Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
Love from Dhenkanal ❤️ କପିଳାସ ( ହର ହର ମହାଦେବ❤)ଯୋରନ୍ଦା ଗାଦି (ଶୂନ୍ୟ ମନ୍ଦିର❤)ସପ୍ତଶଯ୍ୟା ❤
ଗଞ୍ଜାମ ଜିଲ୍ଲାର ତାରା ତାରିଣୀ ମନ୍ଦିର ଅତି ସୁନ୍ଦର ❤❤
ଶ୍ରୀ ଚରଣ sir love you voice ❤❤❤
ଖୁବ୍ ସୁନ୍ଦର ଶିକ୍ଷଣିୟ ଭିଡିଓ ପାଇଁ ଅନ୍ତରରୁ ଧନ୍ଯବାଦ। କିନ୍ତୁ ରାଉରକେଲାରେ ହନୁମାନଙ୍କୁ ଟିକେ ଆକ୍ଷେପ କଲାପରି ଅନୁଭବ ହେଲା ଶେଷରେ ଖାଲି ଜୟ ଶ୍ରୀହନୁମାନ କହିଦେଇଥିଲେ ବି ଭଲ ଲାଗିଥାଆନ୍ତା। ଆରଥରକୁ ଯାଜପୁରର ଅଶୋକଝରକୁ ଆସିବାକୁ ଅନୁରୋଧ
ସମ୍ବଲପୁର ❤❤❤❤❤❤❤❤❤❤❤❤❤
ଅଜା ନାତୁଣୀ ଙ୍କୁ ଧନ୍ୟବାଦ ସବୁ ଜିଲ୍ଲା ର ଦର୍ଶନ୍ୟ ସ୍ଥାନ ଗୀତ ରେ ଗୀତ ରେ କହିଥିବାରୁ (ମୁ କୁରୁମୁଣ୍ଡା, ଶଗଡା, ଜିଲ୍ଲା, ବୌଦ୍ଧ)ବହୁତସୁନ୍ଦର ଗୀତ
Best UA-cam chanel Saipragnya creation for Odisha 😊Torisim many many thnks
ଚରଣ ବାବୁ ଓଚମ ନାତୁଣି କଂର ଗୀତ ଖୁବ ଭଲ ଲାଗିଲା ଧନ୍ଯବାଦ🙌 ❤🌹👍
ଅତି ମନମୁଗ୍ଧ ଗୀତଟି ତୁମର ଶୁଣି ଏ ହୃଦୟ ହୋଇଲା ଖୁସିଏତିକି ଆଶିଷ ହଉ ହେ ତତେମା ସରସ୍ଵତୀ ଥାଆନ୍ତି ତୋ କଣ୍ଠେ ବସି।।
@@Officiallyoffical007 ଭାବୁକ ମଣିଷ ତୁମେ ଝରାଇଲ କବିତା ପଂକ୍ତି 🙏🙏
ଭାରି ବଢିଆ ହେଇଛି ତୁମର ଏହି ଗିତଟୀ
ସାଇ ପ୍ରଜ୍ଞା ଙ୍କ ଅଙ୍ଗଭଙ୍ଗୀ (action and bodi language) ବହୁତ ସୁନ୍ଦର ! ଅଶେଷ ଅଶେଷ ଧନ୍ୟବାଦ 🌹🌹🌹
ବହୁତ ସୁନ୍ଦର ଗୀତ ଯାହା ଓଡିଶା ବାସୀଙ୍କୁ ଆମ ତିରିଶ ଜିଲ୍ଲା ର ଦର୍ଷଣୀୟ ସ୍ଥାନ ଜାଣିବା ଦରକାର. ବହୁତ ବହୁତ ଧନ୍ୟବାଦ 💐🙏
Kandhamal jilla dunibaku aphekhya kariki thili thanks sir ❤❤❤❤
Jay Jagannath 👌👌👍👍
ଜୟ ଜଗନ୍ନାଥ ଅତୀବ ରମଣୀୟ କମନୀୟ ଦର୍ଶନୀୟ ଶିକ୍ଷା ଗ୍ରହଣ ଣୀୟ ଅବିସୁମରଣୀୟଅବର୍ଣ୍ଣନୀୟ ଶୋଭା ମନମୁଗ୍ଧକର ଅଟେ
କୋରାପୁଟ ଦର୍ଶନୀୟ ସ୍ଥାନର ବର୍ଣ୍ଣନା ବହୁତ ମନଛୁଆଁ ହୋଇଛି। କୋରାପୁଟର କେଉଁ ମାନେ ସବୁ ଦେଖୁଛ ଲାଇକ୍ କର।ଜୟ ଶ୍ରୀ ଜଗନ୍ନାଥ 🙏 ଜୟ ବାବା ଗୁପ୍ତେଶ୍ୱର 🙏
ବହୁତ ସୁନ୍ଦର୍
