God is everywhere... Just look and see... God bless to the mother... Thanks n welldone to the brother present in the video... And salute to the brave Girl.
@@jaihind8472 sabu ade tume chodi pua aau khali pua jhia kara Appreciation nahi kahaku tike .... Tuma chinha parcha jhia jadi se jhia hei thanta tahele Ki mg chintadhara re Chi chi chi
Thank you so much brother for helping this lady. You are the example of good man and humble person and merciful hearted person.. Hands up for such a beautiful job .
A bhai ku nischita purskar miliba katha, nabin Babu should give respect to him on the occasion of August 15 , he creates example for our youth. And mo bus re jete seat achhi ta tu besi kahinki utha jauchi passenger.
ଏମିତି ମଣିଷ ଏ ସମାଜ ରେ ମିଳିବା କଷ୍ଟ ।ଧନ୍ୟବାଦ ଭାଇ।
ବହୁତ ଭଲ ଭାଇ ସହୃଦୟ ବ୍ୟକ୍ତିତ୍ବ ଯୋଗୁଁ ଆଜି ଜଣଙ୍କ ସାହାଯ୍ୟ କରି ସମ୍ମାନୀୟ କାମ କରିଛନ୍ତି.. ଭଗବାନ ଆପଣଂକୁ କୋଟି ପରମାୟୁ ଦିଅନ୍ତୁ l🙏🙏
ବହୁତ ବହୁତ ଧନ୍ୟବାଦ ଭାଇ ତୁମକୁ ସାହାଯ୍ୟ କରିଥିବାରୁ 🙏🙏🙏🙏
ଭାଇଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।
Hats off to this gentleman who didn't even think once before helping. God bless him.
ଭାଇ ଜଣଙ୍କୁ ବହୁତ ବହୁତ ଧନ୍ଯବାଦ 🙏..
ଝାଳବୁହା ଧନ କେବେ ବ୍ରୁଥା ୟାଏନି
Ur right
6
@@happypappycomdey4887
0
@@happypappycomdey4887 Oj
Mun 400 no like ta deli
ବିପଦ ସମୟରେ ସେଝିଅଟିକୁ ସାହାଯ୍ୟ କରିଥିବାରୁ, ଭାଇଙ୍କୁ ଅଶେଷ ଅଶେଷ, ଅଶେଷ ଧନ୍ୟବାଦ
Aku କହନ୍ତି ସାହସୀ ମହିଳା, ଆଉ ଠିକ୍ ଜାଗା ରେ ନିଜ ସାହସ ଆଉ ବୁଦ୍ଧି ଦେଖାଇଛନ୍ତି। ଆଉ ସେ ଭାଇ ଙ୍କୁ ବି ବହୁତ୍ ଧନ୍ୟବାଦ୍।
To vauniku vaiku de se gehibo
Kan sahasha kichi nahi
@@vneditor4358 free
77hhhzc
Humanity still exists.thank u bhai.
ମାନବିକତା ର ଉଚିତ୍ ପ୍ରମାଣ ଦେଇଛ ଭାଈ l ଭଗବାନ ଆପଣଁକ ର ମଂଗଳ କରନ୍ତୁ ll
ପରିଶ୍ରମ କେବେ ବୃଥା ଯାଏନି। ଧନ୍ୟବାଦ୍ ପୁଅ। ଅନ୍ୟାୟକୁ ମାତ୍ ଦେଇ ଥିବାରୁ ଧନ୍ୟବାଦ୍। ସାହସୀ ବେଟି। ତୋ ବାପା ମା କୁ ଧନ୍ୟବାଦ୍।
Ok
ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଭାଈ 🙏
Bhai nka pain gote like 🤩❤
ବହୁତ ବହୁତ ଧନ୍ୟବାଦ ଭାଇ ଆପଣଙ୍କର ଏଭଳି କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ।
ଭାଇ ଙ୍କୁ ବହୁତ ବହୁତ କୃତଜ୍ଞତା...💐
The man should be rewarded as an honest and helpful citizen❤️💯
କଷ୍ଟ ଅର୍ଜିତ ଧନ କେବେ ବି ଠକାମୀ ରେ ଯାଏନି... Thanks God, ପଇସା ମିଳିଗଲା ♥️
Bhai, sei saman route re mora kashta-arjita dhana jaichi 🙂
Sei saman Rental Colony pakhare🥲
Right
@@smsarit3 so sad bro.. Apanku God, ta thu adhika diantu🙏
@@smsarit3 tree
ଏମିତି ଲୋକ ଅଛନ୍ତି ଭଗବାନ ସହ ସମାନ। Thank you. Brothers.
