ଚାକିରିର ପ୍ରଲୋଭନ ଦେଖାଇ ଯୁବତୀ ମାନଙ୍କୁ ନିର୍ଯ୍ୟାତନା ଅଭିଯୋଗ || KONARK LIVE

Поділитися
Вставка
  • Опубліковано 15 кві 2024
  • For latest Odisha News Follow us:
    LIKE | COMMENT | SHARE | SUBSCRIBE
    Visit:
    UA-cam: / konarklive
    Facebook: / konarklive24x7
    Twitter: / konarklive
    #KONARKLIVE #BALASORE NEWS

КОМЕНТАРІ • 454

  • @t.n.timepass9800
    @t.n.timepass9800 3 місяці тому +84

    ସେମାନେ ଯେତିକି ଦିନ କମ କରିଛନ୍ତି ତାଙ୍କ ପଇସା ମିଳିବା ଦରକାର ସୁଧ ମୂଳ ସହିତ

  • @kantasabar9117
    @kantasabar9117 3 місяці тому +99

    ନବୀନ ସରକାର ଯଦି ଚାକିରୀ ଦେଇଥାନ୍ତା ଏହି ପରି ହୋଇଥାନ୍ଠା କି?

    • @vtsantalidance7278
      @vtsantalidance7278 3 місяці тому +5

      Nabin ra kn dusa achhiki nije hi semiti heba nabin ku dusa deba

    • @kuna2827
      @kuna2827 3 місяці тому +2

      10th pare kn chakiri debe kuhantu..

    • @Tenniscricketworlds
      @Tenniscricketworlds 3 місяці тому +1

      କେ ଚାକରି ମିଳବା ଇ ମାନକେ କହ

    • @pratapcreation...9319
      @pratapcreation...9319 3 місяці тому +1

      Navin sarkar kebe b odisha re chakiri dei pariba nahi

    • @shivatudu461
      @shivatudu461 3 місяці тому

      ​@@vtsantalidance7278 dusa na doso

  • @SantoshMandal-gu6mm
    @SantoshMandal-gu6mm 3 місяці тому +67

    ଭୁବନେଶ୍ବର ବି ଏଇ ଠକେଇ ଚାଲିଛି, ଏମିତି ଅନେକ ଯୁବକଯୁବତୀ ଅଛନ୍ତି ,ଓଡିଶାର ବିଭିନ୍ନ ସହରରେ ( ମୁଁ ବି ଜଣେ ସାଥିଙ୍କ ଦ୍ଵାରା Bbsr ବାଳକାଟି ଏକ ଜାଗା ରେ ପଶି ଯାଇଥିଲି, company ର ନାମ . ଗ୍ଳେଜ୍

    • @BMN000Blogger
      @BMN000Blogger 3 місяці тому +2

      ଆପଣ ଠିକ୍ କହିଛନ୍ତି

    • @OnlyJom
      @OnlyJom 3 місяці тому +5

      Jajpur ra bi

    • @JitendraSingh-wp8wm
      @JitendraSingh-wp8wm 3 місяці тому +1

      Jharsuguda re bi

    • @user-yy9bp3ij6t
      @user-yy9bp3ij6t 3 місяці тому +1

      ସମ୍ବଲପୁର ରେ ବି ଏପରି କାମ ଚାଲିଛି

    • @AmitYooo
      @AmitYooo 3 місяці тому +1

      Glazeindia😂😂😂fraud

  • @madhunaik6417
    @madhunaik6417 3 місяці тому +36

    State ର ବିକାଶ ହେଇଛି ପରା ଲାଜ ଲାଗୁନି କି? ନେତା ମାନଙ୍କୁ

  • @mangalentertainment6898
    @mangalentertainment6898 3 місяці тому +41

    Net working କାମ ଓଡ଼ିଶାରେ ଆଗେ ବନ୍ଦ କର ଦମ୍ ଅଛି ହେହେ ସୁଦାମ ମାରାଣ୍ଡି ର, ଓଡ଼ିଶାରେ networking laice କିଏ ଦେଲା ଆଗେ ତଦନ୍ତ କର କାହା paripekhya ରେ ଓଡ଼ିଶାରେ ଠକ ସଂସ୍ଥା ଚାଲିଛି। ଜବାବ ଦିଅ ନବୀନ ପଟ୍ଟନାୟକ ନହେଲେ ଜନତା ଏକ ହେଇ ଗବର ମାଡ ହେବ

  • @user-bm7qk9sf6t
    @user-bm7qk9sf6t 3 місяці тому +24

    ବିଜେଡିକୁ ହଟାଓ (ନିଯୁକ୍ତି ମେଳାରେ ମଧ୍ୟ୍ୟ ଏମିତି ଦେଖିବାକୁ ମିଳିଛି,)

  • @BabuliMajhi-binjha
    @BabuliMajhi-binjha 3 місяці тому +55

    ଏହି ପିଲାମାନଙ୍କୁ ଜିଏ ଆଣିଛି ତାକୁ କଠିନ ଦଣ୍ଡ ଦିଆଯାଉ। ଏବଂ ଯଉ ପଲିସି ବାଲାଙ୍କ ଘରେ ରଖିଥୀଲେ ସେହି ପଲିସ୍ କୁ ଚାକିରିରୁ ବହିଷ୍କୃତ କରାଯାଉ। ଜୟ ଜଗନ୍ନାଥ 🙏🙏

