@@ajdash6449seita batya samaya re kebala badhichhi, sarkaar badheinahanti, mahajuda kari kala bajari mane badheichhanti, sethipain dhara padithiba loka mane hajar hajar tanka ra fine bi deichhanti
Sir Apankar Cometa Ku Swagata Karuchhi ❤️🙏❤️Nirvhya GumaraKathhara Pratistata Nabina BabuNku Mora Sadara Pranam ❤️🙏❤️Nabina Babu Jana Swachha,Nirvika Sambadhita Ku Bahuta Bhalpaye Au Nirvaya Gumara Kathhaku Pratidin Dekhithaye.Kintu Dhana Mandi Mane Kana Mandi Parichalana Daitwa Kahar Mandire Millera Ra Bhumika Kana Janasadharana Nihati Janiba Darakara Jete Jaldi ORMA Sabhapati Nimnatrana Kari CHARCHA TEBULA RE Bsaibe Bahut Bahut Bhalaheba ❤️🙏❤️
Dear friends and dear Mr Das.. It is right miller wants to raise the milling charge... Why? Please think about it's work done for nation and for that how much it gets reimbursement... For some wrong millers all should not be blame... It's very difficult to run a industry with such low charges..... I like your thoughts very much... But ones again you please study on it... And definitely I know u will make a video for millers and it will be in support 🙏
Now, farmers should divert to other crops like OILSEEDS, PULSES AND HORTICULTURE....... WE ARE NOW DEFICIT IN WATER RESOURCES FOR THE EXTENSIVE CULTIVATION OF RICE/ SUGARCANE......
Jay Jagannath🙏 Jay Nila Madhab 🙏Omm🕉️ Jay BJP🙏 Jay Modi ji🙏 Jay Yogi ji🙏BJD and CONGRESS free Odisha in next 5 years democracy festival SABKA SAATH SABKA VIKASH SABKA BISWAS SABKA PRAYAS MODI PARIVAAR .
Milling charges for RAW rice - 10/- and for boiled rice - 20/- per Quintal at present... Why not the government collect Rice through LEVY ROUTE as was done previously ? Govt should not involve in business activities directly.....
ନିର୍ଭୟ ଗୁମର କଥା ବିରୋଧ ଦଳ ର ଭୂମିକା ନିର୍ବାହ କରୁଥିବାରୁ ବହୁତ ଧନ୍ୟବାଦ। ସରକାର ବେଳହୁଁ ସାବଧାନ।
ନିରପେକ୍ଷ ଗୁମର କଥା।
😊
jayajagannatha...balangirjila...
ନମସ୍କାର।ପ୍ରକୃତ ରେ ନିର୍ଭୟ ଭାବରେ ଆପଣ ଙ୍କ ପରି କେହି ମତାମତ ଦେଇ ପାରିବେ ନାହିଁ।ନିର୍ଭୟ ଭାବରେ ଆପଣଙ୍କ ଉପସ୍ଥାପନା ବହୁତ୍ ଭଲ ଲାଗିଲା।
ନିର୍ଭୟ ଗୁମର କଥା ଚାଷୀମାନଙ୍କର କଥା କହି ଲାଭ ଚିନ୍ତା କରୁଥିବାରୁ ଧନ୍ୟବାଦ | ଚାଷୀ ମାନେ ଏକ ହୋଇ ସରକାରଙ୍କୁ ଏଦିଗରେ ଜବାବ ମାଗନ୍ତୁ ଓ ଧାନ ସଂଗ୍ରହ ପାଇଁ ବଡ଼ବଡ଼ଗୋଦାମ ତିଆରିକରି ପ୍ରତିନିଧି ମାଧ୍ୟମରେ ବିକ୍ରୟ |
ନବୀନଙ୍କୁ କାର୍ଟୁନ୍ କରିଦେଲେ କିନ୍ତୁ ମୋହନ ଆଜନ୍ମ କାର୍ଟୁନ୍।
ଅତି ସୁନ୍ଦର ଉପସ୍ଥାପନା।
ଧନ୍ୟବାଦ ଆପଣ ଙ୍କ ଉପସ୍ଥାପନା
ସବୁ କାଳେ ସବୁ ସରକାର ଚାପ ଗ୍ରସ୍ତ।
ଜନସାଧାରଣ ସବୁକାଳେ ଭୀତତ୍ରସ୍ତ।।
ମୁଁ ବି ଜନମ ହେଲା ଦିନରୁ ଶୁଣି ନଥିଲି ଆଳୁ କିଲୋ 60 ଟଙ୍କା ପିଆଜ 100ଟଙ୍କା ରସୁଣ 450ଟଙ୍କା
BJD sorkar thila bele allu kg 80 thila...sita v 2014 re ..jodi Biswas hou nhi... youtube re dekho..news channel re pai jibo bhai...