ବହୁତ ସୁନ୍ଦର ହୋଇଛି ଗୀତ ଏବଂ ଗୀତ ଲେଖା
ସୁନ୍ଦର ପ୍ରୟାସ ଓଡ଼ିଶାର ଦର୍ଶନୀୟ ସ୍ଥାନକୁ ଗୀତ ମାଧ୍ୟମରେ ଚେଷ୍ଟା କରିଛନ୍ତି l ଗୀତିକାର ଓ ଗାୟକ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏💐
କୋରାପୁଟ ଜିଲ୍ଲାର ଦର୍ଶନୀୟ ସ୍ଥାନ ବର୍ଣ୍ଣନା ବେଶ୍ ହୃଦୟସ୍ପର୍ଶୀ ହୋଇଛି ❤୩୦ ଜିଲ୍ଲାର ଦର୍ଶନୀୟ ସ୍ଥାନ ଦେଖାଇ ଥିବାରୁ ଧନ୍ୟବାଦ 🙏
ଅତି ସୁନ୍ଦର ପ୍ରୟାସ
ଆପଣଙ୍କ ଜୁଡି ସହିତ ଗତ ବହୁତ ସନ୍ଦର ଜୟ ଜଗ୍ନାଥ
ଜୟ ମା ମାଣିକେଶ୍ଵରୀ 🙏🏻🙏🏻🙏🏻
ବହୁତ ସୁନ୍ଦର ଗୀତ ସାର
ବୌଦ୍ଧ ଜିଲ୍ଲାର ମାର୍ଜାକୁଦ ଓ ପ୍ରାଚୀନ ବୌଦ୍ଧମୂର୍ତ୍ତି ମାଳିସାହି ପ୍ରାଚୀନ ମନ୍ଦିର ତଥା ତାମ୍ବ୍ବି ଦରହ ପିକ୍ ନିକ ସ୍ଥାନ ବହୁତ ସୁନ୍ଦର । ଜୟ ମାଁ ଭୈରବୀ
Bhai auu gate jagaa b achhi maa maheswari barpadar tikarpada gp
କୋରାପୁଟ ଜିଲ୍ଲା( ଜୟ ଗୁପ୍ତେଶ୍ୱର ବାବା ଓଁ ନମଃ ଶିବାୟ)
Love from #ବଲାଙ୍ଗୀର
ଜୟ ଜଗନ୍ନାଥ ❤🙏 ବହୁତ ସୁନ୍ଦର ଗୀତ ❤🎉
Many many thanks to writer And musician And singer
ନବରଙ୍ଗପୁର ବହୁତ ବହୁତ ଧନ୍ୟବାଦ୍ ବହୁତ ସୁନ୍ଦ୍ର, ଗୀତ ଜୟ, ଜଗନ୍ନାଥ
Mote bhari bhalalagila dekhiki eihi 30 t jilha ra darsaniya stanadekhi ki very nice,thank you
Ama Baramba Maa Bhattarika nka mandira dekhiki khusi lagila Jay maa Bhattarika 🙏🙏🙏🌺
Ok
ଅତି ସୁନ୍ଦର ଶିକ୍ଷଣୀୟ ଭିଡିଓ ଯୋଜନା । ସବୁ ବର୍ଗ ର ଲୋକଙ୍କୁ ନିଶ୍ଚିତ ଆନନ୍ଦ ଦେବ । ଧନ୍ୟ କଳାକାର ଚରଣ ବାବୁ ! ଏମିତି ଅଜା ନାତୁଣୀ ପ୍ରୋଗ୍ରାମ ଖୁବ୍ ଲୋକପ୍ରିୟତା ହାସଲ ପାଇଁ ଜଗନ୍ନାଥ ସାହା ହୁଅନ୍ତୁ ।
Jay Jagannath 🙏 Odisha 🙏 Nabarngpur
ବହୁତ୍ ସୁନ୍ଦର୍ ହୋଇଛି ଯେତେ କହିଲେବି ଓଡ଼ିଶାର ସରିବନି ଆହୁରି ରହିଗଲା ❤
ବହୁତ୍ ଭଲ ଲାଗିଲା ବହୁତ୍ ଧନ୍ୟବାଦ୍ ସାର୍ ଏହାର ରଚନା କିଏ କରିଛନ୍ତି
Ahaku lekhichhanti Himanshu Mohanty. Tanka name ta thumbnailre bhalaki dekhajauni.