    • @ajayasir6069
      @ajayasir6069 3 місяці тому +4

      Right disison

    • @alokkumarpanda7262
      @alokkumarpanda7262 3 місяці тому

      ଭଂଜପୁର ଥାନାରେ ଭାଇ ପ୍ରିୟା ପ୍ରୀତି ବେଶୀ, ସେଇଠି ଷ୍ଟାଫ ମାନଙ୍କ ପାଇଁ ସାତଖୁନ ମାଫ l

  • @Rboybhima143
    @Rboybhima143 3 місяці тому +16

    ଯିଏ Manager ତାକୁ ଫାଶୀ ଦିଅ । ଆଉ ଯିଏ ପୋଲିସ ଅଧିକାରୀ ତାକୁ ତେଲ ମାରି ପିଟ ।।।

  • @Chhatrabas
    @Chhatrabas 3 місяці тому +14

    ଓଡ଼ିଶା ସରକାରଙ୍କୁ ଚାକିରୀ ମାଗ ନହେଲେ ଭୋଟ ଦିୟନାହିଁ.. ସ

  • @bajisingh4924
    @bajisingh4924 3 місяці тому +10

    ଦୀର୍ଘ 24 ବର୍ଷ ଶାସନ କଲା ପରେ ମଧ୍ୟ ଅଯୋଗ୍ୟ BJD ସରକାର,ସରକାରୀ ସ୍ତରରେ ହଜାର ହଜାର ପଦବୀ ଖାଲି ପଡିଥିବା ସତ୍ତ୍ୱେ ପ୍ରଶିକ୍ଷିତ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ମାନଙ୍କର ଆବଶ୍ଯକୀୟ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ପିଲାମାନଙ୍କୁ ନିଯୁକ୍ତି ନ ଦେଇ ବେରୋଜଗାର ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବା ପାଇଁ ବାଧ୍ଯ କରୁଛନ୍ତି I
    ଏହାର ଏକ ମାତ୍ର ବିକଳ୍ପ ଆଗାମୀ ନିର୍ବାଚନରେ ଅଯୋଗ୍ୟ BJD ସରକାରକୁ ଗାଦିଚ୍ୟୁତ କରିବା ଉଚିତ୍ I

  • @Kalmikuliyt
    @Kalmikuliyt 3 місяці тому +17

    Money Refund Kora jau

  • @jadunathhansdah1783
    @jadunathhansdah1783 3 місяці тому +6

    ଏମାନେ ଶିକ୍ଷିତ ତ ହୋଇଛନ୍ତି ହେଲେ ଚାଲାକ୍ ହୋଇ ପାରିଲେ ନାହିଁ 😮😮😮😮 ଏହିପରି ଅନେକ ଜାଗାରେ ଝିଅ ପିଲାମାନେ ଫସୁଛନ୍ତି l

  • @user-px1it6th4x
    @user-px1it6th4x 3 місяці тому +9

    ଆମେ ଏତେ ପାଠ ପଢି 10000 ପାଉନୁ ଆଉ ତମକୁ 10000 ଦେବେ କେମିତି ଭାବୁଛ

    • @user-wm6hm7wo4l
      @user-wm6hm7wo4l 3 місяці тому +1

      Tame kemiti pai ba tamara ta okat nahi

  • @budhadevbadaraita1584
    @budhadevbadaraita1584 3 місяці тому +13

    ନବୀନ ପଟ୍ଟନାୟକ ଦେଖ ଭିଡିଓ କୁ ଓଡ଼ିଶା ସରକାର

  • @niranjannaik928
    @niranjannaik928 3 місяці тому +9

    Amiti amo Mayurbhanj jhia pila networking re sambalpur & Sundargarh re phosichhanti

  • @Dillipcreation-ee9jf
    @Dillipcreation-ee9jf 3 місяці тому +17

    ମା ଘିଆ ସୁଦାମ କୁ ଆଗେ ମାଡ଼ ହେବା କଥା ସେ କଣ ବିଚାର କରିବ ଏହି ଓଡ଼ିଶାରେl ଲୋକେ 20 ବର୍ଷ govt under ରେ କାମ କରି ରେଗୁଲାର ହେଇ ପାରିନାହାନ୍ତି ସୁଦାମ ନିଜେ କ୍ୟାବିନେଟ୍ ବସି କାଇଁ କିଛି ଛଡି ପାରିଲାନି ଏବେ ସେ କଣ ନ୍ୟାୟ ଦେବ ଏହି ଝିଅଙ୍କୁ ସେ ଛଡ଼ି କଥା କହିବ ଏବେ ଭୋଟ ପାଇଁ