@@ajdash6449seita batya samaya re kebala badhichhi, sarkaar badheinahanti, mahajuda kari kala bajari mane badheichhanti, sethipain dhara padithiba loka mane hajar hajar tanka ra fine bi deichhanti
@@ajdash6449...sala galua ete din dhari nathila 5 months helani
Heithila Cyclone and Flood Samayare sabu bele nuhe re Andhabhakta 😅
ଭାରତୀୟ ଜନତା ପାର୍ଟି ୫ବର୍ଷ ପାଇଛି....ଭଲକରି ଲୁଟିବେ....ସେମାନେ ବି ଜାଣିଛନ୍ତି ଆଉ ଆସିବେ କି ନାହିଁ ଜଣା ନାହିଁ....ତେଣୁ ଯାହା ମିଳୁଛି ଖାଇଚାଲ
ନିର୍ଭୟ ଚ୍ୟାନେଲ ପ୍ରସାରିତ କରୁଥିବା ଖବର ପାଇବ ଶହେ ରୁ ଶହେ। ଧନ୍ୟବାଦ।
ବିଜେପି କୁ ସଦବୁଦ୍ଧି ନ ହେଲେ ସବୁ ସରି ଯିବ.... ଜୟ ଶ୍ରୀ ରାମ
ଜୟ ଜଗନ୍ନାଥ ନିର୍ଭୟ କୁ ଧନ୍ୟବାଦ
ବିଜେପି ର ସଵୁ ନେତା କମିସନ୍ ଖାଇଵାରେ ମାଷ୍ଟର।
ଗୁମର କଥାରେ ଏପରି ଆଲୋଚନା କୁ ଅନେକ ଅନେକ ଧନ୍ୟବାଦ l
ନବୀନ ବାବୁ ଆପଣଙ୍କୁ ନିବେଦନ
AORMA ra president/ Secretary କୁ ଶନିବାର କର୍ୟକର୍ମ ରେ ନିମନ୍ତ୍ରଣ କରି ପ୍ରଶ୍ନ ପଚାରନ୍ତୁ।
Sir Apankar Cometa Ku Swagata Karuchhi ❤️🙏❤️Nirvhya GumaraKathhara Pratistata Nabina BabuNku Mora Sadara Pranam ❤️🙏❤️Nabina Babu Jana Swachha,Nirvika Sambadhita Ku Bahuta Bhalpaye Au Nirvaya Gumara Kathhaku Pratidin Dekhithaye.Kintu Dhana Mandi Mane Kana Mandi Parichalana Daitwa Kahar Mandire Millera Ra Bhumika Kana Janasadharana Nihati Janiba Darakara Jete Jaldi ORMA Sabhapati Nimnatrana Kari CHARCHA TEBULA RE Bsaibe Bahut Bahut Bhalaheba ❤️🙏❤️
ବହୁତ ବହୁତ ଧନ୍ୟବାଦ
Right❤❤❤
ଧନ୍ୟବାଦ ସାର, ଓଡିଶା ତଥା ସିମୁଳିଆ ମାଟି ଆପଣଙ୍କ ଭଳି ସଚୋଟ, ନିର୍ଭୀକ ସୁପୁତ୍ର ପାଇ ନିଶ୍ଚିତ ରୂପେ ଗର୍ବିତ l ମୁଁ ଇଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଛି ସେ, ମୋ ଆୟୁଷ ଆପଣଙ୍କ ଜୀବନ ଚକ୍ରରେ ସାମିଲ କରନ୍ତୁ l ଆପଣଙ୍କର ବିଶ୍ୱରଞ୍ଜନ ବେହେରା l
Budget re 3100 tanka daba ku extra allocation achhi ki nahin prathame clear karantu.