ଧନ୍ୟବାଦ ସେ ଭାଇ ଙ୍କୁ... ସେ ଚୋରଣି ମାନେ ପକ୍କା ବିହାର ରୁ ଅସିଛନ୍ତି
Ae toki sabu ghian khaibku asethile. Dharpdila pre chori karuchnti.
Emiti praya time heuchhi mor 16 no route bi emiti heuchhi
Exactly bihari guda sabu emtia..tanka ade job miluni asiki aethi pala karuchanti
ବହୁତ ଧନ୍ୟବାଦ ଭାଇଙ୍କୁ ସାହାର୍ଯ୍ୟ କରିଥିବାରୁ ଏମିତି ଲୋକ ବହୁତ କମ୍ ମିଳନ୍ତି
Hats off to that person, who helped you.
Beautiful ❤️ man
God is everywhere... Just look and see... God bless to the mother... Thanks n welldone to the brother present in the video... And salute to the brave Girl.
Hands up for the guy who helped.
Thumps up 😉
Very
Very nice
Jadi kou pua help maganta
@@jaihind8472 sabu ade tume chodi pua aau khali pua jhia kara
Appreciation nahi kahaku tike .... Tuma chinha parcha jhia jadi se jhia hei thanta tahele
Ki mg chintadhara re
Chi chi chi
ଅଟୋ ଭାଇ also deserve s equal respect for showing humanity 🙏🙏Auto ଭାଇଙ୍କୁ ବହୁତ୍ ଧନ୍ୟବାଦ୍ 🙏🙏
ଇଣ୍ଡିଆ ଭିତରେ ଆମ ଓଡିଶା ସବୁ କ୍ଷେତ୍ରରେ NO,1 ରେ ରହିବ ମନ୍ତ୍ରୀ ବି NO,1ଆଉ କ୍ରାଇମି ରେଫ ଚୁରି ରେବୀ NO,1 ଆଉ କିଛି ଦିନ ପରେ ପୋଲିସ ବି NO,1ହେବେ ଏମାନଙ୍କୁ ପୁରସ୍କାର ଦିଆ ଯାଉ.
Chora baharo state ro...
R8 Bro
OOO Bhai 🤣🤣🤣
ଭାଇଙ୍କୁ ମୋର ହୃଦୟରୁ ଧନ୍ୟବାଦ । ଦୁଇ ଚୋରଣିକୁ ଶକ୍ତ ରୁ ଶକ୍ତ ଦଣ୍ଡ ଦିଆଯାଉ।
ଧନ୍ଯବାଦ . ଏଭଳି help କରିଥିବାରୁ.God bless you.
Thank you ☺️ brother..... All are not same.... Ur helps save this girls mother life
ଭାଇ ଙ୍କୁ ମୋର ପ୍ରଣାମ 🙏 ଭାଇ ବହୁତ ଭଲ କାମ କରିଛନ୍ତି
Great work brother... You are the symbol of humanity
କିଛି ଗ୍ୟାଙ୍ଗ ଏଥିରେ ସକ୍ରିୟ ଅଛନ୍ତି
ଓଡ଼ିଶା ପୋଲିସ ଏଥି ପ୍ରତି ଦୃଷ୍ଟି ଦେବା ଦରକାର
Right
Thank you so much brother for helping this lady.
You are the example of good man and humble person and merciful hearted person..
Hands up for such a beautiful job .
Nice guy. He is really an angel of God.