ସାର ଢେଙ୍କାନାଳ ର ବା ବା କପିଳାସ ମନ୍ଦିର ଟିଏ ରହିଗଲା ବହୁତ ବହୁତ ଧନ୍ୟବାଦ ଆପଣଙ୍କ, ଓଡିଶାର ସବୁ ଦର୍ଶନ ସ୍ଥଳି ଦେଖେଇ ଥିବା ହେତୁ ।
Bahut sundar gita
ଅତି ସୁନ୍ଦର ପରିବେଷଣ ❤ ଜୟ ଜଗନ୍ନାଥ🙏🙏🙏
ବହୁତ ଭଲ ଗୀତ 👍
Ati sundara rachana
Odisar.sabu.tirthasthanra.nam.janai.bahutbhal.karil.dhanyabad❤❤amiti,nuanua,gitaopdatekarantu❤❤gitati.khub.bhal.hoichhi🎉🎉🎉Jay.jagannatha❤❤❤❤❤
Sabu darsaniya stana dekhela ameghare basi dekhilu thanku
🌻Ati Sundar Song 🎵🎙️📀📻📺👌🫶 🪷Jay Shree Jagannath Swamy 📿⭕❗⭕🚩🛕🔔🙇🙏 ❤Lot Of Love From PuriDham 🚩🛕🔔🙇🙏
Very nice ❤❤
ଅବିଭକ୍ତ କୋରାପୁଟ ଜିଲ୍ଲାର ଦୃଶ୍ୟ ଅତି ସୁନ୍ଦର ଲାଗିଲା ଅପୁର୍ବ ଦୃଶ୍ୟମାନ।
ତିରିଶି ଜିଲ୍ଲା ର ଦର୍ଶନୀୟ ସ୍ଥାନ ବିଷୟରେ ବହୁତ କିଛି ଜାଣିବାକୁ ମିଳିଲା, ବହୁତ ଧନ୍ୟବାଦ,ଜୟ ଜଗନ୍ନାଥ
Bahut Sunder
Very interesting with lots of infomation
ବହୁତ୍ ବହୁତ୍ ଧନ୍ୟବାଦ୍ 🙏🙏
Bahut Sundar.Thank u both.
ଜୟ ଜଗନ୍ନାଥ
Bahut badhia,, lagila❤❤❤❤thank you🌹🌹🌹🌹🌹
Jai.jagannath.
♣️ସତରେ କର୍ମ ଜଞ୍ଜାଳ ଭିତରେ ବର୍ଷରେ କେଇଥର ବିଭିନ୍ନ ସ୍ଥାନରେ ପରିବାର ଙ୍କୁ ନେଇ ବୁଲି ଆସିଲେ ସତରେ ମନ ଓ ହୃଦୟକୁ ନୂଆ ଦିଶା ମିଳିଯିବ***ପିଲା ମାନେ ପାଠପଢ଼ା ରେ ମନ ଲାଗିବ ନିଶ୍ଚୟ ଭାବରେ 💐💐 ଉଦଳା ରୁ ଶୁଭ କାମନା ଟିଏ ନୂଆ ବର୍ଷ ର ❤️
Beautiful song❤
Ati sundar, ghare basi Odisha darshana heigala.
