New IIC Of Bharatpur In Controversy ! No Comments

Поділитися
Вставка
  • Опубліковано 11 лис 2024

КОМЕНТАРІ • 183

  • @nrushinghnathsahu1630
    @nrushinghnathsahu1630 Місяць тому +34

    କମ୍ବଳ ଯାକ ବାଳ, କେତେ ବାଛିବ?

  • @gobindachandraswain3060
    @gobindachandraswain3060 Місяць тому +33

    ମୂଳରୁ ଚୁଳ ସମସ୍ତେ ଚୋର।

  • @sukadebabarick839
    @sukadebabarick839 Місяць тому +11

    You are absolutely right

  • @stallionbbr
    @stallionbbr Місяць тому +19

    ଭଲ ଲୋକ କଥା ଆପଣ ଯୋଉ କହୁଛନ୍ତି, ଥିଲେ ସିନା, ୨୦୦୦ ମସିହାରୁ ଖବର କାଗଜ ପୃଷ୍ଠାକୁ ଆଡେଇଲେ ଜଣାପଡିବ, କିଏ ଭଲ ଲୋକ ପୋଲିସ ବିଭାଗରେ ଯାହା ନାଁରେ କିଛି ଅଭିଯୋଗ ନାହିଁ, ମିଳିବା କଷ୍ଟକର।

  • @mishrabisudhananda3551
    @mishrabisudhananda3551 Місяць тому +19

    ଲଙ୍କାରୁ ଯେତେ ଜାତ ସରବେ ଅସୁର ଦଇତ,ତେଣୁ କଟକ ଭୁବନେଶ୍ୱର ରେ 24 ବର୍ଷ ରେ ଯେତେ ପାଣ୍ଡିଆନ ପୋଲିସ ସବୁ ଏକା,ଭଲ କୋଉଠୁ ଆସିବ,ଭଲ ପାଇଁ ଓଡ଼ିଶା ର ସୀମାନ୍ତ ଥାନା ରେ କୋଉଠି ଗୋଟେ ଅଧେ ଥିବେ।

  • @mantuodisha2788
    @mantuodisha2788 Місяць тому +10

    ବାଃ ବାଃ ରେ ବଢ଼ିଆ ମଜା l
    ପୋଲିସ ନାଟ କରୁଛି ବଯାଅ ବାଜା l 😂😂

  • @ravipatnaik79
    @ravipatnaik79 Місяць тому +25

    କମ୍ବଳ ଯାକ ତ ବାଳ ....

  • @sudipkumarparida3029
    @sudipkumarparida3029 Місяць тому +11

    99.9% Corrupted

  • @brajakishorepadhi4022
    @brajakishorepadhi4022 Місяць тому +3

    ନବୀନ ପଟ୍ଟନାୟକ ର ୟେ ସବୁ ଗୋଟେ ଗୋଟେ ପାପ ପେଡି। ନବୀନ ପଟ୍ଟନାୟକ ଇଣ୍ଟରନେସନାଲ ଡକାୟତ।

  • @arogyaBira
    @arogyaBira Місяць тому +15

    Mohan କଅଁଳ ଦେଖି ପୋଲିସ ଅଧିକାରୀ ମିଆଉ

    • @hiteshkumarpradhan254
      @hiteshkumarpradhan254 Місяць тому +1

      Remote

    • @Funny_odiahub32
      @Funny_odiahub32 Місяць тому

      ମୋହନ ର କଣ କଅଁଳ ଆଉ ସୁର ଅଜା କହୁଥିଲେ ଶାବଳ ପରି ଟାଣ ତାଙ୍କର ..😂😂😂😂😂😂

  • @paramanandadash4841
    @paramanandadash4841 Місяць тому +19

    ସବୁ ଦୋଷ ସେ ଗାଦିରେ ବସିଲେ ହୋଇ ଯାଏ

  • @kailashsabat6415
    @kailashsabat6415 Місяць тому +22

    ବିଭାଗ ରେ କିଏ ଜାଣେ ଭଲ ଅଧିକାରୀ ଥିଲେ ତ !