  • @hembramhembram1921
    @hembramhembram1921 3 місяці тому +15

    ଏଇଟା ହେଉଛି ଚେନ୍ ଶିଷ୍ଟମ network..... ପିଲାମାନଙ୍କୁ ଚାକିରୀର ପ୍ରଲଭନ ଦେଖାଇ କିଛି ଟଙ୍କା ଜମା କରିବାକୁ କୁହାଯାଏ। ପରେ once ସେଠାରେ join କରିବାପରେ ପିଲାମାନେ ଫସିକି ରହିଯାନ୍ତି। ଏମିତିକି ପରେ ପିଲାମାନଙ୍କୁ ତାଙ୍କ ଗାଡିଆନ ସହିତ ମଧ୍ୟ କଥାହେବାକୁ ଦିଅନ୍ତି ନାହିଁ। ସେମାନଙ୍କୁ ମୋବାଇଲ ମଧ୍ୟ ଧରିବାକୁ ଦିଅନ୍ତି ନାହିଁ। ଏହିଭଳିଆ ସଂସ୍ଥା ଅନେକ ଜାଗାରେ ଚାଲିଛି। ଏହି ସଂସ୍ଥା ମାନଙ୍କରେ କେତେ କେତେ ପିଲାମାନଙ୍କର କେରିଅର ନଷ୍ଟ ହେଉଛି ତାହା ଆକଳନ କରିବାମଧ୍ୟ କଷ୍ଟକର । କେତେ ଯେ ଲକ୍ଷ ଲକ୍ଷ ପିଲା ଏହି ଠକାମୀ ରେ ଶିକାର ହେଉଛନ୍ତି ତାର ହିସାବ ନାହିଁ। କିନ୍ତୁ ସରକାର ଏସବୁକୁ ନଜାଣିଲା ପରି ଚୁପ୍ ହୋଇ ରହିଛନ୍ତି।

    • @pramodkumardhulaswar8391
      @pramodkumardhulaswar8391 3 місяці тому

      Right kintu emananka ra aakhi nahi ki kana nahi ki pati nahi emane kichi bujhi parunathile Paisa kameiba lova thik bhul bujhi parileni .ebe Paisa mililani etedin rahuthila kipari

    • @pramodkumardhulaswar8391
      @pramodkumardhulaswar8391 3 місяці тому

      Emane nije phasile sahita kete gariba pila nku micha aau lova dekhei phaseithibe

    • @Kmltul55223
      @Kmltul55223 3 місяці тому

      ଯାହା କହିଲ ଠିକ୍ ହେଲେ ଜାଣି ଶୁଣି ସେମାନେ ଯାଉଛନ୍ତି ତାପରେ ସରକାର ଙ୍କୁ ଦୋଷ ଦେବା ଠିକ୍ କି

    • @BADHAHANSDAH-nd8cc
      @BADHAHANSDAH-nd8cc 3 місяці тому

      Geniune network marketing join koro.. prothome research koro join koriba agoru.. kehi b sarkar samastonku job dei paribeni.. network marketing awu chain system same nuho

    • @GMCARTOON-9
      @GMCARTOON-9 3 місяці тому

      @@BADHAHANSDAH-nd8cc
      Bhai ଆପଣଙ୍କ କମ୍ପାନୀ ବିଷୟରେ ଜଣେଇଲେ ଭଲ ହୁନତା

  • @singhuramhansdah7363
    @singhuramhansdah7363 3 місяці тому +2

    ପାଠ ନପଢି ସସ୍ତାରେ ଚାକିରି ଖୋଜିଲେ ଏଇ ଅବସ୍ତା ହୁଏ....

  • @prasantamadhei3405
    @prasantamadhei3405 3 місяці тому +4

    ଏଗୁଡିକ ସବୁ ଚେନ୍ ସଂସ୍ଥା ।

  • @dhoombarttadm5387
    @dhoombarttadm5387 3 місяці тому +5

    Very good work

  • @sscreationhembrambabu6706
    @sscreationhembrambabu6706 3 місяці тому +16

    Eita glaze trading india private ltd compani ra network,ehara chera bohuto lambi jaichi,thik se tadanta korajau🙏🙏🙏

  • @bikashmarkey7347
    @bikashmarkey7347 3 місяці тому +21

    ଏଇଠି ଖାଇବା ଠିକ୍ ସେ ଦିଆ ଯାଏ ନାହିଁ ପଇସା କଣ ମିଳିବ ମୋ ସାଙ୍ଗ ମାନେ ୮ ୧୦ ଜଣ ଯାଇଥିଲେ ୧ ବର୍ଷ ପାଖା ପାଖି କିଛି ମିଳିଲା ନାହିଁ ଦେହ ସୁଖିକି କି କଙ୍କାଳ ହେଇ ଆସିଲେ 😂😂😂😂😂

  • @Kalmikuliyt
    @Kalmikuliyt 3 місяці тому +5

    Need justice ⚖️

  • @rabindramajhi9566
    @rabindramajhi9566 3 місяці тому +1

    Bholo heichhi....