☀️ ଓଡ଼ିଶା ରୁ ଯେତେ ଶିଘ୍ର ଏ ଅପାରଗ ବିଜେପି ହଟି ରାଷ୍ଟ୍ରପତି ଶାସନ ଲାଗୁ ହେବ... ସେତେ ଶିଘ୍ର ଓଡ଼ିଶା ର ମଙ୍ଗଳ ହେବ 🙏🙏 ସମର୍ଥନ କରି ଫଳ ପାଇଲୁ 🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩
😂😂😂😂😂
TALIBAN ଆସି ହିନ୍ଦୁ ଙ୍କ ଗା*ଣ୍ଡୀ ମାରୁ ..... BJP କାହିଁକି ରହିବ ଯେ ??????
Right 👍🏻👍🏻
ନବୀନ ବାବୁ ଆପଣଙ୍କୁ ଅନୁରୋଧ ଆପଣଙ୍କ କାର୍ଯ୍ୟକ୍ରମ ରେ AORMA president/secretary ଙ୍କୁ ଡ଼ାକିପ୍ରଶ୍ନ ପଚାରନ୍ତୁ
ଧାନ ଯଦି 31 ଟଙ୍କା ହୁଏ ତେବେ ଚାଉଳ କେତେ ହେବ ??
ପ୍ରଥମେ ଚାଷ ଜମି ଯାହା ଘର ହୋଇ ଯାଇଛି ତାକୁ ପୁନରୁଦ୍ଧାର କରି ଚାଷ ଜମି କରା ଯାଉ
ଗୋଟିଏ ଲୋକ ନାମରେ ଗୋଟିଏ ଘର ହିଁ ରହିବା ଦରକାର, ଅଧିକ କୁ ସରକାର ସିଜ କରନ୍ତୁ
ସରକାରୀ କର୍ମଚାରୀଙ୍କ ଦରମା ଅତି ବେଶୀରେ ରେ 20 ହଜାର ଭିତରେ ରଖା ଯାଉ , ସେମାନଙ୍କ ଦରମା ଅଧିକ ହେଇ ଯିବା ଦ୍ୱାରା ପ୍ରତି ଜିନିଷ ର ମୂଲ୍ୟ ବଢି ଯାଉଛି ।
ଆପଣ ସମ୍ପୂର୍ଣ୍ଣ ଠିକ୍ କହିଛନ୍ତି। ଦର ଦାମ ବୃଦ୍ଧି ର ମୂଳ କାରଣ ସରକାରୀ କର୍ମଚାରୀ ଙ୍କ ଦରମା ରେ ଅତ୍ୟଧିକ ବୃଦ୍ଧି।
ଯାହା ଫଳରେ ସମାଜ ରେ ସନ୍ତୁଳନ ରହୁ ନାହି।
ସରକାରୀ ଚାକିରୀ ରେ ଏତେ ଅଧିକ ଦରମା ଯେ ବେସରକାରୀ ଚାକିରୀ ରେ ନଗଣ୍ୟ। ଏବେ ସମସ୍ତଙ୍କ ମାନସିକତା ଏମିତି ହେଇ ଗଲାଣି ଯେ ଚାକିରୀ ମାନେ ସରକାରୀ।
ଯାହା ଫଳରେ ଯିଏ ଯେଉଁଥିରେ ବି nijkuti ହେଇ ଥାଆନ୍ତୁ ନିଜକୁ ସ୍ବାବଲମ୍ବୀ ମାନେ କରୁ ନାହାନ୍ତି କି ସମାଜ ମଧ୍ୟ ଗ୍ରହଣ କରୁନି।ଯାହା ଫଳରେ ବେକାରୀ ସମସ୍ୟା ର କଥା ଉଠୁଛି।
ସରକାର ଏହାକୁ ନିୟନ୍ତ୍ରଣ କରିବା ଉଚିତ୍ ଯାହା ଫଳରେ ବେକାରୀ ମନୋଭାବ ଯୁବପିଢି ଠୁ ଦୂର ହେବ।
ଏହା ସହ ଦରଦାମ ମଧ୍ୟ ନିୟନ୍ତ୍ରଣ ରେ ରହିବ।
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
Jay Jagannath sir namaskar excellent presentation correct topic sir 🙏🙏
Good issue raised by you, daring one.