    • @biruamamalaxmi541
      @biruamamalaxmi541 Місяць тому

      ତମେ କେତେ ଭଲ ଆଗେ କୁହ😂😂

    • @prithvirajmohanta8947
      @prithvirajmohanta8947 Місяць тому

      Tor kai gandi phatucha sato kohila beloku​@@biruamamalaxmi541

  • @srikantsahoo3504
    @srikantsahoo3504 Місяць тому +6

    ସବୁ ଗୋଟେ ଗାଈର ଗୋବର💩💩💩

  • @mrbikash3194
    @mrbikash3194 Місяць тому +11

    ଜାଣିଶୁଣି ଦିଆଯାଉଛି goernment କୁ ପଇସା ଆସିବ total system corrupt

  • @jchoudhury274
    @jchoudhury274 Місяць тому +8

    ଭଲ ଆଉ ମିଳିଲେ ନି ବୋଧେ ବାଛି ବାଛି କମ୍ବଳ ଯାକ ବାଳ ନା ଆପଣ କଣ କହୁ ଛନ୍ତି

  • @JhasaPradhan-bi5bv
    @JhasaPradhan-bi5bv Місяць тому +9

    Sobu police choro 😊😊

  • @satishchandrabehera7291
    @satishchandrabehera7291 Місяць тому +4

    " ଛାମୁ ଯାହା ଦେଲେ ହରଷେ
    ପାଉ ପାଉ ଗଲା ବରଷେ
    ବାଛି ବାଛି କରି ଦେଲେ ପଡିଆ
    ଶ୍ରାବଣ ମାସରେ ଭାଙ୍ଗେ ନଡିଆ
    ଏମନ୍ତ ଭୂଇଁ ଯେ
    ଚାକୁଣ୍ଡା ବୁଣିଲେ ଉଠଇ ନାଇଁ। "
    ଭରତପୁର ଥାନାର ନୂଆ IIC
    ସେୟା ହେବାକୁ ଯାଉନାହିଁ ତ!!!

  • @laxmidharapanda6086
    @laxmidharapanda6086 Місяць тому +9

    IIC ଦୀ ଗଲେ IIC ଦୀ ଆସିଲେ ! ଫରକ କିଛିନାହିଁ ଦହଗଞ୍ଜ ହିଁ ସାର !

  • @swadhikarbetaj3768
    @swadhikarbetaj3768 Місяць тому +6

    କମ୍ବଳ ଯାକ ବାଳ।ଭଲ ଲୋକ ଥିଲେ ସିନା ଦେବେ।

  • @user-qx7xy7sl1q
    @user-qx7xy7sl1q Місяць тому +1

    Right 100%

  • @sop828
    @sop828 Місяць тому +10

    Products Of Previous Govt. Of 24 yrs.

  • @KulamaniPanda-r3r
    @KulamaniPanda-r3r Місяць тому +2

    ଆମେ ପାଣ୍ଡିଆନ ପୋଲିସ ଆମେ ବିଜେଡି ପୋଲିସ ଆମଗୁରୁ କୁଟେ ଆମେ ଯାଉ ଅ ନ୍ୟାୟ ବାଟେ ବିଜେପି ଦେଲା ଆମକୁ ଛା ଟେ ଏ ବେ ପୋଲିସ ବିଜେଡି ବାଟେ

  • @TheMunu6969
    @TheMunu6969 Місяць тому +6

    ନେତା ର.....ତଳେ ଓଡ଼ିଆ ପୋଲିସ

  • @SamsuluddinKhan
    @SamsuluddinKhan Місяць тому +7

    ଦିନ କୃଷ୍ଣ ସେ ଦିନ ରେ କୃଷ୍ଣ ରାତି ରେ ଆଶାରାମ।

  • @mantoshmohanty3712
    @mantoshmohanty3712 Місяць тому +4

    Already ,most of the wrong people has been recruited during last 24 yrs in the Police Department. Where you have to found.?

  • @user-jh8kx3lz3j
    @user-jh8kx3lz3j Місяць тому +5

    Mohan Majhi ku jeu police.inispector keonjhar Thana re misbehave karithile tahaku.posting KARAJAU.

