ତାଲିବାନ ସାଙ୍ଗରେ ଝଗଡା ହେଇଗଲା || BAD EXPERIENCE IN AFGHANISTAN

Поділитися
Вставка
  • Опубліковано 8 гру 2023
  • ତାଲିବାନ ସାଙ୍ଗରେ ଝଗଡା ହେଇଗଲା || BAD EXPERIENCE IN AFGHANISTAN #mutraveller

КОМЕНТАРІ • 2,2 тис.

  • @odiayoutubecreatube
    @odiayoutubecreatube 6 місяців тому +1511

    ଆମ ଓଡିଶା ରୁ ଦେଖୁ ଥିବା ଭାଈ ଓ ଭଉଣୀ ମାନେ ଲବ ଭାଈ ପାଇଁ ଗୋଟେ like ହେଉ 👍👍👍👍

  • @user-no7hz5nl2d
    @user-no7hz5nl2d 6 місяців тому +121

    ଲବ ଭାଇ ତମେ ସତରେ ଗୋଟେ real ଜିଗର ୱାଲା। ତମେ ଆମ ଓଡ଼ିଶାବାସୀଙ୍କର ଗର୍ବ।ଟିକେ ଦେଖି ଚାହିଁ videos shoot କର ତମେ ଆମ ଦେଶର ଭବିଷ୍ୟତ,ଆମ ଦେଶ,ଓଡ଼ିଶା ତମର ମହାନ୍ କାମ ପାଇଁ salute କରୁଛି।

  • @JitendraKumar-dh9sf
    @JitendraKumar-dh9sf 6 місяців тому +21

    ଭାଇ ଶୁଭ ସକାଳ ଆଜିର ଭିଡିଓ ଦେଖିକି ବହୁତ୍ ଦୁଖ ଲାଗିଲା 😢 ଆଗ ନିଜକୁ ସୁରକ୍ଷିତ ରଖ ବାକି ପରେ ଜୟ ମା ତାରିଣୀ 🙏🙏🙏

  • @radhikakhara6421
    @radhikakhara6421 6 місяців тому +53

    ଠାକୁର ଆପଣଙ୍କୁ ସୁରକ୍ଷିତ ଭାବରେ ରଖନ୍ତୁ ଭାଇ ...

  • @nirodnayak8015
    @nirodnayak8015 6 місяців тому +932

    ଭାଇ ସେଠାରୁ ଶୀଘ୍ର ଫେରିଆସ ... ଆମ ଭାରତ ବଡିଆ... ଆମ ଓଡ଼ିଶା ବଢିଆ... ଜୟ ଜଗନ୍ନାଥ...

  • @rabindranathmaharana334
    @rabindranathmaharana334 6 місяців тому +182

    ଲବବାବୁ ସେଠାରୁ ଫେରି ଆସ ଆଉ ଜାଣିରଖ "INDIA IS THE BEST"ଯାହା ନାହିଁ ଭାରତେ ତାହା ନାହିଁ ମରତେ,ଆଉ ବିପଦ ଆସିଲେ "ଜୟ ଜୟ ଜଗନ୍ନାଥ"ସ୍ମରଣ କରିବ ମହାପ୍ରଭୁ ନିଶ୍ଚୟ ଉଦ୍ଧାର କରିବେ l🙏

  • @saroj1296
    @saroj1296 6 місяців тому +98

    ଭତ ସରକାର ଙ୍କୁ ଅନୁରୋଧ ତାଲିବାନ ଙ୍କୁ ଉପଯୁକ୍ତ ଶିକ୍ଷା ଦିଅନ୍ତୁ ବିଦେଶୀ ଙ୍କୁ ଏପରି କରୁଛନ୍ତି ସେଠାରେ ହିନ୍ଦୁ ଙ୍କ ଅବସ୍ଥା କିପରି ଥିବ

    • @daspestcontrol7552
      @daspestcontrol7552 6 місяців тому

      Right kathate kahila bhai Saroj.

    • @soumyaranjanmohapatra7933
      @soumyaranjanmohapatra7933 6 місяців тому +3

      ସେଠିକି ବହୁତ୍ traveller ଯାଉଛନ୍ତି କିନ୍ତୁ ଏମିତି ୟା ଭଳି oversmart ହଉନାହାନ୍ତି।।। ତାଲିବାନ୍ କାହା ବୋପାର ଚାକର ନୁହନ୍ତି।।। ଯେ ଦେଶେ ଯାଇ ସେ ଫଳ ଖାଇ।।।

    • @user-dc1dk8xo1d
      @user-dc1dk8xo1d 6 місяців тому +3

      Bhai seita Taliban loka nka place. tame kn bhabila

    • @user-ry8qw9tw8g
      @user-ry8qw9tw8g 6 місяців тому

      ​@@soumyaranjanmohapatra7933oversmart mane kn

    • @Inner.divinity
      @Inner.divinity 5 місяців тому +1

      Taliban mane kattar Muslim, semane Islam ku sincerely practice karanti..