ଜୟ ମା ମେଟାକାନି ❤ସୁବର୍ଣ୍ଣପୁର ଜିଲ୍ଲାର ❤
ଅଜା ନାତୁଣୀ ଙ୍କ ଓଡ଼ିଶା ଦର୍ଶନ କୁ ଗୀତ ମାଧ୍ୟମ ରେ ମନ ମୁଗ୍ଧ କର ଶୁଣାଇ ଦର୍ଶନୀୟ ସ୍ଥାନ ବୁଲାଇ ଆଣି ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଶ୍ରୀ ରତନ ମାଝୀ ଉପ ସଭାପତି ଜିଲ୍ଲା ଜନ ଜାତି ସୁରକ୍ଷା ମଞ୍ଚ ନବରଙ୍ଗପୁର ତଥା ରାଜ୍ୟସ୍ତରୀୟ ଜନ ଜାତି ପ୍ରତିଭା ସମ୍ମାନୀତ
Aja natuni nka jodi superb👍❤❤Gita ti bi bahut badhiya heichi👌👌
Bahut sundar🎉❤
Jay jagannath
Ati sundar
Jay jagannatha🙏🙏❤
Omm Jay Jagannath Swami,Omm Jay Maa Tarini bharasa.God may bless you and all.
Jay Jagannath jay🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Jay Maa Samlei,Sambalpur❤😊
Very nice, thanks
ATI sundara song.
Good song by sricharana bhai...video ti bahutu bhala lagila
Super duper thanks
Very nice
Beautiful song❤❤❤❤🎉🎉
22.57 ଜଗତସିଂହପୁର..... ❤ମା ଶାରଳା, ବାବା ଗୋରେଖନାଥ 🙏🏻💚
Bahut Sundar Bhadrak jaiki Arodi Akhandalamani baba nka darshan karibe
ଗଞ୍ଜାମ ଜିଲ୍ଲା ର ବହୁତ ପ୍ରସିଦ୍ଧ ସ୍ଥାନ ଛାଡି ଦେଲେ... ବୁଦ୍ଧଖୋଲ, ନାରାୟଣୀ, ବଟେଶ୍ୱର
ବହୁତ ସୁନ୍ଦର ପ୍ରୟାସ
ଜୟ ମା ତାରିଣୀ ଯାହା ହେଉ କେନ୍ଦୁଝର ର ବି କିଛି ଫେମୋଶ ଜାଗା କୁ ଆପଣଙ୍କ ଗୀତ ରେ ସ୍ଥାନ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ
Bahut sundar haichhi
ମନ୍ଦିର ମାଳିନୀ ସହର ସୁବର୍ଣ୍ଣପୁର ଜିଲ୍ଲା ଆମର ଜିଲ୍ଲା❤❤❤
Jay Jagannath
Charan Vai au natuni khusikaridele many thanks
Charana sir and pragnya mam apananku dhanya bad please ama kandhamala bisayare gote kabita please bhala laguchi apana mananka Gita ❤❤❤❤❤
ରାୟଗଡ଼ା ଜିଲ୍ଲା ରେ ପାଇକାପାଡ ମନ୍ଦିର, ମିନାଝୋଲା ଶିବ ମନ୍ଦିର ଆଉ ବହୁତ ସାରା ଦର୍ଶନୀୟ ସ୍ଥାନ ହଛି
bahut Sundar
ପତାଲଗଙ୍ଗା ହେଉଛି ନୂଆପଡ଼ା ଜିଲ୍ଲା ର ସବୁଠୁଁ ଦର୍ଶନୀୟ ସ୍ଥାନ ।
କଟକ ର ପ୍ରସିଦ୍ଧ ଶୈବ ପୀଠ ପରମହଂସନାଥ ମନ୍ଦିର,କଟକ ଚଣ୍ଡୀ , ଧବେଲେଶ୍ୱର, ଓଡିଶା ର କଟକ ର ସବୁଠୁ ବଡ ମନ୍ଦିର ପରମହଂସ ଶିବ ମନ୍ଦିର
ଶିମିଳିପାଳ ମୟୁରଭଞ୍ଜ 🙏
Jay jagannath swami nayana pathagami vaba tume 🙏
A video song re Cuttack zila ro Bhatarika maa anko pitho kahileni kintu Bhatarika mandir photo background pic re ochi ... Song re maa anka na kahithile bhalo heithanta. Sunder laguchi song , bhalo sing karuchanti singer 👏👏👏👏
Good concept. You are always in people harts.
Odisa ra darshaniy stana gita badhia heichhi .dhanyabad Himanshu babu.apannka gita lekha manibaku padib.amiti nua nua gita amaku sunauthantu.