  • @liveforever6998
    @liveforever6998 Місяць тому +1

    ବିଭାଗ ବଦନାମ

  • @prakashbaral7568
    @prakashbaral7568 Місяць тому

    Correct sir,

  • @aprameya6623
    @aprameya6623 Місяць тому +2

    Odisha Police Association First Cancel Karajau

  • @raghubirdas7621
    @raghubirdas7621 Місяць тому +9

    Why police com is posting such officer who has got black history in the past

  • @mantoshmohanty3712
    @mantoshmohanty3712 Місяць тому +4

    Kambala Sara Bala. 😂

  • @deepakkumarsahu5097
    @deepakkumarsahu5097 Місяць тому

    Hmm Agya correct

  • @sadanandmohanty3537
    @sadanandmohanty3537 Місяць тому

    Sir right 👍

  • @kishorchsrichandan307
    @kishorchsrichandan307 Місяць тому +5

    ଭରତ ପୁର୍ କାଣ୍ଡ ଥାନା ଗୁଡ଼ିକରେ ଚାଲିଥିବା ଅବ୍ୟବସ୍ଥା ଦୁର କରି କିଛିଟା ନ୍ୟାୟ ଅସକରିବା।

  • @Mohan07-y5h
    @Mohan07-y5h Місяць тому

    ଜନସାଧାରଣଙ୍କୁ ତଥା ଅଭିଯୋଗକାରୀଙ୍କୁ ଉତ୍ତମ ବ୍ଯବହାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପୋଲିସ୍ ପାଇଁ ଯୋଜନା କରାଯାଉ ।

  • @akpanda833
    @akpanda833 Місяць тому +3

    Excellent news . A absconder is new OIC . What a shame ?

  • @PravaskumarSamantaray
    @PravaskumarSamantaray Місяць тому

    👍

  • @akhilsongs9421
    @akhilsongs9421 Місяць тому +5

    Sir...bhal kauthi paibe..... maximum IIC sei typ baharibe

  • @amohapatra123
    @amohapatra123 Місяць тому +2

    Ebi puruna kalakar

  • @PradeepKuDas-ls5xf
    @PradeepKuDas-ls5xf Місяць тому +1

    ଏତେ ଘଟଣା ଘଟିଲା ପରେ ବି ସରକାର କେମିତି ଚେତୁନାହାନ୍ତି ଏସବୁ ଦେଖି ଆଶ୍ଚର୍ଯ୍ୟ ଲାଗୁଛି

  • @NilakanthaSatpathy-gu2er
    @NilakanthaSatpathy-gu2er Місяць тому

    ନୁଆ ନିଯୁକ୍ତି ପାଇ ପ୍ରୋବେସନ ରେ ଥିବା ବେଳେ ଲାଞ୍ଚ ନେଇ ଗିରଫ ହେଲେଣି 😂
    ଆଉ ଆପଣ ଭଲ ଖୋଜୁଛନ୍ତି 😂😂

  • @SambhunathDas-rp7cx
    @SambhunathDas-rp7cx Місяць тому +1

    ଭାଇ ଲଙ୍କାକୁ ଯେଉଁମାନେ ଗଲେ ସମସ୍ତେ ରାବଣ ପାଲଟିଗଲେ. କଅଣ ଆଉ ଶୁଣିବା, ମୁଣ୍ଡ ପୁରା ଟିଣ ହୋଇ ଯାଉଛି ନୂଆ ସରକାର ଆଉ ପୁରୁଣା ସରକାରଙ୍କ କଥା ଶୁଣି ଶୁଣି l

  • @SamsuluddinKhan
    @SamsuluddinKhan Місяць тому

    ଆପଣ ଭରତ ପୁର ଥାନାର IIC ହୋଇ ସମ୍ଭାଳି ପାରିବେ ଯଦି ଚାର୍ଜ ଟା କାଲି ଯାଇ ନେଇ ଯାଆନନ୍ତୁ।

  • @sadanandmohanty3537
    @sadanandmohanty3537 Місяць тому

    Sir 🙏🙏🙏🙏🙏

  • @jawaharlalsethi6238
    @jawaharlalsethi6238 Місяць тому

    Right sir

  • @hemantkumarsingh1387
    @hemantkumarsingh1387 Місяць тому +1

    Mohan Majhi CM should handover to Jayanarayan Mishra home department to solve the problem.