  • @sushantamishra7062
    @sushantamishra7062 6 місяців тому +68

    ଭଗବାନ ତୁମ ସାଥିରେ ଅଛନ୍ତି ଭାଇ ଏ ଅସୁର ପ୍ରଜାତିର କିଛି ଲୋକ ତୁମର କିଛି କରିପାରିବେନି ସେ ବିଶ୍ୱାସ ରଖି ତୁମ ଲକ୍ଷ ସ୍ଥଳକୁ ମାଡିଚାଲ ଜୟ ଜଗନ୍ନାଥ

  • @adivasientertainmentchanne6069
    @adivasientertainmentchanne6069 6 місяців тому +65

    ❤🎉,,, ସାହସ କୁ ମାନିବାକୁ ପଡ଼ିବ,,, situation handling capacity,,,,waoo,,, my inspiration ❤

  • @ratanlalpurty3569
    @ratanlalpurty3569 6 місяців тому +178

    ଜୁହାର, ବହୁତ ଦୁଃଖ ର କଥା, ଭାଇ ତୁମେ ନିଜେ ଯେମିତି ଭଲ ରହିବା ପାଇଁ ଚେଷ୍ଟା କର, ପ୍ରଭୁ ତୁମକୁ ସାହାଯ୍ୟ କରନ୍ତୁ, God Blesse You, Tike Care 🙏❤️🙏❤️🙏❤️

  • @user-ty5sg1dc7g
    @user-ty5sg1dc7g 5 місяців тому +9

    ବହୁତ ଭଲ ଲାଗୁଛି l ଆପଣ ବହୁତ ସାହସୀ l ଧନ୍ୟବାଦ

  • @gitanjalijena3299
    @gitanjalijena3299 6 місяців тому +6

    Tuma pain ame. Sabu desha dekhiparuchhu tumaku dhanyawad...May God bless you always Laba ..... Thank you so much......

  • @cutesasmita057
    @cutesasmita057 6 місяців тому +272

    ଶୁଭ ସକାଳ ଭାଇ 🥰,,,, ଜୟ ଜଗନ୍ନାଥ 🙏,,,, ଯେତେ ଦେଶ ଅଛି ଆମ ଭାରତ ଭଳି ଦେଶ କେଉଁଠି ନାହିଁ ❤️,,,, ଭାଇ ପ୍ରଥମେ ନିଜକୁ ସୁରକ୍ଷିତ ରଖିବ ☺️,,,,

  • @dmitun01editing66
    @dmitun01editing66 6 місяців тому +105

    ଲବ ଭାଇ ତମେ India ପଳେଇ ଆସଅ ନିଜ ଜୀବନ କୁ ବିପଦରେ ରଖି ଆମ ମାନଙ୍କୁ ଭିଡ଼ିଓ କର ନାହିଁ..... ପ୍ରଭୁ ଜଗନ୍ନାଥ ତମକୁ ଭଲରେ ରଖନ୍ତୁ ⭕‼️⭕...

  • @KartikBhai-dp1bw
    @KartikBhai-dp1bw 2 місяці тому +100

    କିଏ କିଏ ଅନୁଗୋଳ ରୁ ଦେଖୁଛ ଲାଇକ କର

    • @vs_484
      @vs_484 Місяць тому +1

      Ame bhai angul ru tame kauthu

    • @saradasshow387
      @saradasshow387 Місяць тому +3

      Mu banarpal ru bhai.

    • @Gulsonswain248
      @Gulsonswain248 24 дні тому +2

      Mu barasingha ru

    • @rakeshpradhan5255
      @rakeshpradhan5255 9 днів тому +2

      Mnu Talcher ru

    • @KartikBhai-dp1bw
      @KartikBhai-dp1bw 9 днів тому +1

      @@vs_484 ଅନୁଗୋଳ ଠାରୁ 7 କି, ମି ପରତରା ବୋଲି ଗୋଟେ ଗାଁ ଅଛି ମୁଁ ସେଇଠୁ ,, ଡେର୍ଯାଙ୍ଗ ଦ୍ୟାମ୍ ତଳେ

  • @SankirtankanharSankar
    @SankirtankanharSankar 2 місяці тому +2

    ସତରେ ଭାଇ ତମ ସାହାସ ଓ ତମକୁ ଧନ୍ୟବାଦ

  • @INDIAMYJAAN
    @INDIAMYJAAN 6 місяців тому +72

    Bhai gote request ki tame Afghanistan rr rahiki ye video sabu upload karani. Yamana nka upare kichi bharasa nahin