Jay Jagannath ❤
Jay Maa Bhairabi🙏❤🌺
Kalahandi is so beautiful. Jai maa manikeswari
ମାଆ କାଳିଜାଇ ମନ୍ଦିର ଛାଡ଼ିଦେଲେ ଭିଡିଓଟି ବହୁତ ବଢିଆ ହେଇଛି ❤❤
JAI JAGANNATH SWAMI NAYANA PATHA GAMI BHAVA TUMEH 🙏
ନବରଙ୍ଗପୁର ବି ଅତ୍ୟନ୍ତ ମନୋରମ ହୋଇଛି ❤
Oo beautiful very very nice ❤❤❤
Love from Dhenkanal ❤️
କପିଳାସ ( ହର ହର ମହାଦେବ❤)
ଯୋରନ୍ଦା ଗାଦି (ଶୂନ୍ୟ ମନ୍ଦିର❤)
ସପ୍ତଶଯ୍ୟା ❤
ଗଞ୍ଜାମ ଜିଲ୍ଲାର ତାରା ତାରିଣୀ ମନ୍ଦିର ଅତି ସୁନ୍ଦର ❤❤
ଶ୍ରୀ ଚରଣ sir love you voice ❤❤❤
ଖୁବ୍ ସୁନ୍ଦର ଶିକ୍ଷଣିୟ ଭିଡିଓ ପାଇଁ ଅନ୍ତରରୁ ଧନ୍ଯବାଦ। କିନ୍ତୁ ରାଉରକେଲାରେ ହନୁମାନଙ୍କୁ ଟିକେ ଆକ୍ଷେପ କଲାପରି ଅନୁଭବ ହେଲା ଶେଷରେ ଖାଲି ଜୟ ଶ୍ରୀହନୁମାନ କହିଦେଇଥିଲେ ବି ଭଲ ଲାଗିଥାଆନ୍ତା। ଆରଥରକୁ ଯାଜପୁରର ଅଶୋକଝରକୁ ଆସିବାକୁ ଅନୁରୋଧ
ସମ୍ବଲପୁର ❤❤❤❤❤❤❤❤❤❤❤❤❤
ଅଜା ନାତୁଣୀ ଙ୍କୁ ଧନ୍ୟବାଦ ସବୁ ଜିଲ୍ଲା ର ଦର୍ଶନ୍ୟ ସ୍ଥାନ ଗୀତ ରେ ଗୀତ ରେ କହିଥିବାରୁ (ମୁ କୁରୁମୁଣ୍ଡା, ଶଗଡା, ଜିଲ୍ଲା, ବୌଦ୍ଧ)ବହୁତସୁନ୍ଦର ଗୀତ
Best UA-cam chanel Saipragnya creation for Odisha 😊Torisim many many thnks
ଚରଣ ବାବୁ ଓଚମ ନାତୁଣି କଂର ଗୀତ ଖୁବ ଭଲ ଲାଗିଲା ଧନ୍ଯବାଦ🙌 ❤🌹👍
ଅତି ମନମୁଗ୍ଧ ଗୀତଟି ତୁମର
ଶୁଣି ଏ ହୃଦୟ ହୋଇଲା ଖୁସି
ଏତିକି ଆଶିଷ ହଉ ହେ ତତେ
ମା ସରସ୍ଵତୀ ଥାଆନ୍ତି ତୋ କଣ୍ଠେ ବସି।।
@@Officiallyoffical007 ଭାବୁକ ମଣିଷ ତୁମେ ଝରାଇଲ କବିତା ପଂକ୍ତି 🙏🙏
ଭାରି ବଢିଆ ହେଇଛି ତୁମର ଏହି ଗିତଟୀ
ସାଇ ପ୍ରଜ୍ଞା ଙ୍କ ଅଙ୍ଗଭଙ୍ଗୀ (action and bodi language) ବହୁତ ସୁନ୍ଦର ! ଅଶେଷ ଅଶେଷ ଧନ୍ୟବାଦ 🌹🌹🌹
ବହୁତ ସୁନ୍ଦର ଗୀତ ଯାହା ଓଡିଶା ବାସୀଙ୍କୁ ଆମ ତିରିଶ ଜିଲ୍ଲା ର ଦର୍ଷଣୀୟ ସ୍ଥାନ ଜାଣିବା ଦରକାର. ବହୁତ ବହୁତ ଧନ୍ୟବାଦ 💐🙏
Kandhamal jilla dunibaku aphekhya kariki thili thanks sir ❤❤❤❤
Jay Jagannath 👌👌👍👍