  • @sameerchandra4778
    @sameerchandra4778 Місяць тому +3

    ସିଏ କହୁଛନ୍ତି ଯାହା ଅଥୋରିଟି କହିବେ ସେୟା କରିବେ । ଏମାନେ ସାଧାରଣ ଜନତା କଥା ସମ୍ପୂର୍ନ ରୂପେ ମନରୁ ପାସୋରୀ ସାରିଲେଣୀ ।

  • @manoranjanmalla1349
    @manoranjanmalla1349 Місяць тому

    ଓଡ଼ିଶା ରେ କଣ ଭଲ ପୋଲିସ ନାହାଁନ୍ତି ନା କଣ??

  • @AbdulHalim-bl8ok
    @AbdulHalim-bl8ok Місяць тому

    ଯିଏ ଅଧିକ ଦେବ ସେ ରହିବ

  • @pakiyammurmu9046
    @pakiyammurmu9046 Місяць тому +3

    'This is not Delhi, it is Odisha. PM Mohan Majhi of Odisha' (Developing state)👹.

  • @saurabhastravelvlog8088
    @saurabhastravelvlog8088 Місяць тому +3

    Sabu gote lau ra manji

  • @bijayakumarmohanty8180
    @bijayakumarmohanty8180 Місяць тому +1

    Pandia ତୂ ଅଛୁ ରେ ମୁଣ୍ଡ ଟିକେ ପୁରା ତୋରି କଥାରେ ଆମେଆଜି ପୁରା ଲଙ୍ଗଳା

  • @2_krsna
    @2_krsna Місяць тому +1

    Tora ete fatuchi kn pain, chora

  • @PradeepKuDas-ls5xf
    @PradeepKuDas-ls5xf Місяць тому

    ଠିକ୍ କହିଛନ୍ତି

  • @bharatpradhan2462
    @bharatpradhan2462 Місяць тому +2

    କିଳା ଆରମ୍ଭ କରିଥିବା ଗେରୁଆ ଦଳର ମୋହନ ମାଝୀ ର vanaja ଶହ ଅନନ୍ୟ ଗେରୁଆ ସାଥୀମାନେ ସହଜରେ bail ପା ଇ କସିଗଲେ ,ହେଲେ ତାଙ୍କ ଚରିତ୍ର କଣ କିଛି ବି kholthad ହଉ ନି ହେଲେ ଅତ୍ୟାଚାର ହୋଇ ଥିବା ଯୁବତୀ army office ର ବିଭିନ୍ୟ ଭିଡିଓ viral kara jaouchi charitra ku ne ଇ.

  • @Sahooramakanta-yj4vx
    @Sahooramakanta-yj4vx Місяць тому +2

    Bharatpur is now' bebhichar thana

  • @BobiChinchini
    @BobiChinchini Місяць тому

    ପୋବିଲିକ କୁ ରାବୋନୋ ରଜ ଯୋଲେଚୋନ୍ତି ପୋଲିସ

  • @RajeshKutty-t3d
    @RajeshKutty-t3d Місяць тому +2

    A Sabu nit dress kamal

  • @DevenderSingh-mg9ck
    @DevenderSingh-mg9ck Місяць тому

    दिन कृष्णा चाय बिस्कुट चाय बिस्कुट

  • @laxmankumarsahu1756
    @laxmankumarsahu1756 Місяць тому

    Sir ଠୀକ kahile

  • @bapudash9983
    @bapudash9983 Місяць тому

    ଏଇଟା ର କେସ୍ ବୁଝିବାର ମୁଣ୍ଡ ନାହିଁ। ଏଇଟା କି ଅଫିସର ଶଳା ଗବର୍ବି ଅହଂକାରୀ ଟା

  • @tapankumar2468
    @tapankumar2468 Місяць тому

    Best thing like range was headed by DIG NOE RANGE IS HEADED BY IG
    SO LET BHARATPUR MODEL POLICE STATION OFFICER IN CHARGE BE UPGRADED TO DIG AND DCP PRATIK SINGH BE POSTED AS OIC CUM DIG PS BHARATPUR