  • @Rinkisahu1435
    @Rinkisahu1435 6 місяців тому +57

    ଭାଇ ପଇସା ଖର୍ଚ୍ଚ ହେଉଛି ହେବ ରିକ୍ସ ବି ନେବ କିନ୍ତୁ ଏତେ ବଡ଼ ରିସ୍କ ନିଅ ନାହିଁ ଦୟାକରି ସିଘ୍ରେ ଆସ ଅନ୍ୟ ଦେଶ କୁ ପ୍ଲାନ୍ କର
    ଜୟ ଜଗନ୍ନାଥ

  • @prasantaray6943
    @prasantaray6943 22 дні тому +4

    😮ସଵୁ ଦେଶର ଆଇନ ସମାନ ନୁହେଁ

  • @manabodhmajhi2253
    @manabodhmajhi2253 2 місяці тому +3

    ଭାଇତୁମକୁ ଅଶେଷ ଅଶେଷ ଧନ୍ୟବାଦ୍ ତୁମର ସାହସ କୁ ଭାଇ❤❤❤

  • @janabisingh7893
    @janabisingh7893 6 місяців тому +356

    ଭଗବାନ ତୁମକୁ ସୁରକ୍ଷିତ ରଖୁ ଭାଇ

    • @pabitrastatus
      @pabitrastatus 6 місяців тому +2

      🎉🎉🎉

    • @ramakatasahoo8204
      @ramakatasahoo8204 6 місяців тому +2

      ଭଗବାନ ତୁମକୁ ଭଲରେ ଭଲରେ ଫେରାଇ ଆଣନ୍ତୁ

    • @budhiasoren3536
      @budhiasoren3536 6 місяців тому +1

      Tame bhabi paruthiba ama desha kahinki mahan.

    • @daspestcontrol7552
      @daspestcontrol7552 6 місяців тому

      Kahniki bhai kahila dekhi ?@@budhiasoren3536

    • @user-jh6vh8ek8b
      @user-jh6vh8ek8b 3 місяці тому +1

      Hii

  • @minatimarndi-kj8sr
    @minatimarndi-kj8sr 6 місяців тому +77

    ଭାଇ ଟିକେ ସତର୍କ ରହି କାମ କରିବେ, ଏତିକି ବୁଝିଲି ଜେ ସେଠି ବି ଭଲ ମଣିଷ ଅଛନ୍ତି.

  • @rajeshkumarbehera01
    @rajeshkumarbehera01 6 місяців тому +8

    ଭାଇ ଏହି ଭିଡିଓ ଟା ଦେଖିଲା ପରେ ମୋତେ ବହୁତ୍ ଦୁଃଖ ଲାଗିଲା 😢।

  • @jagadishtudu248
    @jagadishtudu248 6 місяців тому +3

    ଭାଇ ତୁମକୁ ବହୁତ ବହୁତ ଧନ୍ୟବାଦ
    ଭାଇ ତୁମେ ଜଲଦି ଫେରିଆସ

  • @pratapchandrabehera5638
    @pratapchandrabehera5638 6 місяців тому +43

    ଜଗନ୍ନାଥ ଦୟାରୁ ତମେ ଭଲରେ ରୁହ ଆଉ ତମ ଲକ୍ଷ ପଥରେ ଆଗେଇ ଯାଅ । ସବୁଠାରେ ପ୍ରଭୂ ଜଗନ୍ନାଥ ତମକୁ ସାହା ହେବେ ।

  • @kunuhembram
    @kunuhembram 6 місяців тому +38

    ଲବ ଭାଇ ତୁମ ପୋଷାକରେ ଭାରତର 🇮🇳ପତକା ଲଗେଇ ଦିଅ ❤❤❤

  • @prashantpatra9883
    @prashantpatra9883 6 місяців тому +5

    Your work is great , thank you very much, god bless you

  • @THILAN686
    @THILAN686 6 місяців тому +3

    Lokanka khusi pain tame nije balee paluchha. Thank you bhai tamaku salam karuchhi. Jau desaku jiba pain lokanku dara laguchhi sei desaku jaichha. Sahasaku manibaku padiba.