ବହୁତ ବହୁତ ଧନ୍ୟବାଦ ଭାଇ ମାନଙ୍କୁ🙏
ଆପଣ ଆଜି ମାନବିକତା କୁ ଜାହିର କଲେ।
ମାନବିକତା ବଂଚିରହୁ ✌️👍🙋
ଅତି ଧନ୍ୟବାଦ ଆପଣ ମାନଙ୍କୁ।🙏💐
Dhanyawad 🙏Bhai.. bhagaban tumara mangala karantu 🙏 ଜୟ ଜଗନ୍ନାଥ 🙏
ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ 🙏🙏🙏
Thank u to the brother,who helped the girl👍
Real brother.... love u bro 😊
Great job bhai🥰 You have such a good humanity 🙏
They only live who live for others.. The rest are more dead than alive !!
Thank you brother. God bless you.. 🙏🙏🙏
You are a great sister and proud of him.
ସାହାଯ୍ୟ କରି ଥିବାରୁ ବହୁତ ବହୁତ ଧନ୍ୟ ବାଦ ଭାଇ ଆପଣଙ୍କ ଠାରେ ମଣିଷପଣିଆ ଅଛି
ଭାଇ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ.
ଧନ୍ୟବାଦ ଭାଇ ମାନଙ୍କୁ🙏
Hi
ଭାଇ ତୁମକୁ ମୋ ହୃଦୟରୁ ଧନ୍ୟବାଦ୍ 👍💐💐
Thanks a lot brother and a big applause to this sister.
Salute to the young man , the real hero
ସେ ଭାଇ ର ସାହାଯ୍ୟ ପ୍ରଶଂସନୀୟ
ଭାଇ, ସେ ଦେବୀ ଦ୍ବୟଂକ ଫିଗର ଟିକେ ଦେଖାଅ । ଯାହା ଦ୍ବାରା ଅନ୍ୟ ମାନେ ସତର୍କ ରହିବେ ।
ଠିକ୍
ପୁଅ ହେଇ ଥିଲେ ଏତିକି ବେଳ କୁ ଦଶଟା photo ନେଇ ସାରନ୍ତେଣି ହେଲେ ଝିଅ ହେତୁ ସେମାନଙ୍କ ସମ୍ମାନ ଅଧିକା ସେଇଥିପାଇଁ ମୁହଁରେ ଢାଙ୍କୁଣୀ ପକେଇ ରଖା ଯାଇଛି
@@popup171 ଚୋରଣୀ ମୁଁହ ରେ ଢାଙ୍କୁଣି......??
ଆରେ ସାମ୍ବାଦିକ ଭାଇ,, ସମସ୍ତେ ଏମାନଙ୍କୁ ଜାଣିଲେ ସିନା ସତର୍କ ରହିବେ l
ଭଉଣୀ ତମ ସାହସ କୁ ମାନିବାକୁ ପଡ଼ିବ👌
Kudos to the driver bhai 💥💐 U r a real hero! ♥
Hats off to you brother 💯
ରେଫୁଜି ହେଇଥିବେ ନବୀନ ବାବୁତ ତାଙ୍କ ଭୋଟ ବଢ଼େଇବାରେ ବ୍ୟସ୍ତ ଓଡ଼ିଶା ତାଙ୍କ ପାଇଁ ସ୍ବର୍ଗ ଓଡ଼ିଆ ହଇରାଣ
Good job Bhai... Bhagbaan tumara mangala karantuu...🙏🙏
Salute you brother 👍🏾👍🏾👍🏾
ଭାଇଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍
ଭଗବାନ ତୁମର ମଙ୍ଗଳ କରନ୍ତୁ ଭାଇ 🙏🙏❤️❤️
Bhai janaku dhanyabad daba katha
Heartly thank you bro....... Aau se vauni nka sahasikata ku hrudayaru dhanyabad........
ଲୋକ ବହୁତ ଅଛନ୍ତି ସାହାଯ୍ୟ କରିବା ପାଇଁ ହେଲେ ଆମ ବାଳ ଆଇନ କାନୁନ ବ୍ୟବସ୍ଥା ପାଇଁ କେହି ଆସୁନାହାନ୍ତି। ମତେ ବି ଜଣେ ଭାଇ ସହାୟତା କରିଥିଲେ ମୋ ଗାଡ଼ି ର ଚେନ ଛିଡି ଯାଇଥିଲା।🌻👍
Hatsoff to the person who helped. Glad we have such human being around us.