  • @natureishappinessnaturebri8973
    @natureishappinessnaturebri8973 Місяць тому +2

    Sabu jani Suni evidence damaged kole

  • @RakeshChain
    @RakeshChain Місяць тому

    Sir pranam

  • @pramodpanda8976
    @pramodpanda8976 Місяць тому

    Right

  • @sibaprasadmishra7263
    @sibaprasadmishra7263 Місяць тому +2

    Aji kali sabu Sankara milu chanti .... Bhala loka au aji kali police department re job Karu nahnati...

  • @ramakantabehera4856
    @ramakantabehera4856 Місяць тому

    ଆଙ୍କର ଦଶାଟିକେ ଖରାପ ପଡିଛି ସେ ପରା ପୂଜା ଅର୍ଚ୍ଚନା କରି ଘର ଧୋଇ କାମ ଆରମ୍ଭ କରି ସିଟରେ ବସିଛନ୍ତି ଆଉ ତମେ କହ୍ଲଛ ଲୋକ ଖରାପ କି କଥା

  • @amulyakumarpradhan4761
    @amulyakumarpradhan4761 Місяць тому

    Sir🙏,
    ଏପରି NEWS ଆଉ କେତେଦିନ ଚାଲିବ ?? ପୂର୍ବରୁ ଯେଉଁ news ପ୍ରସାରଣ କରୁଥିଲେ ସେଗୁଡାକ ସବୁ ସମାଧାନ ହୋଇଗଲାଣି କି ? ଆପଣ ବଡ଼ବଡ଼ news କୁ ଛାଡି ଏ news ପଛରେ କାଇଁ ପାଡିଛନ୍ତି |
    ଆପଣ ଥରେ ଭାବନ୍ତୁ , ମେଜରଙ୍କ ବାନ୍ଧବି ମଦ ନ ପିଇ କିମ୍ବା ଅଧ ରାତିରେ ପପ କୁ ନ ଯାଇଥିଲେ କିମ୍ବା ଅଧ ରାତିରେ ରାସ୍ତାରେ ବୁଲି ନ ଥିଲେ ଏପରି ଅଘଟଣ ହୋଇଥାନ୍ତି କି ?
    ଭିଡ଼ିଓ ରେ ମେଜର ଙ୍କୁ ନଜର ପକାନ୍ତୁ, ସେ କେତେ ଶାନ୍ତଶିଷ୍ଟ ଏବଂ ଭଦ୍ର ଶୋଭାବ ବ୍ୟକ୍ତି ପରି ଲାଗୁଛନ୍ତି | ମେଜର ଙ୍କ ବାନ୍ଧବି ଆପଣ ଙ୍କୁ କିପରି ଲାଗୁଛନ୍ତି ଟିକେ ସେ ଭିଡ଼ିଓ ଦେଖନ୍ତୁ ||
    ଆପଣ କୁହନ୍ତୁ, ଆପଣଙ୍କ ଘର ର ଝିଅକୁ ଆପଣ ଅଧ ରାତିରେ ବୁଲିବାକୁ ଛାଡ଼ୁଛନ୍ତି କି??