ଜୟ ଜଗନ୍ନାଥ
ଅତୀବ ରମଣୀୟ କମନୀୟ ଦର୍ଶନୀୟ ଶିକ୍ଷା ଗ୍ରହଣ ଣୀୟ ଅବିସୁମରଣୀୟ
ଅବର୍ଣ୍ଣନୀୟ ଶୋଭା ମନମୁଗ୍ଧକର ଅଟେ
କୋରାପୁଟ ଦର୍ଶନୀୟ ସ୍ଥାନର ବର୍ଣ୍ଣନା ବହୁତ ମନଛୁଆଁ ହୋଇଛି। କୋରାପୁଟର କେଉଁ ମାନେ ସବୁ ଦେଖୁଛ ଲାଇକ୍ କର।
ଜୟ ଶ୍ରୀ ଜଗନ୍ନାଥ 🙏
ଜୟ ବାବା ଗୁପ୍ତେଶ୍ୱର 🙏
ବହୁତ ସୁନ୍ଦର୍
ବହୁତ ସୁନ୍ଦର ହୋଇଛି ଗୀତ ଏବଂ ଗୀତ ଲେଖା
ସୁନ୍ଦର ପ୍ରୟାସ ଓଡ଼ିଶାର ଦର୍ଶନୀୟ ସ୍ଥାନକୁ ଗୀତ ମାଧ୍ୟମରେ ଚେଷ୍ଟା କରିଛନ୍ତି l ଗୀତିକାର ଓ ଗାୟକ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏💐
କୋରାପୁଟ ଜିଲ୍ଲାର ଦର୍ଶନୀୟ ସ୍ଥାନ ବର୍ଣ୍ଣନା ବେଶ୍ ହୃଦୟସ୍ପର୍ଶୀ ହୋଇଛି ❤୩୦ ଜିଲ୍ଲାର ଦର୍ଶନୀୟ ସ୍ଥାନ ଦେଖାଇ ଥିବାରୁ ଧନ୍ୟବାଦ 🙏
ଅତି ସୁନ୍ଦର ପ୍ରୟାସ
ଆପଣଙ୍କ ଜୁଡି ସହିତ ଗତ ବହୁତ ସନ୍ଦର ଜୟ ଜଗ୍ନାଥ
ଜୟ ମା ମାଣିକେଶ୍ଵରୀ 🙏🏻🙏🏻🙏🏻
ବହୁତ ସୁନ୍ଦର ଗୀତ ସାର
ବୌଦ୍ଧ ଜିଲ୍ଲାର ମାର୍ଜାକୁଦ ଓ ପ୍ରାଚୀନ ବୌଦ୍ଧମୂର୍ତ୍ତି ମାଳିସାହି ପ୍ରାଚୀନ ମନ୍ଦିର ତଥା ତାମ୍ବ୍ବି ଦରହ ପିକ୍ ନିକ ସ୍ଥାନ ବହୁତ ସୁନ୍ଦର । ଜୟ ମାଁ ଭୈରବୀ
Bhai auu gate jagaa b achhi maa maheswari barpadar tikarpada gp
କୋରାପୁଟ ଜିଲ୍ଲା( ଜୟ ଗୁପ୍ତେଶ୍ୱର ବାବା ଓଁ ନମଃ ଶିବାୟ)
Love from #ବଲାଙ୍ଗୀର
ଜୟ ଜଗନ୍ନାଥ ❤🙏 ବହୁତ ସୁନ୍ଦର ଗୀତ ❤🎉
Many many thanks to writer And musician And singer
ନବରଙ୍ଗପୁର ବହୁତ ବହୁତ ଧନ୍ୟବାଦ୍ ବହୁତ ସୁନ୍ଦ୍ର, ଗୀତ ଜୟ, ଜଗନ୍ନାଥ
Mote bhari bhalalagila dekhiki eihi 30 t jilha ra darsaniya stanadekhi ki very nice,thank you
Ama Baramba Maa Bhattarika nka mandira dekhiki khusi lagila Jay maa Bhattarika 🙏🙏🙏🌺
Ok
ଅତି ସୁନ୍ଦର ଶିକ୍ଷଣୀୟ ଭିଡିଓ ଯୋଜନା । ସବୁ ବର୍ଗ ର ଲୋକଙ୍କୁ ନିଶ୍ଚିତ ଆନନ୍ଦ ଦେବ । ଧନ୍ୟ କଳାକାର ଚରଣ ବାବୁ ! ଏମିତି ଅଜା ନାତୁଣୀ ପ୍ରୋଗ୍ରାମ ଖୁବ୍ ଲୋକପ୍ରିୟତା ହାସଲ ପାଇଁ ଜଗନ୍ନାଥ ସାହା ହୁଅନ୍ତୁ ।