  • @manojsahooofficial5177
    @manojsahooofficial5177 6 місяців тому +19

    ଭାଇ ନିଜେ ଆଗ ସୁରକ୍ଷିତ ରୁହ। କିପରି ଭଲରେ ଭଲରେ ନିଜ ଜନ୍ମ ମାଟିକୁ ଫେରିଆସ
    Love you laba Bhai
    From bhadrak ❤❤❤❤❤❤

  • @user-nz3ln4fx9r
    @user-nz3ln4fx9r 6 місяців тому +191

    ଭଗବାନ ତୁମର ମଙ୍ଗଳ କରନ୍ତୁ।ଜୟ ଜଗନ୍ନାଥ

  • @sureshmajhi4280
    @sureshmajhi4280 6 місяців тому +15

    ଲଵ ଭାଇ କିଛି ମନଦୁଃଖ କର ନାହିଁ,,😢 ତାଲିଵାନ ଆତଙ୍କି ମାନେ ଯେମିତି କର୍ମ କରୁଛନ୍ତି ସେମିତି ତାଙ୍କ ପାଇଁ ବି ଉପର ବାଲା ସବୁ ଦେଖୁଛି,,ଜୟ ଜଗନ୍ନାଥ 🙏 ଏମିତି କା ଆତଙ୍କି ମାନଙ୍କୁ ନର୍ଖ ରେ ବି ଯାଗା ମିଳିବ ନାହିଁ,। ଜୟ ଭାରତମାତା କି ଜୟ 🇮🇳🇮🇳

    • @Inner.divinity
      @Inner.divinity 5 місяців тому

      Afghanistan, Pakistan re hindu devi, devata, bhagwan nka kichi power nahin..

    • @PaapiyonKaVinashak-et2bk
      @PaapiyonKaVinashak-et2bk 19 днів тому

      ​@@Inner.divinitytu padhinu Bodhe Mahabharat Ramayan Padhee jaaa Tu Murkhh Chutiyaa Bhaliaa comment kan Karuchi Kiree Pagala Taaa Naa kann..
      Afganistan Bharat Ra Part Thilaa Janinu Bodhe

    • @kkkkkkkkk68
      @kkkkkkkkk68 16 днів тому

      Banda hidnu ​@@Inner.divinity

    • @ChinniPeri
      @ChinniPeri 9 днів тому

      ​@@Inner.divinitysabu power achi....bhagban nka power Mandira bhitare simita nahin...jemiti karuchnati semiti pauchnati ....hazar hazar loka maruchnati bhika magi khauchanti....Palestine b yanka ra hin karma

  • @tapankumar9600
    @tapankumar9600 6 місяців тому +3

    କିଛି ପାଇବା କୁ ହେଲେ କିଛି ସହିବାକୁ ପଡ଼ିଥାଏ। ଏମିତି ହେବ ଲବ ଭାଇ କିଛି ଭାବୋନ୍ତୁ ନି ଆମେ ସବୁ ଓଡ଼ିଶା ବାସୀ ତୁମ ସାଙ୍ଗରେ ଅଛୁ ❤❤❤

  • @Tikilifestyle
    @Tikilifestyle 6 місяців тому +132

    ଲବ ଭାଇ ଙ୍କ ସବୁ ଭିଡିଓ ରୁ ବହୁତ ନୂଆ ନୂଆ ଶିକ୍ଷା ମିଳୁଛି 👍👍👍କିଏ କିଏ କେଉଁଝର ରୁ ପ୍ରତ୍ୟେକ ଦିନ ଲବ ଭାଇଙ୍କ ଭିଡ଼ିଓ ଦେଖୁଛ ❤️ସେ like କରନ୍ତୁ ଆଉ ଗୋଟେ share କରନ୍ତୁ ❤️❤️❤️ସେ

  • @user-so5zs8ww2o
    @user-so5zs8ww2o 6 місяців тому +32

    ଲବ ଭାଇ ଶୀଘ୍ର ଫେରିଆସ ଓଡ଼ିଶାକୁ...ଜୟ ଜଗନ୍ନାଥ...

  • @connectwithdebmona
    @connectwithdebmona 6 місяців тому +6

    India ଭଳି ଦେଶ କୋଉଠି nhi.. Jay hind👏

  • @mirzamohammedwajid9205
    @mirzamohammedwajid9205 6 місяців тому +6

    ଭାରତ ଭଡ଼ିଆ ଦେଶ ଦୁନିଆରେ କୋଉଠି ନାହିଁ❤❤❤

  • @mayurbhaj456
    @mayurbhaj456 6 місяців тому +16

    ଧନ୍ଯବାଦ ଭାଇ ଆମକୁ ଦୁଃଖ ଲାଗୁଛି😢😢

  • @debd7630
    @debd7630 6 місяців тому +22

    ଏଠି ଗର୍ବ ରେ କୁହ ମୋ ଭାରତ ମହାନ୍ । କେତେ ପୁଣ୍ୟ ବଳେ ଭାରତ ରେ ମୋ ଜନ୍ମ । ମୋ ଭାରତ ମାତା ର ଜୟ