  • @NilakanthaSatpathy-gu2er
    @NilakanthaSatpathy-gu2er Місяць тому

    ଭଲ 😂😂😂 ଥିଲେ ସିନା 😂😂

  • @sanjaynanda992
    @sanjaynanda992 Місяць тому

    ସମସ୍ତଙ୍କୁ ଖରାପ କହିବା ଭୁଲ, 50 ପ୍ରତିଶତ ଖରାପ. ସରକାର ମୁଖ୍ୟ ଉଦେଶ୍ୟ ଅସାମାଜିକ ଲୋକଙ୍କୁ ଦଣ୍ଡ ଏବଂ ସାଧାରଣ ଲୋକଙ୍କୁ ନ୍ୟାୟ ଏବଂ ବ୍ୟବହାର. ଅସାମାଜିକ ପ୍ରତି ପୋଲିସ କଠୋର ହେବା ଆବଶ୍ୟକ. ପୂର୍ଵ ସରକାର ରେ ଜାହା କରୁଥିଲେ ଏବେ ତାଙ୍କୁ ୱାର୍ଣ ମିଳୁ, ପୁନର୍ବାର କଲେ ସୁସ୍ପେଣ୍ଡ

  • @RanjanKumarDehuri-qj8bb
    @RanjanKumarDehuri-qj8bb Місяць тому

    😅
    Veri nice idia sir

  • @gyanendrakumardas6221
    @gyanendrakumardas6221 Місяць тому

    Odisha police is running shortage of talented officer. Because their selection procedure is wrong.

  • @BanabasiNahak-d2k
    @BanabasiNahak-d2k Місяць тому

    ଭରତ ପୂର୍ ନାହିଁ ସବୁ ଆଦର୍ଶ ଥାନାରୁ ଆଦର୍ଶ ନାମ କାଟି ଦିଅ

  • @radhekrishna1916
    @radhekrishna1916 Місяць тому +1

    Mohan sir ku jou iic durvyavahar dekhai thila..taku se Sarkar hela pare maf kari dele..ebe nedi guda kohuni ku.. Sabu police Jani gale mohan sir kemitika. Seithi pain'police ete udhhat heuchhi..

  • @srimanharichandan4479
    @srimanharichandan4479 Місяць тому +1

    Sir
    Apankar sanita swara Samaja thik batare naba
    We all have to sharpen our voices like you.

  • @promodmohapatra877
    @promodmohapatra877 Місяць тому +1

    Non availab🎉ility of pure police office ,r Because a few may be5 or6

  • @kashinathdash4772
    @kashinathdash4772 Місяць тому

    ମତେ ଯେତେ ମାଠୀବୁ ମାଠ୍ ମୁଁ ସେଇ ଦରପୋଡା କାଠ।।

  • @srikantsahoo6563
    @srikantsahoo6563 Місяць тому

    ପୁରା ଠିକ୍ କଥା। କମଳ ଯାକ ବାଳ।ଯାହାକୁ କହିବ ଭଲ କୁଣ୍ଡେଇ କୁଣ୍ଡେଇ ମଲ।

  • @sanjeeblenka1996
    @sanjeeblenka1996 Місяць тому

    ଭଲ ଅଧିକାରୀ ଜଣେ ଥିଲେ ପାଣ୍ଡିଆ ନ ହେଲିକେପ୍ଟରରେ ବୁଲି ନଥାନ୍ତେ। ଦରମାରେ ଚଳିବାକୁ ରାଜନେତା ଅରାଜି କର୍ମଚାରୀ କୁଣ୍ଠିତ।ଦେଶ କଥା ଛାଡ।

  • @MarutiEntertainment5241
    @MarutiEntertainment5241 Місяць тому

    Jay shree Ram

  • @batakrishnapanda3410
    @batakrishnapanda3410 Місяць тому

    There is no honest police offer in odisha

  • @samarprusty212
    @samarprusty212 Місяць тому

    ମହାରଗରୁ ଆସି କାନ୍ତରରେ

  • @BiswanathSethi-my5fo
    @BiswanathSethi-my5fo Місяць тому

    Khoji2 khatara gua.