Excellent topic
Very beautiful awareness sir Jay Nirbhaya. Jay Jagannath ❤👍🌹🙏
କହିଦେଉଥାଇ ପରକୁ ବୁଦ୍ଧି ନ ଦିଶଇ ନିଜକୁ
ଉତ୍କଳ କେଶରୀ ଶ୍ରୀଯୁକ୍ତ ହରେକୃଷ୍ଣ ମହତାବଙ୍କ ଶୁଭ ଜନ୍ମଦିନରେ ତାଙ୍କୁ ଆମର ପ୍ରଣାମ ।
ନିର୍ଭୟ ର ପ୍ରଭାବ ଯୋଗୁଁ ଯୋଗାଣ ସଚିବ ବଦଳିଗଲେ.
ମୋହନ ସରକାର ଆଘରୁ ସତର୍କ ହେଇଜାନ୍ତୁ ନ ହେଲେ ଆପଣଙ୍କୁ ବି ବହୁତ ସମୟ ଲାଗିବନି ସରକାର ଯିବାକୁ ଚାଷୀଙ୍କ ସହିତ ଖେଳ ଖେଳିଲେ ....... ରହିଲି ଧନ୍ୟବାଦ🙏
ବୁଢ଼ାର ବହୁତ୍ ବିଜେପି ପ୍ରେମ।ମୋହନ ସରକାର ନିଶ୍ଚିତ ଆପଣଙ୍କ କଥା ମନିବେ।
800 koti ru share nischit paibe
ଜୟ ଜଗନ୍ନାଥ
Bahut badhia upasthapana
ଧନ୍ୟବାଦ ସାର୍ ଜୟ ଜଗନ୍ନାଥ
ପ୍ରଥମ କଥାହେଲା ସରକାର କେତେଧାନକିଣିବେ ଅନ୍ତତଃ ଗୋଟେ ଜିଲ୍ଲାରେ ସେତିକି ଧାନହେବ କିନ୍ତୁ ବାକି ଅଧିକ ଧାନ କିଣିବ କିଏ ତାର ମୂଲ୍ୟକେତେ ରହିବ
ଆପଣଙ୍କ ଅଭିଯୋଗ ସାଙ୍ଗକୁ ପ୍ରସ୍ତାବ ପ୍ରଦାନ ବି ଗ୍ରହଣୀୟ । ସାଧୁ ସାବଧାନ !
☀️ ଓଡ଼ିଶା ରୁ ଯେତେ ଶିଘ୍ର ଏ ଅପାରଗ ବିଜେପି ହଟି ରାଷ୍ଟ୍ରପତି ଶାସନ ଲାଗୁ ହେବ.... ସେତେ ଶିଘ୍ର ଓଡ଼ିଶା ର ମଙ୍ଗଳ ହେବ 🙏🙏ସମର୍ଥ କରି ଫଳ ପାଇଲୁ🚩🚩🚩🚩🚩🚩🚩🚩🚩🚩
Mungerilal ke hasin sapne
mana icha kichi gote gapi dele hela aau.. rashtrapati sasan 😂😂
Rajniti kebala chsinka pain bjd sarkar 100 tanka bonus dei parileni kalia jojanare 10 persent chasi pailebaki anyamanakapain nahni saharanchale thiba chasinka pain c m kissan nahni pmkisan bi nahni semane Kan niare muti thile
Abisayare sarkarnka pakhare dabi heba darkar
ପୋଡ଼ୁଚି କିରେ ଭିତରେ ଭିତରେ ବହୁତ ପୋଡ଼ୁଚି ତୁ ଗୋଟେ ଭାଡୁଆ ବିଜେଡି ର.... ଚଟା କୁକୁର 😂😂😂😂
Now Tata power is demanding additional security charges from consumers. Is it justified?