    • @daspestcontrol7552
      @daspestcontrol7552 6 місяців тому +1

      Satare bhai! Kete khatir Bharataru asichanti boli afghan lokankara ama laba pain

  • @mamatamallick1035
    @mamatamallick1035 6 місяців тому +2

    ବହୁତ ସୁନ୍ଦର

  • @usmusicofficial7880
    @usmusicofficial7880 2 місяці тому +13

    ବଲାଙ୍ଗୀର ଜିଲ୍ଲା ରୁ କିଏ କିଏ ଦେଖୁଛ ଲାଇକ କାର

  • @diptimayimarndi9192
    @diptimayimarndi9192 6 місяців тому +14

    ଭାଇ ଗୋଟେ କଥା ଧ୍ୟାନ ରଖିବ ତାଙ୍କ ଆଗରେ ସବୁ ବେଳେ ତାଙ୍କ ନାଁ ଧରିବନି ସେମାନେ ନହଲେ ରାଗି ଯିବେ 😢 ସେଇପାଇଁ ବୋଧେ ସେମାନେ ଏତେ ରାଗୁଛନ୍ତି ଭାବୁଥିବେ tanibani ବିଷୟରେ କି ଖରାପ କହୁଛି ବୋଧେ 🙏

  • @john.solodrive
    @john.solodrive 6 місяців тому +23

    Praise the Lord❤❤❤ god bless you❤❤❤❤❤

  • @subh7637
    @subh7637 3 місяці тому +4

    ଭାଇ ତମେ ଆମ ଗର୍ବ,
    From କେନ୍ଦ୍ରାପଡ଼ା

  • @techbikashvlogs
    @techbikashvlogs 6 місяців тому +5

    ଜୟ ଶ୍ରୀରାମ ❤️ଲୋବ ଭାଇ ❤️

  • @binodkumar-px7ld
    @binodkumar-px7ld 6 місяців тому +33

    ଲବ ଭାଇ ନିଜେ ସୁରକ୍ଷା ରୁହନ୍ତୁ (ନିଜେ ଠିକ୍ ତ ଦୁନିଆଁ ଠିକ୍) 👍🙏🙏🙏👍

  • @adivasikherwaljumid
    @adivasikherwaljumid 6 місяців тому +53

    YOU ARE VERY BRAVE MAN.❤❤❤❤
    AFGHANISTAN 🇦🇫 LOCAL PEOPLE SEEMS TO NICE MAN, BUT TALIBAN RULER FORCE AND RELIGION LEADER ARE NOT SO.

  • @binapanimohanty9831
    @binapanimohanty9831 6 місяців тому +45

    ଭାଇ ଯେଉଁ ଦେଶ ବୁଲ ତମେ ଖୁଦା ହାପିସ କୁହ ନାହିଁ କହିବ ଜୟ ଶ୍ରୀ ରାମ

    • @bhaskarparida1201
      @bhaskarparida1201 3 місяці тому

      Gandi re garam tela dhalidebe talibani mane😅

    • @kalicharanacharya4165
      @kalicharanacharya4165 3 місяці тому +2

      Hard heijiba bhai.....may be semane like na kari paranti...

    • @skirsadskirsad4502
      @skirsadskirsad4502 3 місяці тому

      😂😂😂😂😂😂😂

    • @user-fe9eu5xb1b
      @user-fe9eu5xb1b 2 місяці тому +1

      Bhai kahibare kichi nahi kintu muslim jaga re jadi ame hindu jay shree Ram kahiba ta semane amaku maribbe kahikina ame eka thiba 😢 kintu India re ame muslim manaku emiti kebe Karine proud to be hindu

    • @bharatiParida-xn2gn
      @bharatiParida-xn2gn 2 місяці тому

      143

  • @bijankumarnayak1080
    @bijankumarnayak1080 6 місяців тому +4

    ଭାରତ ମାତା କୀ ଜୟ 🇳🇵 ଜୟ ହିନ୍ଦୁତ୍ୱ 🇳🇵

  • @user-iv6yq1uv7h
    @user-iv6yq1uv7h 6 місяців тому +109

    Respect button for Naveed Bhai, He is such a nice & Hardworking person You are so good I like you Bhai l love you Broo❤❤❤❤❤❤

  • @BIBHU_VLOGS_7735
    @BIBHU_VLOGS_7735 6 місяців тому +24

    Laba bhai jou mane heart❤ ru bhalo finally like gote karideo re amo odisha bhai mane.... 😊😊

