରି ଭାଇ ଓ ତାଙ୍କ ପରିବାରକୁ ବହୁତ ବହୁତ ଧନ୍ୟବାଦ୍।
ସୁନ୍ଦର ପରିବାର,,ଜଗନ୍ନାଥ ଏ ପରିବାର କୁ ଘଣ୍ଟା ଘୋଡେ଼ଇ ରଖିଥାନ୍ତୁ,,,,
ଜୟ ଜଗନ୍ନାଥ ସବୁଲୋକ ଯଦି ନିଶ୍ୱାର୍ଥ ପର ସ ଚୋଟ ହୋଇଯିବେ ଏ ଦୁନିଆ ରାମରାଜ୍ୟ ହୋଇଯିବ
ନରି ଭାଇଙ୍କର ପାରିବାରିକ ଜୀବନ
ସମ୍ପର୍କରେ ଜାଣି ଖୁସି ଲାଗିଲା । ଝିଅ ଦୁଇ ଜଣଙ୍କର ବ୍ୟବହାର ଓ ବକ୍ତବ୍ୟ ମୋର ହୃଦୟକୁ ଛୁଇଁ ଗଲା । ଝିଅ କ'ଣ ମୁଁ ଭଲ
କରି ଜାଣେ ।😂❤😂
ନରି ନନା ପଥମେ ଭଲ ମଣିଷ ତାପରେ ଭଲ କଳାକାର
ହୃଦୟ କୁ ଛୁଇଁଲା ଭଳି ଅଧ୍ୟାୟ ଟୀଏ:-( best anchor Krishna kumar:-)
ମନୁଷ୍ୟ ଆଗକୁ ଉଠିଲେ ତା'ର ଅତୀତ ଭୁଲି ଯାଆନ୍ତି କିନ୍ତୁ ନରି ଭାଇ ପାଞ୍ଚ ଜଣକ ଆଗରେ ଆପଣ କ ଅତୀତ କଥା କୁ କହିଲ ବହୁତ ଭଲ ବିଷୟ
ବହୁତ୍ ସୁନ୍ଦର୍ ଲାଗିଲା 1st time ଦେଖିଲି, very nice ❤❤
ନରି ଭାଇଙ୍କ ହୃଦୟ ବିଶାଳ
ଭଉତ ସୁନ୍ଦର ପରିବାର
ବହୁତ ଭଲ ଲାଗିଲା ନରୀ ଭାଇଙ୍କ ଫେମିଲି ମେମ୍ବର ମାନଙ୍କ କଥା ବହୁତ ଭଦ୍ରତା ଶିଖାଇ ଛନ୍ତି
ସୁନ୍ଦର ପରିବାର. ସୁନ୍ଦର ସଂସ୍କାର ଆଉ ସୁନ୍ଦର ଭବିଷ୍ୟତ ଏମାନଙ୍କର.
ନରି ଭାଇ ଜଣେ ମହାନ୍ ହୃଦୟ ବ୍ୟକ୍ତି। ସତରେ ନରି ଆପଣ ରିୟଲ ଲାଇଭ ରେ ଜଣେ କମେଡି। ଭାଇ ବହୁତ ଖୁସି ଲାଗିଲା ଆପଣଙ୍କ ଫ୍ୟାମିଲି ସହିତ ପରିଚିତ ହୋଇପାରିଲା। So lovely family❤
ନରିନନା ଖାଲି ଜଣେ ଉଚ୍ଚକୋଟୀର କଳାକାର ନୁହଁନ୍ତି ସେ ଜଣେ ଉଚ୍ଚକୋଟୀର ବ୍ୟକ୍ତିତ୍ଵ।
ନରି ଭାଇ ର କମେଡି ବହୁତ ମଜା ଲାଗେ 😊👌👌
ବାପା ମା ଯେମିତି ସଂସ୍କାରି ଝିୟ ଦିଜଣ ବି ସେମିତି ସଂସ୍କାରି, ଭଗବାନ ସେମାଙ୍କୁ ଭଲରେ ରଖନ୍ତୁ
ଭଗବାନ୍ ସବୁ ବେଳେ ଭଲରେ ରଖିଥାନ୍ତୁ 🙏🙏💐
ସାନ ଝିଅ ଟି ପ୍ରବଳ ସୁନ୍ଦରୀ😂😂😂
Best vlogs krishna bhai
ନରି ଭାଇ ବେଷ୍ଟ୍ କମେଡିଆନ ଭଗବାନ୍ ସମସ୍ତ ଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ
Hiii 1:56
Nari nana nku dekhi bahut khusi lagila Reilly bhaut khusi lagila
Very inspiring...appreciate to the actor Mr NAri Panda for directing his family and his child's in a correct direction and make his childs educated...God bless you Mr Nari Panda
ବହୁତ ସୁନ୍ଦର ଝିଅ ଦିଜଣ ଏବଂ ସଂସ୍କାରି ଭଲ ପରିବାର, ବହୁତ ଖୁସି ଲାଗିଲା