  • @ODIATRICKS691
    @ODIATRICKS691 3 місяці тому +5

    ସୁଦାମ ମାର୍ଣ୍ଡି ଭାଇ ଆପଣ କୁ ଅନୁରଧ କରୁଛୁ ଯେ ଏହି Glaze କମ୍ପାନୀ ଉପରେ କାର୍ଯ୍ୟଅନୁଷ୍ଠାନ ନେଲେ ବହୁତ ପିଲା ଜୀବିତ ହୁଅନ୍ତେ କାରଣ ବହୁତ ପିଲା ଗ୍ଲିଜ଼ ରେ ପଶିରହିଛନ୍ତି ଆମେ ଆଶା କରୁଛୁ ଯେ ଯେତିକି ପିଲା ପାଖରେ ଟଙ୍କା ନେଇଛନ୍ତି return କରନ୍ତୁ

    • @stcreation8959
      @stcreation8959 3 місяці тому +1

      Maximum pila Mayurbhanj ra Jodi survey sobu ga ru pila milibe jie ehi glaze re phosichhonti

  • @ODG.diyanshi
    @ODG.diyanshi 3 місяці тому +1

    Dayakari odisha sarakar jete bi pila emiti achanti semanaku bi udhar karajau🥺🥺🙏🙏🙏🙏

  • @Renta374
    @Renta374 3 місяці тому +2

    ଏଝିଅ ମାନେ ଏତେ ମୂର୍ଖ ଅଛନ୍ତି ଯେ ପାଠ ପଢି କିବି, ଏତେ ନିୟୁଜ ବାହାରୁଚି ଦେଖୁ ନାହାନ୍ତି ନି କି ଯେ ଝିଅ ମାନଙ୍କୁ ଚାକିରୀ ନା କହିକି ନେଇ ଠକୁଛନ୍ତି. ଏ ଝିଅ ମାନେ କଣ ଦେଖୁ ନାହାନ୍ତି କି, ଫୋନରେ ନିୟୁଜ ବାହାରୁଚି ବାରମ୍ବାର ଏହି କଥା ଟା.

  • @TheNewsBookODIA
    @TheNewsBookODIA 3 місяці тому +1

    Narender modi ଯେ ପ୍ରାୟନ୍ତ pm ଅଛନ୍ତି ସେ ପ୍ରୟାନ୍ତ ଚାକିରୀ ମିଳିବ ନି ତ ସେଥିପାଇଁ ଭୋଟ ଭାବି ଚିନ୍ତି ଦିଅନ୍ତୁ

  • @SonaNayak-gw8pg
    @SonaNayak-gw8pg Місяць тому

    Bharati di jyoti di sukanti di susanti di rakhi di sir mara bi nayagarh bi mu abe malkangiri re achi

  • @Shreeram_computer_study.
    @Shreeram_computer_study. 3 місяці тому +1

    ନିୟାୟ କରା ଯାଉ

  • @ps_official6197
    @ps_official6197 3 місяці тому +3

    Dhenkanal re bi amiti hei chhi

  • @user-sx8er1cg8k
    @user-sx8er1cg8k 3 місяці тому +1

    No 1 CM

  • @ramchandrabhatra7845
    @ramchandrabhatra7845 3 місяці тому

    ରାୟଗଡ଼ା ଜିଲ୍ଲା ରେ ଭି ଅଚନ୍ତି ଯାଞ୍ଚ କରନ୍ତୁ

  • @AYOKOLE
    @AYOKOLE 3 місяці тому +4

    Glaze Galway company is froud company..... only lutiba 😢😢😢

  • @PankajKumarRamagiri
    @PankajKumarRamagiri 3 місяці тому +1

    ଜଗତସିଂହପୁର କଣ୍ଟାପଡା ଠାରେ ମଧ୍ଯ ଏହି Glaze company ଅଛି ... ବହୁ ଜିଲ୍ଲାର ପିଲାମାନେ ବି ଅଛନ୍ତି

  • @KamalKamal-gw5xd
    @KamalKamal-gw5xd 3 місяці тому +9

    Last re baripada b badnam karidelo

    • @pramodkumardhulaswar8391
      @pramodkumardhulaswar8391 3 місяці тому +1

      Talent thile jadi baripada badnam hela kipari bhagwan aakhi dele kana dele patidele kintu Mahatma nka 3ti mankada heiki rahile

  • @prakashkanhar6717
    @prakashkanhar6717 3 місяці тому +2

    ଆମ ଗାଁ ର ବି ଦୁଇ ଜଣ ଝିଅ ରାଉରକେଲା କୁ ଯାଇ ଠିକ୍ ଏ ଭୋଳିଆ ଠକାମୀ ର ଶିକାର ହେଇଛନ୍ତି

  • @sudhansukumarbal3419
    @sudhansukumarbal3419 3 місяці тому

    Interesting

  • @Sridevi-ml8dq
    @Sridevi-ml8dq 3 місяці тому

    ଏମିତି କାମ ସବୁ ଯୋଉ ଯୋଉ ଜିଲ୍ଲା ରେ ହେଉଛି ସବୁ ବନ୍ଦ୍ କରାଯାଉ ନହେଲେ ଆଗକୁ ଆହୁରି ଠକେଇ ର ଶିକାର ହେବେ ଆଗାମୀ ଯୁବପିଢି ଯିଏ ଏମିତି କାମ କରାଉଛି ତାକୁ ଉଚିତ୍ ଦଣ୍ଡ ଦିଆଯାଉ

  • @Kulesh75026
    @Kulesh75026 3 місяці тому

    All odisha re chaluchi but no one can stop this system

  • @ashokkumarsoren9511
    @ashokkumarsoren9511 3 місяці тому +5

    Smart Velu chain system......