Jay Jagannath 🙏 Odisha 🙏 Nabarngpur
ବହୁତ୍ ସୁନ୍ଦର୍ ହୋଇଛି ଯେତେ କହିଲେବି ଓଡ଼ିଶାର ସରିବନି ଆହୁରି ରହିଗଲା ❤
ବହୁତ୍ ଭଲ ଲାଗିଲା ବହୁତ୍ ଧନ୍ୟବାଦ୍ ସାର୍ ଏହାର ରଚନା କିଏ କରିଛନ୍ତି
Ahaku lekhichhanti Himanshu Mohanty. Tanka name ta thumbnailre bhalaki dekhajauni.
ସାର ଢେଙ୍କାନାଳ ର ବା ବା କପିଳାସ ମନ୍ଦିର ଟିଏ ରହିଗଲା ବହୁତ ବହୁତ ଧନ୍ୟବାଦ ଆପଣଙ୍କ, ଓଡିଶାର ସବୁ ଦର୍ଶନ ସ୍ଥଳି ଦେଖେଇ ଥିବା ହେତୁ ।
Bahut sundar gita
ଅତି ସୁନ୍ଦର ପରିବେଷଣ ❤ ଜୟ ଜଗନ୍ନାଥ🙏🙏🙏
ବହୁତ ଭଲ ଗୀତ 👍
Ati sundara rachana
Odisar.sabu.tirthasthanra.nam.janai.bahutbhal.karil.dhanyabad❤❤amiti,nuanua,gitaopdatekarantu❤❤gitati.khub.bhal.hoichhi🎉🎉🎉Jay.jagannatha❤❤❤❤❤
Sabu darsaniya stana dekhela ameghare basi dekhilu thanku
🌻Ati Sundar Song 🎵🎙️📀📻📺👌🫶
🪷Jay Shree Jagannath Swamy 📿⭕❗⭕🚩🛕🔔🙇🙏
❤Lot Of Love From PuriDham 🚩🛕🔔🙇🙏
Very nice ❤❤
ଅବିଭକ୍ତ କୋରାପୁଟ ଜିଲ୍ଲାର ଦୃଶ୍ୟ ଅତି ସୁନ୍ଦର ଲାଗିଲା ଅପୁର୍ବ ଦୃଶ୍ୟମାନ।
ତିରିଶି ଜିଲ୍ଲା ର ଦର୍ଶନୀୟ ସ୍ଥାନ ବିଷୟରେ ବହୁତ କିଛି ଜାଣିବାକୁ ମିଳିଲା, ବହୁତ ଧନ୍ୟବାଦ,ଜୟ ଜଗନ୍ନାଥ
Bahut Sunder
Very interesting with lots of infomation
ବହୁତ୍ ବହୁତ୍ ଧନ୍ୟବାଦ୍ 🙏🙏
Bahut Sundar.Thank u both.
ଜୟ ଜଗନ୍ନାଥ
Bahut badhia,, lagila❤❤❤❤thank you🌹🌹🌹🌹🌹
Jai.jagannath.
♣️ସତରେ କର୍ମ ଜଞ୍ଜାଳ ଭିତରେ ବର୍ଷରେ କେଇଥର ବିଭିନ୍ନ ସ୍ଥାନରେ ପରିବାର ଙ୍କୁ ନେଇ ବୁଲି ଆସିଲେ ସତରେ ମନ ଓ ହୃଦୟକୁ ନୂଆ ଦିଶା ମିଳିଯିବ***ପିଲା ମାନେ ପାଠପଢ଼ା ରେ ମନ ଲାଗିବ ନିଶ୍ଚୟ ଭାବରେ 💐💐 ଉଦଳା ରୁ ଶୁଭ କାମନା ଟିଏ ନୂଆ ବର୍ଷ ର ❤️
Beautiful song❤
Ati sundar, ghare basi Odisha darshana heigala.