Pl give a detailed report for the interest of public.
ଧନ୍ୟବାଦ ସାର ଅପଣଂକର ସାହାସିକତା କୁ 🙏🙏
ବିଜେପି ପାଇଁ ନିର୍ଭୟ,
ସତ୍ୟ କହିବାକୁ ଭୟ❤❤❤
ନମସ୍କାର ଆଜ୍ଞା, ନମସ୍କାର।
ଜୟ ଜଗନ୍ନାଥ!!!
Unrealistic analysis 😊😊😊😊😊😊😊😊😊
ବହୁତ ବଢିଆ ଦର୍ପଣ ଦେଖାଇଛନ୍ତି ସାର
Excellent
Dear friends and dear Mr Das.. It is right miller wants to raise the milling charge... Why? Please think about it's work done for nation and for that how much it gets reimbursement... For some wrong millers all should not be blame... It's very difficult to run a industry with such low charges..... I like your thoughts very much... But ones again you please study on it... And definitely I know u will make a video for millers and it will be in support 🙏
ବୁଢ଼ା ମୁହଁରୁ ଆଜି କଣ ଏମିତି କଥା ବାହାରିଲାଣି 🧐
Right
Very nice presentation
Very good discussion. Mohan Govt should alert to thiis propaganda.
ମୋହନ ମାଝୀ ଙ୍କର ଉତ୍କଳମଣି ମଧୁସୂଦନ ଦାସ କେମିତି ଲାଗିଲା
ନିର୍ଭୟ ଉପସ୍ଥାପନା...Suresh Pujari ଙ୍କର Ash dumping deal ମଧ୍ଯ ଉପସ୍ଥାପନ କରନ୍ତୁ ।
କିଛି ଝଡ଼ ହେବନି ବିଜେପି ର
କାରଣ କାଲି କି କେହି ଦେଖି ନାହାନ୍ତି, ବର୍ତମାନ ଯାହା ମିଳୁଛି ତାକୁ ବାନ୍ଧ, 2029 ରେ ସରକାର କୁ ଆସିବେ କି ନାହିଁ କିଏ ଜାଣିଛି, ଆଜି ଯଦି ବିଜେଡି ପାର୍ଟି fond ରେ ପଇସା ନଥାନ୍ତା ସେ କଣ ବର୍ତମାନ ର ନିର୍ବାଚନ ଆଗକୁ ଲଢ଼ି ପାରିବେ ?
ତେଣୁ କଥାରେ ଅଛି
ଯାହା ମିଳୁଛି ଅକସ୍ମାତ
ତାକୁ ନେଇଯାଅ ସାଥ ସାଥ.
ସତରେ ବିଜେଡ଼ି ସରକାର ହାରିଲା ପରେ ସୁନା ପେଡି ଖୋଲୁଛି... ପାତାଳ ପଯ୍ୟନ୍ତ ଲମ୍ବିଛି ଚେର ଆଉ 24 ବର୍ଷ ର ଗର୍ବ ଅହଂକାର ଓଡିଶା କୁ ପୁରା ବରର୍ବାଦ କରିଦେଇ ସୋବୁ ସୀମା ଟପି ଯାଇଥିଲେ ଆଉ ସେଥିପାଇଁ ପ୍ରଭୁ ଜଗନ୍ନାଥ ତାଙ୍କୁ ମୂଳ ରୁ କାଟି ସଫା କରିଦେଲେ.. ଜୟ ଜଗନ୍ନାଥ 🙏🙏
ଶେଷରେ ମୋହନ ସରକାର ପାଖରେ ଆପଣଙ୍କ କଥା ପହଞ୍ଚିଲା ସେ ବୀରବୀକ଼ମ ଯାଦବଙ୍କୁ ଯୋଗାଣ ବିଭାଗ ରୁ ହଟାଇଲେ। ଯାହା ଫଳରେ ଆଗାମୀ ଧାନ କୀଣାରେ ସ୍ୱଚ୍ଛ ତା ଆସିବ।
ଆପଣଙ୍କ ନିରପେକ୍ଷ ସମ୍ବଡିତା ପାଇଁ ଆପଣଙ୍କୁ ପ୍ରଣାମ
ସାର ପ୍ରଣାମ 🙏🌹
ଜୟ ଶ୍ରୀ ଜଗନ୍ନାଥ 🙏🌹।
ଧାନ କୁଇଟଲ 3100 ରାଜ୍ୟ ବିଜେପି ଦବ ମୋଦି ବାଳ ଦବ
Satare nirbhay re gumara katha kahi thibaru dhanyavad 🎉
Great journalism, please keep it up.