  • @tikayatmeher784
    @tikayatmeher784 3 місяці тому

    ଏହା ଏକ Network Marketing, ଏହା ଏକ ଠକ ସଂସ୍ଥା, ଏହି ସଂସ୍ଥା ର କାମ ହେଲାକି ଅଧିକ ସଂଖ୍ୟାରେ ପିଲାମାନଙ୍କନୁ join କରାଇବା l ଏଠାରେ ପିଲାଙ୍କୁଚାକିରୀର ପ୍ରଲୋଭନ ଦେଖାଇ, ନିଯୁକ୍ତି କରାଯାଏ, ଆଉ ପିଲାଙ୍କୁ join କରାଇବା ଏକ Network ଇଟା l

  • @user-qr2zs8ih4c
    @user-qr2zs8ih4c 3 місяці тому

    ଆମ ଗାଁ ର ପିଲା ମଧ୍ୟ ଏମିତି ଫସି ଛନ୍ତି 🎉🎉🎉

  • @Chinmay-lj8gl
    @Chinmay-lj8gl 3 місяці тому +1

    Baas emiti hi mo sohito aaji ghotona ghotichhi . Mu ei thoro +2exam dei sarichhi sei kotha jani amo gaaon phakhoro bhai mte phoseibaku chahun thila . Sie kohuchhi mu ei clearence office re staff ochhi tme b aso training nobo aau poisa income koribo aau sei poisa re tme +3 b admission hei paribo .mo bhai already face kori sarichhonti Jete bele mu mo bhai nko soho kotha koreili sete bele bhai tanku about all details pocharila beloku sie sete bele kohuchhi mu seithi kamo koruni emiti kohila . aauri bohuto kotha ochhi but mu eithi kohi paribini . Tenu mu apono manonku suggest koribaku chahin B kebe hele B baharo loko nko kotha re jantu nhi . Baharo loko kebe hele b chahin boni j apono bholo chakiri kimba bholo rokogaro tie korontu sie sobu bele chahinbo nijoro hin faida . Khali ehi bhai ekla nuho mo sohito agoru 2 jono mte fosei baku chahunthile jone amo classmate aau jone sie Moro bhai hue . Mu ta agoru ei froud bishoyo re jani thili sina mu bonchi goli jodi jadi janino thile jindegi jhand .. nijo family members nko chhoda don't believe anyone.plz plz plz

  • @user-mf3sy6pg4u
    @user-mf3sy6pg4u 3 місяці тому +5

    Sola Baripada re kebe heinothela, naa taku tale
    Pakai dele

    • @MistySi-uj2xk
      @MistySi-uj2xk 3 місяці тому

      2 year purba ru ei bhalia kamo bpd re heu chhi..😂😂2019..ru..but ...sabu .jani ...🤫ruhichhonti

    • @user-mf3sy6pg4u
      @user-mf3sy6pg4u 3 місяці тому

      @@MistySi-uj2xk sotare??????

  • @sorensipahiofficial1432
    @sorensipahiofficial1432 3 місяці тому

    Sir ଉଦ୍ଧାର କଲେ କଣ ହବ ଯେତିକି ଦିନ ସେମାନେ ରହିଥିଲେ ସେତେ ଦିନର ଦରମା with ଯାହା ପୋଇଶା ଦେଇଥିଲେ ତାହା returned milu

  • @haadgarbabu5300
    @haadgarbabu5300 3 місяці тому

    Odishara bibhina town re networking kamo Naa re emitika thokei kamo chalichi....samasta Bhai mananku anurodh..ahibholia sanstha..re asubidha heuthiba pilankara khabar paiba matre....asubidharu udhara karantu....apananka dwara no heiparile au kahara sahajoga nei chesta karantu...❤❤❤

  • @siddheshkumar1130
    @siddheshkumar1130 3 місяці тому

    Sir bairagarh place ra. Amithi network company achi..jaotu sir..

  • @ODIATRICKS691
    @ODIATRICKS691 3 місяці тому +8

    Bhai glaze ta Chan system bahut pila borbad heichanti mu bi heichi ahi company re

  • @Bachanbabu
    @Bachanbabu 3 місяці тому +1

    Odisha re bahut network marketing business achi dekhi ki.....

  • @JasodaLohar-hm2lr
    @JasodaLohar-hm2lr 2 місяці тому

    Keonjhar, harichandan pur, karanjia Ananda pur ahi sabu jagare achhi company name smart value chain system

  • @sanjaykumarnaik9991
    @sanjaykumarnaik9991 3 місяці тому +1

    ଗ୍ଳେଜ୍‌ ରେ

  • @Odiaboy-Dev
    @Odiaboy-Dev 3 місяці тому

    Galway ରେ ଏମିତି ଠକିକି ଡାକାନ୍ତି

  • @ps_official6197
    @ps_official6197 3 місяці тому +2

    Dhenkanal re red karajau Galway network marketing

  • @brundabanmandika5298
    @brundabanmandika5298 3 місяці тому

    ଏଥିପାଇଁ ସରକାର ଦାୟୀ।

  • @user-ph8
    @user-ph8 3 місяці тому

    Yes

  • @krishnaprasadrath
    @krishnaprasadrath 3 місяці тому

    Chalu chalu sanstha chalu.Ki juga hela re Narana 🙏 Jai ♥️🇮🇳🔥 Hind 🙏 Aviyukta ku kathora ru kathora danda re dandita karajau