  • @danielpradhanpiyush7390
    @danielpradhanpiyush7390 6 місяців тому +2

    Very interesting video Bhai bahuta bhala

  • @DEEPAKKUMAR-pv3sv
    @DEEPAKKUMAR-pv3sv 6 місяців тому +1

    ପଳେଇ ଆ ରେ ଭାଇ ଗୁଳି ଫୁଳି ଫୁଟେଇ ଦେବେ
    ଜୟ ଜଗନ୍ନାଥ

  • @madhusudandash8048
    @madhusudandash8048 6 місяців тому +42

    ।।। ଜୟ ଶ୍ରୀ କ୍ରିଷ୍ଣା ।।। ଭାଇରେ ନିଜକୁ ଟିକେ ଦେଖିକି ରହିବା କୁ ପଡ଼ିବ, ଦ୍ୱିତୀୟ କଥା ହାତେ ମାପି ଚାଖଣ୍ଡେ ଚାଲିବା ଦରକାର ,,,

  • @MohinibalaSethy-iz3fl
    @MohinibalaSethy-iz3fl 6 місяців тому +25

    Respect button for Laba bhai❤ you are so good i like you bhai ❤ God bless you🍫

  • @biranchipalei8205
    @biranchipalei8205 6 місяців тому +3

    ଭାଇ ଜୟ ଜଗନ୍ନାଥ
    ମାଡ଼ି ଚାଲ

  • @dbvisual67
    @dbvisual67 6 місяців тому +4

    Laba ଭାଇ ଭଲରେ ରୁହ ସେଠି। ବେଶି Risk ଜାଗାରେ ଯାଅନି। ଲୋକାଲ ଲୋକଙ୍କ ମତାମତ ନେଇ କି vlog କର। ଆଫଗାନିସ୍ତାନ ଦେଖି ବହୁତ ଭଲ ଲାଗିଲା।❤️❤️❤️

  • @rahulonline1985
    @rahulonline1985 6 місяців тому +30

    ଭାଇ ମୁଁ ତୁମର ସବୁ ଭିଡ଼ିଓ ଦେଖେ ଭହୁତ ଖୁସି ଲାଗେ ହେଲେ ଆଜି ମନ ଦୁଃଖ ହେହିଗଲା ଭାଇ ଆମର 😢 ok ଭାଇ ଭଲରେ ରୁହ ଜୟ ଜଗନ୍ନାଥ 🙏🙏🙏

  • @dtvlog6677
    @dtvlog6677 6 місяців тому +8

    Love you bro dil se❤ମୁଁ ଓଡ଼ିଆ ହୋଇ ନିଜକୁ ଧନ୍ୟ ମନେ କରୁଛି ଧନ୍ୟବାଦ ଭାଇ ଜୟ ଜଗନ୍ନାଥ🚩🙏

  • @surendrakasta5434
    @surendrakasta5434 6 місяців тому +3

    I am feeling you are very brave person .Thank you for your brave mind.

  • @dbvisual67
    @dbvisual67 6 місяців тому +22

    Afghan people are very loving people. Love and regards from India ❤️❤️❤️❤️

  • @DeepakKumar-zq1vp
    @DeepakKumar-zq1vp 6 місяців тому +7

    ସୌରଭ ଯୋଷି କିଆ ଭାଇ ଅଶିଲି ବ୍ଲଗର ତ ଆମ ଲବ ଭାହି ସେ ସବୁ ଦେଶ ଯାଇ ଆମକୁ ଦେଖୂଚନ୍ତିl
    Love you Laba bhai ❤❤

  • @siban_Hembram
    @siban_Hembram 6 місяців тому +4

    Intresting ଲାଗୁଛି ହେଲେ ଡର ବି ଲାଗୁଛି love you ଭାଇ ♥️♥️♥️

  • @Enjoying.876
    @Enjoying.876 6 місяців тому +6

    Dreams come true bro.. you must achieve anything... You can win oneday... you can survive any situation my strong local odia bro...go ahead...Jai Bharat...jai Odisha..jai hind...Jai jagannath

  • @HRUTUBER134
    @HRUTUBER134 6 місяців тому +2

    Lobo bhai god tomo sangore o6nti kichhi b hoboni god bless you love you lobo bhai

  • @user-wd7lv3pp9i
    @user-wd7lv3pp9i 6 місяців тому +9

    ଲବ ଭାଇ ବାହାର ଦେଶ ଯାଇକୀ ଆମ odisha ରେ ଭଲ ରେ ପହଂଚିବେ ବୋଲି ମୋର ଆଶା and ବିଶ୍ୱାସରେ ଅଛି ଜୟ ଜଗନ୍ନାଥ 🙏🏻

  • @hrudanandasankhua5824
    @hrudanandasankhua5824 6 місяців тому +4

    ଜୟ ଜଗନ୍ନାଥ 🙏 ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️Good bless you 👍