ଅନେକ୍ ଅନେକ୍ ଧନ୍ୟଵାଦ ସେ ବ୍ୟକ୍ତି ଙ୍କୁ ।God bless you
We should be careful in Bhubaneswar. Law and order is not in track.
Hsrp au traffic helmet checking ru time milile ta karibe na au weekly pauchanti hafta police sabu au kn haba
ଭାଇ ବହୁତ ବହୁତ ଧନ୍ୟବାଦ 🙏🙏🙏
Thanks to that person who helped ✨
ଏମିତି ସହୃଦୟ ଭାଇଙ୍କୁ ମୋର କୋଟିକୋଟି ପ୍ରଣାମ
A bhai ku nischita purskar miliba katha, nabin Babu should give respect to him on the occasion of August 15 , he creates example for our youth. And mo bus re jete seat achhi ta tu besi kahinki utha jauchi passenger.
ଶିଶୁ ଶ୍ରମିକ ଓ ଭିକ୍ଷା ବୃତ୍ତି କରୁଥିବା ଶିଶୁ ମାନଙ୍କ ଠାରୁ ଏହାହିଁ ଆଶା କରାଯାଏ ।ପୁଲିସ ପ୍ରଶାସନ ଓ ଶ୍ରମ ବିଭାଗ ଯତ୍ନଶୀଳ ହେବା ଦରକାର । ରାଜ୍ୟରେ ପ୍ରତ୍ୟେକ ଜିଲ୍ଲାରେ ଚାଇଲ୍ଡ ଲାଇନ କାମ କରୁଛି ସଂଗେସଂଗେ ଫୋନ କରିବାପାଇଁ ଜନସାଧାରଣଙ୍କୁ ଅନୁରୋଧ କରୁଅଛି ।ଏହା ଆଇନ୍ ରେ ବାବ୍ୟସ୍ଥା ଅଛି ।
The person who helped is a good person, he has a mutton stall in rental chowk.
He is a good one
Very good.. And thank you to that helpful person
Good job to that Brother 🙏🏻🙏🏻🙏🏻🙏🏻
Huge respect Brother ❤❤❤
ଜୟ ଜଗନ୍ନାଥ
Humanity is a very salute...
ଜୟ ଜଗନ୍ନାଥ
Thanks to the 2 men ... really appreciate 🙏
Great job done by you both brothers. God bless you.
Black ⚫ shirt bro thank you 🙏❤🌹 very much u r a good and brave 💪 person
bhai thankyu jhia ku sahajya kakarithibaru thankyu bhagaban tama ku khushere rakhantu jay jaganath
That person is a hero who helped this gal.
Humanity still alive.... Nice bro
ଭଗବାନ ତୁମକୁ କୋଟି ପରମାୟୁ ଦିଅନ୍ତୁ।ଏମିତି ସାହାଯ୍ୟ କରୁଥାଆନ୍ତୁ।
Many many thanks Brother really you are Great 👍
Such a brilliant and beautiful and courageous brave girl you are sister . God is always with you
Thanks brother
ଜୟ ଜଗନ୍ନାଥ
Really thank you bhaaii,Tama valii lokanku salaaam.. Really humanity still exist
You are great brother.Your help is unique.Thanks n God bless u.
such people still exist... wow.. Jay Jagannath god bless you brother
God bless u brother...u r great . ..proud of u bhai
ଭାଇ ତମକୁ ବୋହୁତ ବୋହୁତ ଧନ୍ୟବାଦ
Wow great job
She is brave and the brother who helped her is Superman 😅...
ଚେନ୍ନାଇ ରେ ଶୁଣି ଥିଲି
ଓଡ଼ିଶା ରେ ଏମିତି ହେଲାଣି 🤔😇
ଧନ୍ୟବାଦ୍ ଭାଇ ଦୁଇଜଣଙ୍କୁ
thank you vai
Bhai tamaku salute . Full respect bhai pai ...Gote bhauni ra help karithibaru
Thank bro 🙏
ଧନ୍ୟବାଦ ଭାଇ 🙏🏻🙏🏻🙏🏻🙏🏻
Brother you have earned our respect,your good karma will surely help you at time when you need it
ଏବେ ବି ଏ ସମାଜ ରେ ମାନବିକତା ବଞ୍ଚିଛି 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Great salute to this man
Thanks to both for great help.