  • @FirstRespect.
    @FirstRespect. 3 місяці тому +1

    Bhi jharsuguda Laxmi Narayan college pakha ra bhi ahi valia hauchi

  • @RameshBadaraita-oy3sf
    @RameshBadaraita-oy3sf 3 місяці тому

    ବଲାଙ୍ଗୀର ସହରରେ ମଧ୍ୟ ଏହି ପରି ଗୋଟିଏ product sailing କରିବା ର company ଅଛି ଭାଇ ବୋଲି ମୋର ଜଣେ ସାଙ୍ଗ ପିଲା ଟିଏ ଡାକିଥିଲା ମୁଁ ମଧ୍ୟ ଏହି ପରି ଫାଲତୁ କଥା ଶୁଣି ଯାଇଥିଲି କିନ୍ତୁ ସେଥିରେ କିଛି ଚାକିରି ନଥିଲା । କିନ୍ତୁ ସେଠାରେ ଟଙ୍କା ବାନ୍ଧିଵା ପାଇଁ କହିଥିଲେ କିନ୍ତୁ ମୁଁ କହିଲି ସାର୍ ମୋର ତ ଟଙ୍କାର ଅଭାବ । ସେଥିପାଇଁ କିଛି ଦୁଇ ପଇସା ରୋଜଗାର କରିବି ବୋଲି ଆସିଲି ମୁଁ ଆଉ କଉ ପଇସା ଦେବି ବୋଲି କହିବାରୁ ସେମାନେ କହିଲେ ତୁ ଯଦି ପଇସା ଦଵୁ ନାହିଁ ବଲେ ଅନ୍ୟ ସାଙ୍ଗମାନଙ୍କୁ ଡାକେ । କିନ୍ତୁ ମୁଁ କହିଲି ନାହିଁ ମୁଁ ଡାକିଵି ନାହିଁ । ମୁଁ ଘରକୁ ଯିଵି ବୋଲି କହିଲି କିନ୍ତୁ ସେଠିକାର ଭିକାରୀ ସାର୍ ଟି ମୋର ଲାଗେଜ୍ ଵେଗ୍ ଟି ଲୁଚାଇ ଦେଇଥିଲା । ତାପରେ ମୁଁ ଘରକୁ ଫୋନ୍ କଲି ଆଉ ମୋର ଭାଇ ଆସିଥିଲେ ମୋତେ ଆଣିଵା ପାଇଁ ।
    ସେଥିପାଇଁ ପ୍ରିୟର ଯୁଵ ପିଢ଼ି ଏହିପରି ଫାଲତୁ କଥା କୁ ଶୁଣି ଯାଆନ୍ତୁ ନାହିଁ। ଏହିପରି ଭାବେ ଗରିବ ନିରୀହ ପିଲାଙ୍କୁ ବହୁତ ଠକୁଛନ୍ତି....।
    ସେଥିପାଇଁ ଆମ୍ଭେମାନେ ସଚେତନ ହେବାକୁ ପଡ଼ିବ। ଠିକ ଅଛି.......🙏🙏🙏।

  • @sankarhembram6150
    @sankarhembram6150 3 місяці тому +9

    ସୁଦାମ୍ ମାର୍ଡି ତ ଖୁଦ୍ ଭଣ୍ଡ ଇଏ କଣ କରିବେ ସଳା

  • @Niharika-du7mn
    @Niharika-du7mn 3 місяці тому

    ଝିଅ ମାନଙ୍କୁ ଆଜି କାଲି ଚାକିରୀ ଦେବା ନା ରେ କଣ ପାଇଁ ଠକୁଛଅନ୍ତି 😢😢
    ଚାକିରୀ ଦେବା ନା ରେ ପ୍ରଲୋଭନ ଦେଖାଇ ନିର୍ଯ୍ୟାତନା ଅଭିଯୋଗ ଝିଅ ମାନଙ୍କୁ କଣ ପାଇଁ କରୁଛଅନ୍ତି 😢😢😢
    ଏମିତି ଯିଏ ବି ଝିଅ ମାନଙ୍କୁ ଠକିବେ ଯୀଶୁ ବାପା ସେମାଙ୍କୁ ବହୁତ ଦୁଃଖ ଦେବେ କେବେ ବି ସେ ଦୁଃଖ କୁ ସମ୍ଭାଳି ପାରିବେ ନାହିଁ 👍
    ଏହି ଦୁନିଆ ବିଲକୁଲ ବି ଭଲ ନାହିଁ ଜାଗ୍ରତ ହୋଇକି ଥାଅ ଭଉଣୀ ମାନେ ନହେଲେ ବହୁତ ଅସୁବିଧା ରେ ପଡିବ ମନେ ରଖି ଥାଅ 👍
    ଅନ୍ୟ ଲୋକ ମାନେ ଭୁଲାଇ ଭୁଲାଇ କହି କି ତୋମ ଜୀବନ କୁ ନଷ୍ଟ କରିଦେବେ ସେଥିପାଇଁ ସଦା ବେଳେ ପ୍ରସ୍ତୁତ ରୁହ କାରଣ ସ୍ୱର୍ଗ ରାଜ୍ୟ ସୋନିକଟ 👍
    ସୋମୟ ରେ ସତ ବ୍ୟବହାର କର କାରଣ କାଳ ଅଟେ ମନ୍ଦ 👍
    ନିଜେ ଭଲ ଥିଲେ ସବୁ ଭଲ କିମ୍ବା ଦୁନିଆ ବି ଭଲ 👍
    ଅନ୍ୟ କଥା କୁ ଭାବି ଚିନ୍ତା କରି କାର୍ଯ୍ୟ ରେ ଲଗାଅ ତାହେଲେ ତୁମେ ଆମ ଦେଶ ଭାରତ ରେ ଉତ୍ତମ ଝିଅ ଭାବରେ ଅଧିକାରୀ ହେଇକି ପାରିବ 👍