  • @ashoksamal7683
    @ashoksamal7683 Місяць тому

    ମୋହନ ମାଝୀ ଭଣଜା ବିଷୟରେ ଟିକେ ନିୟୁଜ କର, ଓଡିଶା ର ଦାଦନ ବୋଧେ ସରିଗଲାଣି ନବୀନ ଦାସ ବାବୁ, ପାଣ୍ଡିଆନ, ଆଉ ନବୀନ ବାବୁ ମିଶି ଓଡ଼ିଆ ପୋଲିସ କୁ ମାରିଥିଲେ, ରାଜ୍ୟ ପାଳ ପୁଅକୁ କେତେ ନ୍ୟାୟ ମିଳିଲା ଟିକେ ଜଣାନ୍ତୁ, ସେଥିପାଇଁ ବି ପାଣ୍ଡିଆନ, ନବୀନ ବାବୁ ଦାୟୀ, ଅତି ନିର୍ଲଜ କଥା ଗପି ଚାଲିଛ,

  • @binayamishra3723
    @binayamishra3723 Місяць тому

    Jai jagannath

  • @chinmayajena-v3u
    @chinmayajena-v3u Місяць тому +1

    Sir..... governor pua ama odia aso officer ku mada mariba matter re gote video karuna... Sahas achhi jadi

  • @prasannakumar3065
    @prasannakumar3065 Місяць тому

    Mr. Khadayat ray has washed away all the evidence in the name of Pooja. You will see mr. Mishra will get clean chit. This posting is preplanned.

  • @subashdash4493
    @subashdash4493 Місяць тому +1

    Phasi danda death

  • @chitraguptadas2921
    @chitraguptadas2921 Місяць тому

    ପୋଲିସ ବିଭାଗରେ କମ୍ବଳଯାକ ବାଳ, ବାଛିଲେ ନିର୍ବାଳ ବୋଇଯିବ I

  • @ChintamaniBehera-k1x
    @ChintamaniBehera-k1x Місяць тому

    Where_come?

  • @manasdas5715
    @manasdas5715 Місяць тому

    ଭରତପୁର ଥାନାରେ ଆଇଆଇସି ଦିନକୃଷ୍ଣ ନଥିଲେ ସେ ପ୍ରକୃତରେ ରାତିକୃଷ୍ଣ ,ରାତିଅଧରେ ଜେଉଁ ଲିଳା କଲେ ଓଡ଼ିଶା ପୋଲିସ୍ ଇତିହାସ ରେ ଲିପିବଦ୍ଧ ରହିବ ଛିଛି😢

  • @MG43-c6h
    @MG43-c6h Місяць тому

    Adarsha thana re Adarsha IIC

  • @jayanarayanmohapatra263
    @jayanarayanmohapatra263 Місяць тому

    Dinakrushnanku dismiss kar. Jail dia.

  • @prasantaroutray7449
    @prasantaroutray7449 Місяць тому

    Mata Day

  • @ashoksamal7683
    @ashoksamal7683 Місяць тому

    ପାଣ୍ଡିଆନ ବାବୁ jsw କୁ ଫେରାଇଦେଲେ, ବୋଧେ 15ଲକ୍ଷ 300ୟୁନିଟ 3500ଭତା ତୁମକୁ ମିଳିଯାଇଛି, ସେଥିପାଇଁ ତୁମେ ବିଜେପି ର ଗୁଣ ଗାଈ ଚାଲିଛ,

  • @Pk2018-d2h
    @Pk2018-d2h Місяць тому

    Dress ta ebe bjd ra hele .. attitude ta apanka for bjp

  • @AnnapurnaBaliarsingh-ny7tf
    @AnnapurnaBaliarsingh-ny7tf Місяць тому

    Sir namaskar ! GANESH BHAI ( Khordha M l A ) nku home department diajau .Tanka kama ta all odisha janichhanti .

  • @nirmalpatnaik5796
    @nirmalpatnaik5796 Місяць тому

    There is not a ,,single officer good,,,,in,,,police,,,,Department,,so,,Ex,,Army,,,personal Should, be, Deployed,,,,as,,,,IIC,in ,police, Station

  • @pranatisamantaray144
    @pranatisamantaray144 Місяць тому

    ତମ ପୁଅ ମଲା ତା ପରେ ବି ତମେ ବଦଳିଲ୍ଲନି ସେଇ ଦଲାଲ ହେଇ ରହିଗଲ

  • @aswinirana5569
    @aswinirana5569 Місяць тому +1

    Wrong information kn pai deuchhanti