ନିର୍ଭୟ ଗୁମର କଥାକୁ ବହୁତ ବହୁତ ଧନ୍ୟବାଦ
ମୋର ଭାରତୀୟ ଜନତା ପାର୍ଟି କୁ ଅନୁରୋଧ ବିଜେଡି ଚକ୍ର ଭିୟୁ ର ମାୟା ଜାଲରେ ନ ପଡ଼ିବା ପାଇଁ
ଜୟ ଜଗନ୍ନାଥ
ନିର୍ଭୟ ନାଁମର ସାର୍ଥକତା ପ୍ରତିବାଦନ କଲା ଭଳି ଲାଗିଲା।🙏🏾♥️
Respect ❤
ଯୋଉ ମାନେ ନିର୍ଭୟ କୁ ସମାଲୋଚନା କରୁଥିଲେ ,
ସେମାନେ କୁଆଡ଼େ ଗଲେ ?
Thanks
ବିଶେଷ ଅସୁବିଧା ହେବ ନାହିଁ ଯାହା ଅନୁମାନ କରାଯାଉଛି।
Bjp govt future is not good.
This nirvaya channel is real opposition party. ❤ This channel.
ଆପଣ ଜାଣି ନାହାନ୍ତି ଜାଣନ୍ତୁ କେମିତି ରାଜନୀତି କରନ୍ତି BJP ଦଳ ଓଡ଼ିଶାରେ
Now, farmers should divert to other crops like OILSEEDS, PULSES AND HORTICULTURE....... WE ARE NOW DEFICIT IN WATER RESOURCES FOR THE EXTENSIVE CULTIVATION OF RICE/ SUGARCANE......
Fearless Remarks Generating Political Renaissa are Mindblowing No doubt .
ଆପଣ ଠିକ କହିଛନ୍ତି, ମୋହନ ମାଝି ଙ୍କୁ ଠିକ୍ ବିଚାର କରିବା ଦରକାର
Mu vabithili this govt. will do something for people, but I am ashamed for giving my vote to this govt.....
ମୋତେ ଲାଗୁଛି ମୋହନ ସରକାର ପାଞ୍ଚ ବର୍ଷ ପାଇଁ ଶାସନ କ୍ଷମତାରେ ରହିବାକୁ ଚାହାଁନ୍ତି।ସେ ଦୀର୍ଘ ଦିନ ପାଇଁ ଚିନ୍ତା କରନ୍ତି।
100% right
ନବୀନ ବାବୁ ଙ୍କ ଆଶୀର୍ବାଦରେ 24ବର୍ଷ ଚାଷୀଙ୍କୁ ଥକୁଥିଲେ। ନବୀନ ବାବୁ ଭାଗ ନିଅନ୍ତି।
Ebe BJP v bhaga neba
ଏତେଦିନ ପରେ ନିର୍ଭୟ ଲାଇନକୁ ଆସିଲେ ।
ଆପଣ ଠିକ୍ କହିଛନ୍ତି ଆଜ୍ଞା
Great presentation... tremendous work 🙏
ମିଲର ଏବଂ ସରକାର ଙ୍କ ଏ ଛଳନାପୂର୍ଣ୍ଣ ଆଲୋଚନା ରେ ନିରୀହ ଚାଷୀ ପେଷିହେବ ନାହିଁତ? ସରକାର ଓ ମିଲର ଙ୍କ ଚକ୍ରବ୍ୟୁହ ରେ ଚାଷୀ ହଇରାଣ ନ ହେଉ ସରକାର ଙ୍କୁ ମୋର ବିନମ୍ର ନିବେଦନ ପ୍ରଶାସନ ଓ ସରକାର ଚାଷୀଙ୍କ ଘଇତା ନ ସାଜନ୍ତୁ ••••ଜୟ କିସାନ ••♪•
I must appreciate today's Nirvaya Gumara Katha.