  • @suryamurmu7918
    @suryamurmu7918 3 місяці тому

    GALWAY Marketing company sir mu b eithire thakamire padichi 10000 deposite karibe taa pare cambo bag debe seithire product thiba

  • @ps_official6197
    @ps_official6197 3 місяці тому +2

    Dhenkanal re bahut froud karu chhanti

  • @rnproduction1958
    @rnproduction1958 3 місяці тому

    Congress time re bohut chakiri baharuthila eithoro mu congress ku vote deb

  • @Avloger05
    @Avloger05 3 місяці тому

    ମିଛ କହୁଥିଲେ sir ତର ଘର ଘିଅ sir ମେଡିଘେହି

  • @laxmidharsingh151
    @laxmidharsingh151 3 місяці тому

    ଯାହାର ଘରେ ଥିଲେ ତାକୁ ମୋଡ଼ର କର

  • @mranjan5150
    @mranjan5150 3 місяці тому +1

    Bhai jharsuguda re bi chalichi😢

  • @daktar9777
    @daktar9777 3 місяці тому

    Bhubaneswsr ,Sundergarh raigada e sabu location re bhal bhabe police track kariba katha

  • @basudevpradhan8334
    @basudevpradhan8334 3 місяці тому

    ଏଥି ପାଇଁ ବିଜେଡି ଦାଇ

  • @SachinBhoi-mf6gh
    @SachinBhoi-mf6gh 3 місяці тому +4

    Glaze Trading pvt ltd

  • @SonaNayak-gw8pg
    @SonaNayak-gw8pg Місяць тому

    Sir mu thili chhadhunathile mu mo friend saga saha mu sethiki jaithili amaku paesa mililani mu abe ghara asichi here please me mate bi cataract kale sabu pramana debi

  • @user-zz4ev7oh7p
    @user-zz4ev7oh7p 3 місяці тому +1

    Eita toh kulum khola chalichhi jajpur , sambalpur, raigoda,

  • @Volg......sbr864
    @Volg......sbr864 3 місяці тому

    E Galway company franchisor and rd man kuha jail ho piz cm sir e company ku band kar jiu plzz

  • @guluramsing834
    @guluramsing834 3 місяці тому

    ଆମ ବାଲେଶ୍ୱର ରେ ବି ହଉଚି

  • @SunaramMarndi-js5sq
    @SunaramMarndi-js5sq 3 місяці тому +1

    Police no 1 criminal.Police immediately suspend.

  • @bhanjbayarsoren4768
    @bhanjbayarsoren4768 3 місяці тому

    Amo odisha Naveen odisha ❤❤❤😅😅😅😅😅😅

  • @swapnilraja1409
    @swapnilraja1409 3 місяці тому +1

    Police ବି ସୁନୁଣି 😢 Private job କୁ ଭରଷା ଲଗେନି, ଆଉ ସରକାରୀ ଚାକିରି ମିଳିବା ସହଜ ନୁହଁ

  • @mayabatimajhi1847
    @mayabatimajhi1847 3 місяці тому

    ସବୁଦିନ ଏହି ଭଳି ଚାଲିବ ଚାଲିଛି ଚାଲିଆସୁଥିଲା , ଏଠାରେ ବରାବର ପୋଲିସ ଓ ନେତା ମାନେ ଗୋଟିଏ ସରଳ ରେଖା ରେ ଼଼଼଼଼଼଼଼଼଼଼଼଼଼଼଼଼଼଼଼଼଼଼଼଼଼଼଼଼଼଼

  • @Kanak_longtime
    @Kanak_longtime 3 місяці тому

    Manager ama Gaon pua. Mu to believe kariparuni se ye bhali kaam karichi boli. Pura investigation karajaon and pending salary diajaon.

  • @niraartacademy
    @niraartacademy 3 місяці тому

    Odisha government ro oparogata jogu aji ei situation

  • @RoyalExpert
    @RoyalExpert 3 місяці тому

    Se Sola ku phasi diya hou..dele aagoku emiti Kariba pain kehi sahaso karibeni

  • @kumodininag5254
    @kumodininag5254 3 місяці тому

    Bargarh re bi emiti hauchhi

  • @RosterSuman
    @RosterSuman 3 місяці тому

    ଏମିତି fraud ବହୁତ୍ ବଢ଼ି ଗଲା ନି ଓଡ଼ିଶା ରେ 10th ଆଉ +2 ପିଲା ଏମିତି କାମ ରେ ଫସୁଛନ୍ତି

  • @momgroupmazaa9644
    @momgroupmazaa9644 3 місяці тому +1

    Amiti Company Ku Odisha Rakhibaa Ucht Nuhe

  • @user-sf6ok6pn5z
    @user-sf6ok6pn5z 3 місяці тому

    Manager ku Direct Enkaunyer kara mo Odisha ku pura Barbad kari deuchhanti Bahut gariba maananku mun bi 3month Emiti Hoichi Jharsuguda re

  • @Crkprince18
    @Crkprince18 3 місяці тому +1

    Hm vai amiti odisha re bahut heigalani pls gariba loka bahut haerana Hauchanti mu nije 2 year barbad heigali paisa aji kali kahi kahi au deleni

  • @manojhemrom2395
    @manojhemrom2395 3 місяці тому

    Net work Marketing ro sobu officer manke Arrest koro.....