  • @Sibabatikishan76838
    @Sibabatikishan76838 6 місяців тому +1

    ଭାଈ ଡୋର ତୋ ଲାଗୁଛି ହେଲେ ତୁମକୁ ଭାଗୋବାନ ଶାହା ହୁଆନ୍ତୁ God bless you Bhai

  • @user-ux8ft5ot5r
    @user-ux8ft5ot5r 6 місяців тому +2

    Bahut sundar bhai

  • @travelwith1981
    @travelwith1981 6 місяців тому +15

    ଜୟ ଜଗନ୍ନାଥ। 🎉 ସୁରକ୍ଷିତ ଭାବେ ଯାହା କରୁଛ କର। ମୁସଲିମ କାହାର ନୁହଁନ୍ତି। Be safe

  • @parthasarathipradhan5252
    @parthasarathipradhan5252 6 місяців тому +19

    ତମ ସାହସ କୁ ମାନିବାକୁ ପଡ଼ିବ ❤❤❤

  • @saradaprasadpatra6291
    @saradaprasadpatra6291 6 місяців тому +3

    ଶ୍ରୀ ଜଗନ୍ନାଥ ମହାପ୍ରଭୁ ପ୍ରାର୍ଥନା କରି ବାହାରକୁ ବାହାରନ୍ତୁ। ଆପଣ ସୁସ୍ଥ ଏବଂ ସୁରକ୍ଷିତ ରୁହନ୍ତୁ ।
    🙏🙏🚩 ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏🙏🚩

  • @ajayeditor-tr1hy
    @ajayeditor-tr1hy 2 місяці тому +4

    ଆମ ଓଡିଶା ଭାଇଙ୍କ ପାଇଁ ଗୋଟେ like ହୋଉ 🎉🎉🎉🙏🙏ଜୟ ମା ତାରିଣୀ 🙏🙏

  • @dhanirambeg7820
    @dhanirambeg7820 6 місяців тому +18

    ଲବ ଭାଇ ଯୁହାର 🎉 ବହୁତ ଦୁଃଖ ର କଥା ଯେ ସେ ତାଲିବାନି ଆସି କରି ଚାପୁଡ଼ା ମାରିଲା ଠିକ୍ ଅଛେ କିଛି ଭାବାର ନିନ be careful 😢😢

  • @saritascreativeart7043
    @saritascreativeart7043 6 місяців тому +52

    ସେଠି ଯେଉଁ ମାନେ ତୁମ ସହିତ friendly ହେଉଛନ୍ତି ସେମାନଙ୍କୁ ହିଁ ପଚାର ଯେ ତାଲିବାନି ମାନଙ୍କ ସହ କେମିତି deal କରିବ ଆଉ ତାଙ୍କଠୁ କେମିତି safe ରେ ରହି vlog କରି ହେବ... କେଉଁ area ରେ କେତେ risk ଅଛି ତ ସାବଧାନ ରହିବ

  • @user-ts4ly6zx7c
    @user-ts4ly6zx7c 6 місяців тому +4

    God bless you bro... Keep it up!

  • @RWP879
    @RWP879 6 місяців тому +2

    ବହୁତ୍ ସୁନ୍ଦର୍ ❤

  • @R.T.Babu-zz5gg
    @R.T.Babu-zz5gg 6 місяців тому +4

    ଲବ ଭାଇ ତୁମେ ବହୁତ ସାହସୀ ଜୟ ଜଗନ୍ନାଥ ❤,👌👍

  • @ugond484
    @ugond484 6 місяців тому +56

    ପଛଘୁଞ୍ଚା କେବେ ଦେବନି ଭାଇ
    ଯେତେ Danger ଯାଗା ହେଲେ ବି
    ସତ୍ୟ ର ହିଁ ଜଯ ହୁଏ ବିଶ୍ୱାସ ରଖନ୍ତୁ
    ଯେତେ ଯାହା ହେଉ ଓଡିଶା ଟୋକା ଘାଣ୍ଟି କି ଆସିବ
    ଜୟ ଜଗନ୍ନାଥ 🚩❤🙏🙏🙏💗🌎

  • @Born2Soldier
    @Born2Soldier 6 місяців тому +7

    I Proud of my self I'm a Indian 🇮🇳 Jai Hind Jay Shree Ram 🚩 Bharat Thu Bhala Country Nahi