ବହୁତ୍ ସୁନ୍ଦର୍ ଲାଗିଲା ଏ ଭିଡିଓ ଦେଖିକି ଆଉ କିଛି ଶିଖିବାକୁ ବି କିଛି ମିଳିଲା
Nana your family is very excellent 👍👍👍👍👍👍👍👍👍👍👍👍
Thank you so much
ଓଃ କି ମଜା, ଭାଇଙ୍କ ବରହ୍ମପୁରୀଆ କଥା ଶୁଣିକି ଦିଲ ପୁରା ଖୁସ।
ବହୁତ ସୁନ୍ଦର ସାକ୍ଷାତ କାର ମଞ୍ଚ ପଛ ର ସତ କଥା
Super se uppar ନରି ଭାଇ 🙏
ବହୁତ ଭଲ ଲାଗିଲା
ବହୁତ୍ ଭଲ ଲାଗିଲା ❤
ବାପା ଙ୍କ ସୁଖ ଦୁଃଖ ରେ ଦୁଇ ଝିଅ ଭାଗିଦାର ହଇରହିଛନ୍ତି ଏଇଟା ବଡ଼ କଥା l ଆଖିରଲୁହ ଆସିଯାଉଛି ଦୁଇ ଝିଅ ର କଥା ଶୁଣି l ପ୍ରକୃତରେ ଏହିଭଳି ଝିଅ ସବୁ ବାପା ମାଆ ଙ୍କୁ ଦିଅନ୍ତୁ l ଭଗବାନ ତାଙ୍କର ମଙ୍ଗଳ କରନ୍ତୁ 🙏🙏🙏
Bhaina verry happy
Nari nana nka family dekhi bahuta sundar lagila❤ jhia duita bahuta sundar beauty hearted ❤❤
tq
Mama nku bahut bahut ashribad
Super
Many many thanks nari bhai
ଆପଣଙ୍କ ପରିବାର କୁ ଶହେ ଜୁହାର ।
ଭଗବାନ ଆପଣଙ୍କୁ ସହାୟ ହୁଅନ୍ତୁ
Godnk aashiribad thile emiti jhia bapa aau maanku mile.....
ନରୀ ନନା ଆମ ଭଦ୍ରକ ଜିଲ୍ଲା ପାଇଁ ଗର୍ବ ଆଉ ଗୌରବ ..ବହୁତ ସୁନ୍ଦର କମେଡିଆନ ଆଉ ଅତି ସୁନ୍ଦର ଫାଂମିଲି ଆପଣଂକର ନରୀ ନନା.🙏
𝙳𝚒𝚕 𝚂𝚎 𝚕𝚘𝚟𝚎 𝚢𝚘𝚞 ❤𝚗𝚊𝚛𝚒 𝚗𝚊na
Nari Bhai apananku dhanyabad
ଜଗନ୍ନାଥ ସମସ୍ତଙ୍କୁ ଘଣ୍ଟ ଘୋଡେ଼ଇ ରଖି ଥାଆନ୍ତୁ.... ସୁନ୍ଦର ପରିବାର
Nari Panda my favourite star
Jay Jagannath Bhai
Bohut khusi lagila nari bhainka khusi ra paribara video dekhi thakuranka pakhare atiki prathana ta sukhara paribara re kahara najara na lagu jay jagannth
ଏମିତି ବାପା ଭାଗ୍ୟରେ ଥିଲେ ମିଳନ୍ତି 🙏
Nari bhai n his all famili member decent, sanskri,.God always help u.so sweet family
Nari babu nka video dekhi vala lagila, taanka ghara tharu only 10/12 km distance gaon Kadabarang mo ghara, mu apanakara jane prasansaka. Mardichala👍
Bahut Sundar manisha
ବହୁତ ଭଲ ନରି ଭାଇନା
Congratulated Nana
ଧନ୍ଯବାଦ ନରି ପଣ୍ଡା ଓରଫ୍ ଡାଙ୍ଗଙ୍କର ଦୁଇ ଝିଅଙ୍କୁ
ମୋ ପ୍ରିୟ କମେଡିଆନ ନରି ନନା..