  • @mamatamohapatra8559
    @mamatamohapatra8559 3 місяці тому

    Marandi sir namaskar, apana thik sebujha bujhi karantu

  • @khusikhusi5581
    @khusikhusi5581 3 місяці тому

    ଏମାନଂକୁ ଭଲ ହୋଇଛି କାରଣ 10 class କୁ ki ଚାକିରୀ ମିଳିବ ଏମାନେ ଜାଣି ଜାଣି କାମ sax କାମରେ ଲଗାଇ ଵେ

  • @Bachanbabu
    @Bachanbabu 3 місяці тому

    Jadi network marketing re success huente then.......job kehi preparation huante nahi ki college v bandh hei janta....so impossible

  • @rajaranislifestyle7710
    @rajaranislifestyle7710 3 місяці тому +2

    Sudam babu apana bekari dooro koriba Kotha tike Chinta korontu..Garibi au berojgari mulo karono..ya pocharo mulo karan bjd govt

  • @user-qb4od8mu1j
    @user-qb4od8mu1j 3 місяці тому

    Koraput district navrangpur district

  • @pintuparida720
    @pintuparida720 3 місяці тому

    Chain system

  • @Dynamic.Unboxer45
    @Dynamic.Unboxer45 3 місяці тому

    Ei chain sistom glaze company ama bhadrak re bi chalichi 😮 bahut loka manaku thakuchanti..

  • @user-kc5yr3wf5q
    @user-kc5yr3wf5q 3 місяці тому

    ଭୁବନେଶ୍ୱର ରେ ମଧ୍ୟ ପିଲା ମାନଙ୍କୁ ଓମ୍ ଗାଡ଼ ଚାକିରି ଦେବା ନାଁରେ ବହୁତ ପିଲାଙ୍କୁ ଲୁଟୁଛନ୍ତି ଲୁଟେରା ସଂସ୍ଥା ସେ ମାନଙ୍କୁ ମଧ୍ୟ ତଦାରକ କରି ଜେଲ୍ ରେ ଦେବା ଦରକାର ଓଡିଶା ସରକାର ଏହି ଲୁଟେରା ସଂସ୍ଥା କୁ ବିକ୍ରି କରି ଓଡ଼ିଶାର ସମସ୍ତ ପୁଅ ଝିଅ କୁ ବିକ୍ରି କରି ସାରିଲାଣି ଲଜ୍ୟ ଲାଗୁନି ଏ ସରକାରଙ୍କୁ ପିଲା ଡ଼ିଗ୍ରୀ ପାଠପଡ଼ି ମଧ୍ୟ ରୋଡ଼ ଉପରେ ଆନ୍ଦଲୋନ୍ କରୁଛନ୍ତି ଶିକ୍ଷା ଥିଲେ କଣହବ ଓଡ଼ିଶା ରେ ଚାକିରି ନାହିଁ ପାଠ ପଡ଼ି ବିଦେଶରେ ଯାଇ ଦାଦନ ଖଟିବାକୁ ପଡୁଛି ଓଡିଶା ର କଳ କାରଖାନା କୁ ତ ସବୁବିକ୍ରି କରି ସାରିଲାଣି ମଣିଷ ବିକିବା ନୂଆଁ କଥା କି

  • @guluramsing834
    @guluramsing834 3 місяці тому

    ଆମକୁ ହେଲ୍ପ କରନ୍ତୁ sir

  • @kuanrtudu9960
    @kuanrtudu9960 3 місяці тому

    ଜାହୋ ନିର୍ମାଚନ ଆଗରେ ଅଛି ବୋଲି ସୁଦାମ ମାରାଣ୍ଡି ଙ୍କୁ ଦୁଃଖ ଲାଗିଲା । ଲାଜ ଲାଗିବା କଥା ।

  • @alokkumarpanda7262
    @alokkumarpanda7262 3 місяці тому

    ଘର ଭଡା ଯିଏ ଦେଇଥିଲେ ସେ ବି ସମାନ ଭାବରେ ଦାୟୀ l ପୋଲିସ ର ନିଶ ତଳେ ସବୁ ହଉଥିଲା କିନ୍ତୁ ପୋଲିସ ଜାଣି ପାରୁନଥିଲା l

  • @Crkprince18
    @Crkprince18 3 місяці тому +1

    Galway company ra sabu gote gote branch kholichanti odisa re

  • @user-zn4xx3ci1q
    @user-zn4xx3ci1q 3 місяці тому

    Amiti company jajpur re bi ochi au talecher re bi achi borogod re bi ochi jharkhand rachi re bi ochi