  • @ManmathaBihari98
    @ManmathaBihari98 6 місяців тому +3

    ଜଗନ୍ନାଥ ଆପଣଙ୍କୁ ଭଲରେ ରଖନ୍ତୁ ❤❤❤❤

  • @user-db6ks4rn6h
    @user-db6ks4rn6h 6 місяців тому +4

    ଭଉତ ବଢିଆ ଭାଇ ନିଜ ପ୍ରତି ଧ୍ୟାନ ଦିଅ ଆଉ ଜଲଦି ପଳେଇ ଆଶ good bless you🙏🙏

  • @user-pn7un4sg6k
    @user-pn7un4sg6k 6 місяців тому +42

    Thank you very much Bhai for your courage ❤

  • @jehovahswitnessyoububechan8710
    @jehovahswitnessyoububechan8710 6 місяців тому +2

    Best video bhai❤

  • @vloggerlegend9845
    @vloggerlegend9845 6 місяців тому +2

    ଭାଈ ତମେ tension ନିୟନି Odisha ଲୋକଙ୍କ ଅଶ୍ରିବାଦ ଅଛି ଖାଲି Odisha ଲୋକ ନୁହନ୍ତି ପୁରା India ଲୋକଙ୍କ ଭଲ ପାଇବା ଅଛି . Jay shree Ram 🙏🚩🙏

  • @hiramurmu7422
    @hiramurmu7422 6 місяців тому +17

    Thanks to afghan people's to nice friendly ❤❤❤❤

  • @lingarajmohanty1393
    @lingarajmohanty1393 6 місяців тому +15

    Mo ayusa ru adha bhagwan tumaku deidiantu bhai emiti sabuble khusi re ruha god bless you 🙏🙏🙏🙏

  • @OdishaElection
    @OdishaElection 2 місяці тому

    Pls share and subscribe to this channel to watch exclusive video of Odisha and Odisha general election news details ❤

  • @kanhuchbehera6426
    @kanhuchbehera6426 4 місяці тому +30

    ଲବ ଭାଇ ଜୟ ଜଗନ୍ନାଥ🙏🙏କିଏ କିଏ ପୁରି ରୁ ଦେଖୁଚ ଲାଇକ୍ କର

  • @debasishbehera4938
    @debasishbehera4938 6 місяців тому +22

    ଲବ ଭାଇ ତମେ india ପଳେଇ ଆସ ଜଲଦି.. ତମେ ଭଲ ରେ ରୁହ 🙏🙏 ଜୟ ମା ସମଲେଶ୍ୱରୀ 🙏🙏 ଜୟ ଜଗନ୍ନାଥ 🙏

  • @litanjaliballitanjali2058
    @litanjaliballitanjali2058 6 місяців тому +20

    ଭଗବାନ ଓ ଦର୍ଶକ ତୁମ ସ ଅଛନ୍ତି କିଛି ହବନି ଭାଇ ଏମିତି ଆଗକୁ ମାଡି ଚାଲ

  • @shila5768
    @shila5768 12 годин тому

    Thank you Bhai e video bahut bhala lagila

  • @user-ie6pp6dv1f
    @user-ie6pp6dv1f 6 місяців тому +2

    ଜୟ ଜଗନ୍ନାଥ ଜୟ ❤❤❤❤❤

  • @hindustanmonisha1206
    @hindustanmonisha1206 6 місяців тому +15

    ଭାଇ ପାଇଁ ଗୋଟେ like ହେଉ jai jagannath 🙏🚩

  • @taranibehera8452
    @taranibehera8452 6 місяців тому +6

    Bhai bhaut dukha laguchi but u are great man for you 👍✔️✔️✔️✔️👍👍👍👍👍👍

  • @user-bq5vt3lo5o
    @user-bq5vt3lo5o 4 місяці тому +3

    _ହିନ୍ଦୁସ୍ତାନ ♥️ ଆଫଗାନିସ୍ତାନ_

  • @syedsarfarajnawaj6056
    @syedsarfarajnawaj6056 6 днів тому

    Good job

  • @user-kh6ho7fd1v
    @user-kh6ho7fd1v 6 місяців тому +19

    ଏତେ ରିକ୍ସି ନେଇ ଭିଡ଼ିଓ କର ନାହିଁ ଭାଇ ତମ ଉପରକୁ ବିପଦ ଆସି ପରେ, ଜୟ ଜଗନ୍ନାଥ

  • @debasis605
    @debasis605 3 дні тому

    Bahut khusi lagila bhai

  • @prasantmanipriyansuvloge4531
    @prasantmanipriyansuvloge4531 5 місяців тому +1

    ସବୁ respect ମୋଦି ପାଇଁ

  • @debasishpujari7286
    @debasishpujari7286 6 місяців тому +13

    କୁକୁର ଯେତେ ଆପଣାର ହେଲେ ବି ପାଗଳ କୁକୁର ନୁହେଁ l ଭାଇ ସେଠୁ ଜଲଦି ପଳେଇଆସ l