ଜୟ ମା ମେଟାକାନି ❤
ସୁବର୍ଣ୍ଣପୁର ଜିଲ୍ଲାର ❤
ଅଜା ନାତୁଣୀ ଙ୍କ ଓଡ଼ିଶା ଦର୍ଶନ କୁ ଗୀତ ମାଧ୍ୟମ ରେ ମନ ମୁଗ୍ଧ କର ଶୁଣାଇ ଦର୍ଶନୀୟ ସ୍ଥାନ ବୁଲାଇ ଆଣି ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଶ୍ରୀ ରତନ ମାଝୀ ଉପ ସଭାପତି ଜିଲ୍ଲା ଜନ ଜାତି ସୁରକ୍ଷା ମଞ୍ଚ ନବରଙ୍ଗପୁର ତଥା ରାଜ୍ୟସ୍ତରୀୟ ଜନ ଜାତି ପ୍ରତିଭା ସମ୍ମାନୀତ
Aja natuni nka jodi superb👍❤❤
Gita ti bi bahut badhiya heichi👌👌
Bahut sundar🎉❤
Jay jagannath
Ati sundar
Jay jagannatha🙏🙏❤
Omm Jay Jagannath Swami,Omm Jay Maa Tarini bharasa.God may bless you and all.
Jay Jagannath jay🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Jay Maa Samlei,Sambalpur❤😊
Very nice, thanks
ATI sundara song.
Good song by sricharana bhai...video ti bahutu bhala lagila
Super duper thanks
Very nice
Beautiful song❤❤❤❤🎉🎉
22.57 ଜଗତସିଂହପୁର..... ❤ମା ଶାରଳା, ବାବା ଗୋରେଖନାଥ 🙏🏻💚
Bahut Sundar
Bhadrak jaiki Arodi Akhandalamani baba nka darshan karibe
ଗଞ୍ଜାମ ଜିଲ୍ଲା ର ବହୁତ ପ୍ରସିଦ୍ଧ ସ୍ଥାନ ଛାଡି ଦେଲେ... ବୁଦ୍ଧଖୋଲ, ନାରାୟଣୀ, ବଟେଶ୍ୱର
ବହୁତ ସୁନ୍ଦର ପ୍ରୟାସ
ଜୟ ମା ତାରିଣୀ ଯାହା ହେଉ କେନ୍ଦୁଝର ର ବି କିଛି ଫେମୋଶ ଜାଗା କୁ ଆପଣଙ୍କ ଗୀତ ରେ ସ୍ଥାନ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ
Bahut sundar haichhi
ମନ୍ଦିର ମାଳିନୀ ସହର ସୁବର୍ଣ୍ଣପୁର ଜିଲ୍ଲା ଆମର ଜିଲ୍ଲା❤❤❤
Jay Jagannath
Charan Vai au natuni khusikaridele many thanks
Charana sir and pragnya mam apananku dhanya bad please ama kandhamala bisayare gote kabita please bhala laguchi apana mananka Gita ❤❤❤❤❤
ରାୟଗଡ଼ା ଜିଲ୍ଲା ରେ ପାଇକାପାଡ ମନ୍ଦିର, ମିନାଝୋଲା ଶିବ ମନ୍ଦିର ଆଉ ବହୁତ ସାରା ଦର୍ଶନୀୟ ସ୍ଥାନ ହଛି
bahut Sundar
ପତାଲଗଙ୍ଗା ହେଉଛି ନୂଆପଡ଼ା ଜିଲ୍ଲା ର ସବୁଠୁଁ ଦର୍ଶନୀୟ ସ୍ଥାନ ।
କଟକ ର ପ୍ରସିଦ୍ଧ ଶୈବ ପୀଠ
ପରମହଂସନାଥ ମନ୍ଦିର,କଟକ ଚଣ୍ଡୀ , ଧବେଲେଶ୍ୱର, ଓଡିଶା ର କଟକ ର ସବୁଠୁ ବଡ ମନ୍ଦିର ପରମହଂସ ଶିବ ମନ୍ଦିର