Thank u sir for clear voice.
ଆଗରୁ ସରକାର ଯେଉଁମାନଙ୍କୁ ନେଇ ଚାଲୁଥିଲା ଏବେ ବି ସେମାନଙ୍କ ଦୟାରୁ ଚାଲୁଛି। କେବଳ ଦଳ ଓ ବ୍ୟକ୍ତି ଲୋକଙ୍କ ପାଇଁ ଏକ ଲୋକ ଦେଖାଣିଆ ପରିବର୍ତ୍ତନ।
Jay Jagannath🙏 Jay Nila Madhab 🙏Omm🕉️ Jay BJP🙏 Jay Modi ji🙏 Jay Yogi ji🙏BJD and CONGRESS free Odisha in next 5 years democracy festival SABKA SAATH SABKA VIKASH SABKA BISWAS SABKA PRAYAS MODI PARIVAAR .
ମଉସା ତୁମ କଥା ରୁ ଜଣା ପଡୁଛି ମିଲର ମାନେ କିଛି କରି ନଥାନ୍ତେ ଧାନ ୩୧କରିଲ ମିଲର ମାନକୁ ଦେଲେ କଣ୍ ସରିଯାଉଚି
ଜୟ ଶ୍ରୀ ଜଗନ୍ନାଥ
ଏ ଡିଲ୍ ରେ ସବୁ ମିଲର ସାମିଲ ନାହାନ୍ତି କିଛି ମିଲର ଦଲାଲ ସାଜିଛନ୍ତି ଯେଉଁ ମାନେ ବିଜେଡି ଦଳର ଦଲାଲି କରୁଥିଲେ ଆଜିବି ସେମାନେ ଆଗ ଧାଡିରେ ରହି ମିଲର ମାନଙ୍କୁ ପରିଚାଳନା କରୁଛନ୍ତି ଆଜିକାଲି ବ୍ୟବସାୟ ଅପେକ୍ଷା ଦଳାଲିରେ ଭଲ ପଇସା
Bhaire bjd government ru uthila pore b bjd dayi....bjp jaha decide hebo tahe hebo ....
Jay Maa Durgatinasini ❤❤❤
ମିଲର Mankar ଏଇ ଦାବି ଗ୍ରହଣ କରିବା ଠିକ୍ ନୁହଁ
Please make a episode on education and educational mafias of ODISHA.
ନବୀନ ଦଶ ର ପରାମର୍ଶ ଗ୍ରହଣ କରୁନାହିକି ଓଡ଼ିଶା BJP ସରକାର
❤❤❤❤❤
The perfect analysis sir
Govt. should take custody of all rice mill .
କି ଫାଲତୁ କଥା ବୋଇଲେ ଯଦି ସରକାର କିଛି ଜାଣୁନାହାନ୍ତି ତେବେ ଇସ୍ତଫା ଦିଅନ୍ତୁ l କୁଣ୍ଡା ଖାଇବନି କି ଡ଼ଙ୍ଗା ଛାଡିବନି l
ଆଠ ଶହ କୋଟି ଟଙ୍କା ର ଦୁର୍ନିତି! ପଏଣ୍ଟ ସଠିକ୍। କିନ୍ତୁ ଆପଣ ସାବଧାନ ଥିବେ। କାରଣ ଏହାର ରାକେଟ ଆପଣ ଙ୍କ ଉପରେ ପ୍ରତିଶୋଧ ପରାୟଣ ହୋଇ ଉଠିବେ ନିସ୍ଚୟ।
Jay Jagannath
ଅଲାଜୁକ ଭକତ କହିବେ ଏସବୁ ମିଥ୍ଯା
ଠିକ୍ କଥା।
Milling charges for RAW rice - 10/- and for boiled rice - 20/- per Quintal at present... Why not the government collect Rice through LEVY ROUTE as was done previously ? Govt should not involve in business activities directly.....
If your fact-finding campaign is true it will be inexcusable. The people will never forget and must overthrow after five years.