7
Excellent family
You are so kind
Nari Bhai gote bhala manisa.Samastanku emiti hasauthaa.Good family
Jay Jagannath 🙏🙏🙏
Bahutu sundar lagila video bhai video eta let hela kan pai
Bhai 🙏🙏🙏
Bhuta Sundar bhai ❤
Nari. Nana. All. Family. Ku. Hartly. Salut
Nari bhai. Krishna bhai. God bless you. Jay jagannath
Bri Bara ❤Alu Pach ❤🙏🏻🙏🏻🙏🏻🙏🏻
ଜୟ ଜଗନ୍ନାଥ
ଛାତ ଉପରକୁ ଚଢ଼ିଗଲେ ସିଢ଼ୀର ମହତ୍ତ୍ଵ ଭୁଲିଯିବାକୁ ସ୍ୱାର୍ଥପରତା କୁହାଯାଏ କଥା ବହୁତ୍ ସୁନ୍ଦର୍ ଲାଗିଲା..👌😊
Nari Bhai Ram Ram 🙏
Kalakara mane hrudya ru swacha au nirmal heithanti ❤❤
Bahut sundar paribara tia bahut khusi lagila
My favourite ❤❤❤
ଧନ୍ୟବାଦ୍ ନରିଭାଇ
ଭିଡ଼ିଓ ଦେଖି ବହୁତ ଭଲ ଲାଗିଲା l
Happy 👪 Family
ସୁନ୍ଦର 👍
Nari bhainka jhia mane bahut sunder 🎉
Nari bhai dil se love you
Fast comment❤
କ୍ରିଷ୍ଣା ବାବୁ ଆପଣ କେବେବି ରାଜନୀତି କୁ ଯିବେନି କାହଁକିନା ଆପଣ ଯେଉଁ ଜାଗାରେ ଅଛନ୍ତି ଭଲରେ ଅଛନ୍ତି. ଦର୍ଶକ ମାନଙ୍କ ହୂଦୟରେ ଆପଣ ଅଛନ୍ତି. କେବେବି ହୃଦୟକୁ ଆଘାତ ଦେବେନି. 🙏
Tqqq
Bhai please don't join dirty politics
@@AnchorKrishnaKumardaitari panda ku blog re anani..nahele tamara view kamiba ...sala ede ganjada taa seita ..sura routray jou kahile seita bhikari taa .....10 fev re kendrapara ra jagannathpur arteswara Mahadev Mandir re 5 day konark padiba ..jadi kichi help chanhiba ..room pain mate MSG karibe ..sei pakhare mo relative nka ghara
Sabuthu faltu actor hela daitari panda... real life re bi over acting
Right
Bohutu badhia lagila super family
Good family members,God always with you ????
Nari Babu is best camidian.God bless him.
Good actor narinana best of luck
God bless you🙏🙏🙏 gifts🎁🎁 for your family
Happy family ❤❤❤
Nari nana jane naira kalakar bahut bhala lagila bhai vlogs dekhiki kintu epari kharap comment dekhi bahut kasta laguchhi puni apanka channel re ❤❤❤ jay jagannath 🙏🙏🙏
ସବୁଠୁ ଭଲ ବ୍ଲଗ୍ ❤😂😂ବହୁତ୍ ଭଲ ଲାଗିଲା
Nari Nana is great. Kebe chance paile nari nanak saha selfi nebi.
Bahut bhala lagila
ଯାତ୍ରା କଳାକାର କାହିଁକି politics କରିବା ଦରକାର... ଦୟାକରି ଯାତ୍ରାରେ ଧ୍ୟାନ ଦିଅନ୍ତୁ... ଯାତ୍ରା ରେ ଅଭିନୟ କରନ୍ତୁ... ଲୋକେ ଭଲ ପାଇବେ... ନିଜ ଯାତ୍ରା career କୁ ମାରି ଦିଅନ୍ତୁ ନାହିଁ... wrong decision to leave and neglect your original profession.. ଯାହା ଯୋଗୁ ଲୋକେ ଆପଣକୁ ଜାଣିଲେ... ତାକୁ ଛାଡି politics ରେ join କରନ୍ତୁ ନାହିଁ.... Otherwise people will forget you..
Happy family, best of luck 🤞
Great Mr.Nari Babu @ Great cluture family
Bahutaa sundar sanskar .❤ nyc family
Really good family, full of good human values❤
Love you nari bhai😊😊😊
Jay jagannath 🙏🙏🙏
Atee Sundar 🙏🙏
Very good Actor 🙏
Jai Jagannath bhai❤
ନରି ନାନା କହିଲେ ଯେ, ମୋର ଦୁଇ ଝିଅ ଦୁଇପାଖ ଦୁଇଟି କଲିଜା। ଏହା କହୁ କହୁ କାନ୍ଦି ପକାଇଥିଲେ କିନ୍ତୁ ମୋ ଆଖିରେ ବି ପାଣି ବାହାରି ପଡ଼ିଲା।ସେ ଯାହା କହୁଥିଲେ ତାଙ୍କର ପ୍ରତିଟି କଥା ବହୁତ୍ ଭଲ ଲାଗିଲା। ଜୟ ଶ୍ରୀରାମ।
Mo baba be bahut bhala
P0lp
P0lp
ନରି ଭାଇଙ୍କୁ ମୋର କୋଟୀ କୋଟୀ ପ୍ରଣାମ ଜଣାଉଛି ।
Very nice Comedian Naribhai family good afternoon everybody 🙏
Nana your family is very excellent janghira bubu
Best comedian
Very Beautiful ❤❤❤
Good family danga bhai
Comedy King Nari Panda❤❤❤❤
Krisna bhai 🙏🙏🙏👍4 u & N. Panda nona nku 🙏🙏🙏🙏👍.....